ବବିଙ୍କ ଗାଦି ଲୋଭ ! | Odisha Reporter

Поделиться
HTML-код
  • Опубликовано: 26 окт 2024

Комментарии • 583

  • @stvodia073
    @stvodia073 2 года назад +22

    ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ ପଟ୍ଟନାୟକ ଦୁର୍ନୀତି

    • @dalibandhugouri6001
      @dalibandhugouri6001 2 года назад

      Tu sa banda janichu BJP hatao desh bachao

    • @kumarnayak306
      @kumarnayak306 2 года назад

      Right

    • @maheshpatnaik6972
      @maheshpatnaik6972 2 года назад +1

      ଏହି news channel ର ମାଲିକ କଣ ଭଲ କିଁ.... ସେ ପରା ୨୩ କୋଟି ଖାଇଛନ୍ତି ... ତାଙ୍କ ବିଷୟ ରେ ତ ଏହି news channel କିଛି show କରୁନି ....

  • @maheshpatnaik6972
    @maheshpatnaik6972 2 года назад +1

    ତମ ପଣ୍ଡା ବାବୁ ନିଜକୁ ଯଦି ବଡ଼ ନେତା କହିଛନ୍ତି ତେବେ ଏବେ ଯାଏଁ ଖାଲି ରେ କଣ ପାଇଁ ବସିଛନ୍ତି ..? ବିଜେପି ଠିକ୍ ଜାଣିଛି ସେ ଯେଉଁ ସ୍ଥାନ ରୁ ବି ଲଢ଼ିଲେ ହାରିବା ସୁନିଶ୍ଚିତ..

  • @namitagochhayat5059
    @namitagochhayat5059 2 года назад +10

    ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ odisha ରେପୋର୍ଟେର ର ଏଭଳି ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ।

    • @satchitmisra7450
      @satchitmisra7450 2 года назад

      ଓଡ଼ିଶା ରିପୋର୍ଟର ,ଓ ଟିଭି ର ଏକ ଅଂଶ।ଏଣୁ ବିଜୁ ଜନତା ଦଳ ବିଷୟ ରେ କୁତ୍ସା ରଚନା କରିବା ଏହାର ସର୍ବଦା ଅଭ୍ୟାସ।

  • @satyashreemishra8823
    @satyashreemishra8823 2 года назад +1

    ନିଜ ମାଲିକଙ୍କୁ ଖୁସି କରିବା ପାଇଁ ଓଡ଼ିଶା ରିପୋର୍ଟର ମାନେ ଏତେ ନିମ୍ନ ସ୍ତରର ଖବର ପ୍ରସାରଣ କରି ତାଙ୍କ ଅସ୍ତିତ୍ବ ହରାଉଛନ୍ତି।

  • @usharanipaikaray737
    @usharanipaikaray737 2 года назад +5

    ବବିଭାଇ ଙ୍କ ଜନ୍ମ ଦିନ ପାଳନ ରେ ଓଡିଶା ବାସି ବହୁତ ଖୁସି ବିଜେଡି ଦଳ ତା ଠୁ ଅଧିକ ଖୁସି. ନବୀନ ସବୁଠୁ ବେଶୀ ଖୁସି

  • @suryakantapradhan8460
    @suryakantapradhan8460 2 года назад

    ବବି ବାବୁଙ୍କ ଗାଦି ଲୋଭ ନାହିଁ ବରଂ ତୁମ ମାଲିକଙ୍କ ଗାଦି ଲୋଭ ରହିଛି। ବବି ବାବୁଙ୍କ ସାଙ୍ଗଠନିକ ଦକ୍ଷତା ପାଇଁ ନବୀନବାବୁ ତାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି ଆଉ ବବି ବାବୁଙ୍କ ଲୋକପ୍ରିୟତା ଓ ଗ୍ରହଣଯୋଗ୍ୟତାକୁ ସହ୍ୟ କରିପାରୁନ ବୋଧହୁଏ।

  • @prabirkumardas2743
    @prabirkumardas2743 2 года назад +1

    ବବି ନିଜେ ପାଳି ନାହାନ୍ତି ତାଙ୍କ ପ୍ରଶଂସକ ମାନେ ପାଳିଛନ୍ତି।
    ଏହା ଓଡିଶା ରିପୋଟର୍ ଜାଣି ରଖିବା ଦରକାର।

  • @ranjanprakash4556
    @ranjanprakash4556 2 года назад +1

    ଘରର ମୁଖିଆ 4 ବର୍ଷ ହେଲା ଜନ୍ମଦିନ ପାଳିନାହାନ୍ତି ଗୋଠଭଙ୍ଗା ଭଳି ଲୋକଦେଖାଣିଆ ଜନ୍ମଦିନ ପାଳୁଛନ୍ତି ବବି bhai|

  • @maheshpatnaik6972
    @maheshpatnaik6972 2 года назад +1

    ବିଜୁ ଜନତା ଦଳ ର ପଣ୍ଡା ବାବୁ ଙ୍କୁ ଖୋଲା ଚାଲେଞ୍ଜ ... ଯଦି ସତ ରେ ପଣ୍ଡା ବାବୁ ମରଦ ପିଲା ତେବେ ଖୋଲା ଖୋଲି ରାଜନୀତି କର ....

  • @prabirkumardas2743
    @prabirkumardas2743 2 года назад +2

    ଗାଦି ଲୋଭ ବବି ଭାଇ ଙ୍କ ନାହିଁ ଜୟ ପଣ୍ଡା ଭଳି।ବବି ଭାଇ ଙ୍କୁ ଭଲ ପାଇ ଲୋକ ମାନେ ତାଙ୍କ ଜନ୍ମ ଦିନ ପାଳନ କରୁଛନ୍ତି।
    ଏମାନଙ୍କ ଫଟୁଛି କାହିଁକି।

  • @satyashreemishra8823
    @satyashreemishra8823 2 года назад +1

    ସଂଗଠନ କେମିତି ହୁଏ ବବି ଭାଇଙ୍କ ଠୁଁ ଶିଖୁନ ଏମିତିକା ବେକାର କଥାରେ ରଡ଼ି ଛାଡ଼ିଲେ କିଛି ଫାଇଦା ହେବ ନାହିଁ।

  • @usharanipaikaray737
    @usharanipaikaray737 2 года назад +5

    ଏସବୁ ବବି ଭାଇଙ୍କ ଠାରୁ ଶିଖ କେତେ ଲୋକ ପ୍ରିୟ ନେତା ଯାହାର ଜନ୍ମ ଦିନ କୁ ଲୋକେ ନିଜ ଇଛାରେ ପାଳନ କରୁଛସନ୍ତି

  • @usharanipaikaray737
    @usharanipaikaray737 2 года назад +1

    ନବୀନ ତାଙ୍କ ଦଳ ରେ କଣ ଓଡିଶା ବାସୀଙ୍କୁ ବେଶ ଜଣା. ଓଡିଶା r ସମସ୍ତ ଜନସାଧାରଣ ଙ୍କୁ ସେ ଭଲ ପାଆନ୍ତି. ସମସ୍ତ ଙ୍କ ହିତ ପାଇଁକାମ କରନ୍ତି

  • @usharanipaikaray737
    @usharanipaikaray737 2 года назад +1

    ଗାଦି ଲୋଭ କାହାର ଅଛି ସେ କଥା ମଧ୍ୟ ଓଡିଶା ବାସୀଙ୍କୁ ଅଛପା ନାହିଁ

  • @prabirkumardas2743
    @prabirkumardas2743 2 года назад

    ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ କୁ ସଜ୍ୟ କରିପାରୁ ନାହାନ୍ତି ଜୟ ପଣ୍ଡା।

  • @usharanipaikaray737
    @usharanipaikaray737 2 года назад +1

    ରାଜ୍ୟ ବାସୀଙ୍କ ଉର୍ନତି ନିମନ୍ତେ ସର୍ବଦା କାର୍ଯ୍ୟ ରତ ଯେଉଁ ସରକାର. ସେ ଜାଣିଛି ତା ଦଳ ତା ପାଇଁ କଣ ସେ ବିଷୟରେ ରିପୋଟର ଙ୍କ ଚିନ୍ତା କରିବା ଦରକାର ନାହିଁ

  • @indiradas2104
    @indiradas2104 2 года назад

    ଆଜି ତ ବବି ଭାଇନା ଙ୍କ ଜନ୍ମ ଦିନ ଥିଲା, ତେଣୁ topic ପାଇଗଲେ ଓଡ଼ିଶା ରିପୋର୍ଟର ବାଲା। କାଲି କାହାର ପର୍ବ ଅଛି ଆଜି ରାତି ଠୁ ଖୋଜିବା ଆରମ୍ଭ କରିଦିଅ, ନ ହେଲେ କାଲି ଲେଖିବ କ'ଣ।

  • @usharanipaikaray737
    @usharanipaikaray737 2 года назад +1

    ବୈଜୟନ୍ତ ପଣ୍ଡା ଙ୍କ ଭଳି ହୀନ ରାଜନୀତି କରି ନିଜ ଦଳ ରେ କନ୍ଦଳ ସୃଷ୍ଟି କରିବେ. ନିଜେ ଯାହା ଅନ୍ୟ କୁ ସେୟା ଭାବିଛନ୍ତି

  • @prabirkumardas2743
    @prabirkumardas2743 2 года назад

    ବବି ଭାଇ ଓଡିଶା ରାଜନୀତିରେ ଦିନେ ବିଜୁ ବାବୁଙ୍କ ଅତି ଆପଣାର ଥିବା ଅଶକ ଦାସ ଙ୍କ ସୁପୁତ୍ର ତେଣୁ ସେ କୃତଜ୍ଞତା କଣ ଜାଣିଛନ୍ତି। ଜୟ ପଣ୍ଡା ଭଳି କୃତଘ୍ନ ନୁହେଁ।

  • @usharanipaikaray737
    @usharanipaikaray737 2 года назад +1

    ଓଡିଶା ରିପୋଟର ଜାଣିପାରୁନାହାନ୍ତି. ବିଜେଡି କାମ ବେଶୀ କଥା କମ ରେ ପସନ୍ଦ କରେ

  • @usharanipaikaray737
    @usharanipaikaray737 2 года назад +1

    ଜନ୍ମ ଦିନ ବିଜେଡି ସାଙ୍ଗଠନିକ ବବି ଭାଇ ପାଳୁ ନାହାନ୍ତି ତାଙ୍କୁ ଭଲ ପାଉଥିବା ଲୋକ ମାନେ ପାଳୁଛନ୍ତି. ବବି ଭାଇଙ୍କୁ ସାରା ଓଡିଶା ବାସି ଭଲ ପାଆନ୍ତି

  • @suryakantapradhan8460
    @suryakantapradhan8460 2 года назад +1

    ବବିଭାଇଙ୍କ ଜନ୍ମଦିନ ଅବସରରେ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକ ସ୍ଵତଃପ୍ରବୃତ୍ତ ଭାବେ ତାଙ୍କର ଜନ୍ମଦିନ ପାଳନ କରିବାକୁ ଆଗେଇଆସିଛନ୍ତି, ତୁମର ଦଶଜଣ ବ୍ୟକ୍ତି ବାହାରିବେ ନା?

  • @satyashreemishra8823
    @satyashreemishra8823 2 года назад +1

    ପଣ୍ଡା ବାବୁ ଯେଉଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଉପରେ କିଛି ପ୍ରସାରଣ କରନ୍ତୁ।

  • @usharanipaikaray737
    @usharanipaikaray737 2 года назад +1

    ବିଜେପି ଦଳ ଭଳି ବିଜେଡି ନୁହନ୍ତି ସ୍ୱାର୍ଥ ଯୋଉଠି ବିଜେପି ସେଇଠି

  • @pratikshyapattnaik4349
    @pratikshyapattnaik4349 2 года назад

    ଓଡ଼ିଶା ର ବିକାଶ କୁ ନବୀନ ବାବୁ ଙ୍କ ସହ ମିଶି ଯିଏ ଆଗକୁ ବଢାଇଛନ୍ତି ସେ ହେଉଛନ୍ତି ଆମ ପ୍ରିୟ ବବି ଭାଇ

  • @Nanducomedy
    @Nanducomedy 2 года назад

    ବବି ଭାଇ ଜନ୍ମଦିନ ପାଳିନାହାନ୍ତି, ତାଙ୍କ ଫ୍ୟାନ ପାଳିଛନ୍ତି । ହଁ, ତମ ନେତାର ଖୋଜି ଆଣିଲେ ୫ ଟା ଲୋକ ବାହାରିବେନି, ସେଥିପାଇଁ ସହି ପାରୁନ ନା

  • @brahmanandapradhan4859
    @brahmanandapradhan4859 2 года назад

    ଏତେ ଟଙ୍କା କୁଠୁ ଆଣିଲେ
    ଗରୀବ ଚାଷୀ ଙ୍କ ଟଙ୍କାରେ ଏମାନେ ବିଦେଶ ଯାଉଛନ୍ତି ଓ ମସ୍ତି କରୁଛନ୍ତି

  • @Odia_Toka_Om
    @Odia_Toka_Om 2 года назад

    ଆଉ ଗଟେ କଥା ବବି ଭାଇ ତାଙ୍କର ଜନ୍ମଦିନ ପାଳନ କରିନାହାନ୍ତି ତାଙ୍କ ଫ୍ୟାନ ମାନେ ପାଳନ କରିଛନ୍ତି ବୁଝିଲ ଦଲାଲ ନୁୟଜ ଯାହା ଲାଗୁଚି ବବି ଭାଇଙ୍କ ଜନ୍ମଦିନ ପାଳନ ଦେଖି ବିଜେପି ଵାଲା ସହି ପାରୁ ନାହାନ୍ତି କାରଣ ବିଜେପି ଵାଲା ଙ୍କର ତୋ ଫ୍ୟାନ ବହୁତ କମ ଆଉ ସେମାନେ ତାଙ୍କ ନେତା ଙ୍କ ପାଇଁ ଜନ୍ମଦିନ ପାଳନ କରୁନାହାନ୍ତି ସେଇ ପାଇଁ ବିଜେପି ଵାଲା ଏମିତି ହେଉଛନ୍ତି

  • @prabirkumardas2743
    @prabirkumardas2743 2 года назад

    ରାଜ୍ୟ ରାଜନୀତି ର ଜଣେ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଣବ ପ୍ରକାଶ ଦାସ ସେ ନିଶ୍ୱାର୍ଥ ପର ଭାବରେ ଓଡିଶା ବାସୀଙ୍କ ସେବା କୁ ନିଜର ମୂଳ ଲକ୍ଷ୍ୟ ଭାବରେ ବାଛି ନେଇଛନ୍ତି। ସେଭଳି ଜଣେ ବ୍ୟକ୍ତି ବିଷୟରେ ଏହିଭଳି କୁରୁଚି କର ମନ୍ତବ୍ୟ ଆଦୌ ଶୋଭା ପାଉନାହିଁ।

  • @narayanbehera1373
    @narayanbehera1373 2 года назад

    ରାଜନୀତି ର ମଇଦାନ ରେ ଲୋଢ଼ୀବାର ତ ସତ ସାହସ ନାହିଁ ସେଇଥି ପାଇଁ ଏଇ ଭୋଳି ଛାୟା ଯୁଦ୍ଧ କରୁଛନ୍ତି ବାବୁ ବୈଜୟନ୍ତ। ହା ହା ହା......

  • @rabindramohanty7020
    @rabindramohanty7020 2 года назад

    ଓଡ଼ିଶାରେ ବିଜେପି ଅସ୍ଥିତ୍ୱ ହୀନ. ବାରମ୍ବାର ହାରିଚାଲିଛନ୍ତି. ଲୋକେ ସେମାନଙ୍କୁ ପରିତ୍ୟାଗ କରିଛନ୍ତି.

  • @namitagochhayat5059
    @namitagochhayat5059 2 года назад

    ଏହା କଣ ଗଣମାଧ୍ୟମର ପ୍ରକୃତ କର୍ତ୍ତବ୍ୟ। କାହିଁକି ଏହି ଭିତ୍ତିହୀନ ଏବଂ କଳ୍ପନା ଦ୍ୱାରା ରଚିତ ଖବରକୁ ଅଧିକ ଅତିରଞ୍ଜିତ କରିକି ଦେଖାଉଛି ଏହି ଗଣମାଧ୍ୟମ।

  • @bhikaricharandas2046
    @bhikaricharandas2046 2 года назад +9

    Every man have right to celebrate his /her birthday, It is not questionable any political .

  • @susiljena0707
    @susiljena0707 2 года назад

    ନିଜକୁ ବଡ଼ ନେତା କହୁଛନ୍ତି ଆପଣଙ୍କ ମାଲିକ ତାଙ୍କୁ କୁହ ରାଜ୍ୟର ଯେଉଁ ନିର୍ବାଚନ ମଣ୍ଡଳୀ ବାଛିବେ ସେଇଠି ହାରିବେ

  • @usharanipaikaray737
    @usharanipaikaray737 2 года назад +1

    ଦୁର୍ନୀତି ରେ ଲିପ୍ତ ଜୟ ପଣ୍ଡା ଙ୍କ ଖବର ପ୍ରସାର ତ କାହିଁ ଓଡିଶା ରିପୋଟର ଙ୍କୁ ଦିଶୁନି ଯିଏ 2300 କୋଟି ଖର୍ଚ୍ଚ କରିଛନ୍ତି

  • @satyashreemishra8823
    @satyashreemishra8823 2 года назад

    ହୀନ ରାଜନୀତି କରିବା ବିଜେପି ଦଳର ଅଭ୍ୟାସ ହୋଇ ଗଲାଣି । ବିଜେପିର ଅବସ୍ଥା ଆଗାମୀ ଦିନରେ ବହୁତ ଖରାପ।

  • @lipsadas4353
    @lipsadas4353 2 года назад

    ବିଜେପି ପ୍ରସଙ୍ଗ ବିହୀନ ରାଜନୀତି କରି ଓଡ଼ିଶାରେ ଅବସ୍ଥା ସମସ୍ତେ ଜାଣିଛନ୍ତି।ଆଗକୁ ବିଯେପିବର ଅବସ୍ଥା କଣ ହେବ ସମସ୍ତେ ଜାଣିଛନ୍ତି

  • @usharanipaikaray737
    @usharanipaikaray737 2 года назад +1

    ବବିଭାଇ ଏମିତି ଜଣେ ଲୋକ ଯାହାର ଜନ୍ମ ଦିନ କୁ ସାରା ଓଡିଶା ବାସି ଖୁବ ଧୁମ ଧାମ ରେ ପାଳନ କରୁଛନ୍ତି କାଇଁ ବିଜେପି ରେ ଏମିତି ନେତା ଦେଖିବାକୁ ମିଳୁନି ତ

  • @Odia_Toka_Om
    @Odia_Toka_Om 2 года назад

    ବବି ଭାଇ ଯେପରି ଲୋକଙ୍କ ପାଖକୁ ପହଁଚି ଲୋକଙ୍କ ଦୁଃଖ ବୁଝୁଛନ୍ତି ତମ ମାଲିକ ତୋ ସେତିକି ଭି ନୁହେଁ ସେ ଖାଲି ବାହାରକୁ ଯାଇ ବଡ ବଡ ହୋଟେଲ ରେ ରୁମ ବୁକ କରି ରହିବା ଜାଣିଛନ୍ତି

  • @satyashreemishra8823
    @satyashreemishra8823 2 года назад

    ଅପରାଜିତା ମାଡାମଙ୍କ ବିରୋଧରେ ପଣ୍ଡା ବାବୁ ରାଜନୀତି କରୁଛନ୍ତି ବୋଲି କ'ଣ ବବି ଭାଇ ବି ନବୀନ ପଟ୍ଟନାୟକଙ୍କ ବିରୋଧରେ ରାଜନୀତି କରୁଛନ୍ତି ବା ବା ରେ।

  • @pkpanda1371
    @pkpanda1371 2 года назад +3

    ଏହି TV channel ମିଛ news ପରିବେଷଣ କରି ଚାଲିଛି । ନବୀନ ପଟ୍ଟନାୟକଙ୍କ ସହ ବବି ଙ୍କ ଜନ୍ମ ଦିନ ପାଳନ ରେ କି ସଂପର୍କ ଅଛି ଯେ ଫା ଲ ତୁଛନ୍ତି ଛନ୍ତି ସମ୍ବାଦ ପ୍ରଚାର କରି ଖୁସି ନେଉ

  • @anmayeedas4839
    @anmayeedas4839 2 года назад

    ଜୟ ପଣ୍ଡା ଭଳି ଜଣେ ଦୁର୍ନୀତିଗ୍ରସ୍ତ ନେତାଙ୍କ ଚେନାଲରୁ ଏଭଳି ଜଣେ ଭଲ ବ୍ୟକ୍ତି ବିଷୟରେ ସମାଲୋଚନା ଶୋଭା ପାଉନାହିଁ।

  • @susiljena0707
    @susiljena0707 2 года назад

    ଜନ୍ମଦିନ ପ୍ରଣବ ପ୍ରକାଶ ଦାସ ପାଳନ କରିନାହାନ୍ତି ତାଙ୍କ ସମର୍ଥକ ମାନେ ବିଭିନ୍ନ ଜିଲ୍ଲାରେ ପାଳନ କରିଛନ୍ତି

  • @prabirkumardas2743
    @prabirkumardas2743 2 года назад +2

    ଜୟ ପଣ୍ଡା ଭଳି ଗାଦି ଲାଳସା ଆମ ବବି ଭାଇଙ୍କ ନାହିଁ ଏହା ଜାଣି ରଖିବା ଦରକାର।

  • @prabirkumardas2743
    @prabirkumardas2743 2 года назад

    ଜୟ ପଣ୍ଡା କଣ ଜନ୍ମ ଦିନ ପାଳନ୍ତି ନାହିଁ।କଣ ତାଙ୍କ ଜନ୍ମ ଦିନ ତାଙ୍କ ବାପା ତାଙ୍କୁ ଜଣାଇ ନାହାନ୍ତି।

  • @sadanandasahoo3707
    @sadanandasahoo3707 2 года назад +4

    ନବୀନ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ,ଆଉ କେହି ଜନ୍ମଦିନ ପାଳନ କରିବେ ନାହିଁ ? କି ପ୍ରକାର ସମ୍ବାଦ ଇଏ କି ପ୍ରକାର ଚ୍ୟାନେଲ। ଆଉ କିଛି ଖବର ମିଳୁନି କି।

  • @susiljena0707
    @susiljena0707 2 года назад

    ବିଜୁ ଜନତା ଦଳ ଏଭଳି ଛାୟା ଯୁଦ୍ଧ କୁ ପ୍ରସନ୍ଦ କରେନି ତୁମ ମାଲିକଙ୍କୁ ଭଲ ଭାବରେ ଜଣା ଅଛି

  • @pratikshyapattnaik4349
    @pratikshyapattnaik4349 2 года назад

    ବବି ଭାଇ ଯୋଉ ଦିନ ଠାରୁ ଆମ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ହେଇଛନ୍ତି ସେବେ ଠାରୁ ବିଜେପି ଓଡ଼ିଶା ରୁ ହଜି ଯାଇଛି

  • @panchananbarik2029
    @panchananbarik2029 2 года назад

    ବବି ବାବୁଙ୍କ ଜନ୍ମଦିନ ତାଙ୍କ ବ୍ୟକ୍ତିଗତ ଆକୁ ନେଇକି ମିଡ଼ିଆ ରାଜନୀତି କରୁଛି ବବିବାବୁ ତାଙ୍କ ଜନ୍ମଦିନ ପାଳନ କରିବେକିନାହଁ ତାଙ୍କ ଓପରେ ନିର୍ଭର କରେ.

  • @namitagochhayat5059
    @namitagochhayat5059 2 года назад

    Trp ପାଇଁ କିଛି ବି କହିପାରେ ଓଡ଼ିଶାରେପୋର୍ଟେର। ଜବାବ ରଖୁଛି ସାରା ଓଡ଼ିଶା।

  • @Odia_Toka_Om
    @Odia_Toka_Om 2 года назад

    ଯଦି ବବି ଭାଇ ଖଗେଶ୍ୱର ପରିଡା କୁ ଗିଫ୍ଟ ଦେଲେ ତମେ କଣ ପାଇଁ ଏତେ ଜଳୁଛ ହିଁ ଜଳିବତ ନିଶ୍ଚୟ କାରଣ ତମର ତୋ ଗଟେ ହେଲେ ଭି ଫ୍ୟାନ ନାହାନ୍ତି ତମେ ଗିଫ୍ଟ କଉଠୁ ବା ଦବ ତମ ଦଳର ନେତା ମାନେ ତୋ ଖାଲି ଲୋକଙ୍କୁ ଭକୁଆ ବନେଇ ଠକି ଜାଣିଛ ଆଉ ଲୋକଙ୍କ ଠୁ ଶୋଷିବା ଜାଣ

  • @sujitsahoo1226
    @sujitsahoo1226 2 года назад

    ଓଡ଼ିଶା ରିପୋର୍ଟର ବାଲା ନିଶ୍ଚିତ ରୁହନ୍ତୁ ସମସ୍ତେ ତାଂକ ମାଲିକଙ୍କ ଭଳି ଧୋକେବାଜ୍ ନୁହନ୍ତି।

  • @susiljena0707
    @susiljena0707 2 года назад

    ଆରେ ବେହିୟା ଓଡ଼ିଶା ରିପୋର୍ଟସ୍ ଟିଭି ନବୀନ ପଟ୍ଟନାୟକ କୋଭିଡ ମହାମାରୀ ପାଇଁ ନିଜ ଜନ୍ମ ଦିନ ପାଳନ କରୁନାହାନ୍ତି ରେ

  • @namitagochhayat5059
    @namitagochhayat5059 2 года назад +1

    ଓଡ଼ିଶା ରେପୋର୍ଟେର ର ହୀନ ଚିନ୍ତାଧାରା କେବେ ବଦଳିବନି। ଏଭଳି ମୂଲ୍ୟ ହୀନ ଖବର କୁ ଅତିରଞ୍ଜିତ କରି ଲୋକଙ୍କୁ ଦେଖେଇବାରେ ଏମାନେ ସର୍ବଦା ପ୍ରସ୍ତୁତ।

  • @prabirkumardas2743
    @prabirkumardas2743 2 года назад

    ଗାଦି ଖାଇଯିବା ପ୍ରଚେଷ୍ଟା ଜୟ ପଣ୍ଡା କରିଥିଲେ ସେଇଠି ପାଇଁ ତ BJD ରୁ ତୋଡା ଖାଇ ଘରେ ବସି ହରିନାମ କରୁଛନ୍ତି।

  • @yajneswarsahu6921
    @yajneswarsahu6921 2 года назад +6

    Naveen babu savadhan heba darakar ... BJP govt. Bhangibare mahir...khali sujog khojuchhi..

  • @prabirkumardas2743
    @prabirkumardas2743 2 года назад

    ଜୟ ପଣ୍ଡା ବୋଧହୁଏ ଧର୍ମେନ୍ଦ୍ର ଓ ଅପରାଜିତା ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ଏମାନେ ଜାଣିଲେ କୁଆଡୁ କିଏ କାହା ବିରୋଧରେ ଷଡଯନ୍ତ୍ର କରୁଛି।

  • @knowledgeray1908
    @knowledgeray1908 2 года назад

    ବି ଜେ ଡି ରେ କେହି ବି କ୍ଷମତା ପାଇଁ ରାଜନୀତି କରନ୍ତି ନାହିଁ ଯିଏ ବି ବିଜୁ ଜନତା ଦଳ ସହ ଜଡିତ ହୋଇଛନ୍ତି ସମସ୍ତେ ଜନସେବାରେ ନିଜକୁ ବ୍ରତୀ କରିଥାନ୍ତି କିନ୍ତୁ ବିଜେପି ଦଳ ର ପ୍ରତି ପାହାଚରେ କ୍ଷମତା ପାଇଁ ଗୋଷ୍ଠୀ କନ୍ଦଳ ଲାଗିରହି ଥାଏ

  • @sujitsahoo1226
    @sujitsahoo1226 2 года назад

    ମେଡିଆ ବାଲାଙ୍କ ହିସାବରେ ତ ନବିନ ବାବୁ ବିଦେଶ ଗସ୍ତ ରେ ଅଛନ୍ତି ମାନେ ବିଧାୟକ ମାନେ ଜନ୍ମଦିନ , ବିବାହ ବାର୍ଷିକୀ , ବ୍ରତତ୍ସବ ସବୁ ପାଳନ ମନା।

  • @suryakantapradhan8460
    @suryakantapradhan8460 2 года назад

    ପଣ୍ଡାବାବୁ ପଛ ଦ୍ଵାରରେ ରହି ଖେଳ ଖେଳୁଛନ୍ତି, ପ୍ରତ୍ୟେକ୍ଷ ରାଜନୀତି କରି ନିଜର ପାରିବାପଣିଆ ଦେଖାଅ। ସେ ସତସାହସ ନାହିଁ।

  • @prabirkumardas2743
    @prabirkumardas2743 2 года назад

    ବବି ଭାଇ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନ ହରିନାହାନ୍ତି ଏଇଥିରୁ ଅନୁମେୟ ତାଙ୍କ ଲୋକପ୍ରିୟତା ଆଉ ତମ ଜୟ ପଣ୍ଡା ବିଜେଡି ରୁ ତୋଡା ଖାଇଲା ପରେ କେନ୍ଦ୍ରାପଡ଼ା ରୁ ଚିତ୍ପତଙ୍ଗ ମାରିଲେ ଏଇଥିରୁ ତାଙ୍କ ଲୋକପ୍ରିୟତା ଜଣା ପଡ଼ିଗଲା।

  • @pratikshyapattnaik4349
    @pratikshyapattnaik4349 2 года назад

    ବବି ଭାଇ ଖାଲି ବିଜୁ ଜନତା ଦଳ ପାଇ ନୁହେଁ ପୁରା ରାଜ୍ୟର ଭବିଷ୍ୟତ ପାଇ ସଦାବେଳେ ଚିନ୍ତିତ

  • @Odia_Toka_Om
    @Odia_Toka_Om 2 года назад

    ପଣ୍ଡା ବାବୁ ଆପଣ ଯେଉଁ ଏହିଭଳି ହୀନ ରାଜନୀତି କରୁଚ ନା ସେଥିପାଇଁ ତମେ ବିଜେଡି ରୁ ତଡା ଖାଇଲ ତଥାପି ତମକୁ ଲାଜ ଲାଗିଲାନି ଯେ ତମେ ବିଜେଡି ଦଳ ବିଷୟରେ ମିଛ ସତ ଗପ ସବୁ ତମ ଚେନାଲ ରେ ଦେଖାଉଛ

  • @sujitsahoo1226
    @sujitsahoo1226 2 года назад

    ବିଜେଡି ର ଚିତ୍ର ହଉ କି ବିଚିତ୍ର ରାଜନୀତିରେ ଓଡ଼ିଶା ବାସି ଖୁସି ଅଛନ୍ତି , ଓଡ଼ିଶା ରିପୋର୍ଟର ବନ୍ଧୁମାନେ ନିଜର ମୁଣ୍ଡ ଖରାପ୍ କରନ୍ତୁ ନାହିଁ।

  • @namitagochhayat5059
    @namitagochhayat5059 2 года назад

    ଓଡ଼ିଶାରେ ଆହୁରି ଅନେକ ଗଣମାଧ୍ୟମ ଅଛନ୍ତି, କାହିଁକି ସେମାନେ ତ ଏମିତି ଖବର ପ୍ରସାରଣ କରୁନାହାଁନ୍ତି। କେବଳ ଏହି ଗୋଟିଏ ଗଣମାଧ୍ୟମ କାହିଁକି ଏମିତି ମିଛ ଖବରକୁ ବାରମ୍ବାର ପ୍ରସାରଣ କରୁଛି। ଏହାର ଅସଲ ଉଦ୍ଦେଶ୍ୟ କଣ ତାହା ବି ଓଡ଼ିଶାବାସୀଙ୍କୁ ଅଛପା ନାହିଁ।

  • @ranjanprakash4556
    @ranjanprakash4556 2 года назад

    ଘରେ ଜନ୍ମଦିନ ପାଳ ବବି ଭାଇ କିନ୍ତୁ ସମସ୍ତଙ୍କ ଆଗରେ ଦେଖେଇ ହେଲା ଭଳି ପାଳିଲେ ଜନତା କଣ ନବୀନ ବାବୁଙ୍କୁ ଭୁଲି ତମକୁ ନିଜର କରିବେ କି, ସେଇଟା ଭାବିବା ଭୁଲ |

  • @usharanipaikaray737
    @usharanipaikaray737 2 года назад +1

    ବବି ଭାଇଙ୍କ ପାଖୁ ଆସି ଶିଖି ନିଅ ସଂଗଠନ କେମିତି ରଖାଯାଇପାରିବ

  • @satyashreemishra8823
    @satyashreemishra8823 2 года назад

    କେତେ ଓଡ଼ିଶା ରିପୋର୍ଟ ମାନଙ୍କ ହୀନ ଚକ୍ରାନ୍ତ ଫଳରେ ଆଜି ସବୁ ଓଡ଼ିଶା ରିପୋର୍ଟର ବଦନାମ୍ , ଲୋକ ମାନେ ବିଶ୍ୱାସ କରନ୍ତି ଗଣମାଧ୍ୟମକୁ ଆଜି ସେମାନେ ଯଦି ଏମିତି ଫାଲତୁ ପ୍ରସଙ୍ଗକୁ ଆଣି ଧମାକା କରିବେ ସାଧାରଣ ଜନତାଙ୍କ ବିଶ୍ୱାସ ରହିବନି।

  • @radhakanta8587
    @radhakanta8587 2 года назад

    ବବି ଙ୍କ କେଁ ବଜାଇବେ..ନବୀନ ଅପେକ୍ଷା କର..

  • @Odia_Toka_Om
    @Odia_Toka_Om 2 года назад

    କେତେ ଦିନ ଆଉ ଏମିତି ମିଛ କହିବ କଣ ବବି ଭାଇଙ୍କୁ ବୈଯନ୍ତ ପଣ୍ଡା ଭଳି ଭାବିଲ ନା କଣ କିନ୍ତୁ ଗଟେ କଥା ମନେ ରଖ ତମେ ବିଜେପି ଵାଲା ଯେତେ ଯାହା ଚେଷ୍ଟା କରିବା କଥା କର କିନ୍ତୁ ଓଡିଶା ରେ ଆଉ ବେଶୀ ଦିନ ତମ ମାନଙ୍କ ରାଜ ଚାଲିବ ନାହିଁ

  • @Nanducomedy
    @Nanducomedy 2 года назад

    ଜନ୍ମଦିନରେ ନିଜର ପୁରା ଦିନକୁ ସଂଗଠନ କାମରେ ଲଗାଇବାର ସାହାସ୍ ରଖିଛନ୍ତି ଆମ ପ୍ରିୟ ବବି ଭାଇ, ତମ ମାଲିକ ଭଳି ଫାଇଭ୍ ଷ୍ଟାର୍ ହୋଟେଲ୍ ବୁକ୍ କରି ସାମ୍ପେନ୍ ଖୋଲି ମଉଜ ମଜଲିସ୍ କରିନାହାନ୍ତି

  • @jyotirmayjena1869
    @jyotirmayjena1869 2 года назад +1

    If ED Or CBI come to odisha. then next day all BJD politicians are in Jail.
    You BJD people are free and freedom only because of BJP
    Always MIND IT

  • @suryakantapradhan8460
    @suryakantapradhan8460 2 года назад

    କିଛି ରହିଲେ ସିନା ହରାଇବାର ଭୟଥାନ୍ତା, ହେଲେ ସବୁ ସରିଯିବା ପରେ କେବଳ ମଝିରେ ମଝିରେ ଏମିତି ଭେଳିକି ଦେଖେଇ ହେଉଛନ୍ତି ହେଲେ ଏସବୁ ଓଡ଼ିଶାବାସୀଙ୍କ ପାଖରେ ଅତ୍ୟନ୍ତ ଅପ୍ରାସଙ୍ଗିକ। ନିଜର ଚରିତ୍ରକୁ ଅନ୍ୟ ଭିତରେ ଦେଖିଲେ ସବୁ ଭୁଲ୍ ହେବା ହିଁ ସାର ହେବ।

  • @prabirkumardas2743
    @prabirkumardas2743 2 года назад

    ଓଡିଶା ବିକାଶ କଥା ସବୁବେଳେ ଚିନ୍ତା କରୁଥିବା ଜଣେ ବ୍ୟକ୍ତି କୁ ନେଇ ଓଡିଶା ରିପୋର୍ଟର ଟିଭି ର ଏହିଭଳି ମନ୍ତବ୍ୟ କୁ ମୁ ଘୋର ନିନ୍ଦା କରୁଅଛି।

  • @indiradas2104
    @indiradas2104 2 года назад

    ବିଜେପି ଦଳ ର ନେତା ମାନଙ୍କ ଭିତରେ ଟଣାଓଟରା ଚାଲିଛି, ସମ୍ଭାଳିପାରୁନାହାନ୍ତି। ଆସିଛନ୍ତି ଭାଷଣ ବାଜି କରିବା ପାଇଁ।

  • @ranjanprakash4556
    @ranjanprakash4556 2 года назад

    ବିଜେଡି ଦଳ ବିରୁଦ୍ଧରେ ବିଜେପିର ଏଇଟା ଗୋଟେ ନୂଆ ଚାଲ ବବି ଭାଇ ଏଗୁଡାକୁ ଖାତିର କରନ୍ତି ନାହିଁ |

  • @abhisekrath5516
    @abhisekrath5516 2 года назад +3

    Every year, on the birth anniversary of the founding editor, work is done for the benefit of various societies.
    Such as blood donation camps, etc.

  • @rabinarayanmohanty7922
    @rabinarayanmohanty7922 2 года назад

    ଯେତେ ଯାହା କଲେବି ବୈଜୟନ୍ତ ବାବୁ କେବେବି ରାଜ୍ୟସଭାକୁ ଯାଇପାରିବେ ନାହିଁ।

  • @pratikshyapattnaik4349
    @pratikshyapattnaik4349 2 года назад

    ତମ ଦଳ ରୁ ଯିଏ ବବି ଭାଇ ବିରୁଦ୍ଧରେ ଯାଜପୁର ରେ ନିର୍ବାଚନ ଲଢ଼ୁଛି ତାକୁ ଟିକେ ପଚାର ସବୁ ବୁଝିଯିବ

  • @lipsadas4353
    @lipsadas4353 2 года назад

    ସବୁ ନିର୍ବାଚନ ରେ ତ ହାରିଲା ବିଜେପି।କେବେ ଆଉ ଶିଖିବ।

  • @namitagochhayat5059
    @namitagochhayat5059 2 года назад

    ସତ ଖବର କଣ ତାହା ସମସ୍ତେ ଜାଣିଛନ୍ତି, ତେଣୁ ଏଭଳି ମିଛ ଖବର ଓଡ଼ିଶାବାସୀଙ୍କୁ କେବେ ବି ପ୍ରଭାବିତ କରିପାରିବ ନାହିଁ।

  • @rabindramohanty7020
    @rabindramohanty7020 2 года назад

    କିଏ ନିଜର ଜନ୍ମଦିନର ପାଳନ କଲା କିଏ ପାଳନ କଲେନିହିଁ ଏହାକଣ ଏକ ବିଶେଷ ଗୁରତ୍ୱପୂର୍ଣ୍ଣ ଖବର ଯେ ତାକୁ ନେଇ ମିଡିଆରେ ଖବର ପ୍ରସାରଣ ହେଉଛି. ଏ ମିଡ଼ିଆବାଲାତ ମାଙ୍କୁ ପ୍ରଣାମ କଲାବେଳେ ଫୋଟ ସହିତ ପ୍ରଶଂସା ପ୍ରସାରଣ କରିବା ସଂସ୍ଥା. ଏହାହିଁ ତାଙ୍କର କୁତ୍ସିତ ଚରିତ୍ର.

  • @prabirkumardas2743
    @prabirkumardas2743 2 года назад

    ଯାହାର ଫାଟୁଛି ଫାଟୁ ଆମର ଧୋ। ଏହି ନୀତି ରେ କାର୍ଯ୍ୟ କରିଥାନ୍ତି ଆମ ପ୍ରିୟ ନେତା ବବି ଭାଇ।

  • @pkpanda1371
    @pkpanda1371 2 года назад +4

    ବବି ଙ୍କ ଗାଦି ଲୋଭ । ଏହା ଭୁଲ news. ନବୀନ ବିଦେଶ ବୁଲିବାକୁ ଯାଇ ନାହାନ୍ତି । କାମରେ ଯାଇ ଛନ୍ତି । ବବି ଦାସ କେବେ ବି ଗା ଦି ଲୋଭ ନାହିଁ । ବୈଜୟନ୍ତ ପଣ୍ଡା ଙ୍କ ଗା ଦି ଲୋଭ ଥିଲା get out ହେଲେ ।

  • @maheshpatnaik6972
    @maheshpatnaik6972 2 года назад

    ବବି ଭାଇ ଙ୍କ ଭଳି ସଙ୍ଗଠନ ଚଳେଇବା ତମ ପଣ୍ଡା ବାବୁ ଙ୍କ ପାଇଁ କାଠିକର ପାଠ...

  • @narayanbehera1373
    @narayanbehera1373 2 года назад

    ବିଜୁ ଜନତା ଦଳର ନୀତି ଆଦର୍ଶ କୁ ନେତା ମନ୍ତ୍ରୀ ତଥା କର୍ମୀ ମାନେ ନିଷ୍ଠାର ସହିତ ପାଳନ କରନ୍ତି।ତେଣୁ ପଣ୍ଡା ବାବୁଙ୍କ ମିଡିଆ ଟିଭି ରେ ଏଭଳି ମନ୍ତବ୍ୟ ରେ କିଛି ଫରକ୍ ପଡିବନି।

  • @lipsadas4353
    @lipsadas4353 2 года назад

    ହୀନ ରାଜନୀତି କରୁଛି ବିଜେପି ।

  • @indiradas2104
    @indiradas2104 2 года назад

    ବିରୋଧୀ ଦଳ ନିଜ ଭିତରେ ଥିବା ଗୋଷ୍ଠୀ କନ୍ଦଳ କୁ ମେଣ୍ଟାଇ ପାରୁନାହାନ୍ତି, ଆସିଛନ୍ତି ଭାଷଣ ବାଜି କରିବା ପାଇଁ।

  • @srikantadassrikantadas3908
    @srikantadassrikantadas3908 2 года назад

    ଯାଜପୁର ଝାବେଡା ବବି ପ୍ୟାରୀମୋହନ ଭଳି ନାମ ନବ. ନିଜକୁ cm ହବାର ସ୍ୱପ୍ନ ଦେଖୁଛି ପେଳୁଆ

  • @satyashreemishra8823
    @satyashreemishra8823 2 года назад

    ପଣ୍ଡା ବାବୁଙ୍କ ଉପରେ ଖବର ପ୍ରସାରଣ କରନ୍ତୁ ଦେଖିବେ ଅସରନ୍ତି ତଥ୍ୟ ମିଳିବ ଏହିପରି ପ୍ରସଙ୍ଗ ବିହୀନ ଖବର ଆଉ ଆଣନ୍ତୁନି ।

  • @sujitsahoo1226
    @sujitsahoo1226 2 года назад

    ପ୍ରଥମେ ଓଡ଼ିଶା ରିପୋର୍ଟର ଗଣମାଧ୍ୟମ ସଂସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଦେଶ ବୁଲିବାକୁ ଯାଇଛନ୍ତି ବୋଲି କହିବା ବନ୍ଦ କରନ୍ତୁ , ମୂଖ୍ୟମନ୍ତ୍ରୀ କିପରି ନିଜର ସମସ୍ତ ଓଡ଼ିଶର ଉନ୍ନତୀ ପାଇଁ କାମ କରିବାରେ , ବିଦେଶରୁ ଆଧୁନିକ ଜ୍ଞାନକୌଶଳ ଓ ପୁଞ୍ଜି ଆଣିବାରେ ଡେଉଛନ୍ତି ତାହା ଓଡ଼ିଶା ବାସୀ ଜାଣିଛନ୍ତୀ।

  • @adityaprasadtripathy3542
    @adityaprasadtripathy3542 2 года назад

    ଆଉ ଜନ୍ମଦିନ ଟା ବବି ଭାଇ ପାଳିନାହାନ୍ତି ତାଙ୍କ fans ମାନେ ପାଳୁଛନ୍ତି।

  • @Nanducomedy
    @Nanducomedy 2 года назад

    ପ୍ରବର୍ତନ ନିର୍ଦ୍ଦେଶାଳୟ କଣ ତମ ମାଲିକକୁ ନୋଟିସ୍ ପଠାଇଛି ବୋଲି ଖବର ଆସୁଛି, ଏହା କଣ ସତ ନା କାଣ ବା?

  • @rabindramohanty7020
    @rabindramohanty7020 2 года назад

    ଓଡିଶା ରିପୋର୍ଟରକୁ ସମ୍ପୂର୍ଣ୍ଣ କିଣି ନେଇଛନ୍ତି ବିରୋଧୀ ଦଳ ସେମାନଙ୍କଠୁଁ ଟଙ୍କାଖାଇ ତାଙ୍କରି ଗୁଣ ଗାଣ କରୁଛନ୍ତି.

  • @lipsadas4353
    @lipsadas4353 2 года назад

    ମୁଖିଆ ବିହୀନ ବିଜେପି ରେ ଗୋଷ୍ଠୀ କନ୍ଦଳ ଜଳ ଜଳ ହୋଇ ପଦାରେ ପଡ଼ିଛି। ଆଗ ନିଜ ଦଳକୁ ସମ୍ଭାଳ।

  • @rabinarayanmohanty7922
    @rabinarayanmohanty7922 2 года назад

    ଜନ୍ମଦିନ ପାଳନ ପାଇଁ ଏତେ ବଡ଼ ଷ୍ଟୋରୀ ଦେଖାଉଛ , ବୈଜୟନ୍ତ ବାବୁଙ୍କ ୨୩୦୦ କୋଟି ଟଙ୍କାର ଖବର ପ୍ରସାରଣ କରନ୍ତୁ।

  • @Nanducomedy
    @Nanducomedy 2 года назад

    ମାଲିକ ଷଡଯନ୍ତ୍ର କରୁଥିଲା ବୋଲି କଣ ସମସ୍ତଙ୍କୁ ଷଡଯନ୍ତ୍ରକାରୀ ଭାବିଲ ନା କାଣ

  • @narayanbehera1373
    @narayanbehera1373 2 года назад

    ସାରା ଓଡ଼ିଶା ବାସୀ ଜାଣିଛନ୍ତି କ୍ଷମତା ଲୋଭି କିଏ ।ସେଇ ଲୋଭରେ ବିଜେଡି ରୁ ମଧ୍ୟ ତୋଡା କିଏ ଖାଇଥିଲେ ।

  • @susiljena0707
    @susiljena0707 2 года назад

    ୨୩୦୦ କୋଟି ଟଙ୍କା ଖାଇଥିବା ବୈଜୟନ୍ତ ପଣ୍ଡାଙ୍କ ଉପରେ ଖବର ଗୋଟେ ହେଉ ଜାଣିବି ସତସାହସ ଅଛି

  • @prabirkumardas2743
    @prabirkumardas2743 2 года назад

    ଜଣେ ବ୍ୟକ୍ତି ତାର ଜନ୍ମ ଦିନ କିଭଳି ପଳିବ କାହାକୁ କଣ ଦାନ ଦେବ ସେଇଟା ତାର ବ୍ୟକ୍ତି ଗତ ବ୍ୟାପାର ଏ ଟିଭି ବାଲା ଙ୍କ ସେଥିରେ ହସ୍ତକ୍ଷେପ କରିବାର ଅଧିକାର ଦେଲା କିଏ।