@@sanjeebpanigrahi747 officer mane kn apanaka bapa?.. officers nka upare investigation ta present gvt kariki ei info dele..ta pare b on spot accused ku bancheiba pai emti whataboutry karuchanti..jmti se apanaka bapa.. info au trail magantu.. bina conclusive evidence re gapa kai sunauchanti
If Stern+Strict actions are there, then it is a point to analyse & discuss. It's a waste of time, with past experience of CBI/IT/State Vigilance enquiry.
If you have got so much evidence, then why don't you go to court ? What happened to the Indrabati Irrigation project, which was executed by Odia contractors? Pradip Pradhan is an agent of BJP. He is handsomely paid by BJP to spread rumors.
Bjd jaha bjp ta tharu 100 gun adhika lotera kehi investigation karibeni journalist RTI activist Mane tanka duty karuchanti jiban ku Pani chadei jadi tanka reports ku political parties ek bada andolan ra Rupa na debe rally strike na karibe ruling party kichi karibani.
Bjp bjd dui jana gotie coin ra duita site jane head jane tail di jana eka. Tenu aau oaha pakharu kichi asa nahi bhagawan ku daka bhabisyate re kie jane sachit au powerful odia loka baharu jie odisha lokanka pain kama kriba
Manoranjan babu,apana bhalki janichanti pandian au tanka team kete lutuchnati,semana odia contractors nku chnace deu nathila, aparna dina pratibad kari thila ki,,apana aga Pandian kana khaichi, Tara hisaba lokanka pakhaku ani pandian ku bhitara purantu, setebele apana swamya pattanik tv ra thila,muhan bnadha thila,aba Pandian katha kadhnatu
ସତ କଥା ଜଣେଇ ଥିବାରୁ ପ୍ରଦୀପ ବାବୁଙ୍କୁ ମୋର ଅନେକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି l
ଏବେ ବି ଓଡିଶାର କିଛି କୁକୁର ମାଗଣାଖିଆ ଶଳେ ନବିନକୁ ଝୁରୁଛନ୍ତି ।ଏଇଭଳି ଖବରକୁ ଶୁଣ ,ତାପରେ ନବିନକୁ ଚାଟିବରେ ।।।
ତମେ, ପ୍ରଦୀପ 👍, ମାଡିଚାଲ 🚶🚶
Sir 🙏 really really really perfect analysis 👌👌👍
ପ୍ରଧାନ ବାବୁଙ୍କ ସବୁ ତଥ୍ୟ ସତ।
କିନ୍ତୁ କରିପାରିବେନି ପ୍ରମାଣିତ।।
Good job pradip sir 🙏🙏 pls Mohan sarakar take action aginst this peoples😊
Pradhan bhai thik kahichhanti...sabu tender bhara state ku dea jaichhi
Thank you Pradip Bu for all this information 😅
Pradip sir very nice information
Good step
ଲୁଟ ଟଙ୍କା ପୁନଃ ଉଦ୍ଧାର ହେଲେ ଲୋକଙ୍କ ଘରେ ଘରେ କାର ଵ୍ୟବହାର ହୋଇ ପାରିବ।
ବିଜେପି ସରକାର ତ ଆସୁ ଆସୁ ଦୁର୍ନୀତି ରେ ସମ୍ପୃକ୍ତ ହେଲାଣି, ଏ ସରକାର କିଛି ବି କାର୍ଯ୍ୟାନୁଷ୍ଠାନ ନେବେନି, ଏବେଠୁ ଜଳ ଜଳ ଦେଖାଯାଉଛି
Sabu onaodia Nabin sarkar..thibaru odisha ku luti khaigale ...
A debate should be done in presence of Dr Lenin mahanty
ସତ କଥା ଏଇଟା
1st arrest Sethi
ମୂଳ ପ୍ରସଙ୍ଗ ରୁ ବାହାରି ଯାଉଛନ୍ତି।
ଚଳନ୍ତି ସରକାର ବିଜେଡି ଗଠନ କରିଛି।
ପୂର୍ବ ଅଫିସରରାଜ୍ ସମାପ୍ତ ହୋଇଛି। ବିଜେପି ଲୋକଙ୍କ ସରକାର ଓ ମନ୍ତ୍ରୀମାନେ ସମସ୍ତ ନିଷ୍ପତ୍ତି ନେଉଛନ୍ତି ।
ଅଫିସର ଏବେ ମନ୍ତ୍ରୀଙ୍କ ଅଧୀନ,ନିର୍ଦ୍ଦେଶପାଳକ।
ବିଷ୍ଣୁପଦ ସେଠୀ ମନ୍ତ୍ରୀଙ୍କୁ ଉପେକ୍ଷା କରି ସ୍ୱତନ୍ତ୍ର ଭାବେ ବିଭାଗର ନିଷ୍ପତ୍ତି ନେଇପାରିବେ କି ?
ଯଦି ହଁ ,ତେବେ ବିଜେପି ମନ୍ତ୍ରୀମାନେ କ'ଣ ଅଜ୍ଞ !
ଅପାରଗ !
ଅସହାୟ !
ଅଫିସରରାଜ୍ ଆଶ୍ରିତ ।
ଯଦି ବିଜେପି ମନ୍ତ୍ରୀ ସ୍ୱତନ୍ତ୍ରଭାବେ ନୀତିଗତ ନିଷ୍ପତ୍ତି ନେଇପାରୁଛନ୍ତି,ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇ ଶାସନ ପରିଚାଳନା କରିପାରୁଛନ୍ତି,ତେବେ ଚର୍ଚ୍ଚିତ ଲାଞ୍ଚ କାରବାର/ ଉଦ୍ଯମ ମନ୍ତ୍ରୀଙ୍କ ଅଜ୍ଞତା ରେ ହୋଇପାରିଲା ?
ଏତେ ବଡ ପରିମାଣ ର ଲାଞ୍ଚ ବିଷ୍ଣୁପଦ ସେଠୀ ଏକା ଏକା ନେଇଯାଇଥା'ନ୍ତେ !
ଏହା ସମ୍ଭବ ଲାଗୁନି ।
ଓଡିଶା ବାହାର କଣ୍ଟ୍ରାକ୍ଟର ଯଦି ଲାଞ୍ଚ ଦେଇଆସୁଛନ୍ତି ( ନବୀନ ସରକାର ସମୟରୁ) ,ତେବେ ଅଫିସର ଗୋଷ୍ଠୀ ନିଶ୍ଚୟ ଲାଞ୍ଚ କାରବାରର ସୂତ୍ର ଓ ଧାରା ସହ ବେଶ୍ ପରିଚିତ ଥିବେ।
ଏହା ସୂଚାଉଛି କି ,ବିଭାଗୀୟ ଶାସନ ସଚିବ ( ସେକ୍ରେଟେରି) ଲାଞ୍ଚ ପାଇଁ ଯୋଗାଡ/ ମୂଲଚାଲ( ଡିଲ୍) ସ୍ୱତନ୍ତ୍ର ଭାବେ କରୁଥିବେ ; କିନ୍ତୁ ଅନ୍ଯ ବିଭାଗର ସଚିବମାନେ ସବୁ ଜାଣୁଥିବେ,ମନ୍ତ୍ରୀ ବି ଜାଣୁଥିବେ ଓ ସୁରୁଖୁର୍ ରେ ପୂର୍ବ ନିର୍ଧାରିତ ଧାରାରେ ଯାହାଙ୍କର ଭାଗ ( ବଟି) ଯେଉଁ ହାରରେ ମିଳିବା କଥା ମିଳିଯାଉଥିବ !
ଅଣଓଡିଆ କଣ୍ଟାକ୍ଟର ' ଡିଲ୍' କରି କଣ୍ଟାକ୍ଟ ପାଆନ୍ତି ,ଯଦି ସତ ,ଓଡିଆ କଣ୍ଟ୍ରାକ୍ଟର କେବେ ପଛରେ ରହିବେନି।
କୁହାଯାଇପାରିବ,ସରକାରୀ କାମ ପାଇବାକୁ ହେଲେ କଣ୍ଟ୍ରାକ୍ଟର କୁ ମନ୍ତ୍ରୀ/ ସଚିବ/ ଅମଲା ( ଯେଉଁ ସ୍ତରରେ ସହଜ) ସେଇ ସ୍ତରରେ ' ଡିଲ୍' କରିବାକୁ ହୁଏ / ଡିଲ୍ କରିବା ଏକ ପ୍ରକାର ବାଧ୍ଯତା।
ବିଜେଡି ସରକାର ୨୦୨୪ ଜୁନ୍ ପୂର୍ବରୁ ଯେତେ ଯାହା ଦୁର୍ନୀତି ହୋଇଛି ,ଖୋଳନ୍ତୁ।
ଯାହା ଅଣ୍ଟା ଭାଙ୍ଗିବାର ହେବ,ଭାଙ୍ଗନ୍ତୁ।
ଜୁନ୍ ୨୦୨୪ ପରଠୁ ବିଜେପି ନିଜକୁ ଆଇନା ରେ ଦେଖୁ।
ନିଜ ମନ୍ତ୍ରୀମାନଙ୍କର ସଂପ୍ରୁକ୍ତି କୁ ଅଣଦେଖା ଆଦୈା ନକରୁ।
ଏମାନେ କିଛି କରିପାରିବେନି ସାର ଏମାନେ ସରକାର ରେ ଆସୁ ଆସୁ ହରିୟାଣା ନିର୍ବାଚନ ପାଇଁ ତାଙ୍କ କେନ୍ଦ୍ରମନ୍ତ୍ରୀ ଓଡିଶା ଠୁଁ ଚାନ୍ଦା ନେଇ ହରିୟାଣା ରେ ଖର୍ଚ୍ଚ କଲେ ଦ୍ଵିତୀୟ କଥା ହେଲା ସବୁ ରାଇସ ମିଲ ଠୁଁ ବି ଚାନ୍ଦା ନେଇସାରିଛନ୍ତି ଯେ ଦେଇନି ତା ମିଲ ସିଲ ହେଲା ଏବେ ଚାନ୍ଦା ଦେଲା ପରେ ଖୋଲିଛି
@@sanjeebpanigrahi747 officer mane kn apanaka bapa?.. officers nka upare investigation ta present gvt kariki ei info dele..ta pare b on spot accused ku bancheiba pai emti whataboutry karuchanti..jmti se apanaka bapa.. info au trail magantu.. bina conclusive evidence re gapa kai sunauchanti
@subhamjena6426 tumar bapa heithibe, mor nuhe bhai
@@sanjeebpanigrahi747 defend apana karuchanti...
Right 👍
Sethi babu ନିଜ power କୁ ଭଲ utillise କରୁଥିଲେ.😂😂
Anaodia odishaku khaidele ...Nabin sabura Mula...na ..
If Stern+Strict actions are there, then it is a point to analyse & discuss. It's a waste of time, with past experience of CBI/IT/State Vigilance enquiry.
What to do,mohonji take action
ସତ୍ୟ କହିଲେ
ପରିବର୍ତ୍ତନ ସ୍ବର ଥମି ଯାଉଛି,ଓଁ ଥମେଇ ଦିଆଯାଇଛି
ଏ ଦେଶରେ ବାଳ ତଦନ୍ତ. ସମସ୍ତେ କୁହନ୍ତି ନିରପେକ୍ଷ ତଦନ୍ତ ତାହେଲେ କଣ ପକ୍ଷପାତ ଚାଲେ ଭାରତରେ. ବାଳ ଓଡ଼ିଆ ଅସ୍ମିତା. ପାୱାର ରେ ରହିବା ଲୋକ କୋଟି କୋଟି ଟଙ୍କା ମନ୍ତ୍ରୀ କୁ ଧରି ରୋଜଗାର କରନ୍ତି. ସାଧାରଣ ଲୋକ ସରକାରୀ ଯୋଜନା ନେଇ ଖୁସି ହୁଅନ୍ତି. ଆମ ରାଜ୍ୟ ରେ ପୁଣି ଥରେ ମଧୁ ବାବୁ ଜନ୍ମ ହେଲେ ସବୁ ଠିକ୍ ହେବ
Right sir
Thik kothha
100% Right
ସାର୍ ଯାହା ଆଲୋଚନା କରୁଛନ୍ତି ତାହା ଠିକ୍ କଥା
ଏକଦମ ସତ୍ଯ କଥା ରେ ଭାଇ
ଆଜ୍ଞା 🙏. ଯେତେ ଜଣ ଏ ଭିଡିଓ ଦେଖୁଛନ୍ତି, ସମସ୍ତେ ସବୁ ଜାଣିଛନ୍ତି . ଆପଣ କିଛି ନୂଆକଥା କହୁ ନାହାଁନ୍ତି.
ଲକ୍ଷେ କୁକୁର ଭୁକିଲେ ଧଳା ହାତିର କିଛି ଖାତିର ନାହିଁ. ଆଇନ ବ୍ୟବସ୍ଥା ଏତେ କଳଙ୍କିତ ଯେ ଏମାନଙ୍କ ବିରୁଦ୍ଧରେ କିଛି ହେବନାହିଁ. ପୁଣି ସୁନାମୁଣ୍ଡା ହେବେ.ଆପଣଙ୍କ ଭଳି ଅନେକ ମହାପୁରୁଷ ପ୍ରତିବାଦ କରନ୍ତି, ଏବଂ ପରେ ରାଜ୍ୟସଭାକୁ ଯାଇ ଏଇ ସରକାରଙ୍କ ପ୍ରଶଂସାରେ ଗଦଗଦ ହୋଇଥାନ୍ତି.
ଯଦି ଆପଣଙ୍କ ପ୍ରତିବାଦର ପ୍ରଭାବ ପରିଲକ୍ଷିତ ନହେଲା, ତେବେ ତେବେ ମୂଲ୍ୟହୀନ.
Parilakhita hela boli ei info baharila raid heiki
ଦନ୍ତ ହୀନ ତଦନ୍ତ ନୂହେ ତ ? ଆପଣ ବିଚାରକ l
This also happening in BJP rule also . GOVT ?
Odia contractors karile tuma brigade gali padiba ... Airport roof bhusudi jiba.... Nije update karibani
MG Ku shoot kara IAS Bishnu ku
Compare between Chandrababu Naidu and Odisha
Right
If you have got so much evidence, then why don't you go to court ? What happened to the Indrabati Irrigation project, which was executed by Odia contractors? Pradip Pradhan is an agent of BJP. He is handsomely paid by BJP to spread rumors.
ଏ ସରକାର ତଦନ୍ତ କରିବା ଅସମ୍ଭବ l
Ei sarakar hi tadanta kariki ei info dele😂
BJD BJP bhai bhai
Bjp hi ei raid karichi😅
Duniara sabuthu darua sambadika.Bjd bele tara dalali kala eine BJP karuchi
Pandiyan kuade😂😂😂
Amit ka ashribad pandian u pare
Bhala officers anku seven percent nadebaru transfer karuthile o promotion deaunathile,court ku gain promotion paunathile.
Khali dhuan bana.. jadi prof achi odisha pain kichi kara.. khali media re bite dele kichi habani.. TV re asiba pain kichi bi kahuchanti
Thief in the mask of civil servant.
Bjd jaha bjp ta tharu 100 gun adhika lotera kehi investigation karibeni journalist RTI activist Mane tanka duty karuchanti jiban ku Pani chadei jadi tanka reports ku political parties ek bada andolan ra Rupa na debe rally strike na karibe ruling party kichi karibani.
Paisa neba phereiba kana natak
Babu tume galua katha kahuchha tumar kichhi asubidha hoichhi
Maa€◇€¥*#/_hia bedh*&^ chhuanku rashta re dekhile godei godei pita re mo odisha basi....🙏🏻
Ame odia bhakua bhadua nuhe...ama saralata ra bahut faida uthei nele
Bolakara bhali katha kahuchanti
Jeje maa banhali, maa panjabi, Mo khadya blood Landan (who is me)
Bjp bjd dui jana gotie coin ra duita site jane head jane tail di jana eka. Tenu aau oaha pakharu kichi asa nahi bhagawan ku daka bhabisyate re kie jane sachit au powerful odia loka baharu jie odisha lokanka pain kama kriba
Odia ku odia hi godo tananti.kau nua katha .😅😅😅