@@prakashkumarjena.babusan.n3760 kehi rakhu nahanti bhai govt. Hin rakhuchi tebe kn karibe tk kuhantu because 0.25 re sc/st nku job deba au general obc paun 130 cutoff ta jatiana bheda bhaba na heba kemiti
@@Odiafunnytech993 Au pandita mahasaya basi gyana pelile gandi maraibh sala samaste saman samantanku sman adkhiakr miliba katha debe ye bala govt re reservation kahinki rakhichi sate bale tame mane asiki gyan pellulna ahi reservation jogu aneka yogya pila jau mena sikhyakha haba painka yogya semana quota jogu pela kahichanti
Sabu Khali bramhin madi basichhanti ?? SC , ST nku ate facilities deba pare b semane jadi taku utilize na karibe then au kan karajiba ?? Sabubele bramhin nka dosa deba stop karantu
Sabuthu bada apariskar hauchanti christian.sabuthu apabitra au micha sabhyata re bharpur.Baharu asiki gote nata lageichanti e magana chaula bag christian.
jete bele muslim ku dekhi le yehi SC St obc hindu hoi jaanti, jete bele nija upar re huye sete bele dalita, hindu nahanti.kebe tumara gyana heba aau ye manu badinku chinhiba
Though I m a khandayat I feel like sc sts are very good person by heart more than any so called high caste people because there is a ego in them of being high caste, so there should be a very strict action should be taken against this casteism
Suspend means kn janicha na khali comment karidel asik .suspend means 6month ghare basibe puni Asik chakir karibe hela ta emitika teacher paine Terminate absyaka okey Thank you
If it is true, that lady teacher should be punished.You are getting regular payment but coming to school late. Is it your morality? Better you should resign.
ଏଭଳି ଶିକ୍ଷୟିତ୍ରୀଙ୍କୁ ବହିସ୍କାର କରାଯାଉ
ଏ ଭଳି ମହିଳା ଶିକ୍ଷକ ହେବାର ଯୋଗ୍ୟ ନୁହେଁ ।
Yes 💯 thik hatao
Right
Emiti loko ghore rohontu, school re teacher heba dorkar nahi.
madam ku bahiskar karajau
ଜାତିଆଣ ବେଧ ଭାବ ଯିଏ ରଖୁଛି ତାଂକୁ ସବୁଠି ବାସନ୍ଦ କରାଯାଉ
Ri8
Mu apnko kathatre akomata🙏🙏
ଭେଦଭାବ ସେଇଟା ଭାଇ .....
@@prakashkumarjena.babusan.n3760 kehi rakhu nahanti bhai govt. Hin rakhuchi tebe kn karibe tk kuhantu because 0.25 re sc/st nku job deba au general obc paun 130 cutoff ta jatiana bheda bhaba na heba kemiti
Aga samastanku saman karajau sabu kshetra re tapare dekhibe kie jatiana bheda bhaba rakhuchi
୯୦% ବିଦ୍ଯାଳୟ ରେ ଶିକ୍ଷୟିତ୍ରୀ ମୋବାଇଲ୍ ଦେଖୁଛନ୍ତି..
dekhu nahanti khenchu chanti
Right bhai didi mane sabu bele mobile deku chanti
100%right
0.25 mark re job dele au kn karibe kn banda ta tellent achi j padheibe school re basiki bp dekha 😂 sei kama hin sc/st wala nka pain perfect
Hn right katha
ଚାକିରୀ ରୁ ବାହାର କରାଯାଉ ସେ ଶିକ୍ଷୟିତ୍ରୀଂକୁ
ହେ ଭଗବାନ ଏବେବି ଏମିତି ଲୋକ ଅଛନ୍ତି
Students - teachers madhya re ta achhi hi teachers-teachers madhya re b achhi bheda bhabo
Sabu ade achi ,school college office sabu ade
ଏହା ଯଦି ସତ୍ଯ ଏପରି ,ନାରୀ ଶିକ୍ଷକ ବିଦ୍ୟାଳୟର ହାନୀକାରକ ହୋଇଥାଏ।
ବ୍ରାହ୍ମଣ ମାନେ ନିଜକୁ ଉଚ୍ଚ ଜାତି ଭାବନ୍ତି. ପ୍ରକୃତରେ,
Yes,biraman,Mane Daya ra Sagar,ahinsara protika,agnira bani
ଯେଉଁ ବ୍ଯକ୍ତି ଭୁଲ୍ କରୁଛନ୍ତି, ଯେ ସେ ଭୁଲ୍ କରୁଥିବା ଲୋକଙ୍କୁ ସାହାଯ୍ଯ ସହଯୋଗ ଓ ସମର୍ଥନ କରୁଛନ୍ତି କେବଳ ସେମାନେ ହିଁ ଭୁଲ୍ । ପୁରା ସମାଜକୁ ଦୋଷଦେବା ଲୋକ ହିଁ ଭୁଲ୍ ।
ଏଥି ପାଇଁ ହିନ୍ଦୁ ଧର୍ମ ର ପତନ
Thik kahicha 😮😮
@@traveltostright sir ji❤❤❤
Bamana Mane adibasi sahita bhata khaanti nahi kahiki
ଆଲୋ ଦିଦି.... ବ୍ରାହ୍ମଣୀ ଗିରି ଦେଖେଇ ହେଲେ ହାଣ୍ଡି ମାଜିବୁ 🤣🤣🤣....
@@Odiafunnytech993 Au pandita mahasaya basi gyana pelile gandi maraibh sala samaste saman samantanku sman adkhiakr miliba katha debe ye bala govt re reservation kahinki rakhichi sate bale tame mane asiki gyan pellulna ahi reservation jogu aneka yogya pila jau mena sikhyakha haba painka yogya semana quota jogu pela kahichanti
Sc,st ଛାଡି ଅଲଗା cast ର teacher sc,st students ଙ୍କୁ ଘୃଣା କରନ୍ତି, attention କମ୍ ଦିଅନ୍ତି ପାଠ ପଢାଇ ଲା ବେଳେ l ଭେଦ ଭାବ କରନ୍ତି general talented ପିଲା ଙ୍କୁ ଅଧିକ ଧ୍ୟାନ ଦିଅନ୍ତି ଯୋଉମାନେ ଆପେ ଆପେ ଭଲ ପଢନ୍ତି, teachers ପାଠ ପଢା ପ୍ରତି ପିଲା ଙ୍କୁ ଏଭଳି ଆକର୍ଷଣ କରନ୍ତି ଭେଦ ଭାବ କରି l
vote aau danga bele sc, st hindu kari diya jaye aau tapare achuan hoi jaye.kebe tumara gyana heba
Mo sohito v heichi 😢
Also with me@@Chandni764
Actually no manile bi sata
Hn tame thik kahicha
ଏହା ସତ୍ଯ ହୋଇ ଥାଏ ବହିଷ୍କାର କରାଯାଉ. ସସ୍ ପେଣ୍ଡ କିମ୍ବା ବଦଳି କରି ଲାଭ ନାହିଁ.
ST,SC Act ଲଗେଇ ଜେଲ୍ ରେ ଦିଅ
Kahiki chua Micho bi kohuthibe
50jana micha keba kahibeni
@@pitambersethi7403 hm
SC St duniya khaile au kn achi j au darkar
@@sudhirmahakhud9979ଏହି ଭେଦ ଭାବ ଲାଗି ହି reservation ହୋଇଛି... ଏହି ପରି ଦିଦି ଶିକ୍ଷୟିତ୍ରୀ ହେବାର ଯୋଗ୍ୟତା ନାହିଁ... ଏହାକୁ ସଫେଇ କାମ ଦେବାର କଥା..
ଗଞ୍ଜାମ ଭଞ୍ଜନଗର ପାଖରେ ଏମିତି ଘଟଣା ବହୁତ ସ୍କୁଲରେ ହଉଛି
ସବୁ ବ୍ରାହ୍ମଣ ଜାତିବାଦି ।ସବୁ ବ୍ରାହ୍ମଣ maximum ପୋଷ୍ଟ ମାଡ଼ି ବସିଛନ୍ତି ।।ଆଉ କହିବେ reservation ହଟାଓ ।
21 ta ଲୋକସଭା ସଦସ୍ୟ ରୁ 11 ଟା ବ୍ରାହ୍ମଣ k କଣ କଲା ସେ
@@Amazingindia_1287 Tu gote gadha bee
@@Bibhu12346 ତତେ ବାଧୁଚି କାହିଁକି ?
@@Amazingindia_1287 Sia mai badhiba karana reservation jagu amari bhi pila bekar haiki basichanti
@@Bibhu12346 ଛୁଆଁ ଅଛୁଆଁ ଭେଦଭାବ କରି ଥିବାରୁ ଏ reservation ବ୍ୟବସ୍ଥା ହୋଇଛି , ତ ଦାୟୀ କିଏ ? ତମ ପିଲା ବସୁଛନ୍ତି ମାନେ କଣ ? ତମ ପିଲା ସବୁ ଭର୍ତି ହୋଇ ଯିବେ ?? ଆଉ ବାକି ମାନେ ଯିବେ କୁଆଡେ ? ଭାରତ ଏକ ଜାତି ପ୍ରଧାନ ଦେଶ । ଚାକିରୀରେ ସବୁ ଜାତି ର ପ୍ରତିନିଧିତ୍ଵ ରହିବା କଥା
Sabu Khali bramhin madi basichhanti ?? SC , ST nku ate facilities deba pare b semane jadi taku utilize na karibe then au kan karajiba ?? Sabubele bramhin nka dosa deba stop karantu
ଏହି ଭଳି ଘଟଣା ଗଞ୍ଜାମ ଜିଲ୍ଲା ରେ ବେସୀ ଦେଖିବାକୁ ମିଳେ।
Right
Aithi ta kendrapada katha kuha jauchi aapana ganjam re hue boli kahiba kete dur jukti jukta
@@rchi.d.dreamer Ganjam ta kn odisha bahare jauchi ki jouthi jaha hauchi taha kahiba kichi bhul nahi mu Ganjam pila sethipai kahuchi
@@RAHULkumar-im9sv mun madhya ganjam ra but school re abhali discrimination kebe dekhi nahin
@@rchi.d.dreamer are bhaina tame ama Ganjam pila ti. tame kan janina ki he Ganjam re jatipratha kemiti chalichi.
ବ୍ରାହ୍ମଣ ଘର ଝିଅ ତ ସେଇଠି ପାଇଁ ଛୁଆଁ ଅଛୁଆଁ ଭେଦଭାବ ରଖୁଛନ୍ତି ।
ପିଲା ମାନେ ଯାହାକହୁଛନ୍ତି ସତ . ଜାତିଆଣ ଭେଦଭାଵ କରିବାପାଇଁ ସେ କିଏ ତୁରନ୍ତା ଆକ୍ସନ୍ ନିଆଯାଉ .
ତୁରନ୍ତ ଆକ୍ସନ ନିମନ୍ତେ ସରକାର ଙ୍କୁ ଅନୁରୋଧ ଜିଲ୍ଲାର ଶିକ୍ଷା ଅଧିକାରୀ ଏଥିରେ ସାମିଲ
ବିଦେଶୀ ବ୍ରାହ୍ମଣ Irack ଦେଶରୁ ଆସିଛନ୍ତି , ସେମାନେ ନିଜକୁ ପବିତ୍ର ବୋଲି ନିଜକୁ ଭାବୁଛନ୍ତି ,ସବୁଠୁ ଅବିତ୍ର ହେଉଛି ବ୍ରାହ୍ମଣ । ଏଣୁ ST,SC,OBC, ବ୍ରାହ୍ମଣ ଠାରୁ ଦୁରହୁଅ, ମନ୍ଦିରକୁ ଯାଆନାହିଁ , ବ୍ରାହ୍ମଣ ମଣିଷ ତିଆରି ମୂର୍ତ୍ତିକ ଇଶ୍ଵର କହି, ଆମଠୁ ଟଙ୍କା ଲୁଟୁଛନ୍ତି, ସେଥିପାଇଁ ଲୋକ Hindu ରୁ Christian ହେଉଛନ୍ତି, କାରଣ Hindu ଧର୍ମରେ ବାଛବିଚାର ଓ ଛୁଆଁ ଅଛିଆଁ,ଅଛି,
Sabuthu bada apariskar hauchanti christian.sabuthu apabitra au micha sabhyata re bharpur.Baharu asiki gote nata lageichanti e magana chaula bag christian.
@@smrutiranjandash4095 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ।
ଯୋହନ 3:17-18
@@smrutiranjandash4095 ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ।
ଯୋହନ 8:32
@@smrutiranjandash4095 ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ।
ଯୋହନ 17:17
@@smrutiranjandash4095 ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।”
ଯୋହନ 14:6
ତୁମେ ମନ୍ଦିରରେ ମୂର୍ତ୍ତି ବନାଇ ST, SC, OBC ମାନଙ୍କୁ ଅନ୍ଧ ବିଶ୍ଵାସ ଦେଖାଇ କୋଟି କୋଟି ନେଉଛି, ସ୍ୱର୍ଗରେ ଅଧିକାର ହେବ ନାହିଁ ଏହା ଜାଣ, କାରଣ ଗୋଟେ ମୂର୍ତ୍ତି ଇଶ୍ଵର ନୁହେ.
ଗୋଟେ ବିଦ୍ୟାଳୟରେ ସମସ୍ତ ଜାତିର ପିଲାମାନେ ହେଉଛନ୍ତି ଗୋଟିଏ ଜାତିର । ସେ ଜାତି ର ନାମ ହେଉଛି ମନୁଷ୍ୟ ଜାତି । ତେଣୁ ବିଦ୍ୟାଳୟର ସମସ୍ତ ପିଲା ଆମର ଭାଇ ଭଉଣୀ। ଏଇ ମନୋଭାବ ରହିବା ଦରକାର ଗୋଟିଏ ଶିକ୍ଷକ ବା ଶିକ୍ଷୟିତ୍ରୀ ଙ୍କ ର
ଭାଇ ଆଜି ବି ଜାତି ବର୍ଣ୍ଣ ପାଇଁ ଆମେ ଆଜିବି ଲୋକ କହୁଛନ୍ତି, ଆମେ ଶୁଣିବାକୁ ପଡୁଛି। ୟା ପାଇଁ କଣ କିଛି ବି ପଦକ୍ଷେପ ସରକାର ଙ୍କପାଖରେ ନାହିଁଁ
ଏଭଳି ମହିଳା କୁ କୌଣସି ବିଦ୍ୟାଳୟରେ ଚାକିରୀ ଦିଆ ନ ଯାଉ
ଏମିତି ଜାଣିଆଣ ଭାବ ପ୍ରାୟତଃ ଗଞ୍ଜାମ ଜିଲ୍ଲା ରେ ଦେଖିବାକୁ ମିଳେ 😢
ଦିଦି ଙ୍କ ବିରୋଧ ରେ ଷଡ଼ଯନ୍ତ୍ର ହେଇ ଥିବ ବଧେ ତଦନ୍ତ ହେଉ ଜୟ ଜଗନ୍ନାଥ
ସେମିତି କିଛି ହେଇନି ଦିଦି ମୋହନ ବାବୁ କଣ ପାଇଁ cm ହେଲେ ରାଗିକି ପିଲାଙ୍କ ଉପରେ ରାଗ ସୁଜେଇ ଦେଇଛନ୍ତି।।।
ଦଲିତ ପରିବାର ସବୁବେଳେ ଅତ୍ୟାଚାର କରାଯାଇଛି କାହିଁକି ଏକ ହୁଓ ଭାଈ ଜୟ ପ୍ରଭୁ ପ୍ରଶୁରାମ ଜୟ ମା ଆଦି ମାତା
😂😂😂ତୋର ଭଗବାନ ପାଇଁ ହିଁ ଭାରତ ରେ ଜାତି ଭେଦ ଭାବ ହଉଛି.. ମୋ ବାଳ ଧର୍ମ ଗୋଟେ ମାନୁଛ ଖାଲି ଜାତି ଜାତି
jete bele muslim ku dekhi le yehi SC St obc hindu hoi jaanti, jete bele nija upar re huye sete bele dalita, hindu nahanti.kebe tumara gyana heba aau ye manu badinku chinhiba
ଏଇଠୁ ଟଙ୍କା ନେଇ ଘର ଚଲେଇବ, ଛୁଆ ଙ୍କୁ private ସ୍କୁଲ ରେ ପଢେଇବ, ଆଉ ଯୋଉଁମାନଙ୍କ ପାଇଁ ଚାକିରୀ ସେମାନଙ୍କୁ ଏମିତି ବ୍ୟବହାର. ପରମ ବଦମାସ, ଏଇଟା ସମ୍ପୂର୍ଣ ସତ୍ୟ. Ta version dekha ma
ସମ୍ବିଧାନର ନିୟମ ନ ମନି ଏହି ସବୁ କାର୍ଯ୍ୟ କରୁଛନ୍ତି ଯଦି ସତ୍ୟ ତେବେ ଦିଦିକୁ ଜେଲ୍ ପଠାଇ ଦିଅନ୍ତୁ ପ୍ରଶାସନ ନହେଲେ ସାରା ରାଜ୍ୟରେ ପ୍ରତିବାଦ କରିବୁ
ଏବେବି ସମାଜରେ ଜାତିଆଣ ଭେଦଭାବ ଲୋକଙ୍କ ମନରେ ବସା ବାନ୍ଧି ରହିଛି । ତେଣୁ ସରକାରଙ୍କୁ ଅନୁରୋଧ କରେକି ପ୍ରଥମେ ସମାଜରୁ ଜାତିପ୍ରଥା(sc,st) ଉଠାଯାଉ । ଏବେ ମଧ୍ୟ sc,st cast ର ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରା ଯାଉଛି କାହିଁକି । ଆଉ ବାରଣ କରୁଛନ୍ତି ଏହି ଉଚ୍ଚ ଜାତିର ଲୋକମାନେ ଅବଶ୍ୟ ସବୁ ଲୋକ ସମାନ ନୁହନ୍ତି ।। ଦୟାକରି କେହି ଦେହକୁ ନେବେନି କି ଖରାପ୍ coment କରିବେନି please 🙏🙏ସବୁ ଉଚ୍ଚ ଜାତିର ଲୋକ ଯେ ଛୁଆଁ ବାରଣ କରନ୍ତି ମୁଁ ସେକଥା କହୁନି ।
ଜାତି ପ୍ରଥା ସହିତ ଯୌତୁକ ପ୍ରଥା ବି ଉଠି ଯାଉ
Though I m a khandayat I feel like sc sts are very good person by heart more than any so called high caste people because there is a ego in them of being high caste, so there should be a very strict action should be taken against this casteism
ଏହା ସବୁଆଡେ ଚାଲିଛି
ସରକାର ଏପଟେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ କହୁଥିଲା ବେଳେ, ସେପଟେ ST, SC ଭେଦଭାବ ସୃଷ୍ଟି କରୁଛନ୍ତି ତେଣୁ ସରକାର ପ୍ରଥମ ST, SC ଭେଦଭାବେର ଅନ୍ତ କରନ୍ତୁ 🙏
ଏ କ୍ଷେତ୍ରରେ ଭଲ ଭାବରେ ଅନୁସନ୍ଧାନ କରି ଯଦି ଏହା ସମ୍ପୂର୍ଣ୍ଣ ସତ୍ୟ ହୋଇ ଥାଏ ତେବେ ଚାକିରି ରୁ ବାହାର କରି ଦିଆ ଯାଉ।
ଏମାନେ କି ପ୍ରକାର ଶିକ୍ଷା ପ୍ରଦାନ କରିବେ।
ଦିଦି ଆପଣ କୋଉ ମନ୍ଦିରରେ ପୂଜାକରି ପେଟ ପୋଷିଥାଆନ୍ତେ । "କାହିଁକି ଏ ଶିକ୍ଷକତା କଲେ ?" ଭୁଲ୍ କହିଲି ଆପଣଙ୍କର ମାସିକ ଋତୁସ୍ରାବ ସମୟରେ ମନ୍ଦିର ତାଲା ପଡିଵ!!!!ତେଣୁ ଆପଣଙ୍କ ଭଳି ଛୋଟ ଚିନ୍ତାଧାରା ର ମାଈକିନା କେବଳ ଘରେ ରୋଷେଇ କରିବ.....
ଏଥିପାଇଁ garment school ର ଭବିଷ୍ୟତ ତଳକୁ ଖସୁଛି , Madam କୁ ଚାକିରୀ ରୁ ବହିସ୍କାର କରାଯାଉ
Jodi didi emiti kamo koronti anku transfer nuho suspend kora jau 😡😡😡😡😡a kn pila sikhibe emiti kole..... Suspend kora jau....
Suspend nahin
Terminate kara jauu
ତାର କି ଜିନିଷ କି ଛୁଆଁ ଲାଗି ଯାଉଛି
Jaiparsuram.didi.tume..master.chkripaianup.juts..chaksri.chada.nstuba.anyatra.badali.jaua.au.sudarijau@@MOUTHBOXPLAYER
Suspend means kn janicha na khali comment karidel asik .suspend means 6month ghare basibe puni Asik chakir karibe hela ta emitika teacher paine Terminate absyaka okey Thank you
ଏହି ଦିଦି କୁ ଚାକିରି ଟିକିଏ ମିଳିଗଲା ମନ ଭିତରେ ଏମିତି ଗର୍ବ କଥା କହୁଛନ୍ତି
ସେ ଶିକ୍ଷୟିତ୍ରୀକୁ ନିଳମ୍ବିତ କରାଯାଉ!
ଏ ଭଳି ଶିକ୍ଷୟିତ୍ରୀ ଙ୍କୁ ଚାକିରୀ ରୁ ବହିସ୍କାର କରାଯାଉ
ଦିଦି ଙ୍କୁ ଏଇ ମହାନ୍ ସଂସ୍କାର ତାଙ୍କ ମହାନ୍ ଜାତି ବାଦୀ ସଂସ୍କାର ରୁ ମିଳିଛି।ସେ ଆଉ କଣ କରନ୍ତେ
ଏହି ବିଷୟକୁ ନେଇ ଶିକ୍ଷା ମନ୍ତ୍ରୀଙ୍କ କାନକୁ ନେଇ , ସେ ପୁଷ୍ପାଞ୍ଜଳି ଶିକ୍ଷୟତ୍ରୀକୁ ସବୁଦିନ ପାଇଁ ଚାକିରି ରୁ ବିଦା କରାଯାଉ, କାହିଁକି ନା ସେ ଦିଦି କାହାର ରାଜନୈତିକ କିମ୍ବା କାହାର ବଳରେ ସେ ଦିଦି ବଳିଆନ ହଉଛନ୍ତି, ସେ ଦିଦି କପି କରି ପାସ କରି ପାଠ ପଢ଼ିଛନ୍ତି ଓ ଲାଞ୍ଚ ଦେଇ ଚାକିରୀ କରିଛନ୍ତି
Mobile must not be allowed to class room.
ଯଥାଶୀଘ୍ର SC ST Act ଲଗାଯାଉ
ମୋ ବାଳ ନା
ନୀର ପକ୍ଷ ତଦନ୍ତ କରା ଯାଉ ଦିଦି ଙ୍କର ଛୁ ଚି ବାଇ ରୋଗ ହେଇଚି
ଅପ୍ରିୟ ସତ ହେଉଛି ବଡ଼ ଲୋକଙ୍କ କଥା ପିଲାମାନଙ୍କ ପାଟିରେ..
ଦିଦି ହୁଏତ ଡେରିରେ ଆସୁଥିବେ ଆଉ ତାକୁ ନେଇକି school ର କେହି staff ଆଉ committee member ମିଶି ୟେ ଡ୍ରାମା କରିଛନ୍ତି।
ସେମାନେ ଜାଣିଛନ୍ତି ladies ଲୋକ ଡେରିରେ ଆସିବା ଘଟଣାରେ ସେ କିଛି so cause ଦେଖାଇ escape ହେଇଯିବେ।
Posco act ରେ ବି ଫସେଇ ହେବନି।
ତେଣୁ ଛୁଆଁ ଅଛୁଆଁ ଜାତିଆଣ ଭେଦ ଭାବ କୁ issues କଲେ ଦିଦିଙ୍କୁ ଫସେଇ ହେବ ।
Video ku ତାର୍ଜମା କଲେ ସ୍ପଷ୍ଟ ଗନ୍ଧ ମିଳୁଛି ଷଡ଼ଯନ୍ତ୍ରର...
ଠିକ୍ କଥା
Tu besi tarjama karuchu
Didi mane praya emti hin hauchanti
ଛୁଆଁ ଅଛୁଆଁ ଭେଦ ଭାବ ଯଦି ନାହିଁ ଏଥର ମାଡାମ ପିଲା ମାନଙ୍କୁ ଛୁଇଁବାରେ ଆଉ ଭେଦ ଭାବ ନ କରିବାର ଅଛି. ତେବେ ଯାଏ ଜଣା ପଡ଼ିବ ଭେଦ ଭାବ କରୁନଥିଲେ ଏମିତି ହେଲେ ସେ ପିଲା ମାନେ କେଉଁ ବିଦ୍ୟାଳୟ ରେ ଯାଇ ପଢିବେ
ଯଦି ସେ ଜାତିପ୍ରଥା କୁ ନେଇ ପାଠ ପଢ଼ଇବାକୁ ଚାହୁଁଛନ୍ତି, ତେବେ ସେ ଘରୁ ନ ବାହାରନ୍ତୁ, ଅନ୍ୟ ଜାତିର ପବନ କିମ୍ବା ପାଦ ଚିହ୍ନ ଉପରେ ତାଙ୍କ ପାଦ ପଡିବ.
Teacher should be dismissed as he is a Government teacher.
India is a secular state.
She is not illegible for techer.
ଚାକିରି ରୁ ନିଲମ୍ୱିତ କରାଯାଉ
ଏହି ଭଳି ଶିକ୍ଷା କ୍ଷେତ୍ରରେ ଦେଖାଯିବା ଦୁର୍ଭାଗ୍ୟଜନକ
ଏହି teacher ମାନଙ୍କ ଉପରେ sathik karjya nusthan ନିଅ jauu
ଦିଦି ଙ୍କ ପେରିଅଡ ହୋଇଥିବ ସେଥିପାଇଁ ସେ କହିଥିବେ....
ସବୁ ଖ୍ରୀଷ୍ଟିଆନ ହେଇ ଯାଅ
ଲଜ୍ୟା ନାହିଁ ସେହି ଧର୍ମ ରେ ଅଛ
Strict action should be taken against tis teacher...non sense ....au kethe din emeiti chaliba ...
Right
Sabu pila to khushi re kohuchnti ghan loko hni takichi jonapoduchi
Very good Bhai please don't give chance this lady techer
ଏ ଭଳି ବୋହୂ ସ୍ଥାନରେ ହଉଛି, ଅଭଳି teachers ମାନଙ୍କୁ ଚାକିରିରୁ ବହିଷ୍କୃତ କରିବା କଥା
ପାଠ ପଢିକି ଏମିତି feeling ତା ହେଲେ ଆଉ କଣ କୁହାଯିବ 😮
Thik katha
ଏ ପିଲା କୁ ଯେତିକି ଶିଖାଯାଇଛି ସେ ସେତିକି କହୁଛି. ରାଜନୀତି full. ବିରୋଧୀ ଲୋକ ର ଏ କାମ.
didi jadi sataua ta hele SC, St ghare khai ki dekha ntu
Tu janichu magya sada jantra didi mane semtu hin huonti
Beo deo ପଦକ୍ଷେପ ଗ୍ରହଣ କରିବା କଥା । ଟଙ୍କା କାରବାର,,,,,,,,,,, ଦେଖାଯାଉ ଆଗକୁ କଣ ହେଉଛି?
ସେ ଦିଦି ଶିକ୍ଷିତ ନୁହନ୍ତି ଶିକ୍ଷିତ ଥିଲେ ଅଶିକ୍ଷିତ ଭଳିଆ କାମ କରିନଥାନ୍ତେ.... ଶିକ୍ଷାରେ ଛୁଆଁ ଅଛୁଆଁ କଣ... ତାହେଲେ ବଜାରରୁ କୌଣସି ଜିନିଷ କିଣନି ସେଥି ସବୁ ବର୍ଗ ଓ ଜାତିର ଲୋକ ଥାଆନ୍ତି...
Brahmana mane kahi emiti hauchanti ....se kn bhgawan na kn re ....
ସେ ବୋଧ ହୁଏ ଗୋଟେ ମାନସିକ ରୋଗୀ
ପ୍ରାୟୋଜିତ କାର୍ଯ୍ୟକ୍ରମ
3St/ sc act re jail pathantu
ଦିଦିଙ୍କୁ ସବୁ ବେଳେ, ଗଦ ଗଦ ମେନ୍ସ ପ୍ରବ୍ଲେମ ମେଡିକାଲ ପଠାଓ
Action should be taken as soon as possible
I proud adivasi sameone caste system
Hindu ଯେବେ ପର୍ଯ୍ୟନ୍ତ ଅଛି ଏହା ଚାଲିବ ,ଏହା ବ୍ରାହ୍ମଣର ଷଡ଼ଯନ୍ତ୍ର, ଏଣୁ Christian ହୁଅ, ତହିରେ ମୁକ୍ତ ପାଇବ
Christian has also casteism
ଦିଦିଗାଦିରେଜରିସୀମା
Besi sikhita lokna hin cast feeling karanti
Br Ambedkar ki jai
Suspend that lady teacher,She is not eligible to be a teacher.so sad........😢, she has hampered the greatness of the teacher.
If it is true, that lady teacher should be punished.You are getting regular payment but coming to school late. Is it your morality? Better you should resign.
Kahu dharma emiti sikhauchi .....so pathetic..kahu dharma re lekha heichi kahi pariba ....jathi partha jagu nihathi hindu dhrama sankata re ....
ସରକାରୀ ଚାକିରିରୁ ବିଦା କରା ଯାଉ,
Righ 100% aemiti kariba darkar....
ସରକାରୀ ଚାକିରୀ ହେଇଗଲା ତ ପିଲା ପଢିଲେ କେତେ ନ ପଢିଲେ କେତେ 🥱 ତୁରନ୍ତ ଏମିତି ବେଢଙ୍ଗିଆ ସ୍ତ୍ରୀ ଲୋକକୁ ବହିଷ୍କାର କରାଯାଉ
ଆଜିକା ଯୁଗ ରେ ବି ଜାତି ପ୍ରଥା, କି ଶିକ୍ଷା ସମାଜ କୁ ଦେବ
ଏଭଳି କେତୋଟି ଲୋକ ସମାଜରେ କଳଙ୍କିତ ଅଟନ୍ତି,
ଟାଇଟେଲ ହଟାଓ ସମସ୍ତେଲେଖ ଭାରତୀୟ ତେବେ ସବୁସମାନହେବ 🙏🙏🙏
Get that teacher immediately suspend.
ଏ ଟା କୁ ତୁରଂତ arrested କରାଯାଉ
ପିଲା ମାନେ ଏ ଶିକ୍ଷୟିତ୍ରୀ ସ୍କୁଲ ରୁ ନ ବାହା ରି ବା ପର୍ଯ୍ୟନ୍ତ ତମ ଟ୍ରାଇକ୍ ଚାଲୁରଖ
SC.ST ACTA LAGOUYA
SERVICE BHARAKAR JAOU
Prove acchi jadi Direct Collector pakhaku jao ..Tanka ra job jiba
Immediately suspend and dismiss her from job
Great
ଏ ସବୁ BJP କୁ vote ଦେଇଥିବେ!
ବାହାର କରାଯାଉ
ଆରେ ଛୁଅନା ତାକୁ ଦାଗ ଲାଗିଯିବ😂
Didi ଙ୍କର men's ହୋଇଛି
ଦୁଃଖଦ ଘଟଣା
ଏମାନେ ସତ କହିଲା ପାରୀ ଲାଗୁନି
Low of God B.R Ambedkar sc st act imidiatly take action 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jadi ଜାତି ଓ ଅନଜାତି. କୁ ଏମିତି କଲେ.. ମୁଁ ଏ ଦୁନିଆ ରେ ଲୁଚିଥିବା ଏକ କଥା ବାହାର କରିଦେବି.
Se tike Sundar ta kale tank deha kala hoijiba
May be the teacher is wrong..... But how far it is worth of allowing such innocents to stand on strike?????
Need proper investigation and should be taken action on that madam