Kirtan world chanal k dhanyabaad .kanje ki semane kalakar maanakar pratibha k prakash karuchan.lekin pade kahbaar k chahuche aapn jen lekhuchan sudharma gurunk sundar guru bandana. taku pachraai ki lekhsan ki tamar nijar mane lekhi desh eta guru bandana bali,🙏🙏🙏🙏🙏
ଅତି ସୁନ୍ଦର ମନ ମୁଗ୍ଧ ପରିବେଷଣ ଏହା ହେଉଛି ପ୍ରକୃତ ସଂକୀର୍ତନ
ଗୁରୁଙ୍କୁ ବହୁତ ବହୁତ ସାଧୁବାଦ ଓ ମୋର ପ୍ରଣାମ
ଜୟ ଶ୍ରୀ ରାଧେ 🙏
ଖୁବ୍ ଭାବପୂର୍ଣ୍ଣ ହୋଇଛି, ଜୟ ଶ୍ରୀରାଧେ 🙏
ଗୁରୁ ଶ୍ରୀ ସୁଧର୍ମା ଦାସଙ୍କ କୀର୍ତ୍ତନ ଅତି ମନମୁଗ୍ଧକର ଓ ଭକ୍ତି ଭାବ ପୂର୍ଣ୍ଣ ଅଟେ।ରାଧେ ଶ୍ୟାମ 🙏
ଆଜିର ଅଙ୍ଗ ପ୍ରଦର୍ଶନକାରୀ ମହିଳା କୀର୍ତନ ପରିବେଷଣ କରୁଥିବା ତଥାକଥିତ ଉଦଣ୍ଡି ନାରୀମାନେ ଏହାକୁ ଟିକେ ଦେଖିବା କଥା ଓ କିଛି ଶିଖିବା ବହୁତ ଜରୁରୀ | ଆଗକୁ ଏ ମହିଳାମାନେ ସବୁ ଧର୍ମ, ସଂସ୍କୃତି, ପରମ୍ପରା, ଭକ୍ତି କୁ ଭସ୍ମ କରିଦେବେ | ବେଳ ଥାଉ ଥାଉ ସାବଧାନ ହୋଇ ଯାଅ |
Right
ଜୟ ଜଗନ୍ନାଥ 🙏🙏ଅତି ସୁନ୍ଦର ଅତି ଚମତ୍କାର କଣ୍ଠଶ୍ୱର
ଚମତ୍କାର ହୃଦୟଛୁଆ ପରିବେଷଣ ।best of best
ଆପଣଙ୍କ ଭଳିଆ କିଛି ପୂଜ୍ୟ ଗୁରୁମାନଙ୍କ 🙏🏼🙏🏼ପାଇଁ କୀର୍ତ୍ତନ ବଞ୍ଚି ରହିଛି, ନ ହେଲେ ଏବେ ଯାହା ଗୁରୁମାନେ କୀର୍ତ୍ତନ କରୁଛନ୍ତି 🤦🏼♂️.....ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ 🙏🏼🙏🏼ଗୁରୁଜୀ
Pranam guruji
ଜୟ ରାଧେ ରାଧେ
ବହୁତ୍ ସୁନ୍ର ଭାବେ ଗିତ୍ ଗାଉଛନ୍ ହୁରୁଦ୍ କେ ଭେଦି ଯାଉଛେ
ବାକି ଇ କାଠି ବଜଉ ବାଲେ ଯେନ୍ ନାଚିକରି ସଂକିର୍ତ୍ତନ ର ମାନ କେ ତଲେ ପକାବାର୍ କେ ଅପଚେଷ୍ଚା କରୁଛନ୍
Sire apananka bhabapurn swaraku odisi nutya thik rahiba ebhali nutynuha
😂
ଚମତ୍କାର ଅତି ସୁନ୍ଦର ଭାବରେ ଉପସ୍ଥାପନ ଅତି ଉଚ୍ଚକୋଟୀର ପ୍ରତିଭା
ଏଭଳି ବନ୍ଦନା ଶୁଣି ମନ ପ୍ରଫୁଲିତ ହୋଇଗଲା, ଅତି ସୁନ୍ଦର....
Guru purnima ki hardik shubhkamnaayein Guru dev ji ko hirdhy se prnam🙏🙏🙏
🎉🎉🎉🎉🎉 radhey radhey . Ate sundar voice tempo ...guru ji nka pada tale mora koti koti naman ...... Shree radhey.....kanha
ବହୁତ ବିଡିଆ ଲେଡିସ କିର୍ତନ ମାନେ ଖାଲି
ଦେଖ୍ଵାର କେ ସୁନ୍ଦର ଆପନ ମାନେ ମନ କେ ଘିନି ନଉଛନ ଅତିସୁନ୍ଦ ର
ପୁରା right, he କାଠି ବାଲେ ଅଯଥା ନାଇ dega ଖରାପ ହେଉଚେ, କେତେ ସୁନ୍ଦର ଗୀତ, ମହତ ରଖ
Great salute mo sankirtan brunda....Jay shree Ram
Deeply heart touching. Salute you Gurudev.
Koti koti pranam guruji hrudaya ku chuin gala ete sunder kirtan
Jay shree Krishna.Radheshyam.
Kete Sundar Gita mana madhura heigala aa Jay sudarma Jay badya kala Jay sankirtan Jay krusana Rama
❤️❤️❤ଜୟ ଶ୍ରୀ ରାଧା ରାଣୀ ଙ୍କ ଜୟ ହେଉ
ଗୁରୁ ସୁଦର୍ମା ଜଣେ ଶ୍ରେଷ୍ଠ, ଜ୍ୟେଷ୍ଠ, ଏବଂ ବଳିଷ୍ଠ କଣ୍ଠ ଶିଳ୍ପୀ ତଥା କୃଷ୍ଣ ଉପାସକ ଅଟନ୍ତି |
jay shree radhe krushna prabhu🙏🙏🙏🙏🙏
ଗୁରୁଶ୍ରୀ କୁହା ଯାଏସି ବଏଲେ ସେଟା ଆନ୍ ଗୁରୁଶ୍ରୀ ସୁଦର୍ମା ଦାସ ବାକି ଲୋକ୍ ନିଜର ମନେ ଗୁରୁଶ୍ରୀ ଆନ୍
ବାକି ଲୁକୁ ୟୁଟ୍ୟୁବ ବାଲେ ବନେଇ ଦେଇଛନ୍
Kirtan jagatara Maha Guru aan dash angya
ସତ୍ ଆଏ
Amazing👍 voice sir very nice 👍 jai shree krishna 🚩🚩🚩🚩
ଗୁରୁ ଦେବାୟ ନମୋ ନମଃ।
Sudarma sir ❤❤ aapanku mor dandbata 🙏🙏🙏 actually enta hin video hebar Katha ❤❤❤❤ tqsm enta video upload karithibaru😊🙏
Sumadhura vabapurnna gita ....jay radhee
ଅତି ସୁନ୍ଦର୍ , ଅତି ସୁନ୍ଦର୍ 🙏🙏🙏🙏🙏💐💐🙏💐🙏
ସୁଦର କଣ୍ଠ 🙏🙏🙏
ଜୟ ଶ୍ରୀ କୃଷ୍ଣ ❤🙏🙏🙏🙏
ଅତି ସୁନ୍ଦର ଗୁରୁବନ୍ଦନା ସାର
ଅତିସୁନ୍ଦର ଜୟ ଗୁରୁଦେବ 🙏
ହରେ କୃଷ୍ଣ ❤
ଆପଣ ଆମ ଓଡ଼ିଶାର କୀର୍ତ୍ତନ ଜଗତର ପ୍ରକୃତ ଗୁରୁ
ଆପଣଙ୍କୁ କୋଟି କୋଟି ପ୍ରଣାମ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଆପଣ ଏମିତି କୀର୍ତ୍ତନ ଭକ୍ତ ମାନଙ୍କୁ ଭେଟି ଦିଅନ୍ତୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଓ ମୋର ପରିବାରର ଏତିକି କାମନା
କୀର୍ତ୍ତନ ଜଗତର ମହାରାଜା ଗୁରୁଶ୍ରୀ ସୁର୍ଧମା ଦାଶ
ବହୁତ ସୁନ୍ଦର ହେଇଛି
Om Kline krushnaya gobindaya gopijana balhavaya namo namha
Jaya Sri radhe Radhe 🙏🌹❤️
Siper Kirtan with bhabapurna. Really good
ବହୁତ୍ ବଢିଆ ସୁନ୍ଦର୍ ହେଇଛି
Adbhut pradarsan Jay shree Krishna
Jay jaganatha Swami naynapatha gami bhavatume
ସାର ପ୍ରଣାମ
Hare Krishna Hare Krishna
Your kirtan is really heart touching.Thanks your Team.D D Nayak,Paradeep Port.
ହୃଦୟସ୍ପର୍ଶି 🙏🙏🙏🙏
Bahutsundar..gaichhan dada🙏🏽🙏🏽🙏🏽🙏🏽🙏🏽🙏🏽❤❤❤❤❤
Radhe shayam 🙏🙏🙏🙏🙏
Bahut badhiya 🙏🙏🙏
Bahut Sundar jay koshal
High quality performance in guru vandana
Jay shree gurudev 🙏🙏🙏
Bahut Bahut Badhia
Jai Jagannath ❤❤🙏🙏
Jay Jagannath.
ପ୍ରେମ ସେ ରାଧେ ରାଧେ
ହୃଦୟସ୍ପର୍ଶି, ଅତ୍ୟନ୍ତ ମନମୁଗ୍ଧକର
Jai Maa Gayatri bless him
radhe radhe❤❤❤,so nice
Powerful super voice.Very very nice.
ରାଧେ ରାଧେ 🙏
Haribol 🌹🙏🌹
ATI Sundar 🙏🙏🙏🙏🙏
Jai jagannath 🙏
ଜୟ ଜଗନ୍ନାଥ 🙏
Beautiful, radhe radhe
Radhe Shyam
One of the popular kirtan guru of Western odisha with beautiful voice all the best to you jai jagannath
❤❤❤very nicely played from kirtan
Jay jaganath
Bahut sundar awaj h..
Radhe krishna Radhe Krishna
Krishna Krishna Radhe Radhe
He will get Padma Sri soon
ATI sundar
Radhe Radhe......
Sundar...... Bahut sundar... Guru bondana
Kirtan world chanal k dhanyabaad .kanje ki semane kalakar maanakar pratibha k prakash karuchan.lekin pade kahbaar k chahuche aapn jen lekhuchan sudharma gurunk sundar guru bandana. taku pachraai ki lekhsan ki tamar nijar mane lekhi desh eta guru bandana bali,🙏🙏🙏🙏🙏
Naai Sir naai pachrei, Change karma k Sir
@@CAPTAINWORLD mui chenge karbar k ni kahbar sir taku t k pacharai dete bele bhal heta .gaichan ta guru bandana ay ki nuhe j
ଚମତ୍କାର ❤❤❤❤❤❤❤
ନାଚି ଭାବ କୁ ଖରାପ କରୁଛି
ଦେଖରେ ଲେଡିସ୍ କିର୍ତ୍ତନ ପାଟିମାନେ ସିଖ ଆଜ୍ଞାନୁ
Great
बहुत ही सुन्दर गुरुदेव सादर नमन
Om namo Bhagavate Basudevaya
Ati sunder performance
ଜୟ ରାଧେ 🙏
Krishna
Absolutely Amazing Voice
Jay Shree Krishna
ଜୟ ଗୁରୁଦେବ
Bahut sundar
ram ram
Really heart touching ❤❤
जय श्री कृष्ण हरे कृष्ण जय श्री राम राधे राधे🙏🙏🙏💕💕💕🙏🙏🙏
Jay shree krishna
ନୃତ୍ୟ ର କୌଣସି ଆବଶ୍ୟକତା ନାହିଁ
Heart touching sir
Dash ji 🙏🌹🌹 welcome 🙏
Heartful Bhajan By Guru
🎉 Nice song and singer🎉🎉🎉🎉
🙏🙏🙏🙏
Sunita sahu au bhal gesi guru bandana
Sunita sahu janam nai hei Thai jete bele sudharma das kirtan karuthile