Elderly Man Climbs Atop Dadhinauti in Puri Srimandir Because He Saw in His Dreams Doing That

Поделиться
HTML-код
  • Опубликовано: 21 ноя 2024

Комментарии • 182

  • @nilamanisahu4910
    @nilamanisahu4910 2 месяца назад +19

    ସେ କଥାକୁ ବହୁତ ବଡ ଚିତ୍ରଣ ନ କରି ସେ ବ୍ୟକ୍ତି କୁ ଛାଡି ଦିଅନ୍ତୁ, ସେ ବ୍ୟକ୍ତି ଜଣଙ୍କ ପ୍ରକୃତରେ ଭାବ ବିହ୍ୱଳ ହୋଇ ଏ ସବୁ କାର୍ଯ୍ୟ କରିଛନ୍ତି ❤

  • @PremaLata-pw3dg
    @PremaLata-pw3dg 2 месяца назад +131

    ସବୁସେଇ ମହାବାହୁ ଙ୍କ ଇଚ୍ଛା, ଜୟ ଜଗନ୍ନାଥ 🙏🙏🙏🙏🙏

  • @sudhansubarik469
    @sudhansubarik469 2 месяца назад +3

    Good bless you baba

  • @Rojalijena70
    @Rojalijena70 2 месяца назад +81

    Jagannath nka ଇଚ୍ଛା na ଥିଲେ କେହି ଏମିତି ଚଢ଼ି ପାରିବନି।
    ଦୟାକରି ତାଙ୍କୁ।
    କୌଣସି ଦଣ୍ଡ diyani 😢

    • @MoonLight0466
      @MoonLight0466 2 месяца назад +2

      ଜଗନ୍ନାଥ ଙ୍କ ଇଛା ଥିଲେ ଜମା ଧରା ପଡି ନଥାନ୍ତେ ଉପରକୁ ଯାଇ ପାରିଥାନ୍ତେ

    • @STATUSKING-uq2sf
      @STATUSKING-uq2sf 2 месяца назад +2

      Jaiki return heichanti .pare dhara padile

    • @kishorson3553
      @kishorson3553 2 месяца назад +2

      ସତ କହିଲେ ଆଜ୍ଞା 🙏

  • @Publicsmaster
    @Publicsmaster 2 месяца назад +93

    ଏହା ଭଗବାନଙ୍କ ଅବତାର । ଆପଣ ଅଭଦ୍ର ଭଳି ହୁଅନ୍ତୁନି ।

  • @ganeshkrishna2509
    @ganeshkrishna2509 2 месяца назад +63

    ଯେତେବେଳେ ଶ୍ରୀ ବଳଭଦ୍ର ଠାକୁର ରଥ ରୁ ତଳେ ପଡ଼ି ଗଲେ ସେ ସମୟ ରଥ ରେ ଥିବା ସବୁ ସେବାୟତ କୁ ଏମିତି ଗୋଷଡି କି ଗିରଫ କଲ ନି ଆଉ ଆଜି ଗୋଟେ ନିରିହ ଗରିବ ଲୋକ ମନ୍ଦିର ଉପରେ ଚଡ଼ିଲା ବୋଲି ଗୋଷଡି କି ନାଉଚ ଥାନା କୁ ଟିକେ ଲାଜ ଲାଗିବା ର ଥିଲା ସମସ୍ତ କୁ ସେବାୟତ କଲେ ଲୀଳା ଆଉ ଭକ୍ତ ବା ଗରିବ ଛୋଟ ଜାତି ଲୋକ କିଛି କରିଲେ କୀଳା ବା ବା ରେ 🤣
    ପୋଲିସ ବାବୁ ଜାଣି ଶୁଣି ସବୁ ସେବାୟତ ମାନଙ୍କ ଗିରଫ କରିବା ଦରକାର ସେ ଲୋକ କୁ ଛାଡି ଦବା ଦରକାର ମନ୍ଦିର ଭିତରେ ରହି କି କଣ ହୋଇଛି ଜାଣି ପାରୁନାହାନ୍ତି କିଛି ଭକ୍ତ କୁ ଲୁଟିବା ଠିକ୍ ଜାଣିଛନ୍ତି ପୋଇସା ମାଗିବା ରେ ବ୍ୟସ୍ତ ରହୁଛନ୍ତି ଆଉ ଜାଣିବେ କେମିତି ମନ୍ଦିର ଭିତରେ କଣ ହୋଇଛି କଣ ନାହିଁ ଜାଣି ବେ କେମିତି ଜୟ ଜଗନ୍ନାଥ 🙏⭕‼️⭕🙏⭕‼️⭕🙏⭕‼️⭕🙏

    • @s.parija9993
      @s.parija9993 2 месяца назад

      Sabayata aau sadharana loka ka bhitara antara achi

    • @ganeshkrishna2509
      @ganeshkrishna2509 2 месяца назад

      @@s.parija9993 କି ଅନ୍ତର କହୁ ନ ସେବାୟତ ଭଗବାନ୍ ଆଉ ଭକ୍ତ ବା ସାଧାରଣ ଲୋକ ମଣିଷ କି ନା କି ଅନ୍ତର ଭାଈ ସବୁ ସେ ଗୋଟେ ମଣିଷ ଆକା ଆଉ କଣ କୁହ ଭାଈ

    • @abinashnayak7799
      @abinashnayak7799 2 месяца назад

      Bhakta sabu saman Jagannath kahi nahanti 100 jana ratha upre chadhibaku ki mandira vitare abhada bikibaku abhada free re mile bt abe paisa nau6anti

  • @binayakumarbehera8791
    @binayakumarbehera8791 2 месяца назад +22

    Jay Shree jagannath 🙏

  • @Purnimafamilyvlog-bc3uo
    @Purnimafamilyvlog-bc3uo 2 месяца назад +1

    ଜୟ ଜଗନ୍ନାଥ ପ୍ରଭୁ କରି କରାଉ ଥାଉ ତୁହି ତୋବିନୁ ଅନ୍ୟ ଗତିନାହିଁ ଜୟ ଜଗନ୍ନାଥ ❤️🙏🙏🙏🙏🙏🙏🙏🙏❤️

  • @swadhikarbetaj3768
    @swadhikarbetaj3768 2 месяца назад +1

    ଆରେ ଭାଇ ଏ ସାମ୍ବାଦିକ ବଂଧୁ ଯେମିତି ଟିକିନିଖି ପ୍ରଶ୍ନ ପଚାରୁଛନ୍ତି,ସ୍ବୟଂ ଜଗନ୍ନାଥ ମଧ୍ଯ ଚିଡି ଉଠିବେ।

  • @sikhyakhetra4621
    @sikhyakhetra4621 2 месяца назад +1

    Jai jagannath

  • @Kunalbbsr
    @Kunalbbsr 2 месяца назад +33

    Dekhile Jana paduchi tankar age 70 above haba . Sabu maprabhu nka ichha. Jay jagannath

  • @swainsatyabhama-lb7zl
    @swainsatyabhama-lb7zl 2 месяца назад +1

    Jay.shree.jaganntha.sabuthankar.echa🙏🏻🙏🏻

  • @rabindrakumarmohanty9415
    @rabindrakumarmohanty9415 2 месяца назад +2

    କାଳିଆ ର ଡାକ ରେ ଉପରକୁ ଯାଇଛି,ସଵୁ ସେଇ କାଳିଆ ର ଇଛା,
    ସେତ ଅଖିଳ ର,ସେତ ନିଖିଳ ର ସେତ ଅମୃତ ଆତ୍ମା ସକଳ ର। ତାର ଇଚ୍ଛା ନ ଥିଲେ ଗଛର ପତ୍ର ହଲିବ ନାହିଁ ତେଣୁ ସବୁ ତାରି ଇଛା ନହେଲେ ଵୃଦ୍ଧ ଜଣକ ଏତେ ଉଚ୍ଚ କୁ ଯାଇ ପତିତପାବନ ଵାନା ଛୁଇଁବା ଛୋଟିଆ କଥା ନୁହେଁ ସଵୁ କାଳିଆ ର ଇଛା ରେ ହେଉଛି ସେ ପରା ପତିତ ଜନ ଙ୍କୁ ଉଦ୍ଧାର କରିଵା ପାଇଁ ପତିତପାବନ ବାନା ଉଡାଉଛି।ଜୟ ଜଗନ୍ନାଥ।

  • @subashbaral5749
    @subashbaral5749 2 месяца назад +1

    Jay jaganath mahaprabhu...sabu tamari i6a...

  • @TapaskumarSamal-k3d
    @TapaskumarSamal-k3d 2 месяца назад +2

    ଜୟ ଶ୍ରୀ ଜଗନ୍ନାଥ ସବୁ ତାଙ୍କରି କୃପା ମେହାବାହୁ 🙏🌺🙏🙏

  • @sagarikaswain3378
    @sagarikaswain3378 2 месяца назад +2

    ମହାପ୍ରଭୁ ଜଗନ୍ନାଥ ଭରଷା ❤🙏❤

  • @vlogging602
    @vlogging602 2 месяца назад +10

    Jagannath ନ ଚାହିଁ ଲେ କିଛି ହବନି ତମେ ମନେ ଯେମିତି ହଉଚ ସତେକି କେତେ ବଡ଼ ଭୂଲ୍ କରିଦେଇଛନ୍ତି ସବୁ ଜଗା ର ଇଛା

  • @TukunaPatra-dd9tj
    @TukunaPatra-dd9tj 2 месяца назад +7

    Jay jagannath 🙏🙏🙏🙏🙏

  • @santoshbarik146
    @santoshbarik146 2 месяца назад +11

    Jay Jagannath Swami Nayana Patha Gami Bhaba Tume

  • @UpendraKumarBehera
    @UpendraKumarBehera 2 месяца назад +2

    ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେତେ ସୁରକ୍ଷିତ ତାହା ଆଜି ପ୍ରଶାସନ ଦେଖେଇଦେଇଛି😢ପ୍ରଶାସନିକ ଅଧିକାରୀମାନଙ୍କୁ ସସପେଣ୍ଡ କରାଯାଉ🙏

  • @ChiranjibNayak-xj5vk
    @ChiranjibNayak-xj5vk 2 месяца назад +8

    Jai jagannath

  • @djdhanu5763
    @djdhanu5763 2 месяца назад +9

    ହେ ପ୍ରଭୁ l jai jagannath❤❤❤

  • @jayabratsahoo4649
    @jayabratsahoo4649 2 месяца назад +11

    Jay Jagannath ❤❤

  • @tusharpradhan1974
    @tusharpradhan1974 2 месяца назад

    Jay Jagannath Swami 🙏🙏🙏

  • @NamitaMalik-i7i
    @NamitaMalik-i7i 2 месяца назад +7

    🙏🙏🙏Jay Jagannath prabhu

  • @madhusmita7398
    @madhusmita7398 2 месяца назад +2

    Jay jagannath swami

  • @JyoshnaraniMalik-f5s
    @JyoshnaraniMalik-f5s 2 месяца назад

    Jay shree jagannath ❤❤❤

  • @subhamgamer497
    @subhamgamer497 2 месяца назад +4

    He.prabhu.sabu tumari ichha Jay jagannath 🙏🙏🙏🙏🙏

  • @rakeshchandrabhatt8675
    @rakeshchandrabhatt8675 2 месяца назад +25

    ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ର ସୁରକ୍ଷା ପାଇଁ ଓଡିଶା ର ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ମନ୍ଦିର ପ୍ରଶାସନ କଣ କରୁଛି ?
    ମନ୍ଦିର ଭିତରେ ନିୟୋଜିତ ପୋଲିସ କର୍ମଚାରୀ ମାନେ କଣ କରୁଛନ୍ତି ?

    • @Dillipkerai143
      @Dillipkerai143 2 месяца назад +1

      ସବୁ ଜଗନ୍ନାଥଙ୍କ ର ଇଛା ....

  • @kcdaspresents9811
    @kcdaspresents9811 2 месяца назад

    Jay Jagannath Swami Nayan patha gami bhaba tume prabhu

  • @BiswajitMallick-fb2lw
    @BiswajitMallick-fb2lw 2 месяца назад +6

    Jay Jagannath Swami ❤❤❤

  • @GolekhachandraGana
    @GolekhachandraGana 2 месяца назад

    Jay jagannath

  • @Madhu-nf2pl
    @Madhu-nf2pl 2 месяца назад +5

    🙌Jay Jagannath prabhu🙏 sabu apananka ichha prabhu 🙏🚩

  • @manojkumarpatrakumarpatra
    @manojkumarpatrakumarpatra 2 месяца назад +1

    ଜଗନ୍ନାଥ ସ୍ବାମୀ ତାଙ୍କୁ ସାହା ହେଇଛନ୍ତି ନହେଲେ ଉଠିବା ଟା କଷ୍ଟ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🅾️❗🅾️🙏

  • @mohantyashok8915
    @mohantyashok8915 2 месяца назад

    Jay Shree Jagannathji ki jay 🙏

  • @BikashkumarPradhan-k3i
    @BikashkumarPradhan-k3i 2 месяца назад +10

    ଜୟ ଜଗନ୍ନାଥ 🙏❤️

  • @swetaswetasoni3936
    @swetaswetasoni3936 2 месяца назад +1

    Vagwan tanku sethiku patheichhanti😊

  • @CraterRespect2.0
    @CraterRespect2.0 2 месяца назад +6

    Jay Jagannath Mahaprabhu❤❤❤

  • @sangeetamohanty657
    @sangeetamohanty657 2 месяца назад +11

    Prabhu asithile nila chakra rakhya karibaku

  • @ReetanjaliDash-s4q
    @ReetanjaliDash-s4q 2 месяца назад

    Sabu tankari Lila Jaya jagannatha

  • @akcreation9113
    @akcreation9113 2 месяца назад +7

    Hero old hero , sia

  • @sasmitasamal9912
    @sasmitasamal9912 2 месяца назад

    Jayjagannath pravu

  • @Entertainment2Information
    @Entertainment2Information 2 месяца назад +28

    Pravu Jaganntha nka bina adesh re kichhi b hueni.. A heuchhi pravu Jaganntha nka lila🙏..se jane bayaska byakti. Tanku hairan na kari chhadi deba uchit...

    • @ganeshkrishna2509
      @ganeshkrishna2509 2 месяца назад

      Right 👍

    • @MoonLight0466
      @MoonLight0466 2 месяца назад +1

      ପ୍ରଭୁ ଙ୍କ ଇଛା ନ ଥିଲା ବୋଲି ସେ ଧରା ପଡିଲେ

    • @PandaManas
      @PandaManas 2 месяца назад +2

      ​@@MoonLight0466 Na asabu Kalia ra Lila ❤❤❤❤

    • @Entertainment2Information
      @Entertainment2Information 2 месяца назад +1

      @@MoonLight0466 ପ୍ରଭୁଙ୍କ ଇଛା ନ ଥିଲେ ସେ କେବେ ବି ଉପରକୁ ଚଢି ପାରି ନ ଥାନ୍ତେ।

    • @MoonLight0466
      @MoonLight0466 2 месяца назад +1

      @@Entertainment2Information ସେହି ପ୍ରଭୁ ଙ୍କ ଇଛା ଥିଲା ଧରାପଡ଼ିବା କୁ ଧରାପଡିଲେ

  • @tapaswinimadhusmitarout1453
    @tapaswinimadhusmitarout1453 2 месяца назад +2

    Se ନିଜେ ମହାପ୍ରଭୂ

  • @manojmohanty9477
    @manojmohanty9477 2 месяца назад +43

    ମୋହନ ଜଗନ୍ନାଥ, ପ୍ରଭାତୀ ସୁଭଦ୍ରା,କନକ ଯଦି ବଳଭଦ୍ର ହେବେ ,ତେବେ ଜଗନ୍ନାଥ ମନ୍ଦିରରେ ଏପରି ଘଟିବ,

    • @Artistbibhu
      @Artistbibhu 2 месяца назад

      ଠିକ୍ କଥା କହିଲେ ଆପଣ 😢😢😢

    • @chinmayapradhan5907
      @chinmayapradhan5907 2 месяца назад

      Hm re pua

    • @srbsom5776
      @srbsom5776 2 месяца назад +17

      ରାଜନିତି ସଵୁଥିରେ ପୁରାଅନି🤬ନଵୀନ ଵୁଢା ରୋଷଚୁଲି ଭାଙ୍ଗିଥିଲା ,ଡ୍ରୋନ୍ ଉଡେଇଛି ଵହୁତ ଥର ଆହୁରି କେତେ କଣ ହେଇଛି

    • @Artistbibhu
      @Artistbibhu 2 месяца назад +1

      @@srbsom5776 କିନ୍ତୁ କେବେ ନିଜକୁ ଜଗନ୍ନାଥ ତ କହିନି ନା 🤬🤬🤬

    • @subhendumaharana4819
      @subhendumaharana4819 2 месяца назад

      ​@@chinmayapradhan5907kana Han sata katha ta se kahichi ... andhabhakta manaku dekha jibani

  • @smitabiswal3318
    @smitabiswal3318 2 месяца назад +4

    Jai Jagannath Mohaprabhu ❤

  • @lipsamoharana1564
    @lipsamoharana1564 2 месяца назад

    Jay jagannath 🙏🪔🙏

  • @kaliasahoo3045
    @kaliasahoo3045 2 месяца назад

    Shree mandir suraksha pura dhila
    Jay Jay🙏 jagannath🙏

  • @HemantakumarLenka-u6z
    @HemantakumarLenka-u6z 2 месяца назад

    Jay Jagannath Swami 🙏😭🙏

  • @manahembram8652
    @manahembram8652 2 месяца назад

    Thank you mausa ...you are great

  • @BhabaniShankarBhaisal
    @BhabaniShankarBhaisal 2 месяца назад

    Sabu jagannath nka echha Jai jagannath

  • @ANUSUYABEHERA-mq1kc
    @ANUSUYABEHERA-mq1kc 2 месяца назад

    Jay jagannath, god nka ichha sabu

  • @KabitaNaik-e4c
    @KabitaNaik-e4c 2 месяца назад

    Jay Jagannath 🙏🙏🙏

  • @8984328136
    @8984328136 2 месяца назад

    Sabu sei manima nka ra angya🙏🙏🙏🙏jay Jagannath

  • @janakilatapatra580
    @janakilatapatra580 2 месяца назад

    Nischen thakurankara mahima

  • @jyotiprakashdas3182
    @jyotiprakashdas3182 2 месяца назад +4

    Bina bhagawan nka ashirwad re ei kama kehi Kari paribeni. Jay Jagannath. Eta sadharana kama nuha

  • @debendrasahoo2452
    @debendrasahoo2452 2 месяца назад

    He Has No Mistake, It Is Mistake of His Dreams...

  • @jetendramajhiofficial6405
    @jetendramajhiofficial6405 2 месяца назад

    ଭଗବାନ ସମସ୍ତଙ୍କ ପାଇଁ ଏ ପୋଲିସ ମାନେ ଭାବୁଛନ୍ତି ଭଗବାନ କେବଳ ଆମ ପାଇଁ ବୋଲି

  • @balaramsamal3392
    @balaramsamal3392 2 месяца назад

    Jay Jagannath

  • @beenapanipanda8362
    @beenapanipanda8362 2 месяца назад

    Sabbu jagannathan ka ichcha

  • @jetendramajhiofficial6405
    @jetendramajhiofficial6405 2 месяца назад

    ଭାଇ ସେ ମଉସା ଙ୍କୁ ଭଗବାନ ଡାକିଥିଲେ ଆଉ ଏ ପୋଲିସ ମାନେ କଣ ଜଣିକି ସେ ମଉସା ଙ୍କୁ ବାହାରକୁ ଟାଣିକି ନେଉଛନ୍ତି

  • @ManoranjanMahanand-l5i
    @ManoranjanMahanand-l5i 2 месяца назад

    They are God

  • @India21438
    @India21438 2 месяца назад

    Jayjagannath sahabharsa

  • @crazy-girl805
    @crazy-girl805 2 месяца назад

    Jay jagannath🙏🙏🙏

  • @cutydrishani6895
    @cutydrishani6895 2 месяца назад

    sabu sei chaka dola ra nila.....❤

  • @janakilatapatra580
    @janakilatapatra580 2 месяца назад

    How it is possible

  • @nirmaladas91
    @nirmaladas91 2 месяца назад

    Jai jagannath 🙏⭕‼️⭕🙏

  • @Anjalipalai-k7u
    @Anjalipalai-k7u 2 месяца назад

    Tanku amti karantuni plase jaga na chaile kebe bi hei pari bani... Jai jagannath ❤️❤️❤️🙏🙏

  • @LipshamalikLipshamalik
    @LipshamalikLipshamalik 2 месяца назад

    Jay jagnnath

  • @FghuytfdxbjjhgdA
    @FghuytfdxbjjhgdA 2 месяца назад

    Jagannatha nka bada vakta hethiba nahele ta ichha Bina kichi sambhab nuha

  • @skl5278
    @skl5278 2 месяца назад +7

    Good luck 😊

  • @Earn_info518
    @Earn_info518 2 месяца назад

    ସବୁ ପ୍ରଭୁଙ୍କ ଇଛା ଆପଣ ମାନେ ଅଭଦ୍ର ଭାବେ ତାଙ୍କ ସହ ବ୍ୟବହାର କରନ୍ତୁନି ।

  • @kishorson3553
    @kishorson3553 2 месяца назад

    ବିଲକୁଲ ଭୁଲ ବୁଝନ୍ତୁ ନାଇଁ ଭାଗବାନ୍ ଙ୍କ ପ୍ରତି ତାଙ୍କର ଭକ୍ତି ଆଉ ପ୍ରେମ ରେ ସେ ଏମିତି କରିଛନ୍ତି ତାଙ୍କୁ ସେହି ମୋହା ପ୍ରଭୁ ହିଁ ଏମିତି କରେଇଛନ୍ତି
    ଆଉ ତାଙ୍କୁ ସେହି ମୋହା ପ୍ରଭୁ ହିଁ ରକ୍ଷା କରିବେ ସେହି ମୋହା ପ୍ରଭୁ ତାଙ୍କୁ ସହାୟ ହେବେ 🙏

  • @Priya79737
    @Priya79737 2 месяца назад +3

    Aree bhaii se jadi chadhi gala seita kau bada katha nuha Kalia nka Prema re padile amiti hue bhakti re Haji jai thibe seithi re matter taku ahuri badhaucha

  • @pmprasannashorts2141
    @pmprasannashorts2141 2 месяца назад

    ଜୟ ଜଗନ୍ନାଥ 🙏

  • @santoshbarik146
    @santoshbarik146 2 месяца назад +4

    Mausa Right kahuchhanti se thik dekhichhanti Binas asuchhi

  • @prafullakumarbehera7774
    @prafullakumarbehera7774 2 месяца назад

    ମନ୍ଦିର ପ୍ରଶାସନ ଓ ମନ୍ଦିରରେ ନିୟୋଜିତ ସୁରକ୍ଷାକର୍ମୀ କଣ କରୁଥିଲେ

  • @Sahoorasna7
    @Sahoorasna7 2 месяца назад

    Tanku emiti କୌଣସି ଦଣ୍ଡ ଦିଅନି ବୃଦ୍ଧ ଜଣକ vagwaan ସଦୃଶ

  • @janakilatapatra580
    @janakilatapatra580 2 месяца назад

    Ehara prakruta satya janibaku padiba

  • @kalyan1993
    @kalyan1993 2 месяца назад +1

    ae age re jadi se loka mandira uparku chadhi gala ta se experience loka Heithiba, young pila bi chadhi pribeni

  • @ICanHelpYouu
    @ICanHelpYouu 2 месяца назад

    🙏

  • @SAMIMOHAPATRA
    @SAMIMOHAPATRA 2 месяца назад

    Sabu jagannath nka ichha

  • @sitakantaparida6123
    @sitakantaparida6123 2 месяца назад

    Jaaa hau.... Jail jau pachhe.... Kain se vagya... Se nilaa chakra ku chhuin baku 🙏🙏🙏🙏🙏🙏jay jagannath

  • @Govindasoren
    @Govindasoren 2 месяца назад

    Police kouthi thilaa

  • @balaramsahoo8262
    @balaramsahoo8262 2 месяца назад

    କାଳିଆ ର ଇଚ୍ଛା ବିନା ପତ୍ର ଟେ ବି ହେଲେନି।
    ଭାବିଲ ଏତେ ଉଚ୍ଚ କୁ ଠାକୁର ବିନା ଇଚ୍ଛା ରେ ଚଢ଼ି ହେବ କି।

  • @BarsharaniSamantray
    @BarsharaniSamantray 2 месяца назад

    Se hanuman

  • @BikashMohanta-s6m
    @BikashMohanta-s6m 2 месяца назад +2

    Bhai Sethi para Khali mobile check hue

  • @BapiBehera-s7k
    @BapiBehera-s7k 2 месяца назад

    🎉

  • @RajendraBehera-i9j
    @RajendraBehera-i9j 2 месяца назад +3

    JayJagannathPrvu

  • @DebakibhopalBhopal
    @DebakibhopalBhopal 2 месяца назад

    Gopal

  • @Chintu2091
    @Chintu2091 2 месяца назад

    ये उनकी भक्ति है। उनकी भक्ति के लिए उन्हें कोई सजा नहीं होनी चाहिए।

  • @suryakantanayak4463
    @suryakantanayak4463 2 месяца назад

    Pravu Jagannath nka ichha.. Police bhai mane kan karuthile

  • @sadashiv8143
    @sadashiv8143 2 месяца назад

    Early signs of end of the world 😢 September 15

  • @ChintuOjha-m4p
    @ChintuOjha-m4p 2 месяца назад +2

    Sabu prabhunka iccha .

  • @masterkuna1931
    @masterkuna1931 2 месяца назад

    👍🆗😳🙋🙋🙋🙏

  • @rakhi.rakhi.beutycian9630
    @rakhi.rakhi.beutycian9630 2 месяца назад +4

    Kahara biswas ku emiti bhangi diani

  • @Anjalipalai-k7u
    @Anjalipalai-k7u 2 месяца назад

    Anjali

  • @aratibehera7542
    @aratibehera7542 2 месяца назад

    Sethi jou mane surkhya dauchhanti se sabu knn karuthile

  • @sishirrout9026
    @sishirrout9026 2 месяца назад

    Mausa vala kale

  • @abinashhsahooo8512
    @abinashhsahooo8512 2 месяца назад

    Aji ka date re juba pidhi mane chadh paribeni😅