🔴 Live | ସେନା ପାଇଁ ସେନା ବନାମପୋଲିସ ପାଇଁ ପୋଲିସ

Поделиться
HTML-код
  • Опубликовано: 28 сен 2024
  • Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 274

  • @Anil-h1l-v7h
    @Anil-h1l-v7h 8 дней назад +14

    Ek baar army ko power dekha deni chahiye 😡 120 battalion ko order deke police walo ko dhajiya uda dena chahiye 😡

    • @bibhuyoutube9102
      @bibhuyoutube9102 7 дней назад +2

      Police obey rules but some army persons don't police bhi army se kam nehi broo

    • @bibhuyoutube9102
      @bibhuyoutube9102 7 дней назад +2

      Army traning not better than state armed police training like OSAP IRBN. SOG plz do a research 🙏🏻🙏🏻😏😏

    • @sachikantasahoo3390
      @sachikantasahoo3390 4 дня назад

      @@Anil-h1l-v7h actually ye sab police log ka manmani, gundagiri BJD ke samay bahut badh gaya tha joh ki abhi mohan majhi ke sarkar aaney ke baad bhi kom hota nehi

    • @smileypari-s8z
      @smileypari-s8z 17 часов назад

      P😊l

  • @SidharthPrasadDas
    @SidharthPrasadDas 8 дней назад +24

    ଏ ଯାତ୍ରା କରୁଛି ସରକାର, ଆଉ ପୋଲିସ, ଏ କେଶ ରେ ବିଜେପି ର କିଛି ଭଲ ଲୋକ ଜଡିତ ଲାଗୁଚି, ଯିଏ ପଚାରୁଛି ମୋହନ ମାଝୀ କୁ ଜାଣିଛ ସେ ଭିଡ଼ିଓ ଦେଖିଲେ ଲାଗୁଚି ଏ ପିଲା କିଏ ତାର ମୋହନ ମାଝୀ ସହ ସମ୍ପର୍କ କଣ ଏ ପିଲା ର

    • @urgr.ecorly
      @urgr.ecorly 7 дней назад +4

      Tora bjd saha relation achhi

    • @mayabatimajhi1847
      @mayabatimajhi1847 7 дней назад +2

      Thank you mis ..samantosinghar for your advice

    • @mayabatimajhi1847
      @mayabatimajhi1847 7 дней назад +1

      Raut madam ଆପଣଙ୍କ ତର୍କ ଠିକ୍ ଲାଗୁନାହିଁ ତାଙ୍କ ପରିବାର କୁ ନେଇ ସେମାନଙ୍କ ଦୋଷ କୁ ଚାପିରଖୁଛନ୍ତି ।ପରବାର କଥା ଆଗରୁ ଚିନ୍ତା କରବାରଥିଲା

  • @ArjuncharanMaharana-mt8qm
    @ArjuncharanMaharana-mt8qm 8 дней назад +39

    ପୋଲିସ ବାଲା ଙ୍କୁ ଟୋଟାଲ ଚାକିରି ରୁ ଆଉଟ୍ କରି ଟୋଟାଲ ସବୁ ସେନା ବାହିନୀ ବୁଝିବେ

  • @durgeshpatra4498
    @durgeshpatra4498 8 дней назад +10

    ମିଶ୍ର ନାଁ ରେକେତେ ରେକର୍ଡ ଅଛି

    • @sachikantasahoo3390
      @sachikantasahoo3390 5 дней назад

      100 case ଅଛି

    • @bibhutijena2680
      @bibhutijena2680 4 дня назад

      🎉🎉🎉🎉🎉🎉🎉misra aau misra heiki nahanty. .kankada khia police babu Dharma karma hareiki asubidha padichhanty ...Abe budhi thickna ku asiba.

  • @PrahalladNayak-wn7sm
    @PrahalladNayak-wn7sm 8 дней назад +7

    ଦଫା କିଏ ଲଗାଇଛି. ଅତଏବ ଜାମିନ ପାଇବା ସ୍ୱଭାବିକ.

  • @babajeesamal6821
    @babajeesamal6821 7 дней назад +2

    ନାରୀମାନେ କଣ ରାତିରେ ବାର ଯାଇ ମଦ ପିଇବା କଣ ନିହାତି ଦରକାର କି ?ନାରୀର ସୃଷ୍ଟି କଣ ମଦ ପିଇବାକୁ ?ଯେତେଦିନ ନାରୀ ନିଜେ ସଚେତନ ନହୋଇଛି ସେତେଦିନ ଯାଏ ଏମିତି ଚଲିବ । ଏହାକୁ କେହି ରୋକିବାରେ ସକ୍ଷମ ହେବେ ନାହିଁ ।

    • @madhabanandaswain4695
      @madhabanandaswain4695 7 дней назад

      ନାରୀ ପୋଲିସ ହେଉଛି, ନାରୀ ପାଇଲଟ୍ ,ଅର୍ମୀ ଅଫିସର ,ଡକ୍ଟର ଇତ୍ୟାଦି ହେଉଛନ୍ତି,ନାରୀ ସ୍ଵତନ୍ତ୍ର ମଦପିଉ ଅସୁବିଧା କଣ ,? ଯଦି ମଦ ପଇଲା ତାହାଲେ କଣ ପୋଲିସ ତାର ପ୍ରାଇଭେଟ୍ ପର୍ଟ ରେ ହାତ ମାରିବ କି?

    • @swatirefrigerationodia.4421
      @swatirefrigerationodia.4421 6 дней назад

      Purush ra srusti kan mada piebaku. ???

    • @babajeesamal6821
      @babajeesamal6821 6 дней назад

      @@swatirefrigerationodia.4421 ସମ୍ବିଧାନ ନାରୀ ଓ ପୁରୁଷ ମଧ୍ୟରେ ସାମାନତାଦେଇଛି । ତେଣୁ ନାରିକୁ କାହିଁକି ଅଧିକ ସୁବିଧା ଦରକାର ପଡୁଛି। ପୁରୁଷ ଓ ମହିଳା କେବେ ସମାନ ହୋଇ ପରିବେ ନାହିଁ ।ଏଥିରୁ ଜଣାଡୁଛି ଯେ ଆପଣ ବି ମତୁଆଲି ମହିଳା। ମୋର ଏକଥା କହିବାର କାରଣ ନବୁଝି ଆରୋପ ଲଗାଇବା ଉଚିତ ମନେ କରୁନି। କାରଣ ପ୍ରଥମ ମୁଁ ପୁରା ମଦ ବିରୋଧରେ ସରକାର ଙ୍କୁ ଆରୋପ ଲଗାଇଛି।

  • @sudhansusekhardash9010
    @sudhansusekhardash9010 7 дней назад +3

    ଥାନାରେ CC TV ଥିଲେ ସବୁ ଜଣା ପଡ଼ିଥାନ୍ତା। ଜାଣି କରି ରଖା ଯାଇ ନାହିଁ।

  • @phaguramhembram7494
    @phaguramhembram7494 8 дней назад +3

    ନ୍ୟାୟ ରେ ରାଜନୈତକର ନାହିଁ❤

  • @jeetendrakumarmohanty2963
    @jeetendrakumarmohanty2963 7 дней назад +1

    ପ୍ରଥମେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ବନ୍ଦ ହେବା ଉଚିତ୍, ହାଇକୋର୍ଟ ହେଉ ବା ଓଡିଶାର ସରକାର ଅଡର ଦିଅନ୍ତୁ, ଏଇ ସବୁ ବିଷୟରେ ଭିଡିଓ ଯେତେ ଭାଇରାଲ ହେବ, ଘଟଣା ସେତିକି ବଢ଼ି ବଢ଼ି ଯିବ।

  • @DebirathaMajhi
    @DebirathaMajhi 7 дней назад +2

    I love you Indian army ❤❤❤❤❤❤❤❤❤❤❤❤❤

    • @Papunvlogs24
      @Papunvlogs24 5 дней назад

      Army pa mada peiki toki dhari buluchi

  • @SubanDigal
    @SubanDigal 7 дней назад +1

    ଏଠି ସବୁ ପଲିସି ବାବୁ ଦଲାଲ

  • @jitendradash5617
    @jitendradash5617 6 дней назад

    Madama ପୁଲିସ ଜାଣିଶୁଣି ଏହି କାମ କର୍ଛି bjp ଆସିବାଠାରୁ ପୁଲିସ bjp kantulre

  • @ramakantadas7606
    @ramakantadas7606 6 дней назад

    ସବୁପୋଲିସକରୁଛନ୍ତିସାଧାରଣଲୋଖକିଛିକରୁନାହାନ୍ତି ସାରାରଜ୍ୟରଲାନ୍ଚପୋଲିସସିଖାଉଛନ୍ତି

  • @nityaomshanti
    @nityaomshanti 8 дней назад +3

    Se police bala ra bada vul army ku luckup re pureini pura desa ra imotion ku jail re luckup karichhi

  • @dravaranibal590
    @dravaranibal590 6 дней назад

    ମହିଳା ଫେରିବ ମାତ୍ର ଭଦ୍ର ଭାବରେ, ଅଭଦ୍ର ଭଳି ନୁହଁ

  • @kushmusics133
    @kushmusics133 6 дней назад

    ମୋହନ ମାଝି କିଛି ବି କହିବେନି ଚୁପ୍ ରହିବେ ସରକାରୀ ଚାକିରିଆ ପରି

  • @UdayPurty-yh7or
    @UdayPurty-yh7or 8 дней назад +4

    Dosha thiile haztare pura, nibastra karibaro policera adhikara kiye dela

  • @anmayakumar1551
    @anmayakumar1551 6 дней назад +1

    ଏବେ ସମ୍ପୂର୍ଣ୍ଣ ସୁନିଶ୍ଚିତ ହେଲି ଯେ ଏ ସବୁ ପାଣ୍ଡୁ ପ୍ରାୟୋଜିତ !!

    • @sachikantasahoo3390
      @sachikantasahoo3390 6 часов назад

      @@anmayakumar1551 yes
      ଏହା ସତ୍ଯ
      ପାଣ୍ଡୁ ଦୁଇପଟେ ରହି ରୋଲ କରୁଛି
      ଲୋକଙ୍କୁ କହୁଚି police କୁ ବିରୋଧ କର
      Police officer ମାନଙ୍କୁ କହୁଛି police କୁ support କର

  • @UdayPurty-yh7or
    @UdayPurty-yh7or 8 дней назад +5

    Ethipai police dayi

  • @BDS_Electrucian_lover
    @BDS_Electrucian_lover 8 дней назад

    କିଛି କାମଧନ୍ଦା ନାହିଁ ଏ ରଜନିତୀୟ ଙ୍କର କିଛି ଶଳା ଜାଣୁ ନାହାନ୍ତି ଆଶିକି ରୋଲ ଲଢ଼ୁଛନ୍ତି

  • @trailokyanathswain8451
    @trailokyanathswain8451 8 дней назад +2

    CBI

  • @kusasanmallik5428
    @kusasanmallik5428 8 дней назад

    Demand for police and public meeting. .

  • @sayedsahabulhoda4285
    @sayedsahabulhoda4285 8 дней назад +1

    Odisha police carapt

  • @laxmidharsahoo7366
    @laxmidharsahoo7366 8 дней назад

    Sena is right

    • @bibhuyoutube9102
      @bibhuyoutube9102 7 дней назад

      ମୁଖ୍ୟ ବିଚାରପତି 🙏🏻😂😂

  • @kamadevsahoo6859
    @kamadevsahoo6859 7 дней назад

    When your system gets affected with virus, what do you do? Of course, factory reset. Do the same with policing.

  • @ashmitswain5045
    @ashmitswain5045 8 дней назад +1

    A drunken lady and a false saga

  • @SukantiDas-lr7gk
    @SukantiDas-lr7gk 7 дней назад

    Mad majara badhabi pinathile laguchi police Bala police Bali mad piyichanti

  • @ManasSrichandan-y9g
    @ManasSrichandan-y9g 8 дней назад

    Lekhashre mam value less speech for BJP Against

  • @santunumalik-p8l
    @santunumalik-p8l 8 дней назад

    No problem 24hrs ok

  • @armyfanpage124
    @armyfanpage124 6 дней назад

    Mamita meher.pari. kunduli pidita semanku justice milini lekha madam

  • @hareshchandranaik8065
    @hareshchandranaik8065 7 дней назад

    Jo galti karega usko danda milega

  • @Odiasupporter8214
    @Odiasupporter8214 8 дней назад

    I support Indian army

  • @DrAnshu-uz3gc
    @DrAnshu-uz3gc 8 дней назад

    Why not responding home department to do bahiskar for duskarm pasabika atyachar to mahila by incumbent of varatpur ps why not arrest culprits and bahiskar

  • @Papunvlogs24
    @Papunvlogs24 5 дней назад

    Road romio au jhia ta kn sati arua bedhei ta pa se

  • @anadimandal522
    @anadimandal522 4 дня назад

    😊😊😊😊

  • @DrAnshu-uz3gc
    @DrAnshu-uz3gc 8 дней назад

    Police beating major general and his friend lady friend was treating for removal of nisa liquor blue Sadi madam given wrong stament

  • @sanjaypatra5975
    @sanjaypatra5975 7 дней назад

    Total police nku bahara Kari , Tara 25% Sena nku rakha gale pura odisha ku srunkhalita rakhi be . Karana Sena lancha khai bay nahi . Au mejor Singh nak upare action naba police ra adhikar nahi . Indian Army nai pariba .

  • @urgr.ecorly
    @urgr.ecorly 7 дней назад +5

    Police nka Gunda gardi badhi jaichhi
    Punish police as heavy task

  • @kusasanmallik5428
    @kusasanmallik5428 8 дней назад

    Demand for police and public meeting.

  • @babajeesamal6821
    @babajeesamal6821 7 дней назад +10

    ସରକାର ଭଲ ଭାବରେ ଜାଣନ୍ତି ଏସବୁର ମୂଳ କାରଣ ମଦ । ତେବେ ମଦ ବନ୍ଦ କରୁ ନାହାନ୍ତି କାହିଁକି? ଏଥିପାାଇଁ କେବଳ ସରକାର ଉତ୍ତର ଦାୟା ନୁହେଁ କ?

    • @AmitMishra-e5m
      @AmitMishra-e5m 7 дней назад +1

      In Bhubaneswar everywhere weed and liquor, drugs are available in every 5km of distance police are eating money from small shopkeepers

    • @sachikantasahoo3390
      @sachikantasahoo3390 5 дней назад

      ପୂର୍ବତନ ସରକାର ଜାଣିଥିଲେ ଲୋକ ଙ୍କୁ ମଦୁଆ କରି ଦେଲେ, ସେମାନେ ମଦ ଛda ଆଉ କିଛି ବି ଚାହିଁବେ ନାହିଁ, ତେଣୁ ଲୋକ ଙ୍କୁ barbad କରି ଦେବା ପାଇଁ ମଦ କୁ ପୁରା open କରି ଦେଲେ, ଲୋକ ସେଇ ଅସୁବିଧା ଏବେ ଭୋଗୁଛନ୍ତି, ମୋହନ ସରକାର ଅତ୍ୟନ୍ତ ଭଲ ହେଲେ ମଧ୍ୟ ଏମାନଂକୁ ପାରିବେ ନାହିଁ

  • @durgeshpatra4498
    @durgeshpatra4498 8 дней назад +23

    ଜାଣିକି ପୋଲିସ ପାଇଁ ପୋଲିସସେ କଣ ଦେଶ କୁ ଜଗୁଛନିଁ ପୋଲିସ ଯଦିଅଛି ତା ହେଲେ ଏତେ ଚୋରି କାହିଁକି ବଢିଛିପୋଲିସକଣ କରୁଛି

    • @bibhuyoutube9102
      @bibhuyoutube9102 7 дней назад +3

      Jadi army achhi tahele blast kmt hauchi attack kmt hauchi rdx kouthu aasuchi go chalana border re kmt hauchi anupabresa kmt hauchi army secret kmt leak hauchi honey trap kmt hauchi ???????????????????????????

    • @durgeshpatra4498
      @durgeshpatra4498 7 дней назад

      @@bibhuyoutube9102 ଆପଣ ଯାହା କହିଲେ ଭାବିକି କୁହନୁ କାହିଁକି ଏଠି ଯିଦା ଯିଦି ହେଉନି ଓଡିଶା ପୋଲିସ କେବଳ ନେତା ଡିଉଟି କରି ଥକି ଯାଉଛନିଁ ରାଜ୍ଯ ପାଇ ତାଙ୍କର କିଛି ନାହିଁ ନ ହେଲେ ଏଇଟା ସତ ତାଙ୍କ ହୋମଗାର୍ଡ ର ଯୋଉ ଭାଉ ଅଫିସର ହେଲେ କଣ ହେଇ ଥାଆନା

    • @latsaheb1947
      @latsaheb1947 7 дней назад +1

      ​Army ରେ ଯୋଉମାନେ ଭୁଲ କରୁଛନ୍ତି ସେମାନଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ଦେଶ ଦ୍ରୋହ ପାଇଁ ଆଇନ ଅନୁସାରେ ଦଣ୍ଡ ଦିଆଯାଉଛି. ପୋଲିସ ଯଦି ଭୁଲ କରିଛି ତା Against ରେ action ନିଆଯିବ, ଏତେ reaction କଣ ପାଇଁ? କଣ ପୋଲିସ କୁ ଲାଜ ଲାଗୁଛି 😂

  • @chittaranjandas7140
    @chittaranjandas7140 7 дней назад +3

    Police kana desa seba karuchi na nija pocket seba karuchi.

  • @ManojMohanty-e8o
    @ManojMohanty-e8o 7 дней назад +5

    Sabu sena.adhikari Mane ekjute hoi pratibad karantu.

  • @Debendradas-r8c
    @Debendradas-r8c 8 дней назад +14

    ରାତି ଦୁଇଟା ଯାଏ ଏହିଛାତ୍ରମାନେ କାହିଁକି ରାସ୍ତାରେ ବୁଲୁଥିଲେ,ତାକୁ ରୋମିଓ କହିଲେ ଅସୁବିଧାକଣ,

    • @marlborostag
      @marlborostag 6 дней назад

      Raati re jhio b toh bulu thila taaku Mataali Juliet kahile asubidha kaun???? 🤔🤔

    • @abanisahoo8736
      @abanisahoo8736 2 дня назад +1

      ​@@marlborostagtu b thilu bodhe se gang re..naa dauchi raha

    • @munathewriter1234
      @munathewriter1234 День назад +1

      Tu mg 😂😂😂 କିଏ ବେ ଏ ତୁ ଭଉଣୀ ଗିହା ଟା କିଏ ବେ ତ ପୋଲିସ ଫୁସା ର ଗେହିବେ ସାଧାରଣ ଲୋକେ ଆଉ ପୋଲିସ୍ ଯେଉଁ ଗୁଣ୍ଡା ଗିରି କରି ମାର ପି ଟ କରି army officer ର girl friend କୁ ଆଗକୁ ଦେଖ​@@marlborostag

  • @sudhansusekhardash9010
    @sudhansusekhardash9010 7 дней назад +7

    ପୋଲିସ ବାବୁ ଙ୍କୁ କେହି କହି ପାରିବେ ନାହିଁ। Road ରୋମିଆଁ ମାନଙ୍କୁ କୋହଳ ଦଫା ଲଗେଇ ବାରୁ ଜାମିନ ମିଳିଗଲା।

    • @sachikantasahoo3390
      @sachikantasahoo3390 5 дней назад

      Khasi ନାହାନ୍ତି
      ଏବେ ତାଙ୍କ ଭୂମିକା enquiry ହେବ

  • @maakitchenette
    @maakitchenette 7 дней назад +2

    ଏ ସରକାର ଓଡ଼ିଶାର ଆଇନ ସୁରକ୍ଷାପାଇଁ ଚିନ୍ତିତ ସୋଇ ରହିଛି BJP ସରକାର ସବୁ ଗୋଲ୍ ମାଲ ସତେ କଣ ପିଲା ମାନଙ୍କୁ କାଇ ପାଇଁ ଛାଡ଼ୁଥିବାବେଳେ ଏହାର

  • @BabluTandi-m7g
    @BabluTandi-m7g 8 дней назад +11

    Army Duty thik se karuchhe
    Hele police thik se duty karuni

  • @adarshmedia7579
    @adarshmedia7579 7 дней назад +4

    ଭାରତୀୟ ସେନା ସବୁକିଛି କରି ପାରିବ.

    • @kalpatarumohanty8025
      @kalpatarumohanty8025 3 дня назад

      ଏବେ ଆଉ ଦମ୍ ବାଲା ଆର୍ମି ଅଫିସର ନାହାନ୍ତି, ନିଜ रैंक ଉପରେ ଅପମାନ ଯୋଗୁ ଟିକେ ଆଖି ଖୋଲିଛନ୍ତି,

  • @BhaskarSahu-e6j
    @BhaskarSahu-e6j 7 дней назад +3

    Beautiful drama of ଓଡ଼ିଶା ରାଜ୍ୟ ରାଜ ନୀତିରେ

  • @ManasSrichandan-y9g
    @ManasSrichandan-y9g 8 дней назад +4

    CM Mohan majhi plz do the tution to all police iic, and all department.... don't try collapse...Mr Odisha CM

  • @ranjansubhadf-vc9xo
    @ranjansubhadf-vc9xo 7 дней назад +2

    The real hero Indian army ❤❤❤

  • @rabinarayannayak7951
    @rabinarayannayak7951 8 дней назад +20

    I support for army

  • @salegramkar3029
    @salegramkar3029 7 дней назад

    ରାଜ୍ୟର ସରକାର ଓ କୋଟମାନଙ୍କ ଯୋଗୁଁ ରାଜ୍ୟ ମାନଙ୍କରେ ଏମିତି ଅବସ୍ଥା ଦେଖା ଦେଉଛି ଦୋଷିମାନଙ୍କୁ ଉତ୍ତମ ଦଣ୍ଡାଦେଶ ହେଉନାହିଁ ରାଜ୍ୟପାଳ ମାନେ ମୂକ ପାଳଟି ଯାଇଛନ୍ତି

  • @hareshchandranaik8065
    @hareshchandranaik8065 7 дней назад +1

    Jaya jaban Jaya kisan

  • @sop828
    @sop828 8 дней назад +3

    All Thana Officials Were Overdrunk and Seems Engaged In
    S... Activities. Irritated Due To Disturbances.

    • @durgeshpatra4498
      @durgeshpatra4498 7 дней назад

      @@sop828 ତାଙ୍କ ମୁହଁ ଦେଖିଲେ ଘୃଣା ଆସୁଛି ଏତେ ତଳକୁ କେମିତି ପୋଲିସ ଖସିଯିବ କିଛି ଟା ଟଙ୍କା ପାଇଁ

  • @prasantakumeher7487
    @prasantakumeher7487 7 дней назад +3

    Police Bala nku mada darkar

  • @SanjibKumarBehera-h1w
    @SanjibKumarBehera-h1w 6 дней назад +2

    Bhai...All guilty is Ankita Pradhan' father, ...who is a brigadier of Army. (cause is he permitted her daughter go to bar for drink and dance with major at late night and drive the car)

  • @Prafullamishra-z3y
    @Prafullamishra-z3y 8 дней назад +2

    Modi ka odishaku tofha

  • @rajendrakhatua7515
    @rajendrakhatua7515 7 дней назад +1

    I support Indian soldiers

  • @Prafullamishra-z3y
    @Prafullamishra-z3y 8 дней назад +5

    Mohan govte is rubarstamp

  • @bibhuyoutube9102
    @bibhuyoutube9102 7 дней назад +3

    Amiti heithiba -- ସେ ମହିଳା ଆଉ ମେଜର ନିଶା ରେ ଥିବେ ସେମାନେ ଛାତ୍ର ମାନଙ୍କୁ ଗର୍ବ ର ସହ ବ୍ୟବହାର କରିଥିବେ ଯାହାକୁ ଛାତ୍ର ମାନେ ନସହି ପାରି ଆରଗୁମେଣ୍ଟ କରିଥିବେ ତା ପରେ ସେ 2 ଜଣ ଥାନା କୁ ଆସି କହିଥିବେ ସେ ଛାତ୍ର ମାନ ଙ୍କୁ ଆରେଷ୍ଟ କରିବାକୁ ପୋଲିସ କହିଥିବ ଆଗ FIR ଲେଖିବାକୁ କିନ୍ତୁ ସେମାନେ ଜିଦି କରିଥିବେ ଅହଂକାର ସହ ବ୍ୟବହାର ଖରାପ କରିଥିବେ ଯାହା ପାଇଁ ପୋଲିସ ଆଉ ତାଙ୍କ ଭିତରେ କଥା କଟା କଟି ହେଇଥିବ ଏବଂ ସେ ମହିଳା ଘମଣ୍ଡ ଦେଖେଇ ବହୁତ କଥା କହିଥିବେ ଯେହେତୁ ସେ ନିଶା ରେ ଥିଲେ
    ପରି ଶେଷରେ ପୋଲିସ ର ଦୋଷ ଦେବାକୁ ମିଛ allegations କହୁଛନ୍ତି ଏହା ନିରାଟ ସତ୍ୟ ହେଇଥିବ ଜଗା ସବୁଦେଖୁଚି ଦୋଷୀ ଦଣ୍ଡ ପାଉ ସେ ଯିଏ ବି ହଉ

    • @latsaheb1947
      @latsaheb1947 7 дней назад +1

      ହଉ ଠିକ କଥା, ଆଉ ସେ ମହିଳା si କଣ ନାଇଟ୍ ପିନ୍ଧିଥିଲା, କଣ ସେ ନାଇଟ୍ ପିନ୍ଧି duty କରୁଥିଲା?

    • @bkt1804
      @bkt1804 6 дней назад

      Se complain pain jai thila police Spot ku jaiki dekhile nahi police

  • @chinmayakumarmohapatra697
    @chinmayakumarmohapatra697 7 дней назад +1

    Sabu police corrupted , police family support kariba gote lajjya ra bisaya , sabu police balanka ghare raid kariki inquiry karajau tanka property kete au salary kete , police ra family ku mandhya pachara jau kouthu asila ete property 😅😅

  • @khanakhana9361
    @khanakhana9361 6 дней назад +1

    Mo matarey policenku 8ghnta duty diauntu taparey pachar untu tanka kamauparey cay appnkra chakranuha tee

  • @salbegpradhan4118
    @salbegpradhan4118 8 дней назад +7

    I support indian army

  • @ManasSrichandan-y9g
    @ManasSrichandan-y9g 8 дней назад +1

    Before police department corpted,,, so today police department also corpted....police is don.... public hope less

  • @bijoykumardas4173
    @bijoykumardas4173 День назад

    ଶାସନ ରେ ନ ଥାଇ କେଡେ କେଡେ ନେତା arrest ହୋଇଛନ୍ତି । ମୋହନ୍ ମଝି କଣ ତାନକ ଠୁ ଅଧିକା

  • @narendrakumarmahakur8604
    @narendrakumarmahakur8604 3 дня назад

    ଆପଣ ଅନ୍ୟର କର୍ତ୍ତବ୍ୟକୁ ଦେଖୁଛନ୍ତି ଏବଂ ଆପଣଙ୍କର ଅଧିକାରକୁ ଦେଖୁଛନ୍ତି, ଅନ୍ଯର ଅଧିକାର ଓ ଆପଣଙ୍କର କର୍ତ୍ତବ୍ୟକୁ ଟିକିଏ ନିରେଖି ଦେଖିଲେ । ଆପଣ କ'ଣ ଦେଖୁଛନ୍ତି ?

  • @prabhulalnaik6827
    @prabhulalnaik6827 3 часа назад

    ମଦ ପେଇ ଲେ ମଣିଷ ର ମାନସିକ ଠିକ ରହେକି ?

  • @SunilPadhy-w4y
    @SunilPadhy-w4y 3 дня назад

    ଗାଣ୍ଡୀ ଗଳା ପୋଲିସ ଆଇଆଇ ସି ବିରୁଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ନିଅନ୍ତୁ

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @pradeepkumarsinha803
    @pradeepkumarsinha803 3 дня назад

    ଯେଉଁ ପୋଲିସ କର୍ମଚାରୀ/ଅଫିସର ମାନଙ୍କ ନାମରେ ଅଭିଯୋଗ/ସଙ୍ଗୀନ ଅଭିଯୋଗ ଆସୁଛି, ସେମାନଙ୍କର ପୂର୍ବ RECORDସବୁ ଟିକିନିକି/ତନ୍ନତନ୍ନ କରି investigation/enquiry କରାଯାଇ/କରାଯାଉ, ଯଦି ସାଙ୍ଘାତିକ ଅଭିଯୋଗ ଥିବ/ଥିଲା/ଥାଏ, ତୁରନ୍ତ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ଅନ୍ୟ Efficient ଏବଂ Capable police କର୍ମଚାରୀ/ଅଧିକାରୀଙ୍କୁ ବସାଯାଉ। ଯାହାଦ୍ବାରା ଲକ୍ଷ ଲକ୍ଷ ବେକାର ଥିବା ଯୁବକଯୁବତୀମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉ। OTHERWISE କୌଣସି ସରକାର ବେକାର ସମସ୍ୟାର ସମାଧାନ କରିପାରିବେ ନାହିଁ।
    ଏବଂ ଅଭିଯୋଗଥିବା ସମସ୍ତ ପୁଲିସ ଅଧିକାରୀଙ୍କ ଘରେ ତୁରନ୍ତ VIGILANCE RAID କରାଯାଉ।

  • @satyasadhansahoo7218
    @satyasadhansahoo7218 8 дней назад +1

    Opposition has 50 mla but not a single protest against this incidents..

  • @jitendradash5617
    @jitendradash5617 6 дней назад

    ସବୁ ପୋଲିସ ମାନେ ହିଞ୍ଜଡ଼ା ଯଦି ହିଞ୍ଜିଡା ନୁହେଁ ସେମାନେ ସେହି ପୋଲିସ ଟା କୁ କାଇଁକି ସାହାଯ୍ୟ କରୁଛନ୍ତି । ପିଡ଼ିତକୁ ନ୍ୟାୟ ଦିଆ ।ସରକାର କାଇଁକି ଅରେଷ୍ଟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ bjp ଆସିବା ଠାରୁ ରାଜ୍ୟର ଅରାଜକତା ଚାଲିଲା ନି

  • @suryanarayansahu5375
    @suryanarayansahu5375 7 дней назад

    କେତେ କ ପୁଲିସ୍ ଏଫ ଆର ରଖନ୍ତି ନାହିଁ। ଠିକ୍ ଲୋକଙ୍କୁ ନ୍ୟାୟ ଦିଅନ୍ତି ନାହିଁ। ନିଜେ ବର୍ତମାନ ସରକାର ଜାଣିଛନ୍ତି।ଏ ଦେଶରେ ଆଉ ଯଥେଷ୍ଟ ପରିମାଣର ନାୟମିଳିବା କଷ୍ଟ

  • @GulusunKumar
    @GulusunKumar 5 дней назад

    ମାଗିଆ ପୋଲିସ ମାନଙଙ୍କୁ ଗୋଡେଇ ଗୋଡେଇ ପିଟିବା ଦରକାର

  • @suryanarayansahu5375
    @suryanarayansahu5375 7 дней назад

    ଆପଣ ଜାହା କହୁଛନ୍ତି ଭୁଲ୍। ରାତିରେ ବୁଲିଲେ ଅନ୍ୟ ଲୋକମାନଙ୍କ ର କଣ ଅସୁବିଧା। ରାତିରେ ମଦ କାହିଁକି ବିକ୍ରି ହେଉଛି।ମଦ ଜଦି ବିକ୍ରି ନ ହୁଅନ୍ତା ସେମାନେ କ'ଣ ପିଇ ଥାନ୍ତି।ଭାଇ ଠିକ୍ କହିଛନ୍ତି।ଆରେ ନାଁଚୁଆ ପୁଲିସ୍ କୁ ଫୁଣି କିଏ ଚାକିରି ଦେଲେ ।ଭାଇ ଆପଣଙ୍କୁ ଅଶେଷ ଧନ୍ୟବାଦ। ଏଥିପାଇଁ କିଏ ଦାୟୀ। ବହୁତ ଖରାପ।

  • @balakrushnanayak2304
    @balakrushnanayak2304 7 дней назад

    ମେଜର ଅଙ୍କିତା ସାତଜଣ ପିଲାଙ୍କ ସହ ଝଗଡା କରିଛନ୍ତି ମାର ପିଟ କରିଛନ୍ତି ତେଣୁ driklnk କରିଛନ୍ତି ତେଣୁ ମେଜରଙ୍କୁ ଅଙ୍କିତା କୁ arrest କରାଯାଉ ସାତଜଣ ପିଲା f r ଦିଅନ୍ତୁ ଜନେଶତ କହୁଛି ଅଙ୍କିତା ବାକି ସବୁ ମିଛ କହୁଛନ୍ତି ଏଇଟା କିପରି ହେବା ସମସ୍ତଙ୍କର ବୟାନ ନିଆଯାଉ ସମସ୍ତଙ୍କର ବୟାନ ଭିରାଲ କରା ଯାଉ ଏକଚାଟିଆ8ଆ ଚାଲିବା ନାହିଁ ଏଇଟା ଅନ୍ୟାୟ

  • @balakrushnanayak2304
    @balakrushnanayak2304 7 дней назад

    ତମାମାନଙ୍କର ଭାଷଣ ଦେବାଛଦା କିଛି କାମ କରିବା ସାହାସ ଅଛି ଘରେ ବସି ଚିକ୍କଣ କଥା ସମସ୍ତେ କହିବେ ତୁମେ ୟାପରେ ସବୁ ଥାନାବୁଲି ଯୋଉଠି cctv naahi lageibaa ବ୍ୟବସ୍ଥା କରିପାରିବକି ତୁମର କାମ ଆଗେ ଠିକ୍ କର ତାପରେ ଅନନ୍ୟ ମାନଙ୍କୁ କହିବା ସବୁ ଚୋରା ଏକାଠି କାହାକୁ ଭଲ କହିବୁ

  • @indrajitpradhan762
    @indrajitpradhan762 5 дней назад

    ପାଣ୍ଡିଆ ର ପୋଷା କୁକୁର ଏଇ ପୁଲିସି ଵାଲା ବିଜେଡି ବାଳ ଉପାଡି ଗଲା ପରେ ବି ପାଣ୍ଡିଆ ର ଅଇଁ ଠା ଚାଟିବାରେ ଲାଗିଛନ୍ତି

  • @suryanarayansahu5375
    @suryanarayansahu5375 7 дней назад

    ଲାଂଚୁଆ କିପରି ଭାବେ ପୁଣିଥରେ ଚାକିରି କରି ପାରୁଛନ୍ତି।ଜୟ ଜଗନ୍ନାଥ ଏ ଦେଶର ମଣିଷମାନଙ୍କ ନିୟମ

  • @skbehera3946
    @skbehera3946 7 дней назад

    ତୁ ଘୋଡ଼ା ...conciling କରୁ ମଦ ପିଏ ବୋଲି ମଣିଷ ନୁହେ

  • @DrAnshu-uz3gc
    @DrAnshu-uz3gc 8 дней назад +1

    Odisha capital lost izzat of bande utkal janani odisha asmita

  • @birsasena2418
    @birsasena2418 4 дня назад

    ମଦ ପିଇଲା ବୋଲି କଣ ପୋଲିସ ସାଧାରଣ ନାଗରିକଙ୍କୁ ମାଡ଼ ମାରିବ

  • @hareshchandranaik8065
    @hareshchandranaik8065 7 дней назад +1

    Police not helping to victims at Police station it is not good for police

  • @Only.1992
    @Only.1992 7 дней назад

    ସବୁ ପୋଲିସ ଥାନା ରେ ସବୁବେଳେ
    News reporter ରହିବା ଦରକାର

  • @kailashpatra9733
    @kailashpatra9733 6 дней назад

    ମୋହନ ସରକାର ଆଇନିଶୃଖଳା ପାଇ ପୁରାପୁରୀ ଫେଲ

  • @prafullakumarpradhan8129
    @prafullakumarpradhan8129 7 дней назад

    ଲେଖା ଛିଣ୍ଡିନି l ଏବେବି ଲେଖା କାହିଁନା କାହିଁ........... ଦୁଉଛି l

  • @vikramkesharibehera1616
    @vikramkesharibehera1616 6 дней назад

    ଆଗେ ମଦ କୁ ବନ୍ଦ କରନ୍ତୁ, ତାପରେ ପ୍ରତ୍ୟେକ ନିୟମ କାନୁନ କୁ ପରୀକ୍ଷା କରନ୍ତୁ, ସେଟା ଠିକ ନା ଭୁଲ

  • @HindustaniHindustani-m3t
    @HindustaniHindustani-m3t 3 дня назад

    Bhubaneswar re jahasabu crime heuchi, sethipain kebala police department,,,🇮🇳🇮🇳🇮🇳

  • @krushnachandra3097
    @krushnachandra3097 4 дня назад

    Sena.AdhikarinkMobail.kahinkyGayebkarirakhichhantiserekadingkuadegalaTadantakuanajau

  • @arunanaik1679
    @arunanaik1679 7 дней назад

    ତମ ଚାନେଲେ। ପ।ଇସାଖି।ଆକି। ପୋଲିସ୍ ମାନ୍ ମାଗିହା

  • @sethipravat
    @sethipravat 7 дней назад

    ମାନ୍ୟବର ପୀଡ଼ିତା ଙ୍କ ପିତା ଙ୍କୁ ତୁମ କଥା କଥିତ ପତ୍ର କାର ବି ଚାକିରୀ ରେପ୍ରମୋ ସନ୍ କରିବାର ଅଧିକାର ଅଛି କି

  • @bishnubiswal7597
    @bishnubiswal7597 3 дня назад

    Puni jadi michharu kia thana re FIR DEUCHHI JANCHA NA KARAJAI Police arrest kari 302/307 lagai (attend to murder )jail
    pathauchhi kahiki

  • @BipinPattanaik
    @BipinPattanaik 4 дня назад

    Jay Jagannath🙏Jay Nila Madhab🙏Omm🕉️Jay BJP🙏Jay Modi ji🙏Jay Yogi ji🙏.Respected Former CM Naveen Pattanaik and Pandu private LTD along with home deparment didn't obey court orders in 25 years and get involved in illegal works and earn money from it .GURRANTEE PURA HONE KA BHI GURRANTEE. SABKA SAATH SABKA VIKASH SABKA BISWAS SABKA PRAYAS MODI PARIVARR.DOUBLE ENGINE GOVERMENT.