ଦୁର୍ଗା ଭୂୟାଁ ଙ୍କ ମନର କଥା
HTML-код
- Опубликовано: 19 сен 2024
- KANHA SWAIN ODIA JATRA
ଦୁର୍ଗା ଭୂୟାଁ ଙ୍କ ମନର କଥା
ଏହା ଏକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଯଦି ଆପଣ ମାନଙ୍କୁ ଭଲଲାଗେ ତେବେ ମୋ ଚ୍ୟାନେଲ ଟିକୁ LIKE SHARE SUBSCRIBE କରିବେ ଆଉ ଯଦି କିଛି ଭୁଲ୍ ଥାଏ ମୋତେ କ୍ଷମା କରିଦେବେ ଜୟ ଜଗନ୍ନାଥ ଜୟ ମା ଶିବାନୀ ଜୟ କଳା
🙏🙏🙏🙏🙏🙏🙏❤️❤️❤️❤️❤️❤️
ମହାନ୍ ଅଭିନେତା ପ୍ରଣାମ 🙏🙏🙏🙏🙏🙏🙏
ଦୁର୍ଗା ଭାଇ ଆମ ଗାଆଁ କୁ ସୁବର୍ଣ୍ଣ ରେଖା ଓପେରା ରେ ଦୁଇ ଥର ଓ ପରେ ପରେ ଜନତା ଗଣନାଟ୍ୟ ଆଉ କ'ଣ କ'ଣ ଯାତ୍ରା ପାର୍ଟିରେ ପ୍ରାୟ ପାଞ୍ଚ ଥର ଆସିଛନ୍ତି ।ସେ ଯେତେବେଳେ ହିରୋଇନ୍ ରୋଲ୍ କରୁଥିଲେ ତାଙ୍କୁ ବାହାରେ ବୁଲାବୁଲି କରିବା କଡ଼ା କଡ଼ି ଭାବେ ମନା ଥିଲା ।ସେ ସତରେ ଜଣେ ଝିଅ ପିଲା ଭଳି ଲାଗୁଥିଲେ ।ପରେ ସେ ଅନ୍ୟାନ୍ୟ ନାଟକରେ ପୁଅ ରୋଲ କଲେ ।ଗୀତ ମଧ୍ୟ ଭଲ ଗାଆନ୍ତି । ମୁଁ ଓଡ଼ିଶା ରେ ବହୁତ ମଞ୍ଚରେ ତାଙ୍କ ସହିତ ସାକ୍ଷାତ କରିଛି ।ସେ ମୋତେ ଦେଖିଲେ ନିଶ୍ଚୟ ଚିହ୍ନିବେ ।ଆମ ଗାଆଁ ଝାଡ଼ଖଣ୍ଡ ର ସିଂହଭୂମି ର ଚକ୍ରଧରପୁର ପାଖ "କେରା "। ଦୁର୍ଗା ଭାଇଙ୍କର ନିଶ୍ଚୟ ମନେ ଥିବ । ମାଆ କେରା ଠାକୁରାଣୀଙ୍କ ପାଖରେ ବଳି ପକାଇ ଭୋଜି ଭାତ ହେଇଥିଲା ।
Kana val very nice so nice
Great personality Great Actor 🙏🙏🙏
Subarna Rekha Is Good. He Is Very Good Actor. His Acting Always 90 Per Plus. Omm Sri Sri Jagannathy Namah. (🙏🙏🙏)
Jatra duniara prkash raj Kanha rupa raijar raj kumari sindur sajila kalanka tika chhata chinhare vote dia I am big fan of you
କାହ୍ଳା ଵାବୁ ଧନ୍ୟବାଦ , ଆପଣଙ୍କ ଇନଣ୍ଟରଭିୟୁ ଦୁର୍ଗା ବାବୁଙ୍କ ସହ ଖୁବ୍ ସୁନ୍ଦର ଆପଣଙ୍କ ଉପସ୍ଥାପନା ଶୈଳୀ , ମନ ମତାଣିଆ ହେଉଛି ,, ଆମ ଅପେକ୍ଷା କରିଛୁ ଅନେକ ପରିବାର ... ଆପଣ କେବେ ଆପଣଙ୍କ ସହର୍ଧମଣୀ ତଥା ସ୍ୱନାମଧନ୍ୟା ଓଡିଶା ଯାତ୍ରା ଜଗତର ସମ୍ମାନୀୟା ଟିକିନା ମ୍ୟଡମଙ୍କ ର ଇନଣ୍ଟରଭିୟୁ ,,
My favorite artists....
Uncle ji pranam🙏🏼
Kanha bhai tume au tiki apa sabubele khusire ruha bhagaban nka pakhare more atiki prarathana
Bhagaban tumaku sabubele khusire rakhantu
My favourite actor durga sir.....thank u kanha Bhai
Dhaya durga.. Sir. Apan.. Ebe.. Kun.. Patire.. Ame.. Bahut khusi.. Apankar dialogues ree. Thanks. Fr jls. Gk bhatter.. Hospital.
Jay jaganath bahut Sundar
Pranam bhuyan Sir🙏 se jane barsiyan kalakar 🙏
Good
ମହାନ୍ ଅଭିନେତା ଙ୍କୁ ମୋର ପ୍ରଣାମ
Uncle ji pranam
Mu apnkara bahut bada fan
Durga sir apanka acting bahut bhala lage
Old Actors are very talented...because they have direct Related with Natyacharya Shri Raghunath Panda Sir, Nityananda Padhy Sir, Byomkesh Tripathy Sir, Hrudananda Ray..Sir ( A Grade Opera Writer),Sri Uttam Palo Sir etc.. Wishing to all of Jatra Actors and Actresses to have a well being Life ,...Jay Jagannath....
Best actor druga sir thank you kanha Bhai
Namaskar Bhunya Sir, Apanankara Bangali Bhajan padika antara ra gabhiratama jagaku chhuingala.
Nice video 👍
Awesome actor 🙏🙏🙏 jay jagannath
ଏହି ମାନେ ହେଲେ କଳାକାର ନା ଆଉ
Very nice👍
ବହୁତ ସୁନ୍ଦର
Best actor 🙏🙏
Kanha Babu charampa asantu
Very nice interview. I hope you are well in your beautiful life. God bless you.
Nice actor
Very good actor uncle ji
ବଡ ଭାଇ ଆପଣ ଜଳ ମଣିଷ ହେଲେ ଡାଲି ଅପା ଙ୍କୁ ଆପଣ ସାଥି ରେ ରଖି ନାହାନ୍ତି କଣ ପାଇଁ?
Kanha bhai namaskar
Jete kalakarankara apana sakhyta karichnti tanka bhitaru durga bhuayan is best actor jewel
My vavourite artist durga uncle
Bhal actor
Kahna bhai apananka chhenal bhala chalichhi. Aahuri aagaku badhantu
Super acter
Apankara gote nataka (Rani mahumachhi) re bahut badhia acting karichhanti
Kanha bhi pranam prank call kin
Best actor
🙏🙏