Ete sabu dekhile Chali hueni .jou mana flat re rahuchanti ki jou mane duplex kinuchanti...semankara ta sabu thik direction re Nathae kahara entrance ki kahara rosei sabu epitaph sepata heithaee ..semane puni kn karibe...au ajji ka time jaga khandelwal miliba ete kasta ..sethire puni direction dekhi kiniheba..ki ghara kale kou diga re entrance ta kou diga re sidi ghara esbu kemiti heba.....sabu too better sarbemangale jai jagganatha 🙏
Jadi Manisa mitha hrudaya Ra hoithae, bhakta hoithae , su marga re Chaliba Jani thae , tar kichibi asubidha Nahi, shidi pain nuhen, sastra Samat Katha,
ସାର୍ ନମସ୍କାର, ମୋର ପୁରୁଣା ଘର ର ପଶ୍ଚିମ ଦିଗ କୁ ଖାଲି ଜାଗା ଅଛି, ଏହାକୁ ଲଗାଇ ଘରକୁ ବଢାଇ ହେବକି।
Jay Shri Jagannath 🌹🌹🌹🙏🙏🙏
Jay shree jagannath 🙏🙏🙏
ଧନ୍ୟବାଦ୍ ମହାଶୟ, ।
ସବୁ କଥା ଜାଣି ନେଲୁ । ଦକ୍ଷିଣ ପଶ୍ଚିମ କୋଣରେ ସିଡି ଘର ବିଷୟରେ ଆଲୋଚନା କରିଥିଲେ ବହୁତ ଭଲ ହୋଇ ଥାଆନ୍ତା ।
Zź
P
ନମସ୍କାର ସାର୍,ଆମ ଘରର ସିଡିଟି ପଶ୍ଚିମ ଦିଗର ମଝି ସ୍ଥାନରେ ହୋଇଛି ଓ ପୂର୍ବରୁ ପଶ୍ଚିମକୁ ବାମ ମୋଡ଼ ହୋଇଛି।ଦୟାକରି ଏହାର ପ୍ରତିକାର କହିବେ କି?
Outstanding vdo
Sir
ନମସ୍କାର
ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଉପକାରୀ ।
"ଶିଢି ଘର ଟି ଉତ୍ତର ଦିଗରେ ଓ left turn ରେ ଯାଇ ଛାତ ଉପରକୁ ଦକ୍ଷିଣ ଦଗକୁ ମୂଖ କରି ବାହାରି ବାକୁ ପଡ଼ିବ । ଶିଢିର base ଟି ଆରମ୍ଭ ହୋଇଛି ।ଦୟାକରି ପରାମର୍ଶ ଦେଇ ପାରିବେ କି ।
Best Channel of India. Very good Pandit. Namaskar, thanks.
Thanks and welcome
@@NiharRanjanOjha j
Many many thanks sir for your advice Namaste
ସାରେ🙏🙏🙏ମୋର ଘର ପଶ୍ଚିମରୁ ଦକ୍ଷିଣ ମୋଡ଼ କରି ପୂର୍ବକୁଉଠୁଚି ଠିକ୍ ନା ଭୂଲ୍
ସାର୍ ଆମର ସିଡି ପାହାଚ ସଂଖ୍ୟା 14 ହେଇଛି ଭୁଲ୍ ନା ଠିକ୍ ଦୟା କରି ଜଣେଇବାକୁ ଅନୁରୋଧ 🙏🙏🙏🙏
You are right
Thanks
ନମସ୍କାର,ମୋର ସିଡି ଉତ୍ତର ରୁ ଦକ୍ଷିଣ ଦିଗରେ କରିବାକୁ ଚାହେଁ ଏବଂ ତାହା ନୈରତ କୋଣରେ ଥିବା ରୁମ୍ କୁ ଲଗାଇ ପୂର୍ବ ଆଡ଼କୁ କରିବାକୁ ଚାହେଁ, ପୂର୍ବ ଦିଗରେ ମୁଖ୍ୟାଦ୍ୱାର ଅଛି, ତା ପରେ ବି ସିଡି ତଳକୁ ଏକ ଦ୍ଵାର ହୋଇପାରିବ କି, ଯାହାକି ଦକ୍ଷିଣାଭିମୁଖି, ଦୟାକରି କୁହନ୍ତୁ
Hi vastu&Sidi ghar.
ସିଡ଼ି ଯଦି ଦକ୍ଷିଣ ରୁ ଉତ୍ତର ଦିଗକୁ ହେଇପାରିବ କି? Please tell
Purv dakshin adhikari 🙏🙏🙏
ସାର ସିଦ୍ଧି ଘର ଉପରକୁ ଚଢିବା ଆଉ ଉଠିବା ଦିଗ କେଉଁ ଦିଗ ରେ ଟିକେ ଗୋଟେ ନକ୍ସା ଦେଲେ ଭଲ ହୁଅନ୍ତା ସାର
Very nice
Sir Vidisha plot upare kuhantu
Sir mor uttara ru dakhina ku jaga achhi. Uttara pate ghara gate achhi ta pare dakhina ku au gate kari chhata misaebi kari heba ki
Thenks sir
Welcome
Sree Ram
ଆମର ଐସାଣ୍ୟ କୋଣରେ ସିଡ଼ି ଘର ରହିଛି ବହୁତ ଅସୁବିଧା ହେଉଛି ପ୍ରତିକାର କହିବେ କି ସାର
ନମସ୍କାର ଆପଣଙ୍କୁ ଶିଡି ଘର ଉତ୍ତର ପଶ୍ଚିମ କୋଣ ହେଲେ ଏହାର ପ୍ରତିକାର କଣ କରିବା କୁ ହେବ?
Good job
Sir kitchen ku lagi bath room heipariba kee
ନିଜ ବ୍ୟବହାର ଖଟ ରେ ବାହାର ଲୋକ ବା। ବନ୍ଧୁ ବାନ୍ଧବ ଶୋଇଲେ କଣ ହୁଏ ଟିକେ କହିବେ
Sir ମୋର plat ର କୋଣ ପୁର୍ବ, ପଛିମ୍, ଉତ୍ତର, ଦକ୍ଷିଣ ଦିଗରେ ଅଛି। ସିଢ଼ି ଟା ଉତ୍ତର ଦିଗ ବା ଉତ୍ତର କୋଣରେ ରହିଛି, ତ କଣ ଅସୁବିଧା ହବକି ? 🙏
Very nice line
Ete sabu dekhile Chali hueni
.jou mana flat re rahuchanti ki jou mane duplex kinuchanti...semankara ta sabu thik direction re Nathae kahara entrance ki kahara rosei sabu epitaph sepata heithaee ..semane puni kn karibe...au ajji ka time jaga khandelwal miliba ete kasta ..sethire puni direction dekhi kiniheba..ki ghara kale kou diga re entrance ta kou diga re sidi ghara esbu kemiti heba.....sabu too better sarbemangale jai jagganatha 🙏
Yes practical katha kahile. Cuttack, puri ba anya sabu puruna saharare Raja mananka samaya re kie bastu anusare ghara karuthila? Semane samaste kana asubidhare paduthile? Na.
Nice information.
Thanks
Thank you sir
Hariom prabhuji
Nairata kinare anti clock Sidi hei pariba ki
Good advice sir
ଆଗ୍ନିୟ କୋଣର ପଶ୍ଚିମ ରୁ ପୂର୍ବକୁ ସିଢି ଘର ହୋଇ ପାରିବକି !ଦୟାକରି କୁହନ୍ତୁ ।
ଉତ୍ତର ପୁବ କଣରେ ଅଛି କଣ ପରତିକାର କରାଯିଵ ସାର
JAY SHREE RADHE KRISHNA
Paikhina kouthi kouthi.hoipariba kuhantu
ଜେ
Aesanya kona re achhi sidi 3 thaka heichhi last dakhin adaku jaichhi tahaku kana kale haba
Sir namaskar, ପ୍ଲଟର ଦକ୍ଷିଣ କୁ ଅଧିକ ଫାଙ୍କା ଜାଗା ଅଛି କଣ ହେବ, ଆଉ ଘର ର ଦକ୍ଷିଣ , ପୂର୍ବ କଣରେ କୂପ ଅଛି କଣ ଅସୁବିଧା ହେବ , ଆଉ ଏହାର ପ୍ରତିକାର
Sir 23 goti pahacha uchita ki nuha please kahibe sir
Jay bhole
Please sir latin ghara kenu digare digare heba
ପୂର୍ବ କାନ୍ଥ କୁ ଲାଗି ଶିଡି ତିଆରି ହୋଇ ସାରିଛି କିଛି ଅସୁବିଧା ଅଛି କି ଯଦି ଅସୁବିଧା ଅଛି ତାର ପ୍ରତି କାର କଣ
ଅସୁବିଧା ହବ,ପୃବାଳୀଝଡ଼ହେଲେ,
ସାର ରୋଷେଇ ଘର ସମ୍ପୁର୍ଣ୍ଣ ଅଲଗା ଘର କଲେ କଣ କରିବାକୁ ପଡ଼ିବ
Ghar bahare kale sei sauth west Kona re kale thik heba na sir
Kitchen garden keu digare karajiba sir
Sir ତ କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି question ପଚାରି ଲାଭ ନାହିଁ
Jahar besi jaga nai se kn kariba
Sir total pahacha na adha, sidhi ra total pahacha naa plz kahibe
Sare dakhilaru utara kale chirdi ghara heiparibana
mara purbaruutara achhi paribartanakaribiki
Sidighar utarpurba digare thile Kan pratikar karajiba
କେଉଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି ଦୟାକରି କହିବେ।
Manymanythankssir
ବାଇଶି ପାହାଚ,କଣ,ଭୁଲରେ,ତିଆରିହେଇଛି
Use
Pl advise for east facing plot of a 30x50 size with ground and 1st floor.
Pp
😢. Ol
P😅@@parbatibehera7686
South face house ra staircase kipari heba kuhantu
Jahara bakharae ghara muladiha thae se ki pari hena
Bayaba konare thile tara pratikara kan
Sir 🙏 jadi sidi ghara north east digare achi ... tahele Tara pratikar kn achi
ଉତ୍ତର ପୂର୍ବ ହେଲେ କିଛି ପ୍ରତିକାର ଅଛି କି ନାଇ
କିଛି ଆବଶ୍ୟକ ନାହିଁ । ସିଡି ଠିକ୍ ଅଛି । ସିଡି ଯେଉଁ ଦିଗକୁ କଲେ କିଛି ଅସୁବିଧା ନାହିଁ ମାତ୍ର କୋଣ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । 👍
Rosei.ghara utara digare.hoiparina batantu
siding ghara tale jedi paikhana veteran achhi tara pratt kar kana please answer?
Stair case is at North West .Pl.tell the solutions
Pani tanki ra stana nirupan
ପୂର୍ବ- ଦକ୍ଷିଣ ଦିଗ କଥା କୋଇଲ ନାହିଁ sir
4 diga hele khichhi asubida nahi na sir please. Tike kahibe
Aisanya agni middle re kale kana heba
ଉତ୍ତର ଓ ଦକ୍ଷିଣ ସିଡି ଠିକ କି
ସିଡ଼ି ଘର ତଳେ ଲାଟିନ ବାରଥରୁମ କରି ହବ
sir mu bane ibi sidi ghar ap nk phone number tike ebe deatails jani ba pai
purba digare hele kana pratikar
Sir Ground floor aau Chata ko Sidi ra count hue ki..?
Open staircase north east re Kana effect
Sir mo ghre sidi ghararamajhireachi tarpartikarkan
Dakshina pastima ra sidi ghara tale bathroom karile kichi khati hebaki
Sede ghara kaeu color kale bhalaheba
🙏🙏🙏
uttara ru dakhyina ku kalu kaemiti sir
ଘର ରଖମ୍ବ ବା pillarଯୋଡ. ନା ବିଯୋଡ କରିବା ଉଚିତ। ବାସ୍ତୁ ଅନୁଯାୟୀ
on no
InUI'm
Sir.bahare uter purba digare achii.ehara bisayare tike kuhantu.
Bays
Purba,dakhina,residdigharheiparibaki
Sidi ghar yadi majhire rhile thik na bhul
Jane bastu bit gote alaga alaga mata
Purba, dakshina konare sidhi ghar karile kn. Heba
🙏🙏🙏👍👍👍💯
9
Bhai ama sidi utr pahim digare heechi tara patikar
Sir mora eastre ghara westre ghara ta majhire sidi North sidere heichhi kn pratikar karajibo kuhontu sir plze
ସାର୍ ଅମଘର ର ଉତ୍ତର ପୂର୍ବ କୋନପୂର୍ବ ଦିଗ ଅଟେ
ତେଣୁ ଆମେ କୋଉ ଦିଗରେ ସିଡି ଘର କରିବା
Sir purbaru paschimakarihebaki nahi
Wash the matter by alcohal
Sidi ghara nairatya konare subidha nahi purba digare Kari Heba ki
22 is an even no., but u said it should not b even no. ....?
Jadi Manisa mitha hrudaya Ra hoithae, bhakta hoithae , su marga re
Chaliba Jani thae , tar kichibi asubidha Nahi, shidi pain nuhen, sastra Samat Katha,
ଏକଦମ ସତ କଥା କହିଲେ ଆଜ୍ଞା । ଆମ ଗାଁ ରେ ଚାରି ଜଣ ଲୋକ ଗୃହ ପ୍ରବେଶର ଉତ୍ତର ଦିଗକୁ ସିଡି ଘର କରିଛନ୍ତି । କିଛି ଅସୁବିଧା ନାହିଁ । ପରିବାର ସାରା ସମସ୍ତେ ଖୁସିରେ ଅଛନ୍ତି । ଚାକିରି, ଧନ ସଂପତ୍ତି କିଛି ରେ ଅଭାବ ନାହିଁ । ବହୁତ୍ ଭଲ ମଣିଷ । କଥାରେ ଅଛି ନା, ମନ ଥିଲେ ନିର୍ମଳ ଗାଡିଆ ପାଣି ଗଙ୍ଗା ଜଳ । ମନ ଆଉ ବିବେକ ସବୁବେଳେ ସଫା ରହିବା ହେଲେ ସବୁ ଭଲ ହେବ। ଜୟ ଜଗନ୍ନାଥ 🙏