Good morning sir. I take Telvas -Am and Cyre D daily. My age 53+ Can I take Ashwagandha as you advice in your RUclips channel? Previously I was suffer from Alser in my stomach 12 years ago. Now I don't take medicine for this.
Sir Mora pet prpblem jogu mu 1Year tale endoscopy karithili, report normal asithila, tathapi majhire majhire tike tike pain hauchi, mind depressed heijauchi, please sir kichhi saloution kahibe, please
Sir namaskar 🙏 sir mo jhia ku every 3 or 4 days re thanda heu6i medicine khaile kamijau6i puni 3or 4 days pare thanda heu6i sir please kuhantu kou medicine continue kale thanda clear heba age 23
ଅତି ସୁନ୍ଦର ଭାବରେ ବିଶ୍ଳେଷଣ କରିଛନ୍ତି।ଅଶ୍ଵଗନ୍ଧା ଏକ ଅତି ଉତ୍କୃଷ୍ଟ ରସାୟନ।
Tq so much
Tqsir
7:02 7:02
❤❤❤
Thnkyoudrsenapati
Most welcome
Thanks sir, I impressed in this advice
Most welcome, watch my other videos too
Sir ବହୁତ୍ ବହୁତ୍ ଧନ୍ୟବାଦ୍।
Most welcome
Thank you for your nice information sir...
Welcome
Bhala katha ti kahithibaru dhaniybad sir
Tq so much
Dhanyabad apanaku advise deithibaru
Most welcome
Nice tips sir bahut bahut dhanyabad🙏
Tq so much
A very good medicine
Yes
ଅତି ସୁନ୍ଦର ସାର୍🙏
Tq so much
Thank you sir for your valuable feedback
Always welcome
Thank you so much sir for this advice.
God bless you 😄
Always welcome
Very good information about of and very valueable video.keep it continuously 👍👍👍 excellent quality
Thanks a lot
Sir mor Gas problem achhi au maansik chal rahuchi kn kariba ku padiba sir please kyhantu
Heath tips very useful for your Heath
Thanks a lot
Sir many many thanks sir
Most welcome
Tq sir best sugation
THANKS SIR CONSTIPATION ADVICE VIDEO KINDLY
Already uploaded video on constipation,go through my video list, u can find it
Very nice tips.
Thanks a lot
Thank you so much sir🙏 very helpful advice
Always welcome
Thank you sir 🙏
Most welcome
Good information sir 😊.
Thank you
Welcome
Good morning Dr. Senapati sir, happy new year -2024
Happy new year
Thank you sir
Welcome
Well said sir 🙏
Sir good advice
Tq so much
Very very important information thank you sir 🙏🙏
Most welcome
Sir namaskar 🙏 sir thank u for your valuable advice 🙏
Always welcome
Very unique and useful topic
Thanks a lot
Hau
❤❤❤❤❤❤❤❤
Tq
Thank you sir 👍
Thank uhh dear fr your valuable feedback 😊
Most welcome 😊
Thank you sir🙏
Most welcome
❤❤❤😮
Very good topic
Tq
Nicely explained by you sir
Keep watching
Good information
Thanks
JAY SHREE RADHA RADHA ❤️ THANKS SIR
Most welcome
Thank you sar❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏
Most welcome
Jay jagannath sir🙏
Jay jagannath
Thank sir
Most welcome
Very nice information 🙏🙏🙏 bhaina
Thanks a lot
Very nice information❤
Thanks for liking
Sir testosterone pai kou homeopathy / aurvedic brand ra aswagandha use karajiba kuhantu
Himalaya,dabour, vaidyanath company
🙏 Thank you so much sir
Most welcome
Very nice
Namskar.sir.very.very.thanks
Welcome
Sir 🙏, ମାଙ୍କ age 73years, ibs ରୋଗ ଅଛି. ସେ ଦୁର୍ବଳ ଅଛନ୍ତି. ସେ କଣ almond ଖାଇପାରିବେ. ତାଙ୍କର hemoglobin 9%ଅଛି. ସେ ଆଉ କଣ ଖାଇଲେ ଟିକେ ଶକ୍ତି ହେବ.କିଛି vitamin କଣ ଖାଇପାରିବେ. ଦୟାକରି ଟିକେ ଜଣେଇବେ.
Nice tips
Thanks a lot
Super hero sir
Tq so much
Very nice video sir❤❤❤
Tq so much
Jay jaganatha Jay odisha
Jay jagannath
Jay Jagannath sir
Jay jagannath
Sir good evening
Mora datu problem achi,kn karibaku heba,kamo kale thaka laguchi
ସାର ବହୁତ ଲାଗିଲା୍🙏
Tq so much
ଭଲ ଲାଗିଲା,ସାର🙏
Great sir
Tq
Sir 🙏🙏🙏 low blood pressure more achi mun ashwagandha powder use Kari paribiki nahi
Ashwagandha lower blood pressure,so don't take
Tq so much sir 🙏🙏🙏
Sir shilajit use kariparibiki ?
JAY JAGANNATH 🙏 sir
Jay jagannath
Ati sundar
Tq
Sir acidity problem pai v d o banantu🙏 thank you
Already 2 videos uploaded, go through my video list, u can find it
Sir mora peta garam achhi and parishra re dhatu paduchhi ahara medicine kuhantu sir
Good morning sir. I take Telvas -Am and Cyre D daily. My age 53+ Can I take Ashwagandha as you advice in your RUclips channel? Previously I was suffer from Alser in my stomach 12 years ago. Now I don't take medicine for this.
Yes,u can take
Sir 🙏🙏🙏🙏🙏🙏
Namaskar
Sir Namaskar Aswgandha churns keunthi miliba au Semana bidhi dayakari janaibaku mor Anurodh
Is it safe for thyroid patient? Also for elderly women (60 plus)
Best
Tq
Sir 🙏🙏
Namaskar
Right
Hemoglobin badhi bare kana khaile kana khaile badhiba sir
Watch my video on raktahinata, I have already uploaded, go through my video list, u can find it
Sir egg quality improvement pai aswgandha use kari paribaki.female infertility pai au how much use for a day.
Yes,u can use
Which brand of aswagandha is best for health ?
Any good ayurvedic brand u can use
Sir namaskar, mo pua ra pada tala goithi re chalunia heichi Tara upachara kn karajiba kuhantu
Send photo on my Instagram account drshibaprasad
Tq sir
Welcome
Sar more hatagodjaluchikakalebhalaheba
Ok sir
Yes
Suggest a good company
Himalaya, baidyanath
Sir val aswagandha କୋଉଠୁ ପାଇବୁ
Sir diabetics patients khai paribe..?
Yes, watch the video thoroughly,I have explained
ଶାର ନମସ୍କାର 🙏
ଶାର ଲେଡିଶ ମାନେ ବି ଖାଇ ପାରିବେ କି ଅଶ୍ୱ ଗନ୍ଧା ପ୍ଲିଜ୍ ଶାର୍ କହନ୍ତ ଧନ୍ୟବାଦ ଆପଣଙ୍କୁ 🙏
Khaiparibe but maximum benefits for male sexual health
Sir aswagandha bp low thile khaiparibeki
Sir mo pua ku 4- ashwagandha khaye pariba
For which problem, u want to give
Sir Mora pet prpblem jogu mu 1Year tale endoscopy karithili, report normal asithila, tathapi majhire majhire tike tike pain hauchi, mind depressed heijauchi, please sir kichhi saloution kahibe, please
Watch my video on GASTRITIS,I have already uploaded,u will be benefited
Glutatheon upare vedio karantu
Ok
Sir kindly instruct medicine for muscular pain.
Kete Dina helani,,,Kichhi ମାଡ଼ ବାଜିଥିଲା କି
@@drsenapatiscbmch4672sir mada lagini kintu byke chalael pain heuchi.
Sir Namaskar diabetic percent ra Aswagandha pawer kemiti khaibi kindly bataidiantu
Sir Namaskar. Mor diabetic last 30 years heba achhi.kemiti aswagandha powder khaibi
Sir sigra patan pai kichi video kuhantu
Ok, sure
Sir namaskar 🙏 sir mo jhia ku every 3 or 4 days re thanda heu6i medicine khaile kamijau6i puni 3or 4 days pare thanda heu6i sir please kuhantu kou medicine continue kale thanda clear heba age 23
Sinusitis achhi ki,,,xray paranasal sinus karichhanti ki,,,,kete Barsha helani,emiti hauchhi
@@drsenapatiscbmch4672sir namaskar 🙏 sir 3 months helani emiti heu6i
Sir namaskar,is there any medicine for anhidrosis (no sweating, burning sensation etc in the entire body)?
Age ???
Sir Namaskar.Aswagandha churna kemiti khaibi.mor diabetic achhi.kindly kuhantu
Watch completely, I have already told
Lip vitiligo ପାଇଁ ବହୁତ tension re achhi sir treatment hei pariba ki , plz reply suggestions debe
Skin specialist nku dekheichanti ???
Sir, Are you a Ayurvedic doctor, I want to meet you
I am a surgery doctor
Sir 🙏🙏🙏🙏🙏👍👍👍👍👍❤❤❤
Namaskar,tq
Sir ethire wait gain haba ki nahi
For weight gain, watch my video on weight gain
Sir my son is 85kg,hight 5ft5"
14yrs ,how reduce weight
Watch my video on weight loose, I have already uploaded, go through my video list, u can find it
Sir linga mota & lamba madisini bisyara khuntu sir kemiti karihoba sir
Ok,in upcoming videos,keep watching
Tuamr linga size kete
Sir medicine khauthile ashwagandha khaile side effects achhiki
Is daibetis clear in ashoganda
Watch my video on diabetes, I have already uploaded, go through my video list, u can find it
Sir gas rahuchi ...aswagandha nei pribi... digestive problems tk rahuchi.
U can take
Sir 🙏 ମୁଁ ଆପଣଙ୍କ ସବୁ vdo ପ୍ରାୟ ଦେଖେ ବହୁତ୍ ଉପକାରୀ ଅଟେ ।
Sir ଆପଣ OPD ରେ କେଉଁ ବାର ରେ ବସନ୍ତି ?
Tq so much,,,,My OPD on Wednesday
@@drsenapatiscbmch4672 ସାର୍ ମୁଁ ଗତ ଚାରିମାସ ହେଵ ଏକ ମଳଦ୍ୱାର ଜନିତ ଅଜଣା ରୋଗ ରେ ପୀଡିତ ଅଛି । ବହୁତ୍ କଷ୍ଟ ପାଉଛି, ବହୁତ୍ ଔଷଧ ବି ଖାଉଛି କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେଇ ପାରୁନି ମୁଁ ଜାଣି ପାରୁନି । ଡକ୍ଟର ମାନଙ୍କୁ ମୋ ଦୁଃଖ ଯେତେ କହିଲେ ବି କେହି ଗୁରୁତର ସହ ନେଉ ନାହାନ୍ତି କି ଭଲ ସେ ମୋ କଥା ଶୁଣୁ ନାହାଁନ୍ତି କେବଳ ଔଷଧ ଲେଖୁଛନ୍ତି କହୁଛନ୍ତି ଔଷଧ ଖାଅ ଭଲ ହେଇଯିବ କିନ୍ତୁ ମୁଁ ଔଷଧ ଖାଇ ଖାଇ ନୟାନ୍ତ ହେଲିଣି ।
ରୋଗର ଲକ୍ଷଣ ଆପଣଙ୍କୁ ଜଣାଉଛି ଦୟାକରି ଏ ରୋଗଟି କଣ ଆଉ କେମିତି ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବି ମୋତେ ଉପାୟ ଦେବେ
ମୋ ରୋଗଟି ଏହିପରି , ମୋର 3 o clock ରେ ତିନି ଚାରି ବର୍ଷର ମଳ କଣ୍ଟକ ଥିଲା । ଗରିଷ୍ଠ ଆହାର ଖାଇଲେ କି ପେଟ ଗରମ ହେଲେ ମଝିରେ ମଝିରେ ଜଳା ପୋଡ଼ା ଆଉ କଷ୍ଟ ହୁଏ ପୁଣି ସେହି ଖାଦ୍ୟ କିଛିଦିନ ବନ୍ଦ କଲେ ଔଷଧ ଖାଇଦେଲେ କି ମଲମ ଲଗେଇଲେ କଷ୍ଟ କମିଯାଏ । କିନ୍ତୁ ଗତ ଜୁନ୍ ମାସରେ ମୁଁ ଲଗାତାର ପାଞ୍ଚ ଛଅ ଦିନ ଝାଡ଼ା ହେଲି । ଆଉ ତାପରେ ସେହି ମଳ କଣ୍ଟକ ଜାଗାରେ ଭୀଷଣ ଜଳା ପୋଡ଼ା ସହ ଅସହ୍ୟ କଷ୍ଟ ହେଲା ଆଉ ଫୁଲିଗଲା । ମୁଁ ଜଣେ homeopathy doctor ଙ୍କୁ ଦେଖାକଲି ସେ କିଛି ଔଷଧ ଖାଇବାକୁ ଆଉ ମଲମ ଲଗେଇବା ପାଇଁ ଦେଲେ ଆଉ ଗରମ ପାଣି ରେ ବସିବା ପାଇଁ କହିଲେ । ଦୁଇ ତିନି ଦିନ ଟିକେ ଆରାମ ଲାଗିଲା । କିନ୍ତୁ ମଳଦ୍ଵାର ଭିତରେ ସେଇ ଫୁଲା ଉପରୁ ହଠାତ୍ ଟୋପା ଟୋପା ସଫା ପାଣି ବାହାରିଲା ମୁଁ ଆଙ୍ଗୁଳି ଦ୍ଵାରା ଅନୁଭବ କଲି ମଟର
ମଞ୍ଜି ଭଳି ଏକ ବଥ ସେହି ଫୁଲା ଉପରେ ବାହାରିଛି। ସେଇ ସମୟରେ ପ୍ରବଳ ଗରମ ହେଉଥିଲା ବଥଟି ଫାଟିଗଲା ମୁଁ ଏକ chandasi ଡକ୍ଟର କୁ ଦେଖେଇଲି ସେ ଲୋକାଲ ଆନସ୍ଥେଶିଆ ଦେଇକି ସେ ଜାଗାଟି ସଫା କରି ଔଷଧ ଖାଇବାକୁ ଆଉ ମଲମ ଲଗେଇବା ପାଇଁ ଦେଲେ କିନ୍ତୁ ବିଶେଷ କିଛି ଫରକ ହେଲାନି । ପାଣି ସେମିତି ଟୋପା ଟୋପା ବାହାରୁ ଥାଏ । ତାପରେ ମୁଁ ଜଣେ ESI doctor ଙ୍କୁ ଦେଖେଇଲି ସେ ଭଲ ହେଇଯିବ କହି କିଛିଦିନ ଔଷଧ ଖାଇବାକୁ ଦେଲେ ୟା ଭିତରେ ସେ ପାଣି ଯୁଆଡେ ଯୁଆଡେ ଲାଗିଲା ଚାରିଆଡେ ଘା ହେବା ସହ ରମ୍ପୁଡ଼ା କାମୁଡ଼ା ଲାଗିଲା ସେଇ ଜାଗା ଗୁଡ଼ିକ ପୁରା ଖଣ୍ଡିଆ ଖଣ୍ଡିଆ ଯେମିତି ଭିତରେ ନାଲି ପିମ୍ପୁଡ଼ି ଖାଇ ଯାଉଛନ୍ତି । ଦିନକୁ ଦିନ ରୋଗ aggressive ହେବାକୁ ଲାଗିଲା ଭିତରେ ଖଣ୍ଡିଆ ହୁଏ ଗରମ ପାଣିରେ ବସିଲେ ଖଣ୍ଡିଆ କିଛି କିଛି ଭରିଯାଏ କିନ୍ତୁ ସମ୍ପୂର୍ଣ୍ଣ ଭଲ ହୁଏନି। ମୁଁ ଅନୁଗୋଳ hospital ଦେଖେଇଲି ସେ କଟକ scb କୁ ପଠେଇଲେ, scb ରେ ଯାଇ opd ରେ ଦେଖେଇଲି ସବୁ କହିଲି ଚେକ୍ କଲେ କିଛି ହେଇନି କହି ଔଷଧ ଦେଲେ ମୁଁ ଅତି ଅନୁରୋଧ କରିବାରୁ colonscopy କରେଇଲେ କିନ୍ତୁ colonscopy ନର୍ମାଲ ଆସିଲା କିନ୍ତୁ ସେତେ ବେଳକୁ ମୁଁ ବହୁତ୍ କଷ୍ଟ ପାଉଥାଏ ମଳଦ୍ୱାର ଭିତରେ perunium ରେ ଦୁଇ ତିନିଟା ଘା ବି ଥିଲା ତଳିପେଟ pain ବି ହେଉଥିଲା ତଥାପି colonscopy ନର୍ମାଲ ଆସିଲା ।
ସେମିତି ରମ୍ପୁଡା କାମୁଡ଼ା ଚାଲିଥାଏ ଆଉ ପାଣି ବି ବାହାରୁଥାଏ । କିନ୍ତୁ report normal ଆସିବାରୁ ଡକ୍ଟର ମୋ କଥା ନ ଶୁଣି ଔଷଧ ଦେଇ ଘରକୁ ପଠେଇ ଦେଲେ । ମୁଁ ଆସି ଔଷଧ ଖାଇଲି ଟିକେ ଭଲ ଲାଗିଲା ପୁଣି ଯେମିତି କୁ ସେମିତି ମୁଁ ପୁଣି କଟକ ଗଲି ଯେତେ କହିଲେ ବି anti biotic ଆଉ pain killer injection ଦେଇ ଘରକୁ ପଠେଇ ଦେଲେ କେହି ଗୁରୁତ୍ଵ ଦେଲେନି । କଷ୍ଟ ଅସହ୍ୟ ହେବାରୁ ମୁଁ ବାଧ୍ୟ ହେଇ ବିଜୁକଲ୍ୟାଣ କାର୍ଡ ମାଧ୍ୟମରେ ହାଇଟେକ୍ ମେଡିକାଲ ରେ ଦେଖେଇଲି ସେ ultrasound କହିଲେ report ଆସିଲା କି anorectal junction wall thickening ହେଉଛି ବୋଲି ଏଇ ରିପୋର୍ଟ ଆଧାରରେ ସେ admission କଲେ। ତାଙ୍କ MRI ଖରାପ୍ ଥିଲା ତେଣୁ ସେଇଠି CECT abdominal ଆଉ pelvic test କଲେ report normal ଆସିଲା
ସେ କେବଳ ପାଞ୍ଚଦିନ anti biotic treatment ଦେଇ ଘରକୁ ପଠେଇ ଦେଲେ । ମୋତେ କଷ୍ଟରେ କିଛି ଫରକ ପ୍ରାୟ ଆସିନଥାଏ ପାଞ୍ଚ ଦିନର ଔଷଧ ଦେଇ ପନ୍ଦର ଦିନ ପରେ ଆସ MRI ପରେ ଯାହା ହେବ କହିଲେ । ଘରକୁ ଆସି ପ୍ରବଳ କଷ୍ଟ ହେଉଥିବାରୁ ମୁଁ ଜଣେ ayurvedic doctor ଙ୍କୁ ଦେଖେଇଲି ସେ ଔଷଧ ଖାଇବାକୁ ଆଉ ଲଗାଇବାକୁ ଦେବା ସହ ମଳଦ୍ୱାର ଭିତରେ ଯାତ୍ୟଦି ତେଲ ଆଉ ନିମ୍ବ ତେଲ ମିଶେଇ ଭିତରେ ଲଗେଇବା ପାଇଁ କହିଲେ । ତାଙ୍କ ଔଷଧ ଖାଇବାରୁ ମୋତେ ଧୀରେ ଧୀରେ କଷ୍ଟ ରୁ ଆରାମ ଲାଗିଲା ଆଉ ଘା ଗୁଡ଼ିକ ଧୀରେ ଧୀରେ ସୁଖିବାକୁ ଲାଗିଲା । ୟା ଭିତରେ ମୁଁ ଆମ ଅନୁଗୋଳ ସରକାରୀ ଡକ୍ଟରଙ୍କୁ କହି ଗୋଟେ MRI ଫିଷ୍ଟୁଲୋଗ୍ରମି ବି କରେଇଲି ପୁଣି ତାକୁ ନେଇ Hitech ଦେଖେଇଲି ସେ ପୁଣି ଔଷଧ ଲେଖିଦେଲେ ଆଉ ଭଲ ହେବ କହିଲେ । କିନ୍ତୁ କଷ୍ଟ ଅସହ୍ୟ ହେଉ ଥିବାରୁ ମୁଁ ବାଧ୍ୟ ହେଇ ମାସେ ହେବ ayurvedic ଔଷଧ ଖାଉଛି ଆଉ ସେଇ ତେଲ ଲଗେଉଛି ଘା ଗୁଡ଼ିକ ସୁଖିଯାଉଛି କିନ୍ତୁ ଗୋଟିଏ ଜାଗାରେ ଭଲ ହେଲେ ଆଉ ଗୋଟିଏ ଜାଗାରେ ପୁଣି ହେଇ ଯାଉଛି
ନିମ୍ବ ଆଉ ଜତ୍ୟଦି ତେଲ ବ୍ୟତୀତ ଅନ୍ୟ କୌଣସି ointment କାମ ଦେଉନି ତେଲ ପ୍ରଭାବ କମିଗଲେ ପୁଣି ରଂପୁଡ଼ା କାମୁଡ଼ା ଆଉ ତଳିପେଟ pain ହେଉଛି , ମଳଦ୍ୱାର ଭିତର ଫୁଲା କେବେ କମି ଯାଉଛି ପୁଣି ବଢି ଯାଉଛି। ପାଣି ବନ୍ଦ ହେଉଛି ପୁଣି ବାହାରୁଛି ଏମିତି ayurvedic ଔଷଧ ଉପରେ ଶେଷ ଭରଷା କରି ମୁଁ ଦିନକୁ ତିନିଥର ତେଲ ଲଗେଇ ଔଷଧ ଖାଇ ଘରେ ପଡି ରହିଛି ।
ସମ୍ପୂର୍ଣ୍ଣ ଆରୋଗ୍ୟ ଏ ପର୍ଯ୍ୟନ୍ତ ହେଇ ପାରୁନି
allopathy doctor ଙ୍କୁ ମୋ କଷ୍ଟ କଥା କହି କହି ଥକିଲି କେହି ଗୁରୁତର ସହ ନେଲେନି ମଳଦ୍ୱାର ଭିତରେ କିଛି ନାହିଁ ଔଷଧ ଖାଅ ଗରମ ପାଣିରେ ବସ ଭଲ ହେବ ସବୁବେଳେ ସେଇ ଗୋଟିଏ କଥା । କିନ୍ତୁ ସଠିକ୍ ପରାମର୍ଶ କି ଔଷଧ କେହି ଦେଲେନି ।
ଏବେ ବି ମୁଁ ସେଇ ଯନ୍ତ୍ରଣାରେ ayurvedic ଔଷଧ ଖାଇ ଘରେ ପଡି ରହିଛି ।
କାଳେ ପରିସ୍ଥିତି ବେଶୀ ଖରାପ ହେବ ବୋଲି ଆଜିକୁ ଚାରିମାସ ହେଲା ଡରିକି କେବଳ ଭାତ, ରୁଟି ଆଉ ପରିବା ସିଝା ଖାଉଛି
Sir con nu
Sir sugar patient honey aswagandha ମିଶାଇ khai pariba ki ?
No honey