'ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍'

Поделиться
HTML-код
  • Опубликовано: 15 окт 2024
  • ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍। ଫାଇଭ-ଟାଉଟର ଚୌକିରେ ବସୁଥିଲେ। ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ଆଜି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ
    #BJP #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 808

  • @UpendraBehera-o1z
    @UpendraBehera-o1z 2 месяца назад +117

    ଡାଲି ଚୋରି , ପରି ହତ୍ୟା ,ବେବିନା ହତ୍ୟା ବେଳେ ତୁମେ ସବୁ କୁଆଡେ ଥିଲ। । ମହାଲିଙ୍ଗ ମହାଶୟଙ୍କୁ ଆପଣଙ୍କ ଚାନେଲ ମାଧ୍ୟମରେ ଧନ୍ୟବାଦ ଜଣାଉଛି।

  • @santoshkumarbisoyi819
    @santoshkumarbisoyi819 2 месяца назад +184

    ବହୁତ ବଢିଆ କଥା କହିଲେ ସାର... ଜୟ ବିଜେପି..❤🎉

  • @sarojrout9173
    @sarojrout9173 2 месяца назад +171

    ବିଜେପି ସରକାର ଧନ୍ୟବାଦ 🎉

    • @status4u267
      @status4u267 2 месяца назад

      Chor Bjp party desh ko lootna sirf ye kam

  • @swadhikarbetaj3768
    @swadhikarbetaj3768 2 месяца назад +30

    ଧନ୍ୟବାଦ ମହାଲିଙ୍ଗ ବାବୁ! ଏମିତି ଭ୍ରଷ୍ଟାଚାରୀ ମାନଙ୍କୁ ମୁହଁତୋଡ ଜବାବ ଦିଅନ୍ତୁ।

  • @bhaktabandhubudek4170
    @bhaktabandhubudek4170 2 месяца назад +83

    ଆଲୋ ଡାଳିମା, ତମ ଶାସନ ରେ ଯାହା ଅନ୍ୟାୟ କରି ତମର ସମ୍ପତ୍ତି ଅଧିକା କରିଛ ତାହା ଏବେ ନାଇଁ ଲୋ ଡାଲି ନାନୀ.

  • @motilalmunda2816
    @motilalmunda2816 2 месяца назад +183

    ବହୁତ ଭଲ କଥା କହିଲେ ମନ୍ତ୍ରୀ ମହାଶୟ ବହୁତ ବହୁତ ଧନ୍ୟବାଦ

    • @amareshbhoi2747
      @amareshbhoi2747 2 месяца назад +6

      Sate ki au Governer nka pua jou odia officer ku badaili ,se ta b bhala bodhe.jay jaganath

    • @ମିଛମାଳିକା
      @ମିଛମାଳିକା 2 месяца назад +6

      ନବୀନ ଓଡ଼ିଆ ଜାଣି ନାହାଁନ୍ତି ତାକୁ ବିଧାନ ସଭା ରୁ ବାହାର କର

    • @jyotiswain4778
      @jyotiswain4778 2 месяца назад

      Jetebele mantri mane mantri mane bhibhina kukarmare lipta heuthile kuade jauthile bjd neta. Aso ku madamriba ta bhul. Atyanta thik katha aina ta batare jau.​@@amareshbhoi2747

    • @HemantaMalik-fs6uk
      @HemantaMalik-fs6uk 2 месяца назад +2

      Mohana maji hindi kahi paruni thaku muky mantri chukiru olei diaa kahu nu bahara stete re jai kahi pari bani

    • @ମିଛମାଳିକା
      @ମିଛମାଳିକା 2 месяца назад +1

      @@HemantaMalik-fs6uk ହିନ୍ଦୀ କହିବା ଦରକାର ନାହିଁ

  • @rabindratripathy4740
    @rabindratripathy4740 2 месяца назад +17

    ଧନ୍ୟବାଦ ସାର୍ ଉଚିତ୍ ଜବାବ୍ ଦେଇଛନ୍ତି

  • @santoshkumarmishra2620
    @santoshkumarmishra2620 2 месяца назад +9

    ମୁକେଶ ବାବୁ ଜିନ୍ଦାବାଦ. ଆମ ସରକାର. ଓଡିଶାବାସୀଙ୍କ ସରକାର. ମାଡିଚାଲ

  • @hariharasahoo428
    @hariharasahoo428 2 месяца назад +130

    ବିଜେଡି ପାଗଳ ହେଇଯାଇଛି ରେ 🤣🤣

  • @kanhabehera2427
    @kanhabehera2427 2 месяца назад +21

    ତୋତେ ଲାଜ ଲାଗୁନି ଡାଲି ଚୋରଣୀ, ଗଣମାଧ୍ୟମ ଆଗରେ ଅହୁରି ଗପୁଛୁ । 😡😡😡

  • @ODCNews24
    @ODCNews24 2 месяца назад +56

    A ପ୍ରମିଳା କଉଠି ଥିଲା ଯେତେବେଳେ ମନ୍ତ୍ରୀ ଲୋକଙ୍କୁ ମାରିଥିଲା bjd ମନ୍ତ୍ରୀ

  • @PM_PROP
    @PM_PROP 2 месяца назад +22

    ମାଡ଼ କଥା ପାଇଁ ନ୍ୟାୟ ଠିକ୍ ମନେ ପଡ଼ିଲା ପ୍ରମିଳା ମଲ୍ଲିକ ମ୍ୟାଡମ୍ କିନ୍ତୁ ତମ ଶାସନ ରେ କେତେ ଗଣ ଧର୍ଷଣ ନ୍ୟାୟ ଦେଇଛ ପରି, ରାଜଶ୍ରୀ ହତ୍ୟା ମାମଲା ନ୍ୟାୟ କଥା କଣ୍ ହେଲା

  • @DusmantakumarBehera-hh7jb
    @DusmantakumarBehera-hh7jb 2 месяца назад +42

    ୫ ଟାଉଟର ସହିତ ଡାଲି ଚୋରଣୀ ର ସ୍ବଭାବ ଆଉ ଭଲ ଲାଗୁନି।

  • @pradeepkumarjena4162
    @pradeepkumarjena4162 2 месяца назад +44

    ବହୁତ ସୁଦର କଥା କହିଛନ୍ତି ବିଧାନସଭା ରେ ବହୁତ ବହୁତ ଧନ୍ଯବାଦ

  • @bhaskarprasadmishra6639
    @bhaskarprasadmishra6639 2 месяца назад +17

    ପ୍ରକୃତ ରେ 5T କେବଳ 5 Tamilian ନୁହନ୍ତି 5 ଟାଉଟର୍ ଓଡ଼ିଶା କୁ ଦୀର୍ଘ ଦିନ ଧରି ଶାସନ କରି ଆସୁଥିଲେ! ଏବେ ବିଜେପି ସରକାର କୁ ଆସୁ ଆସୁ BJD ନେତା ଙ୍କୁ ଓଡ଼ିଆ ଅସ୍ମିତା ମନେ ପଡ଼ି ଗଲା! ତାମିଲ ପାଣ୍ଡୁ ର କ୍ରୀତଦାସ ସାଜି ପାଦ ଚାଟି ବାକୁ ଭଲ ଲାଗୁ ଥିଲା 😢

  • @ishwarchandra3980
    @ishwarchandra3980 2 месяца назад +22

    ମୋର ମଧ୍ୟ ସରକାର ଙ୍କ ଉପରେ ଦାବି ଅଛି ପ୍ରମିଳା ଡାଲି ?ଛୁଆଙ୍କ ଡାଲି ଦୁର୍ନୀତି କରିଥିବା ପ୍ରମିଳା ମଲ୍ଲିକ ଅରଫ ଡାଲି ସେ ଦୁର୍ନୀତିର CBI ତଦନ୍ତ କରାଯାଉ ! 😆😆😆😆

  • @prankrishnabanik2906
    @prankrishnabanik2906 2 месяца назад +30

    ଡାଲି ଚୋରଣି ପୁଣି ନ୍ୟାୟ କଥା କହୁଛି ! ଛି ଛି !

  • @prasantasahusahu919
    @prasantasahusahu919 2 месяца назад +25

    ସତ କଥା କହୁ ଛନ୍ତି ମୁକେଶ ମହାଲିଂଗ ଭାଇ

  • @bhupalchandrapujhari7377
    @bhupalchandrapujhari7377 2 месяца назад +12

    ମହ ନ ସରକାର ଧନ୍ୟବାଦ୍

  • @santoshkumarbisoyi819
    @santoshkumarbisoyi819 2 месяца назад +47

    ଡାଲି ଚୋରୋଣୀ ର କେଶ ରି ଓପେନ କରାଯାଉ.....

  • @Bharat-u2q
    @Bharat-u2q 2 месяца назад +48

    ଡାଲି ଚୋରାଣି କଣ ତୁମକୁ ଆଉ ମଉକା ମିଳୁନି ତ... ଖାଲି ସନ୍ତାପି ହଉଛ 😂

  • @prabeshmohanty8070
    @prabeshmohanty8070 2 месяца назад +92

    ଆଲୋ ଡାଲି ଚୋରଣି କୋଉ ବାଳକୁ ଗପୂଚୁ

  • @gopalpalata6366
    @gopalpalata6366 2 месяца назад +16

    ବହୁତ ବଢିଆ ମାନ୍ୟବର ମନ୍ତ୍ରୀ ତେଂଟ ବାନ୍ଧୁ ଗୁଡାକ କଣ କରୁଥିଲେ ଆଜି ପାଟି ଖୋଲୁଛି

  • @charitranayak5796
    @charitranayak5796 2 месяца назад +21

    ଡାଲି ଚୋରି କରି ବେଶି ଗପୁଛି

  • @jotiprakashpattnayak
    @jotiprakashpattnayak 2 месяца назад +14

    ବିରୋଧୀ ଦଳ ଉତ୍ ପାତ ହେଲେ

  • @subhasmitapriyadarshini2042
    @subhasmitapriyadarshini2042 2 месяца назад +3

    ଧନ୍ୟବାଦ,ଆପଣଙ୍କ ଜବାବ ଠିକ ସେଣ୍ଟର୍ ରେ ବାଜିଛି

  • @JagamohanJena-l3p
    @JagamohanJena-l3p 2 месяца назад +1

    ନ୍ୟାୟ ସଭିଙ୍କ ପାଇଁ ସମାନ ହେବା ଦରକାର

  • @AbhinashAbhi-lz8yf
    @AbhinashAbhi-lz8yf 2 месяца назад +49

    Jay ho BJP 👍

  • @Eagleeye774
    @Eagleeye774 2 месяца назад +1

    ବିଜେଡି ପାଖରେ ବିରୋଧ କରିବାକୁ କିଛି ପ୍ରସଙ୍ଗ ନାହିଁ.. ଯିଏ ମାଡ ଖାଇଛି ସେ ଅଭିଯୋଗ କରୁନି, ତାର ଦେଖାନାହିଁ.. ଏମାନେ ଉପରେ ପଡି କହୁଛନ୍ତି.. ପୁଣି କ୍ଷମତାକୁ ଆସିବେ ବୋଲି ନିଶ୍ଚିତ ଥିଲେ, ତେଣୁ ବିରୋଧୀ ଦଳ ଭାବେ ଲାଜ ଲାଗୁଛି.. ତେଣୁ ନାଟକବାଜି..

  • @kshirasagarnayak9780
    @kshirasagarnayak9780 2 месяца назад +1

    ବିଜେପି ସରକାର ଜିନ୍ଦାବାଦ ଆଉ ହେ ଡାଲିଚୋରା କୁ ଭର ଥାନା ଭିତରେ ଆଉ ମାନଙ୍କଏବି ଆଉ ତମେ ତମର କାମ କରି ଚାଲ ଆଗକୁ ଭଲ କର. ଜଲନ୍ତୁ....

  • @satyabratasahoo2577
    @satyabratasahoo2577 2 месяца назад +1

    ବହୁତ ବଢିଆ କଥା କହିଲେ ମନ୍ତ୍ରୀ , ମୋର ଭୋଟ ଦେବା ର ଅଧିକାର ର ମାନେ ବୁଝି ପାରିଲି (ଜୟ ଜଗନ୍ନାଥ)

  • @SajuBhaena-oh7vx
    @SajuBhaena-oh7vx 2 месяца назад +24

    B j d ଦଳ ନେତା ମାନେ ଓଡ଼ିଆ କହିପାରୁନାହନ୍ତି

  • @prananathpati9976
    @prananathpati9976 2 месяца назад +2

    ହଇବେ ଡାଲି ଚୋରଣି ତମ ୫ ଡକାୟତ କୁଆଡେ଼ ଗଲେ? ସେମାନଙ୍କର ତମେ କ୍ରୀତଦାସ ଥିଲ।

  • @harharmahadev2805
    @harharmahadev2805 2 месяца назад +2

    ରାଣ୍ଡ ମାନେ ରାଜନିତୀ ର ରା ନଜାଣି ଭାଷଣ ମରା ବନ୍ଦ୍ କର ଡାଲି ତୋରଣି
    ଅଲାଯୁଗ ମାଇକିନା଼ ଼ଚୁପ୍୍୍୍୍୍୍୍୍୍୍BJP ଜିନ୍ଦାବାଦ୍🎉🚩🚩

  • @dipupradhan9518
    @dipupradhan9518 2 месяца назад +9

    ଦୋଷୀ କୁ ଦଣ୍ଡ ଦେଇପାରିନାହିଁ ଏହି Bjd ସରକାର😡

  • @satyanandasahu335
    @satyanandasahu335 2 месяца назад +1

    ଜୟ ଶ୍ରୀ ରାମ

  • @କଳିଙ୍ଗପୁତ୍ର-ର8ଦ
    @କଳିଙ୍ଗପୁତ୍ର-ର8ଦ 2 месяца назад +3

    ବିଲକୁଲ୍ ଠିକ କଥା କହିଛନ୍ତି,କେବଳ ଟାଉଟର ନୁହଁ ଚୋର ମଧ୍ୟ,5 ଚୋର ଓଡ଼ିଶା କୁ ନିଜ ବୋପା ସମ୍ପତି ଭାବିଥିଲେ

  • @bikramkesharijena48
    @bikramkesharijena48 2 месяца назад +1

    ଏମିତି ନେତା ଦରକାର ଥିଲା

  • @pranakrushnamediaproductio6195
    @pranakrushnamediaproductio6195 2 месяца назад +1

    I Salute Sir...

  • @amarendrabehera1302
    @amarendrabehera1302 2 месяца назад +1

    ପ୍ରମିଳା ମାଡାମ ତୁମ ସରକାର ସମୟରେ ଇତିଶ୍ରୀ ବେବିନା ମାଧବୀଲତା କୁନ୍ଦୁଲିପୀଡ଼ିତା ନୟାଗଡ ପରି ହତ୍ୟା ମାମଲା ତୁମ ବିଜେଡି ସରକାର ଏ ମାନଙ୍କୁ ନ୍ୟାୟ ଦେଇ ପାରି ନଥିଲା. ତୁମେ କଣ ଅଧିକ କଥା କହୁଛ

  • @sunilkumarbehera3737
    @sunilkumarbehera3737 2 месяца назад +2

    ତମେ ସବୁ ଶଳା ଡାଲି ଚୋର। କହିଲା କଣ ଓଡ଼ିଆ ଅସ୍ମିତା। ଯେତେ ବେଳେ ନାରୀ ଦୁଷ୍କର୍ମ କାରୀଙ୍କ କିଛି ତାଡ଼ି ପାରିନ, ଆଜି ରାଜ୍ୟପାଳ ଙ୍କ ପୁଅ କାହାକୁ ଗୋଟେ ପିଟିଦେଲା ବୋଲି ଭାରି ବାଧୁଛି କାଳେ ଏମାନଙ୍କୁ ।

  • @subhasmitapriyadarshini2042
    @subhasmitapriyadarshini2042 2 месяца назад +1

    ଏଭଳି ଶାଣିତ ସ୍ୱର୍ କେବେ ବିଧାନ ସଭାରେ ଶୁଭିନଥିଲା

  • @Jinarani143
    @Jinarani143 2 месяца назад +1

    ଯେତେବେଳେ ଡାଲି ଚୋରି ହେଲା ଏ ପ୍ରମିଳା ମଲ୍ଲିକ ଦିଦି କଉଠି ଥିଲ

  • @bapisahoo3393
    @bapisahoo3393 2 месяца назад +2

    ଡାଲି ଚରଣୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଅନ୍ତୁ

  • @amlan2871
    @amlan2871 2 месяца назад +9

    ଜୟ ଶ୍ରୀରାମ

  • @RamdhanSingh-p7n
    @RamdhanSingh-p7n 2 месяца назад +1

    ବିଜୁ ଜନତା ଦଳ ଚାହେଁ ଓଡ଼ିଶାରେ କେବଳ ସେ ହିଁ ଏକ ଚାଟିଆ ଶାସନ କରିବା

  • @rajiblochanparida2546
    @rajiblochanparida2546 2 месяца назад +1

    ଏ ଭଳି ନେତା ଆମର ଦରକାର।

  • @sarojsahoo2039
    @sarojsahoo2039 2 месяца назад +1

    English ରେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ନବୀନ ପଟ୍ଟନାୟକ 😅😅😅

  • @PiyushKumar-mq2mx
    @PiyushKumar-mq2mx 2 месяца назад +1

    ଜୟ, ବିଜେପି

  • @PrinceMalik-dl2dw
    @PrinceMalik-dl2dw 2 месяца назад +40

    BJP sarkar Jay ho

  • @birajakumarbarik3038
    @birajakumarbarik3038 2 месяца назад +2

    ସିଂହ ଗର୍ଜନ ମହାଲିଙ୍ଗ

  • @PramodkuBasantara
    @PramodkuBasantara 2 месяца назад +1

    ଧନ୍ୟବାଦ Mr.Mahaling.

  • @rkschemistry3574
    @rkschemistry3574 2 месяца назад +5

    BJP ଠିକ ଅଛି। ଗଭର୍ଣ୍ଣର ପୁଅ କୁ ଗିରଫ କରାଯାଉ ଆଗ।

  • @prasannabiswal3221
    @prasannabiswal3221 2 месяца назад +1

    ହଇଲୋ ଡାଲି ଖାଇବାକୁ ମିଲୁନି ବୋଧେ ୨ମାସ ପୁରିନି ୫ ବରଷ ରେ କେତେ କାନ୍ଦିବ

  • @bijoyapriyadarsinidash922
    @bijoyapriyadarsinidash922 2 месяца назад +1

    BJD କ୍ଷମତା ନ ପାଇ ପାଗଳ ଙ୍କ ଭଳି ପ୍ରଳାପ ହେଉଚି।

  • @manoranjansahu5577
    @manoranjansahu5577 2 месяца назад

    Bahut sundar spech Mukesh sir

  • @TrilochanPattnaik
    @TrilochanPattnaik 2 месяца назад +1

    Perfect argument, Dr. Mahalinga 🙏🙏

  • @mesmerizeart663
    @mesmerizeart663 2 месяца назад +1

    ଶଙ୍ଖ ଭବନକୁ ତୁରନ୍ତ ଶୀଶୁ ଭବନ କରିଦିଅ ଟୋଟାଲ ସାଇଜ ହେଇଯିବେ

  • @smartcollection..3098
    @smartcollection..3098 2 месяца назад +1

    ପ୍ରମିଳା maam ତୁମେ କଣ କରିଛ ତୁମେ ଜାଣିନ 🤣🤣🤣

  • @paridasubrat4782
    @paridasubrat4782 2 месяца назад +17

    Right 👍👍👍

  • @prakashkumarjena.babusan.n3760
    @prakashkumarjena.babusan.n3760 2 месяца назад +1

    ଜୟ ଜଗନ୍ନାଥ ଜୟ ବିଜେପି 🚩🚩🚩🙏🙏🙏

  • @KalicharanHembram-m3t
    @KalicharanHembram-m3t 2 месяца назад +1

    5t taotar 50 lk ପ୍ରତେକ gp ରେ କୁଆଡେ ଗଲା 🤔

  • @jaydevpatra6343
    @jaydevpatra6343 2 месяца назад +19

    Right

  • @rajatkumarnaik2614
    @rajatkumarnaik2614 2 месяца назад +1

    ବିଜେଡି କିଛି ଆଉ କରି ପାରିବ ନାଇଁ ଜଗନ୍ନାଥ ରାଗି ଯାଇଛନ୍ତି

  • @bharatchandrabarik5921
    @bharatchandrabarik5921 2 месяца назад +1

    ଗୋଦାରୀ ଲୋ ନିଜ ଗୋଡ଼କୁ ଅନା

  • @lipanmallick1896
    @lipanmallick1896 2 месяца назад +1

    ଯାହା ହେଉ ମାଡାମ ଡାଲି ଙ୍କ ଦର୍ଶନ ମିଳିଲା ଆହାହା ଜୀବନ ଧନ୍ୟ ହେଇଗଲା 😂😂

  • @ranjankumarmohanta2003
    @ranjankumarmohanta2003 2 месяца назад +4

    ଏ ଡାଲି ଚୋରଣୀ ର CBI ତଦନ୍ତ ହେଉ 😂😂😂😂😂

  • @susantakumarnayakbjp3337
    @susantakumarnayakbjp3337 2 месяца назад +1

    ପ୍ରମିଳା ମଲ୍ଲିକ ଜାଣୀନାହାନ୍ତି ନିଯେ ଦୁର୍ନୀତି ରେ ସପ୍ରୃତ

  • @kailashchandramohapatra1877
    @kailashchandramohapatra1877 2 месяца назад +1

    ପ୍ରମିଳା ମଲ୍ଲିକ ହିରିଥିଲେ ବହୁତ ଭଲ ହୋଇଥାନ୍ତା।

  • @AGcreatechannel
    @AGcreatechannel 2 месяца назад +11

    ଡାଲି ଚୋରଣୀ 😂😂😂😂😂

  • @BinodBehera-mh3xo
    @BinodBehera-mh3xo 2 месяца назад +1

    ମାଉସି ତୁମେ ଲୋକଙ୍କୁ କେତେ ନନ୍ୟାୟ ଦେଇଛ ତାହା ଦୁନଆ ଦେଖିଛି

  • @binatigajendra1493
    @binatigajendra1493 2 месяца назад +2

    ରାଜ୍ୟ ପାଳ ପୁଅକୁ ଗିରଫ କର...

    • @babunamallick5594
      @babunamallick5594 2 месяца назад

      ଆପଣ ଠିକ୍ କହୁଛନ୍ତି, ଏଭଳି ଜଣେ ଅପାରଗ ରାଜ୍ଯପାଳଙ୍କୁ ଆମ ରାଜ୍ୟର ସ୍ତାନ ନାହିଁ, ଏବଂ ତାଙ୍କ ଗୁଣ୍ଡା ପୁଅକୁ ପୋଲିସ୍ ଶୀଘ୍ର ଗିରଫ କରୁ

  • @ashoknanda1170
    @ashoknanda1170 2 месяца назад +1

    RIGHT MANTRI JI
    JAI JAGANNATH 🚩🙏

  • @Goutam306
    @Goutam306 2 месяца назад

    ନବ ଦାସ୍ କୁ କିଏ ମାରିଲା କୁହ ବିଜେଡି ଦଳ

  • @hemantakumar9510
    @hemantakumar9510 2 месяца назад +1

    Excellent speech by Minister Mukesh Mahaling

  • @swadhikarbetaj3768
    @swadhikarbetaj3768 2 месяца назад +3

    ଡାଲି ଚୋରଣୀ ର ମୁହଁରେ ଟିକେ ଲାଜସରମ ନାହିଁ।

  • @dolamanipodh6329
    @dolamanipodh6329 2 месяца назад +9

    Thank you , odia asmita

  • @nimainbiswal9396
    @nimainbiswal9396 2 месяца назад +1

    Pramiila ଅପା ଡାଲି ଖାଇ ତମ ପାଟି ମେଲl ହୋଇଗଲାଣି

  • @bhupalchandrapujhari7377
    @bhupalchandrapujhari7377 2 месяца назад +1

    ପରି ମମି ତା ର ନ୍ୟାୟ ଦେଲକି

  • @bijoyapriyadarsinidash922
    @bijoyapriyadarsinidash922 2 месяца назад

    BJD ଥିଲାବେଳେ କେତେ ଝିଅ ଧର୍ଷଣ ହେଇଛନ୍ତି। କିଏ ଗୋଟେ ନ୍ୟାୟ ପାଇଛନ୍ତି ରେ ସାଲେ?????

  • @friend9449
    @friend9449 2 месяца назад +3

    ଅଯୋଗ୍ୟ ମନ୍ତ୍ରୀ ତୁ ରାଜ୍ୟପାଳ ଙ୍କ ପୁଅକୁ କାହିଁକି ଗିରଫ କରୁନ । ରାଜ୍ୟପାଳ ଙ୍କ ପୁଅ କୁ ଗିରଫ କଲେ ତୋମ ସରକାର ଭାଙ୍ଗି ଯିବ

    • @atishkumarpanda7755
      @atishkumarpanda7755 2 месяца назад

      Bhai kemiti govt bhangiba tike kahibe ki. Measority ta BJP pakhare achhi.

    • @friend9449
      @friend9449 2 месяца назад

      @@atishkumarpanda7755 ନିର୍ବାଚନ ପୂର୍ବରୁ ରାଜ୍ୟପାଳ ଘର ଘର ପଶି ନିର୍ବାଚନ ପ୍ରଚାର କରୁଥିଲେ ସରକାର ଗଠନରେ ତାଙ୍କର ବି ହାତ ଅଛି

  • @aaentertainment9228
    @aaentertainment9228 2 месяца назад

    Perfect କଥା 25ବର୍ଷରେ ମୁଖିଆ ପଦେ ଓଡ଼ିଆ କହିପାରିଲେନି

  • @DuryodhanDas-wu7ft
    @DuryodhanDas-wu7ft 2 месяца назад +10

    ଠିକ଼଼ଠିକ🎉🎉🎉🎉ଠିକଠିକ🎉🎉🎉ଡାଲିଚୋରଣି

  • @santoshswain3113
    @santoshswain3113 2 месяца назад +10

    BJD ALL MLA are Bastad, Only
    best person is V K Pandian,5T
    Sachiba.

  • @arunrout9907
    @arunrout9907 2 месяца назад

    ଶାସନ ଜିଏ କରୁ ସେଥିରେ କିଛି ନାହିଁ, ବିଜେଡି ଭୁଲ କଲା ତା ମାନେ ତମେ ସେଇଟା କରିବ,ଏହା ଅସ୍ମିତା

  • @basantapanda5941
    @basantapanda5941 2 месяца назад

    ଯେସାକୁ ତେସା, ହରମଜାଦକୁ ଯୁଆଳି ଭୂଷା। ପାଟି ଚୁପ ରଖି 5 ବର୍ଷ ଶାସନ ଦେଖ, ତମ ମାନଙ୍କ ଚିନ୍ତା ଧାରାରେ ଲୋକେ ଭୋଟ ଦେଇ ନାହାଁନ୍ତି।

  • @bijayasahoo6259
    @bijayasahoo6259 2 месяца назад

    ଡାଲି ଚୋରି ବେଳେ ଓଡ଼ିଆ ଅସ୍ମିତା କୋଉଠି ଥିଲା

  • @sudhansusekhardash9010
    @sudhansusekhardash9010 2 месяца назад +1

    ଏ ବଡ ତାଉଟର, ବଡ କ୍ଷମତା ପାଇଛି।

  • @er.subhamsenapati2945
    @er.subhamsenapati2945 2 месяца назад

    ପ୍ରମିଳା ତୁ ଆଉ ଦାବି ବେଶି କରନି, ଯେତେ ବେଲେଲେ ପରି ହତ୍ୟା ମାମଲା ଉଠିଥିଲା ସେତେବେଳେ ତୁ କୁଆଡେ ଯାଇଥିଲୁ ଆଉ ତ ସରକାର କୁଆଡେ ଯାଇଥିଲା, ଆଜି ଚାଲିଆସିଲ Aso ସପକ୍ଷରର @ ଚୋର ବଦମାସ ଗୁଣ୍ଡା ଦଳିଆ ବିଜେଡି / ଲୋକ ଆଉ ମେଣ୍ଢା ନାହାନ୍ତି

  • @bijayparida8085
    @bijayparida8085 2 месяца назад

    ରାଜ୍ୟ ପାଳ ପୁଅକୁ ଗିରଫ କର ରାଜା ପାଳ ଇସ୍ତଫା ଦିଅନ୍ତୁ

  • @gourangasa6027
    @gourangasa6027 2 месяца назад

    ନବୀନ ପଟ୍ଟନାୟକ ଚୋର ସାଙ୍ଗେ ଥିଲେ ପାଞ୍ଚ ଟାଉଟର।

  • @sadanandajena8216
    @sadanandajena8216 2 месяца назад +2

    24 ବର୍ଷ ସେ କଣ କରି ଥିଲେ ତୁମେ ଶାସନ କୁ ଆସିଲ ତୁମେ କଣ କରୁଛ

  • @dhirennaik6444
    @dhirennaik6444 2 месяца назад

    Thik achi Mukesh sar,dhanya bad sar,

  • @ArunDas-hc5zz
    @ArunDas-hc5zz 2 месяца назад

    ଗୋଦରି ନାନୀ ଗୋଡ଼ ତଳକୁ ଅନା

  • @pintupati8786
    @pintupati8786 2 месяца назад +1

    ସେମାନେ ତ ଓଡ଼ିଆ ଅସ୍ମିତା କୁ ନେଇ ସରକାର କୁ ଆସି ନାହାନ୍ତି ତୁମେ ଆସିଛ, ତୁମେ ଚିନ୍ତା କର ଭୁଲ ଆଉ ଠିକ୍

  • @damodarmishra1006
    @damodarmishra1006 2 месяца назад +3

    Bahut badhia. Jesa ku tesa.

  • @therightdirection8931
    @therightdirection8931 2 месяца назад

    You are great sir

  • @dipudas15
    @dipudas15 2 месяца назад

    ସବୁକର ନବୀନ ପଟ୍ଟନାୟକ ଙ୍କୁ ଯୋଦୀ ଅରେଷ୍ଟ କରିବ କିଳାନବ BJP ବାଲା ଓଡ଼ିଶା ସାରା ନିଆଁ ଜଳିବ।।।

  • @PramodkuBasantara
    @PramodkuBasantara 2 месяца назад

    ଠିକ୍ କଥା। Bjd ନେତା ମାନେ ଆତ୍ମ ସମୀକ୍ଷା କରନ୍ତୁ। ଅସ୍ମିତା ର ଅର୍ଥ କଣ ସେମାନଙ୍କୁ ବୋଧହୁଏ ଜଣା ନାହିଁ।

  • @devmeher6522
    @devmeher6522 2 месяца назад

    Very good 👍 ଜୟ ଶ୍ରୀ ରାମ