🔴 LIVE | ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ | The Quiver News |

Поделиться
HTML-код
  • Опубликовано: 24 авг 2024
  • #thequiver #thequivernews #odisha #odishanews #puri #ratnabhandar #purijagannathtemple #lord_jagannath #srijagannathtemple #cmmohanmajhi #naveenpatnaik #vkpandian #arvind_padhi #arvindagarwal #pradeepjena
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in RUclips! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

Комментарии • 2

  • @dhaneswardas7823
    @dhaneswardas7823 Месяц назад +1

    ସବୁ ଠାରୁ ବଡ ବାଟ ହୁଡିବା ହେଲା ବିନା ବିବେଚନା କରି ସବୁ ଜିଲ୍ଲାପାଳଙ୍କୁ ସରକାରୀ ଜମିର ଅବରୋଧ ହଟାଇବାକୁ ସଚିବଙ୍କ ଦ୍ବାରା ଚିଠି, ଲୋକଙ୍କ ଦାବି ଥିଲା ଜମି ମାଫିଆଙ୍କୁ ଧରିବା, ଏଠି ସବୁ ମନ୍ତ୍ରୀ, ଯନ୍ତ୍ରୀ, ସେନ୍ତ୍ରୀ ଓ ବଡ଼ବଡ଼ ଅଧିକାରୀ ଭୁବନେଶ୍ଵର ଓ ବଡ ବଡ଼ ସହରାଞ୍ଚଳରେ କବଜା ଜମିରୁ ଅବରୋଧ ହଟାଇବା ମାତ୍ର ମୋହନ ସରକାର ଏମାନଙ୍କୁ ଛାଡି ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ଉପରକୁ ବୋଲ୍ଡ ଡୋଜର ପଠାଇଛନ୍ତି। ସେ ତାଙ୍କ ସଚିବଙ୍କ ଚିଠିକୁ ପଢି ଛନ୍ତି କି?
    ସେ ବୁଝିପାରିଲେ ନାହିଁ ଯେ, ଏ ଚିଠି ଦ୍ବାରା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲେ ସମଗ୍ର ଓଡ଼ିଶାରେ ଜନ ଅସନ୍ତୋଷ ବଢିବ ଏବଂ ବିରୋଧୀଙ୍କ ଚାଲ ସଫଳ ହେବ।
    ଏହିପରି ଅନେକ କଥା ରହିଛି ଯାହା ପଛରେ ବିରୋଧୀମାନଙ୍କ ପ୍ରରୋଚନାରେ ଅଧିକାରୀମାନେ କରି ଦସ୍ତଖତ କରାଇ ସରକାରଙ୍କୁ ବଦନାମ କରିବେ ଏବଂ ବିଜେପି ର ଅବସ୍ଥା ହେବ ଶୋଚନୀୟ।
    ରାଜସ୍ବ ଲୁଟ୍ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୁର୍ନୀତିର ତଦନ୍ତ କେବେ, ସାଧାରଣ କଥାରେ ଏଫ୍ ଆଇ ଆର ହୋଇ ପାରୁନି। ଆପଣ ସତ କହିଲେ ବାଟବଣା ହେଲେ ନୂଆ ସରକାର।
    ବିରୋଧୀ ପ୍ରାଣପଣେ ସବୁବେଳେ ସବୁ କ୍ଷେତ୍ରରେ ଠାକୁର ପଡିବା ପର୍ଯ୍ୟନ୍ତ ବି ଯୋଜନାବଦ୍ଧ ଭାବେ କରି ଚାଲିଛନ୍ତି। ଯୋଗୀଙ୍କ ଭଳି ଦୃଢ଼ ମନୋଭାବ ନହେଲେ ମୋହନ ସରକାର ଅନେକ ହଟହଟା ହେବେ।