Viral video ଜଗନ୍ନାଥ ଙ୍କୁ ନେଇ ଭାଇରାଲ୍ ସିନ୍ , ବଡ଼ ବେଦରଦୀ କଳା ସାଆନ୍ତ Kanha Swain ଯାତ୍ରା ସିଂହବାହିନୀ
HTML-код
- Опубликовано: 7 фев 2025
- Viral video ଜଗନ୍ନାଥ ଙ୍କୁ ନେଇ ଭାଇରାଲ୍ ସିନ୍ , ବଡ଼ ବେଦରଦୀ କଳା ସାଆନ୍ତ Kanha Swain ଯାତ୍ରା ସିଂହବାହିନୀ
#jatrasinghabahini
#odia
#newjatra
#newnataka
#viralvideo
#jatraviralvideo
#badabedaradikalasanta
#jatrasingerdkrishna
#odiajatra
#odiajatravideo
#singhabahiniviralvideo
#kanhaswain
#operasinghabahini
Please Like Share Comments Subscribe & Click Bell Icon Thank You
ଭାଇ ସେ କାହ୍ନl ସେ ନାଟକ ରେ ମୁସଲିମ ର କ୍ୟାରେକଟର ପ୍ଲେ କରୁଛନ୍ତି ତାପରେ ଅନ୍ୟ ଧର୍ମ ର ବ୍ୟକ୍ତି ସହଜରେ ସନମାନ ଦେବେନି ତାପରେ ସେ villian roll କରୁଛନ୍ତି ସେଠି ଏତେ ଦର୍ଶକ ଥିଲେ ସବୁ ଦେଖୁଥିଲେ ସେମାନେ କଣ ହିନ୍ଦୁ ନୁହନ୍ତି କି କାଇଁ ସେମାନେ ବିରୋଧ କରିଲେଣି so ମନୋରଞ୍ଜନ ଧର୍ମୀ ଏହା ନାଟକ ତାକୁ serious ରେ ନେବା ଠିକ ନୁହେଁ ତାଛଡା ମୁଁ ଯେତିକି ଜାଣିଛି କାହ୍ନl ଭାଇ ଜଣେ ବହୁତ ଧର୍ମୀ ଆଉ ଭଗବାନ ବିଶ୍ୱାସ ଲୋକ ତେଣୁ ସେ ଅଭିନୟ କରିଛନ୍ତି ଭୁଲ କିଛି ନୁହେଁ ଅନୁରୋଧ ରହିବ writer ଆଉ director ଙ୍କୁ କି ଭଗବାନ କିମ୍ବା ଜାତି ଭିତିକ କିଛି ବି ନାଟକ କରନ୍ତୁ ନାହିଁ ବିଶେଷ କରି ଯାତ୍ରା ମାଲିକ ଏହା ପ୍ରତି ଧ୍ୟାନ ଦିଅନ୍ତୁ ଜୟ ଜଗନ୍ନାଥ
ତୁ ଶଳା ପଠାନ ଜଣା ପଡୁଛି
Nijara commonsense thiba darkar
Please cut this seen from story
Vari support
Harami
Jay Sri jagganath swami 🙏 jay Sri MAA 🙏
କାହ୍ନା ଜଣେ ଉଚ୍ଚକୋଟିର କଳାକାର ହୋଇପାରନ୍ତି । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଙ୍କୁ ଅସନ୍ମାନୀତ କରିବା ଦୁଃଖ ଦାୟକ ଘଟଣା । କାହ୍ନା ଭୁଲ ମାଗିବା ଦରକାର |
Bhai se muslim ra carecter karichi tame pura nataka dekha bujhi pariba😢
Ta kn hele ki amitia natak kariki Hindu nku parihas karacha laza laguchi ahuri suport karucha @@Lipudas76
ଏମାନଙ୍କର ଭାଷାଜ୍ଞାନ ନାହିଁ।ଏମାନଙ୍କୁ
ସମ୍ମାନ ଦେବା ଉଚ୍ଚିତ୍ ନୁହେଁ
ନାଟକ ଚରିତ୍ର ହିସାବ ରେଦେଖିବା. ଖୁସି ଲାଗୁଚିଯେଉଁ ମାନେ ଆମ ଧର୍ମ କୁ ଅସନମାନ କରୁଛନ୍ତି ସେମାନଙ୍କୁ ପ୍ରତିବାଦ କର
Good massage right ❤❤
ବହୁତ୍ ଭୁଲ୍।।। ଜଗନ୍ନାଥ ଙ୍କୁ ଏମିତି କରିବା ନଥିଲ।।।।।।। ଗୋଟେ ଖେଳନା ନେଇ କରିଥାନ୍ତେ।।।।
।।।
ପ୍ରଭୁ ଙ୍କୁ ମୁଣ୍ଡେଇ ନେଇ ପାରିଥାନ୍ତ,କୋଳେଇ ନେଇ ପାରିଥାନ୍ତ କିନ୍ତୁ ଏଭଲି ବାନ୍ଧି କାନ୍ଧରେ ପକେଇ ନେବା ଟା ଠିକ୍ ନୁହଁ ଏ ଦୃଶ୍ୟ ରେ ସୁଧାର କରାଯାଉ. ବିଶ୍ଵ ବ୍ରହ୍ମାଣ୍ଡର ଗୋସେଇଁ ସେ ଏଭଲି ବ୍ୟବହାର ଠିକ୍ ନୁହଁ. କ୍ରିଷ୍ଣା ଭାଇ ଆପଣଙ୍କ ମାଲିକ au ନିର୍ଦେଶକ ଙ୍କ ସହ ଆଲୋଚନା କର. କିଛି ସମାଧାନ କର.
Right
Right
ହେ ପ୍ରଭୁ ଏମାନଙ୍କୁ କ୍ଷମା କର ଜୟ ଜଗନ୍ନାଥ
ଆରେ ମୂର୍ଖ ନିର୍ଦେଶକ,,,ଦୃଶ୍ୟର ଲେଖା ଓ ଅଭିନୟ ରେ ପରିବର୍ତନ କର,,,,ଭଲ ନାଟକ କଲେ,hit ହେବ,ଚର୍ଚ୍ଚା ହେବ,,,,,କିନ୍ତୁ hit ଓ ଚର୍ଚ୍ଚା ହେବା ପାଇଁ ନାଟକ କର ନାହିଁ,,,,ଗୁଡ଼ାଏ ମାଡ଼ ଖାଇବା ଟା ଥୟ,,,
କେବଳ ଡାଇଲକ କୁହନ୍ତୁ କିନ୍ତୁ ଠାକୁର ଙ୍କୁ ଆଣି ଏଭଳି ବାନ୍ଧି ନିଅନ୍ତୁ ନାହିଁ।
ମହା ପ୍ରଭୁ ଜଗନ୍ନାଥଙ୍କ ଙ୍କୁ ନେଇ ଯାତ୍ରା ଅପମାନ ଆମ ମହା ପ୍ରଭୁ ଙ୍କ ପାଇଁ,arrest କର କଳା କାର ଙ୍କୁ
Jay Jagannath 🙏🙏🙏
🙏ଜୟ ଜଗର୍ନାଥ, ଗୋଟିଏ କାହାଣି କୁ ନେଇ ନାଟକ, ଅନେକ ଅଭିନେତା କୁ ନେଇ ନେଇ କାହାଣି, ଏଠି ବୁଝିବା ବୁଝେଇ ବା ବଡ କଷ୍ଟ, ବେଳେ ବେଳେ ଛୋଟ ଆକାର କାର ଅର୍ଥ କୁ ଅନର୍ଥ କରେ,,ପ୍ରତେକ କାହାଣି ରେ ନାୟକ ଖଲନାୟକ ରୁହନ୍ତି, ହେଲେ ସଂଳାପ ଅଲଗା ଅଲଗା, ତେଣୁ..ପ୍ରତେକ ଘଟଣା କୁ ଧର୍ମ ରେ ଯୋଡିବା ଯଦି... ହିନ୍ଦୀ ସିନେମା ଓ ଏମ ଜି ରେ ଦେଖନୁ କଣ ନକରିଛି ଏମିତି ଅନେକ ଅଛି, କିନ୍ତୁ ନାଟକ ର ପ୍ରତେକ ସଂଳାପ କୁ ଆରମ୍ଭରୁ ଶେଷ ଯାଏ ଯଦି ଦେଖାଯାଏ ତେବେ ବୋଧେ ଫିଟ ଅଛି କାରଣ ପ୍ରଭୂ ଙ୍କୁ କାନ୍ଧରେ ନେଲାପରେ ଅପାଙ୍କ ସଂଳାପ କୁ ବୁଝନ୍ତୁ, 🙏 କ୍ଷମା କରିବେ 🚩🦚
Jay shree jagannath 🙏🙏🙏
ଅପେକ୍ଷା କର ପୁରା ଟିମ୍ ଚପଲ ମାଡ ଖାଇବ । ଜଗତର ନାଥ ଜଗନ୍ନାଥ ଙ୍କୁ ଯେଉଁ ଭଳି ବ୍ୟବହାର କରୁଛ ! ଅପେକ୍ଷା କର ପାର୍ଟି ତ ବୁଡିବ କିନ୍ତୁ ତୁମେ ମାନେ ବି ପଙ୍ଗୁ ହେବ । ଜୟ ଜଗନ୍ନାଥ 🙏🙏🙏
Writer kie taku dhar ye scene lekhila kemiti
@@niranjanadas7170 dipak jena
ଏ ସବୁ ଅଭିନୟରେ ହୁଏ
ନାଟକ ସମାଜକୁ ଭଲ ବାଟରେ ନେବା ଉଚିତ।ଠାକୁରଙ୍କ ଅବମାନନା ସମାଜ କେବେ ସହି ପାରିବ ନାହିଁ।ତେଣୁ ଷ୍ଟୋରୀ ଭଲ ରଖନ୍ତୁ,ଲୋକେ ଆନନ୍ଦ ଅନୁଭବ କରନ୍ତୁ।ଜାତିର ମାଟିର ସମ୍ମାନ ରଖନ୍ତୁ। ଯାତ୍ରା ର ଲେଖକ ମାଲିକ director ସମସ୍ତେ ଧ୍ୟାନ ଦେବା ଉଚିତ।
ଜଗନ୍ନାଥ ଙ୍କ କୃପାରୁ ତାଙ୍କର ଅଙ୍ଗ ହାନି ହେଵ
କାନ୍ହା ଆଉ ଟିକି ର ଆଗଭଳି ରୋଲ ଆଉ ନାହିଁ. ମନରେ ଗର୍ବ ହେଇଗଲାଣି
ଆପଣ ମାନଙ୍କୁ ବିନମ୍ର ଅନୁରୋଧ କରୁଛି ଏହି ନାଟକରେ ପରିବେଷଣ ନାଟକୀୟ ଅଭିନୟ ହିସାବରେ ଗ୍ରହଣ କରିବା
ଏ seen ଟା କୁ tag line ରେ viral seen ଲେଖିବା ଟା ସବୁଠୁ ବଡ ଭୁଲ....କଳାକାର ଭଗଵାନ ଙ୍କ ଆଶୀର୍ବାଦ ଏମିତି ନିମ୍ନ ମାନସିକତା ଭଗଵାନ ଙ୍କୁ ନେଇ ଏମିତି ଭିଡ଼ିଓ କରିବା ଭଲ ନୁହଁ.. ଭଗବାନଙ୍କୁ ଡର ଟିକେ
Super Acting ya ku nobel puroskar diya jau ,sesore thakur ku chhadileni
Bhala Kalani kanha bhai.
Luha khali luha😢😢😢😢
କଣ ନାଟକ ଟା ଅଭିନୟ କରୁଛନ୍ତି ମନରୁ ନା ବହି ରେ ଲେଖା ଯାଇଛି ଯଦି ଲେଖାଯାଉଛି ସେମାନେ ଅଭିନୟ କରୁଛନ୍ତି ଯଦି ଲେଖାଯାଇଛି ଟା ଠୀ କି ଯଦି ଲେଖା ଯାଇନି ଭୁଲ ତା ବିରୋଧରେ କାର୍ଯୟାନୁଷ୍ଠାନ କର ଓ ଯିଏ ଲେଖିଛନ୍ତି sir ka ବିରୋଧ ରେ କାଯ୍ୟ ଅନୁଷ୍ଠାନ କର
Duty is god kanha
❤❤ har har Mahadev
Apaman ama jaganth ku .pravu dekhibe se kalakar ku ...
Jay maa singhabahini jay jagannath
❤kalu👍👌🌹🙏
Jayjagrnnta 🙏🙏🙏😭
କାହ୍ନ କୁ ଜେଲ ହଉ
Kanha amiti jaganath nk sathira kariba thik natila government action naba katha
ଏ ଭୋଳୀ ନାଟକ ବନ୍ଧ କର ନ ହେଲେ ଆଗାମୀ ଦିନରେ ବହୁତ ଭାରି ପଡିବ
Dinesh das dai
😂😂😂😂😂😂😂 super star
ତୁମେ ଜଗନ୍ନାଥଙ୍କୁ ନେଇ ନାଟକ କରୁଛ
ପାଲା ଗାୟକ କଣ ଶା ଗୁଣା ନାଟକ କରିବେ
Scene re Ama Jagannath nku apaman kala bhali kaunasi katha nahi. Ahuri ama Jagannath sanskruti ra khub sundar upasthapana Kara jaichi. Kichi sasta youtuber sampurna scene upload na kari singhabahini au kanha Bhai nhku badnam karuchanti...
Right bhai
Sasta youtube channel kari emiti badnam karuchanti
କାହ୍ନା ବାଣ୍ ଆଷ୍ଟିଟ୍
ଏମିତି ନ କରି କାନ୍ଧରେ ବସାଇ ନେଇ ଥିଲେ କିଛି ଅସୁବିଧା ହେଇ ନଥାନ୍ତା ତା ପରେ ଗୋଟିଏ ହାତରେ କଣ୍ଢେଇ ଭଳିଆ ଧରି ବୁଲାଇବା ଠିକ୍ ଲାଗିଲା ନାହିଁ ।
Right
Sabu thik ei gote bhul hela
ପପୁ କହିଥିଲା, ତୁ କରିିଦେଲୁ ତାର ପ୍ରତିଫଳ ପାଇବାର ଦିନ ଆସିବ
Kalakar tie kan karipariba... Sie ta chakiri karichi jatra malika pakhare... Writer jaha lekhichi seita ta taku paribesana karibaku pade nirdesaka ra nirdesana Anusare......
Aa seen Kariba aka ଦୁଃସାହସିକ କାମ
ବହୁତ୍ ଭଲ ଦୃଶ୍ୟ ଅଛି ତାକୁ ଆଣି ପ୍ରତିପାଦିତ କରିଥିଲେ ଭଳ ହୋଇଥାନ୍ତା
ଜଗନ୍ନାଥ ଙ୍କୁ କାହ୍ନା ଭାଇ ଚିହ୍ନି ପାରୁନି ପୋନି ନିଜ ନାମ ବି kahnaa,so ଏମିତି ଫାଲତୁ seen ଡାଇରେକ୍ଟର କେମିତି କଲା। ଫ ଳ ଭୋଗିବ ଦିନେ kahnaa।
Kanha mu tate mu final maribi tu mo banda jatra karuchu mo ghara bi jagatsinghpur mu tate final hanibi mo bapa maa rana kebe balikuda asibu kaha maghian
Mu janini apera ra story kana aau jadi semiti bi kichi situation ase e jagannathnku bhala pau thiba loka Mane jagannathnku rakhya kariba pain keun bi sima dein jai paranti. Kebala tanka pain ame jibana deibi paru aau jibana dei bi paru..... Bhul thile khyama karibe
Kala pahadara sinn kemiti nakariba
Kanha bhai yah bhulna gira Dhokha bhul Magar yah Dharm Jagannath humko nahin yah theek no
Odia bhai mana nku anurode jatra dekhani
Eha bahuta kharap sin
Jaha❤ku badhuchhi
ଶଳା କୁକୁର କୁ ପାକିସ୍ତାନ ପଠାଅ ସେଠାରେ ସେ ବିପି କରିବ
All are the odisha Jatra party team, they're not prohibited from doing anything but whatever they are doing they should think before doing it because the God is from our Odisha.
ପ୍ରଥମେ ସେ ଲେଖକ ପରେ nirdasaka ଶେଷରେ kanha କୁ ଗିରଫ କର
Nataka kale ama sankruti ku biki deba bajarre keita paisha pani story lekhiba ku jani jaganathku amite kariba bahut barda bhul.
Jagannath kn se actornk sanga ... a bhul ra prayschit kariba darkar ... nehele jaga tamaku kebe khyama karibeni ...
kalakara ku arreste karajau future jemiti n heu
Tanka pai Thakuranku chadilani, ethipai gote strong action nebaku heba sarkar nku, nahela au kiabi emiti karibaku sahash kariba.
ଟଙ୍କା ପାଇଁ ଶଳା ମାଆକୁ ବି ବିକିଦେବ
Prabhu nku,dahana hatara uthaiba katha
Bhai a seen ban karajau plz sahi heluni,mohan babu jaldi action niajau,
Bhalare dhoichi mo channel re
Amne Mane Mane bhabuchanti badakalakar Amne adhika tanka nauchanti
Mg Banda ଯାତ୍ରା କରୁଚ
Watch “Razkar” movie how Hindu religion got offended in past 😢
pratham bhul amisa khai..prabhunku chuiba...
Sabu audience kahi gote video kari
Jau mane emiti micha viral karichanti
Tanku dekeideintu
ସବୁ ହେଲା ଜେ ଏମିତି ନେବା ଠିକ ହେଲା ନି
Wait kara Yara bi sarathi baba bhali namaste kalebara heba. Emiti abasta heba nijaku nije chinhibparibani
Kanha biswas bramhamanda debata ku Asanman karichi taku arrest kara jau
To maagiha amiti role karuchu to hatare kosto heba salre
Khali bekar ta re loko emiti hauchanti semiti kichi nahi ye scene re
Band party bala malik
Video dekhantu mo chhanel jai bhalare dhoichi emanaku
A ma ra gote Bhai mananku kahi baku chahuchhi je e mo Bala jatra e seen dekhile ki mo deha jaluchhi
To bou bia kanhha maghian
Jou bhai jatra dakhouthula odisa bhara pila thilaki ama jagannath ku amite apaman karuthila kusi houthila che tamaku kharap lagilane
Mada haba ☝️☝️
ଏହି ନାଟକଟିକୁ ଟିକେ ଭଲରେ ଦେଖନ୍ତୁ.... ତାହାପରେ କିଛି କୁହନ୍ତୁ 🙏
To bou bia maghian
Aji kanha ku gali karuthiba loka,
kouthi thila jebe mo bada thakura ratha ru padigale??
sebayat nka katha grahan kala na tame sabu?
Badnam kariba ku chest karuchanti knaha ku
Tumaku laja laguchi naa amiti seen ku RUclips re pakei viral ra akhya daucha ketota tanka pain viral heba pain amiti karani 4.5cr odia nka mauda mani jagatara natha jagannath se 🙏
KalaPahada Bija
Bad 😢😢😢😢😢😢😢😢😢😢😢😢😢😢😢😢😢😢😢
Odishare jatra Banda karantu.Andhra,maharastrare jatra nahni semane puni banchichhanti na nahin.seithipain odisha semanankatharu gariba.
Scene re semiti kichi nahin
Emiti kan viral karuchanti
Tate gandi maruchanti ho maghian kanhha jagannath nku apmana karuchi tu maghian taku support karuchu tate mu hanibi
@@amulyaswain5753 support Kan pain karibi
Jatra full dekantu jadi se Jagannath nku apaman karithibe lagila
Sei stage re Taku chapl re pitiba
But full dekantu
Choto clip ru
Full scene dekantu
ତୋ ମାଆ କିମ୍ବା ତୋ ଭଉଣୀ ସହିତ ସେ କୁକୁର ବାସର ରାତି କରିଥିଲେ ତେବେ ସିନ ଟା ଠିକ ହୋଇ ଥାଆନ୍ତା ନା
😡😡😡
Kanha bhau magu
ଏ କି ବlଣ୍ଡ ଯାତ୍ରା ଚାଲିଛି
Bahut jaldi ara parinama se bhigiba ,prabhunku neiki tama nataka hit hauchi kintu tanku ate asnmana
ସବୁ କଳା କର ମାଙ୍କୁ arrest କର
Kanha babu dayakari bhul magi niantu ❤❤❤❤
Viral video tumaku lajya laguni.kanha ku bahut kathor danda miliba uchit
Jadi nela sanman ra sahita neithanta
Jaganath kunku a miti neba thik nuhe se para jaganatha
Kanha bahut faltu sin karuchi
A bedha chhua kanhaku sighra arrest karajau .plz
Apana gote Kama karo singha bhahini Jatra malikaku request karuchi apana se anchor Nathan job dointu plz tomoku jagannatha map karidebe
Ati adhi ka heuchhi..se chatire dhari kholei nei parithanta..vulu maga huatha ...au kebe amiti karibani
😢a..pari...rool...kara...nahi
Moohabudareepadibu chikenkateelabhaliakatidaabi