We don't know who is right or wrong..but the fact is that, we love ur jodi, try to be together...n meanwhile if it is not possible than seperate n move in ur life n bright ur future...afterall this thing will hurt all anubhav varsha jodi lovers but it is ok as in this matter both of ur happiness is mattered...may god bless u both..best wishes.
Babushan nd trupti real good couple gte wife ro jdi rahibaku echha thibo at any how kich b jdi vul achhi taku thik karibaku chesta karibo emit husband family pakharu durei samaj seva kale kn hab ....justice 4 A❤
Barsa mam sabu bele correct achhanti...apana thik nahanti sir..apana mrg ra value kn bujhinahanti, apana bhabuchhanti mrg gote khelaghara..I support Barsha mam...Jay Sita ram
Anubhav first person nuhe jaha life re emiti hauchi....bahut hero Anka divorce heichi...ta pare se khusi re achhanti....plzz Anubhav anku khusire rahibaku diantu court
Anubhav bhai kete matured answer dauchhanti ebang kete maturity achhi tanka bhitare jane etki confidence achhanti karan se sata prati pura thikh re thiea heichhanti jaha heichhi taha hin se media aagare rakhuchhanti .
Justice for I love you 2.justice for diwana, justice for a man who deserves rewards because he changed what not ever change.hero bhai we grown only see your all special movies.all the best your good time coming soon brook..❤
ଆଶା ର ଆଲୋକ ଗଲେ ସବୁ ଠିକ୍ ହେଇଯିବ 😊😊
😅
Mihir das thele haeparanta 😢
😂😂😂
😂😂
Aguda kna ra kichi hei paribani amane amt hebe ki Sundar Jodi thila kn kale hyy rammm
ଜଣେ ପୁରୁଷ ଯଦି ଚାହୁଁ ନାହି ତେବେ ବର୍ଷା କଣ ପାଇଁ ଏହି ଭଳି ଲୋକ ପାଇଁ ଝୁରୁଛି? ଜଣେ ରାଗି ଯାଇ ଥିଲେ ପୁଣି ଥରେ ଭଲ ପାଏ,କିନ୍ତୁ ବଦଳି ଯାଇଥିବା ଲୋକ କୁ କିଛି କରି ହେବ ନାହିଁ ।
କାରଣ ସେ ନିଜର ଭୁଲ୍ ବୁଝି ପାରିଥିବେ ଆଉ ଅନୁଭବ ଙ୍କୁ ଗୋଟେ ସୁଜଗ ଦେବା ଉଚିତ୍।bahaghara କଉ ଖେଳ ghara nuhen j jetebele ଚାହିଁବ ଭାଙ୍ଗିଦେବ ଆଉ ଥରେ ଗଢ଼ିଦେବୋ
Sia Jagruti ku marriage karibe katha deichhanti.
@@satyabhusanharichandan7417Jagruti married au Barsha satare acting karuchi vali laguchi kainki bite debaku mana karuchi
ତୋ ଭଉଣୀ ପ୍ରତି ଯଦି ଏମତି ହୋଇଥାନ୍ତା କଣ କରିଥାନ୍ତୁ
@@jeetlifestyle07 ବର୍ଷା ର ବିଷୟ ଗୋଟିଏ ଏତେ ରୁଦୟ ବିଦାରକ ଯେ ଏଠି ସେ ଏଭଳି ଭାବରେ ବଦଳିବା ଉଚିତ ଯେପରି ଯିଏ ତାକୁ ବାରମ୍ଵାର ଅଗ୍ରହୟକରୁଛି ଦିନେ ପସ୍ତେଇବ। ବର୍ଷା ପାଇଁ ଆମେ ସମସ୍ତେ ପାର୍ଥନା କରିବା ପ୍ରଭୁ ତାଙ୍କୁ ଧର୍ଯ୍ୟ ଦିଅନ୍ତୁ ।
ଅନୁଭବ ଆଉ କେତେ ବାହାନା କରିବ ବର୍ଷାକୁ ବଦନାମ କରିବା ପାଇଁ କାଇଁ ବର୍ଷା ତ ତମ ବିଷୟରେ କିଛି କହୁନାହିଁ
Thik katha
ଅନୁଭବ ମନରେ ବର୍ଷା ଙ୍କ ପାଇଁ କିଛି ଅଛି ମିଶି ଯାରେ ଭାଇ ଅନୁଭଵ
Barsha ra bhul
Kn aou gandi mariba ki
@@ritinayak8051barsa didinkara kichhibi bhul nahi ea gali gapa maruchhanti camera samnare
ସ୍ବାମୀ ସ୍ତ୍ରୀଙ୍କ ଭିତରେ ଏମିତି ହୁଏ ଭଗବାନ ଅଛନ୍ତି ସିଏ ସଂସାର ତିଆରି କରିଛନ୍ତି ଆମେ କିଏ, ସବୁ ଭୁଲ୍ ବୁଝାବଣl ଛାଡ଼ି ସଂସାର କରନ୍ତୁ ଭାଇ, ଜୟ ଜଗନ୍ନାଥ
ଜଗନ୍ନାଥଙ୍କ ଉପରେ ଛାଡ଼ି ଦିଅ ଓ କାର୍ଯ୍ୟ କରିଚାଲ ।
Mo naa b Sasmita Muduli 😊
ଅନୁଭବଙ୍କ କଥା ଶୁଣିଲେ ଲାଗୁଛି ବିବାହ ପରେ ସେ ବହୁତ୍ ନିର୍ଯାତିତ ହେଇଛନ୍ତି ତାଙ୍କ ଭିତରେ ବହୁତ୍ କୁହା ଆଉ ଅକୁହା ଦୁଃଖ ଲୁଚି ରହିଛି ।
ସବୁବେଳେ ଭାବନା ଆଉ କାଳ୍ପନିକ କୁ ନେଇ ଫିଲ୍ମ। ଥରେ ଅନୁଭବ ଆଉ ବର୍ଷା ମାମ ଙ୍କୁ ନେ ରିଏଲ କୁ ଥରେ ଫିଲ୍ମ ହେଉ।
Han ame b story jani Baku chahuchhu
ଆଗକୁ election ରେ ବର୍ଷା ଅନୁଭବ ର ପ୍ରଚାର୍ କରନ୍ତୁ ଦିଜଣ ବୁଢ଼ା ବୁଢ଼ୀ ଜାଏ ସାଙ୍ଗରେ ରୁହନ୍ତୁ
Right bro
Tu gote budha randua bhali disuchu.. anuvabh ku kn budha kahuchu.
@@silunayak6482patha padhi aseniki tamaku anubhabku budha kahi6i boli kauthi lekha heichhi budha budhi jae sangare ruhantu boli lekhi6nti padhi ta asuni reply kain dau6
@@silunayak6482tome bi gote pagal ta sia kn lekhichhanti fst bhala se padha than sodiba 😅
@@Barsha319 padhili
Kintu ata asambhav
ମୋ ନିଜ ମତହେଉଛି ଯାହାହେଇଥିଲା ଭଗବାନ ଇଛା ଏବେ ଯାହା ହେଉଛି ତାହାବି ଭଗବାନ ଇଛା ରାଗ ଅଭି ମାନ ଆସିବ ଯିବ ସଂସାର ଥରେ ଭାଙ୍ଗିଗଲେ ଯୋଡିହେବ ବହୁତ କଷ୍ଟ ବନ୍ଦେ ମାତରଂ ❤️
Love marriage କରିଥିଲ ସତ କିନ୍ତୁ love ର ମାନେ ବୁଝି ନଥିଲ ସେଇପାଇଁ ଏତେ problem, love ରେ ସବୁ ଦିନ ଜହ୍ନ ରାତି ନଥାଏ ,ଝଡ଼ବର୍ଷା ଅନ୍ଧାର ରାତି ବି ଆସେ ଆଉ ସେଇ ସମୟ ରେ ଯେଉଁମାନେ ପରସ୍ପର ର ହାତ ଛନ୍ଦି କିଛି ସମୟ ନଇଁ ଯାଆନ୍ତି ସେମାନେ love ରେ ଜିତି ଯାଆନ୍ତି but ତମେ.....😢😢
କି ସୁନ୍ଦର୍ ତୁମ ଲେଖା ଅତି ଚମତ୍କାର ଦାମ୍ପତ୍ୟ ଦୁଇ ଜଣ ବୁଝିଲେ ହେଲା
ଗୋଟିଏ ଵିଭାହିତା ନାରୀର ସଙ୍କେତ ହେଉଛି ସଙ୍କା ସଦ୍ଦୁର ପିଧ୍ୟଦେଲେ ନା ମା ଲକ୍ଷ୍ମୀ ମାତା ଭଳି ଦିସନ୍ତୀ । ଗୁଡୁ୍ ଵାଆଏ । ଜୟ ଜଗନ୍ନାଥ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ଧନ୍ୟବାଦ।
Right kahicha
Love ର ମାନେ ତମେ ବହୁତ୍ ବୁଝିଛ ଲାଗୁଚି।
......
Marriage ର ମାନେ ବି ବୁଝିବା ଦରକାର।
ଘଟଣାକୁ ଅତି ନିକଟରୁ ଦେଖିଲେ ଏହା ଏକ ପ୍ରେମ ବିବାହ ପରି ଜମା ବି ମନେ ହେଉନାହିଁ। ଏହା ଏକ ସୁପରିକଳ୍ପିତ ଆଉ ବଳ ପୂର୍ବକ ସାମାଜିକ ପ୍ରତିପତ୍ତି ଦେଖାଇବାର ଉଦ୍ଦେଶ୍ୟ ଥିଲା। ଅନୁଭବ ସିନେମା ଜଗତକୁ ଆସିବା ପୂର୍ବରୁ ବର୍ଷା ଓଡ଼ିଆ ସିନେମା ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ ହୋଇ ସାରିଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ଅହଙ୍କାର ରହିବା ଟା ସ୍ଵାଭାବିକ। ବାସ୍ ଯେତେବେଳେ ଲୋକେ ବର୍ଷା ଅନୁଭବ ଯୋଡ଼ି କୁ ଭଲ ପାଇବା ଦେଲେ ସେତେବେଳେ ସେମାନେ ଏହାକୁ ଏକ ମାଧ୍ୟମ ରୂପେ ବାଛି ନେଇଥିଲେ। ଭଲ ଭାବରେ ତର୍ଜମା କରି ଦେଖନ୍ତୁ ଅନୁଭବ ଙ୍କ ଅଭିନୀତ ଅଧିକାଂଶ ସିନେମା ତାଙ୍କ ନିଜ ପ୍ରଡକ୍ସନ ସଂସ୍ଥାର ଆଉ ସେଥିରେ ବର୍ଷା ତାଙ୍କ ନାୟିକା ସାଜିଥିଲେ। ଉଭୟଙ୍କ ମଧ୍ୟରେ ବିବାହ ହୋଇଥିଲା ସତ କିନ୍ତୁ ପ୍ରକୃତ ଭଲ ପାଇବା ନଥିଲା ଆଉ ଯାହାପାଇଁ ପରବର୍ତ୍ତୀ ସମୟରେ ଏହା ବିଚ୍ଛେଦ ର ରୂପ ନେଲା। ଯାହା କିଛି ଥିଲା ତାହା ହେଉଛି କିଛି ସତମିଛ ସର୍ତ୍ତାବଳୀର ସମାହାର ଆଉ ଯାହା ଆଜି ପୂରଣ ନ ହୋଇ ପାରିବାରୁ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ପ୍ରେମ ଏକ ନିଆରା ଅନୁଭୂତି ଆଉ ଥରେ ଯାହାକୁ ପ୍ରେମ ହୁଏ ତାର ଭୁଲ ଠିକ୍ ବି ସବୁ ନିଜର ଲାଗେ। ଆଉ ଯେଉଁ ସ୍ଥାନରେ ଅହଙ୍କାର, ସ୍ବାର୍ଥ ଆଉ ସର୍ତ୍ତ ଥାଏ ସେ ଭଲ ପାଇବା ଖୁବ୍ କମ୍ ସମୟ ମଧ୍ୟରେ ମଉଳି ଯାଇ ଝଡ଼ି ପଡ଼େ।
ଏ reporter ବେଶି ହଁ ହଁ ହଉଛନ୍ତି😂
ସେତିକି payment ବି ହେଇଛି 😅👍🏼
😂😂
ଜୟ ଜଗନ୍ନାଥ 🙏 ଯାହା ହେଇଯାଇଛି ପଛ କଥା ଭୁଲି ଯାଅ ଦୁଇ ଜଣ ପୁଣି ଥରେ ମିଶି ଯାଅ
Anubhab sir seya chahnu nahanti,,,se chahnuchanti j divorce kariki au alga jhia saha mrg karibe au Barsha mam sabudina dukha pantu.
ବର୍ଷା ଅନୁଭବଠାରୁ ବହୁତ ଭଲ ସ୍ୱାମୀ ପାଇପାରିବ ସ୍ଵୟମ୍ବର ସଭା କରି ବର ବାଛିବ
ତା ବିଆରେ ଏତେ ପାଣି
Jagruti Shukla heroine ku Anubhav mohanty marriage karibe.
@@satyabhusanharichandan7417divorce heini. Kemiti Baha haba anubhav
Madichala
ସବୁ ଭୁଲ୍ କଣ ବର୍ଷା ଭଉଣୀ କରିଛନ୍ତି ଭାଇ ତମେ କଣ ଏତେ ଭଲ ,ଭଲ ହେଇଥିଲେ ନିଜ ୱାଇଫ କୁ ଛା ଡୀ ରହୁଛନ୍ତି kemit , ଯାହା ହେଇଛି ଭୁଲି New family kr
ବାହାରେ ଅଲଗା ଝିଅ ଚକର ରେ ପଡ଼ିଥିଲା ସେ ସବୁ କଣ ଦୋଷ ନା ନା ଭାଇ ଙ୍କର ଅଧିକାର ନା 👏
@@MoonLight0466to pakhre kichi proof achi mgh tahele court re aniki de proof
@@MoonLight0466ur 👍👍👍👍
Outstanding representation of reporter & honest reply of Anubhav Mohanty ❤
Tanka parsnal problem re media ku aani sunai ba nihati darkar. Balo jebe dekho gate news
Khali hmm hmm hauchi reporter
ଭାରତୀୟ ପରମ୍ପରାରେ ବିବାହ ଗୋଟିଏ ପବିତ୍ର ବନ୍ଧନ ଏ ଫିଲ୍ମ ଅଭିନେତା ଓ ଅଭିନେତ୍ରୀ ଏହାକୁ ଗୋଟେ ପ୍ରହସନ କରିଦେଲେଣି 😢 ସମାଜ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି
ଭାଇ ଠିକ୍ ଅଛିଯେ ହେଲେ ସମାଜ ରେ bhadua ଙ୍କ ସଂଖ୍ୟା କମ ନାହିଁ।
Yes amankara abhyas hoigalani
Anubhab ଭାଇ ଆପଣ ମିଶିଯାନ୍ତୁ,ଆପଣଙ୍କ ଯୋଡ଼ି ଇତିହାସ ନହେଉ, ଆପଣଙ୍କ ଯୋଡ଼ି ବହୁତ୍ ଭଲ ଲାଗେ,ସମୟ ଯେତିକି ଦିନ କଷ୍ଟ ଦେଲା ଆପଣ ଓ ବର୍ଷା ଭୁଲିଯାଇ ଅହଙ୍କାର ଠାରୁ ଦୂରେଇ ଯାଇ ମିଶି ଯାଉନ୍ତୁ
Right bro
ନିଜ ଗାଣ୍ଡିରେ ଘା ଭଲ କରି ପାରୁନାହାନ୍ତି pablic ମାନଙ୍କୁ ବୁଝେଇ ବାରେ କମ ନୁହନ୍ତି ଏମାନେ ଓଡିଶା କଳାକାର ର କଳଙ୍କ ଛି ଜୟ ଜଗନ୍ନାଥ 🙏🙏
ଇଏ ଚାହୁଁନି ସାଂଗ ରେ ରହିବା ପାଇଁ ଇଏ ଆଉ ଗୁଟେ ବାହା ହବ ଏଇଟା ହି ସତ
ବର୍ଷା ର କୋଉ ଗୁଣ ଭୁଲ୍ ବୋଲି ୟେ ଜାଣି ପାରିଲା ବୋଲି ଅଲଗା କୁ ଚାହୁଁଛି କି ?
Varsha harami achi sala
Yes au kau jhia premare padigalani sei lagi barsa nku bejit au apa byabahar karuji
@@rashmiranjan286 ଇଏ କପର ମାଈଯି କରୁନାହିଁ କାହିଁକି ଯାହା ହବାର କଥା ହେଈ ଯାଇଛି ଇଏ ତ ଚାହୁଁ ନି ସାଂଗ ରେ ରହିବା ପାଇଁ
Right 👍👍👍👍👍👍👍👍👍
We don't know who is right or wrong..but the fact is that, we love ur jodi, try to be together...n meanwhile if it is not possible than seperate n move in ur life n bright ur future...afterall this thing will hurt all anubhav varsha jodi lovers but it is ok as in this matter both of ur happiness is mattered...may god bless u both..best wishes.
You don't know please no comments mam😂😂😂😂jaoo ghare kama kara nai ta tm divorce haijiba
ବାଜ୍ୟେ ଆଲୋଚନା।
Justice for anubhav mohanty 🙏🏻
Babushan nd trupti real good couple gte wife ro jdi rahibaku echha thibo at any how kich b jdi vul achhi taku thik karibaku chesta karibo emit husband family pakharu durei samaj seva kale kn hab ....justice 4 A❤
Jai shree jagannath
ସତ୍ୟର ଜୟ ହୋଇନାହିଁ, ଖୁବ୍ ଶୀଘ୍ର ହବ👍
ଅନୁଭବତୁମେଏବେ ବିବର୍ଷାଙ୍କୁ ଏତେ ଶୁଣା କରିବା. ଜମାରୁ ବି ଠିକ୍ ନୁହ ବର୍ଷାଙ୍କପାଇଁ ତୁମମନରେ କେବଳ ବିଷ ଅଛି .ବର୍ଷା ଙ୍କୁ ଭଲ ପାଇବାା ବାହା ହେବା .ବର୍ଷାଙ୍କୁକଷ୍ଟ iଦେବା, ତାଙ୍କୁବରବାଦ କରିବ। ଅନୁଭବର ପୁରା ଚକ୍ରାନ୍ତ ଥିଲା ଯାହାକି ଏବେ ପୁରାଜଳ ଜଳକରିଦେଖାଯାଉଛି ଅନୁଭବ ଭଗବାନ ଙ୍କୁ ଡର
Apono jodi thik borsa jodi vul tahele ate biso kouthi baharuchi
Right
Bakara Katha kuhana
Ha ha ha 😂😂😂😂😂😂 jala Kari dekhajauchhi...
ଦୁଷ୍ଟ ନାରୀକୁ ପାରି ହେବ ନି
ଅନୁଭବ ବାବୁ ଆପଣ ଜଲଦି ଆଉ ଜଣଙ୍କୁ ବାହା ହୋଇଯାଆନ୍ତୁ...ବର୍ଷା ବୋହୁତ୍ ରୋଲ କରୁଛି...ସେ ଆପଣଙ୍କୁ ଭଲପାଏନା ତାଙ୍କ ଉଦ୍ଦେଶ୍ୟ ଅଲଗା
Understanding is most important in a relationship.
ବୁଝାମଣା ଅଭାବରୁ ହୁଏ ବାଟବଣା🙏👍
ବାଜ୍ୟ କଥା ବାର୍ତା. ଏ ସବୁ ନାଟକ
Apana duijana misile odisha sara loke khusibaneibe
ଅନୁଭବ sir ର କହିବା ଅନୁସାରେ ସିନ୍ଦୁର ର ସଂପୂର୍ଣ ଅର୍ଥ କଣ , ଏହା ବୁଝାଇ ଦିଅନ୍ତୁ
Yanka anusare sindura pindhile wife na hele nahi ye bodhe tatoo kari ki buluthile barsha mam nka name re
Are Mane eya j agaru Barsha sindhura pindeni ki sankha b nhi but ebe sabu bele dekhibe munde sindura apana old pic dekhi paranti emitiki ghare b nhi
Right kahile bhai 👍👍
Thik kahila Bhai
ଅନୁଭବ ଭାଇ ତୁମେ ହିଁ ନିଶ୍ଚୟ ଜିତିବ ଜୟ ଜଗନ୍ନାଥ 🙏🙏
ଭାଇ ଏ ସବୁ ଘଟଣା କୁ ହଟାଅ ବିଜେଡି ବଞ୍ଜାଅ
Best Ollywood couple anubhav+barsa, Sabhysachi+archita
Barsha nku bi invite Kara. Se aji Jai kebe media ku asi kichi kahinahanti.. one side sabubele dekhi judge Kariba thik nuha
ଅନୁଭବ ଭାଇ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଡିଭୋର୍ସ ଦିଅ ନାହିଁ
ଅନୁଭବ ବାବୁ ନିଜ ସ୍ତ୍ରୀ ବିରୁଦ୍ଧ ରେ ଆଉ କିଛି କୁହନି ତୁମ ସ୍ତ୍ରୀ କୁ ତୁମ ସଂସ୍କାର ତୁମେ ଶିକ୍ଷା ଦିଅ କାର୍ଯ୍ୟ କାରୀ ବି କରା ଓ ସିୟେ ତୁମ କାମ ସେ କାମ ଆଉ କେହି କରି ପାରିବେନି
Good barsapriyadarsini
Be careful. ଆଗକୁ ବିପଦ . ଦୁଃଖ. ହତାଶ ଅନେକ କିଛି.
ଅନୁଭବ ବର୍ଷା ପ୍ରିୟଦର୍ଶିନୀ ମିସିଯାଅ ଆମେ ଖୁସି
Barsha ma'am great
Bnda great
Anubhaba ku bahut love karu6nti mam
Outstanding decoding in last sentence
Really talk anubhav bhai
Barsa mam sabu bele correct achhanti...apana thik nahanti sir..apana mrg ra value kn bujhinahanti, apana bhabuchhanti mrg gote khelaghara..I support Barsha mam...Jay Sita ram
Best jodi Barsa & Anubhav
God bless you barsha
ମୋ ଘର କେନ୍ଦ୍ରାପଡ଼ା ନିର୍ବାଚନ ପ୍ରଚାର ସମୟରେ ମୋ କେନ୍ଦ୍ରାପଡ଼ା ରେ ବର୍ଷା ପ୍ରଚାର କରିଥିଲା କେବେହେଲେ ସିନ୍ଦୁର ଶଙ୍ଖା ପିନ୍ଧିବାର ଦେଖିନି
ମୋ ଗାଁର ମହିଳା ବର୍ଷାକୁ ପ୍ରଶ୍ନ କରିଥିଲେ ଆଲୋ ମାଆ ତୁ ଅନୁଭବ ମାଇପ ତି
Kau gaon tumara....
@@ajaysahoo2009 ମାର୍ଶାଘାଇ
ଏ ସବୁ ଝିଅ ମାନଂକୁ ଖେଳନା ଭାବତି
Stand for anubhav sir
Right ❤❤❤
Justice for anubhav bhai 🙏
1000%Anubhav ra bhul ochi
Anubhav first person nuhe jaha life re emiti hauchi....bahut hero Anka divorce heichi...ta pare se khusi re achhanti....plzz Anubhav anku khusire rahibaku diantu court
ବର୍ଷା ଛାଡ଼ିଦିଅ ଅନୁଭବକୁ।ତୁମ ମା ଭଉଣୀ ଅଛନ୍ତି।ଭବିଷ୍ୟତ ଅଛି।କାହିଁକି challenge karuchha,jie tuma manaku pauni.please.
Anubhav sir jindabad
ଅନୁଭବ ପଟ୍ଟନାୟକ ବ୍ୟକ୍ତିଗତ ସମସ୍ୟା ସୋସିଆଲ ମିଡିଆରେ ପ୍ରତେକଡିନ ଦେଖିଲେ ଆଗାମୀ ପୀଢ଼ି ଙ୍କୁ କି ଶିକ୍ଷା ମିଳିବ । ଏ ଡ୍ରାମା ସୋସିଆଲ ମିଡିଆରେ ବନ୍ଦ କରାଯାଉ ।
Anubham you are a gentleman
You deserve better life
Hope you will be get rid of such intentional trouble very soon
ବାଳ ନା.... ଅଭଦ୍ର ଲୋକ...
gentleman 😂😂😂😂😂 Odisha re no one will call this dramebaaz gentleman
@@pradeeptadash6501tu to bahut bhala Loko ta be gaandi re tor suna lagi6i au😂😂😂
Tame sabu odisha pain kalanka....🙏
ଅନୁଭବ ଜଣେ ଭଲ ମଣିଷ
Right
100 percent correct judgement.
Anubhav bhai kete matured answer dauchhanti ebang kete maturity achhi tanka bhitare jane etki confidence achhanti karan se sata prati pura thikh re thiea heichhanti jaha heichhi taha hin se media aagare rakhuchhanti .
ଏବେ ଗୋଟେ ଦେଖାଣିଆ ଚାଲିଛି 👍ତମେ ତ ସବୁ ଏମିତି ନାଟକ କରୁଛ ଲଜ୍ଜା ସରମ କୁ ଛାଡି ଲୋକ କଁ କଥା ଛାଡ ଆଜି କାଲି ର ପିଲା କ'ଣ ଶିଖିବେ
Mundare munde sindura boli thile aji divorce pani anubhav kahinathanta😂😂😂😂😂
Hm agaru unmarried vali bule ebe bht sindura saree pindhe sabu bele
Anubhav sir is right please give justice
Anubhab Bhai always legend ❤
Anubhav is right
Aame jani6u tume great lover... Great couple..... Great husband wife boli
Jane jete kharp hou pache Court kebe kharap bhasha re gali kari nathhibe kichhi nahele nija ra image achhina.
ଅନୁଭବ ସାର ଠିକ୍ କହୁଛ ବର୍ଷା ଭୁଲ୍ ଅଛି
Han tame family court judge.. 😅😅
Bhai enka story re gote odia film karantu super hit heba. Mu guaranteer super hit sure
ସିନ୍ଦୂର ସେତେବେଳେ ମିଳୁନଥିଲା ଭାଇ 😂😂😂
ଦି ଜଣ ଯାକ ଖାଲି ନିଜର ବୟସ ବଢେଇ ଚାଲିଛ ବାପା ମା କେବେ ହବ କଣ ବୁଢ଼ା ହେଲା ପରେ
ଯଦି ଗୋଟେ ପୁରୁଷ ଏତେ ସ୍ତ୍ରୀ ପାଖରୁ ଟଚର ସହି ପାରି ଛାଡ଼ପତ୍ର ଦେଇଛି
Anubhav sir ..don't worry will be win always...whole odisha with you...
Dia....dia..mishijaaa....bhala paiba
ଆରେ ଅଲଗା ହୁଅନ୍ତୁନି ସବୁ କଥା ସମାଧାନ କରିଦିଅନ୍ତୁ କଥା ଯେତେ ବଢ଼େଇବେ ସେତେ ବଢ଼ିବ ଅଡ଼ୁଆ ସୂତା ଛଡା ଆଉ କିଛି ମିଳିବନି ଆ ଭିତରେ ଆପଣ ମାନଙ୍କର ବୟସ ପିଲେଇ ଥିବ
ହୋଷ୍ଟିଂ କରିଥିବା ଲୋକଟିର ଭୂମିକା ସତରେ ପ୍ରଶଂସାଯୋଗ୍ୟ , ଆଜିକାଲି ପୁରା ୧୦୦ ୧୦୦ ରେ ଖେଳ କରୁଛି , ଆଉ ରହିଲା ଅନୁଭବ ବର୍ଷା ଝଗଡା କଥା , ଆଗରୁ ମୁଁ ବର୍ଷା କୁ ସପର୍ଟ କରୁଥିଲି , ଏବେ ୮ ମାସ ହେଲା ମୋ ବାହାଘର ହେଇଛି , ବର୍ତ୍ତମାନ ମୁଁ ଅନୁଭବଙ୍କ କଷ୍ଟ ବୁଝିପାରୁଛି , ହେ ଭଗବାନ ଅନୁଭବ ଙ୍କ ଡିଭୋର୍ସ ହେଇଯାଉ
😂😂😂😂
Justice for I love you 2.justice for diwana, justice for a man who deserves rewards because he changed what not ever change.hero bhai we grown only see your all special movies.all the best your good time coming soon brook..❤
Plzz anubhav and varsha alaga huoni😭😭😭😭
ଏମିତି ନ ଅ ହବାରଥିଲା ଅନୁଭବ ଭା ଇ ଆଉଥରେ ଭଲ ହୁଅନ୍ତା ମିଶିଲେ
I support Anubhav Mohanty ❤
ଅନୁଭବ ଭାଇ ଯେମିତି ଏଇଠି genuinely କଥା ହଉଛନ୍ତି। ଯଦି movie ରେ ବି ଏମିତି dialogue deliver କରନ୍ତେ କେହି ତାଙ୍କ ପାଖ ମାଡ଼ି ପାରନ୍ତେନି। କିନ୍ତୁ, ଛାଡ଼। ଜାଣି ଘୋଡ଼ା ର ଶିଙ୍ଗ ନାହିଁ, ଶିଙ୍ଗ ଥିଲେ ଘୋଡ଼ା ରଖନ୍ତା ନାହିଁ। ବନ୍ଦେ ଉତ୍କଳ ଜନନୀ।
Barsha is the best
I like it Pintu hit
Joy jagannth anubhav bhai❤
ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ଡାକନ୍ତୁ Reporter ମହାଶୟ
Anubhab is right
Love you ଅନୁଭବ ଭାଇ
Explaining so nicely doesn't mean this is the truth.
You and even barsha hasn't any points to justify yourself.... bringing false allegations against a man doesn't means that girl is sati Savitri
Bhai i love you ❤❤❤
Anubhav tik
Anuvab sir is great person sir aapono nishoyo bijoy Lavo koribe tike dorjyo dhorontu
Barsha Di Good Better Best
ଅନୁଭବ ବାବୁ ଆପଣ ଜଣେ ମିଛୁଆ, ଅଭଦ୍ର, ଗର୍ବୀ..... ଆପଣ ଙ୍କୁ କେନ୍ଦ୍ରାପଡା ବାସି ପାନେ ଦେବେ.... ଅପେକ୍ଷା କରନ୍ତୁ.... ତୁମ ଦିଲ୍ଲୀ ର ସାମ୍ବାଦିକ ବାଂଧବୀ ସହ ନାରେ ନାରେ ହେବା ସମସ୍ତେ ଜାଣିଛନ୍ତି.... ତେଣୁ ଯେତେ ସଫେଇ ଦେଲେ ଭି ଜନ ସାଧାରଣ ଙ୍କୁ ଭକୁଆ ବନେଇପାରିବେନି.... Mp ରେ ହାରିଲା ପରେ ବର୍ଷା ନ୍ୟାୟ ପାଇବେ... ଆଇନ ହାତରୁ goli ଯାଇପାର କିନ୍ତୁ ଜନସାଧାରଣ କେନ୍ଦ୍ରାପଡା ର ଉଚିତ ଜବାବ ଦେବେ...
Khanti odia jhio Barsa DiDi .
Bhai Sindura re Kana Achi Varsha Apananku Bahut Bhala Paanti Apana Tanku Apanei niantu Plz