Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ନିଛକ ସତ୍ୟ ଉପରେ ସୁନ୍ଦର ରଚନା ତଥା ଗୁରୁ ସୁଧର୍ମା ଦାସଙ୍କ ବହୁତ ଭକ୍ତି ଭାବର ହୃଦୟସ୍ପର୍ଶୀ ଗାୟନ ମହାଶଙ୍କୁ ବହୁତ ବହୁତ ଆନ୍ତରିକ ଶୁଭେଛା ସହିତ ଅଶେଷ ଅଶେଷ ଧନ୍ୟବାଦ ,ଭକ୍ତକବି ଚଣ୍ଡୀଦାସ
ଗୁରୁ ସୁଧର୍ମା ଦାସଙ୍କ ଭାବ ଭକ୍ତିର ଗାଇବା ଧାରା ତୁଳନାରେ ଡୋଲାମଣୀ ବାବୁଙ୍କ ଧାରା ନିହୁନ ପଡିଗଲା କାରଣ ତାଙ୍କର ଥିଲା ଭାବପୂର୍ଣ୍ଣ ୟାଙ୍କର ଥିଲା ରଙ୍ଗୀନ ଧାରା ଯେଉଟା କି ହରିକିର୍ତ୍ତନ ପାଇଁ ପ୍ରାସଙ୍ଗିକ ନୁହେଁ ,କବିଚଣ୍ଡୀଦାସ ,
🙏🙏🙏
ଡୋଳା ମଣୀ ବାବୁ ଗାଇଥିବା ବଙ୍ଗଳା ଭାଷାର କୀର୍ତ୍ତନ ହେଉଛି ସମ୍ପୁର୍ଣ୍ଣ ଭାବଭକ୍ତିର ଧାରା ତାକୁ ଏପରି ରଙ୍ଗୀନ କରି ଗାଇବା ନାଚିବା କୀର୍ତ୍ତନ ଧାରାର ପ୍ରାସଙ୍ଗୀକ ନୁହେଁ , କବିଚଣ୍ଡୀଦାସ (କିର୍ତ୍ତନ ପ୍ରେମୀ) ଢେ଼ଙ୍କାନାଳରୁ