Argus Bada Khabar Live || ଦାଦନ ଦୂର ପାଇଁ ଟାସ୍କଫୋର୍ସ | 15 Oct 2024 || Argus News

Поделиться
HTML-код
  • Опубликовано: 14 окт 2024
  • Argus Bada Khabar Live || ଦାଦନ ଦୂର ପାଇଁ ଟାସ୍କଫୋର୍ସ | 15 Oct 2024 || Argus News
    #ArgusNews #ArgusSpecial #dadan #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    RUclips : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Комментарии • 9

  • @gunanidhinaik3699
    @gunanidhinaik3699 9 часов назад +3

    ଓଡିଶାରେ ଯେତେ କଳ କାରଖାନା ବନ୍ଦ ହୋଇଛି ;ଯଥା ସମ୍ଭବ ସେଗୁଡିକ ମଧ୍ୟରୁ ପ୍ରାଥମିକତା ଦୃଷ୍ଟିରେ ଯେଉଁ ଗୁଡିକ ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେଗୁଡିକୁ କାର୍ୟ୍ଯକ୍ଷମ କରାଯାଉ ।ଲୋକଙ୍କୁ ଯଦି ଗାଁ ପାଖରେ କାମ ମଲିଲା ତା ହେଲେ ଦୁରକୁ ଯିବେ ନାହିଁ ।

  • @gunanidhinaik3699
    @gunanidhinaik3699 9 часов назад +2

    ପୁର୍ବ ସରକାର ରେ ଦାଦନ ସମସ୍ୟା ଥିଲା ଏକଥା କେହି ବି ଅସ୍ୱୀକାର କରିବେ ନାହିଁ ।କିନ୍ତୁ ଦେଖାଯାଉଛି ଯେ ଦଲାଲମାନେ ଯେତେବେଲେ ଦାଦନ ଖୋଜିବସକୁ ଅାସନ୍ତି ସେ ସମୟରେ ମୁଣ୍ଡପିଛା ଅଗ୍ରୀମ ଦେଇକି ନିଅନ୍ତି ।ସେ ଅଗ୍ରୀମ ପଇସାରେ ସେମାନେ ଅପବ୍ଯୟ କରିଥାନ୍ତି ।ଏ କଥା ସମସ୍ତେ ସ୍ୱୀକାର କରିବେ ଯେ ଦଲାଲମାନେ ଯଥେଷ୍ଟ ଳାଭାନ୍ୱିତ ହୋଇଥାନ୍ତି ।

  • @makarsenapati1213
    @makarsenapati1213 15 часов назад +2

    ଦାଦନ ସମସ୍ୟା ବିଷୟରେ ବିଜେପି ଦଳ ଲୋକ କିଛି କମେନ୍ଟ୍ ଦିଅ

  • @ATANK-YT
    @ATANK-YT 11 часов назад +1

    ପ୍ରଥମେ ଲୋକଙ୍କୁ କାମ ଦିଅନ୍ତୁ, ତା ପରେ ଟାସ୍କଫୋର୍ସ ଗଠନ କରିବେ। ଯେତିକି କାମ କୁ ସେତିକି ଦରମା ନାହିଁ, କାମ କରୁଥିବା ଲୋକ ର ଦରମା କମ୍, କଣ କରିବେ ଲୋକ ଆଉ, ଦେଖାଯାଉ ନୂତନ ସରକାର କଣ କରୁଛନ୍ତି ।

  • @birendrasahu8282
    @birendrasahu8282 7 часов назад

    ଶୁଭଦ୍ରା ଯୋଜନା ଭଳି ହବନିତ. ମାଡାମ ଟିକେ ପଚାରିବେ.

  • @gunanidhinaik3699
    @gunanidhinaik3699 9 часов назад +1

    କେବଲ ଟାସ୍କଫୋର୍ଷ ଗଠନ କଲେ ଦାଦନ ସମସ୍ୟା ର ସମାଧାନ ହେବ ନାହିଁ ।

  • @GourangaCharanDandasena
    @GourangaCharanDandasena 11 часов назад +1

    Dadana gale gadha bhali khatiba income kariba gaon ku Asile mada pie pie tanka sariba sanga pilanku deba nije pieba tanka sari gale puni dadan jiba mu bi Jaithili local train re au jibini bahut asubidha

  • @antaryamirajpalia6996
    @antaryamirajpalia6996 8 часов назад

    ବିଜେପି ସରକାର ହେଲା ପରେ ମଧ୍ୟ ନୁଆଖାଇ ପର୍ବ ରେ ଦାଦନ ସରକାର ଅଗ୍ରିମ ଟଙ୍କା ଦେଲେଣି ଆଗକୁ ମୋହନ ସରକାର କ'ଣ କରିବେ

  • @satyanandasahu335
    @satyanandasahu335 8 часов назад

    ଅଣ ଓଡ଼ିଆ ମଲାମୁରଦାର ନବୀନ ବୁଢ଼ା ମାଗିହା ଓଡିଶା କୁ ବରବାଦ୍ କରିଦେଲା