କଟନୀ ଛଟନୀ - ଯୋଗାଣ ମନ୍ତ୍ରୀଙ୍କ କଡ଼ା ବାର୍ତ୍ତା | Krushna Chandra Patra | Argus News

Поделиться
HTML-код
  • Опубликовано: 27 янв 2025

Комментарии • 18

  • @kkarunakaramahanandia9980
    @kkarunakaramahanandia9980 22 часа назад +3

    ଅଯୋଗ୍ୟ ଓ ଅସହାୟ ମନ୍ତ୍ରୀ ଯୋଗୁଁ ସମଗ୍ର ଓଡ଼ିଶାରେ ମଣ୍ଡିରେ ଶୋଷଣ ଶିକାର ହେଉଛନ୍ତି

  • @ranjankumarnayak
    @ranjankumarnayak 23 часа назад +3

    ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ରେ ଧାନ 8 କେଜି କଟନୀ ଛଟନି ହଉଛି

  • @AnantaMohanty-bl3sv
    @AnantaMohanty-bl3sv День назад +2

    ମନ୍ତ୍ରୀ କହିବା ଅପେକ୍ଷା କାର୍ଯ୍ୟାନୁଷ୍ଠାନ ନେବା ଉଚିତ।ଏକଥା ଅର୍ଗୁସ ମନ୍ତ୍ରୀଙ୍କୁ ପଚାରିବା କଥା।ଅପାରଗ ମନ୍ତ୍ରୀ

  • @bijayparida8085
    @bijayparida8085 17 часов назад +1

    ବିଜେପି ର ଦୋଷ

  • @rjbapun1942
    @rjbapun1942 День назад +1

    ଆରେ ଅଲାଯୁକ ସରକାର ବିଜେପି ର ଆଉ ମନ୍ତ୍ରୀ ବି ବିଜେପି ର ଆଉ ବାକି rahila IAS ଙ୍କ କଥା, ସେ ପୁଣି ମାନୁନାହାନ୍ତି ଛି ଥୋ 😂

  • @TiluartGallery
    @TiluartGallery 19 часов назад

    ନିଜ ଜିଲ୍ଲା ରେ ମିଲର ମାନେ dhana ଉଥାଉନହନ୍ତି ସେଇ କଥା ଆଗ ଵୁଝ ଆଉ କଟଣି ଛତନି ହବନି କି କହୁଚ

  • @SunilSahu-e2b
    @SunilSahu-e2b 18 часов назад

    ଢେଙ୍କାନାଳ ଜିଲ୍ଲାରେ ଧାନ ମଣ୍ଡି ବନ୍ଦ ରହିଛି କଣ ପାଇଁ ମନ୍ତ୍ରୀ ମହାଶୟ କୁହନ୍ତୁ

  • @AjayaBaba-gw8vs
    @AjayaBaba-gw8vs День назад

    ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନୂଆଁଗା ପଞ୍ଚାୟତ ରେ 5କେଜି କାଟୁଛନ୍ତି।ଏହାକୁ ରୋକନ୍ତୁ।

  • @BijaykumarSahoo-bb7ds
    @BijaykumarSahoo-bb7ds День назад

    Yes 100% right statement of hon'ble Minister.Few officers are wanting to creat disturbance in administration. They should be punished so that other officers will definitely change their mind. No officers are corrupted in the first appointment. Gradually they become corrupted taking the flexibility of govt.

  • @lalitsahu-nj6qf
    @lalitsahu-nj6qf День назад

    କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ର ସାନଚେର ଗାଁ ମଣ୍ଡିରେ ୭ କେଜି ଧାନ କାଟୁଛନ୍।

  • @PitabasaSenapati
    @PitabasaSenapati День назад

    ଭଣ୍ଡାୀପୋଖରୀ ବ୍ଲକ ମଳଦା ସମବାୟ ସମିତି ରେ ବି 7 କେଜି କଟା ଯାଉଛି

  • @pramodchoudhury2788
    @pramodchoudhury2788 20 часов назад

    Mugagahir badamba Cuttack re 9kg

  • @dillip_363
    @dillip_363 21 час назад

    Mantri mahodaya mandiku aasa

  • @AkshayaSethi-n1q
    @AkshayaSethi-n1q День назад

    bjp Sarkra kn Pura action na ISA babu up action pandu chal bjp Sarkra kich kari pari nhi

  • @baralsubash7787
    @baralsubash7787 День назад

    Aparaga Minister ku sarkar. Kete percent loka Rs3100/ pauchanti. Tama channel ku lajya laguni sarkar ra Guna gana karibaku.

  • @aanandrao2408
    @aanandrao2408 21 час назад

    ଖାଲି କାର୍ଯ୍ୟାନୁଷ୍ଠାନ ନାହିଁ । ଚାକିରିରୁ ବହିସ୍କାର ସହ ଆୟବର୍ହିଭୂତ ସମ୍ପତି ଜପ୍ତ କରି ଜେଲ୍ ଓ ନିଜ ପାଖ ସମ୍ପର୍କୀୟ ନାଁ ରେ ଥିବା ଆୟ ବହିର୍ଭୁତ ସମ୍ପତି ମଧ୍ୟ ଯାଞ୍ଚ୍ କରି ଜପ୍ତ ସମ୍ପତି ଗରିବ ଯାହାର ଘର,ଚାକିରି,ବଞ୍ଚିବାର ବ୍ୟବସ୍ଥା ନାହିଁ ଏହି ସମ୍ପତି ସେଠାରେ ଖର୍ଚ୍ଚ ହେବା ଆବଶ୍ୟକ ।

  • @manmohannayak9577
    @manmohannayak9577 День назад

    Tume ki minister ho. Dhenkanal re 50kg hisab re 5kg katuchhanti...tume karuchha kan