Subhadra Yojana in Odisha Form Fill up

Поделиться
HTML-код
  • Опубликовано: 28 ноя 2024

Комментарии • 432

  • @manojpadhi3397
    @manojpadhi3397 2 месяца назад +62

    ଭାଇ ଆପଣ ଖୁବ ଭଲ ଭାବରେ ସମସ୍ତଙ୍କ ର ଡାଉଟ କିଲିୟର କରିଛନ୍ତି। ଧନ୍ୟବାଦ ଭାଇ।

  • @shrutimotivation578
    @shrutimotivation578 2 месяца назад +74

    ଏଇ ଭଳି ଗୋଟିଏ video ଭାଈ ଆଣ ଏବେ ଯୋଉ ଚାଲିଛି I love you 2 ର ବିବାଦ

  • @PhoeniXdevJr
    @PhoeniXdevJr 2 месяца назад +1

    Most doubt cleared frm this video. Very informative video. Juhar ଭାଇ 🙏🏾

  • @Ramachadra3639
    @Ramachadra3639 2 месяца назад +19

    ଭାଇ ଯଦି କାହାରି ଆଧାରରେ ମୋବାଇଲି ନମ୍ବର link ନାହିଁ ସରିଗଲା ପାଠ ଜନସେବାକେନ୍ଦ୍ର ଵାଲା ସୁଯୋଗ ଖୋଜୁଛନ୍ତି 200କି 250 ଟଙ୍କା ମରିବାପାଇଁ

    • @Swabhiman-m98
      @Swabhiman-m98 2 месяца назад +2

      No. Deichi call kari complain kara.... Kanak news ra community post jao.... Sethi no. Achi

    • @darsh193
      @darsh193 2 месяца назад +2

      Post office ja 50 ru 70 re hei jiba

  • @Comedyvision2023
    @Comedyvision2023 2 месяца назад +7

    ଭାଇ ଆପଣ ସାଧାରଣ ଲୋକ ଙ୍କ ପାଇଁ ଖୁବ୍ ସରଳ vdo କରୁଛନ୍ତି ବୁଝି ହେଉଛି

  • @saulapattamajhicreation6962
    @saulapattamajhicreation6962 2 месяца назад +13

    ଏବେ ସବୁ ଜନସେବା କେନ୍ଦ୍ର ବାଲା ଧନୀ ହେଇଯିବେ... ଆମ ଗାଁ ପାଖେ 500 ଟଙ୍କା ଲେଖାଏଁ ନେଉଛି ତା ପାଟିରେ ପୋକ ପସୁ

  • @bikassahu5538
    @bikassahu5538 2 месяца назад +9

    ପ୍ରତି ଆବେଦନ ଡିଜିଟାଇଜେସନ କଲେ CSC ବା MSK VLE ଙ୍କୁ ସରକାରଙ୍କ ଠାରୁ କେତେ ଟଙ୍କା ମିଳୁଛି ସେଇଟା ଦୟାକରି ଦର୍ଶକଙ୍କୁ ଜଣାଇଦେଲେ ଭଲ ହୁଅନ୍ତା ।

    • @manishkumarmeher5121
      @manishkumarmeher5121 2 месяца назад

      15per form

    • @bikassahu5538
      @bikassahu5538 2 месяца назад +1

      @@manishkumarmeher5121 Is it worth our work? We will print the receipt color and other expenses will be incurred. And we will give our time for this brother. And don't say anything about what's going on with the server.

  • @kanhabeheruk355
    @kanhabeheruk355 2 месяца назад +1

    No Dout Fainal information Dil se Thank you ❤❤

  • @BISWAMBERBISOI
    @BISWAMBERBISOI 2 месяца назад +2

    ଭାଇ ତାଙ୍କ ମାନଦଣ୍ଡ ଅଛି ଅଢେଇ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ପରିବାର ସୁଭଦ୍ରା ଯୋଜନା ପାଇ ପାରିବ। ଭାଇ ଯିଏ ବର୍ଷ ବର୍ଷ ଧରି ଦାଦନ ଖଟିକି ତା ସ୍ତ୍ରୀ ଆକାଉଣ୍ଟ ରେ କିଛି ପଇସା ଜମା ରଖି ଥାଏ। ସିଏ ସୁଭଦ୍ରା ପଇସା ପାଇବ ନା ଆର୍ଥିକ ସ୍ୱଛଳ ରେ ଯିବ ଟିକେ ଜଣେଇବେ

  • @Abhishek-k6k
    @Abhishek-k6k 2 месяца назад +12

    ଯେଉଁ ମାନଙ୍କର ଆଧାର କାର୍ଡ ରେ ବାପା କିମ୍ବା ସ୍ବାମୀ ଙ୍କ ନାମ ନାହିଁ ସେ ମାନେ କଣ ଲେଖିବେ

  • @seluseluselu6101
    @seluseluselu6101 2 месяца назад +3

    Bhai ate bhala bujheile ki ,mote bahut bhala lagila,thenk you bhai

  • @KartikKumar-gf6hb
    @KartikKumar-gf6hb 2 месяца назад +1

    ଯଦି ସ୍ୱାମୀଙ୍କ ନାମ ଆଧାର ଭୁଲ୍ ଥାଏ ତାକୁ ଯଦି ସୁଭଦ୍ରା ଯୋଜନା form ରେ ଠିକ୍ କରି ପୂରଣ କଲେ ଟଙ୍କା ମିଳିବ କି

  • @biswajitdash6022
    @biswajitdash6022 2 месяца назад +2

    ମାନିବାକୁ ପଡିବ ଏ ବାଳ ନିଉଜ ବାଲାଙ୍କୁ ...ଶଳା ଜନ ସେବା ମୋ ସେବା କୁ ସିଲ କରୁଛ ଆଉ ଦେଖାଉଛ ...ତମ ପାଟିରେ କନ ସିଲ ମରା ହେଇଚି ପରିଡା କୁ ପଚାରୁନ କେତେ ସେ ଦଉଚି ତା ଲକର ରୁ କାଢିକି ଆଜି ଯାଏଁ ଏ କଥା ଟା ପଚାରି ପାରିଲନାହିଁ..ଧିକ ତମ ନିଉଜ ପଣିଆ ...ଶଳା ଟିକେ ପଚାର ନିଉଜ ଵାଲା ମାନେ କଲ ସେଣ୍ଟର୍ ଝିଅ ମାନେ ପଇସା ନେବେ ନା ସେମାନେ ବି ସେବା ରେ ନିଯୁକ୍ତ ଅଛନ୍ତି ଟିକେ ସଠିକ୍ ଉତ୍ତର ଦିଅନ୍ତୁ ।। ସୁଭଦ୍ରା ଭଉଣୀ ମାନେ ପଚାରୁଛନ୍ତି।। ଯଦି ଜନ ସେବା କୁ ପଇସା ଦେବା ପାଇଁ ମନା କଲେ ସରକାର ତାହେଲେ କଲ ସେଣ୍ଟର୍ ଝିଅ ମାନେ ବି ଫ୍ରି ରେ ସେବା କରିବେ ତ।।...ଯୋଉ ଜଗନ୍ନାଥ ନାଁରେ ରଥ ବୁଲିଲା ବୋଲି ବିଜେପି ଡିଂଗୁର ପିଟି ପିଟି ମିଛ କଥା କହି ଶାସନ କରୁଛି ସେ ତ ଏବେ ସୁଭଦ୍ରା ରଥ ବୁଲାଉଛି ...ପୁଣି ସେ ଜଗନ୍ନାଥଙ୍କ ସାନ ଭଉଣୀ କୁ ବାର ଦାଣ୍ଡ ଶୁଣ୍ଡି ପିଣ୍ଡା କରିବ ......ଜନ ସେବା ଆଉ ମୋ ସେବା କେତେ ପାଇବ ସେ କଥା ପରିଡା କହିବାର ନାହିଁ ହେଲେ ମାଗେଣା ନିଶା ତାକୁ ଘାରିଛି ......
    ଭାଇ ଜନ ସେବା ଆଉ ମୋ ସେବା ର କଷ୍ଟ ଆଉ ଦୁଃଖ ସେ ଲୋକ ମାନେ ଦେଖୁଛନ୍ତି ..ଆଉ ତା ଭିତରୁ କେତେଟା ନମକ ହାରାମ ଆଉ ଭାଣ୍ଡ ବି ରହିବେ ....ବିଜେଡି 25 ବର୍ଷ ର ପରାଜୟ କେମିତି ଭୁଲିବ ...ଯେମିତି ତା ଅଫିସର ମାନଙ୍କୁ ବିଜେପି ଧରୁଛି ସେମିତି ବିଜେଡି କୁଜି କୁଜି ନିରୀହ ଜନ ସେବା ଆଉ ମୋ ସେବା ର ଭାଇ ମାନଙ୍କୁ ପେଟରେ ମାରୁଛି .....
    ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସରକାରୀ ଡାକ୍ତରଖାନା କୁ ଯାନ୍ତେ ଆଉ ସେଠାକାର ମେଡିସିନ ଖାନ୍ତେ ... ନାକି ସକାଳୁ ସକାଳୁ private ମେଡିସିନ ଦୋକାନ ଆଉ private ଡାକ୍ତରଖାନା ରେ ଗାଣ୍ଡି ମାରାଓ ଥାନ୍ତେ ...ଲୋକ ଜାଣିଛନ୍ତି ସେଠି କି ଯିବେ ମାନେ ସ୍ୱର୍ଗଦ୍ୱାର ରେ ଗୋଟେ ଜୁଇ ବୁକ କରିବାକୁ ପଡିବ ..
    ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସିଗାରେଟ ମଦ ଗୁତୁଖା ପାନ ଖଇନି ଚୁଚୁମି ଖାଉ ନଥାନ୍ତେ .......ତମେ କେତେଟା ଦଲାଲ ମିଡ଼ିଆ ମାନେ ଏମିତି ସବୁ ତୁଛା କାମ କରନ୍ତି

  • @TapaswaniPattta
    @TapaswaniPattta Месяц назад +1

    Good morning 🌅🌅

  • @csknowledge9191
    @csknowledge9191 2 месяца назад +14

    ସବୁ କହିଲ ଲୋକ ଙ୍କୁ କହୁନା ସାଇଟ୍ ଓପନ ହଉନି ବୋଲି.. .. Full update ଦିଅ ଲୋକ ଙ୍କୁ ଆଉ କେତେ ଟଙ୍କା csc ବାଲା ପାଇବେ ଗୋଟେ apply କଲେ..ତମ madam nku tike pachara...then next video kara...

  • @priyadarsinidas4426
    @priyadarsinidas4426 2 месяца назад

    Great efforts Bhai,thank you so much.🙏💐

  • @pkbably6717
    @pkbably6717 2 месяца назад +2

    ପୁରା doubt clear ହେଲା ଭାଇ ❤❤❤

  • @bharatbhusan4480
    @bharatbhusan4480 2 месяца назад +1

    Very informative. Keep it up. 👌

  • @santoshkumarswain6547
    @santoshkumarswain6547 2 месяца назад +4

    ଆରେ ଭାଇ ସରକାର ଯେଉଁ ପଇସା ଦେଉଛି ତାହା ତାଙ୍କୁ antu ନାହିଁ ଶୁଣିନ କି ଭାଇ ଶୁଖିଲା ଗପ ମାରୁଛ

  • @Ranjana965
    @Ranjana965 2 месяца назад +4

    ଧନ୍ୟବାଦ ଭାଇ 🙏🏻😊

  • @somanathmohapatra7505
    @somanathmohapatra7505 2 месяца назад +2

    ହାଇହୋ tautor ଭାଈ ଏଇଟା କହିଲନି ଯାହାର Ration Card ନାହିଁ। ସେ କେମିତି ଯାଇକି ଫର୍ମ fillup କରିକି ପକେଇବ।
    ତାଙ୍କର incomeproof certificate ଲାଗିବ ନା ନାହିଁ । ସେଇଟା ଜନେଇଲନୀ କାଇଁ କି ସେ doubt ରଖିଲ।

  • @jitendrasamarath4366
    @jitendrasamarath4366 2 месяца назад +3

    ଯଦି ଆଧାର ରେ ବାପା କିମ୍ୱା ସ୍ବାମୀ ର ବି ନାଁ ନ ଥିବ

  • @odiayoutubersony1562
    @odiayoutubersony1562 2 месяца назад

    Thank u thanku bhai. Bahut badhia describe karile apana. Ya thu bhalase jehi bujheiparibeni. Kichi unnecessarily time waste nai. Pura clear bujheile.

  • @mrnayak
    @mrnayak 2 месяца назад +1

    ଭାଇ ଆପଣ ଙ୍କ ଭିଡିଓ ଭଲ ଲାଗିଲା ହେଲେ ଏତିକି କହିବି ଏଇ ଭିଡ଼ିଓ ମାଧ୍ୟମ ରେ ଲୋକୋ ବି ଜାଣିବା ଦରକାର ଲିଙ୍କ୍ ନାହିଁ server ନାହିଁ ତେଣୁ ଅଯଥା ରେ ଭିଡ କରିବା ଦରକାର ନାହିଁ csc ରେ ଆଉ ସରକାର ଜମା ବି ଏଇ କଥା ଟା କହିନାହାନ୍ତି,ଆଉ ଶେଷ ତାରିଖ ବି କିଛି ନାହି ତେଣୁ ଲୋକ ଙ୍କୁ ଯେମିତି କହୁଛନ୍ତି ସୁଭଦ୍ରା ପକେଇବା ପାଇଁ ସେମିତି ଜଣେଇବା କଥା କି ସବୁବେଳେ ସାଇଟ୍ ଖୋଲୁନି ତେଣୁ ଆପଣ ଆମେ ଏବେ ଯାଆନ୍ତୁ ନାହିଁ csc/msk ku🙏

  • @amarsenapati6292
    @amarsenapati6292 2 месяца назад +2

    Bhai bahut Sundar video jay Jagannath ❤❤❤

  • @pareshkumarbehera1483
    @pareshkumarbehera1483 2 месяца назад +3

    ଜୟ ମା* ସମଲେଶ୍ବରୀ*🙏
    ଜୟ ଶ୍ରୀଜଗନ୍ନାଥ*🙏
    💐ଶୁଭ ନୂଆଖାଇ-୨୦୨୪.

  • @kalicharanswain8535
    @kalicharanswain8535 2 месяца назад

    ଧନ୍ୟବାଦ ଆପଣ ପାଞ୍ଜଳ ଭାବରେ ବୁଝାଇ ପାରିଲେ,

  • @umakantamallick8219
    @umakantamallick8219 2 месяца назад +1

    ଶୁଣିବାକୁ ମିଳୁଛି ସୁଭଦ୍ରା ଯୋଜନାରେ ହିତାଧିକାରୀ ପାଉଥିବା ରାଶି କୁ ପରବର୍ତ୍ତୀ ସମୟରେ ସୁଝିବାକୁ ପଡିବ ।ଏ ସମ୍ପର୍କରେ ଦୟାକରି ସନ୍ଦେହ ମୋଚନ କରାନ୍ତୁ ।

    • @Comedyvision2023
      @Comedyvision2023 2 месяца назад

      ସଂପୂର୍ଣ୍ଣ ମାଗଣା ସୁଝା ହେବନି

  • @bibhutibhusannayak6445
    @bibhutibhusannayak6445 2 месяца назад

    ବହୁତ ସୁନ୍ଦର ବୁଝାମଣା । ଭାଗ ଖ ବିଷୟ ରେ କିଛି ଯଣାନ୍ତୁ ।

  • @kamala2012kkp
    @kamala2012kkp 2 месяца назад +3

    ଧନ୍ୟବାଦ ଓଁ ଭାଇ

  • @JambabMuthamajhi-cb6sq
    @JambabMuthamajhi-cb6sq 2 месяца назад +1

    ମୋ ମିଷେସର ଆଧାରରେ ମୋର ନାମ ନାହିଁ କି ତା ବାପାର ନାହିଁ ସେଇଟା ହବକି ନାହିଁ ଭାଇ ା

  • @biswaranjanrout2696
    @biswaranjanrout2696 2 месяца назад

    ଭାଇ ଆପଣ ଯାହା କହୁଛନ୍ତି ଠିକି ଅଛି ଯେ ଏମାନେ ଯାହା କୁହନ୍ତି ଆଉ ଗୋଟେ କରନ୍ତି ତ ସେଇତି ପାଇଁ ଡର ଲାଗୁଛି ଭରଷା୤ ଟିକେ କମି ଯାଉଛି

  • @bindassarabinda208
    @bindassarabinda208 2 месяца назад +1

    ଭାଇ ଯଦି ଗୋଟାଏ ମୋବାଇଲ ନମ୍ବର ଅଛି ତାହାଲେ କଣ ଦୁଇ ଟା ଜାଗାରେ ଗୋଟେ ନମ୍ବର ଲେଖିବାକୁ ପଡିବ

  • @SrikantSahoo-r3w
    @SrikantSahoo-r3w 2 месяца назад

    Thank u bade bhai bahut bola video thila

  • @biswajitdash6022
    @biswajitdash6022 2 месяца назад

    ସରକାର କୁ ପ୍ରଶ୍ନ କର ନ ହିତାଧିକାରୀ ଙ୍କୁ 50000 ଆଉ ଯେ ହିତାଧିକାରୀ ଙ୍କୁ ଚିନ୍ହଟ କରିବା ଲୋକ କୁ 15 ଟଙ୍କା

  • @technicalchintucharan.m.d.o.b
    @technicalchintucharan.m.d.o.b 2 месяца назад +1

    ଭାଇ ତମ ଗାଁରେ କିମ୍ବା ତମ ନଗର, ସାହି ବସ୍ତିରେ ଏଇଭଳି ପଇସା ନେଉଥିବେ ଅଯଥାରେ Csc/Msk ନାମ ବଦନାମ କରୁଛ l views ପାଇଁ ଏତେ ମିଛ କଣ, ପ୍ରଥମେ ନିଜ ଆଖିରେ ଦେଖ ତା ପରେ କହିବ 💯🫵

  • @rajeswarimahanty5871
    @rajeswarimahanty5871 Месяц назад

    Thank you sir 🙏...

  • @bhagabanluhar8558
    @bhagabanluhar8558 2 месяца назад

    good information bro.....thank u

  • @dhanurjoytudu3053
    @dhanurjoytudu3053 2 месяца назад

    Bahut bahut dhanyabad Bhai🎉 from mbj.

  • @MituBhoi-t1r
    @MituBhoi-t1r 2 месяца назад +1

    ଭାଇ ବଢିଆ ବାଗରେ କହୁଚ ଦେଖି ବାକୁ ଆଉ ଶୁଣିବାକୁ ଭଲ ଲାଗୁଚି 👌👌👌👌

  • @ManineeMaharanaMali
    @ManineeMaharanaMali 2 месяца назад

    Tqs Bhai for ur good information

  • @DEEPAKKumar-yq1be
    @DEEPAKKumar-yq1be 2 месяца назад +1

    BAHUT BADHIA INFORMATION DELE BHAI.. QUESTION THILA KI SUBHADRA JOJONA TANKA GOVERNMENT KU PARE FERASTA ( RETURN) KARIBAKU PADIBA KI NAHIN?

  • @amankousalya2730
    @amankousalya2730 2 месяца назад

    Thanks For Ur Information Sir ❤

  • @shashikant-tw3uk
    @shashikant-tw3uk 2 месяца назад +1

    Very good information bhai

  • @tuduasit9746
    @tuduasit9746 2 месяца назад

    ତୁମ ଭିଡିଓ ସବୁ ଭାଇ ଭଲ ଲାଗେ

  • @nilumunda762
    @nilumunda762 2 месяца назад

    🙏🙏🙏🙏🙏🙏🙏🙏🙏 dhanyabaad sir. Bahut dhanyabaad..

  • @dusasansen8017
    @dusasansen8017 2 месяца назад

    Apan ae Vali video diantu very good thanks

  • @balaramjhankar9002
    @balaramjhankar9002 2 месяца назад +1

    Dhanyawad Bhai...🙏🙏🙏

  • @ShivaParida-ks6rt
    @ShivaParida-ks6rt 2 месяца назад

    Thanks for your information sir ❤

  • @cndstatusboy5454
    @cndstatusboy5454 2 месяца назад

    ବହୁତ ବହୁତ ଧନ୍ୟବାଦ ଭାଇ ❤

  • @Bijaynayak-m3j
    @Bijaynayak-m3j 2 месяца назад

    ଧନ୍ୟବାଦ ଭାଇ 🙏

  • @SurendraMaharana-o7p
    @SurendraMaharana-o7p 2 месяца назад

    THANK YOU. .🎉🎉🎉🎉🎉🎉🎉

  • @C.Nnews-Odia
    @C.Nnews-Odia 2 месяца назад

    Thank you 😊

  • @Sanjay-w2o9o
    @Sanjay-w2o9o 2 месяца назад +2

    Bhai reply karibe Aadhar re nam achhi pangila sing hembram bank pass book re pangila sing achhi yes or no

  • @ChampaSabara
    @ChampaSabara 2 месяца назад

    Very nice talking brother I like you too much

  • @Miss__divyanshi___500
    @Miss__divyanshi___500 2 месяца назад

    ଭାଇ signature jie hele b ମାରିଲେ ହେବ କି ଭାଇ।।।।।pls reply ❤😊

  • @jabamajhi9208
    @jabamajhi9208 2 месяца назад

    ଭାଇ ଯଦି accout ରେ ଗୋଟେ ନଂ ଲିଙ୍କ ଅଛି ଆଉ ଆଧାର କାର୍ଡ ରେ ଆଉ ଗୋଟେ no ଲିଙ୍କ ଅଛି ତାହେଲେ ଅସୁବିଧା ହେବ କି ମୋର ସେଇ ଭଳି ହେଇଛି

  • @sarbeswarbiswalbiswal9000
    @sarbeswarbiswalbiswal9000 Месяц назад +1

    Aama odisha basinda aama Pune ra rahuchu aama aadhar card Pune ra aama subhadra yojana ra apply Kari pari bu ki nahi

  • @ArunBehera-yh5jt
    @ArunBehera-yh5jt 2 месяца назад +1

    ଆପଣଙ୍କ ପରି କେହି ବୁଝଇ ନାହାନ୍ତି ❤

  • @harapriyarout6994
    @harapriyarout6994 2 месяца назад

    Thank you so much Vaai... 😇

  • @PoojaDevi-yd1eg
    @PoojaDevi-yd1eg 2 месяца назад

    ❤❤❤❤ thank u bhaiya

  • @gourangasahu-sy1jk
    @gourangasahu-sy1jk 2 месяца назад

    Jay Jagannath Jay odisha Jay bharat super news Bhai 😁😁😁😁😁

  • @shriyashruti1213
    @shriyashruti1213 2 месяца назад

    adhar re jau adress achi sei adress dia jiba na jie jauthi rahuchi.. i mean jadi jane grl marriage pare ta address change hei na thiba 1st ta unmarried address thiba sei jaga re se kau address deba....plz please reply mostly

  • @HariharPradhan-qz4ly
    @HariharPradhan-qz4ly 2 месяца назад

    Thankyou bhai

  • @BapunmaikaMaika
    @BapunmaikaMaika Месяц назад

    March masa ra apply karila sabu kishti Tonka meliba na

  • @deenokumartudu7940
    @deenokumartudu7940 2 месяца назад

    ଧନ୍ୟବାଦ ସାର୍ 😊

  • @JyD256
    @JyD256 2 месяца назад +1

    Bhai government ta mobile re bhi dei pari thaanta kintu CSC, MSK ku apply kariba pain' dela ebe eha hain heba . uidai mobile number link re bhi tanka lutiba chalichi kuade jibe Loko Mane 4jana mana karuchanti paisha debuni kintu 10 jana 100 ,50 dei apply karuchanti

  • @chandan1946
    @chandan1946 2 месяца назад

    ଝିଅର ଆଧାର କାଡ ରେ ବାପାଙ୍କର ଫୋନ୍ ନମ୍ବର ଥିଲେ ପଇସା ମିଳି ପାରିବକି ଦୟା କରି ଜଣାଇବେ

  • @daktarakumar5040
    @daktarakumar5040 2 месяца назад +1

    Thank you bro

  • @zsnothinglikeanything7624
    @zsnothinglikeanything7624 2 месяца назад

    ନିଜେ ସମସ୍ତିଙ୍କ ଘର କୁ ଯାଏ fillop କରୁନ ଜନ ସେବା ବାଲା ମୂଲିଆ ତ ମାଗଣା ରେ ସବୁ କରି ଦେବେ

  • @tkkahaniya53
    @tkkahaniya53 2 месяца назад +1

    ଧନ୍ୟବାଦ ଭାଇ

  • @LizaBelar
    @LizaBelar 2 месяца назад

    Thank you Bhai🙏

  • @BayaSamal
    @BayaSamal 2 месяца назад

    Sir printout var kariki filap karuchanti apply heipariba

  • @MilanPradhanMilanPradhan-p6g
    @MilanPradhanMilanPradhan-p6g 2 месяца назад

    ଧନ୍ୟବାଦ ଭାଇ

  • @mr.dpcreation4598
    @mr.dpcreation4598 Месяц назад

    Bhai mora account re link achi baroda bank hele form re dia heichi state bank tanka asiba ki nahi

  • @bijaykumarnayak5560
    @bijaykumarnayak5560 2 месяца назад

    ଭାଇ ବ୍ୟାଙ୍କ ଜରିଆରେ ଟଙ୍କା କେମିତି ମିଳିବ।ବ୍ୟାଙ୍କ ବିଷୟରେ କିଛି ଜଣାଇଲେ ଭଲ ହୋଇଥାନ୍ତା।

  • @ସଂକଳ୍ପ
    @ସଂକଳ୍ପ 2 месяца назад

    ଭାଇ ଅସ ବସିକି ଫର୍ମ ଟି apply କରିବ। 🤐 ହେଇଯିବ। କହି ପଇସା ନେଉନାହାନ୍ତି। ଅଯଥାରେ Csc or MSK କୁ କୁହନି। ଖାଲି viewer ବଢ଼ାଇବା ପାଇଁ ବଦନାମ କରନି। ଯଦି ଠିକ୍ ରେ ଲୋକଙ୍କୁ ସାହାଯ୍ୟ କରିବାର ଅଛିତ real ground କୁ ଯାଇ କି ଦେଖ।

  • @SamirSwain-u5q
    @SamirSwain-u5q 2 месяца назад +6

    ଅଧିକାଂଶ ଆଧାରରେ ସ୍ବାମୀ କିମ୍ୱା ବାପା ଙ୍କ ନାମ ନ ଥିବ ସେ କ୍ଷେତ୍ର ରେ କଣ କରା ଯିବ

  • @KushaNayak-oe6zf
    @KushaNayak-oe6zf 2 месяца назад

    ସାର୍ ମୁଁ ବିନା ଅଟିପି ବିନା ଫିଙ୍ଗର୍ ରେ କରାଇ ଥିଲି ପଇସା ଆସିବକିନାହିଁ ଟିକେ ଜଣାନ୍ତୁ

  • @manojkumarsahoo9121
    @manojkumarsahoo9121 2 месяца назад

    14 tarikha Purbaru without otp apply mliba ki nahi

  • @sureshmajhi4280
    @sureshmajhi4280 2 месяца назад

    Part 1,,, good 👍

  • @nilakanthasahoo8101
    @nilakanthasahoo8101 2 месяца назад

    ଜନସେବା କେନ୍ଦ୍ର ବାଲା କହୁଛି ମୋବାଇଲ୍। ନମ୍ୱର ଲିଙ୍କ ନଥିଲେ ହେବ ନାହିଁ

  • @rsisa6014
    @rsisa6014 2 месяца назад +1

    ଆକାଉଣ୍ଟ ନଂ ନୋ ଦେଲେ କେଉଁଥିରେ ଆସିବ sir sir

  • @JagabandhuMalik-ck5fj
    @JagabandhuMalik-ck5fj 2 месяца назад

    ଯୋଉ ମାନେ ଵିନା ଫିଙ୍ଗର ପ୍ରିଣ୍ଟ ଆଉ ବିନା E kycରେ କରିଥିଲେ,ସେମାନେ କ'ଣ କରିଵେ।ସେମାନେ ଟଙ୍କା ପାଇଵେ ନା ନାହିଁ।

  • @bhabasindhukhuntia8358
    @bhabasindhukhuntia8358 2 месяца назад

    Bahut bahut dhanyawad Bhai

  • @sumitkumarjenavlogs8088
    @sumitkumarjenavlogs8088 2 месяца назад +3

    ଭାଇ ରାସନ୍ କାର୍ଡ ରେ ନାଁ ନ ଥିଲେ କଣ ହବନି

  • @AkashSabar-v8u
    @AkashSabar-v8u 2 месяца назад +1

    ଧନ୍ୟବାଦ୍ ସାର୍

  • @jyotsnaranisahoo1090
    @jyotsnaranisahoo1090 2 месяца назад

    ଯଦି ଆଧାରରେ କେବଳ ମସିହା ଅଛି କିନ୍ତୁ ତାରିଖ ମାସ ନାହିଁ ହୋଇପାରିବ ନାଁ nahi

  • @DillipMohapatra-i8f
    @DillipMohapatra-i8f 2 месяца назад

    ଯଉ ମାନେ ଘର ଦୂରରେ ରହି କାମ କରୁଛନ୍ତି ସେମାନେ ସେଠୀ ରହି ଆବେଦନ କରିପାରିବେ ନା ଘର କୁ ଆସିବାକୁ ପଡ଼ିବ?????

  • @NareshKumar-kb2qg
    @NareshKumar-kb2qg 2 месяца назад +2

    ମୋର ଭାଇ ଗୋଟେ ଫୋନ୍ ଚୋରି ହେଯାଉଛି ଯାହାକି ଆଧାର ଲିଙ୍କି ଥିଲା ଏବେ ଆଉଗୋଟେ ସିମ୍ ଚାଲାଉଚି ସେଇଟା ହବ କି

  • @KanheikumarVlog
    @KanheikumarVlog 2 месяца назад +6

    ଭାଇଙ୍କ ସବୁ କିଏ like କରିଚ ଜୟ ଜଗନ୍ନାଥ

  • @SARASWATISINGH-q2v
    @SARASWATISINGH-q2v 2 месяца назад

    Thank u sir

  • @short.status.r7743
    @short.status.r7743 2 месяца назад

    Dhanyabaat sir

  • @urmilapati514
    @urmilapati514 2 месяца назад

    Bhai form ra back side declaration ta fill up hebani ki na

  • @manojdjmanojdj247
    @manojdjmanojdj247 2 месяца назад

    Sir 17 tarikha pare apply karile tanka kete bele asiba please reply

  • @SukramBhatra-ck5tq
    @SukramBhatra-ck5tq 2 месяца назад

    Thank you bhai

  • @bhismabhatra86
    @bhismabhatra86 2 месяца назад

    ଭାଇ ଧନ୍ୟବାଦ

  • @nayakmanoj713
    @nayakmanoj713 2 месяца назад

    Dhanyawad Bhai ❤❤❤

  • @Dikshanvlog
    @Dikshanvlog 2 месяца назад

    Adhar re pita kimba swami nka name na thile b apply hei pariba ki

  • @subhamsanjuktaparida7666
    @subhamsanjuktaparida7666 2 месяца назад

    Bhai aadhar sahita bank account link rahiba jaruri ki plz kuha bhai