News Fuse 08 Oct 2024 | ଖାଲଖମା ରାସ୍ତା, କ'ଣ କହିଲେ ଜନତା ? | ଫ୍ୟୁଜ୍ Views |

Поделиться
HTML-код
  • Опубликовано: 24 ноя 2024

Комментарии • 46

  • @SUKULALMARNDI192
    @SUKULALMARNDI192 Месяц назад +5

    ବହୁତ ବହୁତ ଧନ୍ୟବାଦ୍ ମୁଁ ପ୍ରାତନା କରୁଛି ଭଗବାନ ଆପଣଙ୍କୁ ଖୁସିରେ ରହନ୍ତୁ

  • @bijaydas612
    @bijaydas612 Месяц назад +9

    ଯୋଉମାନେ ମା ଗାଈର ସେବା କରିଛନ୍ତି ସେମାନଙ୍କୁ ସତ ସତ ପ୍ରଣାମ 🙏

  • @143Susanta
    @143Susanta Месяц назад +1

    ହଇରେ ନାରଣ ଲୋକେ ନିଜ ମା ବାପାଙ୍କୁ ଭଲରେ ପଚାରୁନାହାନ୍ତି ଆଉ ଗାଈ ଗୋରୁଙ୍କୁ କିଏ ପଚାରେ କେବେ ସୁଧୁରିବେନି ଏଇ ସମାଜ ଆଉ ଏମିତିକା ସମାଜରେ ରହିବାକୁ ମତେ ବହୁତ କଷ୍ଟ ଲାଗିଲାଣି ଧନ୍ୟବାଦ ଏଇ ଗୋ ମାତା ସେବାକାରୀ ବାଲାଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏿🙏🏿🙏🏿ଜୟ ଜଗନ୍ନାଥ

  • @soumyaranjanbarik4734
    @soumyaranjanbarik4734 Месяц назад

    ଗାଈ ଟିକୁ ନୂଆ ଜୀବନ ପ୍ରଦାନ କରିଥିବା ଭାଇ ଓଭଉଣୀ ମାନଙ୍କୁ ମୋର ପ୍ରଣାମ🙏🙏🙏🙏🙏

  • @BhubaneswarBehera-nr8ir
    @BhubaneswarBehera-nr8ir Месяц назад +1

    ଗୋମାତାଙ୍କୁ ସେବାକରିଥିବା ଭାଇ ଭଉଣୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

    • @Chandinia-qn4hh
      @Chandinia-qn4hh Месяц назад

      ଜୟ ଗୋ ମାତା କି ଜୟ

  • @geetanjaliacharya6079
    @geetanjaliacharya6079 Месяц назад +1

    Om Jay shree gow mata namoh namoh mata 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @balarammallick9372
    @balarammallick9372 Месяц назад +1

    ଗୋସେବା କରିଥିବା ଭାଇ ମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ 🙏🙏🙏🙏

  • @Manas_panigrahi
    @Manas_panigrahi Месяц назад +4

    ନାରଣ ବାବୁ ଆପଣ ବୁଝୁ ନାହାଁନ୍ତି କ'ଣ ପାଇଁ ଖାଲ ଥିଲେ ସିନା କିଛି ଦିନ ମଧ୍ୟରେ ରାସ୍ତାର ପୂନଃ ନିର୍ମାଣ ହେବ ଆଉ କୁଜି ନେତା ପକେଟକୁ ଟଙ୍କା ଆସିବ। ଆଉ ତା ସହିତ ରାସ୍ତାରେ ଯିବା ବେଳେ ଗାଡିରୁ ପଡି ଖଣ୍ଡିଆ ହେଇଥିବା ଲୋକ ଡାକ୍ତର ମାନଙ୍କୁ ପୋଷିବେ ଯଦି ରାସ୍ତା ସମ୍ପୂର୍ଣ୍ଣ ରୂପେ ଭଲ ହେବ ଏମାନେ ବଞ୍ଚିବେ କେମିତି...?

  • @prasantapattanaik862
    @prasantapattanaik862 Месяц назад +1

    ସମସ୍ତେ ସତ କହିଲେ। ରାସ୍ତା କାମ ଠିକ୍ ହେଉନି। ବିଧାୟକ, ସାଂସଦ ଓ ମନ୍ତ୍ରୀ ସେଇ ବାଟେ ଗଲେ ବି ଚୁପ୍। ତେଣୁ ଏମିତି ହେଉଛି।

  • @143Susanta
    @143Susanta Месяц назад

    ଏମିତିକା ଖାଲ ଯେ ଲୋକେ ମେଡିକାଲ ଡେଲି ଯାଉଛନ୍ତି ଆଉ ବହୁତ ଲୋକେ ମରି ଗଲେଣିବି କେବେବି ସୁଧୁରିବେନି ଯୋଉ ସରକାର ଆସିଲେବି ଏମିତିକା ଖାଲ ରହିବ ଏଇଥିରେ କହୁଛନ୍ତି ଆମ ଦେଶ କୁଆଡେ 1 ନମ୍ବର ମୁଁ ଜାଣି ପାରୁନି କେମିତିକା ଆଉ କୋଉ ପ୍ରକାର 1 ନମ୍ବର କହିଲ ନାରଣ

  • @geetanjaliacharya6079
    @geetanjaliacharya6079 Месяц назад

    God bless you to your family sir 🙏

  • @jalandharnayakjala
    @jalandharnayakjala Месяц назад +1

    Jou mane go Seba Kari chanti tanku dhanyabad

  • @arjundandapat8015
    @arjundandapat8015 Месяц назад

    ସାର୍ ବହୁତ୍ ହିତାଧିକାରୀ ମାନେ ଟଙ୍କା ପାଇ ନାହାନ୍ତି । କିନ୍ତୁ govt ଚାକିରି କରିଥିବା ଲୋକ ସୁଭଦ୍ରା ପଇସା ପାଇଛନ୍ତି

  • @minaketanpradhan5752
    @minaketanpradhan5752 Месяц назад +1

    A rasta kharap yenar karan amma pablik

  • @hiranyakalarHiranya
    @hiranyakalarHiranya Месяц назад +1

    Good night

  • @soumyaranjanbarik4734
    @soumyaranjanbarik4734 Месяц назад

    ଆମର ରୋଡ୍ ର ଅବସ୍ତା କିଛି ତ ଖରାପ ନାହିଁ ଏଇଯୋଉ ଖାଲ କଥାକହୁଚ ଏଇଟା 3ଡି ଆନିମେସନ୍ ରୋଡ୍

  • @DrubashPradhan
    @DrubashPradhan Месяц назад

    ଯୋଉ ଭାଇ ଓ ଭଉଣୀ ଗୋମାତାଙ୍କୁ ସେବା କରିଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ

  • @soumyatudu2695
    @soumyatudu2695 Месяц назад

    Bhai fuse kahara channel

  • @smitaprusty5609
    @smitaprusty5609 Месяц назад

    Gret❤❤❤

  • @MuraliPradhan-rq4tj
    @MuraliPradhan-rq4tj Месяц назад

    Govt ku nuaa kontraktor milunahanti

  • @soumyaranjanbarik4734
    @soumyaranjanbarik4734 Месяц назад

    ଏ ମାର୍କେଟ୍ କଂପ୍ଲେକ୍ସ୍ ର ଘରଗୁଡିକ ବୋତଲଭାଇ,ଏଲିଏନ୍,ଭୂତ,ଅନ୍ୟଗ୍ରହର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟବସାୟୀ ବନ୍ଧୁ ମାନଙ୍କପାଇଁ ନୁହଁ

  • @JasodaMeher-z1m
    @JasodaMeher-z1m Месяц назад

    ❤❤😊

  • @SachinBhue-m1s
    @SachinBhue-m1s Месяц назад

    କାମ ହଉନି ଭାଇ ଖାଲି ଖବର ରେ ଦେଖା ଚାଲିଛି ୟେ ମିଡ଼ିଆ ଭାଇ କଣ ମୁଖ୍ୟ ମନ୍ତ୍ରି ଙ୍କୁ ପଚାର ସେ କହିବେ କଣ କରିବେ ଲୋକଙ୍କୁ ପଚାରିଲେ କଣ କରିପାରିବେ 😂

  • @BikashDas-y9v
    @BikashDas-y9v Месяц назад

    ଖାଲ ଥିଲେ ସିନା ଗାଡି ସଂକୋଚ ଖରାପ୍ ହବ ହେଲେ ସିନା ଗମେଟେ ଟ୍ୟାସ୍ ନେବେ ଆରେ ନାରଣ ତମେ କଥା ଟା ଭିତିଆ ବୁଝିବ ନାଁ ଊ😅

  • @143Susanta
    @143Susanta Месяц назад

    ଯାହା ହଉ ସବୁ ଜାଗାରେ କିଏ ଥାନ୍ତୁ କି ନାହିଁ ଗୋଟେ ଜିନିଷ ମିଳିବ ସବୁଠି ସେ ହେଲା ନାଲି ଟନିଙ୍ଗ ସେ ହିଁ ପ୍ରକୁତ ଅମର ସବୁ ଯୁଗରେ ସେ ଅମର ହେଇକି ରହିଛି ନାଲି ପାଣି କଲା ବାୟାରେ ନାଲି ପାଣି କଲା ବାୟା 🤣😂🤣

  • @samirsahoo7225
    @samirsahoo7225 Месяц назад

    Na dekhiba loka dekha kaincha kadhichi beka para narana

  • @technicaltrickts3143
    @technicaltrickts3143 Месяц назад

    Bhai bigata 5 year hela amiti achhi 😅😅😅

  • @technicaltrickts3143
    @technicaltrickts3143 Месяц назад

    Karan ta side re pata income tax ra quater achhi

  • @balarammallick9372
    @balarammallick9372 Месяц назад

    Smart cityra bikala chitra

  • @krishnachandrasahoo1631
    @krishnachandrasahoo1631 Месяц назад

    Bhai Mota 6masa lagi compost Kala odisha balidabi

  • @krishnachandrasahoo1631
    @krishnachandrasahoo1631 Месяц назад

    Bhai not bjp not bjd coming congres

  • @krishnachandrasahoo1631
    @krishnachandrasahoo1631 Месяц назад

    Bhai Rourkela thara Asa Amara smart city Aastra thara dakha labour manku parday kata rs doucha dakha Mota cont karantu

  • @SatyabratBadhei
    @SatyabratBadhei Месяц назад

    Mu Jane Naya garden bass in da ahi bhali c DM ku kanhi ki di s miss ka
    ra
    Jaini kanhiki

  • @cnckoraputiaking6394
    @cnckoraputiaking6394 Месяц назад

    Kotpad black re emiti toki chanti

  • @rajnandinimallik4820
    @rajnandinimallik4820 Месяц назад

    Very nice😂😅😂😂😂😂

  • @kpsinghadv9798
    @kpsinghadv9798 Месяц назад

    maduamane kan sarkarnku vote deinahantiki,sarkar samastanka subidha dekhibe tenu vending jone kari semanka manakatha bujhi puran karichhanti. Hele sehi bhai mananku request hunka tharu dureirahibe.

  • @sudhansukumarbal3419
    @sudhansukumarbal3419 Месяц назад

    Good night

  • @technicaltrickts3143
    @technicaltrickts3143 Месяц назад

    Bhai bigata 5 year hela amiti achhi 😅😅😅

  • @krishnachandrasahoo1631
    @krishnachandrasahoo1631 Месяц назад

    Bhai not bjp not bjd coming congres