Dharm: Maa Mahamaya Ki Mahima

Поделиться
HTML-код
  • Опубликовано: 12 окт 2024

Комментарии • 32

  • @Shivam-b5q4r
    @Shivam-b5q4r 11 месяцев назад +1

    Hamari kuldevi maa Mahamaya hai

  • @arunpradhan4823
    @arunpradhan4823 3 года назад +2

    ମା'ମହାମାୟୀ ଙ୍କ ଅପାର କରୁଣା, ମା'ଙ୍କୁ କୋଟି କୋଟି ପ୍ରଣାମ। ମା'ମହାମାୟୀ ଏବଂ ସାତ ଭଉଣୀ ଆମ କନ୍ଧମାଳ ଜିଲ୍ଲା ର ଲୋହରାସାହି ଗ୍ରାମ (ଦାରିଙ୍ଗବାଡ଼ି )ରେ ଅନେକ ଲୋକଙ୍କୁ ସ୍ୱପ୍ନାଦେଶ ହୋଇ ଫୁଟି ବାହାରିଛନ୍ତି।ଶନିବାର ଏବଂ ମଙ୍ଗଳ ବାର ମା' ଉଭାହୋଇ ପ୍ରାତଃ ଆଳତି ପରେ ଏବଂ ସଂଧ୍ୟା ଆଳତି ରେ ଭକ୍ତ ଙ୍କ ଗୁହାରିଆ ଉଠାନ୍ତି।ଗୁରବାର ଦିନ ସଂଧ୍ୟା ଆଳତି ପରେ ମା' ଗୋଜବାୟଣୀ ଉଭାହୋଇ ଗୁହାରିଆ ଉଠନ୍ତି।ବହୁ ଦୂର ଦୁରାନ୍ତରୁ ଭକ୍ତ ଆସି ମା'ଙ୍କ ଦର୍ଶନ କରି କାର୍ଯ୍ୟ ସିଦ୍ଧି ଲାଭ କରନ୍ତି। ରୋଗାଗ୍ରସ୍ତ ଲୋକ ସୁସ୍ଥ,ମାଲି ମକଧମା ରେ ଵିଜୟ,ବିବାହ ସମ୍ପନ୍ନ, ବର୍ଷ ବର୍ଷ ଧରି ଛୁଆ ପିଲା ହେଉନଥିବା ଅନେକ ଦମ୍ପତି -ଯାହାକୁ ମା' ତୋତେ ସନ୍ତାନ ଟିଏ ଦେବୀ କହିଛନ୍ତି ,ସେମାନଙ୍କର ମା' ଙ୍କ ଅପାର କରୁଣାରୁ ସନ୍ତାନ ସନ୍ତତି ଲାଭ ହୋଇଥିବା ନଜିର ରହିଛି ।ମା'କୁହନ୍ତି ମୋତେ ଯିଏ ଭକ୍ତିରେ "ମହାମାୟୀ ସାତ ଭଉଣୀ" ବୋଲି ଡାକେ ଏବଂ କହିବାନୁଯାୟୀ ମୋ ନୀୟମ ପାଳନ କରେ ,ମୁ ତା'ର କାର୍ଯ୍ୟସିଦ୍ଧି କରିଥାଏ।ଏଠି ପ୍ରଥମେ ମା' ମହାମାୟୀ ବିଜେ ହେଲାପରେ ସମାୟାନୁକ୍ରମେ,ମା' ତାରାତାରିଣୀ, ମା' ମଙ୍ଗଳା, ମା' ବରାଳଦେବୀ,ମା' ନାରାୟଣୀ, ମା' ଭବାନୀ, ମା' ତାରିଣୀ ,ମା' ଗୋଜବାୟାଣୀ ଅନେକ ଲୋକଙ୍କୁ ସ୍ୱପ୍ନାଦେଶ ହୋଇ ବିଜେ ହୋଇଛନ୍ତି ।ସବୁ ମା'ମାନେ ମୁଖ୍ୟ ପୀଠ ଗୁଡ଼ିକରୁ ଆସିଥିବା କୁହନ୍ତି।ଏଠି ଜଣେ ଆଦିବାସୀ ମହିଳା ମା' ମାନଙ୍କ ପୂଜା କରନ୍ତି।ତା ସହିତ ଜଣେ ଭଣ୍ଡାରୀ ଲୋକ ପୂଜା କରେ।ତାଙ୍କୁ ସେ ଆଦିବାସୀ ମହିଳା ଙ୍କ ସ୍ୱାମୀ ସହଯୋଗ କରନ୍ତି।ଏଠି ମା'ମହାମାୟୀ ଏବଂ ସାତ ଭଉଣୀ ବିଜେ ହେଲାପରେ, ସେହି ପରିସର ରେ "ବାବା ଭୋଳେଶ୍ୱର ମହାଦେବ" ଙ୍କ ସହ ବୃଷଭ ,ଭୃଙ୍ଗି ମଧ୍ୟ ଅନେକ ଲୋକଙ୍କୁ ସ୍ବପ୍ନ ହୋଇ ଫୁଟି ବାହାରିଛନ୍ତି। ବାବା ଭୋଳେଶ୍ୱର ମହାଦେବ ଙ୍କୁ ସେ ଆଦିବାସୀ ମହିଳାଙ୍କ ସ୍ୱାମୀ ପୂଜାର୍ଚନା କରନ୍ତି।ଏଠାକୁ କୋରାପୁଟ,ବାଲେଶ୍ୱର,ଖୋର୍ଦ୍ଧା, ଭୁବନେଶ୍ୱର, ଭଞ୍ଜନଗର,ଗାଙ୍ଗପୁର, ବ୍ରହ୍ମପୁର,ଛତ୍ରପୁର ଭଳି ଅନେକ ଦୂର ଦୁରାନ୍ତରୁ ଭକ୍ତ ଆସନ୍ତି। ଏଠାକୁ ଆସିଥିବା ଭକ୍ତ ମାନେ, ମା'ଙ୍କ କରୁଣାରୁ କାର୍ଯ୍ୟ ସଫଳ ହୋଇ ଅନେକ ସମସ୍ୟା ର ସମାଧାନ ହୋଇଥିବା କୁହନ୍ତି।ଆପଣ ମାନେ ବି ଥରେ ଓଡ଼ିଶାର କାଶ୍ମୀର DARINGBADI ବୁଲି ଆସନ୍ତୁ ଏବଂ ମା'ମାନଙ୍କ
    ଆଶୀର୍ବାଦ ଲାଭ କରନ୍ତୁ। "jay maa mahamayee Sato bhauni."*

  • @elvefernandes8207
    @elvefernandes8207 2 года назад +1

    🙏🌺🙏❤❤❤❤bless us

  • @khushisahu7656
    @khushisahu7656 4 года назад +2

    Jai maa mahamaya jai chhattisgarh 🙏

  • @Vijaypatel-gr6sq
    @Vijaypatel-gr6sq 3 года назад +1

    Jay ho mahamaya Mata ki jay 🙏🙏

  • @seerv3295
    @seerv3295 2 года назад

    Jai mata di ....🙏🙏🙏

  • @vipinchauhan3002
    @vipinchauhan3002 Год назад

    Om Jai Mata Di

  • @arunaawasthi3540
    @arunaawasthi3540 Год назад

    🙏🙏 Pranam maaaaaa

  • @manabjyotipatgiri1926
    @manabjyotipatgiri1926 Год назад

    Maa mahamaya ki jai ho

  • @abhilash_sir_ji0001
    @abhilash_sir_ji0001 4 года назад +1

    Jai kaila devi

  • @PrinceYadav-tf1gv
    @PrinceYadav-tf1gv 11 месяцев назад

    Jai ma mahamya 🙏🏿

  • @bhavaywizardyt
    @bhavaywizardyt 3 года назад +1

    Jai Ho Maha Maya...... 🙏🙏🙏🌹🌹🌹

  • @meenakshichauhan4531
    @meenakshichauhan4531 Год назад

    🙏🏼 मॉ॑ऽऽ...............

  • @somendrabhatnagar6611
    @somendrabhatnagar6611 2 года назад

    Jai mata ki

  • @tulabatisantoshbhola6000
    @tulabatisantoshbhola6000 2 года назад

    Jay Maa maha maya

  • @neetusaraswat1668
    @neetusaraswat1668 8 лет назад +4

    jay maa kamakhya kiiiiii......anannnnt kripa Kare....

  • @sbchannel2989
    @sbchannel2989 2 года назад +1

    He ma kab darsa karne keshe aau 🙏

  • @anujvistar
    @anujvistar 4 года назад

    Jai Mata di
    Om Namo Parvati Pateh Har Har Mahadev

  • @awanishkumar7491
    @awanishkumar7491 Год назад

    🥰🥰🥰🥰🥰❤❤❤❤Maa❤❤❤❤🥰🥰🥰🥰

  • @IasupscStudent-xw4fe
    @IasupscStudent-xw4fe Год назад

    Jay mata di

  • @SHAaaRTHI
    @SHAaaRTHI 7 месяцев назад

    kuldevi mahamaya hain🙏

  • @amitbhatt3546
    @amitbhatt3546 Год назад

    Jai mhamaya

  • @amitkashyap4551
    @amitkashyap4551 5 лет назад

    Jai maa mhamaya ki

  • @pankajjamwal9190
    @pankajjamwal9190 5 лет назад

    Jai MAA KALI JI

  • @gaytriindustry7855
    @gaytriindustry7855 3 года назад

    Jay mahamaya ratanpur

  • @djopsmusic7128
    @djopsmusic7128 4 года назад +1

    🙏🙏🙏🙏🙏

  • @tarunmeshram6018
    @tarunmeshram6018 5 лет назад

    MatA kyu picue chipi....??

  • @anujvistar
    @anujvistar 4 года назад

    Jai Mata di
    Om namo Parvati Pateh Har Har Mahadev

  • @ArjunSingh-xe8hh
    @ArjunSingh-xe8hh 2 года назад

    Jay mata di

  • @surandaradmin1050
    @surandaradmin1050 5 лет назад +1

    Jai Mata di

  • @VikasYadav-sd9td
    @VikasYadav-sd9td 4 года назад

    jai ma mahamaya