Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ରଘୁନାଥଜୀଉ ଙ୍କ ମୂର୍ତ୍ତୀ ଅତି ସୁନ୍ଦର, ମନ୍ଦିର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ, ପରିବେଶ ଓ ପରିବେଷଣ ମନଛୁଆଁ। ରଘୁନାଥଙ୍କ କୃପା ଲାଭ କରନ୍ତୁ । ଧନ୍ୟବାଦ।
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ।
@@kishorchsrichandan307 kindly share କରିବେ ମୋ ଚାନେଲ
❤
Thank you
ଅତି ସୁନ୍ଦର ବର୍ଣନା.ଟାଙ୍ଗୀ ଐତିହ୍ୟ ରେ ଭରପୁର ଏବଂ ଏକ ଅତିରାମଣୀୟ ସ୍ଥାନ. ତୁଷାର କାନ୍ତି
ବହୁତ୍ ବହୁତ୍ ଧନ୍ୟବାଦ୍
ବହୁତ ସୁନ୍ଦର ଭିଡିଓ। ଅଶେଷ ଧନ୍ୟବାଦ୍ ଟାଙ୍ଗୀ ଉପରେ ବହୁତ ଅଜଣା ଜିନିଷ ଲୋକଲୋଚନକୁ ଆଣିବା ପାଇଁ। ଆପଣଙ୍କର ପ୍ରୟାସକୁ ବିନମ୍ର ପ୍ରଣାମ। ଅଭିଜିତ
ହୃଦୟରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
ଆପଣଙ୍କୁ ଅନେକ ଧନ୍ୟବାଦ ଆମ ଗାଁ ର ସଂସ୍କୃତି, ପରମ୍ପରା ଓ ଗାଁ ବିଷୟରେ ସବିଶେଷ ତଥ୍ୟ ଦେଇଥିବାରୁ ।
Thank you so much...
Bahut sundar. Thank you for beautiful presentation about tangi.
Thank you so much 🙏
ଅତି ସୁନ୍ଦର ଭାବରେ ପରିବେଷିତ ଏଇ video ଟି। ଏମିତି ଅନେକ video କରୁଥାନ୍ତୁ, ଜନି ବାବୁଙ୍କୁ ଅନୁରୋଧ।
ଧନ୍ୟବାଦ୍
Bahut sundar video . Beautiful temples 🙏
Thanks a lot
Bahut Sundar...
Thank you so much
Bhai moro tangi mote gote honey box darkar
Ok...
Sir how much distance from Ranpur or Khandapada
From Ranpur it 20kms and From Kendrapada it is 150kms
ରଘୁନାଥଜୀଉ ଙ୍କ ମୂର୍ତ୍ତୀ ଅତି ସୁନ୍ଦର, ମନ୍ଦିର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ, ପରିବେଶ ଓ ପରିବେଷଣ ମନଛୁଆଁ। ରଘୁନାଥଙ୍କ କୃପା ଲାଭ କରନ୍ତୁ । ଧନ୍ୟବାଦ।
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ।
@@kishorchsrichandan307 kindly share କରିବେ ମୋ ଚାନେଲ
❤
Thank you
ଅତି ସୁନ୍ଦର ବର୍ଣନା.
ଟାଙ୍ଗୀ ଐତିହ୍ୟ ରେ ଭରପୁର ଏବଂ ଏକ ଅତି
ରାମଣୀୟ ସ୍ଥାନ. ତୁଷାର କାନ୍ତି