mu kebe jatra dekheni ki movie dekheni..but ebe bhai nka video youtube re starting entry dekhiki dil khus heigala last parjyanta mu au yaku skip kari paruni..truly u r a star bro..
Fast time jatra re ei gita sunili and dekhili jia ki direct gita ti stage re show kale kichi nadekhiki so very beautiful singer voice outstanding new looks performance love you I am your big fan bro
ଏଇ ଗୀତ ପଛରେ ଭାଇଙ୍କର ଘଟେ ସତ କାହାଣୀ ଅଛି
ଭାଇ ମୁଁ ଏ ଭିଡ଼ିଓ 100ଥର ଦେଖିସାରିଲେଣି ଆଉ ଯେତେ ଦେଖିଲେ ନୂଆ ନୂଆ ଲାଗୁଚି ଭାଇ 🙋🤭❣️
ଏମିତି ଲାଗିଲା କି ଭାଇର ବିରହ ସ୍ୱର ପଛରେ ସତ କାହାଣୀ ଲୁଚିକି ଅଛି
ବହୁତ୍ ସୁନ୍ଦର ଗାଇଲ ଭାଇ
ରିଅଲ ସଂଗ ଭଳିଆ ଲାଗିଲା
ଅଛି ନିଶ୍ଚିତ ଭାବେ । ନ ହେଲେ ଏ କମ୍ପନ କୋଉଠୁ ଆସିବ ?
ବହୁତ ସୁନ୍ଦର ଗାଇଲ ଭାଇ, କଣ ସତେ ଯେମିତି ସତ କାହାଣୀ ଲୁଚି ରହିଛି
Hnnn 💯
Right
Volo gauchha bhai good bless you
Bhai outstanding, ପାଖରେ କିଛି ଭାଷା ନାହିଁ ମନେ ଏତେ ସୁନ୍ଦର ଗୀତ ଭାଇ ମନ କିଣି ନେଲା ଜୟ ଶ୍ରୀ ରାମ
ସତରେ ଆମେ ଓଡ଼ିଆ ବୋଲି ବହୁତ ଗର୍ବ କରିବା କାହିଁକିନା ଆମ ଓଡ଼ିଶାରେ ଏମିତିକା ପ୍ରତିଭା ସାଳି ବ୍ୟକ୍ତି ଅଛନ୍ତି, ilove ଓଡିଶା
ଆମେ ସବୁ କଳା ପ୍ରେମୀ , ତୁମର ଏହି performance ପାଇଁ ନିଜକୁ ଗର୍ବ ଅନୁଭବ କରୁଛୁ, really you are proud of Ganjam. Nice voice & acting . Keep it up Bhai. ତମର ଆମର ଦେଖା ହେବ ଆର ଏକ event ରେ. Thank you.
ଅତି ସୁନ୍ଦର କଣ୍ଠସ୍ୱର। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ରେ ଆପଣଙ୍କୁ ସୁଯୋଗ ମିଳିବା ଉଚିତ୍ ।
Darkar nahi #Jatra is the best, ollywood industry ra kalakar jatra live perfomance artist manank agare aantheibe
Right
@@CANVASODISHA sata kahila bhai
Odia film kana film j sethi guta gaiba...
U r right... chance miliba darkar
ଖୁବ୍ ସୁନ୍ଦର୍ ସ୍ୱର ପୁରା ଅସଲି 👍👍👍👍👍
ଭାଇ ଏମିତି ଗୀତ ସହିତ ଏମିତି ଆକ୍ଟିଙ୍ଗ ଦେଖି ନ ଥିଲି ତମ ଟାଲେଣ୍ଟ ପାଇଁ 👏👏👏👏👏🙏🙏🙏
ଭାଇ ଏ ଗୀତ ଟି ଶୁଣିକି ମୋ ମୁହଁ ରେ କିଛି ଶବ୍ଦ ନାହିଁ କହିବାକୁ ଖାଲି ଏତିକି କହିବି Masterpiece 🤍😌
ଆମେ ସମସ୍ତେ ଛୋଟ ମୋଟ କଳାକାର ପାଇଁ ସୁଜଗ ମିଳିଲେ ଏମିତି ହିଁ performance heba real hero mo bhai
Hn thik bhai
Wahhhh ଭାଇ ପୂରା ଘାଣ୍ଟି ଦେଲ, ସତରେ ହୃଦୟ କୁ ଛୁଇଁ ଗଲା 🙏🏽🙏🏽🙏🏽🙏🏽
ଅତି ସୁନ୍ଦର ଭାବରେ ଗାଇଲ ଭାଇ
ଆକ୍ସନ perfect ମାଇଣ୍ଡ blowing
ଲୋଭ ୟୁ ଭାଇ ୱଣ୍ଡର୍ଫୁଲ song ଏଣ୍ଡ performance ❤❤❤❤❤
କାଳି ପ୍ରସାଦ ଭାଇ ର କେତେ ଦିନ ପରେ ବହୁତ ସୁନ୍ଦର ଗୀତ ଟେ ଶୁଣି ବାକୁ ମିଳିଲା ଗଞ୍ଜାମ ଜିଲ୍ଲା ରେ ନୁଆଁ Style ରେ 👌👌👌👌👏👏👏👏👏😘😘❤️❤️❤️❤️❤️
ଆକୁ କୁହନ୍ତି talent superb bro out standing
Real voice ବହୁତ ଦିନ ପରେ ଗୋଟିଏ ଗୀତ ଶୁଣିଲି outstanding performance.....👏👏
Hn Thik Kahicha kintu emiti Real Voice Loka Mananku Kebey bi chance dia Jaye nahi Bhai mun jani Barey
You are right ✅️ bro
Yes bro
Mgg kaba song suenu ki
a
ଗୀତ ଟି ରେ ଭଏସ୍ ପୁରା ଅର୍ଜିନାଲ୍ ଗୀତ ସହ ମିଶି ଯାଉଛି ,🌹🌹🌹🌹🌹👌👌👌👌👌👌👌 ଅତି ସୁନ୍ଦର କନ୍ଠ ସ୍ୱର
❤️
👌
💋
👍
🙏🙏🙏
First Time yatra re kehi jane singer Bhala gaile..good voice Bhai.. Congratulations
ମୁଁ ହେବାକୁ ଆଶା ସେକେଣ୍ଡ ଓମ କୁମାର, କଣ ଆଶ୍ରିବାଦ ଦେବେ ନା ଓମ୍ ଭାଇ
Bhai song ta 10.20 tor ଶୁଣିଲି i love it
mu kebe jatra dekheni ki movie dekheni..but ebe bhai nka video youtube re starting entry dekhiki dil khus heigala last parjyanta mu au yaku skip kari paruni..truly u r a star bro..
Nice voice...real song ଶୁଣିଲା ପରି ଲାଗିଲା... ଜବରଦସ୍ତ performance... 👏👏👏
Morabai danda nacha
Kali Prasad singer
Sate bro
Hn bro
At first I was a big fan of Omm Kumar but now I become a fan of Kalia Bhai. Lots of love from Purulia West Bengal.
Seriously odia toka ghantidelaa pura 💕💕💕 salute bro 💕💕💕💕
Kaisa kaisa talent chupahua he yrrr
Mind-blowing voice ❤️❤️❤️❤️dada
Odisha jatra industry pai tum bhalia singer darakar very nice song very nice action Pushparaj chhupega nahin best luck bro
ବହୁତ୍ ବଢିଆ ଲାଗିଲା ଭାଇ ❤❤
Sach main yaar apne to dil ko pura Chu liya❤️❤️❤️❤️💕💕💕💕💕la jawab awaz hai apka
Vai tuma voice re gote dard achi........ 💚💚💚💚💚💕💕💚💕💚💕💕💚💕💚💕💚💕💚👌👌👌👌👌👌👌👌👌pura dil ku chuingala... Jabar fan tumara
ମୋର ପସନ୍ଦ ଗୀତ ଖୁସି କରି ଦେଲ ଭାଇ
ଖୁସି ରେ ହଲେଇ ଦେ
😂😂😂
ଅତି ସୁନ୍ଦର ଭାବରେ ପରିବେଷଣ କଲେ
ସୁମଧୁର କଣ୍ଠଦାନ କରିଛନ୍ତି ବହୁତ ଭଲ ଲାଗିଲା ଧନ୍ୟବାଦ୍ ଭାଇ ।
ଭାରି ବହୁତ ସୁନ୍ଦର ଗାଇଲ, ସତେ ଯେମିତି ସତ କାହାଣୀ ଲୁଚି ରହିଛି କି
ଭାଇ ଭଲ ଲାଗିଲା ଗୀତ ଟି କାଳୀ
🙏🏻🙏🏻🙏🏻🙏🏻🔥🔥🔥🔥
Bohut Bodhia!!!!!!!
Real voice, real song, real dialogue, ଏମିତି ଆଗକୁ ମାଡ଼ି ଚାଲ l ତୁମ କଣ୍ଠରେ ସରସ୍ବତୀ ବସିଥାନ୍ତୁ l
ବହୁତ ସୁନ୍ଦର କଣ୍ଠ ଥିଲା ଭାଇ ମୋତେ ଖୁସୀ କରେଇଦେଲ
Really you great
Aqurate voice. Superb singing. Mu 30 ଥର ଦେଖିଛି ଏଇ video.
ଅତି ସୁନ୍ଦର ଅଭିନୟ 🔥🔥🔥🔥🔥🔥🔥
Fast time jatra re ei gita sunili and dekhili jia ki direct gita ti stage re show kale kichi nadekhiki so very beautiful singer voice outstanding new looks performance love you I am your big fan bro
Realistic view' and outstanding performance Bhai... ଆପଣଙ୍କ ଭଳି କଳାକାର ନିଶ୍ଚୟ ଓଡ଼ିଆ ସିନେମା ରେ ଭାଗିଦାରୀ ରହିବା ଦରକାର
ବହୁତ ସୁନ୍ଦର କଣ୍ଠ ସ୍ବର,ମୁଁ ତ ତାଙ୍କର ଫ୍ୟାନ ବନିଗଲି.
କୀଏ କୀଏ 2024ଦେଖୁଛ ଲାଇକୀ କର 😢😢😢😢😢😢❤❤❤
ନମସ୍କାର କାଳିଭାଇ ଏ ବର୍ଷ ଗଣେଷ ପୂଜାରେ ଆମ ଜୟ ବଜରଙ୍ଗବାଲି ପୂଜା କମିଟି ଆପଣଙ୍କୁ ବହୁତ ମିସ୍ କରିବ ।ବହୁତ ଭଲ ଗୀତ ଗାଇଲ ଭାଇ ସୁନ୍ଦର ଅଭିନୟ ସହିତ ମନକୁ ଛୁଇଁଲାଭଳି ଗିତ ।ମୁଁ ଆଶା କରୁଛି ଏମିତି ଆମକୁ ମନୋରଞ୍ଜନ କରୁଥାଅ ଜଗତର ନାଥ ଜଗନ୍ନାଥ ତମକୁ ଆହୁରି ଆଗକୁ ନିଅନ୍ତୁ ।
ବାଃ ବାଃ ଭାରି ଭଲ ଲାଗିଲା
ଅତି ସୁନ୍ଦର ଭାବରେ ଗୀତ ଟେ ଗାଇଲ ଭାଈ superb
One like for all the musicians #They also executed smoothly 🌼👍
Truly amazing real voice brother
Super voice ❤
Jau manan ku bhalo laguchu like karantu
ସତରେ ଗୀତଟେ ତମ କଣ୍ଠ ରୁ ଶୁଣିଲା ପରେ ଫିଲ୍ମ ବି ଦେଖିବାକୁ ପଡ଼ିବନି କାହିଁକିନା ତମ ଗୀତ ସହ ଅଭିନୟ ପୁରା ସତ ଲାଗୁଛି 🙏🏻🙏🏻🙏🏻ଜୟ ମା କାଳୀ..... ଜୟ କାଳୀ ଭାଇ 🙏🏻
ଭାଇ ରେ ଅତି ସୁନ୍ଦର ଭାବରେ ଗାଉଛନ୍ତ୍
ଭାଇ ଅତିସୁନ୍ଦର ଭାବରେ ଗାଇ ଚନ୍ତି ।
This is amazing ବହୁତ ବଢିଆ ସତରେ କାନ୍ଦ ଆସିଗଲା ବଢିଆ ଲାଗଲା ଏମିତି ଆଗ କୁ ବି ଜାରି ରହୁ 👍👍👌🙏🙏🙏🙏
ହଲେଇ ଦେ
😅😅😅😅❤❤❤❤❤❤❤❤❤ Nice 👍👍👍👍👍
Total industry ra best singer🎤👩🎤 Bhai kn talented tame ❤🥰Keep it up re bhai 🤗💕💞
ବହୁତ ସୁନ୍ଦର ଗୀତ ବହୁତ ସୁନ୍ଦର voice ❤️❤️❤️
Nice bro
ବହୁତ୍ ଭଲ ଲାଗିଲା ଭାଇ ସଲିଟ
Bahut bhalo bhai pura super 🤗
Real voice kali bhai ❤️❤️❤️ dil khush kori delo ❤️❤️❤️ love you ❤️❤️❤️😊❤️🤗
Band party paray aei song sunili 👏👏👏👏👏. Outstanding performance brother 🙌🙌🙌
Ki kampana re bhai...!!!!!. Ruma thia heigala... 🤯🤯🤯🤯
Mote ta lagila a gita t organel singer Krishna beura sir gauchinti supar bhai...🙏🙏
Really ବହୁତ ଭଲ ଲାଗିଲl Apana nka voice 🙋👌❣️ super 👌
Ki Sundar voice tamara bhai 👌👌👌
Dil chu diyaa yrr ....the great voice.... 🙏🙏
Kali bhai pura jatra jagat to No. 1 singer ❣️
Bhai....hrudayaku chhuine jauchhi Tamara ae mithha swaara ... really I feel this song absolutely fine of heart to heart connect 💞😍 also
Real voice song 🤟🤟🤟 ଶୁଣିବାକୁ ମିଳିଲା ବହୁତ ଭଲ ଲାଗିଲା ଭାଇ 👌🙏
masta gaucho bhai
super bhai....
aage boda bhai
ଭାଇ ବହୁତ ସୁନ୍ଦର ଗୀତ ଗାଇଲ। ତମେ ଝୁକୀଲନି କିନ୍ତୁ ଶ୍ରୋତା ବନ୍ଧୁ ମାନଙ୍କୁ ଝୁକେଇ ଦେଲ ଧନ୍ୟବାଦ୍ 🌹🌹🌹🌹🌹🌹🌹
Bhai mana kini nela.. Ete sundar voice.. Hats off
Sir apanku odia industry re chance miliba katha bahut sundar voice 👌👌
Sir ra name mun janini tk kuha
Kali prasad
Ok sir
Natural voice, Really🤘👍☝ amazing ,i loved 😘 this performance
ruclips.net/video/u7RHRxrlogw/видео.html
Nice
ଖୁବ ସୁନ୍ଦର ସ୍ୱର🙏🏻❤
What an megical voice. Mind blowing🤯 😍😍😍😍😍
କାଳୀ ଭାଇ ଜଣେ ଭଲ ଗାୟକ । KD music berhampur ରେ ଏବେ perform କରୁଛନ୍ତି
Bhai pura sem results ❤❤❤❤❤😂❤❤😂❤❤❤🎉🎉🎉🎉🎉❤u bro
X-ray voice Bhai, we proud to be ODIA for JATRAA
Super song kali Prasad
Auu kichi song achi ta upload karo
Plz
Outstanding singing bro
Great voice
And cip singing 👍👍👍👍👍👍
You are reall singer 👍👍👍
ମୁଁ ତୁମ ପାଇଁ ବହୁତ୍ ଖୁସି ଆଉ ଆଶା ମୋର ତୁମ ପରି ଗୀତ ଗାଇ ବାକୁ,
ଯେତେ ଥର ଦେଖିଲେ ବି ଆଉ ଦେଖି ବାକୁ ଇଚ୍ଛା, ଜବର୍ ଦସ୍ତ ଭଏସ ସାଙ୍ଗରେ ଏକ୍ଟିଙ୍ଗ ❤
😲😲😲 wow
Mind blowing 🔥🔥🔥 pura studio 🎙️🎙️ re gaila bhali laguchi bro 🙏 your voice is so wonderful 👍
Kali Bhai brahmapur ra no 1 singer
Brother can I have singer number and details..plz share
ମୋ ମନକୁ ଛୁଇଁ ଦେଲା 😢 ଆଜି ସେହି ପାଗେଲି ର କଥା ମନେ ପୋଡୁଚି
ହଁ ଭାଇ ମୋର ବି ପୋଡ଼ୁଛି
କଞ୍ଚାଲଙ୍କା ପେଷ୍ଟ୍ ବୋଳି ଦିଅ ଯଦି ପୋଡୁଛି😥😥😥
ମନେ ପଡୁଛି ଯଦି ହଲେଇ ଦେ
ଭାଇ ମୋର ବି ବ୍ରେକଅପ ହେଇଯାଇଛି 😟😥
ବୋଉତ ବଡ଼ିଆ 👌👌👌👌👌👌
ଅତି ସୁନ୍ଦର୍ ହୋଇଛି 👍👍👍👍👍👍👍👌👌👌👌👌👌
God Gifted voice bro... Very nice.. ❤❤❤
ଆପଣ ଙ୍କ ଗୀତ ଭାରି ଭଲ ଲାଗୁଛି👌👌👌
So beautiful....What an ease of singing. .You sang it brilliantly
Bhai satare bohut bhala laguchi tama gita mo heart ku chhuin chi.mu bi bohut dukha re achhi mo wife ku harei ki
ବହୁତ ସୁଦର ଗିତ ଟି ଭାଇ ଗାଇଲେ କି ସୁଦର ସୁର ତାଙ୍କର ❤❤❤❤😊
wow..such a masterpiece❤
Ooo bhai 😊☺️😊 what's voice
Pura Fida love you 😘😘😘🥀
Super 💛❤️💙💞❣️ ବହୁତ ଭଲ ଲାଗିଲା
First time emiti gote voice sunili❤
Bohut sundar bhabare Gita te gayila mana ku chhuidela pura❤❤
Good Voice Bhai 😊
All the best bro 🥰
ଯିଏ ବି ସବୁ ଏଇ comments ପଢୁଛନ୍ତି ପ୍ରଭୁ ତାଙ୍କ ଚଲା ବାଟେ ପୁଷ୍ପ ବୃଷ୍ଟି କରାନ୍ତୁ ତାଙ୍କ ପାଖରେ ମୋର ଏତିକି prathana
ଆପଣ ବି ଭାଇ ଭଲରେ ରୁହନ୍ତୁ 🙏❤️ ଜୟ ଜଗନ୍ନାଥ 🙏
ଅତି ସୁନ୍ଦର ଭାଇ
ଭାଇ ମୁଁ ଧୋକା ଖାଇଛୀ କ'ଣ କରିବି,ତୁମେ ମୋର ସାହାଭରଷା , please bro plise helf me
Mind blowing voice ...a big story behind this outstanding voice ..