ତୁମବିନାବଞ୍ଚିପାରେନା || TUMO BINA|| NEW ODIYA DEVOTIONAL CHRISTIAN SONG || BY JAGAN MOHAN NAG ||

Поделиться
HTML-код
  • Опубликовано: 19 сен 2024
  • ତୁମବିନାବଞ୍ଚିପାରେନା || TUMO BINA|| NEW ODIYA DEVOTIONAL CHRISTIAN SONG || BY JAGAN MOHAN NAG ||
    Spotify ,Jiosawan & Other platforms link:
    open.spotify.c...
    Apple Music : music.apple.co...
    PLEASE PRAY FOR THE WORLD COVID -19
    ALL GLORY TO THE ALL MIGHTY
    Karaoke IT Track Link👇
    • JaganMohanNagOfficial ...
    ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ଖ୍ରୀଷ୍ଟୀୟ ନମସ୍କାର । ପ୍ରଭୁଙ୍କ ମହା ନାମର ଧନ୍ୟବାଦ ହେଉ ଏଭଳି ଏକ ଘଡ଼ି ସନ୍ଦି ମୁହୂର୍ତ୍ତରେ ମଧ୍ୟ ପ୍ରଭୁ ଆପଣ ମାନଙ୍କୁ ଏବଂ ମୋତେ ପ୍ରାଣ ବାୟୁ ଦେଇ ରଖି ଅଛନ୍ତି , ସାରା ବିଶ୍ୱବାସି ଆଜି ଆତଙ୍କିତ ଅବସ୍ଥାରେ ଅଛି କରନା ଭାଇରସକୁ ନେଇ ହୁଏତ ଏହା ପ୍ରଭୁଙ୍କର ଦ୍ୱିତୀୟ ଆଗମନର ସଙ୍କେତ , ଏହି ସମୟ ମଧ୍ୟରେ ଆମେ ପ୍ରାର୍ଥନାର ସହିତ ଆଗକୁ ବଡିବ
    ବାଇବଲ ରେ ଲେଖାଯାଏ ଗୀତସହିତା ୯୧ : ୬, ୭ "ଅନ୍ଧକାରଗାମୀ ମହାମାରୀ , କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭିତ ହେବ ନାହିଁ । ତୁମ୍ଭ ପାର୍ଶ୍ବରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲକ ପଡ଼ିବେ ; ମାତ୍ର ତାହା ତୁମ୍ଭ କତିକି ଆସିବ ନାହି । " ପ୍ରିୟ ପ୍ରଭୁଙ୍କର ଲୋକ ମାନେ ଏହି ସମୟ ମଧ୍ୟରେ ଆମେ ସମସ୍ତେ ପ୍ରାର୍ଥନର ସହିତ ରହିବା । ଏହି ବିଷୟକୁ ନେଇ ଏହି ସୁନ୍ଦର ଅଡିୟା ଗୀତ ଟିଏ " ତୁମ ବିନା ବଂଚି ମୁଁ ପାରେନା ଯୀଶୁ " ଆଶାକରେ ଏହି ଗୀତ ଟି ନିଶ୍ଚିତଭାବେ ଆପନମାନଙ୍କୁ ଭଲ ଲାଗିବ । ଦୟାକରି ଆପଣ ମାନେ subscribe କରିବେ ସେର କରିବେ ।।
    PLEASE SUBSCRIBE THE CHENLLEL AND TOUCH THE BEL ICON FOR MY UPCOMING VIDEO UPDATES STAY BLESSED IN HIS GRACE .
    !!* ANTI- PIRACY WARNING *!!
    This content is copyright to Jagan Mohan Nag Official .Any unauthorized reproduction redistribution ,re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
    !!...FAIR - USE COPYRIGHT DISCLAIMER ....!!
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism,commenting,news reporting,teaching,scholarship,and research. Fair use is a use premitted by copyright statute that might otherwise be infringing. This video has no negative impact on the orginal works it would actually be positive for them .if any owners of the content clips would like us to remove the video,we have no problem with that and will do so as fast as possible .Please massage us on You Tube if you have any concerns..We believe these videos are fair use because : They are transformative in a positive sense,we use within them act as a catalyst to further reading ...................THAN YOU ALL
    #tumobina
    #newodiyachristiansongs
    #aganmohannagofficial
    #BestOdiaChristianSongs
    #BestHindiChristianSongs #JaganmohanNagChristiansongs
    #LatestOdiaChristianSongs #LatestHindiChristianSongs
    #HindiSongs #Gospelsongs #IndianDevotionalSongs
    #JesusSongs #ChristianSongs #WorshipSongs #HolySpiritSongs
    SONG CREDIT
    Music & Arrangement : Brother Pratyush Kiran Bhatra (Tinku )
    Lyrics : Bro.Pratyush Kiran & Pritikant Sadhu
    Voice : Brother Jagan Mohan Nag
    Camera, Edit & DOP : Gagan Murali ( Goni Bhai)
    RUclips Partner : Brother Shibu Nanda
    Contact for youtube 7751854888
    Special Thanks : Brother Manash & Bitu
    Audio Recording And Mixsing : Millon Studio Cuttack
    Rhytham Arrangement : Monish Daa & Babu Daa
    Lead Guitar : Blesson Nayak ( Tai )
    ✽ All copyrights reserved ‪@jaganmohannagofficial6527‬
    CONTACT FOR DETAILS
    Cell No - 09777874138
    Please Pray For Our Ministries . May God Bless All Of You .
    FULL LYRICS OF SONG
    ତୁମ ବିନା ବଞ୍ଚି ମୁଁ ପାରେନା ଯୀଶୁ ମୋ ଯୀଶୁ
    ଝଡ଼ ଝଞ୍ଜା ଯେତେ ମୋ ଜୀବନେ ଆସୁ ପଛେ ଆସୁ (୨ ଥର
    ଚାଲିବାକୁ ତୁମ ସାଥେ , ଜୀବନର ଚଲା ପଥେ (୨ ଥର )
    ନାମ ତୁମ ଧରି ଯୀଶୁ .......ହୋ ..ହୋ ...........(୪ଥର)
    ତୁମ ବିନା ବଞ୍ଚି ମୁଁ ପାରେନା......... !! ୦ !!
    ପଥ ହରା ହୋଇ ପାପର ଜଗତେ ବୁଲୁଥିଲି ଏକା ମୁଁ
    ତୁମରି ସାହାରା ପାଇବାକୁ ପ୍ରଭୁ ଖୋଜୁଥିଲି ତୁମକୁ ...୨ ଥର
    ଜୀବନେ ଯାହାକୁ ପାଇ ଧନ୍ୟ , ହେଲି ମୁଁ
    ଆଶିଷ , ତୁମର ଦେଲ ହେ ମୋ ପ୍ରଭୁ ...... !! ୧ !!
    ତୁମ ବିନା ବଞ୍ଚି ମୁଁ ପାରେନା..................
    ସଦା ତୁମ ହୋଇ ରହିବି ତୁମଠି ଛାଡିବିନି କେବେ ମୁଁ
    ତୁମରି ପରଶ ପାଇ ଆଜି ମୁଁ ଯେ ହୃଦେ ନେଲି ତୁମକୁ
    ଚାଲିଛି ତୁମରି ପାଦେ ପାଦ ଦେଇ ମୁଁ
    ପାଇବି ତୁମର ପ୍ରେମ ହେ , ମୋ ପ୍ରଭୁ .......... !! ୨ !!
    ତୁମ ବିନା ବଞ୍ଚି ମୁଁ ପାରେନା................

Комментарии • 816