प्रार्थना चेनल त सतरे आनन्द र उत्स ।मोते बहुत भल लागे।बिषेशकरी भजन अन्त्याक्षरी।आहुरी भल लागीला एक नियारा प्रस्तुति महिषमर्दिनी ।कण्ठशिल्पि एबं बाद्यशिल्पि मानंकर सत्साहसी प्रयास।जय हो भाई जे एई भाब चिंता करी पारीछन्ती धन्यवाद। मुँ ओड़िया बुझीपारे पढ़ीपारे कहीपारे किन्तु लेखी जाणे नाहीं।मुँ एते थर एही गीतीनाट्रय कु देखी सारीलिणी जे तार टिकी निकी प्रस्तुति मोते जणा।जेमितिकि एका महिषासुर र पादे जोता अछी आऊ काहारी चरणे पादत्राण नाहीं। इन्द्र मध्य खाली पाद। .बहुत भल अति भल जय हो जय हो।
Love this program salute Karuchi program ra creater nku emiti odiya Kala sanskruti ku agaku niantu nahele a naveen pattnayak no1dei dri dhwonsa karisarilani
ଏତେ ସୁନ୍ଦର ଅଭିନୟ ପୁଣି ବାଦ୍ୟଯନ୍ତ୍ର ଶିଳ୍ପୀ ଓ କଣ୍ଠ ଶିଳ୍ପୀ ଦ୍ବାରା ବହୁତ ଚମତ୍କାର ❤❤
Ñarada rolta mote vari vala laguchhi. Dhanyabad Shankar Pradhan thank God paribar barga goudia borda
ଭାବିଥିଲି କେବଳ କଣ୍ଠଶିଳ୍ପୀ ।।।।
ଦେଖିଲି ସୁନ୍ଦର ଅଭିନୟ ।।।।
ଧନ୍ଯବାଦ ସମସ୍ତ କଳାକାର ଙ୍କୁ ।।।
ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ ।
ruclips.net/video/-v2aLAVUDJk/видео.html
😊
b
ସତରେ ଖୁବ ସୁନ୍ଦର ଲାଗୁଛି ତୁମର ନିଖୁଣ ଅଭିନୟ ତୁମେ ମାନେ ଜଣେ ଜଣେ ଗୀତିକାର ଓ ବାଦ୍ୟ କାର ହୋଇ ଏମିତି ଅଭିନୟ କରିବା ଖୁବ କଷ୍ଟ କର ଧନ୍ୟ ତୁମ କଳା ପଦର୍ଶନ 🙏🙏🙏🙏
❤❤❤❤
Bahut bahut sundar parikalpna ❤️🥰🥰🥰🥰❤️
🕉️🌺🙏, ହେ ମାତେ ଗୀତା ଦାସ, ଆପଣ ଧନ୍ୟା
ଉତ୍କଳ ରାଜ୍ୟର ଅଦ୍ଵିତୀୟା ଗୀତିକାର, ମଧୁର
ଧାରାର ସ୍ରୋତସ୍ୱିନୀ. ଦୀର୍ଘାୟୁ ନିରୋଗ ଜୀବନ ପ୍ରଭୁ
ଜଗନ୍ନାଥ ପ୍ରଦାନକରନ୍ତୁ. ଓଁ
ଅତି ଚମତ୍କାର ।।।।।। ଅତି ସୁନ୍ଦର୍ ପରିବେଷଣ 👍👍
🙏🏼🌺🔱📿🔔🐚🕉️ ଜୟ୍ ଶ୍ରୀ ମାଁ ଦୂର୍ଗା 🐚🔔📿🔱🌺🙏🏼
Jai maa Durga Mahishasura mardini Durga maa ki jai
ମା ଦୁର୍ଗା ଓ ମହିଷାସୁର ଙ୍କ ସୁନ୍ଦର ଅଭିନୟ।
ପ୍ରାର୍ଥନାର ଭଲ ପ୍ରୟାସ।Thanks to entire team ସମସ୍ତେ ଭଲ ଅଭିନୟ କରିଛନ୍ତି କଣ୍ଠ ଶିଳ୍ପୀ musician ହୋଇ ବି।
Good performance
ବହୁତ ସୁନ୍ଦର ଅଭିନୟ।। ଆଜି ବହୁତ୍ ମନେ ପଡ଼ନ୍ତି ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଓ ଗୋପାଳ ଛୋଟରାୟ। ସମସ୍ତ କଳାକାରଙ୍କୁ ସପ୍ରେମ ଶୁଭେଚ୍ଛା। ସଂଗୀତ ସହିତ ଅଭିନୟ ଅତ୍ୟନ୍ତ ଚମତ୍କାର। ଏହି ପରି ଗୋପାଳ ଛୋଟରାୟ ଓ ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଗୁଡିକ ପ୍ରଚାର ପ୍ରସାର କଲେ ଭଲ ହୁଅନ୍ତା।
ବହୁତ ସୁନ୍ଦର,ଅଭିନୟ,କରିଥୀଵାରୁ, ଆପଣଙ୍କୁ ଧନ୍ୟବାଦ୍, ଜୟ ମା ଦୁର୍ଗା ତୁମେ ସାହାଭରଷା 🙏🏻🪔
ବାଦ୍ୟ ଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କୁ ମୋର ଅହେତୁକ ପ୍ରଣାମ 🙏। ସେମାନେ ବି ଏତେ ଚମତ୍କାର ଅଭିନୟ କରିପାରିବେ, ତାହା ସହଜରେ ବିଶ୍ବାସ ବୋଧ ନୁହେଁ। ଖାଲି ଚମତ୍କାର ତ ନୁହେଁ ଅତି ଚମତ୍କାର ଅଭିନୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ତା ସହିତ ନିଜ ନିଜର କଣ୍ଠଦାନର ପରିବେଷଣ ଅତିବ ଆନନ୍ଦ ପ୍ରଦାନ କରିଛି। ସତରେ ଏଭଳି ଗୋଟିଏ ଅଭିନବ ପ୍ରୟାସ ପାଇଁ ପ୍ରାର୍ଥନା ଚ୍ୟାନେଲକୁ ଅଶେଷ ଧନ୍ୟବାଦ 🙏
ଆହା ! କି ସୁନ୍ଦର ଭାବରେ ପରିବେଷଣ ହୋଇଛି ।।।।। ଜଗତର ନାଥ ଜଗନ୍ନାଥ ଆପଣମାନଙ୍କର ମଙ୍ଗଳ କରନ୍ତୁ ।
Uchakotira Geeta,Sangita,abhinaya,
Samasta kalakar mananku
Bahut bahut sahrudaya sadhubad,Dhanyabad 💐💐🌹🌹🙏🙏
Jay Jay he mahishsura mardini
Ramyaka pardini sayrashite
ବହୁତ ସୁନ୍ଦର ହେଇଛି ନାଟ୍ୟକାର ମଞ୍ଚ ଏହି, ଧନ୍ୟବାଦ୍ ସମସ୍ତଙ୍କୁ ମୋର 🙏🏻 ଜୟ ମା ଦୁର୍ଗା ତୁମେ ସାହାଭରସା 🌺🙏🏻🙏🏻🙏🏻🌺
ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଯେତେ ଦେଖିଲେ ବି ନୂଆ ଦିଶୁ ଥାଇ
ଗଣ କବି ବୈଷ୍ଣବ ପାଣିଙ୍କର ଗୀତିନାଟ୍ୟ ଯେବେ ଦେଖିଲେ ବି ମନ ଭିତରେ ଆନନ୍ଦର ଲହରୀ ଖେଳି ଯାଏ
Eta gopala chhotray nka ra gitinatya
ଗୋପାଳ ଛୋଟରାୟ ସର୍ବୋପରି ଗୋପାଳ ଛୋଟରାୟ। ତାଙ୍କ ପରି ଶବ୍ଦ ସଂଯୋଜନା ଓଡିଆ ନାଟ୳ ସାହିତ୍ୟରେ ବିରଳ। ଦଶହରା ସମୟରେ *ମହିସାମର୍ଦ୍ଦିନୀ* ଗୀତିନାଟ୍ଯ ମନମୁଗ୍ଧକର।
ଅତି ସୁଂଦର ହେଇଛେ 👍 ପ୍ରତିଦିନ ଦେଖବାର ଲାଗି ଇଚ୍ଛା ଲାଗୁଛେ
Old Tradition ku ferithibaru asesh Dhanyabad khub sundar 👌🏼👌🏼💐💐💐🙏🙏
ସବୁ କିଛି ସୁନ୍ଦର ଲାଗିଲା।କିନ୍ତୁ କେବଳ ମହିଷାସୁର ଙ୍କ ଅଭିନୟ ଓ ଶବ୍ଦ ର ଗାମ୍ଭିର୍ୟ ଛଡା ଅନ୍ୟ ମାନଙ୍କ ଠାରେ କିଛି କମ ଲାଗୁଛି।
Bahut badhia pari besana.thankyou prathana chenal
ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା ଚିହ୍ନା ମୁହଁ ମାନଙ୍କର ନିଖୁଣ ଅଭିନୟ ଓ କଳା ପ୍ରଦର୍ଶନ ଦେଖି ଅତ୍ୟନ୍ତ ବିମୋହିତ ହେଲି ।ସତରେ କଳାର ପଟାନ୍ତର ନାହିଁ।ପ୍ରଭୁ ଜଗନ୍ନାଥଙ୍କ ନିକଟରେ କଳାକାର ମାନଙ୍କ ର ସୁସ୍ଥ ଓ ନିରୋଗ ଜୀବନ
କାମନା କରୁଛି। ବୈଜ୍ଞାନିକ ଯୁଗରେ ବୁଡିଯାଉଥିବା ପୂରାତନ ଲୋକ କଳା ତଥା ସଂସ୍କୃତି ଓ ପରମ୍ପରା କୁ ପୁନର୍ଜୀବିତ କରିଥିବାରୁ ପ୍ରାର୍ଥନା ଚ୍ୟାନେଲ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଓ ସମସ୍ତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ତଥା ଅଭିନେତା ଅଭିନେତ୍ରୀ ମାନଙ୍କୁ ହୃଦୟରୁ ପ୍ରଣାମ ଜଣାଉଛି। ଜୟ କଳାକାର ଜୟ କଳା ।
Bharati Krushna sir really amazing actor. Laxmipurana re jagannath, Aau Eithi mahisasura really Jabardast 👌
ATI sundra video ate apanku dhanybad jaruchi thanks
ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଏହି ନାଟ୍ୟ ରୂପାନ୍ତର ଦେଖି ଅତ୍ୟନ୍ତ ଖୁସି ଲାଗିଲା।
ଯେତେ ନୂଆ ନୂଆ ଢଙ୍ଗ ରେ ଗୀତିନାଟ୍ୟ କରିଲେ ବି,,,,ସେଇ ପୁରୁଣା ଢଙ୍ଗ ଓ ପୁରୁଣା ଗୀତ ରଚନା ଗୁଡ଼ିକ ଆଜିବି ମନ ଛୁଆଁ ଲାଗୁଛି,,,,ପୁରୁଣା ବାଦ୍ୟ ,,, ଅାଃହା
Apanamanankara Avinaya Ascharjya, Ipisita panda bahuta sundara lagu chhanti,Dhanyabad.
କୁହ ଦେବଗଣ କି ବl ଅଳକା ସମ୍ବାଦ
ଓଃ କି ଗୀତ ଭାଇ ଯେତେ ଥର ଶୁଣିଲେ ବି ଯେତିକି ଶୁଣିଲେ ସେତିକି ଶୁଣିବାକୁ ଇଛା ହେଉଛି🙏
ସତରେ ବହୁତ ଭଲ ଗୀତନାଟ୍ୟ
ସବୁ କଳାକାର ମାନଙ୍କୁ ଦେଖି ମନ ମୁଗ୍ଧ ହେଇ ଯାଉଛି.
🙏🙏🙏ଜୟ ଜଗନ୍ନାଥ🙏🙏🙏
ସତରେ
ବହୁତ ବହୁତ ବହୁତ ସୁନ୍ଦର 🙏🙏🙏👌👋👏👍👍🏵️🌺🌼🌸🪖🙂🙏
ଗୀତିନାଟ୍ୟ ନୁହଁ କଣ୍ଠଶିଳ୍ପୀ ନାଟ୍ୟ । ବହୁତ ସୁନ୍ଦର ।
ଅତ୍ୟନ୍ତ ହୃଦୟସ୍ପର୍ଶୀ ପ୍ରାର୍ଥନା ଚାନେଲ ର ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ନାଟକ ପରିବେଷଣ ବହୁତ ଖୁସି ଲାଗିଲା, ନିଆରା ଢଙ୍ଗରେ ଅଭିନୟ ବହୁତ ଭଲ ଲାଗିଲା,
Ispita ଦିଦି ଙ୍କର ଦୁର୍ଗା ଅଭିନୟ ସବୁଠାରୁ ଭଲ ଲାଗିଲା💐👏
Salute parthana channels
Charana Bhai ta pura super 👌
ଏହି ନାଟକ କୁ ମୁଁ ଓ ମୋର ସହ ପଠୀ ମାନେ କରିଥିଲୁ
Ouss
Kpopuss
प्रार्थना चेनल त सतरे आनन्द र उत्स ।मोते बहुत भल लागे।बिषेशकरी भजन अन्त्याक्षरी।आहुरी भल लागीला एक नियारा प्रस्तुति महिषमर्दिनी ।कण्ठशिल्पि एबं बाद्यशिल्पि मानंकर सत्साहसी प्रयास।जय हो भाई जे एई भाब चिंता करी पारीछन्ती धन्यवाद।
मुँ ओड़िया बुझीपारे पढ़ीपारे कहीपारे किन्तु लेखी जाणे नाहीं।मुँ एते थर एही गीतीनाट्रय कु देखी सारीलिणी जे तार टिकी निकी प्रस्तुति मोते जणा।जेमितिकि एका महिषासुर र पादे जोता अछी आऊ काहारी चरणे पादत्राण नाहीं। इन्द्र मध्य खाली पाद। .बहुत भल अति भल जय हो जय हो।
Bahut badhia jai jagannath 🙏
ଆଖିକୁ ବିଶ୍ୱାସ ହେଉନି । ବହୁତ ବହୁତ ସୁନ୍ଦର । ଧନ୍ୟବାଦ ଅର୍ପଣ କଲି ।
ଅତି ସୁନ୍ଦର
Kisundar naradagita🙏🙏🙏🙏🙏
ATI sundara paribeshana
ବହୁତ ଭଲ। ସମସ୍ତଙ୍କୁ ଧନ୍ଯବାଦ
The role of Sumbh n Nisumbh played by SriCharan n Sudhakar is marvelous
Ati sundar agaku emiti gitinatya asu. Khub sundar
Very nice geta nnateya bahuta bhala
Bahuta bhala laguchi
ମହିଂସାସୁର ଅଭିନୟ ବହୁତ ସୁନ୍ଦର
ଜୟ ମା ଦୁର୍ଗା
Wow ....Bahut vala lagila.AAU samaste Madhya bahut sundar vabare gitinatya ku end kari6nti....😘😘😘😘love u ❤️❤️❤️❤️❤️❤️❤️
ବଢିଆ ଗାୟନ, ସୁନ୍ଦର ଅଭିନୟ,ଅସ୍ମିତାର ରକ୍ଷା ହୋଇଛି, 'ଧନ୍ୟବାଦ🎉🎉🎉🎉🎉
Love this program salute Karuchi program ra creater nku emiti odiya Kala sanskruti ku agaku niantu nahele a naveen pattnayak no1dei dri dhwonsa karisarilani
ମହିଷାସୁର ଜିନ୍ଦାବାଦ
😂😂😂😂😂😂ବୋହୁତ ବଢିଆ ଲାଗିଲା ଚରଣ ଭାଇ ଙ୍କର ଯୋଉ ଅନ୍ତା କ୍ଷରି ରେ ରାବଣ ହସ ଥିଲା ସେଟା ଆଜି ଶୁମ୍ଭ ର ରୂପରେ ମିଳି ଗଲା 😂😂😂😂
Bahut sundar
Gita mam ipsita di and dibya di gitinatya ra all song and acting mora hrudayaku chuinla i am thank full to you for nice gitinatya👰👌🏾👌🏾👌🏾👌🏾💘💘💘💘
Pranam gitinatya Bhahuta bhala lagila
Bahut bhala laguchhi..champu swara bahut bahut sunder lagilaa
Jai maa mahamayi jagat jannini sarbeswari iswara gharani
Bahut bhala
Narada charitra ku sundar bhabe upasthapana kale rabi bhaina, sricharana bhai super sumbha 😃
Gita mam ipsita di and dibya di aau sabu bada vhai nku mo tarafharu i love you and very very respect 🙏🙏🙏🙏🙏🙏❤️❤️❤️❤️❤️❤️
Thanks so much sabukalakar
Jaymaa durga bahuta bhala lagila
Maalaxmi maadurga❤❤❤❤❤❤🙏🙏🌸🌸
Thanks to prathana Chanel amiti odia parampara bachairakhi thibaru
Baht bhala lagila
👏🏻👏🏻👏🏻👏🏻👏🏻 jay Maa Durga
Heart touching
All singer nku salute ahi abhinaya
Naataa hee mangee potila temee...naraada....
Superb direction...superb acting...maa durga n manishasura all are superb....
overall super geetenatya...ସବୁ ଦଶହରାର ଛୁଟି ରେ ରେଡିଓ ରେ ଶୁଣୁ ଏ ଗୀତିନାଟ୍ୟ ଟି....ଆପଣମାନଙ୍କ ପରିଶ୍ରମ ରେ ଏ ଗୀତିନାଟ୍ୟ ର level up ହୋଇଛି । great job...
Hello
ଅତି ଚମତ୍କାର
ବହୁତ ସୁନ୍ଦର ଲାଗିଲା, ଚମତ୍କାର ପ୍ରଦର୍ଶନ
Samste bahut bhal acting kruchanti .mahisa u besta 👌👌👌👌
Ati manmugthkar old mahisa mardin, best wishes to prathana channel antrakhyri team. Ati sundar kitchhi baribar nahi. Thanks to all.
Good luck ,& good rollers
ଜୟ ମା ଦୁର୍ଗା❤, ବହୁତ ଭଲ ଲାଗିଲା..😊
Bahut bahut dhanyabad aaji ehi nataka dekhi bahut khusi heli, karana ehi nataka mo didinka school re paribesana hoithila mu setebele chaturtha sreni re padhuthili ❤❤❤❤
Very very nice 👍👍👍
Bohuta badhia lagila ati sundra
Very Beautiful Gitinatya Jay MAA Durga Devi All Actors to Blessed with Long lived jindabad All Actors to many many thanks Agaku madichala ntu 🎉🎉🎉
Supara bahutha Khushi laguchhi dekhiki
ଓଡ଼ିଆ ରେ ଗୀତିନାଟ୍ୟ ର ନାମ ଭୁଲ ଲେଖା ହେଇଚି
ବହୁତ ସୁନ୍ଦର ଗିତ,ନାଚ, ଅଭିନୟ Old is Gold,,👌👍
Joy maa Durga mata❤❤❤
Bahut sundar acting karichhanti samaste. Jai maa Durga.
Good odisha culture
ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଜୟ ଶ୍ରୀ ରାମ ଜୟ ଶ୍ରୀ ରାଧା ରମଣ
Jay maa shiba
ଆମ ଓଡ଼ିଶାର ଗର୍ବ
ଭଳ ଳାଗୁଛି
ଅତି ସୁନ୍ଦର କଳାକାର ମାନଙ୍କୁ କୋଟି କୋ
ଟି ଧନ୍ୟବାଦ
Jay maa Durga
Bahut sundr hoichi
ଗୀତିନାଟ୍ୟ ବହୁତ୍ ଭଲ ଲାଗିଲା
🎉🎉🎉 very nice 👍👍👍🙏🙏🙏
Right Kath❤❤❤
Jay Maa Durga
सुंदर प्रस्तुति धन्यवाद 🌹🚩🇮🇳
Super exlent acting
All singing actor
Jay jagannath 🙏🙏🙏
Very nice long live our culture
,ଜୟ ମାଁ ଦୁର୍ଗତି ନାଶିନୀ
Prathana.thanks
ଦୁର୍ଗାପୂଜା ଗୀତିନାଟ୍ୟ ଆଉ ଟିକିଏ ଭଲ କଲେ ହୁଅନ୍ତା ।❤🎉😢😂😮😅😊