ଘରେ ବସନ୍ତୁ କି କୁଆଡେ ବୁଲିବାକୁ ଯାଆନ୍ତୁ ..ଟ୍ରେଡିଂ ଶିଖନ୍ତୁ ଆଉ ମୋବାଇଲ ସାହାଯ୍ୟରେ ରୋଜଗାର କରନ୍ତୁ

Поделиться
HTML-код
  • Опубликовано: 30 янв 2025

Комментарии • 544

  • @VestigeOdia
    @VestigeOdia 9 месяцев назад +40

    ଗୋପାଳନ-ଚାଷ କରନ୍ତୁ, ସୁଖରେ ରୁହନ୍ତୁ 🙏🏻

    • @VestigeOdia
      @VestigeOdia 9 месяцев назад

      @rajerajpradhan6173 ଆମେ ଯୋଗାଉଛୁ ଯାହା ଯାହା ଦରକାର🙏🏻

    • @VestigeOdia
      @VestigeOdia 9 месяцев назад

      @rajerajpradhan6173 ଜୈବିକ କୃଷି ପାଇଁ କିଛି products ଆବଶ୍ୟକ ପଡ଼ିଲେ ଜଣେଇବ🙏🏻

    • @indianforindia4908
      @indianforindia4908 9 месяцев назад +6

      😂😂😂
      Kebe kari chanti na emiti kahidele.

    • @VestigeOdia
      @VestigeOdia 9 месяцев назад

      @@indianforindia4908 କେଜାଣି! ପୂର୍ବଜନ୍ମ ରେ ରହିଥିବ ଯାହା ପୁଣ୍ୟବଳ🙌🏻

    • @Sushanta.2356
      @Sushanta.2356 2 месяца назад

      ❤🎉🎉🎉🎉🎉😂😂😂😂

  • @anjananayak747
    @anjananayak747 10 месяцев назад +27

    ଆଜିକାଲି ଚାଷ ଜମି ଖାଲି ପଡ଼ିଛି।ମୋ ସହ କିଛି ପିଲା ଆଶା ଆମେ ଡାଲି ସୋରିଷ ଧାନ ପରିବା ସବୁ ଚାଷ କରିବା। ଦେଶ କୁ ଆଗକୁ ବଢେଇବା।

    • @FARMERBOY-v60
      @FARMERBOY-v60 6 месяцев назад +1

      ଚାଷ କଲେ ଦେଶ ଆଗକୁ ବଢ଼ିବ କୋଉ ସଲାଟା କହିଲା

    • @parthamohanty7718
      @parthamohanty7718 3 месяца назад

      Kou jaga re jami achi kuhantu

    • @bhajamajhi4856
      @bhajamajhi4856 Месяц назад

      Khaiba daba kia aga chasa

  • @mosesh406
    @mosesh406 10 месяцев назад +35

    ଦୁର୍ଭାଗ୍ୟ ପଡ଼ିଲେ ସବୁ ସଫା ଶେଷରେ ଭିକ ମାଗିବ

  • @AshokBehera-u9k
    @AshokBehera-u9k 7 месяцев назад +5

    ଯିଏ ଏଭଳି କାର୍ଯ୍ୟ ଆପଣାଇଲେ ସମୟ ଆସିବ ନିଜ ମାଆ ଭଉଣୀ ଆଉ ମାଇକିନା କୁ ବିକ୍ରି କରିବାପାଇଁ କୌଣସି ଗ୍ରାହକ କୁ ପାଇବେନି..... ସେତେବେଳେ ଜାଣିବେ ପ୍ରଫେସନ ର ମଜା କେମିତି.........ଯିଏ କମେଣ୍ଟ ରେ ଏକମତ pls like କରିବେ

  • @LalitKumardas7148
    @LalitKumardas7148 9 месяцев назад +3

    ଆଜ୍ଞା ଲୋକ ଯଦି ଘରେ ବସି ଟଙ୍କା ରୋଜଗାର କରିବେ ବୋଲି ଶିକ୍ଷା ଦଉଛ।ମାଗଣା ଶିକ୍ଷା ତ ଦଉନ,ପଇସା ନାଉଛ, ତମେ ଏ coaching ପ୍ରହସନ ନ କରି ସ୍ବାମୀ ସ୍ତ୍ରୀ ଛୁଆ ମିଶିକି ଘରେ ବସି ଟଙ୍କା ରୋଜଗାର କରୁନ 😂😂😂

  • @neet-sunilallde7877
    @neet-sunilallde7877 Год назад +55

    ଆସିଗଲେ ଟ୍ରେଡିଂ , 😅 କୋଚିଂ କ୍ଲାସ୍ ଓପନ କରିଛନ୍ତି, ବାଡୁଆ ଧଳ , ସମସ୍ତେ ମରିବ ହେଲା ,

    • @MotivationGita
      @MotivationGita 10 месяцев назад +2

      Right bro

    • @babulvlogs7123
      @babulvlogs7123 10 месяцев назад +1

      😂😂

    • @Electrifire9292
      @Electrifire9292 8 месяцев назад +1

      😂😂

    • @a.r.mohapatra3391
      @a.r.mohapatra3391 8 месяцев назад

      Bro ! I appreciate your comment. These are all nonsense things made to Destroy life and also family life will be ruined.

  • @pinku_005
    @pinku_005 Год назад +26

    ଏ ଟାଉଟର ଙ୍କ ଠୁ ଯଥା ସମ୍ଭବ ଦୁର ରେ ରୁହନ୍ତୁ, ରୋଜଗାର କରିବା ଲୋକ ଟା ଟ୍ରେଡିଙ୍ଗ ଛାଡ଼ି ଟ୍ରେନିଙ୍ଗ ଦଉଛି। ସାର୍ କେତେ ଲାଭ କରିଛି ତା pl account ଦେଖୋଉ 😂😂😂😂

  • @niranjannayak8670
    @niranjannayak8670 11 месяцев назад +7

    ଭାସ୍କର ଚେନଲ ଏହି ଭଳି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି

  • @pdlite4101
    @pdlite4101 10 месяцев назад +7

    ଏ ସବୁ ଭାଗ୍ୟର ଖେଳ। ଯାହା ଭାଗ୍ୟରେ ନଥିବ, ସେ କାଙ୍ଗାଳ ହେଇଯିବ।

    • @mohanmahar4807
      @mohanmahar4807 10 месяцев назад

      Na bhai Mind set ao experience darkar

  • @krishvlogs9332
    @krishvlogs9332 9 месяцев назад +2

    ତମ protofolio ଟିକେ ଦେଖେଇବା, ଆଉ ତମ institute ra sebi registered no bi ଦେଖାନ୍ତୁ,

  • @alekhachandramalika8155
    @alekhachandramalika8155 Месяц назад +2

    Share ରେ ପଇସା ଲଗାଇବା ମାନେ ଜୁଆ ଖେଳ ସଙ୍ଗେ ସମ୍ମାନ କଷ୍ଟ ଜିତ୍ ଧନ ଜୁଆରେ ଲଗା ଯାଏ ନା,,,କେତେ କେତେ ଲୋକ ଏବେ ଟ୍ରେଡିଂ କରି ଘାସ କାଟୁଛନ୍ତି

  • @Nilu02.
    @Nilu02. Год назад +10

    ଆଛା ଘରେ ବସିକି ପଇସା
    ସେଥିପାଇଁ As per Sebi
    95% trader in loss
    5% only make profit

    • @kishorbiswal9604
      @kishorbiswal9604 10 месяцев назад

      Sebi ethi pai kanhchi jau mane market knowlege gain karichi Risk Reward mange karichu sehi mane 5 % jaumane bliend trade karuchi tips nehi trade karuchi see mane 95% percent

  • @a.r.mohapatra3391
    @a.r.mohapatra3391 8 месяцев назад +2

    ଏଭଳି ବାଜେ ଭିଡିଓ ଦେଖି ଆଜ୍ଞା ଭୁଲ୍ ରେ ବି ଏ ସବୁ ପଛରେ ପଡନ୍ତୁ ନାହିଁ । ଆପଣକଂ ଘର ଭାଙ୍ଗିଯିବ ଆଉ ଆପଣ ରାସ୍ତାକଡ କୁ ଚାଲି ଆସିବେ । ଦୟାକରି ଏ ସବୁ ରୁ ଦୂରେଇ ରୁହନ୍ତୁ । ଥରେ ଏ ନିଶା ରେ ପଡିଲେ ଆଉ ମୁକୁଳି ପାରିବେନି ।

  • @Untold_odia
    @Untold_odia Год назад +73

    😂 ବିଷ କିଣି କି ନେଇକି ଯିବ ସାଙ୍ଗରେ ମୋର ଯାଇଛି 22lak 5year ଏ୍ସପେରିମେଣ୍ଟ୍ ଆଦ୍ଵ ଏ ମାୟା ରେ ପସନି ସୁରଟ ଯିବା ଭଲ

  • @RajeshKumar-zj9xv
    @RajeshKumar-zj9xv Год назад +8

    ବହୁତ୍ ଶିଖିବାକୁ ପଡ଼ିବ, ନହେଲେ ପୁରା ଆକାଉଣ୍ଟ୍ ଖାଲି ହେଇଯିବ । ମାତ୍ର ଦଶ ଦିନ ଭିତରେ ମୁଁ 60000 ପ୍ରଫିଟ କରିଥିଲି, ହେଲେ କିଛିଦିନ ଭିତରେ 200000 ଲୋସ୍ କରିଦେଲି

  • @klintanbehera2835
    @klintanbehera2835 Год назад +35

    ହାରମ୍ କା ପେଶା କଭି ହଜମ ନେହି ହୋତା

  • @starmohapatra
    @starmohapatra Год назад +14

    ଯିଏ ଅଧିକ ରିସ୍କ ନେଇ ପାରିବ ଟ୍ରେଡିଂ କର। ନହେଲେ ସବୁ ବରବାଦ୍ ହେଇଯିବ।

    • @ReshmapP-zh7ik
      @ReshmapP-zh7ik 10 месяцев назад

      Mora b bahut paisa jaichi

    • @a.r.mohapatra3391
      @a.r.mohapatra3391 8 месяцев назад +1

      Bhai ethi adhika ra kichi limit nai. Evali bhul Advise diantuni please. Sabu sarijiba. Life will be hell😢

    • @richtripgaming2366
      @richtripgaming2366 5 месяцев назад

      Trading ra high risk nuha risk ku mangage kamiti kari ba sita kama kara

  • @chittaranjanpandey6404
    @chittaranjanpandey6404 8 месяцев назад +3

    Sir ବ୍ଲେଜ଼ୟର ଭଡାରେ ଆଣିଛନ୍ତି

  • @sambalpurilofi360
    @sambalpurilofi360 Год назад +7

    Trading କରିବା ପାଇଁ ହେଲେ ପ୍ରଥମେ Knowledge ବଢ଼ାଅ
    Risk management ଶିଖ
    Money management ଶିଖ
    Trading Psychology ଶିଖ
    Trading ଟା ଏତେ ସହଜ ନୁହେଁ ପ୍ରଥମେ ଶିଖିବା କୁ ଚେଷ୍ଟା କର......l

  • @DillipMajhi-uw5qt
    @DillipMajhi-uw5qt Год назад +26

    Life ଟା ପୁରା lose re ଚାଲିଛି, ଆଉ ବାଳ ଟ୍ରେଡିଙ୍ଗ ରୁ gain ହେବ

  • @BJenaEducationalchannell
    @BJenaEducationalchannell 10 месяцев назад +6

    ସଭା ଶେଷରେ ସୁଇସାଇଡ କରି ମରିବେ
    ଧନ୍ୟ ଭାସ୍କର ନିଉଜ

    • @susantakumarmohanta3004
      @susantakumarmohanta3004 7 месяцев назад

      ନିଜ ଉପରେ ନିର୍ଭର କରେ ମାଡାମ

  • @basantdash7064
    @basantdash7064 Год назад +9

    ପୁରା ପଟି ମରେଇବ। କଥାରେ Better କାମରେ Bitter.

  • @helptoothersa2z767
    @helptoothersa2z767 5 месяцев назад +2

    ୟୁଟୁବ ରେ ମାଗଣାରେ ଶିକ୍ଷା ମିଳୁଛି l

  • @हम_हिंदू_हैं
    @हम_हिंदू_हैं 6 месяцев назад

    ଟ୍ରେଡିଂର କ୍ଷତି କଥା ବି ଟିକେ ବର୍ଣ୍ଣନା କରନ୍ତୁ

  • @riteshentertainmentpvtltd.5611
    @riteshentertainmentpvtltd.5611 9 месяцев назад +2

    ମାର୍କେଟ ବୁଲତି ହେ ମଗର ଜାନେ କା ନାହି

  • @oyeitspsstatus2805
    @oyeitspsstatus2805 Год назад +15

    ଭାଇ ମାନେ ଆପଣ ମାନେ ଦେଖିବେ comment box ରେ ଯୋଉ ମାନଙ୍କୁ Trading ର "T" ଭି ଜଣା ନାହିଁ ସିଏ ଅସିକି ଜ୍ଞାନ ଦୌଚି କି Trading କରନ୍ତୁ ନାହିଁ ଏମିତି ହେଇଯିବ ସେମିତି ହେଇଯିବ ହେଲେ ଆପଣ ମାନେ Trading କୁ First learn କରନ୍ତୁ ଆଉ ତା ପରେ start କରନ୍ତୁ ଦେଖିବେ ଦିନେ ଆପଣ ବି protibale trader ହେଇଯିବେ।

    • @DeepakKumar-27
      @DeepakKumar-27 Год назад +1

      Best advice

    • @samirkumartripathy2348
      @samirkumartripathy2348 Год назад +3

      Good learning first then earning but we are trying for earning first so loosing

    • @smitanewsodia4647
      @smitanewsodia4647 10 месяцев назад +1

      Hmm tome trading kariki kotipoti hei jaicho bodhe. Seithi pain tome ate bhasan marucho

    • @SonalisunarSonalisunar
      @SonalisunarSonalisunar 10 месяцев назад

      😂😂😂😂

    • @dillipkumar7750
      @dillipkumar7750 9 месяцев назад

      ପ୍ରକ୍ରୁତରେ 90%ଫେଲ ଟ୍ରେଡିଙ୍ଗ ରେ ମାନେ ମୁଁ ନିଜେ ଚାରି ବର୍ଷ କାମ କରିଛି ପ୍ରକ୍ରୁତରେ ସିଖୀଲା ପରେ କମାଇ ପାରିବେ,,,,,,

  • @Masterfailue
    @Masterfailue Год назад +17

    ଏଇ ପରି ଖାଲି Basiki income କର... ଭଲ ବାଟ ଦେଖାଉ chhanti ଏମାନେ.... ମାନବ ସମ୍ବଳ nasta ହୋଉଛି... Bekaria କାମ...

  • @jatindramahanta5963
    @jatindramahanta5963 Год назад +11

    ଯଦି ସର୍ବନାସ ହେବାର ଅଛି ତ Trading karantu bhai, invest karibar achi to s i p karantu mutal fund re,

  • @abhimanyurathod2600
    @abhimanyurathod2600 Год назад +1

    କାଙ୍ଗାଳ ହେଇଯିବ ରେ କେଡେ କେଡେ ରଥି ବୁଡି ଯାଉଛନ୍ତି,

  • @animeshnayak8071
    @animeshnayak8071 10 месяцев назад +22

    ଭାଇ ମୋର 80k loss ହେଇଛି

    • @Subhendu_Vlogs
      @Subhendu_Vlogs 10 месяцев назад

      ଭାଇ ଏବେ କେମିତି ଚାଲିଛି...

    • @Guguli20
      @Guguli20 10 месяцев назад

      Mora 2k loss bank nifty
      Beast invest Kara
      Treding karani Mo matare

    • @LalitKumardas7148
      @LalitKumardas7148 10 месяцев назад

      Paisa sarigala bodhey au loss karilani je

    • @rajbirsinghal2971
      @rajbirsinghal2971 9 месяцев назад

      Moro 60k

    • @Indovlogger_Biswa
      @Indovlogger_Biswa 9 месяцев назад

      Bhai option trading bilkul karntuni ....kebala ETF re invest karantu...long term re Paisa miliba

  • @chittaranjanpandey6404
    @chittaranjanpandey6404 8 месяцев назад +2

    Sir ଙ୍କ ପୋର୍ଟଫୋଲିଓ ଦେଖାନ୍ତୁ

  • @Tradingmania9556
    @Tradingmania9556 10 месяцев назад +2

    ଟ୍ରଡିଙ୍ଗ କୁ 4-5 ବର୍ଷ ଶିଖିବାକୁ ପଡିବ, ତା ପରେ ଯାଇ profitable ହେଇପାରିବେ
    ହେଲେ ବହୁତ ଜିନିଷ ଶିଖିବାକୁ ପଡିବ
    ବାକି ଯୋଉ tv ରେ ଭାଷଣ ମାରୁଛନ୍ତି ତାଙ୍କ ଠୁ ଦୂରେଇକି ରୁହନ୍ତୁ କାହିଁକି ନା ତାଙ୍କୁ ବିଲକୁଲ ଟ୍ରଡିଙ୍ଗ ଆସେନି,

  • @mohitakumarnayak2316
    @mohitakumarnayak2316 10 дней назад

    Jai jagannath

  • @RK.statusvideo
    @RK.statusvideo 5 месяцев назад +1

    😂😂😂 ପର ବୁଦ୍ଧିରେ Share Market ଆସ ନାହିଁ.. Better ହେବ ଆଗ ଶିଖ ଦେଖ ଜାଣ ତା'ପରେ ଯଦି ଲାଗୁଛି ପାରିବ ତା'ହେଲେ କର , please Without Knowledge 😂😂😂 ଆସ ନାହିଁ , .....ମୋ‌ କଥା ମାନ Mutual fund (SIP) କର , Share କିଣିକି ପକେଇ ଦିଅ ଭଲ ହେବ ..... But ରାତାରାତି ଅମିର୍ ହେବା ପାଇଁ ଆସ ନାହିଁ 😂😂😂😂😂 ନହେଲେ Recent Breakup ହେଲା ଭଳି ଲାଗିବ 😂😂😂😂

  • @BalarambarikBarik-dg1wb
    @BalarambarikBarik-dg1wb 11 месяцев назад

    ମୋ ବାଳ ମରିବା ପାଇଁ କିଛି ନାହିଁ 💔💔💔💔💔💔t

  • @ranjitrajofficial7034
    @ranjitrajofficial7034 Год назад +1

    ରାଣ୍ଡି ବେପାର କରିନୁ ଭଲ ଲାଭ ହବ। ଅଯଥା ରେ treding ପଛରେ ପଡନି

  • @priyabratpradhan-sv3go
    @priyabratpradhan-sv3go 10 месяцев назад +2

    Trading re jete dimag lageiba sete mariba. Jai jagannath thakure mandabudhi kahaku na diantu.

  • @Odiar-malaya_
    @Odiar-malaya_ 10 месяцев назад

    ଭାଇ ସେଇଟା କେଉଁ ସ୍ଥାନରେ ମୋତେ ଯଣାଇବେ

  • @MagicalMiniExplorers
    @MagicalMiniExplorers 10 месяцев назад

    କର ଭାଇ କର କିଛି ଦିନ ପରେ ଜାଣିବ..

  • @AshokBehera-u9k
    @AshokBehera-u9k 7 месяцев назад

    ପ୍ରଫେସନ ଭଳିଆ କାମ 😱😱😱😱😱😱🤣🤣🤣🤣🤣🤣🤣

  • @raskaentertainment305
    @raskaentertainment305 10 месяцев назад

    ଏଇଟା ଗୋଟେ ପ୍ରକାର ଚିଟ ଫଣ୍ଡ

  • @soumyaranjanjujharsingh8271
    @soumyaranjanjujharsingh8271 Год назад +8

    Only loss no profit 😭😭

  • @maabudhabudhicreativity2585
    @maabudhabudhicreativity2585 4 месяца назад

    କେଉଁଠି institute ଅଛି

  • @jaydebsarkar3456
    @jaydebsarkar3456 10 месяцев назад +1

    Bahut Sundar ❤

  • @prahaladswain6776
    @prahaladswain6776 Год назад +7

    Equity re invest kale chaliba ....option Kale vikari hoijiba.

  • @GaneshKhilar-tk5md
    @GaneshKhilar-tk5md 5 месяцев назад

    Sir ମୁଁ ଶିଖିବା ପାଇଁ ଚାହୁଁଛ,

  • @Dktec123
    @Dktec123 10 месяцев назад

    ତୁମେ ତ ନିତା ଅମ୍ବାନୀ ର ସଉତୁଣୀ ଆଉ 😂😂😂😂

  • @royalgaminght9423
    @royalgaminght9423 9 месяцев назад +1

    Ba ba bhaskara news 😂😂😂😂😂

  • @nirakarpanda1564
    @nirakarpanda1564 Год назад +4

    Bhai jahara bela kharap thiba sea trading karibaku jiba.

    • @Divinepower-nr6hx
      @Divinepower-nr6hx Год назад

      bina gyana re kale prob..trade chhota chhua nka khela nuhr uncle

  • @achiversplusodia
    @achiversplusodia Год назад +17

    tama portfolio dekhao...kete profit karicha

    • @prangyarajput7869
      @prangyarajput7869 10 месяцев назад

      Thik katha chopa band baal career athire
      Jane bhikari hele 5 Jana hasuthibe ???
      Aethire jou dakayat mane encouragement karuchhanti first se dakayat group ku arrest karajau ????

  • @Bikash86372
    @Bikash86372 Год назад +5

    ଏହି ଭଲି ଭିଡିଓ କୁ କେମିତି repot ମାରହେବ tike ମୋତେ କିଏ କହିବ କି ?

    • @ReshmapP-zh7ik
      @ReshmapP-zh7ik 10 месяцев назад

      Vdo upare right side re click kale 3dot asiba .then 3 dot re click kale report option asiba

  • @bhagabanpradhan8760
    @bhagabanpradhan8760 10 месяцев назад

    The trainer is best

  • @unlucky_guy579
    @unlucky_guy579 6 месяцев назад

    Ghare basi rojgar dekhiba bahut easy but not so trading learning 😮

  • @AmitKumar-uj8tp
    @AmitKumar-uj8tp 10 месяцев назад +1

    Guruji apanaka portfolio tike dekhantu banknifty re live tread Kari tike dekhantu sideways kana dinabhari rahila 60 point ra movement capture Kari dekhantu banknifty 100 point movement sabubele dauchhi

  • @riteshentertainmentpvtltd.5611
    @riteshentertainmentpvtltd.5611 9 месяцев назад

    Retailer trader ମାନଙ୍କର ଅବସ୍ଥା କଣ ଟ୍ରେଡିଂ କର janijiba

  • @nirajbhati2813
    @nirajbhati2813 Год назад +7

    Best thing in india 💥 jitna log trading nahi karta usa jada to sikana bala aagya ha😂

    • @tapaskumarswain164
      @tapaskumarswain164 Год назад

      Exactly aehi katha emanku kie bujheiba jadi yanku pnl report magajiba 365 days ru 40 days trade karithibe seita phuni loss

    • @nirajbhati2813
      @nirajbhati2813 Год назад

      @@tapaskumarswain164 yes you are right 👍 even big trader also refused to show their pnl report
      Stock market ra experience kama dia ia couching au online course sabu fraud fatlu gudaka content padhsuchanti

    • @twinkildash9974
      @twinkildash9974 10 месяцев назад

      Hn baat toh sahi hai

  • @papundakua6273
    @papundakua6273 6 месяцев назад

    Bhai chadi dia sabu sarijibare bhai kichi banchibani

  • @KunaSethy-id1me
    @KunaSethy-id1me 10 месяцев назад +1

    ଭଲ କି ବୁଝି କହୁନା

  • @yosobantabagyadav3388
    @yosobantabagyadav3388 8 месяцев назад

    Trading is right way 👍🏿👍🏿👍🏿👍🏿👍🏿

  • @Indovlogger_Biswa
    @Indovlogger_Biswa 9 месяцев назад

    I am a professional trader ..... ଭାଇ ମାନଙ୍କୁ ଅନୁରୋଧ without proper knowledge trading କରନ୍ତୁ ନାହିଁ। କାହାରି guidance ଆପଣଙ୍କୁ loss ରୁ ବଞ୍ଚେଇ ପାରିବନି। Wishing you all good luck ....I would suggest not to do option trading. Simply invest in ETF

  • @sunshinemeryrashmi3738
    @sunshinemeryrashmi3738 Год назад +1

    Mnu e line re 5yers kama karichi as a worker..aau kemiti loss hue clientnk ra nije dekhichi..bcz share buy nd sail mnu nije kare..main katha hauchi e line re bohut profit achi nd loss b achhi bt lobha jie kala tar sabu gala..jetiki millila profit bass s share ku chhad bt client lobha re vabanti 1000/- milichi bina kasta re aau tk wt kale maybe5000- gain heba lobha badhi chalila jadi at the moment any reason ru stock market khasila then jetiki asi thila mulla,aga sudha sabu jaee..

  • @KunaSethy-id1me
    @KunaSethy-id1me 10 месяцев назад +1

    ମୁଁ ବୁଝି ପାରୁନି

  • @akshayakumarnayak3097
    @akshayakumarnayak3097 Год назад +3

    Sabu profit kalae loss kia kariba
    Trading is a Zero sum game

  • @smaraksahoo8904
    @smaraksahoo8904 27 дней назад

    Revenue generate every year , pana dama develop day by day . Huga control kariparanti nahi , income se bhalia playstore income . Athlate trading lagi khelanti . Berhampuria ku tanka debu nahi . Income karibaku kie kahila ?

  • @Prof.SUROJITBHADRA
    @Prof.SUROJITBHADRA 9 месяцев назад +1

    Thank you

  • @chakradharparhi6655
    @chakradharparhi6655 5 месяцев назад

    Samastanku moro anurodh nije RUclips re treding sikhantu au treding karantu. Jadi trade ete profit karuchanti tahale time ku nasta kahinki karuchhanti

  • @jaykrushnabarik2515
    @jaykrushnabarik2515 10 месяцев назад

    Yes I am interested

  • @jogendrasahu8175
    @jogendrasahu8175 Год назад +1

    Free traning ଦେଉଛନ୍ତି କି na pay କାରିବାକୁ ପଡ଼ୁଛି

    • @DK-ot6cy
      @DK-ot6cy 11 месяцев назад

      Nai re bhai 25k ru 40 thousand
      Aau aei market upare video dekhi bara achhi Sandeep Maheswari nka video dekhi nia pura bujhi jiba.

  • @chandankumarjena2302
    @chandankumarjena2302 10 месяцев назад

    kara kara samaste trading kara...hele tk OPERATOR manonka thu carefully rhuthibo...
    mo suggestion ki option buying no kari option selling ku focous kara

  • @desiboyz3675
    @desiboyz3675 10 месяцев назад

    ଭାଇ ଟ୍ରେଡିଙ୍ଗ କ୍ଲବ ଟା କୋଉଠି । Fees kan ରହୁଚି

  • @sambalpurilofi360
    @sambalpurilofi360 Год назад

    ଏ ମାନେ ଖାଲି Course ବିକିବେ ଆଉ ପଇସା କମାଇବେ... ଆଉ କିଛି ନାଇଁ l
    ଆଉ ମୋବାଇଲ୍ ରେ ତ ଜମାରୁ Trading କରିବନି ସତ କହୁଛି....ସବୁ ମାୟା ରେ ବାୟା ହେଇ ଯିବ l

  • @susantakupanda
    @susantakupanda 6 месяцев назад

    Exlent 👌

  • @binodmajhi1011
    @binodmajhi1011 5 месяцев назад

    Without knowledge re Trending start karani

  • @kamalakantapanda304
    @kamalakantapanda304 Год назад +4

    Teding ate sahaj nuha sebi nije mana karuchhi ta pila mananku pagala karani au mu nije teding karuchhi Kate kast mote jana candle ta off haba pare dekhiba ku bhala lage Hale live market re Kate kast mote jana

  • @harapriyaray4209
    @harapriyaray4209 10 месяцев назад +1

    Bhai mane investment kara.. Its will give you good return.. But trading like Intraday, derivatives these are very risky.. Be carful.. Nahele.. Gharabari Patta rakhithiba... Bikiba paain.

  • @priyabratpradhan-sv3go
    @priyabratpradhan-sv3go 10 месяцев назад

    Bhaimane excited huani pura dipression heba au sakhyat jama nka darsana bi milijiba. Jdi cash market re long term rahibara patience achhi
    Chaliba but sethire bi risk achhi

  • @prabhanjanpattayat522
    @prabhanjanpattayat522 Год назад +1

    No option intraday trade only good stock buy for longtime better % gain🎉🎉🎉🎉❤

  • @soubhagyasahoo2188
    @soubhagyasahoo2188 9 месяцев назад

    Kemiti

  • @AMIT___NayaK625
    @AMIT___NayaK625 9 месяцев назад

    Stock market ❌
    Chor market ✅🤣🤣🤣🤣

  • @sangramnayak999
    @sangramnayak999 10 месяцев назад

    Market gote samudra jadi sahibara capacity achi aasa. Kie kan kahuchi sunana..

  • @sushamaraniswain6451
    @sushamaraniswain6451 10 месяцев назад

    Thanks Sir. .Iam Entered but course karibaku hele kan absyaka

  • @mkgamerindia7447
    @mkgamerindia7447 9 месяцев назад

    Bhai trading bahut risky kama
    Mo journey bhi semiti thilaa
    Reality ku dekha nahale fasiba
    It's gambling

  • @pitopradhan4441
    @pitopradhan4441 9 месяцев назад

    Sir welcome
    Please open a institute in our Balangir town

  • @rakeshmahanty7320
    @rakeshmahanty7320 10 месяцев назад

    ଶଳା ଚୋର ଗୁଡା

  • @bijayadash-d9g
    @bijayadash-d9g 9 месяцев назад

    Sir mu kemit join Kari paribi

  • @prahalladbarik4975
    @prahalladbarik4975 Год назад +1

    Trading ku gote passive income source kale haba....pura professional kari baku hele 3/4 barsa lagijiba....aau minimum 100000/- thiba darkar... trading sahita job b jaruri.....

    • @mr.pattnaik999
      @mr.pattnaik999 10 месяцев назад

      Well said sir... Sir can you plz reply?? I need some ans from you..

  • @trilochansethi3062
    @trilochansethi3062 9 месяцев назад

    20 jana pila paisa lageibe seithu gote pila Paisa paiba

  • @ashokpradhan6401
    @ashokpradhan6401 10 месяцев назад

    Without institute, could I learn

  • @santun_behera
    @santun_behera 10 месяцев назад

    Bhai Ambani ete investment kari nathanta. Trading karonta.

  • @satyamdegitalworld3800
    @satyamdegitalworld3800 9 месяцев назад

    treading ku jia jua khela bhabi khele sia sabu bele hare..

  • @nayaksujal
    @nayaksujal 9 месяцев назад

    I am interested

  • @Divinepower-nr6hx
    @Divinepower-nr6hx Год назад +6

    trade ku e comment box re bahut loka faltu kahichanti...but learn is earn

  • @sanjaykumarrout3280
    @sanjaykumarrout3280 2 месяца назад

    May i take training as i am retired persion, from Balasore

  • @balasore..
    @balasore.. 10 месяцев назад

    Option tharu dura ku neijao.loko au kichi karibeni sabu trader heijao😊

  • @Mangulu-yz6uz
    @Mangulu-yz6uz Год назад +2

    ଏହା ଏକ ଭୁଲ ପଥ

  • @skbhol5583
    @skbhol5583 Год назад +3

    What is the full form of NISM 😂😂😂😂😂. Plz watch this video again. Timing 7:00

  • @pravakarparida175
    @pravakarparida175 9 месяцев назад

    Is there online education available in your club.

  • @manishpanda641
    @manishpanda641 10 месяцев назад

    Trading fees keta rupees

  • @chakradharparhi6655
    @chakradharparhi6655 5 месяцев назад

    Mote gote katha kuhantu long term paine L&T ku ketere kiniba darkar .mu Bina knowledge re 600 profit every share

  • @balasore..
    @balasore.. 10 месяцев назад

    Ago re one year mediation karao.1990 re kete trader thile Abe kete achanti au 2021 re kete thile.share Market ru pesa kameiba ate sahaja nuha