Bhai mora stone heithilaa operation sucessful bhi hela mate dr kahithile paani 3 to 4 litre pibaaku ebe gote years pare se hospital ku relative ku neiki jaaichi checkup karibaaku dr dekhiki pachaarile bhala achha ta mu kahili han sir se mate kahuchanti sufficient paani piuthiba sabubele....aau ebe a Dr kahuchanti paani adhika pile kidney kharap maaghiaa kai baandaku aau banchibu aame paani jadi adhika pike kidney kharap taahale mada pibaa chaala aau kan karibaa kuha bhai 😂😂😂😂
As in sickle cell case RBC turn into sickle shape. So it will act as hindrance for blood flow. If we drink more water then it will liquify blood more. Hence blood flow smoothly in blood vessels. That's the reason
ଏ ଭାଇ ମଣିଷ କଣ କରିବ କୁହ 😮
ଜଣେ ଡକ୍ଟର କହୁଛନ୍ତି ପାଣି ଅଧିକ ପିଅ ଆଉ ଜଣେ କହୁଛନ୍ତି ପାଣି ଅଧିକ ପିଇଲେ କିଡନି ଖରାପ ହେବ ।
Bhai mora stone heithilaa operation sucessful bhi hela mate dr kahithile paani 3 to 4 litre pibaaku ebe gote years pare se hospital ku relative ku neiki jaaichi checkup karibaaku dr dekhiki pachaarile bhala achha ta mu kahili han sir se mate kahuchanti sufficient paani piuthiba sabubele....aau ebe a Dr kahuchanti paani adhika pile kidney kharap maaghiaa kai baandaku aau banchibu aame paani jadi adhika pike kidney kharap taahale mada pibaa chaala aau kan karibaa kuha bhai 😂😂😂😂
😂😂😂@@NormalDev99
@@NormalDev99😂😂😂😂😂😂
Sethi pain mote raga lage mg mananku
Kaha katha suna nahi kidney water ration follow Kara
1 day water intake= total body weight/20
ଖରା ଦିନ ରେ କମ୍ ପାଣି ପିଇଲେ ପରିସ୍ରା ଜଳାପଡା ହବ
ଆମେ ପ୍ରଥମରୁ ଜାଣିଛୁ ଜଣେ ମନୁଷ୍ୟ 3 ରୁ 4 ଲିଟର ପିଇବା ଆବଶ୍ୟକ
Correct
ମୂଲ୍ୟବାନ ତଥ୍ୟ ଦେଇ ସ୍ବାସ୍ଥ୍ୟ ପାଇଁ ସଚେତନ କରିଥିବାରୁ ବହୁତ ଧନ୍ୟବାଦ୍ ଜଣାଉଛୁ
ଅଧିକ ପାଣି ପିଇବା ଖରାପ ନୁହେଁ ଅଧିକ ଡାକ୍ତର କଥା ଶୁଣିବା ଖରାପ।
Thik kotha
Thikk thikk
Right
କୁହାଯାଏ ବହୁତ ପାଣି ପିଇବ।।ପାଣି ଯେତେ ପିଇବା ସେତେ ଭଲ।।
Seta myth...... Jauta v atya dhik kale seta kharap..
Ajithu 15 litter piantu apana
Everything excess is Bad. Taking lots of Alloapathy medicine also bad for Liver and Kidney.
Right....
E sala ku pita
ପ୍ରାୟ ସବୁ କଥାରେ ଅଧେ ଡାକ୍ତର ଯାହା କହନ୍ତି ଅଧେ ତାର ଓଲଟା କହନ୍ତି।ଆମେ କୋଉ କଥା ମାନିବୁ ଜାଣିଵା ମୁସ୍କିଲ।
Exactly
ଅପ୍ରିୟ ସତ କଥା କହିଲେ
କେମିତି କେମିତି ଡକ୍ଟର ହୋ ତୁମେ କିଏ କହୁଛି ଅଧିକ ପାଣି କିଏ ପୁଣି କମ୍
👍🏾
ଏଇ ଡାକ୍ତର ଟା ଠିକ୍ ଭାବରେ ପାଠ ପଢି ନ ଥିବ। ହଉ ଠିକ୍ ଅଛି ପାଣି ପିଇବା ବନ୍ଦ୍ କରି ଦେବି। ତାରି ବଦଳରେ ମଦ ପିଇଦେବି।😂😂😂😂😂
Right bhai😅😅
😂 sahi bat hai bhai edhr ye mat khao vo mat khao ....arree yar khaye toh ky khae ... Tqsm for good information but water is necessary sir
Gold medalist re Ei Dr, AMRI hospital re , urologist Dr
ହଳଦିଆ ହେଲେ ପରିସ୍ରା ଭଲ ଆଉ ସଫା ହେଲେ ଖରାପ କେଉ ବହିରେ ଲେଖା ହୋଇ ଛି କେଜାଣି
ଠିକ୍ ସାର ପ୍ରକୃତରେ।
ବହୁତ୍ ବଢିଆ, ଧନ୍ୟବାଦ ଡାକ୍ତର ପ୍ରଧାନ
ଡକ୍ଟର ତାଙ୍କ ମତାମତ ଠିକ୍ ରଖିଛନ୍ତି
୧୦ ଲିଟର ପାଣି ପିଇଲେ kidney ପାଇଁ extra work rahiba ।୨-୨. ୫ଲିଟର ପାଣି ପିଇବା ଠିକ୍। ଖରା ରେ କାମ କରୁଥିବା ଲୋକ ଅଧିକା ପାଣି pieba। Ac ତଳେ କାମ କରୁଥିବା ଲୋକ କମ୍ ପାଣି pieba
ବହୁତ ସୁନ୍ଦର୍ ଭିଡିଓ ସାର ଆପଣଙ୍କୁ ଧନ୍ୟବାଦ 🙏🙏
ତାହେଲେ କଣ ପାଣି ମାପିକି ପିଇବା ନା କଣ
ଆମ body ହଉଚି ଆମ ପାଇଁ ମେଡ଼ିସିନ୍ ଶୋସ ଲଗିଲେ ପାଣି ପିଇବା ଦରକାର୍ । ଜବରଦସ୍ତି ପାଣି ପିଇବା ଠିକ୍ ନୁହ ।
Right kahila bhai jadi ama body ku pani darkar taha ama ku Sosa madhyama re janapadiba o ame pani piba seita hi thik
ଏ ସଳା ଲୋକଙ୍କ ମୁଣ୍ଡ ଖରାପ ହୋଇଗଲା ଯାହାକୁ ଯାହା ମନ ହେଲା ତାହା ଆସିକି କହିଲେ, କିନ୍ତୁ ମୁଁ ଯେତିକି ଚାହିଁବି ସେତିକି ପାଣି ପିଇବି
Kidney ଖରାପ ହେବାର କାରଣ ଡାକ୍ତର ଅଯଥା medicine ଯଥା psntopazol ,painkiller ଇତ୍ୟାଦି।
ପରାମର୍ଶ ପାଇଁ ଧନ୍ୟବାଦ , Sir
ଜୟ ଜଗନ୍ନାଥ ପ୍ରଭୁ ଆପଣଙ୍କୁ ଧନ୍ୟବାଦ
Good Advice Doctor sir
ବହୁତ ଭଲ ଲାଗିଲା
Excellent sir ❤❤❤
ଅଧିକ ପାଣି ପିଲେ ପେଟରେ ବନ୍ୟା ହୋଇ ଯିବ, ସେଥିପାଇଁ ଯେତିକି ଆବଶ୍ୟକ ସେତିକି ପାଣି ପିଆନ୍ତୁ😅😅😅
Right
Thanks for th advice
ଆଜି କା ଦିନରେ Dactar ଆଉ Dactar ହେଇକି ନାହିଁ -----------------/🙏🙏🙏🙏🙏🙏🙏🙏🙏🙏🙏
Thank you Dr. Pradhan
Thanks sir 🙏🙏🙏🙏🙏
Juhar sir bahut badia ❤❤❤❤❤
ଡାକ୍ତର ମାନେ କହୁଛନ୍ତି ପାଣି ଅଧିକା ପିଇବା ପାଇଁ
ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ ଏହାହିଁ Natural System
Very informative video. 👏
Om Shanti sir ji aapko बहुत-बहुत dhanyvad Om Shanti
ଏପରି ଡକ୍ଟର ପାଖକୁ ଯିବା ଅପେକ୍ଷା ବଇଦ ପାଖକୁ ଯିବା ଭଲ,,,
ଏମିତି କହିଲେ କାହାକଥା ଠିକି ଡାକ୍ତର ବିଦ୍ୟା କୁ ଡାକ୍ତର ଠିକି ପଢି ନାହାନ୍ତି ନା କଣ?
ୟା କଥା ବହୁତ ଭୁଲ ଅଛି ନଜାଣିଲା ଲୋକ ଭ୍ରମିତ ହେବେ ଜଣେ ଲୋକ ଖରା ଦିନରେ ୪ରୁ ୫ ଲିଟର ଶିତ ଦିନରେ ୩ଲିଟର ଛୋଟପିଲାଙ୍କ କଥା ଅଲଗା ।
Thank you sir for your precious talk
ଖରାଦିନେ ମାଟି ମାଠିଆ ପାଣି ପିଇବା ଠିକ୍
Thank you sir for your good advice🙏
Thanks Sir ❤❤❤❤
👌
କୋୖଣସି ରୋଗ ପାଇଁ ଵି ପରାମର୍ଶ କରିପାରନ୍ତି, ମହିମା ଅଲେଖ ମହାପ୍ରଭୁ ସୁଦୟା କରିନ୍ତୁ,
Pranam sir 💐🌹👏🙏🏻
Manny many thanx sir
ଆଉ କେତେଦିନ ପରେ ଆଉ ଜଣେ କହିବ ପାଣି ପିଇବା ମନା 😄😄କଣ କଣ ହୋଉଛି??
Thick kahi lo Bhai 😂
VV good doctor.
Nice vedio 👌👍
Many Many Thanks sir.
0:18 World kidney ଦିବସ!!! 😮
1. World Kidney Day
2. ବିଶ୍ଵ ବୃକକ ଦିବସ
Jay shree jagannath 🙏🙏🙏
Bilkul dhanyavaad Aapan Bahut Bada, dr
ପ୍ରତି ୨୦ କିଲୋଗ୍ରାମ ଓଜନର ୦୧ ଲିଟର ପାଣି ପିଇବା ଜରୁରୀ, ଅର୍ଥାତ୍ ଗୋଟିଏ ଲୋକ ର ୬୦ କିଲୋଗ୍ରାମ ଓଜନ ଥିଲେ ୦୩ ଲିଟର ରୁ କମ୍ ପାଣି ପିଇବା କଥା ନୁହେଁ ।
ଯେଉଁ ଡାକ୍ତର ପାଖକୁ ଯିବ ,ସେଇ ଡାକ୍ତର କଥା ମାନିବାକୁ ପଡ଼ିବ
Valuable tips sir 👏🏼❤️God bless you always yourself ❤️
Thank you sir 🙏
ପୁରା ସତ କଥା ❤
Excellent sir
dhanyabad sir
thanks for this video ❤❤❤❤❤
Thanks sir
doctor କୁହୁଛି ପାଣି ପିଇବ ଆଉ ଆପଣ ମାନେ କହୁଛନ୍ତି ବେଶି ପାଣି ପିଇଲେ ଖରାପ ଏ କଣ ଦୁନିୟା
Doctor Differ ଭିନ୍ନଲୋକ ର ଭିନ୍ନମତ ବେଶିନୁହେକି କମ୍ ନୁହେ ଆପଣ ମାନେ ମଧ୍ୟମ ଧରଣର ପାଣି ପିଅନ୍ତୁ Ak Mishra B p collageଏହା ମୋର ବ୍ୟକ୍ତିଗତ ଅନୁଭୂତି 40 ବରଷର
ସୁପର୍
କିଡ଼ନୀ କୁ ସୁସ୍ଥ ରଖିବା ପାଇଁ,, ଶରୀର ଅଵଶ୍ୟକ ଅନୁସାରେ, ପାଣି,, ସୁଷମ ଖାଦ୍ୟ, ନିଦ୍ରା,ଆଉ ଯୋଗାସନ,, ପ୍ରାଣାୟାମ, ଇହାତି ଆବଶ୍ୟକତା ଅଛି, ଡାକ୍ତର ପଛରେ ନ ଗୋଡେଇ ଏସବୁ କରିବା ଦରକାର,
Bahut bahut dhanaybad ❤❤❤❤❤
Sir ପାଣି ପିଇଲେ ବଲ ବୁଲି କହନ୍ତି ହେଲେ ଆପଣ କହୁଛନ୍ତି ପାଣି ବେଛି ପିଇଲେ ଖରାପ ଆମେ କଣ କରିବୁ ପାଣି ପିବୁ ନା ନାହିଁ କୁହ
Thank you Dr Pradhan ❤
The best ever doctor I have ever seen.
Thanks a lot for information
Thank you sir very nice sharing 🙏
Satare sir Aapana Bahut bada Doctor😮
ସିଧା ଅପରେସନ୍ room ରୁ interview ଦେବାକୁ ପଳେଇ ଆସିଥିବାରୁ Thank you
Mor porishra 3/4 thore hua days wise
Achha,, ସେ ଡାକ୍ତର ଭୁଲ କହୁଛନ୍ତି, ନହେଲେ ତାଙ୍କର business କେମିତି ହେବ , ଚାକିରି ପଳାଇଯିବ ଯେ , ସତ କହିଲେ ଲୋକଙ୍କୁ, ୧୦୦୦ ଟଙ୍କା ଯାଗାରେ ଆମେ ୨ ରୁ ୩ ଲାଖ୍ ଖର୍ଚ୍ଚ କରିବା।
Very nice🙏
Sir namaskar 🙏🏻
Sir sickel cell diises petient ku ଅଧିକା ପାଣି ପିଇବା ପାଇଁ ଡାକ୍ତର କହିକି କହିଥାନ୍ତି?
As in sickle cell case RBC turn into sickle shape. So it will act as hindrance for blood flow. If we drink more water then it will liquify blood more. Hence blood flow smoothly in blood vessels. That's the reason
Brilliant. Excellent information doctor.
Seithi painy kohonti DOCTORS DIFFER 😊😊😊
Valuable information sir…Sir u gave me so much confidence to overcome one of my health problems..Gratitude sir🙏
ପାଣି ପିଇବ ଅଧିକ Nuhe, Taking lots of Alloapathy medicine also bad for Liver and Kidney.
Taking painkiller medicine/injection dirtct harm to kideny
Good suggestion.We can avoid drinking of excess water.
Jie jaha ichha କହୁଛନ୍ତି
ସାର ଭାତ ଖାଇକରି ଦୁଇ ଘଣ୍ଟା ଛାଡି ପାଣି ପିଇବା ପରେ ଲଗାତାର ପ୍ରାୟ 20 ମିନିଟ୍ ଅନ୍ତରରେ ପରିଶ୍ରା ହେଉଛି। ବିଶେଷ କରି ଥଣ୍ଡା ପାଗ, ଆଉ ବର୍ଷା ପାଗରେ । ଏମିତି ଲଗାତର 5 ଥର ହେବା ପରେ ଧିରେ ଧିରେ ସାଧାରଣ ଅବସ୍ଥାକୁ ଆସୁଛି। ଏହାର କାରଣ କ'ଣ ଦୟା କରି କହିବେ। ଆଗରୁ ultrasound report ରେ stone ବାହାରିଥିଲା। ଆଉ ରାତିରେ ପରିଶ୍ରା ବାରମ୍ବାର ଅଟକାଇ ଦେଉଛି । ଏହା କଣ କିଡନୀ ଉପରେ ପ୍ରଭାବ ପକାଇବ। ଦୟାକରି କହିବେ।
You are right but people don't understand they only know to drink more water daily
Please take my obeisance on the discussion with the respectable doctor ❤❤❤
Its true. 3 to 4 ltrs Only.
ଅଭିନନ୍ଦନ ସାର 🙏🙏
Sat.katha.sar..jetiki.dar.kar.seti.ki.p.ba.katha..right.katha.sar..data.kahile..
Thank you so much for your knowledgeable informations sir.
ଡକୁର କହୁଛନ୍ତି ଦିନ ୫ ରୁ ୬ଲିଟିର ପାଣି ପିଇବା ଦରକାର,କିନ୍ତୁ ଆପଣ କହୁଚୁନ୍ତି ୭୫୦ ମିଲି ପାଣି ଦରକାର, ଏହା କଣ ସମ୍ଭବ?
😂😂
Sir mora kidney kharap hei jaichi 😢
Mar banda kahucha pani jete pibo ସେତିକି ଭୋଲୋ ଇଖିନି କହୁଚ ପାଣି ପିଲେ କiଡିନି ଖରାପ ବଳି ଇଟକର କଠାକେହି nai suno
Good information
❤❤❤❤
Many many thanks
କିଏ କହୁଛି ଦିନକୁ ୨ ଲିଟର ପିଅ ଆଉ କିଏ କହୁଛି ୧/୨ ଲିଟର ପିଅ ନହେଲେ କିଡନୀ ଖରାପ ହେବ
20kg weight re 1 ltr water peeba darkar... apankara work out and weight hisab re pani piontu.
60 kg person ku 3...4 litr darakar...
ଏଇଟା ପାଗଳ ଡକ୍ଟର ଟା 😅😂
Excess water piba bhala.. 2-3 lit thik... But ta saha exercise kariba bhala adhika water drink kari workout nakale kharap haba
ଏ ଡକ୍ଟର କଦଳୀ ଟା ଜାଣିଛି