Tu Feria Dhana | Human Sagar Odia New Sad Song 2019 | Binayaka Panda | Studio Version | Estarodiatv

Поделиться
HTML-код
  • Опубликовано: 16 янв 2025

Комментарии • 6 тыс.

  • @sadcreation7424
    @sadcreation7424 Год назад +14

    ଗୀତ ଟି ଶୁଣିଲା ପରେ ଆଖି ନୁହଁ ହୃଦୟ କାନ୍ଦୁଚି ଆଜିର ସିନା ସିଏ ଆଉ କାହାକୁ ବାହା ହେଇନି ହେଲେ ଦିନେ ଆଉ କାହାର ହେଇଯିବ ଏ କଥା ଭାବିଲା ବେଳକୁ ଲୋମ ଟାଙ୍କୁରୀ ଉଠୁଛି... କେମିତ ରହିବି ଲୋ ପାଗେଳୀ ଏମିତ ଏକ କରିଦେଇଗଲୁ ଥରେ ବି ଭାବିଲୁନି ମୋ କଥା କଣ ହବ ତୋ ପରେ ମୋର 😭😭😭😔

  • @mithutanti868
    @mithutanti868 Год назад +14

    ଗୀତର ଗାୟକ ହିଉମ୍ୟାନ ଭାଇ ଆଉ ଅନ୍ୟ ସମସ୍ତ ନିର୍ମାତା ,ଗୀତିକାର,ସୁରକାର ସମସ୍ତଙ୍କୁ ଅଣେଷ ଧନ୍ୟବାଦ।

  • @imPapan
    @imPapan Год назад +52

    ମୋ ଧନ ମୋତେ ପର କରି ଦେଲା 😭
    ଆଉ ସେଫେରିବନି ମୋତେ ପର କରିଦେଲା
    ମୁଁ ତାକୁ ଛାଡି ରହି ପାରିବିନି 😭😭😭😭

  • @bishnu4u
    @bishnu4u Год назад +216

    ଭାଇ ଏଇ ଗୀତ ରେ କିଛି ତ ଅଛି ଯେତେ ଶୁଣିଲେବି ମନ ଭରୁନି ହାର୍ଟ କୁ ଛୁଇଁ ଗଲା ❤️❤️😌

  • @ramkumarpadhan8729
    @ramkumarpadhan8729 2 года назад +41

    ବହୁତ୍ ଦୁଃଖଦାୟକ ଗୀତ.....ଛାତି ମୋ ଫାଟି ଯାଉଛି ।।

  • @monalisajena67
    @monalisajena67 9 месяцев назад +78

    ଜେତେ ଶୁଣିଲେ ବି ମନ ବୁଝୁନି I miss you mo dhana😢

  • @abinashjenaofficial287
    @abinashjenaofficial287 4 года назад +37

    ସତରେ ଏହି ଗୀତଟି ଏତେ ସୁନ୍ଦର ହେଇଚି ଆଉ ହୃଦୟ ଭଙ୍ଗା ହେଇଚି ମୁଁ ଯେତେ ଶୁଣିଲେ ବି ବାରମ୍ବାର ଶୁଣିବାକୁ ଇଛା ହଉଚି , love you human sir,& miss you my Chandini 👍👍👍👍👍👍👍👍👍👍👍👍😘😘😘😘😘😘😘😘😘😘😘😘😘😘😘😭😭😭😭😭😭😭😭😭😭

  • @Koraputiy
    @Koraputiy Год назад +23

    ବହୁ ତ୍ ସୁଦର ହେଇଛି 😢😢😢 ଲଭ ଟରୀ

  • @myawareandmycare2104
    @myawareandmycare2104 4 года назад +110

    ଏତେ ଯନ୍ତ୍ରଣା ଦାୟକ ଗୀତ କରିବା କଣ ନିହାତି ଦରକାର,?ସମସ୍ତଙ୍କୁ ଧନ୍ୟବାଦ,, ଅତୀତର ପ୍ରେମକୁ ବର୍ତ୍ତମାନ କରିଦେଲ,

  • @rajeshranarajeshrana4138
    @rajeshranarajeshrana4138 4 года назад +217

    ପୁରୁଣା କଥା ସବୁ ମନେ ପକାଇ ଦେଲା ଏ ଗୀତ। Beautiful song ❤️❤️❤️

  • @lukugoda
    @lukugoda Год назад +104

    ଏ ଗୀତ ଶୁଣିଲା ପରେ ମୋ ଧନ କଥା ମାନେ ପଡୁଛି 😢😢

  • @sushreesahu3126
    @sushreesahu3126 Год назад +22

    Mu mo ଧନ
    କୁ ଧୋକା ଦେଉଛି ଗୀତ ଶୁଣିଲା ପରେ ମୁ ଭୁଝି ପାରିଲି ଆଉ ଧୋକା ଦେବୀ ନାହିଁ ଲୋ ଧନ i love you ଧନ

    • @dipaksuna8942
      @dipaksuna8942 9 месяцев назад

      😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢🙏🙏🙏🙏

    • @ItsmeRahul-o4e
      @ItsmeRahul-o4e Месяц назад

      Oh my god 😂

  • @RamGagarai-y6e
    @RamGagarai-y6e Год назад +336

    ଏଗିତ କିଏ ୨୦୨୪ ଶୁଣୁଛି 😢😢😢😢

  • @karunasuna3377
    @karunasuna3377 3 года назад +28

    ଏ ଗିତର ସ୍ବାଦଯେମିତି ନା ଅତିର କଥା ସବୁ ବଖାଣିବା ଭଳି ଲାଗିଲା ଭାଇ ଅତି ସୁନ୍ଦର

  • @sushantanaik8099
    @sushantanaik8099 Год назад +23

    ହୃଦୟକୁ ମୋହିତ କରିନେଇଛି ଗୀତ ❤

  • @radhakantadigal5263
    @radhakantadigal5263 Год назад +57

    ଏଇ ଗୀତ ସୁଣିଲା ପରେ ମ ପାଗେଳି କଥା ବହୁତ ମନେ ପଡ଼ୁଛି 😢😢 nice song sir

  • @GangadharPradhan-or6zg
    @GangadharPradhan-or6zg Год назад +22

    ସତରେ ହୁମନ୍ ସାର ତମେ କେମିତି ଏମିତି ଗୀତ ବୋଲୁଚ ମୁଁ ଯେତବେଳେ ଶୁଣୁଚି କାନ୍ଦ ଲାଗୁଛି 😭😭😭😭😭😭

  • @LONEWOLF-GNS
    @LONEWOLF-GNS Год назад +29

    I am From Tamilnadu I am really Impressed and I get Cried for this Song Hearing Time 🎉🎉🎉🎉🎉❤❤❤❤❤❤❤❤❤

  • @santoshrath8861
    @santoshrath8861 2 года назад +24

    ଫେରିଆ ଧନ ମୋ ପାଖକୁ ଧନ Nice song

  • @jungleboyrgda7132
    @jungleboyrgda7132 Год назад +10

    ମୋ ଧନ ଆଉ କେବେ ବି ପେରି ଆସିବ ନାହିଁ❣️❣️❣️❣️❣️❣️❣️😂😂😂😂😂😂

  • @amritapoudar5872
    @amritapoudar5872 3 года назад +94

    ମନକୁ ଛୁଇଁଗଲା......ବାରମ୍ବାର ଶୁଣିବାକୁ ମନ ହୁଏ...

  • @pradeeppanda8434
    @pradeeppanda8434 2 года назад +9

    Odisha ke Arijit Singh 👏👏

  • @mr.bhabani05
    @mr.bhabani05 4 года назад +377

    ମୋ ଧନ ମୋ ପାଖକୁ ଆଉ କେବେ ବି ଫେରିପାରିବେନି😢 କାହିଁକି ନା ସେ ତାଙ୍କ ପରିବାରର ଖୁସି ପାଇଁ ମୋ ଠାରୁ ବହୁତ ଦୂରକୁ ପଳେଇଛନ୍ତି 😭😭

  • @odiamotivation2482
    @odiamotivation2482 3 года назад +19

    Kichi puruna katha mane padigala . Tu Jouthi v achu vala re tha . ❤️❤️❤️ Kichi swpna adha hi vala lage . ❤️

  • @balaramsahoo2438
    @balaramsahoo2438 3 года назад +10

    Bahut sundar Gita hrudayaku chuila jete sunile b sunibaku echha hua ....❤️❤️❤️😘😘😘😘😘 Mind-blowing...🙏🙏🙏. Binayaka sir.. human sir...and team

  • @lipikalipsha8216
    @lipikalipsha8216 5 лет назад +67

    I love your voice Human sir... Really very nice voice mind-blowing...... Miss you Dhana 😢😢😢😢

    • @AnilBarik-nl6sx
      @AnilBarik-nl6sx Год назад

      😊
      Pl pp pp plz😊 pp lo p pp pm
      L off of😊 pp l PA l pl l PA😊l😊l PA ppl pp😊pllp😊 pp l pllp

    • @blackbo226
      @blackbo226 2 месяца назад

      Sach me yaar ruka deta h yeh song❤

  • @sisiranaik9741
    @sisiranaik9741 5 лет назад +33

    ବହୁତ ବହୁତ ସୁନ୍ଦର Lyrics ଆଉ ସ୍ବର ମସ୍ତ ହେଇଛି
    ଧନ୍ୟବାଦ ବିକ୍ରମ ସାର ❤ ଧନ୍ୟବାଦ E Star Tv
    ହୃଦୟ ସ୍ପର୍ଶୀ 💘💘💘💘💘💘

  • @pandabanaik8572
    @pandabanaik8572 Год назад +4

    Satare ei gita karithhiba tim ku bahut bahut danyabad aagaku emiti gita diontu aamo pai

  • @suhailanwar5046
    @suhailanwar5046 4 года назад +224

    Firstly I didn't understand Odia language.. One day I call my colleague and his caller tune is this song and at first sight I loved his voice texture then I listen this song on RUclips and even I didn't understand odia language Im listening it on repeat mode, such amazing voice and music composition is brilliant I'm literally loving it....i wish someone make this song in hindi version 😍😍😍

    • @Anil-kumar--
      @Anil-kumar-- 4 года назад +5

      Yes right

    • @manasranjan6407
      @manasranjan6407 3 года назад +4

      The lyrics is best bro it's something about after breakup with gf

    • @princeff2083
      @princeff2083 3 года назад +2

      Bahat achchha song he bruh👍

    • @aayushsarkar5277
      @aayushsarkar5277 3 года назад +1

      @@pbinayaka4u most welcome bro

    • @rahulchattopadhyay9839
      @rahulchattopadhyay9839 3 года назад +3

      I am also bengali... bbsr 4 year Kateila pore... gote jinisa Humane Sagar badia odia singer nahi....

  • @SubratKumar14300
    @SubratKumar14300 4 года назад +275

    Luckdown re Kia kia ei Song Sunucha Hit like 👍

  • @Cdash366
    @Cdash366 5 лет назад +53

    Lyrics :-Rudra mallik (He is a very Descent Boy)
    Give Love This song.. &.. 1👍Like
    Your 1st music is soulful..
    Its really heart touching..

  • @StailesboyManaj
    @StailesboyManaj 7 месяцев назад +2

    ଦିନ ଥିଲା ଆମର ଝଗଡା ହେଇଥିଲେ ମୁ ଏଇ ଗୀତ ଶୁଣେଇଦେଉଥିଲେ ସେ କିଛି ନ ଭାବିକି ସାଙ୍ଗେ ସାଙ୍ଗେ କୋଲ କରୁଥିଲା 😢😢

  • @ODIAVLOGMB9341
    @ODIAVLOGMB9341 2 года назад +8

    ଯେତେବେଳେ ସୁଣିଲେବି ଅହୁରି ଶୁଣିବାକୁ ଇଚ୍ଛା ହୁଏ. ସୋ sweet.

  • @djparoma
    @djparoma 2 года назад +83

    I am Gujarati Indian
    Don't know this language
    But music is my language
    I can understand ❤️ emotion

  • @kalandisahookalia3964
    @kalandisahookalia3964 Год назад +4

    My cute Dhona Pherini 😥😥😥Aji bie Khujuchi

  • @biswajitpanday68
    @biswajitpanday68 3 года назад +9

    Human bhai ki awaj mai sab gana best hai I really love you Human bhai mai West Bengal se hu lekin Odia song mujhe bahut aacha lagta hai ❤️❤️❤️❤️❤️

  • @baikunthadalai7888
    @baikunthadalai7888 3 года назад +7

    Seriously humane vai tama voice re miracle achhi 😭😭😭 jete sunilebi mana bughuni 👍👍👍👌👌👌

  • @ambikastudioodia5006
    @ambikastudioodia5006 5 лет назад +13

    ଯେତେଥର ଶୁଣିଲେ ବି ମନ ବୁଝୁନି ଧନ....

  • @YT.koushik393
    @YT.koushik393 Год назад +3

    ଧନ୍ୟବାଦ ❤️❤️❤️🌹🌹💞💞💞👍💕🙏

  • @ashishpattnaik6996
    @ashishpattnaik6996 4 года назад +29

    Love uu human dada ...... Satare gita suniki aakhiri luha aasigla 😭😭😭 tama gita sabu jaka ❤❤❤..... Tu feria re feriare dhana mo pkhaku ❤❤❤❤❤💞💞

  • @ommsairam5916
    @ommsairam5916 5 лет назад +52

    tu phariaa dhana mo pakhaku to bina mu kichi nuho plzzz come back to my life....😔😔and this song very painfull,heart touching lines...💜💖💕💞

  • @Sirvinayak4747
    @Sirvinayak4747 5 лет назад +17

    I heard the song first time yesterday, now I m addicted to this song🎶.....
    Humane dada maahaa ho best laguche song taa.
    Coz the song is based on my love story........ After a long time you gave such an incredible song...,...... Believe that......

  • @prasantjena6721
    @prasantjena6721 2 месяца назад +3

    କ଼ଉ ମାନ଼ନେ 2024 ରେ ଅଧୀକ କାଦୀଛ

  • @Musicjunction382
    @Musicjunction382 5 лет назад +284

    Like👍
    only
    human bhai Fan

  • @rabindrarout6441
    @rabindrarout6441 5 лет назад +240

    ପ୍ରେମ ର ଅନ୍ୟ ନାମ ଯନ୍ତ୍ରଣା ଜାଣିଶୁଣି କାହିଁକି ଯେ ଜଣେ ପ୍ରେମ ରେ ପଡେ....କିଛି ବୁଝି ହୁଏ ନି .........ମୁଁଭାବେ ପ୍ରେମ ବଦଳରେ ଯଦି ଯନ୍ତ୍ରଣା କୁ ଆପଣାର କରାଯାଏ ତାହେଲେ ମଣିଷ ଜୀବନ ସାରା ଶାନ୍ତି ରେ ରହି ପାରିବ

  • @dambarudharsoren1898
    @dambarudharsoren1898 4 года назад +7

    Heart ku chuinla humane sir......breakup hela pare ei gita sunile tk khusi miluchi....love you so much......humane sie....

  • @amritapoudar5872
    @amritapoudar5872 Год назад +2

    କଣ ପାଇଁ କେଜାଣି ଦିନରାତି ତୁମେ ଏତେ ବେଶୀ ମନେପଡୁଚ,ଭାବୁଚି ନାଇଁ ଏତେ କାଇଁ ଭଲପାଇବି ,ଅନେକ କିଛି ଭାବି ଯେତବେଲେ ଆଖି ବୁଜିଦିଏ ,ସେତବେଲେ ତୁମ ମୁହଁ ଏକା ବେଶୀ ମନେପଡୁଚି...ଯେତବେଲେ ମତେ କେଉଁ କାରଣରୁ ବି ମନରେ କଷ୍ଟ ହେଉଛି ତୁମେ ବେଶୀ ମନେପଡୁଚ...ଭାବୁଚି କଲ୍ କରିଦେବି...ପୁଣି ଭାବୁଚି ମେସେଜ୍ କରିଦେବି..ହେଲେ କାଲେ କିଏ ଦେଖିଦେବ ଭାବିକି ରହିଯାଉଛି...ଏବେବେ ଏସବୁ ଲେଖିଲା ବେଲକୁ ମୋ ଆଖିରେ ଆଖିଏ ଲୁହ ଅଛି...ଲାଗୁଚି ଯେମିତି ମୋ ଦେହରେ ବଳ ନାହିଁ...ମତେ ଲାଗୁଚି ଯେମିତି ମୁଁ ତୁମକୁ କାନ୍ଦି କାନ୍ଦି ଚିତ୍କାର କରି ଡାକୁଚି ଆଉ ତୁମେ ମନାକରିଦେଉଛ ଏବେ ଆସିପାରିବିନି ବୋଲି ଆଉ ମୁଁ ଫେରିଆସୁଚି ନିରାଶ ହୋଇ...ଏତେ ଭଲପାଇଗଲିଣି କଣ ପାଇଁ କେଜାଣି...ଦିନରାତି ତୁମଛଡା କିଛି ବି ଭାବିବାକୁ ମନ ହେଉନି
    ...କାହା ସହ କଥା ହେବାକୁ ବି ମନ ହେଉନି...କିଏ ଯଦି କଲ୍ କରୁଚି ତାହାଲେ କାହା ଫୋନ ବି ଉଠେଇବାକୁ ମନ ହେଉନି...ମନଟା ଆଜିକାଲି ବହୁତ୍ ଖାଲି ଖାଲି ଲାଗୁଚି...ଏମିତି କଣ କଲୁ ଲୋ ମୋ ଜୀବନ ...ମୁଁ ତୁମକୁ ଏତେ ଝୁରୁଚି କଣ ପାଇଁ...😌
    ଧନ ଲୋ,ମୋ ଜୀବନ ବହୁତ୍ ଝୁରୁଚି ଲୋ ତତେ...ଆ ଟିକେ ମୋ ପାଖକୁ...ଛାତି ଭିତରେ ବହୁତ୍ କଷ୍ଚ ହେଉଛି ଲୋ ମୋ ଧନ...ମତେ ଏମିତି ତୋ ଠାରୁ ଦୂରେଇକି ରଖେନା😌😌ମୋ ଧନ ତତେ ଏବେ ପାଖରେ ବହୁତ୍ ଖୋଜୁଚି...କାଶ୍ ତୁମେ ମୋ ଆଗକୁ ପଲେଇଆସନ୍ତ କି...କେତେ ଲୁହ ନିରବରେ ଝରିଯାଉଛି ତୁମ ପାଇଁ...ତୁମେ କେତେ ଦୂରେ ଅଛ....ଯାହାକୁ ମୁଁ ଦିନରାତି ଏତେ ଭଲପାଉଛି..😭କାସ୍ ତୁମର ଗୋଟେ ମେସେଜ୍ ଏବେ ଆସନ୍ତା କି...ତୁମେ ତ ବାହାଘରରେ ଥିବ...ତୁମେ କଣ ଜାଣିପାରୁଥିବକି କେହିଜଣେ ତୁମକୁ କାନ୍ଦି କାନ୍ଦି ଡାକୁଚି ଆଉ ଝୁରୁଚି...ମୋ ଆଖି ଖାଲି ତୁମକୁ ହିଁ ଖୋଜୁଚି....ଯେଉଁଦିନ ତୁମକୁ ଦେଖିବି ମୁଁ କହିପାରୁନି ମୋ ଭିତରେ କଣ ବିତିବ.....ଫେରିଆ ସେପାରିରୁ...😌

  • @musix_abhijeet9151
    @musix_abhijeet9151 4 года назад +106

    Like who think human bhai is Arijit singh of ollywood👍

  • @sumanmaharana1329
    @sumanmaharana1329 3 года назад +22

    Outstanding song ....Loved it very much😍😍😍 Human sagar sir🔥🔥🔥🔥🔥🔥..

  • @PK-vv6bx
    @PK-vv6bx 4 года назад +21

    Mote Kanda laguchi suniki e gita 😭😭😭😭😭 eta Sundar Gita human Bhai Thanks Heart Touching Voice and Lyrics

  • @MithunBehera-ct6db
    @MithunBehera-ct6db 3 месяца назад +1

    Jaha😢hau 😢odishre re human bhai💔ama bhali hrudya bhanga pua manaka mona kttha bujhiki. Sad song. Anuchi. Good 👍 blease you bro💔💔💔💔💔

  • @sabitamarndi2763
    @sabitamarndi2763 3 года назад +8

    Mu aji 1st time sunili... Word nahi kn kahibi..... Song bisoyore re..... Luho asigola akhire.... Amazing song... 😍😍😍😍❤❤❤❤💗💗💗💗💗💗💗😊😊😊😊😊🙏🙏🙏🙏🙏

  • @surajvisioncreations2359
    @surajvisioncreations2359 5 лет назад +8

    Heart touching song.....dimag me basta hai....our...dil me uttar jata hai....♥️♥️♥️

    • @BinayakaPanda
      @BinayakaPanda 5 лет назад +1

      Thanks for lovely compliment 😘 🙏 Keep supporting .

  • @sarojmaharana8117
    @sarojmaharana8117 5 лет назад +8

    Bhai jete sunilebi mana bharuni wow 😳 beautiful song human bhai bahut bahut dhaynbad 🙏🙏🙏love you bhai

  • @KishorPradhani-o7f
    @KishorPradhani-o7f 2 месяца назад +1

    ଭୋଉତ୍ କାନ୍ଦୁଛି ରେ ଏ ମନ ଯେତେ ବୁଝେଇଲେ ବି ବୁଝୁନି 😭😭😭

  • @manojkumarmanojkumar8800
    @manojkumarmanojkumar8800 5 лет назад +40

    SpV song----really its Heart touching song----👌👌👌

  • @ramakantanayak6945
    @ramakantanayak6945 4 года назад +10

    Wow ki song mind blowing jete sunilebe ahuri echha hauchi sunibaku ( chinu +puja)

  • @tusarkantapatra3459
    @tusarkantapatra3459 4 года назад +47

    This song is not only for Lovers..This's for everyone

  • @rajusuna3948
    @rajusuna3948 2 года назад +4

    ଏହି ଗୀତ ଶୁଣିଲେ ଏବେ ଏବେ ମୋର BREAKUP ହେଲା ଭଳିଆ ଲାଗୁଛି
    କିନ୍ତୁ ମୋର କେହିବି ପ୍ରେମିକା ନାହାନ୍ତି
    It's heart ❤️ touching voice
    I love this song very very much

  • @gopalswain2377
    @gopalswain2377 3 года назад +5

    Ahi gita suniki mo dhana Katha mane pakeidela mo dhanaku kebe bhuli paruni tq so much for all e star Chanel

  • @kmmusic4223
    @kmmusic4223 5 лет назад +21

    Wooo..😲😲😲😲what a beautiful composition

  • @srikantamalik8394
    @srikantamalik8394 5 лет назад +117

    ଏତେ ଯନ୍ତ୍ରଣା କାହିଁକି ଦିଏ ପ୍ରେମ
    ଯଦି ସିଏ ହସେଇ ନପାରେ
    ଭାଙ୍ଗି ଦିଏ ଯାଣି ଶୁଣି ହୃଦୟ କୁ

  • @lambodarbhanja1129
    @lambodarbhanja1129 9 месяцев назад +2

    ବହୁତ ସୁନ୍ଦର ହେଇଛି ଆଇ ଗୀତ. ଜିଆ ଧୋକା ଖାଇଛି ସେହି ବୁଝି ପାରିବ 😔😔😔

  • @Muskanodiablog
    @Muskanodiablog 4 года назад +13

    Puruna khata sabu mane pakeidauci really heart touching song yrrr ,😍😍😍😍😭😭😭😭😭

  • @nandinidas8037
    @nandinidas8037 Год назад +10

    My Favourite Song....❤

  • @nigampriyadash6534
    @nigampriyadash6534 5 лет назад +162

    Satara akhi re luha asigala love you Human bhai

  • @princetapancreations6697
    @princetapancreations6697 11 месяцев назад +1

    ହୃଦୟ ଭିତର ଦୁଃଖ କୋହ ଲୁହ ହୋଇ ବହି ପଡୁଛି ଏଗୀତ ଶୁଣିଲେ ।😢😢😢

  • @lambadargiri8261
    @lambadargiri8261 Год назад +6

    Ae gitataku prachura panimanare ❤like kara

  • @rasmitasahoo2779
    @rasmitasahoo2779 5 лет назад +19

    Amazing song ..very heart touchable 😍😍😍😍

  • @Diba.Kor.Panaka
    @Diba.Kor.Panaka 9 дней назад +1

    Bhai. Bhuthha. Bhalo

  • @simplyhumanicboy7590
    @simplyhumanicboy7590 4 года назад +27

    ଋତୁ ଫେରିଗଲା ରାତି ପାହିଗଲା ତୁ କିନ୍ତୁ ଫେରିଲୁନି ମୋ ପାଖକୁ 😭😭😭। କେବେ ଫେରିବ ରହିଛି ଚାହିଁ 🙏🙏

  • @debanandanayak2228
    @debanandanayak2228 5 лет назад +14

    Human bro mu apnanka bahut Gita sunichhi but aji mote ahi Gita suni bahut bholo laguchhi kanhiki Mo bhul mu bujhi paruchhi kintu Sia au pheribani ok bro all the best thanks ....... . best of luck

    • @ESTARODIATV
      @ESTARODIATV  5 лет назад

      Thanks... please share to all fb & Whats App friends.

  • @jmsexpress5143
    @jmsexpress5143 3 года назад +10

    Beautiful song...& Heart touching 💕 emotions... outstanding ...love you from...new delhi...oriya fans....👍 Be safe....

  • @papumalik2584
    @papumalik2584 10 месяцев назад +4

    ❤❤❤nice song

  • @madhabapidikaka9858
    @madhabapidikaka9858 4 года назад +12

    Jete .. sunileebi. Mono bujhini..... Most heichi.... Broo

  • @BsmSanjeevKumar
    @BsmSanjeevKumar 4 года назад +12

    *_wow very nice song ... mu mulathu sunuchhi but aji comment karuchhi gote gote dina rati earphone lagei soipaduchhi sakala jae bajuchhi dill ku touch karuchhi au bhala laguchhi...jay maa samaleswaree ... from hello basistha sambalpur zilla school chowck thxs music director human bhai all the best god bless you to all_*

  • @ITSMYVLOGS500
    @ITSMYVLOGS500 4 года назад +46

    😭😭😭😭😭😭😭😭😭😭😭
    So hearttouching song sir 😍😍😍💕💕💕
    Satare bhala jia paichi se bujhi chi dureijibata kete kasta
    😭😭😭😭😭😭😭😭😭😭😭😭

  • @DeepakRout108
    @DeepakRout108 2 года назад +11

    Your voice is soulful & amazing👌👍
    “ଜୀବନ ଟା ଗୋଟେ ଅବୁଝା କବିତା ପଢି ବୁଝିହୁଏ ନାହିଁ,
    ଏ ଜୀବନ ନୁହଁ ଖେଳଣା କଣ୍ଢେଇ ଖେଳି ଭାଙ୍ଗିଦେବା ପାଇଁ"
    So love yourself....

  • @rcpcreationjajpur
    @rcpcreationjajpur Год назад +5

    Mo best song jete sunile bi nua laguchi... thanks bhai song composed Kari thibaru

  • @ranjitbehera5907
    @ranjitbehera5907 5 лет назад +13

    Lovely voice...simple words....so...very sad song...Love u to all 👌👌👌

  • @sankarsabar6003
    @sankarsabar6003 Год назад +2

    Really Bhai kanda laguchi

  • @kanhakumbhar7600
    @kanhakumbhar7600 3 года назад +8

    Best songs bahut bahut sundar heichi great song

  • @udayakumarmahapatra5153
    @udayakumarmahapatra5153 5 лет назад +12

    So beautiful lyric...
    Jabardast music
    & voice katha kahibaku bhasha nahin...
    Bahut sundar song....

  • @rudraodiyashayari879
    @rudraodiyashayari879 5 лет назад +54

    Thank u ODISHA..
    Mo lekhaku ate vala paiba dei thibaru..
    Aapana manankara vala paibaku mu kebe b vuli paribini..
    Mate amiti support karu thaantu aau amiti vala paau thantu..
    Mu apana mananka khusi pain kichhi b kari paribi...JAY JAGANNATH..

  • @kkhaga4376
    @kkhaga4376 2 года назад +2

    Lovely singing supar khubi bhalo laglo 👏👏👏👏👏👌👌🙏 t

  • @likanray5831
    @likanray5831 4 года назад +52

    Omg😭❤️❤️❤️❤️❤️❤️❤️... really heart touching ❤️.... amazing voice,,,super,,,dil se salam human bhai ❤️....

  • @crazybubble276
    @crazybubble276 4 года назад +39

    2020 re kie kie dekhuchha plz like & comment....👁‍🗨✌✌✌✌

  • @Manashmallick-t
    @Manashmallick-t 5 лет назад +15

    Human Sagars voice is magical. If you have girlfriend or not doesn't matter but u will cry after listening this song

  • @alok2707
    @alok2707 4 года назад +21

    Heart touching song..nice voice of human sagar.

  • @lipanodiavlog1266
    @lipanodiavlog1266 4 года назад +11

    Miss you gelhu...love you so much Gelhu😭😭😭😭😭😭😭😭😭😭😭😭

  • @sushilapatra1379
    @sushilapatra1379 5 лет назад +15

    first of I great thanks to Human sir ,wow mind blowing voice tq sir

  • @kumarswadhin8619
    @kumarswadhin8619 3 года назад +3

    I subscribe for human sagar.
    ..yeah gaana sunte hi lagta hai ki kisiko yaad karr raha hoon...

  • @darkhunter2988
    @darkhunter2988 4 года назад +30

    ତୁ ଫେରିଆ ରେ ଧନ ମୋ ପାଖକୁ

  • @Lhbdeeptrainintrack
    @Lhbdeeptrainintrack 3 года назад +10

    Tu pheribu boli janichhi
    Tu pheribu boli bi bhabuchhi lyrics 😭😭😭😭😭😭😭 miss you my TWINKLE 😘😘😘

  • @pathosala2477
    @pathosala2477 5 лет назад +13

    I am addicted with this heart touching song...
    Thanks for giving us such a wonderful song # odia music industry

  • @foxman3361
    @foxman3361 Год назад +4

    ସତରେ ପ୍ରେମ ରେ ଦୁଃଖ ପାଇଲା ପରେ ଜଣା ପଡ଼େ ଯେ କେତେ କଷ୍ଟ ଲାଗେ

  • @sadashibasada7751
    @sadashibasada7751 5 лет назад +22

    very very heart touching song ..😓😓 tu kouthi achhu dhana mo pakhaku pheriaa plzzz i love you dhana plz come back to my life 😭😭😭

  • @Chinmayakar07
    @Chinmayakar07 5 лет назад +42

    So heart touching song that makes me sad when I listen this song
    Human sir l love your voice very much

  • @Mr-Lakshya-
    @Mr-Lakshya- 3 года назад +6

    Love you so much from Assam....I m in Indian Navy...I always listen this song....big fan Humane Sagar

  • @rncreationnrm
    @rncreationnrm Год назад +2

    ମୋ ଧନର ତ already ବାହାଘର ସରି ଗଲାଣି. ମୋ ଧନ ଆଉ କଣ ଫେରିବ😭😭...କେବେ ମୋ କମେଣ୍ଟ ସେ ଦେଖିବ reply ତ ଟିକିଏ କରିବ.. ଅନେଇ ବସିଛି ତୋ ବାଟ କୁ