Bargarh Home - My Childhood Home

Поделиться
HTML-код

Комментарии • 2

  • @sameerkumarswain-zr6nt
    @sameerkumarswain-zr6nt 4 месяца назад +1

    ଏହି ଭିଡିଓ ମୋତେ ଯେତେ ପ୍ରଭାବିତ କରିଛି ସେ କଥା ମୋ ଛଡ଼ା ଅନ୍ୟ କେହି ବୁଝି ପାରିବେ ନାହିଁ। ମୋତେ ଲାଗିଲା ଭିଡିଓ ଟି ଯେମିତି ମୋ ପାଇଁ mintu କରିଛି । ସେ ଗେଟ ଯୋଉଠି patient ମାନେ ଗାଡ଼ି ରଖୁ ଥିଲେ, ସେ ଲନ୍ ଯୋଉଠି ବହୁତ୍ ଯତ୍ନ ରେ ଘାସ ଲଗା ଜାଇ ଥିଲା, ସେ ଗ୍ୟାରେଜ ଯୋଉଠି ଫ୍ୟାଟ କାର ରହୁ ଥିଲା, ଲନ୍ ପାଖ ପାଚେରୀ ଯାହା ଉପରେ ଆମେ ମାନେ ଚଢ଼ି ଲୁଚକାଳୀ ଖେଳୁ ଥିଲୁ, ସେତେବେଳେ ରୋଗୀ ଦେଖିବା ପାଇଁ ସାଇଟ୍ ରେ ଘର କରା ହୋଇ ନଥିଲା ତା..ଆଗରେ ପରିବା ଲଗା ହୋଇ ଥିଲା ଆଉ କଲମୀ କରା ଆମ୍ବ ଗଛ ଥିଲା, ସେଇ ସିଡି ଘର ଯୋଉଠି ଆମେ ଦୌଡ଼l ଦୌଡ଼ି ହୋଇ ଖେଳୁ ଥିଲୁ ଆଉ ଛlତ ଉପରେ ଘୁଡ଼ି ଉଦ ଥିଲୁ, ଦୀପାବଳୀ ରେ ପାରା ରେ ଦୀପ ଜଳାଉ ଥିଲୁ ସେତେବେଳେ ଉପର ଘର ନଥିଲା । ଆଖ ପାଖରେ ରାଜା ଘର ଛଡ଼ା ଆଉ କୌଣସି ଘର ନଥିଲା । ଏବେ ଯୋଉଠି ମା ବାପା ନିଆଁ ପୁଆଉଛନ୍ତି ସେ ସାଇଟ୍ ରେ କୁଅ ଥିଲା ବହୁତ୍ ମୁସ୍କିଲ ରେ ବହୁତ୍ ଖୋଳିଲା ପରେ ପାନି ବାହାରି ଥିଲା, ଘର ସିଦେ ରେ ସେ ପଡିଆ ଯୋଉଠି ଆମେ କ୍ରିକେଟ ଆଉ ବାଲି ଗଡ ରେ ଖେଳୁ ଥିଲୁ ସବୁ ମାନେ ଅଛି ରେ mintu 🥰🥰 dine suresh gharuku jaai thili kichhi samaya sehi ghara aau sabu jaga ku taa balcony ru chhida hoi sabu ku mane pakaili , han eei ta.. se jaga jouthi mo chhota bela samaya bitichhi