Bichara Hrudaya || Studio Version ||Humane Sagar ||Arpita Choudhury ||Somesh Satpathy ||Rakesh Dash

Поделиться
HTML-код
  • Опубликовано: 18 ноя 2021
  • #BicharaHrudaya#HumaneSagar#Arpita Choudhury
    Song Credits
    ♪ Music Video - Bichara Hrudaya
    ♪ Singer - Humane Sagar , Arpita Choudhury
    ♪ Lyrics - Rakesh Dash
    ♪ Music Director - Somesh Satpathy
    ♪ Keyboard Programmer : Piku Rath
    ♪ Rhythm : Christo Mathews
    ♪ Flute : Abhiram Nanda
    ♪ Producer - S Tanmaya Mohanty
    ♪ Recorded Mixed Mastered @ Somesh Studio
    ♪Studio Version DOP : Milan
    ♪ Editing / Colour : Milan
    ♪ Poster : siba
    online streaming links
    ♪ Jiosaavn
    www.jiosaavn.com/song/bichara...
    ♪Gaana
    gaana.com/song/bichara-hrudaya
    ♪ Wynk.in
    wynk.in/u/kNxtzj1km
    (Female):
    ଶୀତ ରାତି ରେ ଉଷୁମ ଛୁଆଁ ଟେ ତୁ,
    ସେଇ ଛୁଆଁ ରେ ମୁଁ ମଲି..
    (Male):
    ସଜ ସକାଳେ କାକର ବୁନ୍ଦା ଟେ ତୁ,
    ସେଠି ଚମକେ ମୁଁ ଖାଲି..
    (Female):
    ଝାଟି ମାଟି-ମୋ,
    ହୃଦୟ ସାରା,
    ଅଙ୍କିଲୁ ଚିତା କାଇଁ କହ ରେ..
    ଏବେ ନିଦ ରୁ,
    ଚେଇଁ ଉଠିଲେ,
    ସୁରୁଜ ଉଏଁ ଖାଲି ରାତି ରେ..
    (Male, female):
    ବିଚରା ଏ ହୃଦୟ ତୋ ପ୍ରେମ ରେ କାଇଁକି ପଡେ ରେ.. (0)
    Antara 01:
    (Male):
    ତତେ ମୁଁ ପାଇ ରେ,
    ସବୁ କିଛି ଆଜି ପାଇଛି, ହଁ ପାଇଛି..
    ତୋ ହୃଦୟ ଜମି ରେ ଜାଗା ଟିଏ ବୋଧେ କିଣିଛି..
    (Female):
    ହୃଦୟ ଅମିନ,
    କାମ ତୋର ବୋଲି ଜାଣିଛି, ହଁ ଜାଣିଛି,
    ସେଥି ପାଇଁ ତତେ, ମନ ମୋର ଆଜି ବିକିଛି..
    (Male):
    ଆଜି ପଦୁଅଁ,
    ଯାଏରେ ଫୁଟି,
    ଚାଲିଲେ ବାଟ ସାରା ତୁହି ରେ..
    ଲକ୍ଷେ ଫଗୁଣ,
    ମଉଳି ଯାଏ,
    ରଙ୍ଗ ଝରେ ଦିନ ରାତି ରେ..
    (Female, Male):
    ବିଚରା ଏ ହୃଦୟ ତୋ ପ୍ରେମ ରେ କାଇଁକି ପଡେ ରେ.. (1)
    Antara 02:
    (Female):
    ଅବୁଝା ହୃଦୟ,
    ଆନ ମନା ହେବ ଜାଣିଛି, ହଁ ଜାଣିଛି..
    ତୋ ପ୍ରେମରେ ପଡିକି ସବୁ କିଛି ଭଲ ଲାଗୁଛି..
    (Male):
    ପାଗଳ ପ୍ରେମିକ,
    ପ୍ରେମ ରେ ତୋର ମୁଁ ଭିଜୁଛି, ହଁ ଭିଜୁଛି..
    ତୋ ମନ ଲଫାପା ରେ, ନାଁ ମୋର ଲେଖି ଦେଇଛି..
    (Female):
    ପ୍ରେମ ଏମିତି,
    ଛୋଟ ଶିଶୁ ଟେ,
    ଖେଳନା ମାଗେ ମନ ହାଟ ରେ..
    ଯେତେ ପାଇଲେ,
    ପଡେ ନିଅଣ୍ଟ,
    ଚାହେଁ ସେ ଆଉ ଟିକେ ପୁଣି ରେ..
    (Male, female):
    ବିଚରା ଏ ହୃଦୟ ତୋ ପ୍ରେମ ରେ କାଇଁକି ପଡେ ରେ..
    #BicharaHrudaya #HumaneSagar #ArpitaChoudhury #SomeshSatpathy #OdiaRomanticVideoSong #Humane #RakeshDash #DevanshiEntertainment #OdiaRomanticSongs #OdiaVideoSong2021
    FOLLOW US
    INSTAGRAM - / devanshientertainment1
    FACEBOOK - / devanshientertainment
    * ANTI-PIRACY WARNING *
    This content is Copyright to "SHORTED CUBE SOLUTIONS PRIVATE LIMITED " . Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented.
    @2021. All copyrights reserved with "SHORTED CUBE SOLUTIONS PRIVATE LIMITED ".
  • ВидеоклипыВидеоклипы

Комментарии • 78