EMOTIONAL SONG Bapa Maa Mo Bada Debata - Satyam Mallick New Odia Heart Touching Sad Song CineCritics

Поделиться
HTML-код
  • Опубликовано: 23 ноя 2024

Комментарии • 1,1 тыс.

  • @kaliadas8237
    @kaliadas8237 4 года назад +328

    ଗୀତ ଟି ବହୁତ ସୁନ୍ଦର ଲାଗୁଚି. ଯିଏ ଲେଖିଛନ୍ତି ଆଉ ଯିଏ ଗାଇଛନ୍ତି ତାଙ୍କୁ ଅଶେଷ ଧନ୍ୟବାଦ. ଆହୁରି ଏମିତି ହୃଦୟସ୍ପର୍ଶୀ ଗୀତ ୟୁଟୁବରେ ଛାଡ଼ନ୍ତୁ

  • @baralbk8675
    @baralbk8675 4 года назад +15

    ସୁନ୍ଦର ଅତି ସୁନ୍ଦର ଏ ଦୁନିଆରେ ବାପା ମା ପରି ଆଉ କେହିବି ହବେନି 🙏🙏🙏🙏🙏

  • @dr.pravatnalinimishra1936
    @dr.pravatnalinimishra1936 4 года назад +90

    ବହୁତ୍ ସୁନ୍ଦର....ହୃଦୟଭରା ଭକ୍ତିସଂଗୀତ...ବାପା ମା ଙ୍କ ତୁଳନା ନାହିଁ...

  • @kabitabehera3066
    @kabitabehera3066 4 года назад +36

    Song is very nice 👌👌👌
    ମା ବପା ହେଉଛନ୍ତି ଆମ ଦେବତା ।ସେମାନେ ଆମ ପାଖରେ ଥିଲେ ଦୁନିଆର ସବୁ ଖୁସି ଆମ ପାଖରେ ଥାଏ। ତାଙ୍କୁ ଆମେ ଅସମ୍ମାନ କରିବା ନାହି।

  • @sureshmohanty5327
    @sureshmohanty5327 3 года назад +10

    ବାସ୍ତବରେ ହୃଦୟକୁ ଛୁଇଁଲା ଭଳି ଗୀତଟିଏ..🌹🌹🌹🌹🌹♥♥♥♥♥ 🙏🙏🙏🙏🙏

  • @singwithharipriyapadhi6827
    @singwithharipriyapadhi6827 3 года назад +34

    ଠିକ୍ ବୋଲି ଛି ବାପା ମା ଙ୍କ ଦାନ ଅତୁଳନୀୟ ଭଗବାନ ତୁମର ମଙ୍ଗଳ କରନ୍ତୁ ସମାଜକୁ ସୁନ୍ଦର ବାର୍ତ୍ତୀ ଗୀତ ମାଧ୍ୟମରେ ଦେଇଥିବାରୁ👍❤️🙏

  • @RajendraKumar-tf9kg
    @RajendraKumar-tf9kg 3 года назад +1

    Anada maya gita ବାପା ମା ସେବା
    କଲେ କଣ ହୁଏ ଯିଏ ବାପା ମା ସେବା କରିଛନ୍ତି
    ସେହି ଜାଣିଛନ୍ତି I am gadener New delhi 55 very very nice song 👍👃👃👃

  • @srinibassahoo5551
    @srinibassahoo5551 4 года назад +18

    ଜୟ ବାପା ମାଆ କି............ ଜୟ !!!!!👍👍👍👍👍👍👍👍 ବହୁତ ବଢିଆ ଗୀତ l

  • @RajendraKumar-tf9kg
    @RajendraKumar-tf9kg 2 года назад +1

    ଏ ଗୀତ ଯିଏ ଲେଖିଛନ୍ତି ଏବଂ ଗାଇଛନ୍ତି ମୁଁ ଅଶେଷ ଅଶେଷ ଧନ୍ୟବାଦ୍ ସହ କୋଟି କୋଟି ପ୍ରଣାମ ଚିର ଦିନ ପାଇଁ କୋଟି କୋଟି ପ୍ରଣାମ କରୁ ଅଛି very very nice song 👍🙏🙏🙏🙏🙏
    Thank you ❤️
    I am fllowar gardener from new delhi 55

  • @udayalima9094
    @udayalima9094 4 года назад +20

    ଭୁଲି ଯାଅ ପଛେ ସଭିଂକୁ ଭୁଲ ନାହିଁ ମା ବାପାଙ୍କୁ ଭୁଲ ନାହିଁ ଭାଇ ଆଉ ବି ତାଙ୍କର ଅଗଣିତ ଉପକାର କୁ ଧନ୍ଯବାଦ

  • @diptibehera4371
    @diptibehera4371 4 года назад +6

    Sabu maa bapa nku bhagaban sabubele khusire rakhantu.....no more love is greater than father's and mother's love......

  • @ମାନସରଞ୍ଜନଜେନା
    @ମାନସରଞ୍ଜନଜେନା 4 года назад +36

    ହୃଦୟ କୁ ଛୁଇଁଲା ଭଳିଆ ହେଇଛି ଏ ଗୀତ ଆଉ ସୁନ୍ଦର କଣ୍ଠ ଦାନ

  • @debapriyamohanty6756
    @debapriyamohanty6756 Год назад +1

    କିଛି ଯଦି ଶିଖିବାର ଅଛି ତେବେ ବାପା ଓ ମାଆଙ୍କ ଠାରୁ ଶିକ୍ଷା କର।
    ଜୀବନ୍ତ ଠାକୁର ସେମାନେ।
    ସେମାନେ ଯଦି ଖୁସୀ ଅଛନ୍ତି ତାହାଲେ ତମେ କୋଉଠି ହାରିବନାହିଁ

  • @samarsubrajitnayak1399
    @samarsubrajitnayak1399 4 года назад +33

    Bahut bhala song mora gote request samastanku parentsku kebe kasta diantuni bhagbaan kahi aame puja karuchhe hele kebe dekhinahanti se aama pakhare achanti aama Bapa Maa aama bhagbaan❤️🙏🙏🙏

  • @rabiranjanpadhan1333
    @rabiranjanpadhan1333 4 года назад +1

    ବହୁତ ସୁନ୍ଦର ଏବଂ ଖୁସି ଲାଗିଲା

  • @kabitabehera3066
    @kabitabehera3066 4 года назад +25

    I love you Bapa & Maa👍👍👍👌👌👌
    I proud of you👨‍👩‍👧‍👦

  • @rashmitamohanty9594
    @rashmitamohanty9594 Год назад +1

    Very ହାର୍ଟ touching song I love you ବାବା ବୋଉ 🙏🙏🙏

  • @santhkumar4283
    @santhkumar4283 2 года назад +6

    Iam tamilnadu...dont understand odia ...but this song my heat touch.....

  • @MuktiNayakbalasore
    @MuktiNayakbalasore 4 года назад +1

    ମୋ ପାଇଁ ଚଳନ୍ତି ଠାକୁର ମାେ ବଉ ବାପା

  • @bibekanandamohanty4293
    @bibekanandamohanty4293 4 года назад +6

    ବହୁତ ସୁନ୍ଦର ଭାବରେ ଗୀତଟି ହୋଇଛି ବହୁତ ବହୁତ ଧନ୍ୟବାଦ ଜଣାଉଛି....

  • @anjurazz7551
    @anjurazz7551 3 года назад +1

    ବହୁତ ଭଲ ଲାଗୁଛି ବାପା ମା ଙ୍କ ପ୍ରେମ prakurta ସତ

  • @smartboyjaga286
    @smartboyjaga286 4 года назад +16

    ମୋ ବାପା ଆଉ ମୋ ମୋ ଜୀବନ ଆଉ ମୋ ଭବିଷ୍ୟତ

  • @gatanathgatia2701
    @gatanathgatia2701 3 года назад +1

    ଜୟ ଜୟ ରଘୁରାମ ଶ୍ରୀମୁଖାମ୍ଭୋଜଭାନୋ
    ଜୟ ଜୟ ରଘୁବୀର ଶ୍ରୀମଦମ୍ଭୋଜନେତ୍ର ।
    ଜୟ ଜୟ ରଘୁନାଥ ଶ୍ରୀକରାଭ୍ୟର୍ଚ୍ଚିତାଙ୍ଘ୍ରେ
    ଜୟ ଜୟ ରଘୁବର୍ଯ ଶ୍ରୀଶ କାରୁଣ୍ୟସିନ୍ଧୋ ॥
    ଲକ୍ଷ୍ମୀସ୍ୱରୂପିଣୀ ମା' ସୀତାଙ୍କ ପଦ୍ମମୁଖର ଭାନୁ ବା ସୂର୍ଯ୍ୟ ସଦୃଶ ହେ ରଘୁକୁଳ ତିଳକ ରାମ; ଆପଣଙ୍କର ଜୟ ହେଉ । ହେ ରଘୁବୀର, ଆପଣ ଶ୍ରୀଯୁକ୍ତ ଓ ନେତ୍ର ପଙ୍କଜ ତୁଲ୍ୟ । ହେ ରଘୁନାଥ, ଆପଣଙ୍କ ଶ୍ରୀକର ଓ ଶ୍ରୀଚରଣ ସଦା ପୂଜିତ, ଆପଣଙ୍କର ଜୟ ହେଉ । ହେ ରଘୁବର; ଆପଣ ଶ୍ରୀ ବା ଲକ୍ଷ୍ମୀଙ୍କର ଈଶ, କରୁଣାର ସିନ୍ଧୁ, ଆପଣଙ୍କର ଜୟ ହେଉ।
    ପବିତ୍ର ଶ୍ରୀରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
    ଜୟ ଶ୍ରୀରାମ🙏🚩

  • @asimanayak9761
    @asimanayak9761 4 года назад +16

    ଗୀତଟିକୁ ଦିଏ ଲେଖୀଛନ୍ତୀ ଜିଏଗାଇ ତନ୍ତୀ ଅଶେଷ ଧନ୍ୟବାଦ୍ ଜଣାଉଛୁ ଆଜି ମୋ ମନ ଭାବନା କୁ ଛୁଇଁ ନେଲା ହୃଦୟକୁ ସ୍ପର୍ଷ କରିପାରୁଥିବାରୁ ଏହା ମୋ ମନ କୁ ଛୁଇଁଲା ଅଶେଷ ଧନ୍ୟଵାଦ୍

  • @chintamanimajhi640
    @chintamanimajhi640 2 года назад

    ବହୁତ ସୁନ୍ଦର ଗୀତ। ପିତା ଓ ମାତା ଘରଇ ଦେବତା। ତାଙ୍କ ଯୋଗୁ ସବୁ ସମସ୍ୟାର ମୁକ୍ତି ଓ ଶାନ୍ତି ମିଳିଥାଏ। 👍👍👍💐💐💐

  • @pradeeptaparimanik3874
    @pradeeptaparimanik3874 4 года назад +5

    Very nice song
    Great BAPA AND MAA

  • @pintupaik4895
    @pintupaik4895 2 года назад

    ବହୁତ ସୁନ୍ଦର ଗୀତ। ପିତାମାତାଙ୍କ ମୂଲ୍ୟବୋଧ ଉପରେ ଆଧାରିତ ଅତୀବ ମନଛୁଆଁ ଗୀତ ହୋଇଛି। ଭଗବାନ ତୁମର ମଙ୍ଗଳ କରନ୍ତୁ ।

  • @runurani4044
    @runurani4044 4 года назад +10

    ଏତେ ସୁନ୍ଦର ଗୀତଟି କୁ କିଏ Dislike କରୁଛି l

  • @prabhutikumarmallick9137
    @prabhutikumarmallick9137 2 года назад

    ବହୁତ ସୁନ୍ଦର ହେଇଛି ।
    ଯିଏ ଆମର ସୃଷ୍ଟି କର୍ତ୍ତା
    ତାଙ୍କୁ ବର୍ଣ୍ଣନା କରିବା..............?

  • @panchunathsoren6047
    @panchunathsoren6047 4 года назад +4

    ଗୀତ ଟି ହ୍ରୁଦୟ କୁ ଛୁଇଁଲା l but ଗୀତ ଗାଇଦେଲେ ହବନି , କାମରେ ଲଗେଇବା ଉଚିତ୍ l

  • @muralidharrout9213
    @muralidharrout9213 2 года назад

    ଖୁବ୍ ସୁନ୍ଦର ହୋଇଚି ଭଜନ ଟି
    କିନ୍ତୁ ଆଜି ପିଲାମାନେ ବାପା ମାଆ ଙ୍କୁ ଆଉ
    ନପଚାରି ପୁଅଟି ବିବାହ ପରେ ଶାଶୁ, ଶଶୁରଙ୍କୁ
    ବେଶି ପ୍ରଧାନ୍ୟ ଦେଉଛନ୍ତି।

  • @banisahu4192
    @banisahu4192 4 года назад +6

    I LOVE YOU BOoo BABA🙇🙇🙇🙇🙇Bapa Maa 💖💖💖💖💖💖💖💖💖💖💖💖💖💖💖💖

  • @shantichallan3480
    @shantichallan3480 3 года назад +1

    Bahut sundar gita thank you you tube re emiti gita sadubele sadantu

  • @subratsahoo4796
    @subratsahoo4796 3 года назад +14

    Excellent song,My father & Mother is my God

  • @saritadash6933
    @saritadash6933 3 года назад +1

    ବହୁତ୍ ସୁନ୍ଦର୍ ଓ ଶିକ୍ଷଣୀୟ ଗୀତ ଟି।

  • @smael9979
    @smael9979 3 года назад +4

    ବହୁତ ଭଲ ଗିତ

  • @bibhutisinghexpreesh8891
    @bibhutisinghexpreesh8891 4 года назад +22

    ସୁପର🙏🙏🙏

  • @amulya-123-in
    @amulya-123-in 2 года назад

    ବହୁତ ସୁନ୍ଦର ହୋଇଛି ଏମିତି ଗୀତ ୟୁଥୁଟ୍ ରେ ଆସିବା ନିହାତି ଦରକାର ବୋଲି ମୁଁ ଅନୁଭବ କରୁଛି ।

  • @jagabhichanelpug4179
    @jagabhichanelpug4179 4 года назад +7

    It's really ❤️ touching song,thnx for this beautiful composition.👨‍👨‍👦

  • @parameswarpatel9854
    @parameswarpatel9854 4 года назад +1

    Bahut badhia

  • @nirimahikaka3984
    @nirimahikaka3984 4 года назад +5

    👌👌👌👌 very nice love you maa Papa

  • @saratnayak9623
    @saratnayak9623 2 года назад +1

    ଜୟ ଜଗନ୍ନାଥ 🙏🙏🙏😭

  • @SB-cv1ki
    @SB-cv1ki 3 года назад +9

    Bapa and Maa-our Laxmi and Narayan . They are our creators,preservers and life-savers.

  • @Kbshhzsbsh
    @Kbshhzsbsh 4 года назад

    ଗୀତ ଟି ହୃଦୟ କୁ ଛୁଇଁବା ପରି ହେଇଚି

  • @jashobantamallik101
    @jashobantamallik101 4 года назад +15

    Very nice song Excellent Excellent

  • @pradeepmaharana4648
    @pradeepmaharana4648 3 года назад

    ବହୁତ ସୁନ୍ଦର ଗୀତ ଗାଇଛନ୍ତି 👍ଭଲ ଲାଗୁଛି 🙏ଧନ୍ୟବାଦ

  • @bablubablu3345
    @bablubablu3345 3 года назад +5

    i love you Bapa maa♥️🙏♥️🙏♥️🙏♥️🙏♥️♥️♥️♥️

  • @gopalkisan4930
    @gopalkisan4930 4 года назад +2

    ବହୁତ ସୁଦର ଗିତ😋👟

  • @chino__art3181
    @chino__art3181 4 года назад +34

    Heart touching song 👌👌

  • @kakavlog253
    @kakavlog253 4 года назад +2

    ସତରେ ବହୁତ ହୃଦୟ ସ୍ପର୍ଶ ଗିତ

  • @amiyabarik3860
    @amiyabarik3860 4 года назад +4

    Really heart touching song 👌 👌 👌 👌 👌. Love u mami & papa. Respect mom & dad

  • @satyavision4566
    @satyavision4566 3 года назад

    ମନକୁ ଛୁଇଁଲା ଏବଂ କାନ୍ଦ ବି ମାଡିଲା ଏ ଗୀତ ଶୁଣି...
    🙏🙏🙏

  • @sanjuktabhuyan6507
    @sanjuktabhuyan6507 2 месяца назад

    ବର୍ତ୍ତମାନ ଶିଖିତ ଦୁନିଆରେ ସବୁ ଜାଣି ଶୁଣି ବାପା ମାଆଙ୍କୁ ଅବହେଳା କରୁଛନ୍ତି । ମତେ ଲାଗୁଚି କହିଦେଲେ, ଲେଖିଦେଲେ କି ଖାଇଦେଲେ ହବନି କାମରେ ଲଗାଇବା ଉଚିତ୍ । ସମସ୍ତଙ୍କୁ ଭଗବାନ୍ ସଦ୍ବୁଧି ଦିଅନ୍ତୁ । ଜୟ ଜଗନ୍ନାଥ ଭରଷା ।🙏🙏🙏🙏👌👌👌👌👌

  • @basantamaharana8640
    @basantamaharana8640 4 года назад +46

    ଏ ଗୀତ ଟି କୁ କରିଥିବାରୁ ଆପଣକୁ ଧନ୍ୟବାଦ ଥାଂକିଉ

  • @natabardasdas9876
    @natabardasdas9876 4 года назад +2

    Very lovely 🙏 ♥️ 🙏 ♥️ 🌺 🙏 ମୋର ବାପା ମା 🌺🙏🌺🌺🙏

  • @allinonevlog241
    @allinonevlog241 4 года назад +3

    I love ma baba . Thanks ahi Gita Tiku karithibaru 👍🏻🙏🏻🙏🏻

  • @rameshdutta1407
    @rameshdutta1407 2 года назад

    I'd lost my father before I entered the primary school. I had only glimps of his appearance & words. My mother bred me up. I was devoted to to & served her to optimum extent still I think something more would I have done but could not. I Goddess owe to my mother. She was really my Goddess.I must remember my childhood father.The music dedicated for the purpose is immensely great. (Dhamnagar, Bhadrak, Odisha, India)

  • @devrajsahu-lf7ve
    @devrajsahu-lf7ve Год назад +3

    I love my bapa maa❤

  • @kumarranjitsinger983
    @kumarranjitsinger983 2 года назад +1

    ବହୁତ ବଢିଆ

  • @ajitofficial6699
    @ajitofficial6699 2 года назад

    ମନ କୁ ଛୁଇଁ ଗଲା। ଧନ୍ୟବାଦ୍ ଗୀତିକାର ଓ ଗାୟକ।

  • @rasmitaghadai3733
    @rasmitaghadai3733 4 года назад +8

    Khub Sundar 🙏👨‍👩‍👧🙏

  • @tunanimalu2003
    @tunanimalu2003 3 года назад +1

    Mo favorite song. Mate bahut bhal lagila. Very nice song.

  • @tapaskumarsethi3399
    @tapaskumarsethi3399 4 года назад +56

    I Love Bapa Maa

  • @ratnakarpodratnakarpod5054
    @ratnakarpodratnakarpod5054 4 года назад +1

    A hi geeta jie gaichhanti tanku bahut bahut dhanyavaad i love my parents

  • @bhaktacharanbhatra9633
    @bhaktacharanbhatra9633 3 года назад +6

    ବହୁତ ବଳ ଲାଗୁଚି ଏ ଗୀତ. କିଏ ଲେଖିଛି ଭାଇ ଆଉ କିଏ ଗାଇଛି ତାକୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି 🙏🙏🙏ନମସ୍କାର

  • @kabupradhan2196
    @kabupradhan2196 4 года назад +1

    Jie ehi gitatiku lekhichhanti sent nischita bapamaankara bhalapaibaku bujhi parichhanti. God bless you.

  • @manmathkumerbidhar7083
    @manmathkumerbidhar7083 4 года назад +30

    It recalls the memories of my heavenly Father . Thanks beta .

  • @nilotpalabarik2975
    @nilotpalabarik2975 4 года назад +2

    ବହୁତ ସୁନ୍ଦର🙏

  • @manjubalamahapatra3195
    @manjubalamahapatra3195 4 года назад +26

    ବହୁତ ସୁନ୍ଦର ହେଇଛି

  • @jayashreepattanaik7579
    @jayashreepattanaik7579 4 года назад

    ପ୍ରତ୍ୟକ ପୁଅ ଓ ଝିଅ ଏହି ଗୀତଟିକୁ ହୃଦୟଙ୍ଗମ କରିବା ନିହାତି ଆବଶ୍ୟକ।

  • @harekrushnagouda7789
    @harekrushnagouda7789 3 года назад +7

    Love you ❤️❤️❤️ Bapa ❤️❤️❤️Maa❤️❤️❤️

  • @srikantaojha9953
    @srikantaojha9953 4 года назад +8

    Ati sundar

  • @soubhagyaranjandas6324
    @soubhagyaranjandas6324 4 года назад +1

    Bahut sundar Gita.. Love you so much bapa baou...

  • @lipiranisahoo8046
    @lipiranisahoo8046 3 года назад +7

    I love you bapa maa

  • @amarendranath3071
    @amarendranath3071 Год назад +1

    thanks a lot for this type of bhajana

  • @prasannakumarmohanta6010
    @prasannakumarmohanta6010 4 года назад +24

    Really, heart touching beta. God bless you!

    • @priyankamajhi2199
      @priyankamajhi2199 3 года назад

      Love u maa and bapa👪

    • @laxmimishra412
      @laxmimishra412 2 года назад

      ମା ବାପାଙ୍କୁ ମୋର ନମସ୍କାର ଗୀତ ଯେ ଗାଇଛନ୍ତି ତାକୁ ଧନ୍ଯବାଦ

  • @Myfriendganesh
    @Myfriendganesh Год назад +1

    Really heart touching 💕 songs bapa and maa

  • @harekrushnagouda7789
    @harekrushnagouda7789 3 года назад +4

    Wowww Excellent song 👍👍👍

  • @bhagyapatra5443
    @bhagyapatra5443 3 года назад

    ଯିଏ ୟେ ଗୀତ ଲେଖିଛନ୍ତି ଆଉ ଯିଏ ସ୍ଵର ଦେଇ ଛନ୍ତି ଶେଷରେ ଯିଏ ଗାଇ ଛନ୍ତି ସମସ୍ତିଙ୍କୁ ମୋର ହୃଦୟରୁ ଧନ୍ୟବାଦ 🙏🙏❤❤🙏🙏.

  • @sasmitakar8718
    @sasmitakar8718 4 года назад +25

    Mama papa is my god

    • @soudaminiacharya8322
      @soudaminiacharya8322 4 года назад +3

      Take.💘👌👋✋👆☝️✍️💜💙💚💙💜

    • @saritapanda9175
      @saritapanda9175 4 года назад +3

      Really mummy papa always my god unke bina hum kuch v nhi he🙏🙏💓💓💓💓

  • @jayantabarik4689
    @jayantabarik4689 2 года назад +1

    ଗୀତ ଟି ବହୁତ ଭଲ ଲାଗୁଛି ❤️♥️❣️♥️❤️♥️❣️💝

  • @manojbehera8443
    @manojbehera8443 4 года назад +7

    Beautiful song🌹

  • @kaminidei2841
    @kaminidei2841 2 года назад

    I like This songs 👍👍ମୋ ବାବା ବୋଉଙ୍କୁ ବହୁତ ଭଲପାଏ ♥️ I love bou baba I like maa pàa🙏💕💞

  • @rabindrakumarbai2696
    @rabindrakumarbai2696 4 года назад +7

    Very nice

  • @pcdaspcdas7641
    @pcdaspcdas7641 2 года назад

    ହୃଦୟ ଛୁଇଁଲା ଅଶେଷ ଅଶେଷ ଧନ୍ୟବାଦ୍

  • @bbkartil
    @bbkartil 3 года назад +5

    Excellent

  • @soumyajitbehera8544
    @soumyajitbehera8544 3 года назад +2

    Heart touching video bhai mo bapa o mo Bou mo Bada debata atanti

  • @myinspirationabhilipsabari6860
    @myinspirationabhilipsabari6860 4 года назад +6

    Mother and father is God 🙏🙏🙏🙏

  • @sukantibhuyan9414
    @sukantibhuyan9414 4 года назад +4

    Gitati Bahuta Bhala Laluchhi Dhanyabada

  • @ourfamilyandrelative7632
    @ourfamilyandrelative7632 3 года назад

    ବହୁତ ଭଲ ହୃଦୟ ସ୍ପର୍ଶ ଗୀତ ଟି ପ୍ରକୃତରେ ବାପା ମାଁ ହିଁ ଆମ ଭଗବାନ ଅଟନ୍ତି ।

  • @izireal-estate3619
    @izireal-estate3619 4 года назад +6

    Thank u for sharing

  • @rasmitabaraltuni1072
    @rasmitabaraltuni1072 4 года назад

    Bohut sundar geeta.

  • @pabitrajenna2335
    @pabitrajenna2335 4 года назад +7

    Very very nice

  • @sahadevdaldalia7594
    @sahadevdaldalia7594 3 года назад

    ଭଗବାନ ଠାରେ ଏତିକି ଗୁହାରୀ ମୋ ଶାଵଣୀ ଯେଉଁଠି ରହୁ ଖୁସି ରେ ରହୁ ମୋ ଧନ

  • @suhanishalini4041
    @suhanishalini4041 4 года назад +3

    Satare bapa maa nka pari kehi b hebeni se muta bohut lucky ki bhagban mate emiti bapa maa au sasu sasura deichanti

  • @ashutoshsahu6065
    @ashutoshsahu6065 2 года назад

    ଖାଲି ଗୀତ ଗାଇଦେଲେ ହବନି। ବାପା ମା ଙ୍କୁ ସେତିକି ଭକ୍ତି ଶ୍ରଦ୍ଧା ଭଲପାଇବା ଓ ସମ୍ମାନ ଦେବା ଉଚିତ।

  • @judhistiradalai9818
    @judhistiradalai9818 4 года назад +54

    🙏🙏🙏ନିସ୍ଵାର୍ଥ ପର ବାପା ମା ପାଇଁ ଏହା ଏକ କୁସୁମାଞ୍ଜଳି l କିନ୍ତୁ ସ୍ୱାର୍ଥ ପର ବାପା ମା ପାଇଁ ମୋ ପାଖରେ ଭାଷା ନାହିଁ

    • @jagapanda1747
      @jagapanda1747 4 года назад

      9853393771

    • @karunakarmantri87
      @karunakarmantri87 4 года назад +2

      Kehi bapa maa suarthapara nuhanti

    • @archanasahoo7575
      @archanasahoo7575 3 года назад +1

      Bapa maa kave swarthpar nuhanti amiti kn pain bhabucha

    • @prafullakumarnaik7315
      @prafullakumarnaik7315 3 года назад +1

      Very. Very meanimg full

    • @kaliabarada2792
      @kaliabarada2792 3 года назад +1

      ଭାଈ ଏମିତି କୁହନି ବାପା ମା ସବୁଦିନେ ଆମର ମଂଗଳ ଚାହାନ୍ତି ସେମାନେ ଜାହାବି କୁହନ୍ତୁ ଜେତେ ଗାଳି ଗୁଲଜ ଦିଅନ୍ତୁ ଆପଣ ଟିକେ ଆଧିକ ଭଲପାନ୍ତୁ ଦେଖିବ କିଛିଦିନ ପରେ ସବୁ ଠିକ୍ ହୋଇଯିବ ଭାଈ ଖରପ ଭାବିବେନୀ 🙏🙏🙏🙏ବାପା ମା👈🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @munapradhan8049
    @munapradhan8049 4 года назад +1

    Superb superb superb bro

  • @ranjitaparida4958
    @ranjitaparida4958 4 года назад +4

    Thank you for beautiful song 🥰🥰🥰

  • @pramodkumar573
    @pramodkumar573 3 года назад +1

    Bapa. Maa🙏🏼🙏🏼🙏🏼🙏🏼🙏🏼👨‍⚕🙋‍♀
    Vary. Vary. Nice. Song
    Mr. Pramoda. Kumar. Jena
    😭😭😭😭😭😭😭😭😭😭😭🙏🙏