ନାବାଳିକା ଦୁଷ୍କର୍ମର ଛାତିଥରା କାହାଣୀ । ପଢିବାକୁ ଚାହୁଁଥିଲେ, ପୀଡିତା ବନିଗଲେ |

Поделиться
HTML-код
  • Опубликовано: 22 ноя 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews

Комментарии • 540

  • @JuelRout
    @JuelRout 21 день назад +264

    Kanak news, ଆପଣ ଏ ଝିଅ ପାଇଁ ନିଶ୍ଚୟ କିଛି କରନ୍ତୁ । justice ⚖️ ମିଳୁ

    • @BeheraBabu-n7x
      @BeheraBabu-n7x 20 дней назад +9

      Yes justice 🙏😔😔

    • @rakesh8122
      @rakesh8122 20 дней назад +5

      ଆମେ ସମସ୍ତେ ତୁମ ସହ ଅଛୁ , ଦରକାର ପଡିଲେ ରାଜରାସ୍ତାକୁ କୁ ଓହ୍ଲାଇବା ସମସ୍ତେ ଭାଇ ଭଉଣୀ ମାନେ , ଆମର ଏଇ ସମାଜ ରେ ଶାନ୍ତି ଆଉ ସ୍ଵାଧୀନତା ମୁଷ୍ଟିମେୟ ଲୋକ କିଛି ଜଣ ଙ୍କ ହାତ କୁ ଚାଲିଯାଇଛି , କେହି ବି ଏଠି ସୁରକ୍ଷିତ ନୁହଁନ୍ତି 😢

    • @laxmidalai3596
      @laxmidalai3596 20 дней назад

      Plus ​@@BeheraBabu-n7x

    • @punamdas993
      @punamdas993 20 дней назад

      Seriously gote strict law darkar rape against pai

    • @bijaylaxmipanda6402
      @bijaylaxmipanda6402 18 дней назад

      😭😭😭😭😭😭

  • @rimakishoriekka231
    @rimakishoriekka231 21 день назад +82

    I am agree but କାହିଁକି ଜଣେ ଅଜଣା ବ୍ୟକ୍ତି ସହିତ ଯିବ କେବେ ବି ହଠାତ୍ ବିଶ୍ୱାସ କରିବା ଭଲ ନୁହେଁ so ସଚେତନ ରୁହନ୍ତୁ .

    • @Vasundharabhanjdeo1374
      @Vasundharabhanjdeo1374 19 дней назад +1

      Jete bele janka pakhare kichi rasta na rahi thae se kaha upare v bharosha kari nai thae .jahara dosa taku danda miliba katha

  • @bsantosh4768
    @bsantosh4768 21 день назад +173

    ଓଡିଶା ରେ କଣ ହେଉଛି, ପ୍ରଭୁ ଜଗନ୍ନାଥ

  • @srikanta671
    @srikanta671 21 день назад +175

    ଫାସୀ କେବେ ମିଳିବ ସେହି କଥା କୁହ
    ଆନ୍ଧ୍ର ପ୍ରଦେଶ ଭଳି ଏନ୍ କାଉଣ୍ଟର କର
    ଏମାନଙ୍କୁ ଏନ୍ କାଉଣ୍ଟର କର କିଛି ବାଟ ନାହିଁ

  • @prasantajena1509
    @prasantajena1509 21 день назад +93

    ମିଡ଼ିଆ ଦିଦି ତୁମକୁ ହାତ ଜଡୁଚି ତୁମର ଗେଡ ଧରୁଛି ଏହି ଭଉଣିକୁ ତୁମେ ହିଁ ନିଆଇ ମିଳୁ ତାକୁ ତୁମର ସାପଟ ଦରକାର,,😭😭😭🙏🙏🙏🙏🙏🙏

  • @DEEPANKAR_SINGH99
    @DEEPANKAR_SINGH99 21 день назад +51

    ଯେଉଁମାନେ ଏଥିରେ ସଂପୃତ୍ତ ଅଛନ୍ତି ସମସ୍ତ ଙ୍କ ଵିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଟାନ ହେଵା ଉଚିତ୍ ।

  • @sourabhabehera
    @sourabhabehera 13 дней назад +7

    BJP ସରକାର କିଛି ନିଷ୍ପତି ନ ନେଲେ NEXT ELECTION କୁ କଂଗ୍ରେସ

  • @kishormirdha4919
    @kishormirdha4919 21 день назад +61

    ମୁଇଁ ପୋଲିସ ହେମି ବୋଲି ଭାବୁଛେ ହେଲେ ଆଉ ନି ହୁଏ ନ ମାଓବାଦୀ ହେବାର ଇଛା ଲାଗୁଛେ

    • @smrutiart5133
      @smrutiart5133 20 дней назад

      ଠିକ୍ କହିଛନ୍ତି

    • @JKPowerZone
      @JKPowerZone 11 дней назад +1

      ପୋଲିସ ହେଇ କରି ତ ଇ କଥା ହେଉଛେ ବେଲେ ଆଖେନ୍ ପୁଲିସ ନାଇ ଭାଇ ମାଓବାଦୀ ଦରକାର

    • @dragonking2729
      @dragonking2729 10 дней назад +1

      Maobadi jemiti bhari bhala police thu kau guna re kam nuhe

  • @purnamitudu9025
    @purnamitudu9025 14 дней назад +2

    ସେ ଭଉଣୀ ତୋ ଜାଣି ଥିବେ ଭୁନେଶ୍ବରର କେଉ ଜାଗା ତୋ ତା ହିସାବ ରେ ଯାଇକି plz ସେ ଦିଦିଙ୍କୁ ଆଗ aarest କରନ୍ତୁ ଆଉ ସେ ଭଉଣୀକୁ ନ୍ୟାୟ ମିଳୁ🙏🙏🙏

  • @jayrampradhan7004
    @jayrampradhan7004 21 день назад +25

    ହେ ଭଗଵାନ ରାକେଟ ମାନଂକୁ ମୃତ୍ୟୁ ଦଣ୍ଡ ମିଳୁ ଓଡ଼ିଶା
    ଏ ଦର କଳଙ୍କ ଆମ ସରକାର

  • @SandhyaRaniSahoo-utube
    @SandhyaRaniSahoo-utube 21 день назад +73

    Pura ଆରମ୍ଭ ରୁ ଶେଷ ଯେତେ ଲୋକ ସମସ୍ତଙ୍କୁ ଫାସୀ ଦିଅ

  • @dipubhai8435
    @dipubhai8435 14 дней назад +2

    ହେ ଜଗନ୍ନାଥ ତୁମ ଓଡ଼ିଆଲୋକଙ୍କ ଦୁଃଖ ବୁଝ ପ୍ରଭୁ ।ଏ ଦୁଇ ଗୋଡିଆ ପ୍ରାଣି ଏତେ ମାରାତ୍ମକ ନର ରାକ୍ଷସ ମାନଙ୍କୁ ବଦ୍ଧ କର ।ରାସ୍ତାରେ ଏ ଶଳା ମାନଙ୍କୁ ଓ ବାଲେଶ୍ଵର ପୋଲିସ, ଖୋର୍ଦ୍ଧା ପୋଲିସଙ୍କୁ ପଥରରେ ଛେଚି ଛେଚି ମାରିଦେବା ଦରକାର ।ଆମର ଏ ବାଳ ଆଇନ ବ୍ୟବସ୍ଥାରେ କିଛି ହବାର ନାହିଁ ।ଏ ହାରାମଜାଦାଙ୍କର

  • @manojkishorbibhar3313
    @manojkishorbibhar3313 13 дней назад +3

    ଯେତେ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ ନିଆଯାଉ

  • @gitanjalisingh5496
    @gitanjalisingh5496 13 дней назад +3

    Brave girl

  • @SubhaLaxmimohanty-jh7pv
    @SubhaLaxmimohanty-jh7pv 21 день назад +22

    ବହୁତ କଷ୍ଟ ଲାଗୁଛି ତୋତେ ଜଗନ୍ନାଥ ସାହା ଭରସା ହୁଅନ୍ତୁ 😭

    • @Pk_Vlogs178
      @Pk_Vlogs178 14 дней назад

      Hn yr kete 3rd class loka tanka jhia mana ku semite alaga kia karu semite

  • @malaykumar7621
    @malaykumar7621 20 дней назад +7

    Kanak news team please raise the voice in national level.

  • @santoshkalundia1561
    @santoshkalundia1561 12 дней назад +3

    ବାପା ମା ଙ୍କ କଥା ନ ମାନିଲେ ଏମିତି ହେବା ଦରକାର ନିଜ ବାପା ମା ହେଲେ ଏ ଦୁନିଆର ଭାଗ ବାନ ନିଜ ଡିସେସନ୍ କେବେ ନେବା କଥା ନୁହେଁ (ମୋର କି ବଞ୍ଚ ବାପା ମା ହିଁ ଅତି ନିଜର)

  • @prakashmurmu1991
    @prakashmurmu1991 21 день назад +17

    ନିଶୁଆ ଦଲାରୀ ଟା,,,,, ଆଉ ଯଉ ଦିଦି କଥା କୁହା ହଉଛି
    .. ସେ ହେଉଛି ବେଶ୍ୟା ର ମହାରାଣୀ........
    (ସମସ୍ତ ପିତା ମାତାଙ୍କୁ ଅନୁରୋଧ )
    ନିଜ ପିଲା ମାନଙ୍କୁ ସୁରକ୍ଷା ବଳୟ ଭିତରେ ରଖନ୍ତୁ,,, ଦାୟତ୍ୱ ନିଅନ୍ତୁ..... ନିଜ ପିଲା କଣ କରୁଛି ନଜରରେ ରଖନ୍ତୁ..।....

  • @badshah1od
    @badshah1od 21 день назад +35

    ମୋତେ ଲାଗୁଛି ଝିଅ ମିଛ କହୁଛି! But ହଁ ଏହା ବି ସତ ଝିଅ ଉପୋରେ ଅତ୍ୟାଚାର tourchor ହେଇଛି. ଝିଅ ଭଲ ପଠ ପଡ଼େ but ତାକୁ support କରିବାକୁ କେହି ନାହାନ୍ତି 💔🙏 ତାକୁ ଟଙ୍କା ରୋ ଆବଶ୍ୟକ ଥିଲା. ସେ କାମ କରିବାକୁ ଭାରିଥିଲା କିଛି ଟଙ୍କା ହେଲେ ସେ ପାଠ ପଢିବା ରେ ବାଧା ଆସିବୋନି. ହେଲେ ତାର ଭାଗ୍ୟ ଖରାପ୍ ସେ ଅଲଗା କାମରେ ଫସିଗୋଲେ 😢 ଏହା ଅପୋରେ କିଛି goverment ଏବଂ police 🚨 action ନେଲେ ଫସିଥିବା ଝିଅ ମାନେ ସୁରକ୍ଷିତ ପାଇବେ.💯right 🙏

    • @Nirashkumarnayak
      @Nirashkumarnayak 21 день назад +8

      ଜିଓ ଯଦି ମିଛ କହୁଛି ତାହା ହେଲେ ତୁମେ ସତ କହିଦିଅ

    • @sharmag3060
      @sharmag3060 21 день назад +3

      ଭାଇ ତମେ କଣ୍ କହୁଛ ? ବୁଝି ପାରୁଛ ତ ???

    • @badshah1od
      @badshah1od 21 день назад

      @@sharmag3060 ମୁଁ ଯାହା coment କରିଛି complety ପଡୋ ତା ପରେ କୁହୋ.. ବୁଝି ପାରିବ.

    • @badshah1od
      @badshah1od 21 день назад +7

      କାହିଁକି ନା ଦେଖୋ ତାଙ୍କ ଘର ଲୋକ ପାଠ ପୋଡେଇବାରେ ସକ୍ଷମ ନୁହଁନ୍ତି। ବୋଲି ସେ ତାଙ୍କ ଆଈ ଘରକୁ ଗଲେ. ତାପରେ ସେ ତାଙ୍କ ଆଈ ଘରୁ ବାହାରକୁ ପୋଲେଇବେ କାହିଁକି'' ସେ ଯିବେ କାହିଁକି ତାଙ୍କ ଆଈ ତୋ ପାଠ ପଢିବା ବା ପାଇଁ କହିଲେ ନା. So ସେ ନିଜ ଟଙ୍କା ରେ ପୋଡ଼ିବା ପାଇଁ ଚେଷ୍ଟା କଲେ.. ସେ ଗୋଟେ problem ରେ ଫସିଗୋଲେ.. ମୁଁ ଭଗବାନ୍ କୁ ମିନତି କରୁଛି ତାକୁ ନ୍ୟାୟ ମିଳୁ।
      I request odisha police 🚨🚓

    • @balarambehera9050
      @balarambehera9050 21 день назад +1

      Tu pelaipua sata kahuchu na

  • @rakesh8122
    @rakesh8122 20 дней назад +4

    ଆମେ ସମସ୍ତେ ତୁମ ସହ ଅଛୁ , ଦରକାର ପଡିଲେ ରାଜରାସ୍ତାକୁ କୁ ଓହ୍ଲାଇବା ସମସ୍ତେ ଭାଇ ଭଉଣୀ ମାନେ , ଆମର ଏଇ ସମାଜ ରେ ଶାନ୍ତି ଆଉ ସ୍ଵାଧୀନତା ମୁଷ୍ଟିମେୟ ଲୋକ କିଛି ଜଣ ଙ୍କ ହାତ କୁ ଚାଲିଯାଇଛି , କେହି ବି ଏଠି ସୁରକ୍ଷିତ ନୁହଁନ୍ତି 😢

  • @DontMindDost
    @DontMindDost 15 дней назад +2

    ସ୍ୱାଧୀନତା ଆମେ କଣ ହେଉଛୁ.... ଓଡ଼ିଶାରେ କେତେକ ପ୍ରଶାସନ, ପୋଲିସ, ମନ୍ତୀ ସବୁ ଲାଞ୍ଚ ଖାଆନ୍ତି.... ସେମାନେ ବି ଏହି ଭଳି ଜାଗାକୁ କୁ ଯାଆନ୍ତି ନିଜେ ଚୋର ହେଇ ଚୋରକୁ କେମିତି ଧରିବ.... ନିଜେ ଫସିଯିବନି ତ????
    ମୋର ଭଗବାନ ଙ୍କ ପାଖରେ ଅନୁରୋଧ କଲା କର୍ମର ଫଳ ନିଶ୍ଚିତ ଏହି ଜନ୍ମରେ ଦିଅନ୍ତୁ.. ତାକି ସେ ଅନୁତାପ କରିବା...😢😢😢😢😂😂❤❤❤❤

  • @himanshuvlog8448
    @himanshuvlog8448 17 дней назад +4

    Odisha no 1 news channel jiye ki ea jhio ro problem thick koribo❤

  • @rakesh8122
    @rakesh8122 20 дней назад +1

    ବହୁତ୍ ବହୁତ୍ ଧନ୍ୟବାଦ ଭାଇ , ସେ ଝିଅ ଟି କହୁଚି ଯାହା ଲାଗୁଚି ଯେ ବାଣପୁର ର କୋଉ ପାହାଡ ଜଙ୍ଗଲ rural area ରେ କିଛି building ହେଇଚି ଟା ଭିତରେ ପାଠ ପଢା କହି ନିଶା ଦ୍ଵାରା kidnap କରି ଛୁଆ ମାନଙ୍କୁ ନିଜ ଧନ୍ଦା ରେ ବ୍ୟବହାର କରି ପଇସା ରୋଜଗାର କରୁଛନ୍ତି ଏମାନେ vadua , ହାରାମଜାଦା ଶଳା

  • @ACTIVE_BOY_
    @ACTIVE_BOY_ 21 день назад +10

    ଯିଏ ଏମିତି ସବୁ କାମ କରିଛି / କାମ କରୁଛନ୍ତି ତାଙ୍କୁ ଫାଶୀ ଦିଆ ଯାଉ ଆମର ଅନୁରୋଧ ।😡😡😡😡
    ଦୟାକରି ଭଉଣୀ ମାନେ ଅଚିହ୍ନା ଲୋକଙ୍କ ସହ କେବେ କିଛି କଥା share କରନ୍ତୁ ନାହିଁ କି କାହାରିକୁ ବିଶ୍ୱାସ କରନ୍ତୁ ନାହିଁ , ଏଠି କେହି ନିଜର ନୁହଁ 🙏
    😢😢 😢😢

  • @debanandasahoo5504
    @debanandasahoo5504 11 дней назад +2

    Justice plzz

  • @MBT840
    @MBT840 21 день назад +23

    ପ୍ରଭାତୀ ମାଡମ ଦୟାକରି ମହିଳା ଶିଶୁ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ର ବିଚାର ଦୃଢ଼ ନିଶ୍ଚିତ ନେଇ ଫାଶୀ ଦିଆଯାଉ ,ନହେଲେ ମହିଳା ଆଉ ଶିଶୁ ସମାଜରୁ ଲୋପ ପାଇଜିବେ,,ଯଦି ବାପା ଭୁଲ୍ କରେ ତାହେଲେ ପି
    ଲା ମା, ଙ୍କୁ ଦଣ୍ଡ ନ ମିଳୁ,,

  • @kishorev323
    @kishorev323 21 день назад +39

    ହେ ପ୍ରଭୂ ମୋ ଓଡିଶା ରେ ଜଗନ୍ନାଥ ଧାମ ରେ ବି ମହିଳା ମାନଙ୍କୁ ଏମିତି ଅତ୍ୟାଚାର କରାଯାଉଛି ଛି

  • @ManeBhulawo
    @ManeBhulawo 21 день назад +3

    ଏଇଟା ବହୁତ ବଡ଼ ରାକେଟ। ଏବେ ଦେଖିବାକୁ ବାକି ରହିଲା ଏଥିପାଇଁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

  • @Ojhabhai24
    @Ojhabhai24 6 дней назад

    ଏ video ଦେଖିକି ବୋହୁତ କଷ୍ଟ ଲାଗିଲା

  • @pbhatra864
    @pbhatra864 21 день назад +10

    ଜୟ ଶ୍ରୀ ରାମ ପାପ ବଢ଼ିବାରେ ଲାଗିଛି

  • @sanjayadora1903
    @sanjayadora1903 21 день назад +9

    I want to Justice. Immediately Action. 😡😡😡😡

  • @alekhpradhan1191
    @alekhpradhan1191 21 день назад +5

    ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ . We want justice..

  • @onlyentertainment8046
    @onlyentertainment8046 11 дней назад

    ମୋହନ ମାଝୀ ସରକାର ରେ କଣ ନ୍ୟାୟ ଆଶାରେ ରହିବାକୁ ପଡିବ ଦେଖାଯାଉ କଣ ହଉଚି। ଜୟ ଜଗନ୍ନାଥ

  • @MBT840
    @MBT840 21 день назад +9

    ହଜାରେ ଦୋଷୀ ଦଣ୍ଡ ପାଆନ୍ତୁ,କିନ୍ତୁ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ,, ବାପା ଦୋଷ କଲେ ମା,ପିଲା,କଣ ଅପରାଧୀ , ତାଙ୍କର ସମାଜ ରେ ରହିବା ର ଅଧିକାର ନାହିଁ,,ପିଲା, ମାନଙ୍କୁ ମାନସିକ ଯନ୍ତ୍ରଣା ଦିଆନ ଯାଉ, ଏଥିପାଇଁ ବ୍ୟବସ୍ଥା କରାଯାଉ

  • @mfm3540
    @mfm3540 21 день назад +5

    Shocking... And this is happening in Odisha.... Can't believe it.

  • @bipinkumarparida1982
    @bipinkumarparida1982 21 день назад +47

    ବାଣପୁର କଉ ଜାଗା ମୋତେ କୁହନ୍ତୁ ଆମର ବାଣପୁର ମୁଁ ଆମ ଗାଁ ଲୋକ କୁ ନେଇ ଶଳା ଲୋକ କୁ ମାରିଦେବି

    • @ବାଲେଶ୍ୱର
      @ବାଲେଶ୍ୱର 21 день назад +12

      ମୁ ବି ମହାରାଷ୍ଟ୍ର ରୁ ଲୋକ ନେଇକି ହାଣିବା କୁହ ମତେ ମୋର ପୱେର ଅଛି ବାଲେଶ୍ୱର ରେ

    • @rakesh8122
      @rakesh8122 20 дней назад +7

      ଆମେ ସମସ୍ତେ ତୁମ ସହ ଅଛୁ , ଦରକାର ପଡିଲେ ରାଜରାସ୍ତାକୁ କୁ ଓହ୍ଲାଇବା ସମସ୍ତେ ଭାଇ ଭଉଣୀ ମାନେ , ଆମର ଏଇ ସମାଜ ରେ ଶାନ୍ତି ଆଉ ସ୍ଵାଧୀନତା ମୁଷ୍ଟିମେୟ ଲୋକ କିଛି ଜଣ ଙ୍କ ହାତ କୁ ଚାଲିଯାଇଛି , କେହି ବି ଏଠି ସୁରକ୍ଷିତ ନୁହଁନ୍ତି 😢

    • @rakesh8122
      @rakesh8122 20 дней назад +4

      ବହୁତ୍ ବହୁତ୍ ଧନ୍ୟବାଦ ଭାଇ , ସେ ଝିଅ ଟି କହୁଚି ଯାହା ଲାଗୁଚି ଯେ ବାଣପୁର ର କୋଉ ପାହାଡ ଜଙ୍ଗଲ rural area ରେ କିଛି building ହେଇଚି ଟା ଭିତରେ ପାଠ ପଢା କହି ନିଶା ଦ୍ଵାରା kidnap କରି ଛୁଆ ମାନଙ୍କୁ ନିଜ ଧନ୍ଦା ରେ ବ୍ୟବହାର କରି ପଇସା ରୋଜଗାର କରୁଛନ୍ତି ଏମାନେ vadua , ହାରାମଜାଦା ଶଳା

    • @kanhu398
      @kanhu398 19 дней назад

      Banpur Achyutrajpur re hauchi

    • @bipinkumarparida1982
      @bipinkumarparida1982 19 дней назад

      @@kanhu398 ଆପଣ ଠିକକହୁଛନ୍ତି ତ, ମୁଁ ମୋର ସାଙ୍ଗ ମାନଙ୍କୁ ନେଇ ଯିବାକୁ chahuchi

  • @basudevbehera885
    @basudevbehera885 6 дней назад

    ଝିଅ ଟିକୁ ନ୍ୟାୟ ମିଳୁ ପ୍ରଭୁ

  • @sagarmohapatra5600
    @sagarmohapatra5600 20 дней назад +1

    ହେ ପ୍ରଭୁ ଜଗନ୍ନାଥ ଏ କଣ ? ଏମିତି ଲୋକ ତୁମ ଜଗତ ଭିତରେ ଅଛନ୍ତି

  • @jagannathgedi934
    @jagannathgedi934 21 день назад +3

    କନକ ନିୟୁଜ ଅଶେଷ ଧନ୍ୟବାଦ

  • @PintuSethy-vj3ui
    @PintuSethy-vj3ui 21 день назад +8

    ବାପା ମା ଠୁ ବଡ଼ ଆଉ କିଏ ନୁହ ସେ ଝିଅ ଏମାନଙ୍କୁ ଛାଡି ଭୁଲ କରିଲା।

  • @biswambarkalia242
    @biswambarkalia242 13 дней назад +1

    ବାପା ମାଙ୍କ କଥା ନ ମାନିଲେ ଏମିତି ହଇରାଣ ହବାକୁ ପଡେ

    • @dragonking2729
      @dragonking2729 10 дней назад

      Madua baapa maa katha maniba jadi ta life barbad heijiba

    • @swagatkumarlall7097
      @swagatkumarlall7097 9 дней назад

      Ta bapa para madua thila .patha padhipaku deunathila. Ta katha manithile kouthi jibana sudhuri thanta.

  • @DebarajSahoo-ABlessedDevOffice
    @DebarajSahoo-ABlessedDevOffice 3 дня назад

    ତୁରନ୍ତ କାର୍ଯୟାନୁଷ୍ଠାନ ନିଆଯାଉ। ନହେଲେ କୌଣସି ଝିଅ ବୋହୂ ଆଉ କୌଣସି ପୁରୁଷ ଉପରେ ଭରସା କରିବେ ନାହିଁ।

  • @mantunaik8286
    @mantunaik8286 20 дней назад +1

    ଓଡ଼ିଶା ବାସି ଦେଖୁଛନ୍ତି ତ କେମିତି ଚାଲିଛି ଅସହାୟ ର ଲାଭ ଉଠାଉଛନ୍ତି ଏମାନଙ୍କୁ କାହିଁକି କିଛି ଭି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ

  • @AbhimanyuNayak-b4g
    @AbhimanyuNayak-b4g 21 день назад +2

    ମିଡିଆ ଭାଇ ଭଉଣୀ ମାନଙ୍କୁ ମୋର request କି ଆଗ ସେ ଭଉଣୀଙ୍କୁ ନେହି ସେ ଯେଉ ଯେଉ ଜାଗାକୁ ଯାଇଛି ସେମାନଙ୍କୁ ଆଗ ମେଡିଆକୁ ଆଣି ଦେଖାଇଦିଅ ଫ୍ରୁପ୍ ହେଇଗଲା ପୋଲିସ କୁ କେବେ ଭରଷା କର ନାହିଁ

  • @sitadevihansdah3060
    @sitadevihansdah3060 21 день назад +6

    Very strong girl😢😢

  • @odchiku1866
    @odchiku1866 20 дней назад +2

    ଏମିତି କେତେ ଦିନ ଚାଲିବ. ସମସ୍ତେ ଏହି ଝିଅ କୁ support କରନ୍ତୁ . Plz give her justice. If indian judiciary system is true .

  • @thanadisari9173
    @thanadisari9173 21 день назад +5

    ଡ଼ଲାଳି ମାନଙ୍କୁ ଗୁଳି କରିମାରିଦେବା ଉଚିତ ମୋହନ ଶରକାର ଏ ମାନଙ୍କୁ ଶବୁ ଦିନ ପାଁଇ ହୋଟେଇ ଦିଅନ୍ତୁ

  • @bighnasahu3119
    @bighnasahu3119 19 дней назад +1

    Cm PM sir please ଏ ଝିଅ କୁ ନ୍ୟାୟ ମିଲୁ please

  • @PramodkumMohanta
    @PramodkumMohanta 21 день назад +2

    ହେ ଭଗବାନ୍ ଗରିବ ଲୋକଙ୍କ ସହ ଏସବୁ ଏତେ କଷ୍ଟ କାହିଁକି ଘଟୁଛି ।

  • @DNBCOdisha
    @DNBCOdisha 20 дней назад +1

    ହାତ ଯଡୁଛି ସରକାର ଙ୍କୁ ଏ ସବୁ ବନ୍ଦ କରନ୍ତୁ

  • @jagannathgedi934
    @jagannathgedi934 21 день назад +12

    ଏମାନଂକୁ କେବଳ ମିଡ଼ିଆ ପର୍ଦ୍ଧାଫାଶ କରିପାରିବେ

  • @LaxmanSingh-u9p
    @LaxmanSingh-u9p 21 день назад +9

    ସେଥିପାଇଁ ଇଲେକ୍ସନ ଆସିଲେ ବଡ ବଡ ପୋଷ୍ଟର ମରାଯାଇ ଭୋଟ ଦିଅ ଭୋଟ ଦିଅ କହିବେ
    କିନ୍ତୁ ଆଜି ଏତେବଡ଼ ଘଟଣା ଘଟିଯାଉଛି, ସେଥିପାଇଁ ଏମିତି ପୀଡିତା ମାନଙ୍କ ପାଇଁ 24 ଘଣ୍ଟିଆ help line ଜାରି ରହୁ। ଏତେ ସବୁ ହଉଛି କଣ କରୁଛି ପ୍ରଶାସନ କଣ ଦିନ ରାତି ମୁଢି ଖାଉଛି

    • @sakhinaswain2418
      @sakhinaswain2418 21 день назад +1

      Right bhai kuhani kuhani a prasasan katha mo hatare thare jadi kyamata asila na odisha ru sabu dalal manaku majhi road re lagala kari laka gunda mari badeibi and sathi hi fasi debi

  • @MINIMOTIVATION6242
    @MINIMOTIVATION6242 21 день назад +5

    ମୁଖ୍ୟମନ୍ତ୍ରୀ ମହାଶୟ ଙ୍କୁ ଅନୁରୋଧ ଆଗ ଭୁବନେଶ୍ୱର କୁ ଏପରି ମଇଳା ରୁ ସଫା କରାନ୍ତୁ। ନହେଲେ ଭୁବନେଶ୍ୱର କର୍ମଶାଳା ନୁହେଁ କାମଶାଳା ପାଲଟି ଯିବ।

  • @barunnaik1896
    @barunnaik1896 20 дней назад

    ଭଗବାନ ଆପଣଙ୍କୁ ସାହାହୁଅନ୍ତୁ.

  • @banojkumardas1991
    @banojkumardas1991 21 день назад +2

    Ye news really ete emotional karuchi .ame kichi help Kari parunu .kintu prayer karibi ki taku justice milu

  • @Parshurammoharana
    @Parshurammoharana 4 дня назад

    🚩 ॐ नमः शिवाय 🏹 🔱
    🇮🇳 I want justice ⚖️

  • @pravatsamal435
    @pravatsamal435 19 дней назад +1

    ଗୋଟେ Human trafficking କାମ କରୁଚି, ଏଇଟା ଗୋଟେ ବଡ network ବୋଧେ

  • @chandaneswarmarndi2746
    @chandaneswarmarndi2746 21 день назад +3

    ବହୁତ ଦୁଃଖିତ

  • @jyotisekharmishra469
    @jyotisekharmishra469 21 день назад +2

    Emti news dekhile bahut dukha lage 😢

  • @TapanMishra-ei6xk
    @TapanMishra-ei6xk 21 день назад +2

    କେବଳ ଫାଶୀ ଦେବା ଦରକାର । Kanak news ku ଅନୁରୋଧ ଝିଅ ଟିକୁ ଯେତେ ଦୂର ସାହାଯ୍ୟ ହେଇପାରିବ କରନ୍ତୁ । Cm ଙ୍କ ପାଖରେ ପହଞ୍ଚିବାକୁ ସାହାଯ୍ୟ କରନ୍ତୁ ।

  • @saratkumarmahanta391
    @saratkumarmahanta391 20 дней назад +2

    We want rapid action/ justice

  • @Subrat_for_nation
    @Subrat_for_nation 20 дней назад +2

    ମଦୁଆ ର ସ୍ତ୍ରୀ ଛୁଆ ଙ୍କ ଭବିଷ୍ୟତ ଅନ୍ଧାର. ଲୋକ ନୀଚ ଆଖିରେ ଦେଖନ୍ତି

  • @madhubanbhoi2922
    @madhubanbhoi2922 21 день назад +4

    We want justice within 15 days.

  • @ବାଲେଶ୍ୱର
    @ବାଲେଶ୍ୱର 21 день назад +3

    ତୁ କଣ ପାଇଁ ଘର ଛାଡିକି ଗଲୁ ଆଉ ଜାଣିଲୁ ଯଦି ଏଠି 😂ସେକ୍ସ କାରବାର ହଉଛି ପ୍ରଥମ ଦିନରୁ ଆସିବାର ଥିଲା ତମେ ସବୁ ଝିଅ ବେଶୀ ଚତୁର ବୋଲି ଏ ସବୁ ହଉଛି

  • @AMITKUMAR-vx7bx
    @AMITKUMAR-vx7bx 21 день назад +32

    ଏ ସବୁ ମିଛ ହୋଇଥିବ କୋଉଛିଅ ଜଦି ପାଠ ପଢିବ ଏମିତି ଏକୁଟିଆ ଜିବ ତାଙ୍କ ଘରେ ଜାଣିନ ଥିଲେ କି

    • @RasmiranjanLenka-bi5xg
      @RasmiranjanLenka-bi5xg 21 день назад

      ଠିକ୍ ସେ ବୁଝିକି cmt ଦିଅ ସେ ଜାଗାରେ ତମ ଝିଅ ହୋଇଥାଆନ୍ତା ତମକୁ କେମିତି lagithanta

    • @ranjitekka2514
      @ranjitekka2514 21 день назад +9

      Tu bando ta janichu... To maikina sangare huanta hele bhala huanta

    • @anilkumarhansdah6911
      @anilkumarhansdah6911 21 день назад

      Are Bhai 8 class re Navadaya dia jae ki mu to janini

    • @havinghappylife641
      @havinghappylife641 21 день назад +1

      Tu mg misichu kire.....?

    • @AMITKUMAR-vx7bx
      @AMITKUMAR-vx7bx 21 день назад +1

      @havinghappylife641 tu ta mg ta hoithibu bodhe mo jhia ki to bhauni 6 masa jai kouthi rahichi kana karuchi jani paribu nahi ki 6 masa jai police pakhare kahiki compalan karuna thile paribar luke

  • @santoshbarik1143
    @santoshbarik1143 21 день назад +25

    ସେ mg ନିଶୁଆ ର ନିଶରେ ନିଆଁ ଲଗେଇଦିଅ ରେ ଆଉ ତା ଗୁପ୍ତାଙ୍ଗ କୁ କାଟିଦିଅ
    ତାହେଲେ ଯାଇ ଏମାନେ ସୁଧୁରିବେ

  • @SanjayMallik-s7e
    @SanjayMallik-s7e 18 дней назад

    Jay Jagannath

  • @everythingvlog861
    @everythingvlog861 12 дней назад

    ବାପା ମା କଥା ନ ମାନିଲେ ଏମିତି ହୁଏ

  • @Raja-c9j
    @Raja-c9j 21 день назад

    ବିନା ଅନୁମତି ରେ ଗଡ କାଢିବା ପରିଣାମ ଦୁଃଖତ ଲାଗେ ତା ସହିତ ଏମିତିକା ପୁଅ କିମ୍ବା ଝିଅ ହନ୍ତୁ ରାଗ ବି ବହୁତ୍ ଲାଗେ ବିନା ସେକରୋଟୀ ରେ ଯହିଁ ତହିଁ ଚାଲିଯିବ

  • @carrymintos9544
    @carrymintos9544 20 дней назад

    This is struggle 😮.. 💪

  • @ବାଲେଶ୍ୱର
    @ବାଲେଶ୍ୱର 21 день назад +3

    ବିଜେପି ସରକାର ଏଠି କଣ କରୁଛି ଏ ସବୁ ହଉଛି ଖାଲି news ଦେଖୁଚି ଏହି ନାରୀ ସନମାନ ପ୍ରଭାତୀ ପରିଡା ଆଉ ଏ ପାଲା ଗାୟକ ମୋହନ ମାଝୀ ଏଠି କି ପାଲା ଚାଲିଛି

  • @priyankamohanty1257
    @priyankamohanty1257 20 дней назад +1

    He pravu

  • @jyotiranjanbehera2181
    @jyotiranjanbehera2181 21 день назад

    He jagannath prabhu

  • @srikanta671
    @srikanta671 21 день назад +4

    ବହୁତ ବଡ ରାକେଟ ଚାଲିଛି

  • @SairamSasmal-s8y
    @SairamSasmal-s8y 20 дней назад

    Jay jaganath

  • @Mr..KumarAditya
    @Mr..KumarAditya 21 день назад +6

    Jhia ku Kindly Asraya deia jau au full security deia jau ae jhia rahuthiba area upare

  • @avscreatation8955
    @avscreatation8955 18 дней назад

    Kanaka news ku dhanya baad,, please help him,,,

  • @TulasiKrishna-e1p
    @TulasiKrishna-e1p 21 день назад +3

    ବାପା ମାଆ ର କଥାକୁ ଜୀଏବି ନାରଖିଛି ସିଏ ଏମିତି ହବ

  • @Rolex-q1o
    @Rolex-q1o 20 дней назад

    Justice....

  • @satyajitpatra4171
    @satyajitpatra4171 11 дней назад

    Justice for this girl...... 😢😢

  • @smrutiart5133
    @smrutiart5133 20 дней назад

    ଜନ୍ମିତ ବାପା ମାଆଙ୍କୁ ଛାଡ଼ିଲେ କାହାକୁ ବିଶ୍ୱାସ କରିବାଟା ସମ୍ପୂର୍ଣ ଭୁଲ୍,, ମୁଁ ବି ଗୋଟେ ଝିଅ ତମ ଆଖିରେ ଏ ଲୁହ ଦେଖି ମୋତେ ବହୁତ୍ କଷ୍ଠ ହେଉଛି,,😢😢

  • @Lucky-sk3lo
    @Lucky-sk3lo 21 день назад +1

    ଏ ଝିଅକୁ ଆଧାର କରି ସ୍କୁଲ ରେ admisson କରିଦିଅନ୍ତୁ

  • @sourabhasahoo40
    @sourabhasahoo40 21 день назад +1

    Jay jagannath🙏

  • @namitasethi1020
    @namitasethi1020 21 день назад +1

    He Jagannath

  • @tapanpanda5870
    @tapanpanda5870 20 дней назад

    ..ଯିଏ ଘରର ନୁହଁ ସେ କାହାର ନୁହଁ

  • @pradipbiswal7586
    @pradipbiswal7586 13 дней назад

    Give her justice plz😢

  • @Biswal_babu_teller
    @Biswal_babu_teller 21 день назад +3

    ଲୋମହର୍ଷକାରୀ କାହାଣୀ😢 ତୁରନ୍ତ ପଦକ୍ଷେପ ନେବା ଉଚିତ୍ । ଏଠି ନାରୀ ହିଁ ନାରୀ ର ଶତ୍ରୁ।।କହିବା କାହାକୁ , ପୁଣି ବି ମହିଳା ଶସକ୍ତିକରଣ ର ନାରା ଦେବେ।।

  • @dipakkumarmaharana6217
    @dipakkumarmaharana6217 5 дней назад

    Banpur properly location କୁହନ୍ତୁ

  • @ManojMohanty-z4y
    @ManojMohanty-z4y 15 дней назад +1

    Only fasi order hona chahiye

  • @prasanbadatya9672
    @prasanbadatya9672 17 дней назад

    Oooo.ho.he bhagawan tume sei jhio ku.saha hui

  • @GangaramBishi
    @GangaramBishi 21 день назад

    He Prabhu raksya kar ❤❤❤

  • @LaxmanSingh-u9p
    @LaxmanSingh-u9p 21 день назад +1

    ଏ ସବୁ ଚାଲୁଛି କଣ 😢😢

  • @chhanda678
    @chhanda678 19 дней назад

    ସେ ହାରାମୀ ମାନଙ୍କୁ ଆମକୁ ଦେଇ ଦିଅ।ଆମେ ଜନ ସାଧାରଣ ଦଣ୍ଡ ଦେବା ଜାଣିଛୁ।ଭାରତର କୋର୍ଟ ଦଣ୍ଡ ଦେବା ଜାଣିନି।ଏଭଳି ଲୋକଙ୍କୁ ଖୋଲାଖୋଲି ଜିଅନ୍ତା ଜାଳି ତାକୁ ଭିଡିଓ କରି ଲୋକଙ୍କୁ ଦେଖାଇବାର ଆଇନ୍ ପାର୍ଲାମେଣ୍ଟରେ ପାସ ହିଲେହିଁ ଏସମସ୍ୟା ଦୂର ହେବ।

  • @nibeditanayak6582
    @nibeditanayak6582 21 день назад +1

    Ahuri amiti case heba kintu justice milibani jemiti dr moumita nka case

  • @biswa__jeet6343
    @biswa__jeet6343 21 день назад +9

    Excellent pila (kichi Micha haipare)

  • @sahoococking5385
    @sahoococking5385 21 день назад

    Jay Jagannath swami

  • @theheritage3181
    @theheritage3181 20 дней назад +2

    Encounter kn pain hauni emananku??

  • @sipuswain2903
    @sipuswain2903 21 день назад

    There something mysterious...Truth to be come...and justice must given to the victim.

  • @nakuladevshoo2303
    @nakuladevshoo2303 4 дня назад

    ଏ ଗ୍ରୁପ୍ ରେ ସମସ୍ତଙ୍କୁ ଫାସୀ ଦରକାର,,,

  • @The_Common_Aspirant
    @The_Common_Aspirant 19 дней назад +1

    8th class re Navodaya entrance taw hueni only 5th class re hue,