Bashhh..bash...thk kahicha bhaii...maghya mane rajaneeti chaleichnti...ctckia sambalpuria Kari Kari manoj mishra election harigala....Hele bhi Tara guna jauni
Mu banda weastren odisha Magiha paschim odisha re 98% tukel ( jhia)mane sabu dari ( besya Dhanda wali) Balangir patna garh meher pada Daya nidhi Meher daughter supriti meher gote dhanda wali bessya dari Supriti meher 20 husband ko nei khela karuchi Paisa lage
I salute Ganga Dhar Mehera. He can do same work, what Haldhar Nag is doing, but he gave many master pieces in odia literature and United our state. No sambalpuri No Kataki. Are simple katha 50 km re katha kahiba ra style tike alaga, kintu analysis kale sabu ta odia. Jemti Baripada baleswar re gote style ra katha kuha, badhark re gote, berahmpore re gote, cuttack re gote, puri re gote, semti sambalpur bargada, jharsugada gote gote jhunka odia bhasa ra, but overall sabu ta Odia😊
@@ranjankumarmallick1157tume kebethu sambalpuri hai gala..tumar na mallik ru Jana paduchi tume gote katkia..au katkia hai ki koshali bhasha ke au sahi pariba ki..sethi pain asi Kari KOSHAL na sunle badhuchi au😂...jai KOSHAL jai sambalpuri 😊..
@@ranjankumarmallick1157 bhai tama katha ru jani heuchhe tame sambalpuria nai se au sambalpuri au koshali same language,jenta jane lokar na 2 ta thaA name au nickname senta amar sambalpuri au koshali
@@happyd6145 Abe katkia chhaka Tate to utkal Banda mane pelanti na chhaka magiha katkia Tate au to maa bhauni bia peli Deni re chhaka sala bengali pasu 😁🤣
@@chittcreativity western odisha ki odisha bahare je ban heba. odisha ra sabu bhasa odia/sambalpuri/koraputia /santali etc. ra film all over odisha release heba
@@bikashsingh5714 right bro Cuttack re Khali special achhi ame kebe kahinu ame respect karu sabu district kuuu... kintu kichhi kharap loka nka jogu ama Cuttack badnam hauchi kete ta jajpuria uthiki asiki Cuttack re rahiki Raj karuchhnti au nahale Cuttack ra blood jaha deha re bohuchi se kebe au kahaku kharab kahibani .........au rahila pachima odisha katha ....kebala Manoj Mishra nuhne pachima odisha ra sabu loka ama Cuttack ku chidanti
ଆରେ ଭାଇ ଏଇଟା ଫକୀରମୋହନଙ୍କ ଗୋଟେ ଗପର ନାମ.. ସବୁ ରାଜନୀତି
Bashhh..bash...thk kahicha bhaii...maghya mane rajaneeti chaleichnti...ctckia sambalpuria Kari Kari manoj mishra election harigala....Hele bhi Tara guna jauni
Thik bhai @@gudugarcia1852
ହଲଧର ନାଗ ଆମର୍ ଲାଗି ମହାନ୍ ଆଏ
ଜୟ ମା ସମଲେଇ
ଜୟ କୋଶଳ
Bhai mor samiya, ତମେ first ହଳଧର nag କେ ଇ ବିବାଦ ଥି ନାଇ anbar କଥା, ତମେ trp ଲାଗି ଲୋକମାନଙ୍କର ଇଯତ ପ୍ରତି ନାଇ ଖେଳ, ଯଦି ହଳଧର ସିର k ଇ ବୟାନ ଲାଗି କିଏ କିଛି କହିଦେଲେ ହଳଧର nag ର ବା ପଦ୍ମଶ୍ରୀ ପୁରସ୍କାର ର ଅସମ୍ମାନ ହେବା,
Sat katha @@humdevdutt2801
Hae ho agia jetebele balia baba bibadiya bayan desi au bahut midia mane prachar karuthisan sete bele kena suithisa tame ho@@humdevdutt2801
@@humdevdutt2801thik katha.
ତୋର୍ ବୁଆର୍ ବାଲ୍
ହଲଧର୍ ନାଗ ଦଦା ଜୁହାର୍ ଜୟ 🙏🚩👍
Mu banda weastren odisha
Magiha paschim odisha re 98% tukel ( jhia)mane sabu dari ( besya Dhanda wali)
Balangir patna garh meher pada Daya nidhi Meher daughter supriti meher gote dhanda wali bessya dari
Supriti meher 20 husband ko nei khela karuchi Paisa lage
Gute rendi lagi sabu rendi hele ke 😡 je kahuchu
@@manoj-jb5lk ମାଲିସାହି ର୍ ଜାରଜ୍ ସନ୍ତାନ୍ ମାନେ ହୀନ୍ ବିଆ ଖିଆ ଲୋକ ତୁମେ କାଣା ଜାନରେ କନିଏ ପୁହେ
Right bhai @@KoshalGaonKhabar
@@manoj-jb5lkMali sahira randi pua ananta @manoj-jb5lk😂
ରାଣ୍ଡିପୁଅ ଅନନ୍ତା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଏକ ଅନନ୍ୟ ଅବଦାନ ଆମ ଭାଷା ପାଇଁ। ଯିଏ ଓଡ଼ିଆ ଭାଷାର ସେନାପତି ରୁପରେ ନିରବିଚ୍ଛିନ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଶବ୍ଦ ଉପରେ ବିଶ୍ଳେଷଣ କରିବା ପୂର୍ବରୁ ଅନେକ ପରିଶିଳନ କରିବା କଥା। ମନହୁଏ ଏହା ଏକ ପାଖିଆ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ।
ପଦ୍ମଶ୍ରୀ ଭୂଷିତ ହୋଇ ଏପରି କହିବା ନିଜକୁ ନିନ୍ଦା ।
ପଦ୍ମଶ୍ରୀ ପାଇଥିବା ଶ୍ରେଷ୍ଠ ବ୍ୟକ୍ତି ଆପଣ କିନ୍ତୁ ଓଡ଼ିଆ କୁ ସମ୍ବଲପୁରୀ ସହିତ ତୁଳନା କରି ଓଡ଼ିଆ କୁ ତାଛଲ୍ୟ କହୁଛନ୍ତି ଆପଣ ବୋଧେ ଜାଣି ନାହାନ୍ତି ଓଡ଼ିଆ ଗୋଟେ classical language ସମ୍ବଲପୁରୀ ନୁହେଁ , ଆପଣଙ୍କର ନିଜ ମାତୃଭାଷା ପ୍ରତି ଦୁର୍ବଳତା ରହିବା ସ୍ଵାଭାବିକ ମାତ୍ର ରାଜ୍ୟର ଭାଷା ଓଡ଼ିଆ ପ୍ରତି ଏତେ ବିତୃଷ୍ନା ନିନ୍ଦନୀୟ, ଜଣେ ସାଧାରଣ ବ୍ୟକ୍ତି e ମନ୍ତବ୍ୟ ଦେଇ ଥିଲେ ମୁ comment ଦେଇନଥାନ୍ତି କିନ୍ତୁ ଆପଣ ତ ପଦ୍ମଶ୍ରୀ 🎉
Odia bangla bhasa 😂
@@sawanbebarta2704 Sambalpuri chhatisgarhi bhasa 😂😂😂😂
@@happyd6145 sambalpuri kosli bhasa cg to kuch saal hua bana hai
@@sawanbebarta2704kosli nuha Kosala saga😂😂😂....Odisha loka Odia kahiba... Karnataka loka Kannada kahiba sarila katha !
@@sawanbebarta2704 kosali na mo bala
ପୁରା ରାଜ୍ୟର ଭାଷାକୁ ବିଚାର ନେଲେ ନାହିଁ ଖାଲି ସମ୍ବଲପୁରୀ ଭାଷା ପ୍ରତି ସମ୍ନାନ ରହିବା କାହାର କାମ ନାହିଁ କିନ୍ତୁ ସବୁ କ୍ଷେତ୍ରରେ କିଛି ଲୋକଙ୍କ ପାଇଁ ସମ୍ବଲପୁରୀ କଟକିଆ ଏମିତି ବିବାଦୀୟ ରହିବା କେତେ ଦୂର ଠିକ, ରାଜ୍ୟ ହିତ ପାଇଁ ଯେତିକି ଚିନ୍ତା ନାହିଁ ମୋର ତୋର ବିଚାର କଲେ ବହୁତ ହେବ, ପ୍ରକୁତରେ କିଛି ସମାଜ ପ୍ରତିଷ୍ଠିତ ବେକ୍ତି ନିଜର ଗର୍ବ ପାଇଁ ଖଣ୍ଡ ବିଖଣ୍ଡିତ ବକ୍ତବ୍ୟ ଦେଇ ରାଜନୀତି କରଣ କରିବାକୁ ଚେଷ୍ଟା କରୁଛନ୍ତି ଯାହା ଜଣା ପଡୁଛି ଅନୁମାନ.....
ଜୟ ଶ୍ରୀଜଗନ୍ନାଥ 🚩ଜୟ ମା ସମଲେଶ୍ୱରୀ🚩
ହଲଧର ଆଜ୍ଞା କେ ଜୁହାର ଜଗନ୍ନାଥ ଭଗବାନ ତମକୁ ଭଳି ସେ ରଖିଥାଉ ଜୟ ଜଗନ୍ନାଥ
ମାଙ୍କଡ ହାତେ ଶାଳଗ୍ରାମ।
ଦାଦା 🙏❤️🙏
ସୋହେଲା କେ ଯେଭେ ବି ଆସବ୍ ଟିକେ, ପୋଷ୍ଟ ଟେ ଛାଡବ ଦାଦା 🙏❤️🙏
ମୋର୍ ସମିୟା କେ ଟିକେ ପାଖୁ ଦେଖବାର୍ ଅଛେ।
ସମ୍ବଲପୁରୀ ଗୋଟେ ଉପଭାଷା ଓଡିଆ ଭାଷା ସାହିତ୍ୟ କୁ ଛୋଟ କହିବା କମ୍ କହିବା ଭୁଲ୍ କଥା
ଓଡ଼ିଆ ଭାଷା ମା ହେଲେ ସମ୍ବଲପୁରୀ ତା ପୁଅ ଏହି ପରି ନିଚ ବୁଦ୍ଧିମତା ରଖି କଥା ବାର୍ତ୍ତା କରି ବା ଭୁଲ୍
ଓଡ଼ିଆ ଭାଷା ରୁ ସମ୍ବଲପୁରୀ ର ସୃଷ୍ଟି ସମସ୍ତେ ସବୁ ବେଳେ ମାନେ ରଖିବା ଦରକାର ।
He is a devider।
ଆପଣଙ୍କ କଥା ସମ୍ପୂର୍ଣ ଭାବେ ଠିକ୍।
ସମଲ୍ପୁରି ଭାଷା ଓଡ଼ିଆ ଭାଷାର ଗୋଟେ ଅଙ୍ଗ।
ତେଣୁ ଏହିପରି ବାଦ କରିବା ଠିକ୍ ନୁହେଁ।
I salute Ganga Dhar Mehera. He can do same work, what Haldhar Nag is doing, but he gave many master pieces in odia literature and United our state. No sambalpuri No Kataki. Are simple katha 50 km re katha kahiba ra style tike alaga, kintu analysis kale sabu ta odia. Jemti Baripada baleswar re gote style ra katha kuha, badhark re gote, berahmpore re gote, cuttack re gote, puri re gote, semti sambalpur bargada, jharsugada gote gote jhunka odia bhasa ra, but overall sabu ta Odia😊
ସମ୍ବଲପୁରୀ ଭାଷା ରେ ଓଡ଼ିଆ ଠାରୁ 2 ଗୁଣ ଶବ୍ଦ ଅଛି କି ନାହିଁ ତ ଗଣିଲେ ଜଣା ପଡିବ l ଓଡ଼ିଆ ରେ କଥା ଅଛି ' ଥିଲେ ଥାଉ ରୂପ ଗୁଣ ହଜାରେ ଚରିତ୍ର ନଥିଲେ ସବୁ ଅସାର '
ସମ୍ବଲପୁରୀ ରେ ଓଡ଼ିଆ ଠାରୁ ଦୁଇ ଗୁଣ ଶବ୍ଦ ଥାଉ କି ନ ଥାଉ ସେହି ଭାଷା କୁ କୋଉ ଲିପି ରେ ଲେଖୁଛ
3:19 ଜେନ୍ ଲିପି ଥି ଲେଖୁଛୁ ସେ ଲିପି କେ ଓଡ଼ିଆ ଲିପି କହେସନ୍ । ଭାରତ ର ରାଷ୍ଟ୍ର ଭାଷା ଲିପି ଯଦି ଓଡ଼ିଆ ଲିପି ଥୀ ଲେଖା ଯିବା ବେଳେ କାଏ ହିନ୍ଦୀ ଭାଷା କେ ଭି ଓଡ଼ିଆ କହି ଦେବ କାଏ ?
👏
ହଳଧର ଆଜ୍ଞା ଠିକ କଥା କହିଛନ l
ହଳଧର ଆଜ୍ଞା ସମ୍ବଲପୁରୀ ଭାଷା ର ଗୋଟେ ଆଇକନ୍ ଆଇ। ଓଡ଼ିଆ ଭାଷା ଆଉ ସମ୍ବଲପୁରୀ ଭାଷା ଭିତରେ ଫରକ୍ କାଣା ଯେ ଫଟିକ୍ ଜଣା ପଡୁଛେ।
@@Makeforself ସମ୍ବଲପୁରୀ ନାଇଁ ସେଇଟା କୋଶଳୀ ଭାଷା 🤣🤣
@@ranjankumarmallick1157sambalpuri au Koshli same jemiti India/ bharata
@Basudev-t1i ଆରେ ଭାଇ ଭାଷା କଥା ପଡ଼ିଛି ଦେଶ କି ରାଜ୍ୟ ନାମ କହୁନି... ଯେମିତି ଗୋଟେ ହିନ୍ଦୀ, ପଞ୍ଜାବୀ, ଓଡ଼ିଆ, ବଙ୍ଗାଳୀ.... ସେମିତି ତୁମର ସେଇଟା କୋଶଳୀ ନା ସମ୍ବଲପୁରୀ?? ତମେ sambalpur କୁ ଗଲେ କୋଶଳୀ ଭାଷା କହିଲେ ଗୋଡେଇ ପିଟିବେ ସେଠାକାର ଲୋକ କାରଣ ତୁମେ ମାନେ ଆମ ସମ୍ବଲପୁରୀ ଭାଷା କୁ କୋସଲି ମାନ୍ୟତା ଦେଇ ସମ୍ବଲପୁରୀ ର ମହତ୍ତ୍ଵ କୁ ବୁଡ଼ାଇ ଦେଉଛ
@@ranjankumarmallick1157tume kebethu sambalpuri hai gala..tumar na mallik ru Jana paduchi tume gote katkia..au katkia hai ki koshali bhasha ke au sahi pariba ki..sethi pain asi Kari KOSHAL na sunle badhuchi au😂...jai KOSHAL jai sambalpuri 😊..
@@ranjankumarmallick1157 bhai tama katha ru jani heuchhe tame sambalpuria nai se au sambalpuri au koshali same language,jenta jane lokar na 2 ta thaA name au nickname senta amar sambalpuri au koshali
ରାଣ୍ଡି ପୁଅ ଅନନ୍ତା ର ମାନେ ସେ ପୁଅର ନା ଅନନ୍ତା ଯେ ଗୋଟେ ରାଣ୍ଡି ବା ବିଧବା ର ପୁଅ ଅଟେ.
ଆପଣଙ୍କ କହିବା କଥା ଫକୀର ମୋହନ ସେନାପତି ଅଭଦ୍ର ଥିଲେ ନା କଣ ଛି ଛିଃ କହିବାକୁ ଖରାପ ଲାଗୁଚି ଏଇଥି ପାଇଁ ଓଡ଼ିଆ ଆଉ ଓଡିଶା ଆଗକୁ ଯାଇ ପାରୁନି ବହୁତ ଖରାପ ଲାଗିଲା ସବୁଥିରେ ରାଜନୀତି
ଭାଇ ମୁଇଁ ବି ବୁଝି ନେଇ ପାରି ରାଣ୍ଡିପୁଅ ଅନନ୍ତା ରେ କାନା ଅସଭ୍ୟ ଅଛେ । ଫକୀର ମୋହନ ଏତେ ବର୍ଷ ପୂର୍ବେ ଇଟାକେ ରଚନା କଲେ କିଏ ଏତେଦିନ ଖରାପ ନେଇ କହେଲା ବହୁତ୍ ପ୍ରସିଦ୍ଧ ବି ହେଲା ଏବେ କେଜେ ଏତେ ଫୁର୍ଲି କରୁଛ ତମେ ମାନେ । ରାଣ୍ଡିପୁଅ ଅନନ୍ତା ରେ କାଣା ଖରାପ ଶବ୍ଦ ଅଛେ ଆମର କୋଶଳ ର । କିଛି ଖରାପ ଭାଷା ନେଇନା । ରାଣ୍ଡି କେ କହୁଛ କେଁ ରାଣ୍ଡି ବେଳେ ତୋ ବିଧବା । ସତକଥା , କିଛି ଅସୁବିଧା ନେଇନ ।
କଟକି ଭାଷା କୋଉଠି ଅଛି କି....ମୋତେ ଦୟାକରି କହିବେ ପଦ୍ମଶ୍ରୀ haladhar nag
ଜୟ କୋଶଳ 🚩 ଜୟ ମାଁ ସମଲେଇ 🙏
Jay Kosala saga😂😂😂😂
@@happyd6145jai udia pudia chutkala utpela😂😅
@@happyd6145 to maa utkal bia Banda khao 😁👊
@@classicviral2474 toh mai aau maiipo kosali biia k katki baand😂😂😂
@@happyd6145 Abe katkia chhaka Tate to utkal Banda mane pelanti na chhaka magiha katkia Tate au to maa bhauni bia peli Deni re chhaka sala bengali pasu 😁🤣
ସାହିତ୍ୟ ସମାଜର ପ୍ରତିଛବି ତେଣୁ ଏ ସବୁ ଭାଷାର ପ୍ରୟୋଗ ନିହାତି ରହିବ। ଯଦି ଏସବୁକୁ ଦେଖି ବା ତେବେ ଗଙ୍ଗାଧର ମେହେର ଙ୍କ ଉପରେ ? ବାଚୀ ଆପେ ଆପେ ଆସିଯିବ। ତେଣୁ ଏସବୁ ଫାଲତୁ ଆଲୋଚନା ବନ୍ଦ କର
ମୁଇଁ ଜଗିଥିଲି ତୁମେ କେତେବେଲେ ଆସବ ଧନ୍ୟବାଦ
ହଳଧର ନାଗ କି ଜୟ ହଉ
ଆମର ପଶ୍ଚିମ ଓଡିଶା ର ଲୋକ ସେକଥା କେ ମାଇଣ୍ଡ ନାଇଁ ଦେଇ ହେତିର ଲାଗି ହରିଶଙ୍କର ଭଳିଆ ଜାଗାରେ ରାଣ୍ଡି ଭଳିଆ ଶବ୍ଧ କେ ସ୍ଥାନ ଦେବାର ଟା ବହୁତ ଖରାପ ଲାଗୁଛେ, ରାଣ୍ଡି ପୁଅ ଅନନ୍ତା କେ ବୟ କଟ କରାଯାଉ ପଶ୍ଚିମ ଓଡିଶା ରେ 🙏🙏🙏🙏
ସମ୍ବଲପୁରରେ ବିବାହ କେ କାଣା କହେସନ୍?
ପଶ୍ଚିମ ଓଡ଼ିଶା ରେ ଗୋଟିଏ ଜିଲ୍ଲାରେ ଗୋଟିଏ ଭାଷା ଅଛେ, ନୂଆପଡ଼ା ଅଲଗା, କଳାହାଣ୍ଡିଆ ଭାଷା ଅଲଗା ଏ ସମ୍ବଲପୁର ର ଅଲଗା ଭାଷା, କୋରାପୁଟ ଜିଲ୍ଲାର ଅଲଗା ଭାଷା, ସୁନ୍ଦର ଗଡ଼ ର ଅଲଗା ଭାଷା ଅଛେ, ହେଲେ ସମ୍ବଲପୁରୀ ଆ ଭାଷା ଆମକୁ ଠିକ୍ ନେଇ ଲାଗେ ଆମେ କହିବି ନେଇପାରୁ, ସମ୍ବଲପୁରୀ ଆ ଲୋକ କୋରା ପୁଟିଆ ଭାଷା କହି ନେଇପାରେ, ଇହାଦେ ଖାଇଲନ ଗଳନଇ ଭାଷା ଅନ୍ୟ ଜିଲ୍ଲାରେ ବୁଝିଲେ ବି କହି ନେଇପାରେ ଭାଷା ଉପରେ ବେଶି ଚର୍ଚ୍ଚା ନେଇ ହେଉ ଜନ୍ମ ମାଟିର ଭାଷା ହିଁ କହିବା, ପଶ୍ଚିମ ଓଡ଼ିଶା ରେ ସବୁଜିଲାରେ ସମ୍ବଲପୁରୀ ନେଇ ଚଳେ
Tui jen bhasa re katha hauchu heta kain bhasa 😂😂
Tui badhe ଜ୍ଞାନୀ ରେ ବାବୁ ବହି ଲେଖ୍ ନ@@bunudash
@@shankarbhai1055 mui kain bhasa re katha hauche kahi parbu kain 1st ...bhasa gyani 😂😂😂 au ken district re mui j???
Mui ken ଜିଲ୍ଲା ର ଟିକେ କହ ତ ବୋ makkhan tun
ହଁ ଟିକେ ଟିକେ ଫରକ ଅ ଛେ
ଠିକ୍ କହୁଛନ ହଳଧର ଆଜ୍ଞା❤
ମୋର୍ ଦାଦା ଠିକ୍ କହୁଛେ 👍🚩🙏
ଦେଶକେ ଫାଙ୍କେ,ନଈକେ ଵାଙ୍କେ, ବାଲେଶ୍ଵର ଜିଲ୍ଲାର ପ୍ରଚଳିତ ଭାଷା କୁ ନେଇ ବ୍ୟାସକବି ଗଳ୍ପ ଟିକୁ ଲେଖିଥିଲେ ତାଙ୍କ ରଚିତ ଗଳ୍ପ ଗୁଡିକ ସରଳ ଓ ଗାଉଁଲି ଭାଷାରେ ଲେଖା ହୋଇଛି ଓ ହୃଦୟ କୁ ଛୁଇଁ ଯାଏ। ଓଡ଼ିଆ ଗୋଟିଏ ଭାଷା କିନ୍ତୁ ବିଭିନ୍ନ ଅଞ୍ଚଳରେ ଉଚ୍ଚାରଣ ରେ ପାର୍ଥକ୍ୟ ତା ଦେଖାଯାଏ ଯେପରିକି କି ସମ୍ବଲପୁର,କଟକ, ବ୍ରହ୍ମପୁର, ପୁରୀ ଓ ବାଲେଶ୍ଵର ରେ ଭାଷାର ପାର୍ଥକ୍ୟ ତା ଦେଖାଯାଏ।
ଭାଈ ଯାହା କହିଲ ଠିକ୍ କଥା ବାଲେଶ୍ବର ଜିଲ୍ଲାର ଭାଷା ବ୍ରହ୍ମପୁର କଟକ ଅନୁଗୁଳ ମୟୂରଭଞ୍ଜ ଜିଲ୍ଲାର ଭାଷା ଓଡ଼ିଆ କିନ୍ତୁ କହିବା ଟିକିଏ ଛାଡିବ ❤ ଭାଈ ଆମେ ଓଡ଼ିଆ ଭାରି ବଢିଆ ❤ ଜୟ ଜଗନ୍ନାଥ 🙏🙏🙏 ଜୟ ମା ସମ୍ବଲେଇ 🙏🙏🙏
Oucha hebar Pani karajebe aasa ouchakara aage matru bhasha
ପୁରା ଖୁଲା କଥା କହିଛନ୍ ହଲଧର୍ ନାଗ୍ ଆଂଗ୍ୟା ଜଏ କୋଶଲ୍ ଜଏ ସମ୍ବଲପୁରୀ କୋଶଲି ❤❤🙏
ଆପଣ ମାନେ ଗୋଟେ କାମ କରନ୍ତୁ , ପଶ୍ଚିମ ଓଡିଶାର ଲୋକ ସବୁ ମିସିକି ଓଡିଶା ସରକାର ଆଉ କେନ୍ଦ୍ର ସରକାର ଙ୍କୁ କୁହନ୍ତୁ କି କୋଶଲ ରାଜ୍ୟ ବନେଇ ଦେବେ , ମନୋଜ ମିଶ୍ର ଆଜ୍ଞା ଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ ମିସିକି । ସେ ବଢ଼ିଆ ଶାସନ କରିବେ ।
Thnx....
Wah mana chua katha te kahila bhai...😂
ଫକୀର ମୋହନ ସେନାପତି ଙ୍କ ଯୋଗ୍ୟ କେହିନାହାନ୍ତି
ରାଣ୍ଡି ପୁଅ ଅନତା ବହୁତ ସୁନ୍ଦର ଗଳ୍ପ
ବହୁତ ଭଲ
ଆମେ ସମସ୍ତେ ଓଡ଼ିଶା ବାସି 🙏🙏
ଆମର ସମ୍ବଲପୁରୀ ଭାଷା ଥି ରାଣୀ କଟକିଆ ଭାଷା ଥି ରାଣ୍ଡୀ ମାନେ ଜେନ ମାଏ ଝିର ବର. ଘଏତା ମରି ଯେଇ ଥି ଲେ ସେ ମାଏଝୀ କେ ରାଣୀ. ରାଣ୍ଡି. କହେସନ
Odia b henti kahsan bo😅
ସବ୍ୟସାଚୀ ମହାପାତ୍ର ଆରୁ ହଲଧର ନାଗ୍ ଆଜ୍ଞା ଦୁଇ ଝନ୍ କୋଶଲ୍ ସାନ୍ ।ଦୁଇ ଝନର୍ ଭିତରେ ମାର୍ ଲଗାବାର୍ ଠିକ୍ ନାଇଁସେ। ସବ୍ୟସାଚୀ ଆଜ୍ଞା ରାଣ୍ଡିପୁଅ ଅନନ୍ତା ଫିଲ୍ମ ଓଡିଆ ଭାଷାନେ ବନଉଛନ୍ ।କୋଶଲିନେ ନାଇଁ ବନାବାର୍ ।
ହଁ ବନାଉଛନ୍ କିନ୍ତୁ ରାଣ୍ତି ର ଅର୍ଥ କାଣା ଯାହାର ସ୍ବାମୀ ମୃତ୍ୟୁ ବରଣ କରିଥିବା ନାଇଁ କୁ କହାଯାଉଛେ ତେବେ ଏହା ମାଁ,ଭଉଣୀ ପାଇଁ ଅସମ୍ମାନ ଆୟେ।
Ta western odisha re he film banned ae...
Ta problem kana hela tar income jenthi adhika heba se banala😅😅😅
କଟକିଆ ମାନେ ଦୀପାବଳୀ ନେ ବlଣ ଫୁଠୁଚ୍ଛେ କହେଷନ୍ ଜେ ହେଟା କେନ୍ତl ନି କହନ୍ ଅଜ୍ଞା 😂😂😂😂😂
ପଦ୍ମ ଶ୍ରୀ ହଲଧର ନାଗ ଆଜ୍ଞା କେ 🙏🙏🙏 ❤❤❤ ।। କଟକିଆ ମାନକର ଵେଲଜୟା ଭାଷା ଶବ୍ଦ କେ ଟୁଣେ ନାଇ ନେଲେ ଭଲ ଭି ହେଲା ।
ସବ୍ୟସାଚୀ ବାବୁ ଓଡ଼ିଆ ଫିଲ୍ମ କରୁଛନ୍ତି ସମ୍ବଲପୁରୀ ନାଇ
Au sala budha au adima bichar kiye baneithila ho
Right.... Tahele Wester Odisha re film banned heba kaha...
Tamaku khali ban kari asichi au kichi asuni mg ghra bhnga
@@chittcreativity western odisha ki odisha bahare je ban heba.
odisha ra sabu bhasa odia/sambalpuri/koraputia /santali etc. ra film all over odisha release heba
@@bankanana2852 western odisha re chalibani ehi film
ଉକ୍ତ କଥାଚିତ୍ର କଣ ସମ୍ବଲପୁରୀ ଭାଷାରେ ହେଉଛି କି ଆଜ୍ଞା।
ମହାନ୍ କବି ଗଙ୍ଗାଧର ମେହେର ବୋଧେ ବୋକା ଥିଲେ ଓଡ଼ିଆ ଭାଷାରେ ରଚନା କରୁଥିଲେ। ଠିକ୍ ଅଛି ହଳଧର ନାଗ୍ ମହାଶୟ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର କରନ୍ତୁ। କିନ୍ତୁ ଯୋଉ ଭାଷା ଓଡ଼ିଶାର ମାନ ତଥା ରାଷ୍ଟ୍ରର ଶାସ୍ତ୍ରୀୟ ମାନ୍ୟତା ପାଇଛି, ତାକୁ ନିନ୍ଦା କରିବା କୋଉ ପ୍ରକାର ଜ୍ଞାନ?
ରାଣ୍ଡି ଭାଷା ଗୋଟେ ଅସଭ୍ୟ ଭାଷା ଏହା ସମନ୍ତେ ଜାଣନ୍ତି । କିନ୍ତୂ ଆଉ ଗୋଟେ ,, ଦାରି ପୁଅ,, ଫିଲ୍ମ ଗୋଟେ ହୋଉ।
ଓଡ଼ିଶା ର ଦୁଇ ପ୍ରାନ୍ତ କୁ ଭାଷା ମାଧ୍ୟମ ରେ ଭାଗ କରିବାକୁ ଚେଷ୍ଟା ଚାଲିଛି , ଆଉ ହଳଧର ବାବୁ ନିଜକୁ ବଡ଼ କବି କହିଲେ ହେବନି ସାରା ଓଡ଼ିଶା ପାଇଁ ବଡ଼ ମନ ଦେଖାଇ ବାକୁ ପଡ଼ିବ....
Dhanyabad haladhara Naga Maharaj ❤❤❤❤ bhagwan jaganatha mahaprabhu sankata Mochana Hanuman apanankara mangala karantu❤❤❤❤
Proud Of Our Odisha ❤️
The Legend Haldhar Nag Sir 😊
ଆମର ବୈଜ୍ୟେଷ୍ଟ ହଳଧର ନାଗ ଠିକ କହୁଛନ🇮🇳💙🙏
ମା କେ ସନମାନ... ଭାଷା କେ ସନମାନ... 🙏🌹
ହଳଧର ନାଗ ମଉସାଙ୍କୁ ମୋର କୋଟି ପ୍ରଣାମ,, 🙏🙏ରାଣ୍ଡି ପୁଅ ଅନନ୍ତା ବହୁତ ଆଗରୁ ଟେଲି ମୁଭି ହେଇଛି ସେତେବେଳ ଆପଣ କଣ ଓଡିଶା ରେ ନଥିଲେ,,,, ନାଁ ଆପଣଙ୍କୁ ନିଦ ହେଇଯାଇଥିଲା,,, ଏବେ ନିଦ ଭାଂଗିଲା,,,, ଆପଣ ଯାହା କଥାରେ ଡେଉଁ ଛନ୍ତି ଭୁଲ କରୁଛନ୍ତି,,,,
Are bhai sonpur ra sabyasachi sir koshar ra katkia nai se
ଜୟ ମାଁ ସମଲେଇ ଜୟ କୋଶଳ ଜୟ ଯାଦବ ଜୟ ମାଧବ ❤ From kudasingha pothalpada। ଗୌର ପିଲା like 👍 କର
ଠିକ କହୁଛନ ହଳଧର ଆଜ୍ଞ୍ୟା
କଟକିଆ କୁ western odisha ru boycott କରାଯାଉ
ବହୁତ ଭଲ ହେବା
ଜୟ କୋଶଲ
Right katha 💯👍👍👍
Right
Right... First tomo ro cuttack ro kie relative auu sango manaka thu relationship bhangi ki dekho..
Odia akhyara re lekhicha puni odia bhasa ku birodh karucha hasyaspada.
Katakia ku Kain raguchu
OK 🆗
Mor samiya🎙️ Zindabad
ଆମର ଗୌରବ ପଦ୍ମଶ୍ରୀ ହଳଧର ନାଗ ଯାହା କହିଛନ ଏକଦମ ଠିକ... ଆମର ମାତୃ ଭାଷାକେ ଅପମାନ କରବାର କାହାର ଅଧିକାର ନେଇନ...ଜଡ଼ରଭି କିଏ କରବା କି କରୁଛେ ବଏଲେଁ ଆଗକେ ସମବାଲୁ
Bhai kenta hela BDO ra halchal
ବହୁତ୍ ଖରାପ ଲାଗୁଚି ନାଟା
ଓଡ଼ିଆ ଭାଷାରେ ଯୋଉ ଫିଲ୍ମ କରିଥିଲେ ଶଲା ବୁଢ଼ା ଏଇଟା v ଓଡ଼ିଆ ଭାଷା ରେ ଖରାପ ଲାଗୁଚି ସେତେବେଳେ kn ଆମେ ପ୍ରତିବାଦ କରିଥିଲୁ କି ଆମ ଆଗରେ ଥିବା ଉପନ୍ୟାସ କୁ ସମ୍ମାନ ଜଣାଇବା ଦରକାର ଏଠି ଗୋଟେ କୋଶଳୀ ଭାଷା ହଉ କି ଓଡ଼ିଆ ଭାଷା ହଉ ସବୁକୁ ଆମେ ସମ୍ମାନ ଦେବା ଦରକାର
Right
Right
Thanks For Mor Samiya
ରାଣ୍ଡିପୁଅ ଅନନ୍ତା କହିଲେ ଆମେ ସମସ୍ତେ ଓଡ଼ିଆ ଫକୀର ମୋହନ ସେନାପତି ଙ୍କ ଗଳ୍ପ କୁ ବୁଝୁ ଆଉ ଖାଲି ରାଣ୍ଡିି କହିଲେ ଲୋକେ ଅଲଗା ଅର୍ଥ ରେ ବୁଝନ୍ତି।
ହଳଧର ମହାଶୟଙ୍କୁ ରିପୋଟର ଭୁଲ ତଥ୍ୟ ଦେଇ ବୁଝାଉଛନ୍ତି ।
ଚଳଚ୍ଚିତ୍ରଟି ଓଡିଆ ଭାଷା ର । ସବ୍ୟସାଚୀ ମହାପାତ୍ର ସମ୍ୱଲପୁର ର ଲୋକ ହୋଇଥିଲେ ବି ସେ ଓଡିଆ ଚଳଚିତ୍ର କରିଛନ୍ତି । ସମ୍ୱଲପୁର ବି ଓଡିଶା ର ଏକ ଅଂଶ ।
Jadi Odisha ra ansha... Tahele aehi word use kariba katha nuhan
@chittcreativity ରାଣ୍ଡିପୁଅ ଅନନ୍ତାର ପ୍ରକୃତ ଅର୍ଥ ଶାସନର ବାହାରେ । ଏହା ଓଡିଆ ସାହିତ୍ୟର ଏକ ରୁଢି । ତେଣୁ ଏହା କୋୖଣସି ମହିଳାକୁ ଅସମ୍ମାନ କରୁ ନାହିଁ ।
@MANASSIR24 ame emiti rudhi ku manibu nahin... Rudhibadi manasikata change karibaku padiba
ହେଲେ ସେଟା ସମଲ୍ପୁରି ଭାଷା କେ ଅସମ୍ମାନ କରୁଛେ@@MANASSIR24
@@weaverboy9435 ଇ ଟା ସବଲପୁରୀ ଭାଷାକେ ଅସମ୍ମାନ ନେଇ କରିବାର । ଇ ଟା ଓଡିଆ ଭାଷା ର ଫିଲ୍ମ ଆଏ । ଭାଷା କେ ନେଇ ଦେଖ୍ କରି ଫିଲ୍ମ ଦେଖବାର କଥା
ତମେ ଓଡ଼ିଶା ରାଜ୍ୟରେ ରହୁଚ ନା ଓଡ଼ିଶା ବାହାରେ ରହୁଛ।ରାଣ୍ଡି ଶବ୍ଦ ଯେମିତି ବ୍ୟବହାର ହେଉଛି ବର୍ତ୍ତମାନ ଯୁଗରେ ତାହା ନିନ୍ଦନୀୟ।କିନ୍ତୁ ଇଣ୍ଟର ନ୍ୟାସନାଲ ଫିଗର ସ୍ପେଲିଙ୍ଗ ଆଗ କରନ୍ତୁ। ଆପଣଙ୍କ ପାଠ ଜ୍ଞାନ କମ୍।କିନ୍ତୁ ରାଣ୍ଡି ଶବ୍ଦ ଉଠେଇ ବା ପାଇଁ ମୁଁ ବି ଚାହୁଁଛି।ଆଉ ମୁଁ ମନୋଜ ମିଶ୍ର ଙ୍କୁ ସପୋର୍ଟ କରୁଛି।ଆଉ ଏହି ଫିଲ୍ମ କୋଶଳୀ ଭାଷାରେ ନୁହଁ ଓଡ଼ିଆ ଭାଷା ରେ ହେଉଛି।
Eita fakirmohan senapati nka gote gapa chi chi aaku nei rajaniti.
କଟିକି ଭାଷା ନୁହେଁ ଓଡ଼ିଆ ଭାଷା। ଟିକେ ପଜିଟିବ ହୁଅନ୍ତୁ। ରାଣ୍ଡି ଶବ୍ଦ କେବେ ବି ଖରାପ ଶବ୍ଦ ନୁହେଁ। କେବଳ ହୀନ ମାନ୍ୟତା। ପଦ୍ମଶ୍ରୀ ହଳଧର ନାଗ ଏମିତି କାଟିକି ଆଉ ସମ୍ବଲପୁରୀ କହି ବିବାଦ ଆଡକୁ ଚାଲି ଯାଉଛନ୍ତି।
ଘେସ କେ ଆସିଥିବା ଲାଗି ବହୁତ୍ ବହୁତ୍ ଧନ୍ୟବାଦ୍ ଦାଦା
ଜୟ ହଳଧର ସାର୍, ଜୟ ମନୋଜ୍ ସାର୍ ।
ମହାମୁର୍ଖ ହଳଧର
ଆପଣ କହିଲେ ଯେ ଓଡ଼ିଆ ରୁ ଦୁଇ ଗୁଣ ଭାଷା ଆପଣଙ୍କ ପାଖରେ ଅଛି
ବାହାଘର କୁ ଯେମିତି ବିହାଘର୍ କହୁଚ
ସେମିତି ପ୍ରସଁସନୀୟ କୁ ଅପଣଙ୍କ ଭାଷା ରେ କଣ କହୁଚନ୍ତି
ଓଡ଼ିଆ ଭାଷା ରୁ କିଛି ଅଂଶ ନେଇକି ସମ୍ବଲପୁରୀ ଭାଷା ସୃଷ୍ଟି
ଓଡ଼ିଆ ଭାଷା ବି କିଛି ଟା ଅଲଗା ଭାଷା ନେଇକି ତିଆରି ହୋଇଛି ସେମିତି ଯଦି ବିବାଦ ହବ ପୁରା ଭାରତରେ ଯେତେ ବି ଭାଷା ଅଛି କିଛି ନା କିଛି ଅଲଗା ଭାଷା କୁ ନେଇକି ହେଇଚି
ବିବାଦର କୌଣସି ପ୍ରଶ୍ନ ନାହିଁ
ଏ ଭାଷା ତ ମୁଁ କିଛି ବୁଝି ପାରୁନି କିନ୍ତୁ ଆଦିବାସି ଭାଷା ଭଳି ଲାଗୁଛି
ଶୁଣନ୍ତୁ ରାଣ୍ଡି ପୁଅ ଅନନ୍ତା ଓପନ୍ୟାସ ଟି ଲେଖି ଛନ୍ତି
ଫକୀର ମୋହନ ସେନାପତି
ଯଦି ରାଣ୍ଡିପୁ ଅନନ୍ତା ଖରାପ ଉପନ୍ୟାସ ତେବେ କେମିତି ଲେଖିଲେ
(ଆଉଥରେ ଉପନ୍ୟାସ ପଢନ୍ତୁ ଆଜ୍ଞା
ଆପଣ ଏଠି ପୂର୍ଵ ପଶ୍ଚିମ ଉତ୍ତର ଦକ୍ଷିଣ ଦର୍ଶାନ୍ତୁ ନାହିଁ ଆଜ୍ଞା ଆମର ଗୁଟିଏ ଓଡିଶା )
🙏🏻❤️ଜୟ ଜଗନ୍ନାଥ ❤️🙏🏻
ଇଟା ଓଡ଼ିଆ ସାହିତ୍ୟ ର ଗୁଟେ ହୀରା ଅଟେ ଆଜ୍ଞା ଇଥି ଗୁଳିଆ ନାଇଁ ହେବାର କଥା. ମୋର ମତ ଆଜ୍ଞା.
ଗୋଟେ ଅଯଥା କଳି । ମିଡିଆ ମଜା ନଉଚି । ଫ୍ଲପ୍ ମଣିଷ ମାନେ ନିଜକୁ ସମାଜ ଆଗରେ ଦେଖେଇ ହେବା ପାଇଁ ଗୋଟେ ପାଲା ଚଳାଉଛନ୍ତି। Let's change the topic and enjoy the cinema.
ପୂର୍ବ ଓଡ଼ିଶା ର ଲୋକ ସମସ୍ତଙ୍କୁ ଲୁଟି ଚାଲିଛନ୍ତି।ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ରେ ହେଉ ଅବା ଦୋକାନ ,ହୋଟେଲ୍ ସବୁ ଜାଗାରେ
ଭାଇ ମୁଇଁ ବି ବୁଝି ନେଇ ପାରି ରାଣ୍ଡିପୁଅ ଅନନ୍ତା ରେ କାନା ଅସଭ୍ୟ ଅଛେ । ଫକୀର ମୋହନ ଏତେ ବର୍ଷ ପୂର୍ବେ ଇଟାକେ ରଚନା କଲେ କିଏ ଏତେଦିନ ଖରାପ ନେଇ କହେଲା ବହୁତ୍ ପ୍ରସିଦ୍ଧ ବି ହେଲା ଏବେ କେଜେ ଏତେ ଫୁର୍ଲି କରୁଛ ତମେ ମାନେ । ରାଣ୍ଡିପୁଅ ଅନନ୍ତା ରେ କାଣା ଖରାପ ଶବ୍ଦ ଅଛେ ଆମର କୋଶଳ ର । କିଛି ଖରାପ ଭାଷା ନେଇନା । ରାଣ୍ଡି କେ କହୁଛ କେଁ ରାଣ୍ଡି ବେଳେ ତୋ ବିଧବା । ସତକଥା, କିଛି ଅସୁବିଧା ନେଇନ
ଏ ମିଡିଆ ବାଲା ର Trp ଲାଗି ଓଡ଼ିଶାର ବିଭାଜନ ଏକ କାରଣ Sir ହଳଧର ନାଗ ଆପଣଙ୍କୁ କଣ କୁହା ଯିବ ଆପଣ କଣ ଜାଣି ନାହାନ୍ତି ବ୍ୟାସକବି ଫକୀରମୋହନ କିଏ ତାଙ୍କ କୃତି କଣ ତାହେଲେ ମୋର ମତ ରହିବ ଆପଣ ଜ୍ଞାନୀ ନୁହନ୍ତି ଆଉ ଏକ କଥା ଓଡ଼ିଶା ଆମର ଗୋଟିଏ ଆପଣ ବିଭାଜନ ହେଲା ଭଳି କଥା କୁହନ୍ତୁନି ଜେଲ୍ ରେ ରହିକି ମଧ୍ୟ ସେ କବିତା ମାଧ୍ୟମରେ ସ୍ଵାଧୀନତା ଆନ୍ଦୋଳନର ଭାଗୀଦାର
ସମ୍ବଲପୁରୀ ଯଦି ମାଆ ର ଭାଷା ହେଲା ତାହାଲେ ଓଡ଼ିଆ କଣ.... ହବ କୁହ ହେ ହଳଧର ନାଗ...... ଓଡ଼ିଆର ଅବଦାନ ନଥିଲେ ସମ୍ବଲପୁରୀ ଭାଷା ଆଉ ଲୋକଙ୍କୁ ବେଙ୍ଗଲୀ ସଭ୍ୟତା ଆଳୁ ଭର୍ତ୍ତା ବନେଇ ଦେଇଥାନ୍ତା...
ଏବେ ଏ ଶବ୍ଦ ଶୁଣି ଆପଣଙ୍କୁ ଖରାପ୍ ଲାଗୁଚି ପ୍ରଥମେ ଯେତେବେଳେ ଏହି ଶବ୍ଦ ରେ ଗୋଟେ କାହାଣୀ ର ନାମ କରଣ ହେଇଥିଲା ସେତେବେଳେ ଆପଣ କଣ ନଥିଲେ ନା ଜାଣି ନଥିଲେ . ଆଉ ମନୋଜ ମିଶ୍ର ବାବୁ ଆପଣ କଣ ସମସ୍ତଙ୍କ ମୁଣ୍ଡି ସବୁ କଥା ରେ କାଇଁ ଆପଣ ଏତେ Argument କରୁଛନ୍ତି .
ଦଦା ଜୁହାର 🙏🙏🙏...
ଯେତେ କହିଲେ 70%ଓଡ଼ିଆ ଭାଷା ମିକ୍ସ ଅଛେ
ଶଳା ଶବ୍ଦ ଟା କଣ ଭଲ ଭାଷା ତମ ଆଡେ
ଓଡ଼ିଶା ରେ ମନୋଜ ମିଶ୍ର କିଏ କଣ କରେ
ଇଟା କେ ନେଇକରି ରାଜନୀତି ନାଇ ହେବାର କଥା
ହଲଧର ନାଗ ବାବୁ, ଆପଣ ଜାଣି ନାହାନ୍ତି ବୋଧେ , ଭାରତର କେତଟି ମାତ୍ର ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ ଭାଷା ହେଉଛି ମୋ ମାତୃଭାଷା ଓଡିଆ । ତୁମକୁ ମୁ ପ୍ରତ୍ୟକ୍ଷ ରେ ଖୋଲା ଆହ୍ଵାନ ଦେଉଛି ତୁମ କୋଶଳୀ ଭାଷାକୁ ଶାସ୍ତ୍ରୀୟ ଭାଷା ର ମାନ୍ୟତା ଦିଅ । ଆଉ ଏକ ହଜାର ବର୍ଷ ସଂଗ୍ରାମ କଲେ ବି ତୁମେ ଅଯୋଗ୍ୟ ଘୋଷିତ ହେବ । ତମରୂ ଏକ ଅନାଧେୟ ଭାଷାର ବ୍ୟାକରଣ ଟା ଟିକେ ଦେଖାଇବ । ଓଡିଆ ଭାଷା ର ଶବ୍ଦ କୁ ଗଣି ହିସାବ କରିଡା କୁ ତୁମର ଆୟୁଶ ନାହିଁ । ତମେ କ'ଣ କହିବ ଦେଢ଼ଶହ ଶବ୍ଦ ଅଧିକ ଅଛି ।
ଯେ କୋଶଲ୍🙏
Cuttack language no 1 ❤ cuttack Raja in Odisha... Odisha ka Dil (heart) Cuttack Cuttack.......❤❤❤❤❤
❤
Sabu district ra kicchi na kicchi speciality rahicchi khali Cuttack hi sabu kicchi emiti kahiba anuchit.
@@bikashsingh5714 right bro Cuttack re Khali special achhi ame kebe kahinu ame respect karu sabu district kuuu... kintu kichhi kharap loka nka jogu ama Cuttack badnam hauchi kete ta jajpuria uthiki asiki Cuttack re rahiki Raj karuchhnti au nahale Cuttack ra blood jaha deha re bohuchi se kebe au kahaku kharab kahibani .........au rahila pachima odisha katha ....kebala Manoj Mishra nuhne pachima odisha ra sabu loka ama Cuttack ku chidanti
ଜୟ କଟକ୍ ❤
Jagata janani Maa Durga nka apaman karuchhi sabyasachi mahapatra nku danda miliba
ରାଣ୍ଡି ର ଅର୍ଥ ହିନ୍ଦୀ ରେ ବେଶ୍ୟ, ଏବଂ ଓଡ଼ିଆ ରେ ରାଣ୍ଡି ର ଅର୍ଥ ବିଧବା , ନାରୀ ମାନଙ୍କ ପ୍ରତି ଅସମ୍ମାନ, ବବି ଇସଲାମ ଗୋଟେ ମୂର୍ଖ
କଟକିଆ film କେହି ନାଇ ଦେଖିବ ଜେନ୍ mankar ସମ୍ବଲପୁରୀ ଆ blood
Right kahuchha dada
Mui Bhai aji tak gote b odia film nuhe daekhbar 😂
ଆଧୁନିକ ସମ୍ବଲପୁରୀ ଗୀତମାନକରେ ତ ଉର୍ଦ୍ଦୁ ହିନ୍ଦୀ ଶବ୍ଦ ଭର୍ତ୍ତି ହେଲାନ.. ସେଇଟା କେ ବିରୋଧ ନେଇଁ କରବାର୍ । ତୁଇ ବୁଢ଼ା ଖାଲି ଓଡ଼ିଆ ଭାଷାକେ ବିରୋଧ କରୁଛୁସ୍ । ତୋର ବୟସ ହେଲାନ ତୋର ବୁଦ୍ଧି କାମ ନେଇଁଦେବାର..ନା
ରାଣ୍ଡିମା ମାମାନଙ୍କୁ ଅପ ମାନ
ଜୟ କୋଶଲ 🙏🙏🙏
ମୋର somya ❤❤❤
Satynarayan Boidar pioneer of koshali language of 20th century, Sarala Das pioneer of Odia language 15th century,, ତ ଏଥିରୁ ଜଣା ପଡୁଛି କୋଶଳୀ ଭାଷାର ଉତ୍ତପ୍ତି କୋଉଠୁ,, ନା ସେ ରାଜପୁତ ସବୁ ମୋଗଲ ଠାରୁ ତଡା ଖାଇ ଓଡ଼ିଶାରେ ଆସି ରହି ନଥାନ୍ତେ, ନା ଏତେ ପାଲା ହେଇଥାନ୍ତା । ଭାରତୀୟ ମୁସଲମାନ ଯାହା କୋଶଳ କୋଶଳ ଚିଲାଉଥିବା ଲୋକ ସେୟା । " Converted"
ହଲଧର ନାଗ ଆଜ୍ଞା ଜୁହାର୍
ଜୟ କୋଶଳ
ରାଣ୍ଡି ଲେଖିବା ନଥିଲା ସନେପତି କବି
Dhanyawad dada
ରାଆଁଡି କହେସନ ସମ୍ବଲପୁରୀ ରେ
ଓଡ଼ିଶା ର ପ୍ରେତ୍ୟକ ପ୍ରାନ୍ତର ଭାଷା ଅଲଗା ଅଲଗା। କିନ୍ତୁ ଅକ୍ଷର ଏକ । ଲେଖନ ଶୈଳି ମନ୍ଧ୍ଯ ଏକ ମାତ୍ର ଗୋଟିଏ ଜାଗା ର ଭଲ ଶବ୍ଦ ଅନ୍ୟ ଜଗା ରେ ଖରାପ ଅର୍ଥ ରେ ବି ବ୍ୟବହାର ହୋଇ ଯାଏ। ତେଣୁ ଶବ୍ଦ କୁ ନେଇ ମହାପୁରୁଷ ମାନଂକ କ୍ରୁତି କୁ ଆଧୁନିକତାର ଖୋଳପା ଭିତରେ ପୁରାଇ ଟଣା ଓଟରା କରିବା ଉଚିତ ନୁହେଁ।
ବାହଘର ଶବ୍ଦ ଟା ସୁଦ୍ଧ ଓଡ଼ିଆ ଭାଷା ଆଏ,ଆଉ ବିହାଘର କହେଲେ ଆମର ସମ୍ବଲପୁରୀ ଭାଷା ଆଏ ।
Jay koshal jay maa samlei dada
Koshal my hair
Ken ra rum gute re tui
ଆମର ମାଟି ଆମର ପରମ୍ପରା ଆମର ଭାଷା ସଂସ୍କୃତି ମହାନ୍ ❤❤❤❤💪💪💪💪🔥🔥🔥🙏🙏🙏🇮🇳🇮🇳🇮🇳
ଯେ ମା ସମଲେଇ ଯେ କୋଶଲ
ସାର 🙏ରାଣ୍ଡି ଶବ୍ଦ ଟା କୋଶଲି ଭାଷାରେ କାଣା ହେବା ?
ଲାଳଧର ନାଗ୍ ଙ୍କୁ ମୋର୍ ଜୁହାର
ଆରେ ଆମେ ସବୁ ଓଡ଼ିଆ କଟକୀ ଭାଷା କଣ
ହଳଧର ଦାଦା ଯୟମା ସମଲେଇ😢😢
Nibesh dada jay