Happy pakhala divasa ❤my favorite jodi nd fevorite golden family members nku ❤ ok miss u my qty baby khusbu❤ miss u Rupa ❤Pintu❤ runa 😢😢😢😢😢😢❤ok heartly miss u 😢😢😢😢
Aaji e pakhala dibasa re pakhala khaibara maja kichi niara aau taa pare medical jibara maja bii kichi niara.Tebe aasantu ame samaste pakhala dibasa ku palana kariba saha doctor mananku aau medicine bikreta mananku samrudha kariba.Happy pakhala dibasa😊😊
Jay Jagannath 🙏❤️🙏 Odisha re everyday pakhala dibasa💞 Aji mu Zambia re 1st time pakhala day celebrate karichi😋.....bahut dina pare Odisha ra khaiba khaichi🤩😋
Happy pakhala divas all family members🙏🙏 so cute khushi maa👌 love you khushi maa❤love you all family members❤❤emiti khushi re ruha sabubele🙏🙏 beautiful family🙏🙏
Ama odia nka Pani sabu dina pakhala dibasa ❤ kintu sabudina pakhala khaiba ku future ra bajaya rakhibaku gota dina special day miba kichi ta niara ❤❤ happy pakhala dibasa all 💞 Jay Jagannath Jay bharat God bless you too all ❤❤❤❤
ସତରେ କହିଲ କେଉଁମାନେ ମାନୁଛ ଆମେ ଓଡ଼ିଆ ଆଉ ଆମ କାଳିଆ ଠାକୁର ଭାରି ବଢିଆ ଟିକେ ଲାଇକ କର 👍👍👍👍
😢
Rupa bhabhi
Khushi hi
ଟଙ୍କିକିଆ ଚାଉଳର ପଖାଳ ଭାତକୁ ଗୁଜୁରାଟ ଅମୁଲ ଦହି, ନାସିକା ପିଆଜ ସାଙ୍ଗକୁ ବାଙ୍ଗାଲୋର ଆଳୁର ଚକଟା ଦେଲା ମନ ମୋହି ସାଥେ ଆନ୍ଧ୍ରା ଭଜା ରୋହି, ପଖାଳ ଦିବସ ଗରବେ ପାଳୁଛି ଖାଣ୍ଟି ଓଡିଆ ଟେ କହି ଜୟ ଜଗନ୍ନାଥ🙏🙏🙏🙏🙏🙏
🎉
❤ruclips.net/user/shorts_xJmz8glUJU?si=lIH4e1JgMTMaaSKj
Nice
Bahut badhiya Bhai
ଚାଉଳ ର ମୁଲ ଆଉ ଟଙ୍କିକିଆ ନାହିଁ, ଏବେ ପୁରା ଫିରି.
Happy family sabubele khusi re ruhantu aapan mane aekathi 😊❤love you khusi mama😊
ପଖାଳ ଦିବସ ର ହାର୍ଦିକ ଶୁଭେଛା ଓ ଶୁଭକାମନା ଭାଇ❤🤗😊🤤😘
ନୂଆ ମା'ଙ୍କ ପାଇଁ ଗୋଟେ ଲାଇକ୍ ହେଇଯାଉ ❤
ପଖାଳ ଦିବସର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤ love u khusi maa ❤❤❤ love you Rupa bhauja and Pintu bhai ❤❤❤❤ ame bi aji pakhala dibasa maneichhu❤❤❤❤
❤❤❤❤❤❤❤
ପିଣ୍ଟୁ ଭାଇ ଏବଂ ତାଙ୍କ ପରିବାର ଙ୍କୁ ଯେଉଁମାନେ ପସନ୍ଦ କରୁଛନ୍ତି ଗୋଟେ ଲାଇକ 👍 କରନ୍ତୁ ଦୁନିଆ ରେ ବହୁତ ଭିଡିଓ ଏବଂ ବହୁତ ପରିବାର ଦେଖିଛି କିନ୍ତୁ ପିଣ୍ଟୁ ଭାଇ ଙ୍କ ପରିବାର ଅନ୍ୟତମ ବହୁତ ଭଲ ପରିବାର ମୋର ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ସବୁବେଳେ ଏମିତି ଖୁଶୀ ରେ ରଖନ୍ତୁ
So cute Khushi maa ❤️❤️❤️❤️ ପଖାଳ ଦିବସ ଅନେକ ଅନେକ ଶୁଭେଚ୍ଛା ❤❤❤❤❤❤ tasty 😋😋 ଖାଇବା
ବହୁତ ବହୁତ ଭଲ ଲାଗିଲା ଆଜିର ଭିଡିଓ ଦେଖି। ତୁମମାନଙ୍କର ଆଜିର ପଖାଳ ଦିବସ ରେ ସମସ୍ତେ ଏକାଠି ବସି ଖାଇବା ଭଲ ଲାଗିଲା।ଆଉ ସବୁଠୁ ବହୁତ ଭଲ ଲାଗେ ତୁମମାନଙ୍କୁ ମିଳିମିଶି ଏକାଠି ହସ ଖୁସି ଓ ନିଜ ନିଜ ଭିତରେ ଭଲ ପାଇବା ସ୍ନେହ ଶ୍ରଦ୍ଧା ବହୁତ ବହୁତ ଭଲ ଲାଗେ। ସତରେ ଭଗବାନଙ୍କ କୃପା ସବୁବେଳେ ରହିଥାଉ ତୁମ ସପରିବାର ଉପରେ।ଆଉ ଆଜିର ଏ ପଖାଳ ଦିବସ ଅବସରରେ ତୁମ ସପରିବାରକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ। ଏମିତି ତୁମମାନଙ୍କୁ ସବୁବେଳେ ସୁଖ ଶାନ୍ତିରେ ପ୍ରଭୁ ଶ୍ରୀ ଜଗନ୍ନାଥ ରଖିଥାନ୍ତୁ ।❤❤❤❤❤❤❤
So beautiful family bhagwaan mo Bhai ka family ku sabu bele bhala re rakhatu Jay Jagannath 🙏 I love you Khushi maa 🥰 I love you all members ❤️
Happy pakhala dibasa very nice khushi maa love you so much all family members samaste bahut bhala lovely beby khushi maa ❤❤
ପଖାଳ ଦିବସର ଶୁଭେଚ୍ଛା ସହ ଅନେକ ଅନେକ ଅଭିନନ୍ଦନ ଜୟ ଜଗନ୍ନାଥ 🙏🙏🙏
❤❤❤
Happy pakhala dibasa 🥰🥰🥰🥰 love you Khushi maa ❤️❤️❤️❤️❤️
ପଖାଳ ଦିବସ ରେ ଅନେକ ଅନେକ ଶୁଭେଚ୍ଛା ଜୟ ଜଗନ୍ନାଥ 🙏ପିଣ୍ଟୁ ଭାଇ ରୂପା ଭାଉଜ ଖୁସି ମାଆ ଅଲ୍ ଫ୍ୟାମିଲି 🙏😍💖🥰❤️
ରାମ ଦେବ। ବାବା। ପାଇଁ ଟିକେ। ଲାଇକ ହଉ ❤❤❤
ମୋ ପରିବାର ତରଫରୁ Happy ପଖାଳ ଦିବସ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ଲଭ୍ ୟୁ ❤️❤️❤️❤️🙏🙏 ଜୟ ଜଗନ୍ନାଥ 🙏🙏
Bhai .mu tuma maananku satare pakharu dekhibaku chahuchi.. hele keun dina mate se sujaga miliba ..❤❤❤
ହେପି ପଖାଳ ଦିବସ❤ ଆଜି ଆମେ ଭି ପଖାଳ ଦିବସ ପାଳନ କରିଲୁ ।ଆମର ପଖାଳ ଭାତ,ପଣସ କସା,ବଡିଚୁରା,ଆଳୁଦଲା,ଧନିଆ ଓ ବିଲାତି ଚଟନି, ଚିଙ୍ଗୁଡି ଭଜା,ଭାଜିଶାଗ,ଲେମ୍ବୁ ଦଲା, କଲରା ଭଜା ,କଦଳୀ ଭଜା ଛୁଇଁ କସା❤ ବହୁତ ମଜା ଲାଗିଲା ଗୁଟେ ଖୁସି ଆଉ
❤❤ Happy pakha la dhi bas bhai and bhuja pura family members manaku love you Khushi maa sabhu bala khusi ra ruha ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Bhai satare maja asigala tamara blok dekhiki 😍😍😍bhai prabhu sri Jagannath tama paribaraku bauta sara khusi re rakhantu 🙏🙏🙏🙏😍😍
ଖୁସି ମାଁ ବହୁତ ସୁନ୍ଦର କଥା କହୁଛି
ପଖାଳ ଦିବସ ର ଅଭିନନ୍ଦନ ।ଭିଡିଓ ଟା ବହୁତ୍ ଭଲ ଲାଗିଲା କିନ୍ତୁ ବାପା ଏବଂ ଜେଜେ ମା ଙ୍କ ଅନୁପସ୍ଥିତି ଭିଡିଓ ଟା ଅଧୁରା ରହିଗଲା। ଜୟ ଜଗନ୍ନାଥ❤
ଦହି କାକୁଡି ସଲଟ୍ ହୋଇନି
ପଖାଳ ଦିବସ ଭାଇ ଦିଦି ଅଲ୍ ଫାମିଲି ମେମ୍ବର କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆଜିର ଭିଡ଼ିଓ ସବୁଠାରୁ ଅଧିକ ଭଲ ଲାଗିଲା ହାପି ପଖାଳ ଦିବସ ଲଭ୍ ୟୁ ଖୁସି ମା ❤❤❤❤❤
Happy pakhala divas all family members.jay jagannath 🙏🙏🙏Cute Khushi maa ❤❤❤❤
ଗାଁ ଲୋକଙ୍କ ପାଇଁ ପଖାଳ ଦିବସ ନୁହେଁ ସହର ଲୋକଙ୍କ ପାଇଁ ପଖାଳ ଦିବସ ଗାଁ ରେ ଲୋକମାନେ ସବୁ ଦିନ ଖାଉଛନ୍ତି ❤❤❤❤
So beautiful ❤❤ family and so sweet khushi ❤❤ maa ❤❤❤❤
Happy ପଖାଳ ଦିବସ ସମସ୍ତେ କୁ ଖୁସି ମାମା I love you ❤😘😘😘😘😘😘😘
Wow khaiba bahut badhia heichi khushi maa ra dustami ❤😊
HAPPYପଖାଳ ଦିବସ bhai and all family members ଶୁଭେଚ୍ଛା ଦେଶୀ ଖାଇବା ବଢିଆ ମଜା
❤aji pakhala dibasa very nice❤❤
ପଖାଳ କାହାକୁ ଭଲ ଲାଗେ କୁହ ।।ନା ଆଜି ଦିନରେ କେବଳ ଭଲ ଲାଗେ ।।ଆମ ର ସବୁଦିନ ପଖାଳ ଦିବସ
All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......
ଆଜି ର ବ୍ଲକ୍ ସୁପର ଭଲ ଲାଗିଲା happy ପଖାଳ ଦିବସ ❤❤❤
Bahut sundar bhai😜😜
ପିଣ୍ଟୁ ଭାଇ ରୂପା ଭାଉଜ ସତରେ ଆଜିର vlog ଦେଖି ବହୁତ ସୁନ୍ଦର ଲାଗିଲା ଆଉ ସତରେ ଭାଇ ଖୁସି ମାଙ୍କ କଥା ଆଉ ତାଙ୍କ ଚଗଲାମି ଦଖି ବହୁତ ହସ ଲାଗିଲା 😂 ଆଉ ଭାଇ ତମର ମଜାକ ଦେଖି ବହୁତ ହସ ଲାଗିଲା 😂 ଆଉ ରୂପା ଭାଉଜଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଆଉ ଭାଇ ତମର ଆଉ ମାମୁନି ଦିଦିଙ୍କ ମଜାକ ଦେଖି ବହୁତ ହସ ଲାଗିଲା 😂 ଆଉ ଭାଇ ଆଜି ପଖାଳ ଦିବସରେ ମୁଁ ପଖାଳକୁ ହିଁ ଛୁଇଁ ନାହିଁ 😅 ଆଉ ସତରେ ଭାଇ ଆଜିର vlog ଦେଖି ବହୁତ ସୁନ୍ଦର ଲାଗିଲା ଆଉ ସବୁବେଳେ ଏମିତି ହସୁଥାଓ ଲଭ ୟୁ ପିଣ୍ଟୁ ଭାଇ ରୂପା ଭାଉଜ ଆଉ ଖୁସି ମା ❤❤❤❤❤❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ 🙏
Bhai Namaskar 🙏❤
Bohut sundara lagila😍❤ mate bi bhai emiti khaiba bohut bhala lage❤😊
Happy pakhala divasa ❤❤
Happy pakhala divas all family members so sweet khushi ma💕💕💕 Jay Jagannath 🙏🙏🙏
ପଖାଳ ଦିବସ ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା ଭାଇ 😍❤️ ସବୁ ବେଳେ ଏମିତି ଖୁସି ରେ ରୁହ Bhai ♥️ bhaujo ♥️ love you Khushi maa ♥️😍
ସେମାନେ କାହିଁକି ଏତେ ଦୂରରେ ଘର କଲେ, ପାଖରେ କରିଥିଲେ ଭଲ ହୋଇଥାନ୍ତା |
Bhai vala lagila ❤sabu bele emiti khusire Ruha bhai ❤❤
😊Wow pintu bhai
ଆପଣଙ୍କ ଏପରି ଭାବେ ପଖାଳ ଦିବସ ପାଳନ କରିବାର ଦେଖି ବହୁତ୍ ହିଁ ଲୋଭ ଲାଗୁଛି । ପଖାଳ ପ୍ରତି😊🎉
Happy pakhala divasa ❤my favorite jodi nd fevorite golden family members nku ❤ ok miss u my qty baby khusbu❤ miss u Rupa ❤Pintu❤ runa 😢😢😢😢😢😢❤ok heartly miss u 😢😢😢😢
ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ‘ପଖାଳ’ର ସ୍ଥାନ ସର୍ବଦା ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ପାରମ୍ପରିକ ଖାଦ୍ଯ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ ମଧ୍ୟ ମୋର ଅତି ପ୍ରିୟ। ସମସ୍ତଙ୍କୁ 'ପଖାଳ ଦିବସ'ରେ ମୋର ଶୁଭେଚ୍ଛା ଜଣାଉଛି। 🥰
Happy pakhala divasa all members khusi maa tame city au sabu bele amiti city heiki ruha jay jagannath🙏🙏🙏🙏
Happy pakhal divas very nice khushi maa 😘😘love u so much all family members ❤❤❤❤❤love you khushi maa 🥰🥰🥰🥰Jay jagannath 🙏🙏🙏🙏
Happy pakhala ଦିବସ ଭାଇ ଭାଉଜ ଭିଡିଓ ଦେଖି ବହୁତ୍ ଭଲ ଲାଗିଲା ସବୁ ବେଳେ ଏମିତି ଖୁସିରେ ରୁହନ୍ତୁ ଜଗନ୍ନାଥ ମହାପ୍ରଭୁ ଭଲ ରେ ରଖନ୍ତୁ Jay jagannath mahaprabhu 😊❤😊
ମୋର ଏଇ ସବୁ ବହୁତ ପସନ୍ଦ ଆମେ v ଖାଇଲୁ Happy ପଖାଳ ଦିବସ ଭାଇ ଭାଉଜ all femily ❤
ମୋତେତ ବଡ଼ିଆ ଲାଗିଲା ସବୁଠୁ ପୋଡା ଦବ୍ୟ ସମସ୍ତେ ମିଳିମିଶି ଖାଇବା ସବୁଠୁ ବଡ଼ିଆ
ମୋର ତ ଲାଳ 😋ବାହାରି ଲାଣି
Satare Bhai Tama video dekhila bhuti Khushi laguchi ❤️❤️ mo Bhai ka family is best family ❤❤❤
Pintu Bhai lankata mo favourite Mo pain pathaidia😊😊😊😊😊
ଶୁଭ ପଖାଳ ଦିବସ ଆପଣ ଙ୍କ ପରିବାର କୁ ❤❤
ପଖାଳ ଦିବସ ର ହାର୍ଦିକ ଶୁଭେଛ ଓ ଶୁଭକାମନା ଭାଇ ❤❤ ଜୟ ଜଗନ୍ନାଥ
Pakhala pain gote like hou ❤
ହାପି ପଖାଳ ଦିବସ ପାଇଁ ଅଲ୍ ଫେମିଲି ଲୋଭ ୟୁ ❤❤❤❤❤
Aaji e pakhala dibasa re pakhala khaibara maja kichi niara aau taa pare medical jibara maja bii kichi niara.Tebe aasantu ame samaste pakhala dibasa ku palana kariba saha doctor mananku aau medicine bikreta mananku samrudha kariba.Happy pakhala dibasa😊😊
ବହୁତ ସୁନ୍ଦର ଭାଇ ପଖାଳ ଦିବସ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା
So beautiful family members ❤❤
Happy pakhala dibasa nana 💖 💓 💕 💗 ❤️ 💛 💖 💓 💕 💗 ❤️ 💛 💖 💓 💕 💗 ❤️ 💛 💖 💓 💕 💗 ❤️ 💛
Sabu khaiba mast heichi mo fav pakhal ku daladali paga 😋😋😋
Bhai happy pakhala divas to all family members ❤️❤️🙏🙏
Pintu bhai❤❤❤❤❤❤❤
Mo khushi ra kii ଢଗ😂😂😅😅
So cute khushi mama beautiful family ❤❤❤❤
So beautiful ❤all friends 🥳 happy pakhala dibasa 😋🤤😛 so cuty khusi ma 😅 I am Rasmita 🥰
ବହୁତ ବଢିଆ 👌👌🥰🥰
Happy ପଖାଳ ଦିବସ❤❤❤❤❤❤❤ God bless you ❤❤❤❤
Bhai video ti dekhi bahut bhala lagila video ti dekhi bahut khushi lagila aemiti sabubele shamaste mishiki ruhantu❤❤❤love you all family members🥰🥰🥰🥰
Jay Jagannath 🙏❤️🙏
Odisha re everyday pakhala dibasa💞
Aji mu Zambia re 1st time pakhala day celebrate karichi😋.....bahut dina pare Odisha ra khaiba khaichi🤩😋
ଜୟ ଜଗନ୍ନାଥ🙏ଲଭ ୟୁ ଖୁସି ମାମା, ରୂପା ଦିଦି, ପିଣ୍ଟୁ ଭାଇ ଆଣ୍ଡ ଲଭ ୟୁ ଅଲ ଫ୍ୟାମିଲି ମେମ୍ବର୍ସ💞💙💞
Jay jagannath 🙏ଭାଇ ଭାଉଜ ଙ୍କୁ happy pakhala dibas ଏମିତି ହସ ଖୁସିରେ ଥାନ୍ତୁ ଭାଇ ଖୁସି ମା ବହୁତ ଭଲ ସମସ୍ତେ ଏମିତି ଭଲ ରେ ଥାନ୍ତୁ lovu all family all tha best 🙏
Ajir vlog bahut bhal lagila Bhai ❤❤samaste emiti khusi re ruhantu
Ame odia vari badhia jay jaganath happy pakhal divas❤
ପଖାଳ ଦିବସ ରେ ମୋ ତରଫରୁ ଆପଣଙ୍କୁ ଢେର୍ ସାରା ଶୁଭେଚ୍ଛା ❤ ଖୁସି ମା ଜୟ ଜଗନ୍ନାଥ 🙏🙏🙏
ନୂଆ ମା ବହୁତ ସୁନ୍ଦର ❤❤
🙏ଜୟ ଜଗନ୍ନାଥ 🙏ପଖାଳ ଦିବସର ଅନେକ ଅନେକ ଶୁଭେଚ୍ଛା 🟣🟣ଆମ ଓଡିଆ ଙ୍କ ପାଇଁ ପଖାଳ ବହୁତ ବଡ଼ିଆ ଆପଣଙ୍କ ଘରେ ପଖାଳ ଦିବସ ରେ ଯେଉଁ ପୋଡା ଆଇଟମ ହୋଇଛି ପୁରା ଖାଣ୍ଟି ଓଡ଼ିଆ ଖାଇବା 🟣❤️❤️love you khushi ma ❤️❤️
Bahut bholo lagila pakhalo divas❤❤❤❤❤❤❤
Happy phakhala dibasa❤❤❤❤❤❤❤😊😊😊😅😅
ଭାଇ ଦେଖିକି ଭୋକ ଲାଗିଲାଣି 😋😋
ପଖାଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ❤❤❤❤
ଜୟ ଜଗନ୍ନାଥ ଭାଇ ଭାଉଜ ❤❤❤ହାପି ପଖାଳ ଦିବସ ଭାଇ ଭାଉଜ ଆଉ ପୁରା ପରିବାର କୁ ❤❤❤❤❤
ବେଶି ଭଲ। ଲାଗୁଥିଲା ତମ ସେଇ ପୁରୁଣା ଘର ମୁ ତମ ଭିଡିଓ ଦେଖିକି। ଘରେ ସେଇ ଖାଇବା ବ୍ବନେଇବାକୁ ଚେଷ୍ଟା କରେ। କିନ୍ତୁ ଘର ଭଳିଆ ଟେଷ୍ଟ ହୁଅନି😢 I miss u ପଖାଳ ପଖାଳ। ର ସ୍ଵାଦ। ମାଛ କି ମାଂସ ରେ ନଥାଏ ସ୍ଵାଦ ଥାଏ। ବଡ଼ି ଶାଗ ବଡ଼ି ଆମ୍ବ ଛେଚା ସାରୁ ଚଟଣୀ। ଆଳୁ ଚଟଣୀ କଞ୍ଚା ଟମାଟୋ
Happy pakhala divas all family members🙏🙏 so cute khushi maa👌 love you khushi maa❤love you all family members❤❤emiti khushi re ruha sabubele🙏🙏 beautiful family🙏🙏
Happy family members and friends Khushi maa love you so much jay jagannath bhalre rakhntu sabu bele love you so much ❤❤🙏🙏❤️❤️👌👌😘😘😘😍😍
Nice video Bhai and bhauja love you all 🙏🙏🙏🙏🙏🙏🙏🙏💗💗💗💗💗💗💗💗💗💗
ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭ କାମନା ଜୟ ଜଗନ୍ନାଥ 🙏🙏🙏
Happy Pokhala Divas bhai bhauja ❤ love you ❤❤
Ama odia nka Pani sabu dina pakhala dibasa ❤ kintu sabudina pakhala khaiba ku future ra bajaya rakhibaku gota dina special day miba kichi ta niara ❤❤ happy pakhala dibasa all 💞 Jay Jagannath Jay bharat God bless you too all ❤❤❤❤
Bahut sundar heichi Bhai ❤❤❤
ବିଶ୍ଵ ପଖାଳ ଦିବସର ଆପଣଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଶୁଭକାମନା 🍚😋 ।
Pintu Bhai Rupa bhauja bahut sundara parivar
Beautiful family members❤❤ God bless you all💕love you Khushi Maa❤❤Jay Jagannath🙏🙏🙏
Ajira vedio bohut bohut badhia lagila ❤😍
Happy pakhala devas❤️wahhh pakhala saha ete sara items sabu ama bhauja jamei dele😂😂❤️❤️sabu ekathi hei khaile dekhiki bahut khusi laguchi.❤️❤️
ପଖାଳ ଦିବସ ଅବସରରେ ଭାଇ ଭାଉଜ ସମସ୍ତ ପରିବାର ଓ ଖୁସି ମା କୁ ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା ଭଗବାନ ତୁମର ମନସ୍କାମନା ପୂର୍ଣ୍ଣ କରିବେ ଜୟ ଜଗନ୍ନାଥ ❤❤❤❤❤❤❤❤
Happy pakhala dibasa all family members 🥰🥰😍😍😍❤🥰🥰❤
Love you khushi maa ❤❤❤ so cute pintu bhai & rupa didi ❤ happy pakhala dibasa ❤ all family members 🥰🥰🥰
Cuty angle Khushi maa God bless you