BJD Offered Me Party Ticket And Crores For 2024 Polls: Laxman Bag

Поделиться
HTML-код
  • Опубликовано: 16 сен 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews

Комментарии • 239

  • @SMILAN_143
    @SMILAN_143 21 день назад +30

    ଏ ହେଉଛି ସମ୍ପୂର୍ଣ ଡହରା ମିଛୁଆ ବାଳ ସେ ପଇସା ନା ଚନ୍ଦନ ପୁର ପାନ କିରେ ଡହରା ଦଳ ସବୁବେଳେ ମିଛ ପ୍ରଚାର କରୁଛ ଲୋକେ ବି ବାୟା 😂😂😂😂😂

  • @surendrabarik796
    @surendrabarik796 21 день назад +8

    ଏପରି ଜଣକୁ ଭୋଟ ଦେଇଥିବା ଭୋଟର ମାନଙ୍କୁ ଅଶେଷ ଧନ୍ୟବାଦ

  • @banabiharimohanty6007
    @banabiharimohanty6007 21 день назад +55

    ଏମାନଙ୍କୁ ଶଳା ଧର୍ମ ସହିବେନି ମଲାବେଳକୁ ପୋକ ହେଇକି ମାରିବେ ଶଳା ମିଛୁଆ

    • @Deva5577-i3c
      @Deva5577-i3c 21 день назад +6

      ଭାଇ ଏମାନଙ୍କ DNAରେ ଖାଲି ମିଛ ଛି ଛି ଛି କେମିତି ଲୋକ ଏଗୁଡା କେଜାଣି ....

    • @soumyaranjansamal1189
      @soumyaranjansamal1189 16 дней назад

      Pura michha...esabu nijaku bhala dekhei heuchhanti

  • @banabiharimohanty6007
    @banabiharimohanty6007 21 день назад +29

    ୧ ନମ୍ବର ଟାଉଟର ଟା ଏଇଟା ଇଏ ଗୋଟେ ବାଳ ଲୋକ ଟା ତ ଆକୁ ଶହ ଶହ କୋଟି ଯାଚୁଥିଲେ ଶଳା ଟାଉଟର

  • @BipulMohanty
    @BipulMohanty 21 день назад +20

    ମିଛ ଟିକେ ଅଧିକା ହେଇଗଲା ଏ ଗର୍ବ 2029 ରେ ରହିଲେ ହେଲା.. ଶହ ଶହ କୋଟି ଯାଚୁଥିଲେ ସତରେ ? 🤣🤣🤣

  • @Prasant_Mohanty_speaks
    @Prasant_Mohanty_speaks 21 день назад +24

    ଏବେ ସବୁ ବିଜେପି ବିଧାୟକ ଏହି ଶସ୍ତା କାହାଣୀ କହୁଛନ୍ତି । କେବଳ ଲକ୍ଷ୍ମଣ ବାଘ କାହିଁକି ୧୪୭ ପ୍ରାର୍ଥୀ ଙ୍କୁ ବିଜେଡି ଅଫର୍ ଦେଇଥିବ । ଆଗରୁ ମୋହନ ମାଝୀ ବି ଏହି କାହାଣୀ ଶୁଣାଇଥିଲେ

  • @SimanchalChaudhuri
    @SimanchalChaudhuri 21 день назад +12

    ଆମେ ଜାଣିଛୁ ତମେ ସହ ସହ କୋଟି ନନେଇ କାହିଁକି ଛାଡିଦେଲ କାରଣ ତମେ bjpରେ ରହିକି ହିଁ ଲୋକଙ୍କ ସେବା କରିବାର ଅଛି l ଆମେ ଜାଣିଛୁ ଆପଣଙ୍କ ଭଳି ମିଛୁଆ ଘର ଭଙ୍ଗା ପ୍ରଜାତିର ଲୋକ କେବଳ ହିଁ କେବଳ bjpରେ ହିଁ ମିଳିବେ l ଆପଣମାନେ ଭଲ ମୋଦିଙ୍କ ବିଶ୍ଵଗୁରୁ ଧର୍ମ ପାଳନ କରୁଛନ୍ତି l

  • @msmansbeher89
    @msmansbeher89 21 день назад +23

    5 year ଠିକ ରେ କର next ତୁମ ଦଳ ବିରୋଧୀ ହୋଇ ରହିବ 😂😂😂😂

    • @mahendrasandha4590
      @mahendrasandha4590 21 день назад

      Right

    • @user-zq6wf4xc8t
      @user-zq6wf4xc8t 10 дней назад

      Se time re thik nai setebele puni ei bjd re asiba au bjp ku olata kahiba...emiti sabu eimane politition..

  • @qxztr
    @qxztr 21 день назад +5

    ମୋହନ ମାଝୀ ଙ୍କୁ ଦିଲ୍ଲୀରେ ବିଜେପିନେତାମାନେ ସମ୍ମାନ ଦେଉନାହାନ୍ତି, ଆଉ ଲକ୍ଷ୍ମଣ ବାଗ, ଆପଣଙ୍କୁ ବିଜେଡି ଶହ ଶହ କୋଟି ଟଙ୍କା ଜାଚିବ, ଛାଡଲୋ ସଜନୀ ମୋହନ । ଠକାମୀର ଗୋଟିଏ ସୀମା ଥାଏ, ବିଜେପି ସେସବୁ ଭୂଲିଯାଏ।

  • @NilakanthaMajhi-f5m
    @NilakanthaMajhi-f5m 20 дней назад +5

    ହଇରେ ଶଳା ତୋତେ ତୋ ଅଫର୍ ଆସିଥିଲା କଣ ପାଇଁ ତୁ ନକହିଲୁ
    ତୁତଶଳା ଆନ୍ଦ୍ରା ସର୍ଦ୍ଦାର ରେ
    ଲେବର ନେଇ ନେଇ ବିଧାୟକ ହେଇଛୁ ରେ
    ତୁ କଣ କୁହୁଛ ବେ
    ତୋର କଣ୍ଟା ବାଞ୍ଜି ରେ ଦେଖିବା ବେ ଦାଦନ ଯିବେ କି ନାହିଁ ସମୟ ପାଇଁ

  • @Jeonjungkook-pf3ep
    @Jeonjungkook-pf3ep 21 день назад +10

    ତୁ ମାଗିହା
    ଶଳା କଥା କହି ଶିଖିନୁ
    ତତେ bjd ଟୀକେଟ ଦେଉଥିଲା
    ମିଛ ର ଗୋଟିଏ ସୀମା ରଖ

  • @msmansbeher89
    @msmansbeher89 21 день назад +14

    ତୁମେମାନେ ମିଛ କହିବା ର ସୀମା ଅଛି😅😅😅😅

  • @ShaktidharRoul-th1jr
    @ShaktidharRoul-th1jr 21 день назад +15

    ମିଛ କହିବାର ସିମା ରଖ

  • @pkmohanty1005
    @pkmohanty1005 21 день назад +5

    ଶହ ଶହ କୋଟି ଟଙ୍କା.... ପୁରା ମିଛ... କୋଟିଏ ଟଙ୍କା ମାନେ ପାଞ୍ଚ ଟଙ୍କିଆ bundle ବୋଲି ଭାବିଚି.... ଏମିତି ଲୋକ ସବୁ ଜିତିଛନ୍ତି ଏବଂ ଓଡିଶାରେ ଶାସନ କରିବାକୁ ଯାଇଛନ୍ତି ..... ଭଗବାନ ଭରସା....

  • @jaykrushnasahoo6384
    @jaykrushnasahoo6384 21 день назад +7

    ଏ ମହାଶୟ ପୁରା ମିଛ କହୁଛନ୍ତି,ଆକୁ ଦେଖିକି ଲାଗୁଚି................

  • @deepakdas1073
    @deepakdas1073 21 день назад +11

    Tamara bahaduri kichhi nahi... Sabu EVM ra khelo...

  • @dillipnaik362
    @dillipnaik362 21 день назад +7

    Bjp down down

  • @user-mq7qs1jz7r
    @user-mq7qs1jz7r 21 день назад +6

    ତର ହାତେ କିଛି ନୈ ହୁଏ। ଖାଲି ବଲଦ ଚରାବାଟା ହେବା 😂😂😂😂😂

  • @KahnaDehury-lu7ym
    @KahnaDehury-lu7ym 21 день назад +7

    ତୁ କି ବାଳ ଲୋକ ଟେ କି ଯେ ତତେ ପଇସା ଅଫର୍ କରିବେ

  • @ranjanstatus1966
    @ranjanstatus1966 21 день назад +6

    Bjp wala film re kama kara , kahiki na tame sabu jaha karucha jaha kahucha sabu Film laguchi😅

  • @sarojkumar-uk8sw
    @sarojkumar-uk8sw 18 дней назад +1

    ଲାଜ ଲଗତା ହୋ ଆଲ୍ହାବାଦ ରୁ ଦଶମ ପାସ ସାର୍ଟିଫିକେଟ ଆଣି MLA ହେଇଚ ଆଉ ମନ୍ତ୍ରୀ ପଦ ର ଆଶା କରୁଛ

  • @mitunakumarjena6609
    @mitunakumarjena6609 21 день назад +3

    ସାରଙ୍କ ମନରେ ଟିକେ କଷ୍ଟ ଅଛି କହିଲେ ଦଳରେ ଉଚିତ୍ ସମ୍ମାନ ମିଳୁନାହିଁ...

  • @ManasaSahu-bs6sc
    @ManasaSahu-bs6sc 21 день назад +3

    ମିଛ ଏସବୁ ମିଛ କଥା ଇଏ ଯଦି ୧ ନମ୍ବର ନେତା ୟା କୁ କାହିଁ କାହିଁ ମନ୍ତ୍ରୀ ପଦ ମିଳିଲା ନାହିଁ

  • @santoshpradhanpradhan4544
    @santoshpradhanpradhan4544 21 день назад +3

    Katha ta Kai hasa lagila😅😅😅😅

  • @satyachayaentertanment1870
    @satyachayaentertanment1870 21 день назад +3

    ହଇରେ ଶଳା ଟିକେ ମେସେଜ ପଢ଼ ବିଷଖାଇବୁ

  • @ajayanahak1581
    @ajayanahak1581 17 дней назад +1

    Dhanyare odisha ebhali lokanku vote dianti

  • @dhananjaysahoo4579
    @dhananjaysahoo4579 21 день назад +1

    ଆପଣଙ୍କୁ ଭଗବାନ ସହାୟ ହେଉଛନ୍ତି।

  • @gaonkhabar9649
    @gaonkhabar9649 6 дней назад

    ଧନ୍ୟ ରେ ମିଛୁଆ ସରକାର ।। ୟାକୁ ଯଦି ଏତେ ପ୍ରାଥମିକତା ଦିଆଯାଉଥିଲା ତେବେ ୟାକୁ ନବୀନ ସାର କଣ ପାଇଁ ଚିହ୍ନି ପାରିଲେନି କେମିତି ।।

  • @gitarani2831
    @gitarani2831 15 дней назад +1

    ଆରେ,ମୁଖॆ, ତୋହର, ଭଳିଆ, ଗଜମୁଖॆକୁ, ନବିନ୍, ସରକାର, ଟିକେଟ୍, ଦବ, ଶହଶହ, କୋଟି, ପଇସାଦବ,ତୋ, ମୁହଁ, ଦେଖିଲେ, ଜଣାପଡୁଛି, ତୁ, ଏକ, ନବର, ଚୋରଟା, ଟାଉଟରଟା, ଏବେ, ଓଡିଶାବାସୀକୁ, ଭୁଆଁ, ଭୋଟନେଲ, ତୁ୨୯ରେକେମିତୀ, ଜିତିବୁ, ଦେଖିବା,

  • @ommtrailor7108
    @ommtrailor7108 21 день назад +4

    Paisa na godi mati.100.100.corred

  • @srikantabarik8545
    @srikantabarik8545 17 дней назад +1

    ମିଛ କହେବାରେ ବିଜେପି ଦଲ ର ନେତା ମାନକୁଂ କେହି ନେଇ ପାରନ
    ତ ତେ ଟିକେ ଲାଏଜ ଲାଗୁ ବୋ ଲକ୍ଷଣ

  • @dushadusha2402
    @dushadusha2402 21 день назад +1

    ହଇରେ ଶଳା ଅଲାଯୁଗ ନେତା ତୁ ଓଡିଶା ର କେତେ NO ବେହିଆ ନେତା

  • @satyam6619
    @satyam6619 21 день назад +1

    ବାଳ ଉପଡ଼ା......
    କଥା ଗୋଟେ କାମ ଗୋଟେ

  • @SadanandaBhoi-l3m
    @SadanandaBhoi-l3m 21 день назад +2

    ଇ ମାଗିହା ପୁରା ମିଛୁଆ

  • @KunaSahoo-c7s
    @KunaSahoo-c7s 15 дней назад

    Laxman Bhai tume satare Jane ser au mu tumaku salam karuchi

  • @user-uf1rc1hf8n
    @user-uf1rc1hf8n 21 день назад +3

    2024 r sabuthu bada michha ..... 😂😂😂😂😂😂

  • @KishorkumarMeher-y1e
    @KishorkumarMeher-y1e 21 день назад +1

    ପୁରା ମିଛୁଆ।ବାଳ ପାଞ୍ଚ ବର୍ଷ।

  • @priyabratabag3242
    @priyabratabag3242 21 день назад +2

    Aeita gote super michhua

  • @stutikerketta2168
    @stutikerketta2168 21 день назад +2

    100 cr.bjd offer karithila.mu hoithile bjd ku palaithanti.bagha Babu apana chance haraidele😂😂😂

  • @Smartboy-tf6fz
    @Smartboy-tf6fz 19 дней назад +1

    ବା ବା ତମକୁ ପୁଣି ଶହ ଶହ କୋଟି ଯାଚିବେ ମିଛୁଆ

  • @sanyasibiswal3340
    @sanyasibiswal3340 21 день назад +1

    ତୁଇ ଶଳା କୋଶଳ ନାଁରେ ଜୀତୁଲୁ ଆଉ ଏହାଦେ କୋଶଳ କେ ଭୁଲି ଗଲୁ ଦେଖମା next time କେନ୍ତା ଜିତୁବୁ ଯେ ଦେଖ୍ମା 😡😡😡😡😡

  • @user-mq7qs1jz7r
    @user-mq7qs1jz7r 21 день назад +2

    ହେଥିର୍ ଲାଗି ତିନ୍ ଥର୍ ହାରିଥିଲୁ ବୋ ବଢେ ଟେ ନେତା ତୁଇ ତ ତତେ ଶହ ଶହ କୋଟି ଯାନ୍ଚୁ ଥିଲେ।ତୁଇ ବଲଦ ଚରେଇ ଚରେଇ ଗୁଡର ଛାଲ ହିଟି ଯୈଛେ ବଢେ ବଢେ ଭାଷଣ ମାରୁଛେ

  • @msmansbeher89
    @msmansbeher89 21 день назад +6

    କଣ୍ଟାବାଞ୍ଜି ଲୋକ ବୁଝି ଲେନି 😂😂

  • @user-wt5rt5st8s
    @user-wt5rt5st8s 17 дней назад

    ହାରାମି ମଗାୟ୍ୟା

  • @smrutiranjanbal680
    @smrutiranjanbal680 21 день назад +2

    Apana ta 2024 result pare Assembly vitare Naveen Sir nku Sakhyata karithile, apana nku Naveen Sir pacharithile which constitution belongs apana kahile kantabanjhi...Apana nku Naveen Sir janinahanti,,Aau Apana nku BJD ticket Daba boli kemit kahucha...

    • @smrutiranjanbal680
      @smrutiranjanbal680 21 день назад +1

      Tame kemit kariki Sarkar karicha odisha loka janisahileni,,NAC result dekhiki janiparuthiba,,,2027 Panchayat election pare tame sabu janipariba kahar power kete kahniki na Panchayat election EVM machine re vote huani setebele dekhiba Naveen Sir nka power..

  • @LAXMU-vl6gn
    @LAXMU-vl6gn 21 день назад +3

    Ki micha ksucha he जनता को micha kucha

  • @harekrushnaparida1615
    @harekrushnaparida1615 13 дней назад

    ତମେବେସିପଈସାବାଲାତମଘରେପଈସାରମେସିନିଅଛିତେଣୁତମକୁପଈସାଦରକାରନାହୀ଼ଟିକିଏନାମଟାକହିଲନି, ଧୀକିତମମନଗଢାକଥା

  • @LeehibanandaMohanty
    @LeehibanandaMohanty 21 день назад +1

    ମାଲି ସାହି ଯିବା ନେତା ସ୍ରୀ ବାହାରେ ଗୋଟେ ରଖିଚି

  • @avinabihari338
    @avinabihari338 17 дней назад +1

    ମିଛୁଆ ର ବଡ ବାପା

  • @bibhutithefighter1025
    @bibhutithefighter1025 21 день назад +1

    ମିଛୁଆ

  • @nirakarrout8260
    @nirakarrout8260 17 дней назад

    ସାର୍ ବଢିଆ ମିଛ କହୁଛନ୍ତି କିଏ ଅଫର୍ କରିଥିଲା କହୁନାହାନ୍ତି

  • @Smartboy-tf6fz
    @Smartboy-tf6fz 19 дней назад +1

    ସବୁ ମିଛ କଥା

  • @kaliakumar6391
    @kaliakumar6391 21 день назад +3

    Micha katha kaha ni bhai

  • @akshayakumarbehera4781
    @akshayakumarbehera4781 17 дней назад

    ସାମ୍ବାଦିକ ଭାଇ ସତ କହିଲ ଏ ଲୋକ କେତେ ସତ କହୁଛି

  • @jiturockez8572
    @jiturockez8572 21 день назад +3

    ତୁ ଏମିତି କି ମୁଣ୍ଡି କି..... 2029 ରେ ନିଶା ଛାଡ଼ିଯିବ

  • @tapanswain2686
    @tapanswain2686 13 дней назад +1

    Bala m LA bala c m bala pm

  • @SidharthPrasadDas
    @SidharthPrasadDas 17 дней назад

    ---------- ପୁଳା ପୁଳା ବିଜେଡି ଏ ଭଳି ଲୋକ କୁ ଦେଉଥିଲା, ନିଜକୁ ଆଇନା ରେ ମୁଁହ ଦେଖିଛ ହୋ, ବିଜେପି ର ଅନେକ ବିଧାୟକ ଅଛନ୍ତି ଯିଏ ନିଜେ ବି ଜାଣିନି ସେ ଜିତିଯାଇଛି କେମିତି, ଖେଳ ଇଭିମ ର, ନିର୍ଲଜ

  • @sudiptakumarsahoo260
    @sudiptakumarsahoo260 21 день назад +1

    Oho mausa kana kahila ma....se 2040 re ticket milithila

  • @ajcreations6158
    @ajcreations6158 21 день назад +1

    ମଗିହା ମିଛୁଆ 😂

  • @bhattruhari
    @bhattruhari 14 дней назад

    ସେଇ ପାଇଁ ମନ୍ତ୍ରୀ ହେବା ପାଇଁ ଲୋଭ କରିଥିଲା ଦଲାଲ୍ 😁

  • @manasranjandalei2450
    @manasranjandalei2450 21 день назад +1

    B.j.p.srkra.d.j.badha.karntu.🎉❤🎉❤

  • @Babuncreation
    @Babuncreation 16 дней назад

    କୁହା ମୁଣ୍ଡ କପିଳା
    ନବୀନ ପଟ୍ଟନାୟକ ଙ୍କୁ ହରେଇ ଗର୍ବ ଚରମସୀମାରେ

  • @nirakarrout8260
    @nirakarrout8260 17 дней назад

    ଦଶବର୍ଷର ଛୁଆବି କହିବ ଏବାବୁ ଡ଼ାହା ମିଛକହୁଛି

  • @tapanswain2686
    @tapanswain2686 13 дней назад +1

    Naben bala saman

  • @deepakrana9543
    @deepakrana9543 21 день назад +1

    ମିଛ କୋଉଛି 😂

  • @Khadangofficial8888
    @Khadangofficial8888 14 дней назад

    ଏ ମିଛ କହୁଛି ସବୁ ମିଛ

  • @jaydevpradhan9433
    @jaydevpradhan9433 17 дней назад

    ଯେତେବେଳ Bjd ତୁମକୁ offer କରୁଥିଲା ସେତେବେଳେ କାହିଁକି କହୁନଥିଲ । ମିଛୁଆ ରାଧୁଆ ଗପ କହିବାକୁ ଭଲ ଜାଗାଟିଏ ମିଳିଗଲା।

  • @ASHISHMATHAN
    @ASHISHMATHAN 20 дней назад

    2029 NAVEEN PATNAIK ❤

  • @abhimanyurout1930
    @abhimanyurout1930 21 день назад

    2029 rea bjd pura safa hoeaijiba

  • @bidyabhusanmohanty387
    @bidyabhusanmohanty387 17 дней назад

    ନୂଆ ଗାଲ ମାଧଵ ଙ୍କ ଗାଲୁଆ କଥା

  • @narayanavlogs1621
    @narayanavlogs1621 9 дней назад

    ମିଛ କହୁଛି ତାର କଥାରୁ ଜଣା ପଡୁଛି

  • @rajananda93
    @rajananda93 15 дней назад

    କଥା ରୁ ଜଣାପଡୁଛି ମିଛ କହୁଛି 😄

  • @RanjitBehera-qx3mb
    @RanjitBehera-qx3mb 15 дней назад

    Next 2029 bjp sarkar tkete dabanahi

  • @UttamRout-zk6wk
    @UttamRout-zk6wk 21 день назад

    କେତେ ଆଉ ମିଛ କଥା ସବୁ କହିବ ବେ mg ମାନେ?? ତମେ ଏତେ ସଚ୍ଚୋଟ ନୁହେଁ ଜେ ତମକୁ bjd ସହ ସହ କୋଟି ଟଙ୍କା ଯାଚିଲା ଆଉ ତମକୁ ମନ୍ତ୍ରୀ ହେବ ବୋଲି କହିଲା ଆଉ ତମେ ସେସବୁ କୁ ଗୋଡ଼ ରେ ଆଡେଇ ଦେଲ ତମେ ଏତେ ମହାନ୍ 😀 ତମେ ମାନେ କଣ ପାଇଁସବୁ ବହାପିଆ ଗପ ଗପୁଚ କହିଲ 😀😀😀କି କଥା ଏଗୁଡ଼ିକ ଲଜ୍ୟା ଲଜ୍ଜ୍ୟା

  • @bubusahoo2869
    @bubusahoo2869 17 дней назад +1

    Galuaa nk barabati casa....😂😂😂😂

  • @vasundharaofficial
    @vasundharaofficial 21 день назад

    100 % bjd kotti kotti offer deithibo , Bjd mane durnithi,gunda & modho re no 1

  • @user-hr4dx4sq5w
    @user-hr4dx4sq5w 21 день назад

    ପାଗଳ ‌ହେଇଗଲଣି‌

  • @bubusahoo2869
    @bubusahoo2869 17 дней назад +1

    Dahara 😂😅😂

  • @chinmayakumarmohapatra697
    @chinmayakumarmohapatra697 21 день назад

    You shouldn't cross your limit mr bag

  • @SurendraMirdha-qo6tr
    @SurendraMirdha-qo6tr 21 день назад

    ଠିକ ହେଇଛି ନବୀନ ବୁଢ଼ାକୁ ହରେଇଲ ନବୀନ ବୁଢ଼ା ଅପରାଜୟ ବୋଲି ଭାବୁଥିଲା

  • @AchyatmohantyAchyatmohanty
    @AchyatmohantyAchyatmohanty 21 день назад +1

    ତେତେ ଗାଣ୍ଡୀ ମାରିବାକୁ ଇଚ୍ଛା ହେଉଛି

  • @tapanswain2686
    @tapanswain2686 13 дней назад

    west p m

  • @pardiptapalai4041
    @pardiptapalai4041 19 дней назад

    Buago ete bhal loka pratham thra dekhli juhar Ho MLA

  • @prakashswain8740
    @prakashswain8740 15 дней назад

    ତୁମେ ବୋଧେ ସ୍ୱାଧୀନତା ସଂଗ୍ରାମୀ

  • @udiptagarnaik2129
    @udiptagarnaik2129 16 дней назад

    Kete sah koti jachithila.... Au kie jachithila..... Dahara😄😄

  • @rabinarayan2414
    @rabinarayan2414 21 день назад

    ପ୍ରମାଣ ଦେଖେଇ କଥା କହ.....

  • @ଛୋଟମୋରଗାଁଟି
    @ଛୋଟମୋରଗାଁଟି 17 дней назад

    ନେମ୍ କହୁନ ଜଣା ପଡିବ

  • @gulapsahu9204
    @gulapsahu9204 21 день назад

    Super muchhuaa😂😂

  • @lovingbird988
    @lovingbird988 21 день назад

    Bjp jatra party Odisha lokanku thaki delela✅✔️

  • @Pattanaik231
    @Pattanaik231 11 дней назад

    କେଡେ ମିଛୁଆ ଟା ଏଇଟା

  • @hrushikeshmahanta6590
    @hrushikeshmahanta6590 21 день назад

    ତୁ ମୋ ବାଳ leader ନା, ତୋତେ ପୁଣି 100କୋଟି ଯାଚୁଥିବେ

  • @chandanbaral909
    @chandanbaral909 16 дней назад

    Super michhua😂😂😂

  • @Hariom-lu4cz
    @Hariom-lu4cz 10 дней назад

    ଭାବି ଭାବି କହୁଛୁ ବୋ ତୁଇ

  • @userskmohanty87
    @userskmohanty87 17 дней назад

    Ae neta nka katha sabu miccha kahuchi, ଶହ ଶହ ଟଙ୍କା ନୁହେଁ ତୁମକୁ ଟଙ୍କା ଟେ ବି ଦେବେନି

  • @binayakbiswal6828
    @binayakbiswal6828 21 день назад

    ତମେ ବାବୁ କି କାଢୁଆ ନେତା ଯେ ତମକୁ କହିଥିଲା bjd

  • @jagabandhurout3641
    @jagabandhurout3641 21 день назад +1

    Ki katha eguda..Tate 1000 cores dau thile tu neluni

  • @tapanswain2686
    @tapanswain2686 13 дней назад +1

    Bala m LA to

  • @kaneswarmallick2643
    @kaneswarmallick2643 21 день назад

    Jay bjp

  • @KrishnaJena-xx8up
    @KrishnaJena-xx8up 17 дней назад

    To e katha election purbaru kahiluni,

  • @kaibarttaghivela6361
    @kaibarttaghivela6361 21 день назад

    Paribartan ra lahar thila henar jaiti gala nai hele big 00000000