Phula Tolibara Bidhaan । ଫୁଲ ତୋଳିବାର ବିଧାନ । Odia Prabachan । Prabachan । Bipini Bihari Samal ।

Поделиться
HTML-код
  • Опубликовано: 7 ноя 2024

Комментарии • 572

  • @puneshsenapati4969
    @puneshsenapati4969 5 лет назад +119

    ଜୟ ଜଗନ୍ନାଥ। ଆପଣଙ୍କ ମତ ତତ୍ବଦର୍ଶୀ। ଆପଣ ଶାସ୍ତ୍ର ବିଶ୍ଳେଷଣ କରି ସଠିକ୍ ତଥ୍ୟ ଉପସ୍ଥାପନ କରିଥିବାରୁ ଧନ୍ୟବାଦ। ଆପଣଙ୍କ ମତାନୁଯାୟୀ ଆମେ ମଧ୍ୟ ବହୁ ବର୍ଷ ପୁର୍ବରୁ ଏହି ସମାନ ବିଚାର କରି ସ୍ନାନ ପରେ ହିଁ ପୁଷ୍ପ ଚୟନ କରି ଥାଉ। ଆମେ ଏପରି ବିଚାର କରି ଥାଉ କି, ଶାସ୍ତ୍ର ପ୍ରସ୍ତୁତ ସମୟରେ ତତ୍ କାଳୀନ ସମୟ ରେ ଲୋକ ମାନେ ଶୈଚକ୍ରୀୟା ସମୟରେ ନାଭିପର୍ଯ୍ଯନ୍ତ ଶ୍ନାନ କ୍ରୀୟା କରୁଥିଲେ। ତେଣୁ ହୁଏତ ଅର୍ଦ୍ଧ ଶ୍ନାନ କାରଣରୁ ପୁଷ୍ପ ଚୟନ କରୁଥିଲେ। ଫଳରେ ଅଗାଧୁଆ ଫୁଲ ତୋଳିବା ପରମ୍ପରା ଥିଲା। ବର୍ତମାନ ସମୟରେ ଶ୍ନାନ ପରେ ପୁଷ୍ପ ଚୟନ ସପକ୍ଷରେ ଆମ ବିଚାର ରହିଛି। ତେଣୁ ଆମେ ମଧ୍ୟ କାହାରି ଯୁକ୍ତି ରେ ପ୍ରଭାବିତ ହୋଇ ନାହୁଁ। ସମସ୍ତ ମତ ଆପଣଙ୍କ ର ଯୁକ୍ତି ସଂଗତ। ଆପଣ ଙ୍କୁ ଜଗନ୍ନାଥଙ୍କ କୃପା ପ୍ରାପ୍ତି ହେଉ।

  • @ranikatha8581
    @ranikatha8581 3 года назад +5

    ଫୁଲ ସ୍ନାନ କରିତୋଳି ବା ଭଲ କଥା
    କାହିଁକିନା ଧ।ରଇତି ଇତି ଧର୍ମ
    କର୍ମ ରେ ଶ୍ରେଷ୍ଠତା ସୁନ୍ଦରତା ,ଶାନ୍ତି ପବିତ୍ରତା ..ଇତ୍ୟାଦି ରଖିଲେ ନିଜ ପାଇଁ ସମାଜ ପାଇଁ ପ୍ରକୃତି ପାଇଁ ,ପର୍ୟବରଣ ପାଇଁ ଆମେ କର୍ମ କରିବା ହିଁ ଧାରଣ।
    ମାନେ ଧର୍ମ। ଆଜିକାଲି ପୂଜା କୁ ହି ଭାବୁଛ ନ୍ତି ଧର୍ମ।
    ମୋରି ଧନ ମୋତେ ଦେଇ ମଝିରେ ମୈତ୍ର ବନଇ ।
    ବିଷ୍ଣୁ ଙ୍କ ଚରଣ ରୁ ଫୁଲ ର ସୃଷ୍ଟି, ସୃଷ୍ଟିକର୍ତ୍ତା ସୃଷ୍ଟି ର ସୁନ୍ଦରତା ପାଇଁ ମଧ୍ୟ କିଛି ଜିନିଷ ତିଆ ରି କରିଛନ୍ତି କିଛି ଜିନିଷ ମନୁଷ୍ୟ ର ଆବଶ୍ୟକ ପାଇଁ କିନ୍ତୁ ତାକୁ ନଷ୍ଟ କରିବା , କଣ ଉଚିତି।
    ଫୁଲ କଣ ଚୋରି କରିବା ଉଚିତ?
    ଫୁଲ କଣ ଗଦାଏ ତୋଳି ଗଛଡ଼ାଳ ଭାଙ୍ଗିବ। ଉଚିତ
    ଫୁଲ କଣ ଜିଦି ଵ। ବାଦବୁଦ।ରେ ତୋଳିବା ଉଚିତ
    ଫୁଲ କଣ ତୋଳିବାରେ କଂପି6ଟସନ କରିବା ଉଚିତ
    ଫୁଲରେ କଣ ଏଫୁଲ ସେ ଫୁଲ କରିବା ଉଚିତ
    ଫୁଲ (କାଢ଼)କଣ ଦିନ 2-3 ଟା ବେଳେ ତୋଳି ରଖିବା କଥା
    ଏ ଗୁଡାକ ସବୁ ପୂଜା ନାଁରେ କୁସଂସ୍କାର ବ୍ୟାପିସାରିଲାଣି
    ଧର୍ମ ନାଁ ରେ ଅଧର୍ମ ଘୋର କଳି

  • @ajayakumarjena9386
    @ajayakumarjena9386 2 года назад +7

    ,ଏହି କାହାଣୀଟି ଆଗରୁ କେବେ ଶୁଣି ନଥୂଲ ଏହା
    ଅତ୍ୟନ୍ତ ସୁନ୍ଦର କଥା ଏବଂ ମନକୁ ଛୁଇଁଲା ପରି

  • @purnachandranaik2458
    @purnachandranaik2458 11 месяцев назад +2

    ବହୁତ୍ ସୁନ୍ଦର ନୀତିବାଣୀ ଗୁରୁଦେବ ଜୟ ଶ୍ରୀରାମ

  • @laxmidharapalai3130
    @laxmidharapalai3130 Год назад +2

    🎉Bhakta bandhu bipin bhainku jete dhany bad dele mandya came heb. Guruji Apananku Evali jana samajku prabataiba jaruri. Jagannath mangal karantu.

  • @sabitaranijena8057
    @sabitaranijena8057 8 месяцев назад +1

    ଜୟ ଜଗନ୍ନାଥ ।। 🙏🌷👌ଅତି ଉତ୍ତମ ଉପସ୍ଥାପନ ।। ମନମୁଗ୍ଧକର ବିବେଚନା ।। ହାର୍ଦିକ ଶୁଭେଚ୍ଛା ।। 🙏🙏

  • @sarojdash3214
    @sarojdash3214 4 года назад +3

    ଅତି ସୁନ୍ଦର ଆଲୋଚନା କଲେ ।

  • @shantilatadei6735
    @shantilatadei6735 4 года назад +7

    ଜୟ ଜଗନ୍ନାଥ.
    ଆପଣଙ୍କ ପ୍ରବଚନ ହୃଦୟସ୍ପର୍ଶୀ.

  • @basudevmeher1320
    @basudevmeher1320 3 месяца назад

    ବହୁତ ସୁନ୍ଦର ଲାଗିଲା ଶାର୍ ଆପଣ ଙ୍କର କଥାଟିଏ ଶୁଣି ପ୍ରତିଦିନ ମୁଁ ଗାଧୋଇ ଫୁଲ ତୁଲେ ହେଲେ ମତେ ବହୂତ ଲୋକ ମନା କରୁଥିଲେ ମୁଁ କାହାକୁ ଫୁଲ ବିଷୟରେ ବୁଝୀବି କିଏ ମୋତେ ଫୁଲ ବିସୟ ରେଶଠୀକ୍ କଥା କହୀଦେବ ମୁଁ ଜାଣୀନ ଥିଲି ସାର୍ ହେଲେ ଆଜି ଜାଣୀଲି ମୁଁ ଯେଉଁ ଫୁଲ ଗାଧୋଇ ଫୁଲ ତୋଳୁଛୀ ସେଇଟା ଠିକ୍ ଅଛୀ ଆଗକୁ ମୁଁ କାହାରୀ କଥା ଶୁଣୀବି ନାହଁ ରହୀଲି ସାର୍ ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ ରାମ

  • @sushilasahu1575
    @sushilasahu1575 4 года назад +3

    ବହୁତ୍ ସୁନ୍ଦର୍ ପ୍ରବଚନ ଆପଣ ଙ୍କ ପ୍ରବଚନ ଶୁଣି ଆହୁରି ଅଧିକ ଶୁଣିବାକୁ ଇଚ୍ଛା ହଉଚି ଧନ୍ୟବାଦ

  • @chakradharnayak1399
    @chakradharnayak1399 4 года назад +12

    ସାର୍ ,ଏଭଳି ସୁନ୍ଦର କାହାଣୀ କେବେ ଶୁଣି ନ ଥିଲି।ବହୁତ ସୁନ୍ଦର କଥା , ଆଉ ଏହି ସୁନ୍ଦର କାହାଣିଟିକୁ କର୍ମରେ ଲଗାଇବାକୁ ଚେଷ୍ଟା କରିବି,ଧନ୍ଯବାଦ।

  • @Bibhutibhusanrout-bc4zy
    @Bibhutibhusanrout-bc4zy 2 месяца назад

    ଆପଣକଂ ମତାମତ ମାଧ୍ୟମରେ ଭଲଲାଗିଲା🎉ଜୟଜୟଜଗନାଥଜୟଜୟ🎉🎉🎉🎉

  • @astamibehera1972
    @astamibehera1972 5 месяцев назад +1

    🙏 ati sundar .

  • @sanjitapatra5925
    @sanjitapatra5925 2 года назад

    ଆପଣଙ୍କ ସୁ ମଧୁର ପ୍ରବଚନ ହୃଦୟ ଶାନ୍ତି ପ୍ରଦାୟନେ 🙏🙏🙏କିନ୍ତୁ ମୁଁ ଗୋଟେ କଥା ଵୁଝିପାରୁନି ନାନା ଶାସ୍ତ୍ର ମତେ ଅନେକ ଅନେକ ମତ ବିଧାନ ରହି ଅଛି କିଛି ଲୋକ ଗାଧେଇବା ଆଗରୁ ଫୁଲ ତୋଳି ଥାନ୍ତି ଆଉ କିଏ ଗାଧେଇବାପରେ ତୋଳି ଥାନ୍ତି କୋଉ ନିୟମ ମାନିବା ଉଚିତ 🙏🙏

  • @SumantaSahooSahoo
    @SumantaSahooSahoo 2 месяца назад

    ଗୁରୁଜୀ ପ୍ରଣାମ

  • @lataranirath7905
    @lataranirath7905 Год назад +1

    Guru Swami Bhai 🙏🙏 very nice alochona 👍🌹

  • @aditiyatripathy645
    @aditiyatripathy645 4 года назад +6

    ଆଜ୍ଞା ଆପଣଙ୍କ ଭିଡିଓ ଗୁଡ଼ିକ ଅତି ହୃଦୟ ସ୍ପର୍ଶ କରିବା ଭଳି ଓ ସମାଜ ଭିତରେ ଆଲୋକ ପ୍ରଦାନ
    କରିପାରୁଛନ୍ତି, ଆପଣଙ୍କ ର ବହୁତ ଭିଡିଓ ମୁଁ ଦେଖିଲିଣି ଭଲ ଲାଗୁଛି ତେବେ ମୋର ମନ ହେଉଛି ଆପଣଙ୍କ ସହିତ ଯୋଗାଯୋଗ କରିବାକୁ
    କେମିତି ହେଇପାରିବ ଜଦି ଆପଣଙ୍କ ପାଖରେ ସମୟ ଥାଏ,ଜୟ ଜଗନ୍ନାଥ

  • @NarendraKumarSethi-vx8hn
    @NarendraKumarSethi-vx8hn 17 дней назад

    Jay jagnnath swami ❤
    Jay guru dev ❤

  • @debalaxmimohanty8825
    @debalaxmimohanty8825 Год назад +2

    ଜୟ ଜଗନ୍ନାଥ 🙏🙏🙏 ଜୟ ମହାପୁରୁଷ 🙏🙏🙏 ଜୟ ମା ସାରଳା 🙏🙏🙏 ଗୁରୁଜୀ ପ୍ରଣାମ 🙏

  • @sarojinibehera3680
    @sarojinibehera3680 7 месяцев назад +1

    ଆପଣଙ୍କର ଆଲୋଚନା ବହୁତ ଉଚ୍ଚକୋଟୀର ତେଣୁ ମୁଁ ଯାହା ଭାବୁଥିଲି ଆଜି ଠିକ୍ ବୋଲି ଯାଣି ପାରିଲି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ

  • @kamalakantamaharana7911
    @kamalakantamaharana7911 3 месяца назад

    Bahut sundar Katha kahile sir. Many many thanks. Pranam Guru ji

  • @AnDip-zo9dl
    @AnDip-zo9dl 3 года назад

    ଅତି ସୁନ୍ଦର ଗୁରୁଜୀ ଧନ୍ୟବାଦ୍

  • @kumadinipradhan7564
    @kumadinipradhan7564 3 месяца назад

    ସୁନ୍ଦର ଉପସ୍ଥାପନା
    ପ୍ରଣାମ

  • @Dhanubehera8446
    @Dhanubehera8446 Год назад +2

    100 % right guru Jay Jagannath

  • @sureshsahoo1600
    @sureshsahoo1600 8 месяцев назад

    ସର୍ବୋତ୍ତମ ଗୁରୁଦେବ ପ୍ରଣାମ

  • @GhasiramPatra-q7u
    @GhasiramPatra-q7u 2 месяца назад

    ହରି ଓମ୍ ନମସ୍ତେ

  • @prasannapparida4091
    @prasannapparida4091 4 года назад +1

    ଆଜ୍ଞା ନମସ୍କାର,ଜୟ ଶ୍ରୀ ରାମ, ମୋ ମନ ରେ ଏକ ସନ୍ଦେହ ଅଛି, ମୋର ଆଶା ଏବଂ ବିଶ୍ୱାସ ଆପଣ ସମାଧାନ କରିପାରିବେ, ଦୁନିଆରେ ସୁଖୀ ମଣିଷ କିଏ, ଆଉ ଶାନ୍ତି କେଉଁଠାରେ ପାଇବା,

  • @sanjaynayak7836
    @sanjaynayak7836 2 года назад

    Jay jagannath gurooji mu apananka video ku bahut valapaye aneka aneka pranama

  • @JadumaniMahanta-kg2cu
    @JadumaniMahanta-kg2cu 3 месяца назад

    Jay jagannatha ki sundra prabachana

  • @ajaykumarjena8104
    @ajaykumarjena8104 2 года назад +1

    Baa ki chamatkar bichar

  • @RatikantaBehera-cm7kt
    @RatikantaBehera-cm7kt 6 месяцев назад

    Jaya Sri ram ram ram ram jayamaa samlei sitaram Jaya jaganatha radhe Jaya Sri radhe bahut badhia

  • @gajendranathsahoo3408
    @gajendranathsahoo3408 Год назад

    Guruswami,phulatolibara bidhan ,alochanapain kruta gyanta janauchi, dhanyabad.

  • @adityabehera6407
    @adityabehera6407 Год назад +3

    ବହୁତ ଭଲ ଲାଗିଲା

  • @jagannathtandia3359
    @jagannathtandia3359 3 года назад +1

    ଗୁରୁସ୍ବାମୀ

  • @padmnaraita
    @padmnaraita 5 месяцев назад

    କେଶବାୟା଼ଃ ନମଃ

  • @SagarBiswal-r3s
    @SagarBiswal-r3s 7 месяцев назад

    Bahut.sundar.bani

  • @banalatabehera1899
    @banalatabehera1899 2 года назад

    Namaskar bhaina apanankaprabochana bahuta bhala thank you so much

  • @rajubehera8540
    @rajubehera8540 2 года назад

    ଧନ୍ୟବାଦ ଗୁରୁଦେବ

  • @anatanayak5275
    @anatanayak5275 2 года назад +1

    ବିପିନ ଭାଇ ଗାଧୋଇସାରି ଫୁଲ ତୋଳିବା କୁ ହେଲେ ପୁଣି ଥରେ ଗାଧୋଇବାକୁ ପଡିବ କାରଣ ବାଡିବଗିଚାରେ ଥିବା ଅସନା ଶରୀରଷ୍ପର୍ଶ କରିଲେ ଅବଷ୍ଯ ପୁନଃ ସ୍ନାନ ଆବଶ୍ଯକ ସେଥିପାଇଁ ଏହି ଯେଉଁ ପରାମର୍ଶ ଦେଲେ ତାହା ଗ୍ରହଣ କରିବା ସମ୍ଭବ ହେବିବୋଲି ମୁ ଭାବୁଛି ।

  • @kalpanapanigrahi05
    @kalpanapanigrahi05 15 дней назад

    Jay jagannath🙏🏼🙏🏼🙏🏼🙏🏼

  • @PanchananaBehera-hr2vp
    @PanchananaBehera-hr2vp 3 месяца назад

    Gurudeb,namana,,ma,ko,namana,jayasriram

  • @akbarharijan6336
    @akbarharijan6336 3 месяца назад

    Alekha mahima saranam 🙏🙏🙏🙏🙏🙏🙏 🙏🙏🙏🎉🎉🎉🎉🎉

  • @AshokPatnaik-mw7tg
    @AshokPatnaik-mw7tg 7 месяцев назад

    Bahut Sundar Katha sraban Kari nijaku dhanya mane Kali
    Dhanyabad

  • @ratnapravadas3753
    @ratnapravadas3753 3 года назад +1

    Jay Gagannatha

  • @sriharsamahapatra3793
    @sriharsamahapatra3793 3 года назад

    Bahut bada khabar samaj panl

  • @tulsirammajhi3022
    @tulsirammajhi3022 Год назад

    ଜୟ ଜଗନ୍ନାଥ ଜୟ ମହାପୁରୁଷ

  • @balbhadranaik
    @balbhadranaik 7 месяцев назад

    Bohutsundarkathaguruji🙏

  • @udhabpangari
    @udhabpangari 9 месяцев назад

    Very good suggestion pangari

  • @sasmitalifestyle76
    @sasmitalifestyle76 Год назад

    Guru swami bhai apanka bani bahut bhala lagila

  • @sarbeswarbehera8470
    @sarbeswarbehera8470 4 года назад

    Ati sundar marmasparsi katha

  • @upendramund8688
    @upendramund8688 5 лет назад +5

    Prathama thara video dekhili ati sundara bhabare prasna ra uttara diajaichi ebang hrudaya sparshi heichi. Dekhiba dwara aneka gyana paiparili. sethi lagi apananku asesha dhanyabad. Hari om.

  • @nirupamamohanty2860
    @nirupamamohanty2860 3 года назад

    Bahut Sundar upadeya tathya... Subhakamana..

  • @satyanarayanrath1344
    @satyanarayanrath1344 4 года назад +1

    ଜିଜ୍ଞାସା ର କଥା ବସ୍ତୁ ଶୁଣି ସନ୍ତୁଷ୍ଟ ଲାଗିଲା ତଥାପି ଫୁଲତୋଳିବାର ବିଧି ଓ ବିଧାନ

  • @rasmitaguru5762
    @rasmitaguru5762 7 месяцев назад

    Jay jajanatha,

  • @madhusmitadash839
    @madhusmitadash839 4 года назад +3

    Ati sundara katha kahichanty apana 🙏 jay jagannath

  • @rakeshswain7345
    @rakeshswain7345 4 года назад +3

    Sindar barnana bipin bhai.

  • @gitanjalipatra521
    @gitanjalipatra521 5 лет назад +3

    Bahut Sundar bhabe bujhaithiba jagun aapanku dhanyabad . Jay Jagnnath.🙏🙏🙏🙏🙏

  • @BinodiniMeher-k9y
    @BinodiniMeher-k9y 8 месяцев назад

    Aapan nkar pravachan bahut bhal

  • @hemantarout9587
    @hemantarout9587 Год назад

    Hare krishna phula ta bhagabanka prakruti phulara janmata bhagabanka pada padama re samrapana heba sapraday charoti saparaday shree sapraday,bramha saparaday,kumara sapraday,rudra saparaday

  • @prahalladswain6911
    @prahalladswain6911 Год назад

    Aajir samaj pain khub sundar upastapana

  • @muralimajhi7998
    @muralimajhi7998 2 года назад

    ହେଗୁରୁ ଆପଣଙ୍କ ବାକ୍ୟ ରେ ବହୁ ଜ୍ଞାନଅଛି ଆପଣଙ୍କୁ କୋଟି ପ୍ରଣାମ

  • @kailashswain2245
    @kailashswain2245 3 года назад +3

    ସୁନ୍ଦର ଉପସ୍ଥାପନା । ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ପ୍ରଣାମ 🙏🏽🙏🏽🙏🏽

  • @anantadas6744
    @anantadas6744 3 года назад

    Very very good speech Guru jee jay Jagannath jay ho🙏🙏🙏

  • @sunilpradhan4015
    @sunilpradhan4015 4 года назад +3

    Divya Chetna ...Jay Jay Gurudev Jay Sri raam ..

  • @niweditanaik1615
    @niweditanaik1615 5 лет назад +3

    Very nice prabchan, jay jagnath

  • @lopitaraj4659
    @lopitaraj4659 4 года назад +1

    Jay jagannath swami nayan patha gami vaba tume

  • @SunilRout-f3v
    @SunilRout-f3v 9 месяцев назад

    Tq sir Super Jay Jagannath💐🙏

  • @prabeengaming6976
    @prabeengaming6976 4 года назад +1

    Guruswami

  • @lovelylakshita5063
    @lovelylakshita5063 3 года назад

    Sir bahut bahut Dhanyabad....

  • @DuryodhanSwain-u1l
    @DuryodhanSwain-u1l 9 месяцев назад

    Dhanyabada

  • @ଗୋପାଳଚନ୍ଦ୍ରଯେନା

    ଭୌତ ଭଲ ଆଗକୁ ଜାରି ରହୁ

  • @Makunda-hj3vw
    @Makunda-hj3vw 9 месяцев назад

    Hari om tatsat

  • @kabuliray6931
    @kabuliray6931 3 года назад +1

    Thank you sir Good Advice

  • @malatinaik4275
    @malatinaik4275 3 года назад

    ଧନ୍ୟବାଦ ସାର୍ ,ସଠିକ ସମାଲୋଚନା କରିଛନ୍ତି।

  • @pranatidalai
    @pranatidalai 9 месяцев назад

    Bahut bhala🙏🏼🙏🏼🙏🏼

  • @krushanach.behera5012
    @krushanach.behera5012 4 года назад +1

    Bahuta bhala lagila

  • @monalisabehera6506
    @monalisabehera6506 4 года назад

    Bahut Sundar prabachana

  • @bijayakumarmallik1083
    @bijayakumarmallik1083 9 месяцев назад

    Guru husband ❤❤❤

  • @surendraprasaddas1314
    @surendraprasaddas1314 4 года назад

    ଜୟ ଜଗନ୍ନାଥ

  • @rasmitanayak8169
    @rasmitanayak8169 3 года назад

    Bahut sundar

  • @aryan4213
    @aryan4213 2 года назад

    jay sri guru wami

  • @sharatkumarbehera7711
    @sharatkumarbehera7711 4 года назад +1

    Om keshabaya namah
    🙏🙏🙏🙏🙏
    Sir aapananka prabachana sunibaku bahut vala

  • @skcenaomniverse7786
    @skcenaomniverse7786 2 года назад

    Jay Shri Ram

  • @RakeshKhuntia-cx4tg
    @RakeshKhuntia-cx4tg 10 месяцев назад

    Guru Swami🙏🙏

  • @niranjanbhuyan2683
    @niranjanbhuyan2683 4 года назад +4

    Jay jagannatha satakoti pranam apanaku he guru swami jay kesaba hari narayana

  • @ranjitdhmajhi9400
    @ranjitdhmajhi9400 6 месяцев назад

    Om Keshav Narayan Kalki Ananta Narayan 🙏🙏🙏

  • @kanheichransethi1032
    @kanheichransethi1032 2 года назад

    100 ରୁ 100 ପୁରା ଠିକ୍ କହିଛନ୍ତି ଜୟ ଜଗନ୍ନାଥ ଓଁ ନମଃ ଶିବାୟ

  • @bilasineemohanty6288
    @bilasineemohanty6288 2 года назад

    Nice video

  • @usharanimishra7281
    @usharanimishra7281 2 года назад

    Nice description with logic.

  • @nirashapatra4155
    @nirashapatra4155 5 лет назад +7

    Guruswami bhai sundar aalochana

  • @shibaprasadsahoo3162
    @shibaprasadsahoo3162 2 года назад

    Sir pranam very nice thank

  • @saraswatinag7308
    @saraswatinag7308 4 года назад +1

    Jay jagannath sawami

  • @animefan83146
    @animefan83146 7 месяцев назад

    Om gurudebaya namah 🙏

  • @madhabadasdsa9939
    @madhabadasdsa9939 2 года назад

    Radhe Radhe

  • @mamatasingh5697
    @mamatasingh5697 Год назад

    Om guruswami

  • @aganicharanaganicharan5908
    @aganicharanaganicharan5908 2 года назад

    BAHUTA BHALA SIKHYA THANKYOU UNIVERS THANKYOU UNIVERS THANKYOU UNIVERS

  • @akshaydas6918
    @akshaydas6918 2 года назад

    Sir prabachana is very sweetable.

  • @sankarapradhan1473
    @sankarapradhan1473 3 года назад

    Sambala maharaja dhanyabad Sankar. Pradhan pin 7 6 8 o 1 9

  • @SabtaNayak
    @SabtaNayak Год назад

    Aapn ati manachhun prabachan suneile

  • @MUSICSTUDIO-y1k
    @MUSICSTUDIO-y1k Год назад

    Om guru swaami 🙏🙏🙏🙏🙏