Jay jagannath vishva mein sabse utkrusht Kala hai udisa ki Pala, har tarah ki Kala mein ab mishran ke Karan din pratidin aadhar kam hota jata hai per Pala aaj bhi lokpriya Kala bani Hui hai jagannath ki kripa se aage bhi ISI tarah se bane Rahe Jay jagannath har har shambhu Jay udisa
ସ୍ବର୍ଗତ ଆତ୍ମାଙ୍କର ସଦ୍ ଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । 🙏🙏
ବହୁତ ସୁନ୍ଦର ଉପସ୍ଥାପନା ଧନ୍ଯବାଦ ଲୋକନାଥଙ୍କ ଅମର ଆତ୍ମା ସଦ୍ ଗତି ହେଉ. ଜୟ ଜଗନ୍ନାଥ🕉 🙏
ସୁନ୍ଦର ଭାବ ପୂର୍ଣ୍ଣ ପରିବେଷଣ । ବାସ୍ତବ ଚିତ୍ର ରୂପାୟନ ଅନନ୍ୟ ।
ସାମନ୍ତରାୟ sir ଙ୍କ ଆହୁରି ଭଲ ହେଇଛି।
Bhala
Nice pala
Jay jagannath 🙏🌹🙏🌹🙏
Prabhu krunakar karuna karuthantu
Good 👍 🎉❤
Bahut Sundar paribesana
Gayak Samrat ଲୋକନାଥ କର ଓ ଗାୟକ ସମ୍ରାଟ ପ୍ରଭାତ ସାହୁ ଉଭୟ ଗୋଟିଏ ପଥର ଯାତ୍ରୀ ହେଲେ। ସତରେ କଣ ଗାୟକ ସମ୍ରାଟ ମାନଙ୍କର ଏହା ବିଧି ନିର୍ଦ୍ଦିଷ୍ଟ? ପ୍ରଭୁ ଏପରି ଦୁଃଖ ଯେପରି ଆଉ କୌଣସି ଗାୟକ ମାନଙ୍କୁ ନ ମିଳୁ। ଏହାହିଁ ନିବେଦନ।
ସେ
ଗାୟକ ସମ୍ରାଟ ହେଲେ ବୈଷ୍ଣବ ପ୍ରଧାନ
ଗାୟକ ରତ୍ନ ଉପାଧି ରେ ଲୋକନାଥ କର ଓ ପ୍ରଭାତ ସାହୁ ମହୋଦୟ ଭୂଷିତ। ଦୁହେଁ ଏବେ ଅଫେରା ରାଇଜରେ।
ଗାୟକ ପ୍ରଭାତ ସାହୁ ମୋ ଜୋଇଁ
Good vedo vere life
ଉତ୍କଳ ପ୍ରଦେଶ ର ଯୁଗ ପୁରୁଷ ଗାୟକ ସମ୍ରାଟ ମାନଙ୍କୁ ମୋର ହୃଦୟ ସ୍ଥଳରୁ କୋଟି କୋଟି ପ୍ରଣାମ,
ବନ୍ଦେ ଉତ୍କଳ ଜନନୀ,
ଜୟ ଶ୍ରୀ ଜଗନ୍ନାଥ,
Good voice mam jai Satya Narayan Prabhu.from puskar chandra Mahapatra pala pagala darsak
"ସୁନ୍ଦରେ ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୁଆଁ ଲାଗୁଥାଇ"ସ୍ବର୍ଗତ କରଙ୍କ କୋଇଲି ମାଳିକା ଅନେକ ପାଲା ଗାୟକଙ୍କ କଣ୍ଠରୁ ଶୁଣିଛି।ଭଗବାନଙ୍କ ଉପରେ ଆସ୍ଥା ରଖିଥିବା ଭକ୍ତଟିଏ କିପରି ନିଜ ମନର ଭାବନା କବିତା ଆକାରରେ ବ୍ଯକ୍ତକରିପାରେ ତାର ଏକ ସୁନ୍ଦର ଅବତାରଣା "କୋଇଲି ମାଳିକା"।
Love
Danyaheu apananka jibana
ହେ ପ୍ରଭୁ ସତ୍ୟନାରାୟଣ 🙏ସବ୍ର ଗାୟକ ମାନଙ୍କୁ ସୁଭ ଆଶ୍ରିବାଦ କରନ୍ତୁ ଏ ଅଧମର ଏତିକି ପ୍ରାର୍ଥନା 🙏🙏🙏🙏 ଜୟେ ପ୍ରଭୁ ସତ୍ୟନାରାୟଣ 🙏🙏🙏🙏🙏🌹🌹🙏🙏🌹🙏🙏🌹
ଜୟ ଜଗନ୍ନାଥ
Jay shree Jagannath 🙏❤️
Sundar paribesana 🙏🙏🙏🙏🙏😂😂😂
🙏🙏ପ୍ରଣାମ. ଜୟ ଶ୍ରୀ ସତ୍ୟ ନାରାୟଣ ସ୍ୱାମୀ ଙ୍କର ଜୟ 😭😭
ଆଂଜ୍ଞା ଭାବ ରେ ଗାଉଛନ୍ତି କିନ୍ତୁ ଭୁଲ ଗା ନ୍ତୁନି ଦୟାକରି.... 🙏🙏🙏🙏..... ସଂମାନ ଖରାପ ହେବ..... ଦୟାକରି ଟିକେ ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଙ୍କୁ ଅନୁସରଣ କରନ୍ତୁ......
Pala dekhile Akshire Luha Asijauchi
ଗାଇକଙ୍କୁ ସମ୍ନାନ ଦେଉଛନ୍ତି ହେଲେ ତୁଣ୍ଡରେ, ଆଜିଠୁ ଆପଣ ମାନେ ଯାହାକୁ ସମ୍ନାନ ଦେବେ ତୁଣ୍ଡରେ ହାତ ଟେକିବେନି ପାପ ହେବ, ଏ ଷ୍ଟେଜରେ ଗାଉଛନ୍ତି ନା ରେଲସେଲ କରୁଛନ୍ତି ଜାଣି ହେଉନି
Tankaatatma rasadagatipai bhagabanaka nikatare prathana karuchu juhara
Gayaka ratna Lokanathaa kara nka a sundara lekha au bhaba kehi deiparibe nahi ki se bhaba kehi deiparibeni .
Kandhi ki kahibar kan achhi. ?
L
Nistuta nuha nisruta
Rs ea
Over expression 😂😂😂
Pronunciation is not correct
Bahuta, pada bhul gauchhanti
Over immotion seen
Mina rani ,avinandan
Bahut natak karuchha.
😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭🙏🙏🙏
Jay jagannath vishva mein sabse utkrusht Kala hai udisa ki Pala, har tarah ki Kala mein ab mishran ke Karan din pratidin aadhar kam hota jata hai per Pala aaj bhi lokpriya Kala bani Hui hai jagannath ki kripa se aage bhi ISI tarah se bane Rahe Jay jagannath har har shambhu Jay udisa
Jay Jagannath