Baya Gita Part-02 ବାୟା ଗୀତା
HTML-код
- Опубликовано: 2 окт 2024
- Baya Gita Part-02 ବାୟା ଗୀତା
ମୁଁ ଶିବୁନୁ ଆପଣମାନଙ୍କୁ ମୋର ନମସ୍କାର ପରମ କରୁଣୀକ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଅପାର କରୁଣାରୁ ମୁଁ ଆଜି ବାୟା ଗୀତାର ଗୃଡ଼ରହସ୍ୟ ଆପଣଙ୍କ ଆଗରେ ବଖାଣୁଛି ଅସାକରେ ଆପଣମାନେ ଏହାକୁ ସାଦରେ ଗ୍ରହଣ କରିବେ ଏବଂ ମୋତେ ଭଲପାଇବା ଦେବେ, ଜୟ ଜଗନ୍ନାଥ।
Baya gita Part-03,👇👇👇👇👇👇
• Baya Gita Part-03 ବାୟା...
Enjoy this spiritual Srimad Baya Gita (odia) and subscribe this channel#odiayoutubersibun, share this video yours freands and family
For business query
Sibunrath.10@gmail.com
Other social network
Fb-www.facebook.c...
Insta-youtubersibun
#bayagita
#odiayoutubersibun
#odiayoutubersibunu
#srimadbhagavatam
#odiabhagabat
#gitabhagabatastory #odiapurana #Bhagabatamohapurana #gitabhagabatapothi #shreemadbhagabatagitaodia #Bhagabatagitaodia
ଶ୍ରୀ ଗୁରୁ ମହିମା ଅଲେଖ ❤ ଆହା,,,,କି ସୁନ୍ଦର୍ , କି ଆନନ୍ଦ ମୟ 🙏🙏🙏
ଓମ୍ ନମଃ ଭଗବତେ ବାସୁଦେବାୟ
ଶ୍ରୀ ଗୁରଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ। ଅତି ସୁନ୍ଦର।
I m waiting for next episode
Bahut. Sundar. and. surti. mullyaban. bani. samastanku. mohit. kari. paruchi. Jay. Jagannath
Baya gita sampunna trutiya chatrutha adhaya.chhadantu
ଅବଶ୍ୟ
No 1 so sweet
ଅତି ସୁନ୍ଦର, ମଧୁମୟ ଏବଂ ହୃଜୟସ୍ପର୍ଶୀ ହୋଇପାରୁଛି "ବାୟା ଗୀତା"ର ସୁଲଳିତ ସଂଗୀତମୟ ଉପସ୍ଥାପନା । ସୁମଧୁର କଣ୍ଠସ୍ଵର ପାଇଁ ଗାୟକ ମହାଶୟଙ୍କୁ ଅଶେଷ ଆନ୍ତରିକ ଧନ୍ୟବାଦ । ଏତଦ୍ବ୍ୟତତ, ଏହି ଭିଡ଼ିଓ ପ୍ରସ୍ତୁତିରେ ସଂପୃକ୍ତ ସମସ୍ତ କଳାକାର ଓ ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ବାୟା ଗୀତା ତତ୍ତ୍ଵ ଭିତ୍ତିକ ଜ୍ଞାନ ଉପରେ ପର୍ଯ୍ୟବସିତ ହୋଇଥିବାରୁ ଏହାକୁ ସାଧାରଣ଼ ଜନତା ବୁଝିବା କଷ୍ଟକର ଅଟେ । ତେଣୁ, ଭିଡ଼ିଓ ମଝିରେ ପ୍ରତି ପଦ ଶେଷରେ ଏହାର ଅର୍ଥକୁ ବୁଝାଇବେଲେ ଭଲ ହୁଅନ୍ତା ବୋଲି ମୋର ମତ । ପ୍ରକାଶ ଥାଉକି, ଗୁରୁ ଆଶ୍ରିତ ବ୍ରହ୍ମଜ୍ଞାନୀମାନେ ବାୟା ଗୀତାର ପ୍ରକୃତ ଅର୍ଥ ବୁଝିବା ଲାଗି ସକ୍ଷମ ହୋଇପାରିବେ । ସାଧାରଣ ବ୍ୟକ୍ତିଙ୍କ ପାଇଁ ଏହାର ଅର୍ଥ ବୁଝିବା କଷ୍ଟକର ହୋଇପାରେ ।
ଜୟ ବାୟା ବାବା । 🙏
ଜୟ ପାଗଲ ବାବା । 🙏
ଜୟ ଜଗନ୍ନାଥ । 🙏
ଜୟ ପଞ୍ଚସଖା । 🙏
ଆପଣଙ୍କୁ ମୋର ଅନନ୍ତ କୋଟି ପ୍ରଣାମ ଆପଣଙ୍କ ମତାମତ ସ୍ୱାଗତ ଯୋଗ୍ୟ କିନ୍ତୁ ସମୟ ଅଧିକ ହେବାରୁ ବୁଝାଇବା ଆମପକ୍ଷେ ଅସମ୍ଭବ ସେଥିପାଇଁ ଆମକୁ କ୍ଷମା ଦେବେ ଆମ ଭିଡ଼ିଓ ଏମିତି ଦେଖୁଥାନ୍ତୁ ଏବଂ ଆମକୁ ଆଶୀର୍ବାଦ କରନ୍ତୁ ଜୟ ଜଗନ୍ନାଥ
Jay Jagannath 🙏😭😭😭
@@odiayoutubersibun please🙏 samaya adhika helebi bujhantu.
Gurudev namastute 🙏,,, କିଛି b samay Lage nahi , ape ଆପଣାକୁ ବୁଝେଇ ବୁଝା ରେ ମନ ,,,
@@tapaswinisahu9826answer -- Guru kale janipariba
Bhala lagila. 🙏 mo pakhare ahi bahi gotia achi. Mana bhala na lagile ehi bahi ta ku bele bele padhe.
🙏🙏
Jay shree jagannth dhanya he madhaba🌹 bahut pyar sora dhanya wad🌹🌼🙏🙏🙏🙏🙏🙏
Very nice very sweet my favorite bayagita I love like and respect this so much thank you sir. Sradhanjali
ଅତି ସୁନ୍ଦର ମଧୁମୟ
ଅଶେଷ ଅଶେଷ ଧନ୍ୟବାଦ୍
ଜୟ ଜଗନ୍ନାଥ
Hari omm
Jay jagannath
Next trutiya adhaya.chhadantu
Jaya Jagannath
Baya gita full kari parathamaru arambharu prajyant chhadantu
🙏
🙏🙏🙏🙏
Thanks sir 3rd part ra apekshya re rahilu 🙏
Jaldi tk chhadbe 🙏from kalahandi bhawanipattna
ନିଶ୍ଚୟ ଆପଣଙ୍କ ଆଶୀର୍ବାଦ
🙏🙏🙏
Maña Shanti. Hoigala
👏👏👏👏👏👏
ଜୟଜୟଜଗନ୍ନାଥହେନିଳାଚଳମୁରତି।
ଭକତଵାୟାଗୀତରେମନହୋଇଲାଶାନ୍ତି।
ଜଗତରଭାଵନାଵରଏଯେଅମୃତବାଣୀ।
ଶୁଣିଲେପାତକଛାଡିଵଆହେଵିଜ୍ଞମଣ୍ଡଳୀ।
କିଛି ନୁହେଁ ଏହିଜୀବନଆମେମୟାରେଵାଇ।
ଏକଳିଯୁଗେଆଜିନିରଵପ୍ରଭୁଜଗତସାଇ
ତାଙ୍କପାଦତଳେସରଣପସହରଵେଆସି।
ବାଇଆପାଗଳାଵାଵାରମୁକ୍ତିମାର୍ଗଅଟଇ।
ଜୟ ଜଗନ୍ନାଥ🙏🙏💩💩 ଅଶୋକ ଭାଇ
Jay jagannath
J̊åẙ j̊åg̊ån̊n̊åt̊h̊ 🙏🙏🙏
Jay jaganatha
Twoweek
One montha
Omm namaha Bhagavate vasudevaya 🙏
Odia audio ❤️🥰 jhunu bag
Apan full baya gita kari chhadibe.gotegote nanhi
Samaya adhika hebaru adhe adhe karajauchi
🙏🙏🙏🙏🙏🙏🙏
ଅଶେଷ.... ଧନ୍ୟବାଦ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Jayjaganath swami 💕💕💕💕💕💕🙏🙏🙏🙏🙏
Ok sampurn Gitaa saribajai bolantu
Ok
4 5 ନମ୍ବର ଆଗକୁ ଦିଅନ୍ତୁ ଆଜ୍ଞା ବହୁତ ଶୁଣିବାକୁ ଭଲ ଲାଗୁଚି 👌🙏👌🙏🌹❤️🌹❤️
Thanks ଅବଶ୍ୟ ଦେଖିବେ
Biswa ananta biswa abadhuta biswa guru sree sree pagala baya deba ki...... Jay.....
Trutiya adhaya.chhadantu
ଲୋତକ ଭରା ପ୍ରଣାମ
ପ୍ରଣାମ
😮
Jaya Jagannath
Please send third part, jaya jagnnath, jaya baba
ଅବଶ୍ୟ ଦେଖିବେ
Life song
Sampurna. Chhadantu
Very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very very nice nice
Jay radhe Krishna 🙏🙏🌹🌹🌺
Sundara Voce byaskhakale bhala huanta
Love ❤️🥰 jhunu bag
ଆହାଃ କି ସୁନ୍ଦର, ବର୍ଣ୍ଣନା କରିହେଉନି
ତୁମ କଣ୍ଠରେ ପୂରିଅଛି ଆମ୍ବୃତ ବାଣୀ କି ସୁନ୍ଦର ମା ସାରଳା ଏମିତି ବିରାଜ ମାନ କରିଥାନ୍ତୁ 🎉🎉🎉🎉🎉🎉🎉🎉
ଅଲେଖ ମହିମା ଶରଣ 🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ,,,ନୟନପଥଗାମୀ ଭଵତୁ ମେ।🙏🙏💩💩💩 ଅଶୋକ ଭାଇ
ସମ୍ପୂର୍ଣ ବାୟା ଗୀତା କୁ। ଗୋଟି ପରେ ଗୋଟି ଅଧ୍ୟାୟ। କରନ୍ତୁ
ନିଶ୍ଚିତ ଭାବରେ
Om🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏 shanti thanks🙏🌹🙏🌹🙏🌹🙏🙏🌹
ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ, ପ୍ରଭୁଙ୍କ ଆଶୀର୍ବାଦ ରୁ ଏମିତି ଆସ୍ତେ ଆସ୍ତେ ସମ୍ପୂର୍ଣ୍ଣ ହେଉ, ଜୟ ଶ୍ରୀ ସଚ୍ଚିଦାନଂଦ।
ସମ୍ପୂର୍ଣ କରିବା ଅସମ୍ଭବ ତଥାପି ମୁଁ ଚେଷ୍ଟିତ
ପ୍ରଭୁଙ୍କ ଦୟାରୁ ନିଶ୍ଚିତ ସମ୍ପୂର୍ଣ୍ଣ ହେବ,ଏଥି ମଧ୍ୟରେ ସଂସାରର ଆଧ୍ୟାତ୍ମିକ ଶରୀର ଜ୍ଞାନ ପୁଙ୍ଖାନୁପୁଙ୍ଖ ଭାବେ ଅଛି ତା ସହ ସବୁ ଗୀତା, ଭାଗବତ ,ରାମାୟଣ.....ସବୁରି ଅର୍ଥ ଏଥି ମଧ୍ଯରେ ପୁରି ରହିଛି।
7
@@raghunathjena9347 , AA
Ek dam thik
🙏🙏🙏ଆହାକୀସୁଦର ଗିତାଙ୍କୁ 🙏🙏🙏🙏
Baya gita sampunna chhadantu
A Gita bahut ❤️ ku chhuila bhali song, Singar mohadaya ku bahut bahut dhanyavad
🙏🙏🌹ପ୍ରଣାମ. ଜୟ ଗୁରୁ. ଜୟ ଜଗନ୍ନାଥ
Adi Anadi Parambrahma
ASHOK KUMAR SINGH MADHAPUR DIST, NAYAGARH,BAYAGITA KOTI KOTI, PRANAMA😮🎉
Sundar ati sundar 🙏🙏🙏🙏🙏🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🙏👍👍👍
ଭଗବାନ ଙ୍କ କୃପାରୁ ଶୁଣି ପାରିଲି ମନ ମୋହି ନେଲ ପ୍ରଭୁ ସତରେ ପ୍ରଭୁ ତୁମେ ସତ୍ୟ ଆଉ ସବୁ ମିଥ୍ୟା
😂🎉🎉🎉🎉😂😂🎉🎉🎉😂😂🎉🎉🎉😂😂😂
I m also from Kalahandi
Oh nice
ଅଶେଷ ଅଶେଷ ଧନ୍ୟବାଦ୍।ଅତି ସୁନ୍ଦର ପରିବେଷଣ ହୋଇଛି।
ଆଜ୍ଞା ନମସ୍କାର ମୋର ଅନୁରୋଧ ବାୟାଗିତି ସପୁନ୍ନ କରିବ
ଆପଣଙ୍କ ଆଶୀର୍ବାଦ ଥିଲେ ନିଶ୍ଚୟ ହେବ
🌺🌺🌺ଜୟ ବାୟା ପାଗଳାୟ ନମଃ 🌺🌺🌺🙏🙏🙏
🙏
Shree guru deba nku koti koti pranam Jay Guru deba🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath
🙏🤔🤦🧘
🙏Jay jagannath swami🙏
ଧନ୍ୟବାଦ sir ମୋର ବାୟାବାବାଙ୍କ ବହି ଗୁଟେ ଦରକାର ଥିଲା
Addcoment
Jay jagannath 🙏🙏🙏🙏🙏
Jaya Jaya jaganath parvhu
ଜୟ ଜଗନ୍ନାଥ ମହାଶୟ ଙ୍କ ସର ଭଲ ଲାଗିଲା, ଆଗକୁ ଵ୍ଯଵହାର କରନ୍ତୁ। ଧନ୍ୟବାଦ।
😊
😊😊😊😊😊😊😊😊😊😊😊
̊
@@mitupanigrahi0
😊😊😊
😊😊😊😊
ଆପଣ ପ୍ରମାଣ କରିଦେଲେ ଆପଣ ମହାନ
Jagannath
Beutiful Baya gita
Supr bijn 2pat
Very nice song Jay baba achintya nath
ସୁନ୍ଦର ସ୍ବର ସୁନ୍ଦର ଗୀତ ବହୁତ ଭଲ ଲାଗିଲା ଏଇ ଭଳି ଗୀତ ଆହୁରି ଆସିଲେ ଭଳ ହୁଅନ୍ତା ଜୟ ଜଗନ୍ନାଥ
ଓଁ ଶାନ୍ତିଃ
Heart touching bhabamaya
ମନୁଷ୍ୟ ଜନ୍ମର ତତ୍ତ୍ଵ ଉପରେ ଆଧାରିତ । ଶୁଣିବା ଏବଂ ବୁଝିବା ଅତି ସହଜ, ଅତି ସୁନ୍ଦର ଉପସ୍ଥାପନା।
ନମସ୍କାର
I love you bro
Lov u
👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👍👍👍🙏🙏🙏🙏🙏🙏🙏🙏👂👂👂👂👍👍👍🤜🤜👏👏👏👏👏👏👏👏👏👏👏👏👏👏👌👌👌👌👌👌👌👌👌👌🌹🌹🌹
Jay. Jagannath
11111
111
Jay shree Jagannath Swami Nayana patha gami vaba tume Jay Jagannath Swami ji Jai ho
Very very super 👌👌🌺🙏👌🙏🙏
🎉🎉😂
ରାଧେ ରାଧେ 🙏🙏🙏
Jaya. Jagannth
Jai Sri Guru ❤🎉❤
Jay Shree Krishna
Jay.jay.biswguru🐚🐚🐚🌍🔥🔥🔥🔥🔥🔥🔥🚩🌹🙏🔱🌿🔱🥥🥥🍌🍌🍌🍌🍌
Dhanyabada aamaku aemiti sampurna sunantu 🙏🙏🙏
Jay jagannth 🙏🙏
ଅମୃତ, ଚେତନା ବର୍ଦ୍ଧକ ସଂଜୀବନୀ 🙏🏼
Tatwa bughile arthre kamre lagile jeeban sarthak heba
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ
Fantastic
ତତ୍ତ୍ଵ ଭିତ୍ତିକ ବାୟା ଗୀତା ପ୍ରତିଦିନ ଶୁଣିଲେ ମୁକ୍ତି ଆଡ଼କୁ ମାନବ ଗତି କରିବ ସୃତି ସୁନ୍ଦର ହୋଇଚି ଅଶେଷ ଅଶେଷ ଧନ୍ୟବାଦ