Thakura Abhiram Paramahnsa Nka Upare Malika Pothiru Milila Kichhi Praman | This is a spiritual story

Поделиться
HTML-код
  • Опубликовано: 16 янв 2025

Комментарии • 83

  • @bikedoctorbapunbapun
    @bikedoctorbapunbapun Год назад +1

    Jay satyanarayan Swami kara jay hou❤

  • @asitrout7659
    @asitrout7659 Год назад +1

    🙏🙏🌹ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଙ୍କର ଜୟ

  • @itsmychannel9199
    @itsmychannel9199 Год назад +1

    Jay satyanarayan swami

  • @aloneboyraaz6782
    @aloneboyraaz6782 2 года назад +2

    Jai avinna Sundar tm Charan tale more koti juhara

  • @bijaylaxmibiswal4561
    @bijaylaxmibiswal4561 2 года назад +2

    Jaya Satya Narayana swaminkar jay heu haribol 🙏🌹

  • @Jada-yk1rf
    @Jada-yk1rf 2 года назад +2

    Swami Narankar jay hahu

  • @CutyLijaswain
    @CutyLijaswain 2 года назад +4

    Dhana🙏🙏🙏❤❤🌹🌹

  • @subhendumohaptra7509
    @subhendumohaptra7509 2 года назад +2

    Jay shree Satyanarayan Swami nkara jay 🙏🙏🙏🙏🙇🏻‍♂️🙇🏻‍♂️🌹🌹

  • @gurukrishnamadala5372
    @gurukrishnamadala5372 2 года назад +2

    Jai satyanarayan swami

  • @chinmayamohanty5672
    @chinmayamohanty5672 Год назад +1

    Jay sri satyanarayan swami kara jay

  • @dinabandhughosh236
    @dinabandhughosh236 Год назад +1

    ଜୟ ଶ୍ରୀ ସତ୍ୟନାରାୟଣସ୍ବାମୀଙ୍କର ଜୟ ।। ବାବା ଆପଣ ଅଭିରାମ ଠାକୁରଙ୍କର ବ୍ରହ୍ମଚାରୀ ? , ବାବା ଆପଣଙ୍କୁ ପ୍ରଣାମ, ବାବା କିଛି ମନେକରି ବେନି........

  • @asokbehera6963
    @asokbehera6963 2 года назад +2

    Jyrm abhram rm parmhnsha nm

  • @bipintarai3380
    @bipintarai3380 2 года назад +2

    Jay satyanarayan

  • @abhinnasundarpradhan9658
    @abhinnasundarpradhan9658 3 года назад +2

    Baba pranam🙏🏼🙏🏼🙏🏼🙏🏼🙏🏼🙏🏼🦶

  • @diptimana1155
    @diptimana1155 3 года назад +2

    Jay Sri satya narayan swami nkara Jay

  • @suryakantabehera4916
    @suryakantabehera4916 2 года назад +3

    Narayan swaminkar Jay heu

  • @ganeshsahu4917
    @ganeshsahu4917 2 года назад +3

    Namasara dibakara baba

  • @biprabarbehera4298
    @biprabarbehera4298 3 года назад +2

    Baba pranam janauchhi apanaku

  • @Sandhya94313
    @Sandhya94313 2 месяца назад

    ଜୟ ନାରାୟଣ ସ୍ବାମୀ 🙏🌹🙏

  • @laxmianchala6854
    @laxmianchala6854 2 года назад +2

    Jay Abhina sundar ki jay

  • @bhabanipuja9938
    @bhabanipuja9938 3 года назад +2

    Jay Sri Satya Narayanan swminkara Jay🙏🙏

  • @prajnamayeesamal5364
    @prajnamayeesamal5364 3 года назад +2

    Mnu bi bahut kichhi anubhab karichi pravu nka pakharu

  • @ganeshsahu4917
    @ganeshsahu4917 2 года назад +3

    Jay, jaganatha 🙏🙏

  • @prakashsubudhi5994
    @prakashsubudhi5994 2 года назад +2

    ଜୟ ଜଗନ୍ନାଥ, ଜୟ ମାଳିକା ଜୟ ଜଗନ୍ନାଥ, ଜୟ ମାଳିକା....

  • @anandanayak5786
    @anandanayak5786 3 года назад +2

    🙏🙏 Jay Shree Satyanaryan swaminkra Jay heu🙏🙏🙏

  • @sonusaraf9551
    @sonusaraf9551 3 года назад +2

    Jaya abhiram parmahans thalur

  • @priyaslifehack9272
    @priyaslifehack9272 3 года назад +2

    Jay Satya Narayan swami nkar jay

  • @bikashdalai2960
    @bikashdalai2960 3 года назад +2

    Ame bahut bhagyaban thakure tumaku ama pakhare pai ki🙏🙏🙏

  • @manojdey7509
    @manojdey7509 3 года назад +2

    Satyanarayan Swaminka Jay. 🙏🙏🙏🙏🙏

  • @prakashsubudhi5994
    @prakashsubudhi5994 2 года назад +2

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସୂ୍ାମି ନୟନ ପଥ ଗାମୀ ଭବ ତୁମେ ହର୍ ହର୍ ମହାଦେବ ବମ୍ ବମ୍ ଭୋଲେ ସୁନ୍ଲେ ମନ୍ ମେ ରଖିଏ ଶିବ ଶିଲା ଦେଖେ ତେ ରହିଏ ଶିବ୍ ଲିଲା ହର୍ ହର୍ ମହାଦେବ.....

  • @muralidharbehera616
    @muralidharbehera616 3 года назад +2

    Jay Pravu Abhiram Sunder Sammy ki Jay

  • @kabirsaheb6629
    @kabirsaheb6629 3 года назад +2

    କବୀର ପୂର୍ଣ୍ଣ ଭଗବାନ୍

  • @badinarasingha4597
    @badinarasingha4597 3 года назад +3

    ଜୟ ଶ୍ରୀ ନାରାୟଣ ସ୍ୱାମୀଙ୍କର ଜୟ ହେଉ

  • @rupadharchaatar7326
    @rupadharchaatar7326 3 года назад +2

    Narayana👉🙏🙏🙏18

  • @sswainchandraswain9271
    @sswainchandraswain9271 2 года назад +2

    Hali bola

  • @usaranidas7993
    @usaranidas7993 3 года назад +3

    Pranam baba

  • @jatingochhayat5277
    @jatingochhayat5277 3 года назад +2

    Jay jagannath 🙏

  • @nilachakrabarik1342
    @nilachakrabarik1342 3 года назад +2

    Jay jay madhava 🙏🙏🙏🙏🙏

  • @abhijeetmishra1145
    @abhijeetmishra1145 3 года назад +3

    Jayasatyanarayanswamikarajay

  • @narayanchandrapanda3335
    @narayanchandrapanda3335 2 года назад +2

    Achyuta gara hadia thara Abhiram chara pariskara Se katha bilkul Satya Abhirama heuchanti swyam nije narayana

  • @k.k.screation6296
    @k.k.screation6296 3 года назад +2

    Baba pranam 🙏🙏

  • @pabitrasethy5904
    @pabitrasethy5904 3 года назад +2

    Jay satya narayan swami

  • @niranjannanda445
    @niranjannanda445 3 года назад +2

    Prabhu ki Lila Pravu hi jane Pravu ki Jai Ho Jay SRI Ram.

  • @jharanamallick3405
    @jharanamallick3405 3 года назад +2

    🙏🙏🙏 jai jagannath swami Nayan patha gami bhaba tume 🙏🙏🙏🌹💐🌹🌺🪔💐

  • @jagnyanarayanbishoyi1484
    @jagnyanarayanbishoyi1484 4 года назад +2

    Jaygurudev

  • @Arjun-zz4or
    @Arjun-zz4or 3 года назад +3

    🙏🙏🙏🙏🙏🙏🙏🙏🙏🙏🙇‍♀️🙇‍♀️👌👌JAY SRI RADHE 😭😭😭😭HE PRAVHU

  • @sahooramesh8451
    @sahooramesh8451 3 года назад +2

    Narayan swami ki jay...

  • @sriabhirambhajan1855
    @sriabhirambhajan1855 3 года назад +2

    Thenkiyu

  • @kanhumohani5
    @kanhumohani5 3 года назад +3

    Jay Jagannath 🙏🌺🌺🌺🙏

  • @ajaysamal1195
    @ajaysamal1195 4 года назад +4

    ଓଁ ଜୟ ଅଭି ରାମ ପରମହଂସ ଠାକୁର ନମଃ

  • @prakashsubudhi5994
    @prakashsubudhi5994 2 года назад +2

    ऊँ नमः शिवाय नमः, ଓଁ ନମଁ ଶିବାୟ ନମଁ, ଜୟ ଜଗନ୍ନାଥ ସୂ୍ାମି ନୟନ ପଥ ଗାମୀ ଭବ ତୁମେ ଜୟ ଶିବ୍ ଶମ୍ଭୁ ଜୟ ମାଳିକା ଜୟ ଜଗନ୍ନାଥ ଜୟ ପଞସଖା ମନ୍ ମେ ରଖିଏ ଶିବ ଶିଲା ଦେଖେ ତେ ରହିଏ ଶିବ୍ ଲିଲା ହର୍ ହର୍ ମହାଦେବ ବମ୍ ବମ୍ ଭୋଲେ ସୁନ୍ଲେ , ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ.. ଓଁ ଶାନ୍ତି.

  • @podiliprakash3667
    @podiliprakash3667 3 года назад +6

    ସତ୍ୟ ନାରାୟଣ ସ୍ୱାମୀଙ୍କର ଜୟ ଠାକୁରଙ୍କ ସଦିଚ୍ଛା ଇ ପୂର୍ଣ୍ଣ ହେଉ ଆନନ୍ଦେ ଏକବାର ହରିବୋଲ।

  • @banamalinanda7268
    @banamalinanda7268 4 года назад +2

    ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ

  • @kalpatarujena7202
    @kalpatarujena7202 3 года назад +2

    Jay Sri Sathya Narayan Swami nkar Jay 🙏🙏

  • @pratapchandrbehera6551
    @pratapchandrbehera6551 4 года назад +4

    ବାବା ପ୍ରଣାମ 🙏🙏 ଆହୁରି ବହୁତ୍ ପ୍ରମାଣ ଅଛି ସେ ସବୁ କୁହନ୍ତୁ। 🙏🙏

  • @rajasmitasahoo2341
    @rajasmitasahoo2341 4 года назад +2

    Jay shree kalki ram Jay shree achutananda ki jay

  • @laxmankumarsingh6288
    @laxmankumarsingh6288 4 года назад +2

    Narayan swami nkara jay

  • @sudarsanlenkasuchii536
    @sudarsanlenkasuchii536 4 года назад +3

    Jay jagannath swami dhanyabad

  • @ranisethy4917
    @ranisethy4917 4 года назад +3

    Jay abhiram paramhans thakura

  • @prasantsamal9816
    @prasantsamal9816 3 года назад +2

    🙏🙏🙏❤️

  • @pratapchandrbehera6551
    @pratapchandrbehera6551 4 года назад +2

    Jay satya narayan swami nkar jay 🙏🙏

  • @bidyutmohanty5848
    @bidyutmohanty5848 4 года назад +2

    Jay Satyanaryan kids jay

  • @byasdevmohanty7281
    @byasdevmohanty7281 3 года назад +2

    ଜୟ ଶ୍ରୀ ସତ୍ୟନାରାୟଣ ସ୍ବାମୀ ଙ୍କର ଜୟ ହେଉ 🙏🌹

  • @prasannakumarnayak3786
    @prasannakumarnayak3786 3 года назад +2

    ବ୍ରହ୍ମ ଚାରିବୋଲି ଯାହାକୁ ବୋଲନ୍ତି ଶୁଣ ତୁ ମନ ରାଜନ,ମଧୁ ମାଂସ ଚନ୍ଦନ କର୍ପୂର ଆଦି ସର୍ବ କରିବ ବର୍ଜନ,ବିଳାସ ସାମଗ୍ରୀ ମଧୁଯାହାଭକ୍ଷ ବ୍ରହ୍ମ ଚାରିରତା ନାହିଁ,ଅନୁଲେପନକୁ ଯୋଗ୍ୟ ଯାହା ତାହା ପରିତ୍ୟାଗ କର ତୁହି, ଆଘ୍ରାଣେ ଯା ଯୋଗ୍ୟ ତାହା କର ତ୍ୟାଗ ମାଲ୍ୟ ଧାରଣ ନ କର,ସ୍ତ୍ରୀ ମୁଖ ଦର୍ଶନ ଉଗ୍ର ରସ ଭକ୍ଷ ବର୍ଯନ ବ୍ରହ୍ମ ଚାରୀର,ଯେବସ୍ତ୍ର ଦର୍ଶନେ ସ୍ପର୍ଷ ନେ
    କାମର ଉଦ୍ରେକ ହୋଇ ପାର ଇ, ପୂର୍ବୋକ୍ତ ବର୍ଯୀତ ଦୁଃସଙ୍ଗ ନିର୍ଲିପ୍ତ,କହେ ଅଭିରାମ ବାଇ,
    ଅଭିରାମ ପରମହଂସ ଙ୍କର ଲେଖାରୁ ଉଧୃତ।
    ମହାତ୍ମା ଭୀମଭୋଇ ତାଙ୍କ ସ୍ତୁତି ଚିନ୍ତାମଣି କାବ୍ୟ ରେ ଲେଖିଛନ୍ତି---
    ସ୍ତ୍ରୀରି ତ ଇଳକୁ ନିଷେଧ କରିବ ହସ୍ତରେ ଛୁଇଁବ ନାହିଁ କର୍ମ ଯୋଗରେ ଅ କର୍ମ ସେ ବୋଲାଇ ବ୍ରହ୍ମ ମତ ତୁଟିଯାଇ, ସନ୍ୟାସୀ ର ମତେ କର୍ମ ଦଣ୍ଡ ପଥେ ବୋଲାଇବ ବ୍ରହ୍ମ ଚାରୀ,ଯତି ମତେ ଥିବ ଚିତ୍ତେ ନକଳ୍ପିଵ ନେତ୍ରେ ନ ଚାହିଁବ ସ୍ତ୍ରିରୀ, ଯଦ୍ୟପି ଚାହିଁବ ଭିକ୍ଷା ଦେବାକାଳେ ମୁଖେ ନାହିଁ ପାଦେ ଦୃଷ୍ଟି,ଆପଣା ମାତା ପରାଏ ମଣିଥିବ ତେବେ ଯାଇ ତପ ନିଷ୍ପି,ପରସିଲା ବେଳେ କଥାନକହିବ ମଥା ପୋତିଥିବ ରହି ସେ ପରାଣୀ ଯାହା ଧର୍ମ ପଣେ ଦେବ ସନ୍ତୋଷେ ଘେନିବ ତହିଁ,ପଥ ଚାଲୁଥିବ କେଣେ ନଚାହିବ ପାଦ ଅଗ୍ରେ ଦୃଷ୍ଟି ଥିବ, ଜନ୍ମ ମରଣକୁ କାଟି ଯେବେପାର ଯୋଗିପୁତ୍ର ବୋଲାଇବ,
    ଭାଗବତ ପୁରାଣ ରେ ପ୍ରମାଣ ମିଳେ-
    ସ୍ତ୍ରୀ ସଙ୍ଗ ସ୍ତ୍ରୀ ସଙ୍ଗି ଙ୍କ ସଙ୍ଗ ଦୂରୁ କରିବ ପରିତ୍ୟାଗ,
    ବିଷ୍ଣୁ ମୋହିନୀ ନାରୀ ମାୟା ଘନେ ଯେସନେ ବିଦୁ ଛାୟା, ସେ ରୂପେ ନ କରି ବ ସଙ୍ଗ ଅନଳେ ଯେସନେ ପତଙ୍ଗ,
    ନାରୀ ସ ଙ୍ଗମଦୂରେ ତେଜି ମୋନାମ ଦୃଢ଼ ମନେ ଭଜି ସାଧୁ ସଙ୍ଗମ ଦୃଢ଼ କର ମୋନାମେ ଆନନ୍ଦେ ବିହର,
    ଶୁକୋପ ନିଷଦରେ କୁହାଯାଇଛି---
    ସଙ୍ଗମ ନ କୁର୍ଯାତ୍ ପ୍ରମଦାସ୍ତୁ ଯସ୍ତୁ ଯୋଗଶ୍ୟ ପାରମ ପରମା ରୁରୁକ୍ଷୁ, ମତ୍ ସେବୟା ପ୍ରତୀ ଲଵଧାତ୍ମା ଲାଭୋ ବଦନ୍ତି ଯାମ ନିରୟା ଦ୍ୱାରମଶ୍ୟ,ଯୋପୟାତି
    ସନୈ ରମୟା ଯୋଶିତଦେବ ବିନିରମି ତା,ତାମିକ୍ଷେତା ତ୍ମାନମୃ ତ୍ୟୂ ତୃଣୈ କୂପ ମିବା ମୃତମ୍।
    ପଦ୍ମ ପୁରାଣ ରେ ପ୍ରମାଣ ମିଳେ--
    ଗୁରୁର ଅଗ୍ନି ଦ୍ବିଜାତାନଙ୍ ବର୍ଣାନାଙ ବ୍ରାହ୍ମଣୋ ଗୁରୁ
    ପତୀ ରେବ ଗୁରୁ ସ୍ତ୍ରୀଣାମ୍ ସର୍ବୋର୍ଭା ଗତୋ ଗୁରୁ।
    ସ୍ୱ ଭାବ କବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ ରେ ବର୍ଣ୍ଣନା ଅଛି--
    ପତି ଗୁରୁ ପତି ପରମ ବାନ୍ଧବ ପତି ସେବା ନାରୀ ଧର୍ମ।
    ସତୀ ନାରୀ ମାନଙ୍କର ଜୀବନୀ ଅନୁଧ୍ୟାନ କଲେ ସ୍ପଷ୍ଟ ପ୍ରମାଣ ମିଳେ ସେମାନେ କାହାକୁ ଗୁରୁ କରି ନାହାନ୍ତି ଏକମାତ୍ର ସ୍ୱାମୀ ହିଁ ସେମାନଙ୍କ ର ଗୁରୁ।ସତୀ ଓ ପତୀ ବ୍ର ତା ଧର୍ମ ପାଳନକରି ସେମାନେ ଦୁନିଆରେ ଯଶ ଖ୍ୟାତି ଅର୍ଜନ କରିଯାଇଛନ୍ତି।
    ଏତେ ସ୍ପଷ୍ଟ ପ୍ରମାଣ ମିଳିଥିଲେ ମଧ୍ୟ ଆଜି କାଲି ସାଧୁ ସନ୍ଥ ମାନେ ନିୟମ ବହିର୍ଭୁତ କାମ କାହିଁ କି କରୁଛନ୍ତି,
    ବାବାଙ୍କୁ ମୋର ଅନୁରୋଧ ଏହାର ସଠିକ୍ ଉତ୍ତର ଦେବେ।

  • @biswajitajena4417
    @biswajitajena4417 3 года назад +2

    Jay prabhu paramhansa 🙏🙏🙏

  • @badal12340
    @badal12340 4 года назад +8

    Jay prabhu abhiram paramhnsa🙏🙏🙏

  • @santoshinisahoo7968
    @santoshinisahoo7968 3 года назад +3

    Jay shree satya narayana swaminkara jay..

  • @kunaanimaal5762
    @kunaanimaal5762 3 года назад +2

    କୋଉ ଗ୍ରନ୍ଥରେ ଏହାର ପ୍ରମାଣ ଅଛି ଦୟାକରି କୁହନ୍ତୁ ।

  • @bijaysahoo1403
    @bijaysahoo1403 4 года назад +5

    Jay sree satya narayana swaminkar jay heu

  • @debasishpanda3006
    @debasishpanda3006 4 года назад +5

    ଧନ୍ୟବାଦ🙏

  • @Mahii-hv6km
    @Mahii-hv6km 4 года назад +7

    ଜୟ ଶ୍ରୀ ସତ୍ୟ ନାରାୟଣ 🙏🏻🙏🙏🏻

  • @saradaacharya8960
    @saradaacharya8960 4 года назад +3

    Jay guru Jay Jagannath

  • @anirudhasahoo8628
    @anirudhasahoo8628 4 года назад +5

    Jay gurudab

  • @prasadmajhi5559
    @prasadmajhi5559 4 года назад +3

    🌅Joy Jagannath 💩 Baba koti pranam 🙏 Mohapurush mank pai A Jogato Rohichi🗽

  • @pankajparida694
    @pankajparida694 2 года назад +2

    🙏🌹ଓଁ ଜୟ ଜଗନ୍ନାଥ 🌹🙏
    🙏🌹ଓଁ ଜୟ ଅଭିରାମ 🌹🙏

  • @dharanidharasahu1908
    @dharanidharasahu1908 3 месяца назад +1

    ଜୟ ଶ୍ରୀ ସତ୍ୟ ନାରାୟଣ ସ୍ୱାମୀଙ୍କର ଜୟ 🙏😭🔔🪔🥭🌹

  • @sarmisthamohanty3071
    @sarmisthamohanty3071 2 года назад +3

    Narayan swaminkar jay heu

  • @jitendriyapradhan3476
    @jitendriyapradhan3476 2 года назад +3

    ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ ହେଉ 🙏🏻

  • @jagnyanarayanbishoyi1484
    @jagnyanarayanbishoyi1484 4 года назад +3

    Jaygurudev

  • @beherakrishnanbehera6797
    @beherakrishnanbehera6797 2 года назад +3

    Jay shree satya narayan Swami nkara jay 🙏