Dibya Prabachan | Kathamruta | Prabachak Baniratna Muralimohan Sahoo Student Of Pandit Charan Ramdas

Поделиться
HTML-код
  • Опубликовано: 20 ноя 2024

Комментарии • 235

  • @SantoshSahu-lw8jn
    @SantoshSahu-lw8jn 2 года назад +31

    ଅତି ସୁନ୍ଦର. ଦୟାକରି କାହା ସହିତ ତୁଳନା କରନ୍ତୁ ନାହିଁ. ନିଜର ପରିଚୟ ସୃଷ୍ଟି କରନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹

    • @kalapnananda4449
      @kalapnananda4449 2 года назад +3

      ଆଜିକାଲି ଏଇଆ ଚାଲିଅଛି ଆଜ୍ଞା, କରିବା!

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @prakashchandrapanigrahi6607
    @prakashchandrapanigrahi6607 2 месяца назад +10

    ପ୍ରବଚନକୁ ଜୀବନ୍ତ ତଥା ପରିଚିତ କରିଥିବା ମହାନ ପ୍ରବକ୍ତା ପଣ୍ଡିତ ଚାରଣ ରାମଦାସ ଙ୍କ ବିକଳ୍ପ ଅସମ୍ଭବ

  • @badalbarik9987
    @badalbarik9987 2 года назад +8

    ଭଲ ପ୍ରବଚକ ହେବାକୁ ଇଶ୍ୱର ଙ୍କ ଠାରୁ ଆଶ୍ରିବାଦ ନିହାତି ଦରକାର, ହେଲେ ନିଜେ ନିଜସ୍ୱ ଶୈଳ ରେ ହେବା ଜରୁରୀ, କାହାରକୁ କପି କରିବା ଭୁଲ ହେଉଛି 👌

  • @surendranath4516
    @surendranath4516 2 года назад +25

    ଚାରଣ ରାମ ଦାସ ସ୍ୱରରେ କେହି ଗାଇ ପାରନ୍ତି କିନ୍ତୁ ତାଙ୍କ ସ୍ୱରର ମାଧୁର୍ଯ୍ୟ ସତରେ ଅଦ୍ୱିତୀୟ କେହି ତାଙ୍କ ସମାନ ହେଇ ପାରିବେ ନାହିଁ

  • @narayanmohanty2569
    @narayanmohanty2569 2 года назад +12

    ପ୍ରବଚନ ର ଧାରା ନିଶ୍ଚିତଭାବେ ସୃତି ମଧୁର. କିନ୍ତୁ ଏହାକୁ ଅନ୍ୟ ସହ ତୁଳନାତ୍ମକ ଆଧାର କରିବା ର କିଛି ଆବଶ୍ୟକତା ନାହିଁ.

  • @mastermaneesee2581
    @mastermaneesee2581 2 года назад +5

    Thanks again.

  • @bhupenkumarbehera6237
    @bhupenkumarbehera6237 2 года назад +3

    Thank you very much for your Harinam and kritan Jaya Jagannath

  • @kalucharansahoo3698
    @kalucharansahoo3698 2 года назад +5

    Jay Jagannath ,ati sundar ram katha mruta.

  • @abhimanyudash4715
    @abhimanyudash4715 2 года назад +3

    Jagannath mahaprabhu apananku dirghayu karantu

  • @bairagidas4240
    @bairagidas4240 2 года назад +23

    Nobody can be a Charana Rama Das. He had the divine bliss of Lord Jagannath.

  • @saraswatisevasangathangunu4308
    @saraswatisevasangathangunu4308 Месяц назад +1

    ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କହି ପ୍ରବଚନ ଶେଷ ହୋଇଯିବ

  • @sunilkumarjena1789
    @sunilkumarjena1789 2 года назад +6

    PANDIT CHARANA RAM DAS NKU AME HARAI THILU, JAHA HEU AME AAU JANE CHARSN RAM DAS NKU PAILU, JAY SRI RAM.

    • @subratkishorejena5420
      @subratkishorejena5420 5 месяцев назад

      ଆରେ ଭାଇ,
      ପଲ ପଲ କପିକରି ବୋଲୁଥିବା ଲୋକ ଓଡ଼ିଶା ରେ ପଡ଼ିଛନ୍ତି ।
      କପି କରି ବୋଲି ଦେଲେ, କେହି ଚରଣ ରାମଦାସ ହେଇଯିବ ନାହିଁ 🤣🤣🤣 ।
      ପଲ ପଲ ଛତୁ ଫୁଟା ପ୍ରବଚକ ପଡିଛନ୍ତି । ଯୋଉ ମାନେ ନିଜକୁ ଚରଣ ରାମଦାସ ଙ୍କ ସହ ତୁଳନା କରୁଛନ୍ତି ।🤣🤣🤣
      କାହିଁ ରାଣୀ କାହିଁ ଚନ୍ଦର କାଣୀ 🤣🤣🤣
      ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକରୀ କି ହୋଇବ ଗାଇ ।😂😂😂

  • @bijayakumarmohapatra5157
    @bijayakumarmohapatra5157 2 года назад +4

    Jai Jagannath (apanku more namaskar)

  • @prakashkumarrout6374
    @prakashkumarrout6374 2 года назад +3

    Sundar prabachan

  • @bhanjamajhi4539
    @bhanjamajhi4539 2 года назад +3

    ଜୟ ଜଗନ୍ନାଥ 🙏🙏💐💐🙏🙏ଅତିସୁନ୍ଦର

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @kunibaladas3817
    @kunibaladas3817 2 года назад +3

    Very. Nice 🙏🏿🙏🏿

  • @subratkishorejena5420
    @subratkishorejena5420 2 года назад +40

    ଆରେ ଭାଇ ଚାରଣ ରାମ ଦାସ ଖାତା/ବହି ଦେଖି ବୋଲନ୍ତି ନାହିଁ । ତେଣୁ ତାଙ୍କର ଦ୍ବିତୀୟ ନାହିଁ।ସେ ଅଦ୍ୱିତୀୟ ବକ୍ତା । ତାଙ୍କ ର କହିବା ଶୈଳୀକୁ ଯେତେ କପି କଲେ ବି କେହି ଚାରଣ ରାମ ଦାସ ହେଇଯିବନି।

    • @muralimohansahoo4842
      @muralimohansahoo4842 2 года назад +4

      ଆପଣ କାହାକୁ ଆରେ ବୋଲି ସମ୍ବୋଧନ କରିଛନ୍ତି କହିବା ପୂର୍ବରୁ ଭାଷା କୁ ମାର୍ଜିତ କରିନିଅନ୍ତୁ ଏ ଭଳି ଭାଷାରେ କାହାକୁ ସମ୍ବୋଧନ କରାଯାଏ ବିଚାର କରିବେ

    • @subratkishorejena5420
      @subratkishorejena5420 2 года назад +4

      @@muralimohansahoo4842 ମୋ ଭାଷା ଠିକ୍ ଅଛି, ତୁମ ଚିନ୍ତାଧାରା ଭୁଲ୍।ଆଉ ହଁ, ରହିଲା "ମୁଁ ଆରେ ବୋଲି କାହାକୁ କହିଲି, ଯିଏ ଏ ଭିଡିଓ ଟା ରେ ଚାରଣ ରାମ ଦାସ ଙ ଭଳି ପ୍ରବଚନ ଶୁଣନ୍ତୁ ଲେଖି ପୋଷ୍ଟ କରିଥିଲେ ତାଙ୍କୁ କହିଲି। ଆଛା କହିଲ ତମର କାଇଁ ଫାଟୁଛି।ହେଇରେ ଭାଇ ତୁମ ଚଉଦ ପୁରୁଷ ରେ କିଏ ଓଡ଼ିଆ ପଢିଥିଲେ? ନା କହିଥିଲେ? ତୁମେ ମତେ ଓଡ଼ିଆ ଶିଖୋଉଛ। ତୁମେ ଏମିତି ମାର୍ଜନା କରି ଜାଣିଛ।ଆଉ ସବୁ ଯିଏ ଓଡ଼ିଶାରେ ରହୁଛନ୍ତି, ସିଏ ସଵୁ ଗଞ୍ଜେଇ ଟାଣୁଥିଲେ ବୋଧେ । ତାଙ୍କୁ ଓଡ଼ିଆରେ କହି ଆସେନି, ନା ସେମାନେ ଓଡ଼ିଶାରେ ରହୁନାହାନ୍ତି। ତୁମେ ମାର୍ଜିତ ଓଡ଼ିଆ କହିବା ଲୋକ କୋଉଠୁ ପଳେଇ ଆସିଲ, ସମସ୍ତ ଙ୍କୁ ପ୍ରବଚନ ଦବାକୁ,ତୁମ ପ୍ରବଚନ ତୁମ ପାଖରେ ରଖ।
      ଆଉ ହଁ, ପ୍ରଥମେ କାହାକୁ କିଛି ପ୍ରବଚନ ଦବା ପୂର୍ବରୁ ୧୦୦୦ ଥର ଚିନ୍ତା କରି କମେଣ୍ଟ ରେ reply କରିବ ।
      🙏🙏ଜୟ ମା ମଶାଣି ଚଣ୍ଡୀ 🙏🙏

    • @subratkishorejena5420
      @subratkishorejena5420 2 года назад

      ହାଏ ହାଏ
      କାହିଁ ରାଣୀ କାହିଁ ଚନ୍ଦର କାଣୀ ।

    • @muralimohansahoo4842
      @muralimohansahoo4842 2 года назад

      @@subratkishorejena5420 ଆପଣ ଜଣେ ଭଦ୍ରଲୋକ କାରଣ ଆପଣ ଭାଷା ପ୍ରମାଣ କରୁଛି

    • @subratkishorejena5420
      @subratkishorejena5420 2 года назад

      @@muralimohansahoo4842 ଆଜ୍ଞା ହଁ ନିଶ୍ଚିତ, ଆମେ ଭଦ୍ରଲୋକ ବୋଲି ତ ଆମ ଭଦ୍ର ବାଣି ସମସ୍ତଙ୍କୁ ଚେଙ୍କ ଭଳିଆ ଲାଗିଯାଉଛି।

  • @msdhoni1973
    @msdhoni1973 2 года назад +4

    bahut sundar

  • @jyotshanamohanty52
    @jyotshanamohanty52 2 месяца назад +2

    Radhe Radhe Jay shree Krishna

  • @debaduttaroul7635
    @debaduttaroul7635 2 года назад +3

    Jay Jagannath Ram katha

  • @ahalyaparida9879
    @ahalyaparida9879 2 года назад +2

    Bhala.. Prabakta

  • @asitrout7659
    @asitrout7659 2 года назад +3

    🙏🙏🌹ପ୍ରଣାମ. ଜୟ ଶ୍ରୀ ସତ୍ୟ ନାରାୟଣ ସ୍ୱାମୀ ଙ୍କର ଜୟ

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @nirmalkhuntia4861
    @nirmalkhuntia4861 2 года назад +6

    ସୁନ୍ଦର ପ୍ରୟାସ

  • @priyankajena6413
    @priyankajena6413 11 дней назад

    ଏହା କଣ ଫିଲ୍ମ ହୋଇଛିଯେ ଅନୁକରଣ କଲେ ଅସୁବିଧା ଅଛି। ଯିଏ ଯେଉଁ ଭାବରେ ଶ୍ରୋତା ଙ୍କୁ ଭକ୍ତି ଭାବରେ ଅନୁପ୍ରାଣିତ କରିପାରିବେ। ଜୟ ସୀତାରାମ🙏ଜୟ ରାଧେଶ୍ୟାମ🙏

  • @pradeepkumarmandal3665
    @pradeepkumarmandal3665 Год назад +2

    Bahut sundarJay jagannath

  • @mindpeacebodyrelaxmusic953
    @mindpeacebodyrelaxmusic953 2 года назад +3

    Good Job Rudrakshya

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @suramasahoo315
    @suramasahoo315 2 месяца назад +1

    Do not comment but respect and encourage for his efforts, very yyyyy nice Jay Jagannath Mahaprabhu thank u ,

  • @hemantakumarpaikaray1617
    @hemantakumarpaikaray1617 2 года назад +2

    Very nice voice Jay jagannath

  • @prabhukrupaKirtana
    @prabhukrupaKirtana 2 года назад +5

    🙏🏻ଜୟ ଜଗନ୍ନାଥ 🙏🏻 🚩🚩

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @niranjannayak2683
    @niranjannayak2683 2 месяца назад +6

    ଯେଉଁ ମାନଙ୍କର ନିଜ ଉପରେ ଭରଷା ନ ଥାଏ, ସେହି ଲୋକ ମାନେ ଅନ୍ୟ ପରି ହୋଇ ବଞ୍ଚି ବାକୁ ଚାହାଁନ୍ତି, ଏହା ଅତି ଭୟଙ୍କର. ସବୁବେଳେ ନିଜକୁ ନିଜ ପରି ହେବାକୁ ଚେଷ୍ଟା କରିବା ଉଚିତ

  • @kalapnananda4449
    @kalapnananda4449 2 года назад +9

    ଯେତେ ଯାହା ଗାଇେଲ ମଧ୍ଯ ଚାରଣ ରାମଦାସ ଙ୍କ ପରି ଗାଇ ପାରିବେ ନାହିଁ. ମହାଶୟଙ୍କର ଉଚ୍ଚାରଣଗତ ତ୍ରୁଟି ରହୁଚି. କହଲିବୋଲି ଖରାପ ଭାବିବେ ନାହିଁ

    • @Bandeutkaljanani
      @Bandeutkaljanani 2 года назад +1

      ruclips.net/video/-t4oRft31to/видео.html

    • @muralimohansahoo4842
      @muralimohansahoo4842 2 года назад +2

      ମୋର ତ୍ରୁଟି କୁ ନିଜ ଗୁଣରେ କ୍ଷମା କରି ଦେବେ ଏବଂ କେଉଁଠି ବ୍ୟତିକ୍ରମ ହୋଇଛି ଦୟାକରି ସୂଚନା ଦେବେ

    • @sureshchandrasethi7317
      @sureshchandrasethi7317 2 года назад +1

      Tame stage upare gaile Jana padiba tumara pariba pania

  • @sesadababarik9359
    @sesadababarik9359 2 года назад +4

    Very nice Jay Jagannath

  • @NrusinghaCharanRatha
    @NrusinghaCharanRatha 2 месяца назад +6

    ଚାରଣ ରାମ ଦାସ ଅଦ୍ୱିତୀୟ ।

  • @narayanrout9754
    @narayanrout9754 2 года назад +2

    Jay jagannath.very nice conversation.

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @bijayakumarrana1954
    @bijayakumarrana1954 2 года назад +2

    Very nice jay Sree Ram

  • @santoshkumarsahu3
    @santoshkumarsahu3 2 года назад +3

    Very nice jay jagannath

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @gajarajbabu6771
    @gajarajbabu6771 2 года назад +2

    Nice trial.

  • @akashkumardas2579
    @akashkumardas2579 2 года назад +3

    Very nice bhai

  • @nrusinghamoharana7689
    @nrusinghamoharana7689 2 года назад +2

    ବହୁତ ସୁନ୍ଦର

  • @kailashchandrasahoo2063
    @kailashchandrasahoo2063 2 года назад +4

    Pandit charan dash nka tone sahit praya misijauchhi.pranamjee agnya

  • @bhaskarchandrasahoo502
    @bhaskarchandrasahoo502 2 года назад +1

    Sunama Dhanya gayaka

  • @premanandaswain5388
    @premanandaswain5388 2 года назад +2

    jai jaganath swami

  • @ramakrishnapalo8150
    @ramakrishnapalo8150 2 года назад +2

    JAI JAI JAGANATH

  • @dipakkumarbal8318
    @dipakkumarbal8318 2 года назад +3

    Sweet voice..... Jay Jagannath 🙏

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @jayantaswain9243
    @jayantaswain9243 2 года назад +2

    Odisha ra sunamadhanya prabachaka🙏

  • @nalinibehera3279
    @nalinibehera3279 2 года назад +3

    We get another charan das, very happy

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @ramakantasamantaray4280
    @ramakantasamantaray4280 2 года назад +2

    Very sweet

  • @jayantaswain9243
    @jayantaswain9243 2 года назад +2

    Jay jagannath

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @debaprasadbhanja7818
    @debaprasadbhanja7818 2 года назад +8

    Sweet voice 😍

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @pramodkumarojha3284
    @pramodkumarojha3284 2 года назад +4

    Like same Charan Ramdas,

  • @sarmilaparida1299
    @sarmilaparida1299 2 года назад +2

    🙏🙏

  • @rudranarayanrout9910
    @rudranarayanrout9910 2 года назад +3

    Ati.sundar

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @learnandenjoywithishita9878
    @learnandenjoywithishita9878 2 года назад +2

    So nice voice 👌🙏🏼

  • @lipubiswal5314
    @lipubiswal5314 2 года назад +2

    Jay jagannath🙏

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @bikashnath5929
    @bikashnath5929 2 года назад +2

    Jay Jagannath

  • @sitikanthamohapatra9033
    @sitikanthamohapatra9033 2 года назад +3

    (କପି ର ଅର୍ଥ ମାଙ୍କଡ )
    ପ୍ରବଚନ ଙ୍କୁ ପ୍ରଣାମ।

    • @muralimohansahoo4842
      @muralimohansahoo4842 2 года назад

      ଆପଣଙ୍କ ର ଭଷା ଜ୍ଞାନ ଅଭାବ ଅଛିକି

  • @santoshkumarsahu3
    @santoshkumarsahu3 2 года назад +2

    Very nice song Jay Jagannath

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @anandasahoo9770
    @anandasahoo9770 2 года назад +5

    So sweet Jay Jagannath

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @adityadash835
    @adityadash835 2 месяца назад

    ଚାରଣ ରାମଦାସଙ୍କ ପରି ଗାଇବାକୁ ହେଲେ ସାତଜନ୍ମ ନେବାକୁ ପଡିବ। ମନ୍ତ୍ର ସବୁ ଭୁଲ୍ ଗାଉଛି l

  • @bachantarai2356
    @bachantarai2356 2 года назад +3

    Jay Jagannath Saha

  • @gopabandhubehera453
    @gopabandhubehera453 2 месяца назад +1

    Vary very nice video again send,this tipy video

  • @jagannathpatra8680
    @jagannathpatra8680 2 месяца назад +1

    🙏Jay Jagannath 🙏 Kahari manare dukha deba mora udeshya nuhen. Kintu kehi kaha sahita tulana kariba bi thik nuhen. Kahin Rama Chandra au kahin Rama Bhandari. Charana Ramadas niyara.

  • @sadasibanayak3965
    @sadasibanayak3965 2 года назад +3

    Jay Jagannath....🙏

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @srimantananda2865
    @srimantananda2865 2 месяца назад +1

    ସଂସ୍କୃତରେ ଲେଖା ଯାଇଥିବା ସ୍ତୋତ୍ର ମନ୍ତ୍ରକୁ କୌଣସି ପଲ୍ଲୀ ଗୀତ ବା ଲଘୁ ସଙ୍ଗୀତ ଭାବି ଗାଇବା ଆଦୌ ଠିକ୍ ନୁହେଁ । ଶବ୍ଦ ଉଚ୍ଚାରଣରେ ବହୁତ ତ୍ରୁଟି ରହୁଛି। ଏଥିପ୍ରତି ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ।

  • @pradipkabipradipkabi7581
    @pradipkabipradipkabi7581 2 года назад +3

    Abikala charana ram das vari nice

  • @patra.babu.umakantapatra.b3706
    @patra.babu.umakantapatra.b3706 2 года назад +2

    Jai jagananths

  • @binodpatra5409
    @binodpatra5409 2 месяца назад +1

    ଆଣ୍ଠୁ ଏ ଘାସ ଷେଣ୍ଢ ଉପାସ
    ପ୍ରବଚନ ଦେଇ ପ୍ରଭୁ ଦେଖେଇ ଦଵ

    • @ramachandranathsharma3755
      @ramachandranathsharma3755 Месяц назад

      ମା ବାପାଙ୍କ ଭଲପାଇବାର ଦେଖେଇ ହୁଏ ନାହିଁ l ଏହା ଅନୁଭବ୍ୟ

  • @srikantamishra8952
    @srikantamishra8952 2 месяца назад

    ସଂସ୍କୃତ ଶ୍ଳୋକ ଭୁଲ୍ ଉଚ୍ଚାରଣରେରେ ଗାନ କରାଯାଉଛି ।
    ଡକ୍ଟର ଶ୍ରୀକାନ୍ତ ମିଶ୍ର

  • @bidyadharkulhari5389
    @bidyadharkulhari5389 2 года назад +2

    You will become Charan Ramdas by grace of Lord Jagannath.

  • @kanhucharanpanda7267
    @kanhucharanpanda7267 2 года назад +4

    ବାଣୀରତ୍ନ, କିଏସେ ଦେଲା। ଶବ୍ଦ ର ଉଚ୍ଚାରଣ ଠିକ୍ ହେଉନାହିଁ,ହାଶ୍ୟ ସ୍ପଦ

  • @jayantiswain1732
    @jayantiswain1732 2 года назад +2

    God bless you.

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @arjunsahu739
    @arjunsahu739 2 года назад +3

    sweet voice

  • @susantmathan5116
    @susantmathan5116 2 месяца назад

    Prafulla bhai Pura thik Katha kahile

  • @sesadababarik9359
    @sesadababarik9359 2 года назад +3

    Very nice

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @pradhanbiren29
    @pradhanbiren29 2 года назад +2

    Jayajgannath 🙏🙏🙏

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @nimainbhanja1540
    @nimainbhanja1540 2 года назад +2

    Very nice 👌👍👌

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @anirudhabehera1778
    @anirudhabehera1778 2 года назад +2

    Atyanta.madhurya.bhala.gyana

  • @susilnayak2181
    @susilnayak2181 2 года назад +2

    Jaya bira hanuman

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @tejaswinirout-2462
    @tejaswinirout-2462 2 года назад +1

    Jay Jagantha

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @sripatirout4156
    @sripatirout4156 2 года назад +2

    Sundar. Swara

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @sukantipanda8186
    @sukantipanda8186 2 месяца назад

    ଆଜିକାଲି ସହଜରେ ବାଣୀ ରତ୍ନ ଡକ୍ଟରେଟ ଇତ୍ୟାଦି ମିଳିଯାଉଛି ।

  • @sushantasahu3722
    @sushantasahu3722 2 года назад +2

    Cute sir

  • @benubehera7367
    @benubehera7367 2 года назад +2

    Sundae.prabachan

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @rasmitabarik6162
    @rasmitabarik6162 2 года назад +2

    Very. Nice

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @bijayakumarprusty957
    @bijayakumarprusty957 2 года назад +3

    Sansar sukhi rahu

  • @bhaskarchandrasahoo502
    @bhaskarchandrasahoo502 2 года назад +1

    Jay shree Jagannath 🙏🙏

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @prafullasahu8520
    @prafullasahu8520 2 года назад +2

    Wonderful

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @Marissa2015
    @Marissa2015 2 месяца назад +3

    ମୋତେ କୌଣସି କୋଣରୁ ବି ଲାଗୁନି ଏ ବ୍ୟକ୍ତି ପଣ୍ଡିତ ଚାରଣ ରାମଦାସ ଙ୍କ ପରି ପ୍ରବଚନ ଦେଉଛନ୍ତି, ପଣ୍ଡିତ ରାମଦାସ ଅଦ୍ୱିତୀୟ ପ୍ରବଚକ

  • @minatijena8391
    @minatijena8391 2 года назад +2

    Good voice sir

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @gobindajena6521
    @gobindajena6521 2 года назад +1

    Namaskar Muralibsbu you have a nice voice.You should follow your own style.Don't copy others.Everyone is unique. Thank you for your discourse.

  • @ଆଲୋକଟିଭି
    @ଆଲୋକଟିଭି 2 месяца назад +1

    Ok

  • @abhirampradhan6380
    @abhirampradhan6380 2 года назад +1

    Ok JB br

  • @ODISHABHAI-eq8jq
    @ODISHABHAI-eq8jq 2 месяца назад +1

    ନିଜ ର ପ୍ରତିଭା ଦେଖା ଅ, କପି ରେ କିଛି ମୂଲ୍ୟ ନାହିଁ 🙏🏻🙏🏻 ଚାରଣ ରାମ ଦାସ ଥିଲେ ଟଙ୍କା ଲୋଭି, କମ୍ ଟଙ୍କା ରେ ସେ ପ୍ରୋଗ୍ରାମ କରନ୍ତି ନାହିଁ

  • @Nirakar4440
    @Nirakar4440 2 года назад +1

    Nama

  • @Dineshmishra023
    @Dineshmishra023 2 года назад +2

    Apankara swara sundara. Palia Bhai nka swara bi ati sundar.matra sloka ucharana bhul heuchhi. Sloka gudiku thik bhabare ghosantu.

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html

  • @srikantrout7633
    @srikantrout7633 2 месяца назад

    Charana ramadasa aditiya one in world

  • @ramachandranathsharma3755
    @ramachandranathsharma3755 Месяц назад

    ଯଦି କେହି ଅଭ୍ୟାସ ବଳରେ ଉନ୍ନତି କରିବାକୁ ଚେଷ୍ଟା କରୁଛି ତାକୁ ଭଲ କହି ପ୍ରେରଣା ଦେବ ବଦଳରେ ତୁଳନା କରିବା ବୋକାମୀ ର ପରିଚୟ l କେହି ଜନ୍ମରୁ ପଣ୍ଡିତ ନୁହନ୍ତି l

  • @popkanha9556
    @popkanha9556 2 года назад +1

    Nice

    • @Bandeutkaljanani
      @Bandeutkaljanani 2 года назад

      ruclips.net/video/-t4oRft31to/видео.html🙏

  • @prafullachandrasethi5595
    @prafullachandrasethi5595 2 года назад +1

    21 ମିନିଟ ରୁ 16 ମିନିଟ ଗୀତ ରେ ଗଲା, ପ୍ରବଚନ ମାତ୍ର 5ମିନିଟ. ତେଣୁ ମୁଁ ଦୁଃଖିତ. ସେ ଚାରଣ ରାମ ଦାସ କେବେ ହୋଇପାରିବନି

  • @prasannakumar3065
    @prasannakumar3065 2 года назад +1

    prabachana kanji.