Rok Thok Live | ରୋକ୍ ଠୋକ୍ : ରାଜ୍ୟସଭା ଝଟକା | 09 Dec 2024 | Argus News

Поделиться
HTML-код
  • Опубликовано: 11 дек 2024

Комментарии • 28

  • @prafulasingh2267
    @prafulasingh2267 2 дня назад +4

    ଆଜ୍ଞା ଗଣେଶ ବାବୁଙ୍କୁ ପଚାରନ୍ତୁ ଗଣେଶ ବାବୁ କେବେ ବିଜେଡି ଛାଡୁଛନ୍ତି ।

  • @BulakiSwain-n4c
    @BulakiSwain-n4c 2 дня назад +10

    ଦୁର୍ଗାଶିସ୍ ଭାଇ ,ଏ ନନ୍ ତୃତୀୟ ଗଣେଶ ସାହୁକୁ କାହିଁକି ବିତର୍କକୁ ଡାକୁଛନ୍ତି ? ୟାକୁ ଭାଷା ବି ଜଣା ନାହିଁ ଆସନ୍ତା ଥରକୁ ଆଉ କାହାକୁ ଡାକନ୍ତୁ।ଏଇଟା ଗୋଟେ ଗାଇଆଳ ଟାଇପ୍ ର ଲୋକ।

    • @atulmalik5434
      @atulmalik5434 День назад

      ବଢିଆ କଥା କହିଛନ୍ତି ଭାଇ 👌

  • @nilamanikar954
    @nilamanikar954 2 дня назад +3

    ବିଜେଡି ର ଏ ଗଣେଶ ବାବୁ ଜଣକ କିଏ ଏହାଙ୍କୁ କମ୍ ଲୋକ ଚିହ୍ନନ୍ତି। ଭଲରେ କଥା କହିପାରୁନାହାନ୍ତି। ଏହାଙ୍କୁ କାହିଁକି ଡାକି ଆଲୋଚନା କୁ ନିମ୍ନମାନର କରୁଛନ୍ତି 😊

  • @dipakbehera918
    @dipakbehera918 2 дня назад +2

    Bjd ଏମିତି କରି କଂଗ୍ରେସ୍ କୁ ବୁଡ଼ାଇ ଥିଲା

  • @prasantapanda1703
    @prasantapanda1703 2 дня назад +1

    ଦୁର୍ଗାଶିଷ ଭାଇଙ୍କୁ ମୋର ଅନୁରୋଧ ଯେ ସୁବ୍ରତ ନନ୍ଦ ସାରଙ୍କୁ ସବୁ ଦିବେଟରେ ଆଣନ୍ତୁ ଓ ସେ ଗାଲୁଆ ଗଣେଶ ସାହୁକୁ କୋଣସି ବି କାର୍ଯ୍ୟକ୍ରମକୁ ଡକା ନଯାଉ

  • @chinmayachirasundarjena
    @chinmayachirasundarjena 2 дня назад +2

    BJD pura safa heijiba

  • @hrudanandameher1364
    @hrudanandameher1364 2 дня назад +1

    Bhai kharap bhabibar nahi bjd sari gala

  • @ame_odia501.
    @ame_odia501. 2 дня назад +1

    Bjd samudra nuha samudrare lina haigale jaya jaga nata

  • @bhagwandash4297
    @bhagwandash4297 День назад

    ଗଣେଷ ସାହୁ ଗୋଟେ ବୈମାନ ଲୋକ ଏ ହା କୁ କଥା ଜଣା ନାହିଁ ଏ ଗୋଟେ ଗାଲୁଆ ମଣିଷ

  • @prasantapanda1703
    @prasantapanda1703 2 дня назад +8

    ସତକଥା ଯିଏ ନିଜ ବାପାର ନୁହେଁ ସେ କାହାରି ନୁହେଁ, ଅର୍ଥାତ ନବୀନ ପଟନାୟକ ନିଜ ବୋପା ବିଜୁ ପଟନାୟକକୁ ଖାଇବାକୁ ଦେଇନି କି ତାଙ୍କ ସେବା କରିନି ତାଙ୍କ ଶେଷ ସମୟରେ, ତେଣୁ ନବୀନ ପଟନାୟକ କାହାରି ନୁହେଁ ତେଣୁ ଓଡିଶାର କଣ ହବ ନାଁ ଓଡିଶା ଲୋକଙ୍କର କଣ ଭଲ ଚିନ୍ତା କରିବ ତେଣୁ ନବୀନ ଭଲ ଲୁଟିଛି ଓଡିଶାରୁ

  • @rabindrarath9474
    @rabindrarath9474 2 дня назад +1

    ଗାଲୁଆଙ୍କର ବାରବାଟୀ ଚାଷ

  • @SUNDARSORENOFFICIALCOM
    @SUNDARSORENOFFICIALCOM День назад

    Durga bhai mison shakti kathaa tike dibat re anantu

  • @BasantaBehera-gl3li
    @BasantaBehera-gl3li 2 дня назад +1

    ଘର ଭଙ୍ଗା ମିଡ଼ିଆ ବାଲା ଏଇଟା

  • @4u4u143
    @4u4u143 15 часов назад

    Ara.mg.padian..pai.jitilu

  • @MalayaRanjanPradhan-co9pk
    @MalayaRanjanPradhan-co9pk 2 дня назад

    One after another till 9 then, what will happen by zero. His party ideology is 5t .

  • @hariharasahu3566
    @hariharasahu3566 2 дня назад +1

    ଏ ଗାଲୁଆ ଲୋକ କୁ କାହିଁ କି ଡାକିଛି?

  • @biswaranjanpattanaik9022
    @biswaranjanpattanaik9022 2 дня назад

    BJD - Budi Jauthiba Dal😂