Kari karau thae sehi ta binu Anya gati nahi Jay shree jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Charan Bhai tamai hasao tamai kandile amamanaka mana dukha hoejiba
Sreecharan vai Jane Nirmal Hrudaya ra manisha.se nija dukha ku luchai anya ku hasaiba ku chesta karanti..ethiru Jana padila je sreecharan vai kemiti Hrudaya ru bhajan gauchhanti.tenu taknar sabu bhajan bahut vala lage...
Oh my God
ସତରେ ସବୁବେଳେ ହସାଉଥିବା ଲୋକଟି, ଆଜି ଜଗନ୍ନାଥ ଙ୍କୁ ଭକ୍ତିର ସହିତ ଭାବପୂର୍ଣ୍ଣ ହୋଇ କାନ୍ଦି ପକେଇଲେ..
Always be happy Mr Sricharan 👍
ସତରେ ଚରଣ ଭାଇ ଜଣେ ହୃଦୟସ୍ପର୍ଶି ଗାୟକ, ମୋର ଅନୁମାନ ଭାଈଙ୍କ କଥା ଶୁଣି ଯେତେ ଲୋକେ ହସନ୍ତି ଶହେ ରୁ ଶହେ ପ୍ରତିଶତ ଲୋକଙ୍କ ଆଖିରେ ଲୁହ ଆସିଥିବ ଚରଣ ଭାଇଙ୍କ ଲୁହ ଦେଖି
Mu bi kandichi re bhai
ଶ୍ରୀଚରଣ ଭାଇଙ୍କର ହୃଦୟ ବହୁତ କୋମଳ। ସତରେ ଭଜନ ଅନ୍ତକ୍ଷାରୀ ଭାଇଙ୍କ ବିନା ଅଧୁରା, ଶ୍ରୀଚରଣ ଭାଇଙ୍କ ସ୍ୱର ଅତ୍ୟନ୍ତ ନିଆରା।
ହସାଇବା ବ୍ୟକ୍ତି ଜଣକ ଆଜି କାନ୍ଦିବା ଦେଖି,ଆଜି ମୋ ଆଖିରେ ବି ଲୁହ ଆସିଗଲା,😢😢😢😢
Satare
ହୃଦୟ ସ୍ପର୍ଶି। ବହୁତ ବହୁତ ଧନ୍ୟବାଦ
ଶ୍ରୀଚରଣ ଭାଇ ଜଣେ ଉଚ୍ଚକୋଟିର କଣ୍ଠଶିଳ୍ପୀ
Jay guru bhai ❤❤
ଆପଣଙ୍କ ଆଖିରେ ଲୁହ ଦେଖି ମୋ କୋହ ମୋତେ କନ୍ଦାଇ ଦେଲା ❤❤❤
ସୁନ୍ଦର ନରମ କଣ୍ଠ ଶ୍ରଦ୍ଧେୟ ରବି ଭାଇଙ୍କର।
ଶ୍ରୀ ଚରଣ sir ଙ୍କୁ ଦେଖୀ ମୋର ଲୋମ ଟାଙ୍କୁଳି ଉଠିଲା 😢😢
ହୃଦୟସ୍ପର୍ଶୀ।ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଶରଣ ମହାବାହୁ 🙏🙏🙏🙏🙏ତୁମ୍ଭ ଶ୍ରୀ ଚରଣ ହୃଦଭକତ କାରଣ 🙏🙏🙏🙏🙏🙏🙏🙏🙏🙏କୋଟି କୋଟି ପ୍ରଣାମ
ଶ୍ରୀ ଚରଣ ସାର୍ ଆମର ସବୁବେଳେ ପ୍ରିୟ ।
Shri Charan sir aji kandhi pakaile 😢😢😢😢😢❤❤❤❤
ଭଜନ ଜଣାଣ ଗାଇବା ମଣିଷ ର ହ୍ରୁଦୟ ଭାରି କୋମଳ।
ସତରେ ଭାଇ ତୁମ ହୃଦୟଟା ବହୁତ କୋମଳ 🙏🙏
Sricharana Bhai tumaku jaganath 100 barsa paramau diantu
ଜୟ ଜଗନ୍ନାଥ ❤❤ ମୋ ଆଖିରେ ପାଣି ଆସିଗଲା ଶ୍ରୀ ଚରଣ ଙ୍କ ପାଇଁ
ଶ୍ରୀ ଚରଣ sirଙ୍କୁ କୋଟି କୋଟି ପ୍ରଣାମ
ଶ୍ରୀଚରଣ sir 🙏🙏
ଜୟ ଶ୍ରୀ ମହାପ୍ରଭୁ 🙌🙌🙌🙌
ଚରଣ ବାବୁ ତୁମେ ମୋ ଠାରୁ ବଡ଼ କି ସାନ ମୁଁ ଜାନେନି ,ବହୁତ ଭଲ ଲାଗ
ହସାଇବା ଚରଣ ଭାଈ ପାଖରେ କେତେ ଜେ ଭାବ, ଦୁଃଖ ସହିବାକୁ ଅଛି ଏଥିରୁ ଜଣାପଡିଲା ଯେ ଜଗନ୍ନାଥ
ସବୁ ସେଇ ଜଗନ୍ନାଥଙ୍କ ଇଚ୍ଛାରେ ଚାଲିଛି -ଆମେ ଖାଲି ହାମ୍ବଡା ଦେଖାଉଛୁ ଶତ ପ୍ରତିଶତ ସତ, ଜୟ ଜଗନ୍ନାଥ
ଚରଣ ଭାଇଙ୍କ ପାଇଁ ମୁଁ ଭଜନ ଅନ୍ତlକ୍ଷରୀ ଦେଖେ ସେହସେଇଲେ କଣ ହେଲା ତାଙ୍କର ଭାବ ମୁଁ ଭଲ ଭାବରେ ଜଣେ ଆଜି ସମସ୍ତେ ଦେଖିଲେ ଜୟ ଜଗନ୍ନାଥ 💐👏
Wow sricharan sir apan bahut bhaba pramanita
ଜୟ ଜଗନ୍ନାଥ ❤❤❤
Sri charana bhai tuma kapi k ehi kari paribebahi ❤
ସତରେ ବହୁତ ଭାବରେ ଗାଇଥିଲେ
କିନ୍ତୁ ଭାଇଙ୍କର କାନ୍ଦିବା ଦେଖି ମୁଁ ବି କାନ୍ଦିପକେଇଲି।😭😭😭
Jay Shree Jagannath
ଶ୍ରୀଚରଣ ଭାଇ ଜଣେ ଉଚ୍ଚ କୋଟିର କଣ୍ଠଶିଳ୍ପୀ
ଶ୍ରୀଚରଣ ସର ଭାବରେ ଭାବରେ ଗାଇଲେ ତ ସମସ୍ତେ କାନ୍ଦି ପକାନ୍ତି ଆଜି ସେ ନିଜେ କାନ୍ଦିବାର ଟିଭି ସ୍କ୍ରିନ ରେ ପ୍ରଥମ ଥର ଦେଖିଲୁ 🙏🙏🙏❤❤❤
Sricharan Bhai sabubele. Bhabare budi jaithanti mu thare live show Hinjilicutre dekhithili,he is great ❤🎉😂
Sata Ree 😢😢😢😢❤❤❤❤
ସତରେ ଚରଣ ଭାଇନା ଆଜି ତମେ ଭାବରେ ଭାବରେ ଗାଇକି କନ୍ଦାଇ ଦେଲ ଭାଇନା l ସବୁ ବେଳେ ଯିଏ ଅନ୍ୟ କୁ ହସାଉ ଥାନ୍ତି ଆଜି ସେ ନିଜେ କାନ୍ଦି ପକାଇଲେ ସତରେ ବହୁତ୍ ହୃଦୟ ଶ୍ୱର୍ଷି ଚରଣ ଭାଇନା ତମେ l ତମକୁ ଭଗବାନ ଜଗନ୍ନାଥ ଘଣ୍ଟ ଘୋଡାଇ ରଖି ଥାଆନ୍ତୁ ଭାଇନା ଜୟ ଜଗନ୍ନାଥ 🙏🙏
ଚରଣ ଭାଇନା ବିନା ଭଜନ ଅନ୍ତକ୍ଷରି ଅଧୁର ଲାଗେ l
Sricharan is the best 😢😢😢😢
Sri Charan Babu prakrutare bhabara thakur nku mana madhye dhyan rakhi Sangeeta paribeshan karuthibaru, tanka bhajanare bhabara thakur Bhabagrahi birajaman hoijanti. Jay Sri Jagannath.
ସତରେ ଭଜନ ଅନ୍ତାକ୍ଷରି ରେ ସ୍ଵଂୟ ପ୍ରଭୁ ଜଗନ୍ନାଥ ଆସୁଛନ୍ତି
My God belive kariparuni aji sricharana ku dekhi
Jay Jagannath Shreecharan hasauthiba loka kandije amaku kandauje
Great Sricharan bhai🙏🙏🙏🙏🙏
Charan Bhai you are great 👍👍👍👍
Dekha jauchi sari khirod sindhu bihari ...., mahima alekha saran
Very nice and beautiful heart God bless you with all happiness
Sri charan bhai Jagannath sabubele tumaku val re rakhantu
Jay jagnnatha 🙏
Kari karau thae sehi ta binu Anya gati nahi
Jay shree jagannath
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Charan Bhai tamai hasao tamai kandile amamanaka mana dukha hoejiba
Jay shree jagannath 🙏❤❤❤
Super 👌
Jay Jagannath ❤❤❤
Sricharan is great
ଅତି ହୁର୍ଦୟ ସ୍ପର୍ଶି
Oh may God 🎉🙏🏼😢
❤❤❤❤❤❤❤❤ sar
ଭଗବାନ ଆଶୀର୍ବାଦ ଦିଅନ୍ତୁ ।
Akhiru luha asigala 🙏
Charan Babu you are very special
ଚରଣ ସାର ଭାବିଲି ଆପଣ କମେଡି କରୁଛ କିନ୍ତୁ ଆପଣଙ୍କ ଆଖିରେ ଲୁହ ଆଉ ଭାବ ପୂର୍ଣ୍ଣ କଥା ରୁ ଜାଣିଲି ଆପଣ ସ୍ତରରେ କାନ୍ଦୁଛ ସତରେ ସାର ଆପଣଙ୍କ ଗୀତ ରେ ବହୁତ ଭାବ ଅଛି ଭାବର କଳାକାର କହିଲେ ଆପଣକଙ୍କୁ ବୁଝାଏ ଜୟ ଜଗନ୍ନାଥ
Bhaba ra Kalia manima
His personality is very sweet like as his song his song. I am a great fan of his voice in odiya music industry
Mate bhajan antakshari dekhibaku bahut bhala Lage...mate sahajare kanda ase nahi but Charana Sir nka bhaba aji dekhi akhiru luha asigala....
Guru Sri charana ❤❤❤❤❤
God bless you 🎉
Sabu episode re Sri charana n thile antakshyari bhala lagena karana tanka ❤ komala n pabitra
Sri Charan sir best singer in world
Good sir Namaskar
Evergreen programme
Alekh bhajan bahut bhola lagia
Pranam
Aji mo akhire bi luha asigala charan sir kandia dekhi
Sreecharan vai Jane Nirmal Hrudaya ra manisha.se nija dukha ku luchai anya ku hasaiba ku chesta karanti..ethiru Jana padila je sreecharan vai kemiti Hrudaya ru bhajan gauchhanti.tenu taknar sabu bhajan bahut vala lage...
Mahima alekha saran 0:45
Sricharana bhai nka bina antakyari bhala lageni... satare
ame chahuchu sir sabu episode re sricharana bhaii asantu....
😢😢
Charan Sir You are right
😭😭😭😭😭sri charan sir God bless you 😇💞
Ame kandi pakeilu. Bhabare❤
Sricharana nka pai mu bi kandili
Love you bhai
Bahut dukha lagila
No Charan, No bhajan antakshyari. Pravu tuma chalapatha kusumita karantu
Ye duniya ta dukhabharaa... jie jemiti baharaku dekhaa jaae se semiti boli kichhi maane naahi😢😢😢
ତମେ କାନ୍ଦିଲେ ଆମେବି,କାଦିମୁ
Amo mananku kandeidele 😢😢😢
Sri charan vi setiki vaba re bolanti boli tankara sabu vajan hit.vaba na thai vajan prabhunku ninda. Seita vai bhala vabare janichhanti..
Satare jaga bada niara
Satere. Murhiparilini
Full ଦିଅନ୍ତୁ
ଭାଇ ମୋ ଆଖିରୁ ବି ଲୁହ ଆସିଗଲା
mu bi kandicji😢😢😢
Sircharan bina antakyari jama bhala lagena
Rahijare jagannath Gita ti bhul gaichhanti.
ଜୟ ଜଗନ୍ନାଥ
😢😢😢
ଜୟ ଜଗନ୍ନାଥ