Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆପଣଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ ପଡୁଛି ସୁଧାଂଶୁ ବାବୁ
ଧନ୍ୟବାଦ୍ ସୁଧାଂଶୁ ସାର, ସାହସିକ ପଦକ୍ଷେପ।
ସୁଧାଂଶୁ। ବାବୁ ଆପଣଙ୍କ ନିର୍ଭୀକତା ଏବଂ। ଚାଲେଞ୍ଜ ଦିଆ ଜବାବ ସୁଆଲ ପାଇଁ। ଆପଣଙ୍କୁ କୋଟି। ସଲାମ୍ ଆପଣଙ୍କୁ ଜଗନ୍ନାଥ ସହାୟ। ହୁଅନ୍ତୁ। ବଜରଙ୍ଗ। ବାବା ଦୃଷ୍ଟି। ଦିଅନ୍ତୁ। କାରଣ। ପଛରେ ଶତ୍ରୁ କିଛି ନୂଆ ନୁହେଁ
God bless you
ସୁଧାଂଶୁ ଭାଇ ଧନ୍ୟବାଦ ସେଲୋକ କୁଟି ଅଛନ୍ତି
Jaya sri Ram variy good sudhanshu bhai
Thanks for your best news about corrouption
ଆପଣଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି 🙏🙏🙏
ଧନ୍ୟବାଦ ଶୁଦ୍ଧାଂଶୁ ଭାଇ। ଆପଣ ଦୁର୍ନୀତି ପଦାକୁ ଆଣୁଛନ୍ତି କିନ୍ତୁ ସରକାର ତଦନ୍ତ କରି ଦଣ୍ଡ ବିଧାନ କରୁ ନାହାନ୍ତି କାହିଁକି କିଛି ଜଣା ପଡୁ ନାହିଁ।
ଧନ୍ୟବାଦ sir, ବହୁତ ବହୁତ ବହୁତ ଧନ୍ୟବାଦ ଆପଣକୁ ଆଜ୍ଞା !
ସୁଧାଂଶୁ ଭାଈ ଯନ୍ତ୍ରୀ କୁ ଛାଡ ପ୍ରୁବତନ ନଗର ଉର୍ଣ୍ୟନ୍ ମନ୍ତ୍ରୀ କୁ ଧର ସବୁ କେରାଣ୍ଡି ମହୁରଦି ଆପେ ଧର ପଡ଼ିବେ
Tnq so mch,keep it up,God bless u.
Eimane odishaku lutuchanti.emananku danda diantu.thanks Bhai for your presentation.eimane heuchanti prakruta chora
ବହୁତ ବହୁତ ଧନ୍ୟବାଦ ସୁଧାଂଶୁବାବୁ, କଥାରେ ଅଛି "ଖଜୁରୀ ଗଛରେ କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ "ବିଭାଗୀୟ ପିଅନ ଠାରୁ ଆରମ୍ଭ କରି ମୁଖ୍ୟସଚିବ ପର୍ଯ୍ୟନ୍ତ ସବୁ ଦୁର୍ନୀତିରେ ବୁଡିଛନ୍ତି, ଗତ 24 ବର୍ଷର ସରକାରରେ ବିକାଶ ନୁହେଁ ବିନାଶ ହିଁ ହୋଇଛି, ବିକାଶପାଇଁ ଯାହାବି କରିଛନ୍ତି ତା ମୂଳରେ ଉଦ୍ଧେଶ୍ୟ ଥିଲା ଦୁର୍ନୀତି, ଓଡ଼ିଶାର ଲୋକମାନେ ସରଳ ବିଶ୍ୱାସୀ, ସେମାନେ ଦେଖିଲେ ଶୁଣିଲେ ବିକାଶ ହେଉଛି, ହେଲେ ସେ ବିକାଶ ପଛରେ ଯେ ଦୁର୍ନୀତିର ଦୁର୍ଗନ୍ଧ ବାହାରିବ ତାହା କିଏ ଜାଣିଥିଲା?ବର୍ତମାନ ସମୟ ଆସିଛି ନୂଆ ସରକାର ଏଥିପ୍ରତି ଦୃଷ୍ଟିଦେଇ ଦୋଷୀଙ୍କୁ ଦଣ୍ଡଦେଲେ ତାହା ହିଁ ଓଡିଶା ରାଜ୍ୟପ୍ରତି ଉଚ୍ଚିତ ନ୍ୟାୟ ହେବ, ଜୟ ଜଗନ୍ନାଥ 🙏🙏🙏
God bless you for this dairing news
bhai bahut bahut dhanyabad tumaku, ete dina pare dekhili jia ki kahaku khatiri karuni .🙏🙏
ସବୁ news ଵାଲା ବଜାଉଛନ୍ତି କିନ୍ତୁ ଧରାଯାଉଥିବା ଲୋକଙ୍କ ଉପରେ କଣ ଦଣ୍ଡ ହେଉଛି, ତାଙ୍କ ସମ୍ପତି ବ୍ୟାଯାପ୍ତ ହେଉ
E Bhali Sahas Odisha Sambadika Jagatare Jane One Man Don Sudhanshu Sir
ପାଣ୍ଡିଆନ ବବି ଦାସ ଉପରେ କଣ ଆକ୍ସନ ନେଲା
Dhanyabad focusplus
Best news
ୟେ ଚୋର ଗୁଡ଼ାକୁ ଓଡିଶାବାସି ପ୍ରତ୍ୟାଖାନ କରିଛନ୍ତି ତୁରନ୍ତ ଏକ୍ସନ ନିଅନ୍ତୁ ମୋହନ ସରକାର 🙏🙏
Sudhanshu Bhai great 👍👍👍💯
ଏହି ପୂର୍ଣ୍ଣ ମହାପାତ୍ର ବୋପା ପଇସା ନୁହେଁ , ଯଦି କିଛି ଖାଇଛ , ଯଦି ତମ ପାଖରେ କିଛି କୋଠା ବାଡ଼ି, ଧନ ସମ୍ପଦ ଅଛି, ତାହେଲେ ସେ ସବୁ ବିକି, ଜଗନ୍ନାଥଙ୍କ ହୁଣ୍ଡି ରେ ଦାନ କରି ଦିଅନ୍ତୁ। ନଚେତ ତୁମ ବଂଶ ଲୋପ ପାଇଯିବ।
Sudhansu bu Thanks u hv collected all data’s & bringing to knowledge of general public
ଯଦି OBCC କେଳେଙ୍କାରୀ କରିଛନ୍ତି ମହାପ୍ରଭୁ କେବେବି କ୍ଷମା ଦେବେନି, ନିଶ୍ଚିତ ସେ ଦଣ୍ଡ ଦେବେ, ଖୁବ ଶୀଘ୍ର ଏହା ତଦନ୍ତ ହେବା ଜରୁରୀ 🙏
Odia Sandha Dhanyabad
Thanks 👍. Focus. Plus. Chanel. Sudhansu. Bhai
Bhai agei chalantu, E dakayat nku baharaku anantu.
ବଡ଼ ଖୁଲାସା Good News sir
Right the news
ଧନ୍ୟବାଦ ଭାଇ।
Jay Sri jagannath bless Sudhanshu babu.namaste 🙏
ଆପଣଂକୁ ସମସ୍ତେ ଧନ୍ୟବାଦ ଜଣାଉଛୁ
Bhai, sahe, salam
Madi chala sudhanshu bhaiJay bajarangbali
So thanks
ପଞ୍ଚାୟତରେ ଆଲୋକୀକରଣ କେଉଁ ବିଭାଗ କରୁଥିଲା ତାହାର ତଦନ୍ତ କରାଯାଉ ।
🎉🎉thank you❤❤🎉🎉
Jai ho sudhanshu babu for saving our soil from corruption
ଆପଣଙ୍କ ସାହାସ କୁ ଧନ୍ୟ ବାଦ
ଏମାନେ ତ ଇଂରେଜ ମାନଙ୍କଠାରୁ ବଳିଗଲେ
Bhai ye dakaayat mananka birudha re drudhha karjyanushana heba paryanta ahipari chaalu rakhi thantu Jay Shree Jagannath 🙏🙏
ସୁଧାଂଶୁ ବାବୁ ଆମ ସରକାର କ'ଣ କିଛି ସମସ୍ୟାର ସମାଧାନ କରିବେ ନା ଭୟ କରୁଛନ୍ତି , ଆପଣ ଯେତେ ସବୁ କହିଲେଣି ସରକାର ନିରବଦ୍ରଷ୍ଟା କେଵେଏ ସବୁର ବିଚାର ହେବ ଓଡ଼ିଶା ବାସି ଅପେକ୍ଷାରେ । ଆପଣ ଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅଛନ୍ତି ଆଗକୁ ମାଡିଚାଲ ।ଜୟ ଜଗନ୍ନାଥ।
ଯେତେ ଯାହା ଦେଖାଉଛନ୍ତି ତାହା କଣ ବାସ୍ତବରେ ଏଇ ସରକାର ଏଇ ଲୁଟେରା ମାନଙ୍କୁ କିଛି କରି ପାରିବେ କିଛି ନାଇ ସୁଧାଂଶୁ ବାବୁ। ଆପଣ ପାଟି କରି ଚାଲି ଥିବେ ମୋର ମତାମତ ଠିକ୍ କି ନୁହେଁ କମେଣ୍ଟ ବକ୍ସ ରେ ଜଣାଇବେ ଧନ୍ୟବାଦ୍
Dhanyawad Sudhanshu babu 🎉🎉
Right bro ପୁରୀ ରେ କାମ କମ କରି ଅଧିକ ଲୁଟିଛନ୍ତି
ଏତେ ଖୁଲାସା ପରେ ବି ଅନ୍ଧ ବିଜେପି ସରକାର କିଛି ପଦକ୍ଷେପ ନେବ ନାହିଁ।
10:00
ତୁମ ଗେଣ୍ଡା ଦଳ ସରକାର ବୋଧେ ଆଖିରେ କଣ୍ଟା ଖୋସି ଥିଲା ବୋଧେ ନୁହେଁ, ନହେଲେ ଜାଣିପରିଲେନି କେମିତି...!!
Mohan Abe nisahaya
ଠିକ୍ କହିଛ ଭାଈ BJP ସବୁ ଜାଣି ଚୁପ୍
Salute ur media..ur strongest
ସୁଧାଂଶୁ ସାର୍ ଆପଣଙ୍କ ବାର୍ତ୍ତା ବହୁତ ଶୁଣିବାକୁ ଇଚ୍ଛା ହେଉଛି ହେଲେ କେବେ ସେମାନଙ୍କୁ ଦଣ୍ଡ ମିଳିବ ନା ଆମେ ଏମିତି ଶୁଣୁଥିଲୁ ❤
ସୁଧାଂଶୁ ବାବୁ ଆପଣଙ୍କୁ ଜଗନ୍ନାଥ ଆଶ୍ରିବାଦ କରନ୍ତୁ
M.ghian purna ku Jail patheiba darkar
ସାର୍ ଆପଣ ଖୁଲାସା କଲା ପରେ ବି bjp ୟାକସୌନ ନଉନୀ କେମୀତୀ bjp
ବହୁତ ଖୁବ
Present Government Honorable CM Sir take appropriate action and investigate into it by the proper authority. It's not a small corruption.
CBI inquiry heu .
Thank you sir
ଠାକୁର ଆପଣ ଙ୍କୁ ଆଶୀର୍ବାଦ କରିବେ ଆମ ପରମାୟୁ ଠାକୁର ଆପଣଙ୍କୁ ଦିଅନ୍ତୁ ❤🙏👍
Damdar reporting...
Sarkar tike najar pakantu Sudhanshu bhai jaha kahuchanti taha 100%write
Apko thanks bhai good reporter
Jay jaganath Jay jaganath
Thank you. Sudhansu. Babu
Pura nagna heijaichanti sir thank you for your information
God bless you bhai
Excellent Sudhansu babu
Best news God bless you❤❤❤❤
Sudhansu babu aapana top journalist.jaha hou sabu durniti katha sabu kholi parucha.aapana Jane great man.
👍👍 Good job 👍👍
Sabaas Sudhansu babu
Bravo 👍
ମାଡି ଚାଲ
Right
Sudhanshu babu you are great
ସୂପର
Excellent 👌👍 keep exposing brother.... doing good work 👏💯
SANDHA MARKA BHAI. JAI HO
Thank you
🙏 nice job bro
True Hero of Odisha
Very nice
TQ
Good 👍 ae vali sambadika odisha ku darkar thila 🦸
ସୁଧାଂଶୁ ଭାଇ ଆଗେଇ ଚାଲ,,, ଆମେ ତୁମ ସହିତ ଅଛୁ,,,,👍👍
Good bhai
Jay Jagannath Prabhu chakadora shabu dekhuchhi
Very nice 🎉🎉🎉
Sudhanshu bhai is a great 👍👍👍👍👍👍 man so good
Sure
Satyameba Jayate right
Jay Shri Ram
God bless you sudhansu babu
Good
Very good news
Real hero
Right କହିଲେ bhai
Sudhansu Babu focus plus aka badhia channel au taku besi lokapriya karichi apankara nirbhikata dayakari news dekheibeki chilika development authority under re ansupa khola pae asithiba 24koti kn hela
ଭାଇ ଆପଣଙ୍କୁ 🙏
ମହାନାୟକ ହେଉଛନ୍ତି ସୁଧାଂଶୁ ରାଉତ
🙏please apan tike mohan sir nku abagata karantu

Madi chala sudhanshu bhai
Jay bajarangbali
So thanks
ପଞ୍ଚାୟତରେ ଆଲୋକୀକରଣ କେଉଁ ବିଭାଗ କରୁଥିଲା ତାହାର ତଦନ୍ତ କରାଯାଉ ।
🎉🎉thank you❤❤🎉🎉
Jai ho sudhanshu babu for saving our soil from corruption
ଆପଣଙ୍କ ସାହାସ କୁ ଧନ୍ୟ ବାଦ
ଏମାନେ ତ ଇଂରେଜ ମାନଙ୍କଠାରୁ ବଳିଗଲେ
Bhai ye dakaayat mananka birudha re drudhha karjyanushana heba paryanta ahipari chaalu rakhi thantu
Jay Shree Jagannath 🙏🙏
ସୁଧାଂଶୁ ବାବୁ ଆମ ସରକାର କ'ଣ କିଛି ସମସ୍ୟାର ସମାଧାନ କରିବେ ନା ଭୟ କରୁଛନ୍ତି , ଆପଣ ଯେତେ ସବୁ କହିଲେଣି ସରକାର ନିରବଦ୍ରଷ୍ଟା କେଵେଏ ସବୁର ବିଚାର ହେବ ଓଡ଼ିଶା ବାସି ଅପେକ୍ଷାରେ । ଆପଣ ଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅଛନ୍ତି ଆଗକୁ ମାଡିଚାଲ ।ଜୟ ଜଗନ୍ନାଥ।
ଯେତେ ଯାହା ଦେଖାଉଛନ୍ତି ତାହା କଣ ବାସ୍ତବରେ ଏଇ ସରକାର ଏଇ ଲୁଟେରା ମାନଙ୍କୁ କିଛି କରି ପାରିବେ କିଛି ନାଇ ସୁଧାଂଶୁ ବାବୁ। ଆପଣ ପାଟି କରି ଚାଲି ଥିବେ ମୋର ମତାମତ ଠିକ୍ କି ନୁହେଁ କମେଣ୍ଟ ବକ୍ସ ରେ ଜଣାଇବେ ଧନ୍ୟବାଦ୍
Dhanyawad Sudhanshu babu 🎉🎉
Right bro ପୁରୀ ରେ କାମ କମ କରି ଅଧିକ ଲୁଟିଛନ୍ତି
ଏତେ ଖୁଲାସା ପରେ ବି ଅନ୍ଧ ବିଜେପି ସରକାର କିଛି ପଦକ୍ଷେପ ନେବ ନାହିଁ।
10:00
ତୁମ ଗେଣ୍ଡା ଦଳ ସରକାର ବୋଧେ ଆଖିରେ କଣ୍ଟା ଖୋସି ଥିଲା ବୋଧେ ନୁହେଁ, ନହେଲେ ଜାଣିପରିଲେନି କେମିତି...!!
Mohan Abe nisahaya
ଠିକ୍ କହିଛ ଭାଈ BJP ସବୁ ଜାଣି ଚୁପ୍
Salute ur media..ur strongest
ସୁଧାଂଶୁ ସାର୍ ଆପଣଙ୍କ ବାର୍ତ୍ତା ବହୁତ ଶୁଣିବାକୁ ଇଚ୍ଛା ହେଉଛି ହେଲେ କେବେ ସେମାନଙ୍କୁ ଦଣ୍ଡ ମିଳିବ ନା ଆମେ ଏମିତି ଶୁଣୁଥିଲୁ ❤
ସୁଧାଂଶୁ ବାବୁ ଆପଣଙ୍କୁ ଜଗନ୍ନାଥ ଆଶ୍ରିବାଦ କରନ୍ତୁ
M.ghian purna ku Jail patheiba darkar
ସାର୍ ଆପଣ ଖୁଲାସା କଲା ପରେ ବି bjp ୟାକସୌନ ନଉନୀ କେମୀତୀ bjp
ବହୁତ ଖୁବ
Present Government Honorable CM Sir take appropriate action and investigate into it by the proper authority. It's not a small corruption.
CBI inquiry heu .
Thank you sir
ଠାକୁର ଆପଣ ଙ୍କୁ ଆଶୀର୍ବାଦ କରିବେ ଆମ ପରମାୟୁ ଠାକୁର ଆପଣଙ୍କୁ ଦିଅନ୍ତୁ ❤🙏👍
Damdar reporting...
Sarkar tike najar pakantu
Sudhanshu bhai jaha kahuchanti taha 100%write