Bhai.... Gotie katha NAVEEN PATTNAIK jemiti kahi hei paribeni....purba sarakar ku aaji vote ta deithile aaji khusi re thante loko mane.... Hele Mohan Majhi sarakar... Au fir Subhadra yojna... 😂😂😂😂😂😂
Destroying the regional party in name of national intrest , we suffer by loosing pollavoram by Destroying MALKANAGIRI for intrest of Andhra , Deploying OMC orissa minning Corporation by providing tender to Gujrat development minning Corporation, #Odisha minning tax of 95 percentage to centere etc . Si according to you these are necessity in name of Asmita . For last 24 years , did people face problems continously for 6 months for potato 🥔, and see the cost of living of Odisha for last 24 years . Bjd well managed the crisis when this happens, accepect BJP didn't do this at all
Chhatisgardh.alu.35.1kg
Sarsotela.152
ଶୁଭ ସନ୍ଧ୍ୟା 🌆ଜୟ ଜଗନ୍ନାଥ 🙏🏻
ସରକାର ଙ୍କୁ ବିନମ୍ର ଅନୁରୋଧ ଆଳୁ ଦର ହ୍ରାସ ପାଇଁ ଉଚିତ ପଦକ୍ଷେପ ନିଅନ୍ତୁ |6:50 ଢ଼ିଙ୍କି ଅନେକ ବର୍ଷ ପରେ ଦେଖିଲି |ସେ ମାଡ ଯିଏ ଖାଇଛି ସେ ଜାଣିଛି 😆|9:32 ଧନ ଲିଟିଲ ଅଣ୍ଡା ଛଡେଇବାରେ ବ୍ୟସ୍ତ |ଭାଉଜ ପାରମ୍ପରିକ ଶୈଳୀ ରେ ଅଣ୍ଡା 🥚ତରକାରୀ ପ୍ରସ୍ତୁତ କରିଛନ୍ତି |
ଶୁଭ ରାତ୍ରି 🌃
ଭାଈ ଆପଣଙ୍କର ବ୍ଲଗ୍ ଦେଖି ମୋ ସାନ ବେଳର ଢ଼ିଙ୍କି କୁଟା ଚାଉଳ ମାନେ ପଡ଼ିଗଲା ।ସତରେ ଏମିତି ପୁରୁଣା ଜିନିଷ ଧୀରେ ଧୀରେ ବିଲୁପ୍ତ ହେଇଯିବ । ଆମର ବି Varanasi ରେ ସବୁ ମହାଙ୍ଗ ହେଇ ଯାଉଛି।
Bahi kaharg pur rae alu one kg
32 rupees only
You are absolutely right.
Encouragement and 100% support to farmers and villages.
Gourang Bhai apanka bada bhai. Bhauja bhala manisa.
Telangana re allu 60, onion 40, garlic 260, mustard oil 190
Alu. 50
Piaaja 60
Tamato 80
Au pariba jaha aniba sabu 80ru120
Rajkot Gujarat re
Potato 50 rupees berhampur
Kolkata
Alu 40
Piaj 60
Ata 230/5kg
Sir hyderabad re aalu 40 piajo 30
Sir Jay Jagannath sir muu rahuchi Bangalore athi paribaa rate adhikaa achi sir
ଆଳୁ. 60
ସୁଜୁନା ନାଡି. 500
ତେଲ. 240
କୋବି. 60
କେରଳ
Hyderabad Rate: Aalu 30, Onion 30, aata 40
Bhai good night so beautiful video happy beautiful day God bless you Bhai Jay Jagannath swami ❤❤❤❤🎉
Bahut sundar 👌
ଭାଇ ବଲାଙ୍ଗୀର ଆସ ହରିଶଙ୍କର ବୁଲିଯିବା
Bhai Leh Ladakh bhali jagare Alu Rs 20/- per kg......
hydrabad re alu-60 bhaina
Potatoes 60-70 kg
Onion. 80 kg
Tomatoes 80 kg
Brinjal. 100 kg
In chennai
Guwahati re Petrol 98 rupees per litre
Alu-35
Piaja- 60
Fortune s flower- 140
କୋରାପୁଟ ଜିଲ୍ଲା ରେ
ଆଳୁ -40
ପିଆଜ -60
ଅଣ୍ଡା -7
Delhi Alu kg 40 piaja 50 Au sabu 40 50
Kolkata @ Alu - 40/-, Piaja - 60/-, Pariba - above 40/-.
5:50 AETA KARILOPATNA POLA KI ?
BJP ko vote dia au 😂😂😂😂
Correct 👍
ତାହେଲେ ବିଜେଡି କୁ ଦବା 😅
Telangana alu 40/kg
Tomato 40/kg
Egg 6/one
Hyderabad re Allu kg -35
Bins -60
Brinjal -60
Tomota -50
Onion -70
Rasuna kg sir-500
Double ingine double rate
ବୋଉ ସହ ଦୁଇ ବୋହୂ ❤
ଭୁବନେଶ୍ୱର ରେ ଆଳୁ45 50
ବିଜେପି ସରକାର ରହିଲେ ଦର ଦାମ ବଢିବ ନବୀନ ପଟନାୟକ ଥିଲେ ସବୁ ଠିକ ଥିଲା
Rajniti koroni vlog
Dekho bas
To maa ku kukura gehunahanti
Channei ra 50
Very nice video ❤❤
ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥର ଦର ହୁହୁ ବଢିବାର ବହୁବିଧ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଭୋଟ ସର୍ବସ୍ୱ କୁତ୍ସିତ ରାଜନୀତି l ମଣିଷ ରକ୍ତର ସ୍ୱାଦ ଚାଖିଥିବା ବାଘ କେବେ ଘାସ ଖାଏ ନାହିଁ ଅଥବା ଅନ୍ୟ ପଶୁମାନଙ୍କ ମାଂସ ସେ ଭଲରେ ଭକ୍ଷଣ କରି ନ ଥାଏ l ଏହା ହେଉଛି ବାଘର ମନସ୍ତତ୍ଵ ସେହିଭଳି ରାଜନୀତି ଓ ସିଂହ୍ନାସନର ରେଶମୀ ନରମ ଗଦି ଯେ ଥରେ ଉପଭୋଗ କଲାଣି ସେ ବାରମ୍ବାର ତାହାହିଁ ଚାହିଁବ l ସେଥିପାଇଁ ମାଗଣା ବାଣ୍ଟି ବାଣ୍ଟି ରାଜକୋଷ ଶୂନ୍ୟ ହୋଇଗଲେ ବି ଚିନ୍ତା ନାହିଁ ଆଉ ଏହି ମାଗଣାର ମନ୍ଦ ପ୍ରଭାବ କୃଷି କ୍ଷେତ୍ରକୁ ବାଞ୍ଝ କରିଦେଲାଣି.. ଆଗରୁ ଶୀତ ଦିନ ଆସିବା କ୍ଷଣି ଲୋକେ ଆଳୁ, କୋବି, ବିଲାତି, ପିଆଜ, ରସୁଣ ଆଦି ଲଗାଉଥିଲେ.. ପର୍ଯ୍ୟାପ୍ତ ନ ହେଲେବି ଘର ଖର୍ଚ୍ଚ ମେଣ୍ଟି ଯାଉଥିଲା.. ମାତ୍ର ଯେବେଠାରୁ ଟଙ୍କା, ଚାଉଳ ଓ ଅନ୍ୟାନ୍ୟ ଜିନିଷ ବଣ୍ଟାଯିବାର ଗୋଟେ ଫାଲତୁ ପରମ୍ପରାର ଅୟମାରମ୍ଭ ହୋଇଛି ସେବେଠୁଁ ଅକାଳ ପଡିଛି..
ଦ୍ଵିତୀୟ କାରଣଟି ଚିନ୍ତା ଜନକ। ଡିଜେଲ ଦର ବୃଦ୍ଧି ଓ ତାହାଯୋଗୁଁ ପରିବହନ ଖର୍ଚ୍ଚର ବୃଦ୍ଧି.. ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଲେ ବି ସାଧାରଣ ଲୋକେ ତାହାର ଫାଇଦାରୁ ବଞ୍ଚିତ.. ଭାରତ ସରକାର ତୈଳ ଉପରେ ବିଭିନ୍ନ ଟିକସ ବସାଇ ରାଜକୋଷ ଭରିବାରେ ବ୍ୟସ୍ତ ଓ ସେହି ଟଙ୍କା ମାଗଣା ଯୋଜନା ମାଧ୍ୟମରେ ନିଜ କୁର୍ସି ବଞ୍ଚାଇବାରେ ଖର୍ଚ୍ଚ କରିବା ଯୋଗୁଁ ସବୁ ପ୍ରକାର ଦୁର୍ଗତି ମଧ୍ୟବିତ୍ତ ମାନେ ସମ୍ମୁଖୀନ ହେଉଛନ୍ତି..
ପଶ୍ଚିମ ବଙ୍ଗରେ ଆଳୁ ହେଉଛି ଓଡିଶାରେ ନ ହେବ କାହିଁକି? ଓଡିଶାରେ କିଛି ନ ହେଲେବି ନେତା ମାନଙ୍କ ପାଟିରେ ବାଟୁଳି ବାଜେ ନାହିଁ..
ଢ଼ିଙ୍କି ଦେଖି ମୋ ଛାତି କୁଣ୍ଢେ ମୋଟ ହୋଇଗଲା.. ଢ଼ିଙ୍କି କୁଟା ସାରି ପୁଣି ଅଣ୍ଡା ତରକାରୀ କରିବାରେ ଅନ୍ନପୂର୍ଣ୍ଣାଙ୍କ ଉତ୍ସାହ, ଧୈର୍ଯ୍ୟ, ସନ୍ତାନବତ୍ସଳତାକୁ ସାଲ୍ୟୁଟ ନ କଲେ ବଡ଼ ଅନ୍ୟାୟ ହେବ.. ଉତରୋତ୍ତର ଉନ୍ନତି ହିଁ ଏକାନ୍ତ କାମ୍ୟ..କୁକୁଡ଼ା ଭାବିଥିବ କେତେ ଆଉ ଭୂମିରେ ପଦଚାରଣା କରିବି ଚଢେଇକୁ ଅନୁସରଣ କରି ଗଛରେ ଟିକିଏ ବସିବା କେମିତି ଲାଗୁଛି ଅନୁଭବ କରିବା l ଲିଟିଲର କଥା ବହୁତ ମନମୁଗ୍ଧକର ଶୁଭକାମନା ଓ ଶୁଭରାତ୍ରୀ...😢
Jaha hau dhana khatha rahila
Dubal engine pora sir
Agge 1par 7
❤❤❤❤❤❤
Very good video
Bjp taw sabu jinsha re GST lageiki lokaa knu Barbaad karisarilani 😂😂😂😂😂ahuri agaku Sabu rate badhijibaa jahaa lagilani
Au tela 200
Mohan sarkara dayee Sabu rate pain.
ଭାଉଜ ମୁଁ ଅଣ୍ଡା ଝୋଳ ଖାଇବି ପାଇଁ ତୁମ ଘରକୁ ଯିବି, କେବେ ଡାକିବେ ଯେ ଗୌରାଙ୍ଗ ଭାଇ, ସମ୍ବଲପୁର୍ ରୁ କହୁଛେ ହୋ
Super 👌
Gurugram Sector 59 alu 40 tanka kilo
First coment mora hela.jay jagannath
Jay Jagannath
Jay jagannath 💗❤️🙏 sir 🙏 ଶୁଭ ସନ୍ଧ୍ୟା
ama ada alu gota 50 tanka (150 gm)
🤣
Besi hard heigala 😂😂
ସାମ୍ପ୍ରତିକ ସମୟରେ ବି ଢ଼ିଙ୍କି ବ୍ୟବହାର କରୁଥିବାରୁ ଧନ୍ୟବାଦ
Jay Jagannath
ଜୟ ଜଗନ୍ନାଥ 🙏🚩🙏🚩🙏🚩🙏🚩🙏🚩
Bangalore re alu kilo 40
#Double engine #Double rate Double destruction
Aji 35% badichi GST
Jay jaganath gouranga Bhai ❤❤❤
ଜୟ ଜଗନ୍ନାଥ ସାର 🙏🙏🙏🙏❤❤❤❤❤
Goa patato 43 rs kg
Sarakar dayi mahanga paeen,khali tax ,tax
ରବିବାର ହେଉ କିମ୍ବା ସୋମବାର ଅଣ୍ଡା ଖାଇବା ନିହାତି ଦରକାର
Jay jagannath sir 🙏🏻
sabu state re alu aau pani pari ba rate dekhila ta....bjd khali halla karuchhi
Sir ଜୟ ଜଗନ୍ନାଥ 🙏💐
Bhai.... Gotie katha NAVEEN PATTNAIK jemiti kahi hei paribeni....purba sarakar ku aaji vote ta deithile aaji khusi re thante loko mane.... Hele Mohan Majhi sarakar... Au fir Subhadra yojna... 😂😂😂😂😂😂
ଜୟ ଜଗନ୍ନାଥ ସାର୍
ଜୟ ଜଗନ୍ନାଥ Sir 🙏
ଶୁଭ ସନ୍ଧ୍ୟା
Nayak babu mu bhabhuchi DHANA sirnkar pakhare Hindi tution hebi . sirnkar payment kete?😂❤❤❤ from Ratnagiri ❤❤❤❤❤❤
😂😂😂😂😂😂😂😂😂😂😂😂😂😂😂😂😂😂
Jay sri krishna ❤
ଜୟ ଜଗନ୍ନାଥ sir 🙏🙏 ଆଳୁ ଆମ ଆଡେ 45
Mun Bhabuchi...Samaste Service muhan hauchanti...kichhi na kichhi chasha kale hin yar Samadhan bahariba....
Jay jagannath 🙏🙏🙏♥️♥️♥️👍👍👍
Banglore re 35 achi alu
50 achi
Bhai mu west Bengal ra 24pragana north re achi Alu ra kg 24 tanka
Oil, Atta kete
Jai shree jagannath mahaprabhu❤❤
Jay Jagannath 🙏
Love from Puri sakhigopal ❤
Chennai re onion 70
ଆଳୁ ଚାସକଲେସି ନା ରେଟେକମିବ
Happy to see Dhenki work,nice, congratulation to all mothers
ଭାଇ ପ୍ରଣାମ ଦୀର୍ଘ 24ବର୍ଷ ଧରି ଆପଣ ଶୀତଳ ଭଣ୍ଡାର ସଂପର୍କ ରେ ନୀରବ ଥିଲେ। 24 ବର୍ଷ ରେ କଣ କେବେ ଦର୍ ଦାମ ବୃଦ୍ଧି ଘଟିନଥିଲା? ସେତେବେଳେ କଣ inflation rate କମ୍ ଥିଲା?
ଏ ସବୁ ରାଜନୈତିକ ଷଡ଼ଯନ୍ତ୍ର । ପଡୋଶୀ ରାଜ୍ୟ ନିଜ ଶତ୍ରୁତା ପ୍ରତିପାଦନ କରୁଛି ଏହା ଆମେ ସମସ୍ତେ ଜାଣିଛନ୍ତି। ଆଞ୍ଚଳିକ ଦଳ ର ମୂଳୋତ୍ପାଟନ ନିତାନ୍ତ ଆବଶ୍ୟକ। ସରକାର କଣ ଜାଣିଶୁଣି ଦରଦାମ୍ ବଢ଼ାଉଛି ନା କଣ?
ଏକ ଦମ୍ ଠିକ୍ କହିଛନ୍ତି🙏🙏🙏
@@smartbinu ଧନ୍ୟବାଦ୍ ଭାଇ
Destroying the regional party in name of national intrest , we suffer by loosing pollavoram by Destroying MALKANAGIRI for intrest of Andhra , Deploying OMC orissa minning Corporation by providing tender to Gujrat development minning Corporation, #Odisha minning tax of 95 percentage to centere etc . Si according to you these are necessity in name of Asmita . For last 24 years , did people face problems continously for 6 months for potato 🥔, and see the cost of living of Odisha for last 24 years . Bjd well managed the crisis when this happens, accepect BJP didn't do this at all
ନବରଙ୍ଗପୁର ଝରିଗା ଚଚା ବଜାର ଦର ପିଆଜ 60 ଆଳୁ 40
Mu to Umerkote ra Sunabeda gram ra
🛢️🪔🪔 oil Rs150
ଚାଷୀଙ୍କ ଜିନିଷ ସବୁ ଆକାଶ ଛୁଆଁ ହଉ କାହିଁ କି ନା ଚାଷୀ ଉପକୃତ ହେବେ. ଜୟ ଯବାନ ଜୟ କିଷାନ 🙏
❤
ଭାଇ ଯା କଇଲ ଥିକ କଥା
Bhai chasi ta 20 tankare bikuchi bepari 40 tankare bikuchi
Bhai jay jagannath, aji baladevjew, mandir jaithile apana ka adrs pacarile Nana kahila ama janicu boli
Only for BJP govt
❤❤❤❤❤ very nice anda curry West Bengal re aluchalici tanka telasahe sathiatanka rasuna charisa tanka bahut dam chalibakasta Jay Jagannath bhai kolkata
Howrah dist Kollkata re ..
Alu 38
Piaz 60
Rasun 400
Ada. 100
Kg.
Alu peaj Rasuna na Khale Kan habani ...Khali
Bahut tasty dekha jauchi egg curry 🍛
Yummy 🤤😋
Jay Jagannath
ବହୁତ୍ ସୁନ୍ଦର୍ ହୋଇଛି 🎉🎉
Jai jagannath
Bihar Darbhanga allu 30 rupees per kilo, onion 50,Dhana 18,Nua allu 25 rupees per kilo
Jay Jagannath bhai
Awesome vlogs & jai jagannath
ଜଣ ପଡୁଛି ଠିକ ପଦୁଅଁ ଫୁଟିଛି
Kan Kariba Bhai sabu Pani pariba mahanga hela handicap saala upare chandak sethi pain anda jhola
Sabu Ade hahakar dar dam ku nei. Jai jagannath❤❤❤❤❤❤❤❤❤❤❤❤❤❤.
Sir mo pain 2ta anda rakhi dee thibe
Hau
Actually patato need 100 ❤❤❤