A gitati ate sundara hoichhi mu 67 thara sunisarilini aauru sunibi dekhibi aau gote katha mo ghara balasore District ra basta block .goura das nka ghara jaleswar block so ama pakha re se more favourite hero God nku pray karuchhi gour sir bahuta agaku badhantu
Best actor my c.ice song lyrics very good..... thanks acting jete dekhilebi aue thare dekhibaku hue.....so very cute voice ....jatra jagat ku Jay Jagannath .................
ବର୍ତ୍ତମାନର ଲୋକମାନଙ୍କ ପାଇଁ ଏକ ସୁନ୍ଦର ଗୀତ ଆଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ
ଏହି ଗୀତଟି ଯେଉଁ ମହାପୁରୁଷ ଲେଖିଛନ୍ତି ତାଙ୍କୁ ମୋର କୋଟି କୋଟି ଭୂମିଷ୍ଠ ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏ଭଗବାନ ଆପଣଙ୍କୁ ଦୀର୍ଘାୟୁ ପ୍ରଦାନ କରନ୍ତୁ
Arun mantri
😭😭🙏🏻😭😭
@@spodisha
00p000plp000ll00l0l00l0000000l9pl00l
@pupun pradhan
ଲେଖକ, ସ୍ୱର ସଂଯୋଜନା, କଣ୍ଠଶିଳ୍ପୀ ଓ ଚରିତ୍ର ଅଭିନେତା ସମସ୍ତଙ୍କୁ ଧନ୍ୟବାଦ 🙏🙏🙏🙏
ଆମ ଓଡ଼ିଆ ସିନେମାଠୁ ଓଡ଼ିଆ ଯାତ୍ରା ବହୁତ୍ ଭଲ🙏
ସତକଥା
Right
Real Act with real Fact 😊😊
Really👌
Yes 100%
A gitati ate sundara hoichhi mu 67 thara sunisarilini aauru sunibi dekhibi aau gote katha mo ghara balasore District ra basta block .goura das nka ghara jaleswar block so ama pakha re se more favourite hero God nku pray karuchhi gour sir bahuta agaku badhantu
Are bhadrak ghara tankara
ଗୀତଟି ବଢିଆ ହୋଇଛି
ମନଛୁଆଁ ଏବଂ ହୃଦୟସ୍ପର୍ଶି ମଧ୍ଯ ଅତ୍ଯନ୍ତ ସୁନ୍ଦର ଅଭିନୟ
❤❤
ଗଉରା ସାର୍ ମୁଁ ଆପଣଙ୍କ ଅଭିନୟରେ ବହୁତ ଖୁସି ବହୁତ ସୁନ୍ଦର
ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଅଭିନୟ ,, ଗୌର ଭାଇ
Always best
ଗୋଉର ସାର୍ ଙ୍କ ଯାତ୍ରା ଅଭିନୟ ବହୁତ ସୁନ୍ଦର
ଏ ଗୀତ ଶୁଣିଲା ପରେ ରୁମ ଟାଙ୍କୁରୀ ଉଠୁଛି ଭାଇ ❤
Best song
ସତରେ ଭାଇ 😢😢😢😭😭
Rumatankurile kana Kariba sabubhagy ra dosh sidha manisara kapale yemiti kasth thaye bhai
Full jhakas 👌👌 eahi gita sunibaku bar bar ichha huea 🙏🙏 Dhanyawad samasta kala kar manku 👍👍
ସମସ୍ତଙ୍କୁ ବୋହୁତ ବହୁତ ଧାନ୍ୟବାଦ ଏତେ ସୁନ୍ଦର ଗୀତ ପାଇଁ ❤
ଗୀତ ଲେଖକ ଙ୍କୁ ମୋର ଆନ୍ତରିକ ଅଭିନନ୍ଦନ।
2:42 2:42 3:24 4:02 4:03
ଗୀତ ଟି ବହୁତ ସୁନ୍ଦର ହେଇଛି ଆଉ ଗୌରା ସାର ଙ୍କ ଅଭିନୟ ସୁପର,
ମୁଁ ଯାତ୍ରା ଗୀତ ଶୁଣେନି କି ଯାତ୍ରା ଦେଖେନି କିନ୍ତୁ ଏ ଗୀତ ମୋ ମନକୁ ଛୁଇଁ ଗଲା ଭାଇ ଭଗବାନ ତୁମକୁ ଶାହା ହୁଅନ୍ତୁ ତୁମେ ଏହି ଭଳି ମନ ଛୁଆଁ ଗୀତ ଗାଉଥାଅ 👍very nice singer and song ଜୟ ଜଗନ୍ନାଥ 🙏ଜୟ ମା ମଙ୍ଗଳା 👏
Xdx
VP
@@pratimakeuta6200❤❤
😊
😊
Mu kebe jatra dekheni Bhai ei Gita suni tharute ei jatra dekhi Baku ichha hauchi fast time hart feel hauchi
ବହୁତ ସୁନ୍ଦର ହେଇଛି ମନକୁ ଛୁଇଁଲା ଭଳି ଗୀତ ଜୟ ଜଗନ୍ନାଥ
ଯାତ୍ରା ଗୀତ ସବୁଠାରୁ ଭଲ 👍👍👍👍
ଏ ନାଟକ ର ନା କଣ କିରେ
ଗୀତ ଟି ବହୁତ ସୁନ୍ଦର ହୋଇଛି 👍👍👍
ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଜୟ ଜଗନ୍ନାଥ
ଅତି ସୁନ୍ଦର 🌹
❤️🌹❤️🌹
❤️🌹❤️
🌹❤️❤️
🌹🌹❤️
ଅତି ସୁନ୍ଦର
ଜୟ ଜଗନ୍ନାଥ ଗୌର ଭାଇ
ଗୌରା ଭାଇଙ୍କ ଅଭିନୟ ମତେ କନ୍ଦେଇ ଦିଏ
ବୋହୁତ ସୁନ୍ଦର ଗୀତ❤️
ଭାଇମାନେ,କେଉଁ ନାଟକର,କେଉଁ ଅପେରାର ଗୀତ ଏଇଟା ଟିକେ ଜଣେଇବେ କି...
ଭାଇ ମୁତ ଯାଣିପାରୁନି ତୁମକୁ କ'ଣ କହିବି
Sa dino ro kotha mona aochi na
Dhauli gana natya ra sedina ra katha mane achhi na
ଟାଇଟଲ ଗୀତ ପରା
ଧୋଉଳି ଗଣନାଟ୍ୟ
ହୃଦୟ ସ୍ପର୍ଶ ସଙ୍ଗୀତ ❤❤❤
କଥା ଦେଇ କଥା ଭୁଲିଲୁ କେମିତି ଦିନ ବି ଲାଗୁଚି ଆଜି ଅନ୍ଧାର ଯେମିତି 😭😭😭
ବହୁତ ଦୁଃଖ ଲାଗିଲା ଯେ ମୋର😂😂😂😂😂😂😂😂😂😂
Hasucha kan paen tahelee
ବେଷ୍ଟ ଓଡ଼ିଆ ଯାତ୍ରା ❤❤❤
Manash bhai best singer❤️❤️❤️❤️❤️
Nice Song, i already seen this 100 times
ନାଟକଟି ଅନିଲ କାପୁର, ଶ୍ରୀଦେବୀ, ଉର୍ମିଳା ମାତୋଣ୍ଡକର ଅଭିନୀତ ଚଳଚିତ୍ର ଜୁଦାଈ ଯାହାକି ୧୯୯୭ ମସିହାରେ ହେଇଥିଲା ସେଇ ଚଳଚିତ୍ର କାହାଣୀ ଲାଗୁଛି
Rt
Wow 😂😂 ଭାଇ କଣ କହିବି ଆଖିରୁ ଲୁହ ଆସିଯାଉଛି 🙏
❤❤❤❤❤ ବହୁତ ଭଲ
ଭାଇ ଗୀତ ଲେଖିଥିବା ମହାପୁରୁଷ ଙ୍କୁ ମୋର କୋଟି ପ୍ରଣାମ 🙏
Really Heart touching song. So God bless ings the writer and 🎤singers.
ଆଜିଠାରୁ ସୋନପୁର ସୁଲେଇ ଠାରେ ଧଉଳି ଗଣନାଟ୍ୟ ଆରମ୍ଭ ହେଉଛି
Best actor my c.ice song lyrics very good..... thanks acting jete dekhilebi aue thare dekhibaku hue.....so very cute voice ....jatra jagat ku Jay Jagannath .................
ଗୌରା ଦାସ ର ଅତି ସୁନ୍ଦର ଅଭିନୟ 👌👌👌
Jatra gita ku chhadidela pare aau kounasi gita sunder hei paribani ❤❤❤❤❤❤❤❤❤ I love always jatra song
Odia jatra always best ......gote alaga feelings ase jatra re
👍ଅତି ସୁନ୍ଦର୍ ଗୀତ ଓ ଅତି ସୁମଧୁର ସଙ୍ଗୀତ
ଅତି ସୁନ୍ଦର ❤️❤️❤️
ମନରଦୁଖ ହସ ଯଦି ଅନ୍ୟ ଜଣେଵୁଝିପାରନ୍ତା ତେବେ ଏ ସଂସାର ସ୍ବର୍ଗ ହେଇଯାଅନ୍ତା
ସୁନ୍ଦର ସ୍ଵର ❤❤❤
Gaura das jatra all rounder kalakara jay jagannath ❤❤❤❤
All time fav ଗୌରା ଭାଇ
A tisundara ❤❤❤🙏🙏🙏
Goura das is emotional since no1hero
ଗୈାର ଭାଇ 👌👌👌👌
Very Very nice songs ❤❤
Mu jatra dekibaku bautho bhalage
ଗଉରା ସାର ମୁଁ ଆପଣଙ୍କ ଅଭିନୟରେ ବହୁତ ଖୁସି
Singer voice most singer voice pain song hit hoichi ♥️♥️
ସେଦିନର କଥା ମାନେ ଅଛି କି jatra
Hmm 😢
ଯାତ୍ରା ର ଗୀତ ମସ୍ତ
please, Full ଯାତ୍ରା ଟି uplode କରନ୍ତୁ ।
What a spirit of writter. ❤❤❤❤
ଅତ୍ୟନ୍ତ ହୃଦୟସ୍ପର୍ଶୀ ଓଡ଼ିଆ ଯାତ୍ରା
ଗୀତିକାର ମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ
ଗୌର ଦାସଙ୍କ ଅଭିନୟ ଅତି ଚମତ୍କାକ। 🙏
Samaste song aau acting ku dekhuchu but gote top class direction katha bhuli jauchu , Director nka payin gote 👏👏👏
Mo manapasand ra jatra Dhauli Gananatya ❤️❤️❤️❤️
ଏ ଗୀତ ରଚନା କରିଥିବା ସାର୍ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ 🙏ବହୁତ ସୁନ୍ଦର ଲେଖା 🎉
ମନ ଛୁଆଁ ଗିତ ❤
ମନ ଛୁଆଁ ଗିତ
Nic 🥺👍
Best acting and best voice wow supper ❤❤❤❤❤
Bahut sundar ❤️ love you jatra ❤️ super duper song 😍😍😍😍
❤❤❤❤❤❤❤ supper Hits song ❤❤❤❤
ମନ ଲାଖିଗଲା ସଙ୍ଗୀତ ସାଙ୍ଗକୁ କଣ୍ଠ
ମସ୍ତ ଯାତ୍ର ହେଇଚି
Jete lekhile bi kam paduchi very very nice song 👌👌👌👌
Nice gaura das aao tankar jo stri mane waif tankar bi abhinaya mast heichi 🙏🙏🙏🙏love you odisha
ସୁନ୍ଦର ଗୀତ
ଗୌର ଭାଇ 👍
Satra Gita sonilla bhuat ananda mila @🙏🙏🙏🙏🙏
👌👌👌👌👌👌 Outstanding
ଗୋଡାୟେ ଦୁଃଖ କୁ ମନ ରେ ଚାପି ଧରି, ହସି ବାଟା କେତେ କଷ୍ଟ।।
🎉BhutoBhol song brother
Goura bhai nka accting pura mast ❤❤❤❤❤❤
ମନ ଛୁଇଁ ଗଲା
ଏଇ ପୁରା ଯାତ୍ରା ଟି ଅପଲୋଡ଼ କରନ୍ତୁ ।
Gura Bhai kon rul koricha jhakas
ବିଜୟ ମହାନ୍ତି ଭଳି ଦିଶୁଚ sir.. ଆଉ acting 👍👍👍
ବହୁତ ସୁନ୍ଦର 🙏🙏
Wao...bohut sunder gito aau jie kontho dei chhonti...,mono ku chhuin gola
ପୁରା ଯାତ୍ରା ଲୋଡ଼ କରନ୍ତୁ ଭାଇ
Superb. Mind blowing singing. I just astonished.
Fantastic song 👌
🙏🙏🙏
ଏ ଗୀତ ମନ କିଣିନେଲl
ସତରେ ହୃଦୟକୁ ଛୁଇଁଲା
ସେଥି ପାଇଁ ତ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ
Bohut Sundar, hruday sparce❤❤
❤️❤️❤️❤️
ସୁନ୍ଦର
Hii Gaurav bhai
Jibanta abhinay.. goura das..🙏🙏🙏
Song so beautiful ❤️❤️❤️❤️❤️❤️❤️ namita bhauja
ବହୁତ ପୁରୁଣା କଥା ମନେ ପଡ଼ି ଗଲା