Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଛୋଟରାୟ sir ଙ୍କ interview ଟି ଦେଖି ଖୁସି ଲଗିଲା. ❤
ଓଡ଼ିଆ ସଙ୍ଗୀତ ଜଗତରେ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆଧୁନିକତାର ରଙ୍ଗ ଭରିବାରେ ଦେବଦାସ ଛୋଟରାୟ ସାରଙ୍କର ଅବଦାନ ଅତୁଳନୀୟ 💓💓💓🙏🏻💓💓💓
ସାର୍ ଏତେ ମହନୀୟ , କାରଣ ତାଙ୍କର ସ୍ପଷ୍ଟ କଥା, ସହଜ ସାଧାରଣ ଚଳଣି, ବିନୟଭାଵ , ଉଗ୍ରତା ବିହୀନ ଆଧୁନିକତା କୁ ଗ୍ରହଣ କରିବାର ଉତ୍ସୁକତା, ନରମ ନରମ ପ୍ରଭାବିତ କରୁଥିବା ହୃଦୟଜୀଣା ନିର୍ବିବାଦୀୟ ଶୃଙ୍ଖଳିତ ଭାଷା, ସ୍ଥିତପ୍ରଜ୍ଞତା ,ନିରହଙ୍କାରତା, ଅସାଧାରଣ ହୋଇ ମଧ୍ୟ ସାଧାରଣରେ ପ୍ରାକୃତିକତା ଇତ୍ୟାଦି ଇତ୍ୟାଦି ସୁଗୁଣ ରେ ହୋଇ ଥିବାରୁ ବିଭୂଷିତ ।
ଆପଣ ଏମିତି ଓଡ଼ିଆ ଭାଷା ସାହିତ୍ୟ ର ସ୍ରଷ୍ଟା ଙ୍କୁ ଏହିପରି ସାକ୍ଷାତକାର କରିବା ଦ୍ୱାରା ଅନେକ ଛାତ୍ର ଛାତ୍ରୀ ଉପକୃତ ହେଇପାରୁଛନ୍ତି l
ସ୍ପଷ୍ଟବାଦୀ , ନିର୍ଭୀକ , ସ୍ୱତନ୍ତ୍ର ..ଦେବଦାସ ଛୋଟରାୟ ସାର , 🙏🙏ସରସ୍ଵତୀଙ୍କର ଅଶେଷ ଆଶୀର୍ବାଦର ଅଧିକାରୀ ,ତାଙ୍କ ସହ ଦୁଇ ମିନିଟର କଥା ଜୀବନ ସାରା ଏକ ଅନନ୍ୟ ଅନୁଭୂତି ଦିଏ🙏
Thanks Madam for this interview . Very insightful conversation with Mr Devdas Chhotaray. We are enjoying these lively interactions with all time Odia icons drawn from diverse fields. These will prove treasure troves for the next generations. 🙏🙏
Really great chira namasya
ଦେବଦାସ ଛୋଟରାୟ ଙ୍କୁ ଯେତେ ଶୁଣିଲେ ବି ନୁଆଁ ଲାଗେ, ଥରେ ତାଙ୍କୁ ଶୁଣିଥିଲି, ଏବେ ଶୁଣି ବି ବହୁତ କିଛି ଜାଣିବାକୁ ଓ ଶୁଣିବାର ଅଭିଳାଷ ବାକି ରହୁଛି। ଏଡ଼େ ବଡ଼ ବିଶାଳ ବ୍ୟକ୍ତିତ୍ୱ ଅଥଚ କେତେ ସରକ ତାଙ୍କର ଅଭିବ୍ୟକ୍ତି। ଭଗବାନ କରନ୍ତୁ ସେ ସୁସ୍ଥ ରହି ଏ ଜାତି ର୍ କଥା କୁ ଜାରି ରଖନ୍ତୁ। ଇତି ଙ୍କୁ ମଧ୍ୟ ଅନ୍ତରରୁ ଧନ୍ୟବାଦ।
ଅକ୍ଷୟ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ
Nice interview
I salute 🙏🏻🙏🏻🙏🏻Nice presentation👍
He is one of my favorite person.
ବହୁତ ସୁନ୍ଦର ଲାଗିଲା, ଶବ୍ଦର ଗନ୍ତାଘର
ଏ ଯାବତ ଶୁଣି ଥିବା ଏକ ଅନନ୍ୟ ସାକ୍ଷାତକାର
ମ୍ୟାମ୍, ଆପଣଙ୍କ କାର୍ଯ୍ୟକ୍ରମକୁ କିମ୍ବଦନ୍ତୀ ଗାୟିକା ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ଛୋଟରାୟଙ୍କୁ ଆଣନ୍ତୁ। ଶାନ୍ତି ମ୍ୟାମ୍ ଙ୍କ ସହିତ ଆପଣଙ୍କ ଆଳାପ, ଏକ ସ୍ମୃତି ହୋଇ ରହିବ।
ଯେତେ ଶୁଣିଲେ ବି ମନେ ହୁଏ ଅନେକ କିଛି ବାକି ରହିଗଲା
All this gem ..just hear him u will get paradise love from ❤❤ Nayagarh
Fantastic interview.thank you .
Wonderful interview. Keep it up Iti madam
Jay Jagannath.Mahaprabhu nku prarthana Sir sabubele pilalia ruhantu.
🙏🙏🙏🙏🙏. Nice presentation.
ଓଡ଼ିଆ ଭାଷାର ଦେବଦାସ ଓଡ଼ିଆ କବିତା ର ଦେବଦାସଓଡ଼ିଆ ଗୀତ ର ଦେବଦାସ
ଦେବଦାସ ସାର୍ ଙ୍କ ବିଷୟରେ କେବଳ ଏତିକି ଜାଣିଥିଲି ସେ ଖୋକା ଭାଇଙ୍କ ଅତି ପ୍ରିୟ ବନ୍ଧୁ କିନ୍ତୁ ଏହି ସାକ୍ଷାତକାର ଦେଖିଲା ପରେ ଜାଣିଲି ତାଙ୍କର କଟକ କୁ ନେଇ ଭଲ ପାଇବା ତାଙ୍କର ପିତା ମାତା ଙ୍କ କଥା ବହୁତ୍ ଭଲ ଲାଗିଲା ଜଣେ ମାଟିର ମଣିଷ ଙ୍କ ସହ ଏହି ସାକ୍ଷାତକାର ଦେଖି । ସୁସ୍ଥ ରୁହନ୍ତୁ ଆହୁରି ଅନେକ କିଛି ଲେଖନ୍ତୁ ଓଡ଼ିଆ ମାନଙ୍କ ପାଇଁ ❤🙏
Modern kabita re mote bhala Lage # ସପନର ଆର ପାରି ଗାଁ.. # ଏମିତି ଏକ ଚେହେରା, # ତୁ ଏକା ଆମ ସାହା ଭରଷା ❤❤... # ତୁମେ ଜାଣ ନା ମୁଁ ଜାଣେ ନା ..# ଲହରୀ ଲହରୀ...
ସାର୍ ଙ୍କର କଥା ସବୁ ହୃଦୟ କୁ ଛୁଇଁଲା ା🙏
ଦେବଦାସ ଛୋଟରାୟଙ୍କ ଫୋନ ନମ୍ବର ମୋର ଦରକାର। ମୁଁ ପାଇପାରିବି ?
ମୁଁ ବି ବୁଝି ପାରେନି ବହୁତ କଥା
Hii...

I salute 🙏🏻🙏🏻🙏🏻
Nice presentation👍
He is one of my favorite person.
ବହୁତ ସୁନ୍ଦର ଲାଗିଲା, ଶବ୍ଦର ଗନ୍ତାଘର
ଏ ଯାବତ ଶୁଣି ଥିବା ଏକ ଅନନ୍ୟ ସାକ୍ଷାତକାର
ମ୍ୟାମ୍, ଆପଣଙ୍କ କାର୍ଯ୍ୟକ୍ରମକୁ କିମ୍ବଦନ୍ତୀ ଗାୟିକା ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ଛୋଟରାୟଙ୍କୁ ଆଣନ୍ତୁ। ଶାନ୍ତି ମ୍ୟାମ୍ ଙ୍କ ସହିତ ଆପଣଙ୍କ ଆଳାପ, ଏକ ସ୍ମୃତି ହୋଇ ରହିବ।
ଯେତେ ଶୁଣିଲେ ବି ମନେ ହୁଏ ଅନେକ କିଛି ବାକି ରହିଗଲା
All this gem ..just hear him u will get paradise love from ❤❤ Nayagarh
Fantastic interview.thank you .
Wonderful interview. Keep it up Iti madam
Jay Jagannath.Mahaprabhu nku prarthana Sir sabubele pilalia ruhantu.
🙏🙏🙏🙏🙏. Nice presentation.
ଓଡ଼ିଆ ଭାଷାର ଦେବଦାସ
ଓଡ଼ିଆ କବିତା ର ଦେବଦାସ
ଓଡ଼ିଆ ଗୀତ ର ଦେବଦାସ