ବ୍ଲାଉଜ୍ କାଟିବା ପୂର୍ବରୁ ଏହି ଭିଡିଓ କୁ ଦେଖି ନିଅନ୍ତୁ ll blouse cutting ll matrukrupa fashion

Поделиться
HTML-код
  • Опубликовано: 21 ноя 2024

Комментарии • 12

  • @ahalyasingh473
    @ahalyasingh473 13 дней назад

    Hhank you mam🙏🙏🙏

  • @abhayakumarsarangi8053
    @abhayakumarsarangi8053 16 дней назад +1

    Very nice video ❤

  • @sarojinirubi7021
    @sarojinirubi7021 16 дней назад

    Nice

  • @diptirath9526
    @diptirath9526 16 дней назад

    Nice video

  • @Namita-threads
    @Namita-threads 16 дней назад +2

    Mam mu Tama vedio dekhi bahuta kichhi sikuchhi sleeve cutting Kari paru nathili setabi sikigalini double katori blouse ra formula bi janili hele 2/3/4 sleeve blouse ra fitting kn pain hauni aarmhole pakhare total fitting aasuni please eita tike bujhei dianti sabu size ra Chhota sleeve katile kete armhole nabaku padiba

  • @Namita-threads
    @Namita-threads 15 дней назад

    Please mam mate tike bujheidebe

  • @chandabinipal
    @chandabinipal 14 дней назад

    ମାଡାମ ମୋ ନା ଆପଣଙ୍କ channel ରେ କହିଲେ ବହୁତ ଖୁସି ଲାଗୁଚି କିନ୍ତୁ ମୁଁ ଜାଣି ପାରୁନି ସ୍କୁଲ life ରୁ married life ହେଇଗଲା ମୋ ନାଁ କୁ କେହିବି english ରେ ଠିକ ରେ ପଢି ପାରୁନାହାନ୍ତି ଚଂଦାବିନି ନୁହେଁ ଚାନ୍ଦବିନି, thank u ମାଡାମ ଆପଣ ମତେ helpful tips କହିଲେ ମୁଁ ବି ସେ ବ୍ଲାଉଜ ର ଲମ୍ବ 13ଇଞ୍ଚ ନେଇଯାଇଥିଲି ବହୁତ ଭାବିକି ବି v ପଟି କୁ 4ଇଞ୍ଚ ରେ ନେଇ ଥିଲି ଅସୁବିଧା ଯୋଗୁଁ ଆପଣଙ୍କ ଠୁ ସାହାଯ୍ୟ ମାଗିଥିଲି thak u ଆପଣ ବି ବହୁତ ଶୀଘ୍ର ମୋତେ ଉପାୟ କହିଦେଇ ଥିବାରୁ ବର୍ତମାନ ମୁଁ ସେ ବ୍ଲାଉଜ କୁ ପୁରା ଭଲ ଭାବେ ସିଲେଇ କରି costomer ଙ୍କୁ ଦେଇସାରିଛି କିନ୍ତୁ ଆଉ ଟିକେ ଅସୁବିଧା ରହିଯାଇଛି ମାଡାମ ଆମେ ତ ପଛପଟ ପକେଇକି ଆଗପଟ cuting କରୁଛେ ତେବେ ମୋର ସବୁ ବ୍ଲାଉଜ ମାନେ ମୁଁ minimum 15ରୁ 20ଟା ବ୍ଲାଉଜ କରିସାରିଛି ଆପଣ ଙ୍କୁ ମୋ ଗୁରୁ ମାନିକି କାରଣ ଅନେକ channel ଅଛି ବ୍ଲାଉଜ ଶିଖିବା ପାଇଁ ମତେ ପୁରା ବର୍ଷେ ଲାଗିଗଲା ଶିଖିବା କୁ କିନ୍ତୁ ଆପଣଙ୍କ ଭିଡ଼ିଓ ମୁଁ ଯେତେବେଳେ first ଦେଖିଲି ଭାବିଲି ମୁଁ ପୁରା ଶିଖିଗଲି ଆଉ କଲି ବି କିନ୍ତୁ ମୋର ଗୋଟେ ପ୍ରୋବ୍ଲେମ କି ମୁଁ ଯେତେବେଳେ କାଜ ପଟି ରେ pin ଲଗେଇକି fiting କରୁଛି ମୋର ସବୁବେଳେ ଆଗପଟ ଅଧିକ ରହୁଛି ଜମାରୁ ସାଇଜ ରେ ରହୁନି 1ରୁ 1.5ଇଞ୍ଚ କପଡା ଆଗକୁ ବାହାରି ଆସୁଛି, ବେଳେବେଳେ ମୁଁ କପଡା କାଟିକି ସାଇଜ କରିଦେଉଛି ନ ହେଲେ କାଜ ପଟି ରେ pin ନ ଲଗେଇକି fiting କରୁଛି plz mam ଏମିତି kn ପାଇଁ ହଉଚି ୟା ପାଇଁ ବି solution କୁହ plz🙏🙏🙏🙏🙏🙏🙏❤️❤️❤️❤️❤️😘😘😘♥️♥️♥️