DUSMANTA SAKUNTALA-ଦୁଷ୍ମନ୍ତ ଶକୁନ୍ତଳା || PART-2 || GAYIKA BRUNDABATI DASH || SARADA TV

Поделиться
HTML-код
  • Опубликовано: 7 фев 2025
  • Topic-ଦୁଷ୍ମନ୍ତ ଶକୁନ୍ତଳା -Dusmanta sakuntala -Badipala by
    Gayika susri bharati Brundabati dash
    PART-2
    SARADA TV
    Badipala by Gayika Susri bharati Brundabati Dash and Gayika Prabhati Swain
    Thank you for watching this video. If you like this video then please hit the like button, share, and do subscribe to our channel for more such videos, also comment about your feedback in the comment section.
    Also, watch more videos on these Playlists:-
    ODIA PALA BHAJAN- • ODIA PALA BHAJAN .
    ODIA PALA COMEDY- • ODIA PALA COMEDY .
    ODIA PALA ODISHI- • ODIA PALA ODISHI .
    FOLLOW US ON:-
    RUclips:- / @saradatvodia .
    Facebook:- www.facebook.c....
    Facebook Page:- / sarada-tv-odia-1029006... .
    Twitter:- / tv_sarada .
    --------------------------------------------------------------
    ପାଲା -
    ପ୍ରାଚୀନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟ ରେ ଏମିତି ଏକ କାର୍ଯ୍ୟକ୍ରମ ଯେଉଁଥିରେ ଆଧ୍ୟାତ୍ମିକ ଶିକ୍ଷଣୀୟ ଏବଂ ମନକୁ ଶାନ୍ତି ପ୍ରଦାନ କରୁଥିବା ଏକ କାର୍ଯ୍ୟକ୍ରମ ତାହା ହେଉଛି ଓଡ଼ିଆ ପାଲା, ଏହି ପାଲା ମଂଚ ସବୁ ବହୁ ପ୍ରାଚୀନ ଏବଂ ଯେତେବେଳେ ଅନ୍ୟ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ନ ଥିଲା ସେତେବେଳରୁ ହିଁ ଏହା ପ୍ରଚଳିତ ହୋଇ ଆସୁଅଛି, ବର୍ତମାନ ଯୁଗରେ ବହୁ ମନୋରଞ୍ଜନ ମାଧ୍ୟମ ସବୁ ଖୋଲିଗଲା ପରେ ଅନେକ ଯୁବ ପିଢ଼ି ଏଥିରୁ କ୍ରମଶଃ ସ୍ପୃହହୀନ ହୋଇ ପଡୁଛନ୍ତି କିନ୍ତୁ ସେମାନେ ବୋଧ ହୁଏ ଜାଣି ନାହାନ୍ତି ପାଲାର ପ୍ରାଚୀନ ପରମ୍ପରା ଏବଂ ଅନେକ ଗୁଡିଏ ପୁରାଣ ଶାସ୍ତ୍ରରୁ ଉଧୃତ ଏହି ପାଲା ସଂସ୍କୃତି ଯେ କେତେ ମହାନ ଏବଂ କେତେ ଯେ ଶିକ୍ଷଣୀୟ କଥା ଆମର ସମାଜର ନୀତି ଦିନର ଚଳଣି ଉପରେ ପ୍ରଭାବ ପକାଏ ତେଣୁ ମୋର ବିଜ୍ଞ ଦର୍ଶକ ସମାଜ ଏହି ପ୍ରାଚୀନ ସାଂସ୍କୃତିକ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମଟିକୁ ଦେଖନ୍ତୁ ଏବଂ ଏହାର ମାର୍ମିକ ତତ୍ୱ ଉପରେ ମନ ନିବେଶ କରନ୍ତୁ |
    --------------------------------------------------------------
    COPYRIGHT DISCLAIMER:-
    All copyrights are reserved by Sarada Tv. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
    --------------------------------------------------------------
    #saradatv
    #Dusmantasakuntala
    #gayikabrundabatidash

Комментарии • 7

  • @basantigiri8409
    @basantigiri8409 2 месяца назад +1

    Gaika madam tumo swaro ki sunder .God bless you.

  • @basantigiri8409
    @basantigiri8409 2 месяца назад +1

    Swaro tuma ki madhura .

  • @Uttam.K.BUttam.K.B
    @Uttam.K.BUttam.K.B 2 месяца назад +1

    ବୃନ୍ଦାବତୀ ଦିଦି ଆପଣଙ୍କ କଣ୍ଠସ୍ଵର ବହୁତ ମଧୁର,ଆମର ସଂସ୍କୃତି ପରମ୍ପରା କେତେ ଯେ ମହାନ, ଦୁଷ୍ମନ୍ତ୍ ଶକୁନ୍ତଳା ବିଷୟଟି ବହୁତ ଭଲ ଲାଗିଲା,ଗାୟିବାର ଶୈଳୀ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କଲେ,,ଅତ୍ୟନ୍ତ ସୁନ୍ଦରମନ ଛୁଆ ସଂଗୀତମୟ ପାଲା ଦେଖି ଆତ୍ମତୃପ୍ତି ହୃଦୟ ସ୍ପର୍ଶୀ ଲାଗିଲା,ବିଦ୍ଵାନ ଦିବ୍ୟତ୍ମା ଗାୟିକା ସୁଶ୍ରୀ ବୃନ୍ଦାବତୀ ଦିଦିଙ୍କୁ ମୋର ଭକ୍ତିପୁତ ପ୍ରଣାମ ପାଲା ମାଧମରେ ଅନେକ କିଛି ଜ୍ଞାନ ଅର୍ଜନ କଲୁ,ସମସ୍ତ କଳାକାର ବୃନ୍ଦଙ୍କୁ ମୋର ଅଶେଷ ଅଶେଷ ହାର୍ଦ୍ଧିକ ସାଧୁ ବାଦ ସହ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛୁ,ପ୍ରଭୁ ସତ୍ୟ ନାରାୟଣ ଆପଣଙ୍କୁ ମଙ୍ଗଳ ବିଧାନ କରନ୍ତୁ, ଧନ୍ୟବାଦ୍,

  • @okilbehera823
    @okilbehera823 3 месяца назад +2

    Sundar pala

  • @submajhonycaptbikramkeshar7727
    @submajhonycaptbikramkeshar7727 3 месяца назад +1

    Bahuta sundara pala paribesana. Really amazing....

  • @gangadharpanigrahi5027
    @gangadharpanigrahi5027 3 месяца назад

    Excellent.

  • @BijaykumarHarichandn-vb2on
    @BijaykumarHarichandn-vb2on 3 месяца назад

    Gaika bhala palia Mane bhala nuhna