Jete barsha, pawan hele jemiti nauriaa ta naaa ku chhadeni, semiti tumaku jagatara natha sei prabhu JAGANNATH kebe hele eka chhadibeni... Prabhu sabubele tuma saha achhanti... Umakanta you're a great singer... Survibration is the best...
This new composition is likely based on and expression of sorrow and agony of the singer. Most appealingly dedicated to the Supreme Lord. I believe Jayashree Madam has put in her efforts for such a visionary script. Thanks a lot.
Jayashree madam many many thanks for your sympathy to this great singer.the voice brings tears from eyes.the lyrics is appropriate for this boy .very nice.god bless him to bright his future.
I have no words for this song 😭😭 Umakant go ahead 👍🏻👍🏻👍🏻 Thanks to Jayashree madam and Shaswat Babu 🙏🙏🙏 & all team members of survibretion, Jay Jagannath 🙏🙏
ଜୟ ଜଗନ୍ନାଥ ଉମାକାନ୍ତ ଭାଇ ତମ ଗିତ ସୁଣିଲେ ଆଖିରୁ ଲୁହରହୁନି ଜଗନ୍ନାଥ ତୁମର ମନସ୍କାମନା ପୂରଣ କରିବେ ମୋର ବିଶ୍ୱାସ ରହିଛି
Gsak. Rkcb
ସତ କଥା ଆଜ୍ଞା
@@srikantmalik1553 QL
Sara Katha sir🙏🙏
Jay jagarnath
Super 😭😭😭👌👌👌👍👍🙏🙏🙏 umakant ଭାଇଙ୍କୁ ମାେର ବିନତୀ ଆଉରି ଆଗକୁ ବଡ଼ନ୍ତୁ ।
ଭଗବାନ ତୁମ ଦୁଇ ଭାଇଙ୍କର ମଙ୍ଗଳ କାମନା କରନ୍ତୁ।
ଜୟ ଜଗନ୍ନାଥ ସ୍ୱାମୀ
Jay Jagannath
👌👌🏿👌🏿
Sir bbjan
Jay jagannath
Jay Jagannath
ଉମାକାନ୍ତ ପ୍ରକୃତରେ ତମକୁ ଜଗନ୍ନାଥଙ୍କ ଆସୀବାଦରୁ ତମ ଗୀତ ଏତେ ହୃଦୟ ବାନ ଲାଗୁଛି ଆଖିରେ ଲୁହ ଚାଲି ଆସୁଛି 😭😭 ଜଗନ୍ନାଥ ତମକୁ ଅସୁବିଧା ନ କରନ୍ତୁ 🙏🙏🙏
ଭଜନ ଟିକୁ ଶୁଣିଲା ପରେ ଆଖିରୁ ଲୁହ ଆସିଗଲା । ଜଗତର ନାଥ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଉମାକାନ୍ତ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ
Dan
Ch
0
Always god bless you
😅😅
Ahaaa bahut ସୁନ୍ଦର 🎸🎵🎸🎼🎸🎵🎸🎼🎸🎤🎶🎤🎤🔊🔊🎹🎹🎹🎹💯💯💯💯👌💯👌💯👌💯👌💯
ଶାଶ୍ୱତ ସତରେ ତମର ନିଆରା ଏହି ଖୋଜ ବହୁତ ଚମତ୍କାର.. ମୋର ଆଶୀର୍ବାଦ ଏହି କଳାକାର ଟି ଦିନେ ନିଶ୍ଚୟ ଆଗକୁ ଯିବ l
ଜୟ ଜଗନ୍ନାଥ
ଭଗବାନ ତୁମକୁ ଆଗକୁ ନିଅନ୍ତୁ God bless you
କେମିତି ଲେଖିବି ଉମାକାନ୍ତ ତମ ମଧୁର ସ୍ୱର ଶୁଣିଲେ ହୃଦୟରୁ ଆତ୍ମୋସନ୍ତୋଷ୍ ଆହା.... ଆହା.... ବାହାରି ଆସୁଛି.... ଭଗବାନ ତମକୁ ଶିଖର ରେ ପହଞ୍ଚାନ୍ତୁ ।।।
ଧନ୍ଯବାଦ ଉମାକାନ୍ତ ଜଗନ୍ନାଥ ତୁମର ମଗଳ କରନ୍ତୁ
ଜୟ ଜଗନ୍ନାଥ ଏମିତି ସୁନ୍ଦର ସ୍ୱର ଟେ ଗଢ଼ିଛନ୍ତି.... ବାଃ.... ଅତି ସୁନ୍ଦର୍.
Satare Mahaprabhu ete sundara swara deichhanti . kintu aakhi duita nei jaichhanti
😭
Jete barsha, pawan hele jemiti nauriaa ta naaa ku chhadeni, semiti tumaku jagatara natha sei prabhu JAGANNATH kebe hele eka chhadibeni... Prabhu sabubele tuma saha achhanti... Umakanta you're a great singer... Survibration is the best...
Mm me na c hai na kal and and pp
Mm me na c hai na kal and and pp
ଧନରେ ସେଇ ଜଗାକୁ ଧର,ତା ପାଖରେ ଅଳି କର,ସବୁ ସେ ଦେବ।
Write
ସତରେ ଜଗା ଏ ଜୀବନ ରେ କେତେ ଦୁଃଖ ଦେଇକି ଜନମ ଦେଇଛୁ ନା 😩
ବହୁତ ସୁନ୍ଦର ଉମାକାନ୍ତ
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତୁମକୁ ବହୁତ ଆଗକୁ ନିଅନ୍ତୁ ଏବଂ ଖୁସିରେ ରଖନ୍ତୁ । ଜୟଶ୍ରୀ ମାଡାମଙ୍କୁ ବହୁତ ବହୁତ ଧନ୍ୟବାଦ । ଜୟ ଜଗନ୍ନାଥ 🙏🏻
Jay Jagannath
ସେ ଭାବବିନୋଦିଆ କାଳିଆ ସାଆନ୍ତ ତୁମ ଗୀତ କୁ କର୍ଣ୍ଣ ରେ ଶୁଣୁଛନ୍ତି🙏 ସେଇଥି ପାଇଁ ତୁମକୁ ଶକ୍ତି ଦେଇଛନ୍ତି ଆଖି ନଥାଇ ବି ତୁମେ ସବୁ ଜାଣିପାର ଆଉ ସବୁ ଅନୁଭବ କରି ପାର ❤️
ସୁନ୍ଦର, ଭାବର ଭଜନ ଜୟ ଶ୍ରୀକୃଷ୍ଣ
Tumara sabu bhajan ati sunder❤
ବହୁତ ସୁନ୍ଦର
ଜୟ ଜଗନ୍ନାଥ
Ati sundar swara
ବହୁତ ବହୁତ ଭଲ ଲାଗିଲା l ସୁନ୍ଦର ସଙ୍ଗୀତ ସୁନ୍ଦର ସ୍ୱର ସଂଯୋଜନା ଆଉ ସୁନ୍ଦର ଏକ ନିଆରା କଣ୍ଠ ଶିଳ୍ପୀଙ୍କ କଣ୍ଠ ସ୍ୱର ଗୀତଟିକୁ ବହୁତ ଭାବପୂର୍ଣ୍ଣ କରିପାଗିଛି l
ଜୟ ଜଗନ୍ନାଥ
Super singer uma bhai
ଉମାକାନ୍ତ ଭଗବାନ ତୁମ ପରି ପୁଅ କୁ ସବୁ ବାପା ମା ଙ୍କୁ ଦିଅ ନ୍ତୁ
Hari bol
Ati sundara bhajana
Badhiaa
ଅଜୁ ଭାଇ ପ୍ରଣାମ
Jay sri jagannath swami nayana patha gami bhaba tume🙏🙏🙏🙏🙏🙏🙏🙏 🌸🌸🌺🌺🌺🌺🌺🌺🌺🌺🙌🙌🙌🙌🙌🙌🙌🙌
Saswat Tripathy is pride of Subarnapur ...Umakanta is a super star of future...jay jagannath
ଭକ୍ତି ଏବଂ ଭାବରେ ପରିପୂର୍ଣ୍ଣ ଗୀତଟି ସତରେ ହୃଦୟସ୍ପର୍ଶୀ ।ଜୟ ଜଗନ୍ନାଥ 🙏
Shashwat is a super lyricist and a super composer ...Amara garba ...God bless u bhai ....super singing Umakanta ....
Wish you all the best umakanta God bless you
ଭଗବାନ ତୁମର ମଙ୍ଗଳ କରନ୍ତୁ ,ତମେ ଆହୁରି ଆଗକୁ ଵଢ ।ଜୟ ଜଗନ୍ନାଥ ।।
Jay jagannath god bless you beta.
ଉମାକାନ୍ତ ଭାଇ ତମ ଗିତ ମତେ ବହୁତ ଭଲ ଲାଗେ ଭଗବାନ ଯଉ ତମକୁ କଣ୍ଠ ସ୍ବର ଦେଇଛନ୍ତି ସେଇଟା ତାଙ୍କ ଆଶିର୍ବାଦ
ଉମାକାନ୍ତ ତୁମର ଗୀତ ଶୁଣିଲେ ମୋ ଆଖିରେ ଅଶ୍ରୁ ଆସିଯାଉଛି ଜୟ ଜଗନ୍ନାଥ ତୁମର ଗଳାରେ କେବଳ ଭକ୍ତିଭାବ ରହିଛି
Uu.
Vojon re lagug apo behap
Really lord Jagannath in his voice
U kalia gift bro🙏
Jay. Jagnnatha. Prabhu. Umakanta. Akhi. Pherei. Dia. Tuma. Ichhare. Srustre. Chalithae atiki. Prathana
Amazing voice..one of the good future playback singer..in the whole odisha...jay jagannath...
ସୁନ୍ଦର ଭାବର ଭଜନ
Pura imotional hoichi a sangita 👍👍👍👍👍👍👍👍👍👍👍👍👍
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏🙏🙏🙏
Jayaa maa.apanka.bahut.bahut.dhanya.bad.pravunka.karuna.sabubele.tuma.sangare.achhi.rahiba.umaa.vai
God bless you beta
bohut sundar
ଭଗବାନ୍ ତୁମର ମଙ୍ଗଳ କରନ୍ତୁ,
Ur God's gift...... Be honored and blessed my little brother
ବହୁତ୍ ସୁନ୍ଦର୍।।ଶୈଳୀ।। କଣ୍ଠ।।ଉପସ୍ଥାପନା
ସୁଣିକି ଆଖିରୁ ଲୁହ ଆସି ଯାଉଛି🙏🙏🙏🙏🙏
ଜୟ ଜଗନ୍ନାଥ
Jay jagannath 🙏.. Heart touching song... beautiful voice...🙂
ଜାଗା ତୁମକୁ ଦୀର୍ଘାୟୁ କରୁ 🙏🙏🙏🙏🙏
ତମ ଗୀତ ଶୁଣିଲେ ମୋ ଆଖିରେ ଲୁହ ପାଳିଆସୁଛି ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ jay Jagannath 🙏🙏🙏
9
@@chittansridha4433 z0
The
One of the best singer in Odisha.... I have seen his live performance his voice is unbelievable......
Nice Video
Sabas Umakanta. Jay Jagannath ❤
Bhai tuma sabu Geeta bahut bhaba bhara sunibaku bahut bhala lage Prabhu Jagannath tumaku aahuri aagku niantu God bless you
Jay Jagannath
Jay Jagannath 🙏🙏😭🙏🙏
Go ahead my son ..I lov u..nd u r great..I m proud
Speech less 😭😭😭 heart touching bhajan 🙏🙏🙏🙏🙏🙏🙏
ଭଗବାନ ସବୁବେଳେ ଭଲରେ ରଖନ୍ତୁ & ଜୟ ମା ତାରିଣୀ 🙏💞🙏🙏🙏💞💞💞🙏🙏Good voice &Lyrics
Beautiful voice beta Jay jagannath
So beautiful voice umakanta bahi,,,,,Jay jagannth
ଧନ୍ୟବାଦ ଉମାକାନ୍ତ ବାବୁ
ତୁମେଡିନେ ମହାନ୍ କଣ୍ଟସିଳ୍ପି ହେବ
Excellent singing bro
ବହୁତ୍ ସୁନ୍ଦର୍ ଲେଖା
ହୃଦୟସ୍ପର୍ଶୀ ଜୟ ଜଗନ୍ନାଥ
ବହୁତ ସୁନ୍ଦର ଭଜନ, ଜୟ ଜଗନ୍ନାଥ, ହୃଦୟକୁ ଛୁଇଁଗଲା ସୁନ୍ଦର ସ୍ୱର
ଅତି ସୁନ୍ଦର ସୁସଜ୍ଜିତ ଗୀତଟି ଧନ୍ୟବାଦ ମୋର ସାନ ଭାଇ ଉମାକାନ୍ତ 🙏🙏🙏
Iodisha wants this type of devotee
Singer. Lord Jagannath heard this song. God bless you, umashsnkar.
Bahut bhala Gita gailu babu ...
Bhagaban Tara mangala karantu ...
Sabube khusire au anadha re raha ...
Special thanks to Me. Jaysree ji for taking care of such a child ....live long
👍👌👌👌
ଅତି ଚମତ୍କାର କଣ୍ଠ ମହାପ୍ରଭୁ ଜଗନ୍ନାଥ ନିଶ୍ଚିତ ତୁମର ମଙ୍ଗଳ କରିବେ, ଜୟ ଜଗନ୍ନାଥ
Jai Jagannath 🙏🏼
This new composition is likely based on and expression of sorrow and agony of the singer. Most appealingly dedicated to the Supreme Lord. I believe Jayashree Madam has put in her efforts for such a visionary script. Thanks a lot.
Many many thanks to survivration music because ur song gives lot of peace and happiness
Bahut sundar. God bless you beta
Really sweet voice
Right choice Right voice umakanta babu congratulations jaysree madam your noble idea
Jay Jagannath...... god bless you.
ସତରେ ଭାଇ ତମର ସ୍ୱର୍ ହୃଦୟସ୍ପର୍ଶୀ ଭାଇ କାଳିଆ ସାଥିରେ ସବୁବେଳେ ଅଛି।ଆଖିର ଲୁହ ଆପେ ଝରି ଯାଏ।ଆଖିନାହି ବୋଲି ମନାଉନା କରିବନି କାଳିଆ ଆଖି ରେ ଦୁନିଆ ଦେଖିବୁ। ❤👍👌👏
God blessed him to be a great singer. Mam to special thanks for help with explore such kind of genius
Manasakumat
Manasakumarnayak
Umakanta satare tumara gita jie suniba satare tara akhiru luha jhari asiba , god bless u , you get more success in your life
Nice👌👌
U r a god gifted child ... Always stay blessed my little brother ...
😭...umakanta ..super..👌...God bless you...🤚
What a bhajan ? Umakanta ...you are best now .
Madichalo
Jay jagannath
ହୃଦୟ ସ୍ପର୍ଶୀ ଭାବର ଭଜନ । ମୋ କାଳିଆ ତ ମୋତେ କରିବ ପାରି ଜାଗାରେ ମୋ କାଳିଆ ତୁ ମୋତେ କରିବୁ ପାରି ହୋଇଥିଲେ ଭଲ ଲାଗିଥାନ୍ତା । ଜୟଶ୍ରୀ ମାଡାମ ଏବଂ ବାବୁ ଉମାକାନ୍ତ ଙ୍କୁ ଅନେକ ଅନେକ ଧନ୍ୟବାଦ ।
ସେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଏତିକି ପାର୍ଥନା କି ତମକୁ ଶଂଖ ରେ ଘୋଡେଇ ଚକ୍ର ଆଢୁଆଳରେ ରଖନ୍ତୁ।।। ଭକ୍ତର ଭଗବାନ ସେ , ଜୟ ଜଗନ୍ନାଥ
ଅତି ସୁନ୍ଦର ଭାବରେ ଗାଇଛନ୍ତି ଉମାକାନ୍ତ
Jayashree madam many many thanks for your sympathy to this great singer.the voice brings tears from eyes.the lyrics is appropriate for this boy .very nice.god bless him to bright his future.
Om Jay shree Sai Jagannath Swamy Ki Jay God bless Ho
Jay jarnta
Beautiful voice
କଣ ଗାଉଛ ଉମାକାନ୍ତ, ହୃଦୟ ଛୁଇଁ ଯାଉଛି ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ
I have no words for this song 😭😭
Umakant go ahead 👍🏻👍🏻👍🏻 Thanks to Jayashree madam and Shaswat Babu 🙏🙏🙏 & all team members of survibretion, Jay Jagannath 🙏🙏
Jay jagannath swami.
Nayan path gami.
Bhabaha tume
The song and the singer both are heart touching,god bless u
ଧନ୍ୟବାଦ ଉମାକାନ୍ତ ତୁମ ସୁର କଣ୍ଠ ଜୟ ଜଗନ୍ନାଥ
Who is the writer.The singing is too magical,too magical writer.👍👍👍👍
ଉମାକାନ୍ତ, ତମର ପ୍ରତ୍ୟେକ ଭଜନ ଭାବର ଭଜନ ଏବଂ ହୃଦୟ ସ୍ପର୍ଶୀ । ଲେଖା, ସ୍ବର, ସଙ୍ଗୀତ ସବୁ ମନଛୁଆଁ । ଯେତେ ଶୁଣିଲେ ବି ମନ ବୁଝୁନି । ଭଗବାନ ତମର ମଙ୍ଗଳ କରନ୍ତୁ ।
ଜୟ ଜଗନ୍ନାଥ
Super BB❤️❤️❤️❤️❤️❤️❤️❤️jay Jagannath ❤️❤️🙏🙏🙏🙏
Umakanta yr song is heart touching, make practice more & gain more, God bless u thanks to teams
Super se super ....
Jayasree madam🙏🙏🙏🙏🙏🙏
Your voice is dominating your eyes million times, wow superb