Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Badia heichi gita ❤❤❤🎉🎉
❤❤❤
Support କରନ୍ତୁ ଭାଇ
Praise the Lord
Good 🙏🙏🙏👌👌👌
Thanks
Bodia heichhi bhai amiti aagoku bado
ହଉ ଭାଇ support କରନ୍ତୁ ms odia channel ତରପରୁ ସ୍ଵାଗତ କରୁଛି
ସମସ୍ତେ ଭାଇମାନେ ms odia plus channel କୁ support କରିବା କାହିଁକି ନା ପ୍ରଭୁଙ୍କର ଗୌରବ ନିମନ୍ତେ channel ଆଗୋକୁ କେମିତି ବଡିବ ତାହାଙ୍କୁ ନିଶ୍ଚୟ କରିବା ଆଉ ଆପଣ ମାନେ ଆପଣଙ୍କ ବନ୍ଦୁ ମାନଙ୍କୁ share ନିଶ୍ଚୟ କରନ୍ତୁ ଆଶାକରେ ଆମେ ସମସ୍ତେ ଭଲରେ ରହୁ ଜୟ ଯୀଶୁ peris the load.......
ମୁଁ କଣ ଦେଇଖି ତମକୁ ଧନ୍ୟବାଦ୍ ଦେବିଯେ ନିଜକୁ ବର୍ଣ୍ଣନା କରିପାରୁନାହିଁ
Video କୁ like ଦେଇକି ଧନ୍ୟବାଦ୍ ଦିଅ ଭାଇନା..
😭😭😭😭
ମୋ channel video ଭଲ ଲାଗୁନିକି ଭାଇ
ତମକୁ ଦୁଃଖ ଲାଗିଲା କି ଭାଇ ହେଲେ କୁହନ୍ତୁ ତମ ପାଇଁ ଭିଡିଓ ବନେଇ ଦେବି ତମେ କହିଲେ ଜାଣିବି ମୁଁ ମୋ subscribe ମାନଙ୍କୁ ସବୁ video ବନେଇ ପାରିବି। ଆପଣଙ୍କ answer ପାଇଲେ ହିଁ ବନେଇବି ନହେଲେ ବେକାର କାହିଁକି।। ତମେ hindu -vs -christian କୁହନ୍ତୁ pleage riplye comment thanks........✝️❣️💕
Mahendra ଭାଇ ଆପଣଙ୍କ କଣ୍ଠ ବହୁତ ଭଲ ଲାଗିଲା । ଆହୁରି ଆଗକୁ ଯାଅ।କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିବ । Odia ଲେଖା ଆପଣଙ୍କର ପୁରା ଖରାପ । ଯେମିତି ସୁସମାଚାର ହେବ । ସୁସ ମାଚାର ନୁହଁ । please ସୁଧାରି ଦିଅନ୍ତୁ । reply କରନ୍ତୁ ।
ଲେଖିବାର ଟିକେ ଖରାପ ଥିବ ଆପଣ କ୍ଷମାକରନ୍ତୁ....
Sir ଟିକେ call 7735716003 whatsapp massage କରନ୍ତୁ ଆପଣଙ୍କୁ ଟିକେ ମୁଁ କଥାହେବି pleage call କରିବେ ନହେଲେ whatsapp massage କରନ୍ତୁ
Ms odia plus bhainku support
ଆପଣଙ୍କ youtube channel ଅଛି କି
Praise the lord brother very beautifull song and voice also nice. ଭାଇ ସ୍ବର ଭଲ ଅଛି ଆଉ ଆଗକୁ ନୁଆ ନୁଆ ଗୀତ ଗାଇବାପାଇଁ ଚେ଼ଷ୍ଟା କରନ୍ତୁ ପ୍ରଭୁ ସାହାଯ୍ୟ କରନ୍ତୁଏବଂ ଆଶିର୍ବାଦ କରନ୍ତୁ । ଭାଇ ଗାଇବେ ମନା ନୁହେଁ କିନ୍ତୁ ବାଇବଲର ବାକ୍ୟ ଅନୁସାରେ ରଚନା କରି ଗାଇବେ ହଁ କି ।
ହଁ ଭାଇ ବାଇବଲ ଅନୁସାରେ ହିଁ ଗାଇବୀ
ଟମ୍ ନେଲ୍ ରେ ଲେଖା ଭୁଲ୍ ଅଛି ଭାଇ
ଟିକେ ଭୁଲ୍ ଅଛି
Badia heichi gita ❤❤❤🎉🎉
❤❤❤
Support କରନ୍ତୁ ଭାଇ
Praise the Lord
Good 🙏🙏🙏👌👌👌
Thanks
Bodia heichhi bhai amiti aagoku bado
ହଉ ଭାଇ support କରନ୍ତୁ ms odia channel ତରପରୁ ସ୍ଵାଗତ କରୁଛି
ସମସ୍ତେ ଭାଇମାନେ ms odia plus channel କୁ support କରିବା କାହିଁକି ନା ପ୍ରଭୁଙ୍କର ଗୌରବ ନିମନ୍ତେ channel ଆଗୋକୁ କେମିତି ବଡିବ ତାହାଙ୍କୁ ନିଶ୍ଚୟ କରିବା ଆଉ ଆପଣ ମାନେ ଆପଣଙ୍କ ବନ୍ଦୁ ମାନଙ୍କୁ share ନିଶ୍ଚୟ କରନ୍ତୁ
ଆଶାକରେ ଆମେ ସମସ୍ତେ ଭଲରେ ରହୁ ଜୟ ଯୀଶୁ peris the load.......