Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ନମସ୍କାର ଆଜ୍ଞା ଆପଣଙ୍କର୍ ସବୁ ଭିଡିଓ ବହୁତ ସୁନ୍ଦର୍ । ଚାଷ୍ ର ବହୁତ୍ କଥା ଜାଣି ହେଉଛେ ।
ଧନ୍ୟବାଦ ଆଜ୍ଞାଆପଣଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ
Bahut badhia dhan hauchhe khed dekhle khus haijibe dhanyabad sir
ନମସ୍କାର ଆଜ୍ଞା
Really very nice... Variety
Padmaja dhan kari6a k
Very nice sir
Bahaljami lagi Kaveri-mahanadi-bisya re kuhantu
Bahut badia
Dhan re bahut ganti pok lagi jaisi ,Kamret reken medisin agaru marle tik heba
ନମସ୍କାର ଆଜ୍ଞା ଆପଣଙ୍କ ପ୍ରଶ୍ନଟି ଛୋଟ, କିନ୍ତୁ ଉତ୍ତର ବହୁତ ଲମ୍ବା, ବହୁତ ଜଲଦୀ ଆମର ଭିଡିଓ ଆସୁଛି ଦେଖି ପାରିବେ
Jay Jagannath🙏🙏🙏
ଜୁହାର ଆଜ୍ଞା
Nicedhan
ଧନ୍ୟବାଦ ଆଜ୍ଞା
Dhan jagalabele kete sar lagba pilsar kete lagba it'a tike kahun aagyan
ନମସ୍କାର ଦାସ ଆଜ୍ଞାଧାନ ରେ ସାରର ବ୍ୟବହାର ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ।
Dhan bahut badhian haichhe hele sukha khed gute gute disibaslana
ନମସ୍କାର ଆଜ୍ଞାଏହା କାଣ୍ଡ ବିନ୍ଧା ଯୋଗୁଁ ଏପରି ହେଉଛି,
Nice video
ଧନ୍ୟବାଦ ଆଜ୍ଞା ନମସ୍କାର
Sir kharip re kale heba
Kharib ରେ ଭଲ ହେଇଛି । ବହୁତ ଚାଷୀ କରିସାରିଛନ୍ତି
ଖରିଫ ଓ ରବି ରେ ହଉଛି
ନମସ୍କାର ଆଜ୍ଞାଖରିଫ୍ ଓ ରବି ଉଭୟ ଋତୁ ରେ କରି ପାରିବେ
bls 1129 dhana amala ra video banatu.
ନମସ୍କାର ଆଜ୍ଞାଏହାର ଅମଳ ଭିଡିଓ ଅଛି, ଆଗକୁ ଦେଖି ପାରିବେ
ବହୁତ ବଢିଆ ବିହନ ଜଲଦି ବଜାର କେ ଛାଡୁନ
ଵଜାର କେ ଆସି ଗଲାଣି, ସଂଗ୍ରହ କରନ୍ତୁ
Sir dhana ro abidhi ketedhina
୧୨୦ ଦିନ
Very nice
Ankur company r GEET dhan r video te banaun angyan
ନମସ୍କାର ଆଜ୍ଞାଏହା ର ଫିଡ୍ ଵେଗ୍ ଆମ ପାଖରେ ନାହିଁ। ଜଣାଇଲେ, ଏହା ଉପରେ ଧ୍ୟାନ ଦେବୁ
ପତ୍ର ବେଶି ହେଉଛେ
Etar thanu aau rugha dhan Naina ,kn Kari bele etir A ru Z jaik Rog lagsi , e dhan kete kharap j log manku TK pachraun sat Jani parbe
Sir..kharif re jamuna bhala heba na padmaza.. 🙏
ଯମୁନା ଧାନ
@@Kurefultv thnx
Padmaja dhan bahut bhal dhan
ଧନ୍ୟବାଦ
Dalua manji kene milba
Kharif paien hebo ki
ହେଵ
ବିହନ କେମିତି ପାଇବା
Balangir re milba kain
ନିଶ୍ଚୟ ମିଳିବ, ଫୋନ୍ ନମ୍ବର ରେ ଯୋଗାଯୋଗ କରନ୍ତୁ
Bihan supply karun kena milbaj kahun
ନମସ୍କାର ଆଜ୍ଞାନମ୍ବର ଦିଆଯାଇଛି, ଯୋଗାଯୋଗ କରି ସଂଗ୍ରହ କରନ୍ତୁ
October re ruha heipariba
Nuziveedu Balwan kenta hesi
ଭଲ ଧାନ
Bbsr ....... kemiti paibu
ନମ୍ବର ରେ ଯୋଗାଯୋଗ କରନ୍ତୁ, ମିଳିବ
Dan bhal hesi ki🎉promotion karuchhan❤
ଧାନ ଭଲହୁଏ
Koraput re milboki sir
ମିଳିବ ଆଜ୍ଞାଯୋଗାଯୋଗ କରନ୍ତୁ
Neckblast tike laguchhe sir galilio marithi li. phirbi laguchhe
Sir e ଧାନ କେନ ପାଇ ପାରିବା ଯେ
Please sir reply me
70dismil ne 44 paket 🎉🎉🎉
Delelevery heba ki order kale
ନମସ୍କାରଫୋନ୍ ନମ୍ବର ରେ ଯୋଗାଯୋଗ କରନ୍ତୁ।
Dalua re heba kini sir
ହେବ
Sir 1 acre re kete dhan palha padaba
୨୦-୨୫ କେଜି
Nursery din ru 120 ki kana sir
ଧାନ ରୁଆ ଠାରୁ
ଦୀପ୍ ଆଜ୍ଞା ନମସ୍କାର । ବିରାଟ ଧାନ କିସମ ର ବିବରଣୀ ଟିକେ ଦେବେ ।
ନମସ୍କାର ଆଜ୍ଞାନିଶ୍ଚୟ ଏହାର ଉପରେ ଦୃଷ୍ଟି ଦେବୁ
ଆଜ୍ଞା ଜୁହାର, ନାଗାର୍ଜୁ କମ୍ପାନୀ ର ଟ୍ରାକସ୍ରଉରେ ଉପରେ ଭିଡ଼ିଓ ଟେ ବନାଉ ଆଜ୍ଞା 🙏🙏🙏🙏
ନମସ୍କାର ଆଜ୍ଞାଆପଣ ଵହୁଥର ଏହି ବିଷୟରେ ଅନୁରୋଧ କରିଛନ୍ତି, ଦୟାକରି ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Dhanbihan kenu paimu
Kete kg Ra packet asuchhe
ନମସ୍କାର ଆଜ୍ଞା୧୫-୨୦ କେଜି ର ପକେଟ୍
छत्तीगढ़ में मिलेगा क्या सर
नमस्कार जीफोन नंबर से सम्पर्क करें
Bihan kenu milaba sir
ନମସ୍କାର ଆଜ୍ଞାବିହନ ସଂଗ୍ରହ ପାଇଁ, ଫୋନ୍ ନମ୍ବର ରେ ଯୋଗାଯୋଗ କରନ୍ତୁ।
Sonpur re milibake sir
ନମସ୍କାର ଆଜ୍ଞାମିଳି ପାରିବ,ପାଖ ଡିଲର୍ ମାନଙ୍କ ଠାରେ ଯୋଗାଯୋଗ କରନ୍ତୁ।
@@Kurefultv Ok
Kete kg ra bag aye
୧୦-୧୫ କେଜି
Ken tane bihan milba
ନମସ୍କାର ଆଜ୍ଞାଭିଡିଓ ରେ ଥିବା ନମ୍ବର ସହିତ ଯୋଗାଯୋଗ କରନ୍ତୁ।
ସାର ବାହାଲ ଜମି (ଖଲୁଆ ଜମି) ରେ ପଦ୍ମଜା ଧାନ ଚାସ କରି ହେବା କାଏଁ ?
ହେବ ନାହିଁ, ଏହା ମାଳ ଧାନ
Rate to nahi bata rahe hn
ଯୋଗାଯୋଗ କରନ୍ତୁ
ମାଛ ଚାଷ ଉପରେ ଭିଡିଓ ବନାଅ
ନମସ୍କାର ଆଜ୍ଞାଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ
ଭାଇ 1packet ଧାନ 60kg ରୁ କମ ହେବନାହିଁ mc 13
କେତେ କେଜି ପ୍ୟାକିଂ ଆଜ୍ଞା
ନମସ୍କାର ଆଜ୍ଞା୧୦ କେଜି/ ୧୫ କେଜି
ଜୁହାର । ଖେତ ଆରି ର୍ ଲଟା ମରା ର୍ ଭଲ ଉଷୋ ଟିକେ ଜନାଉନ୍ ।
Rounded up ଦେଇ ପାରିବେ
ଶାର ନିଳାଚଳ ସାହୁଙ୍କ ର mob noମିଳବାକେ ସାର
ଆରଗେଟ ଭିଡ଼ିଓ ରେ 115ରୁ120 କହିଛନ୍ତି
Tumer nomber tk deba sir jogajog kerbar asubidha heuchhe no tk debe
ନମସ୍କାର ଆଜ୍ଞାଆମ ଚେନାଲ୍ ଭିଡିଓ ରେ ସ୍କ୍ରିନ ରେ ଅଛି
Iink dia sir dhan ra
ନମସ୍କାର ଆଜ୍ଞାମୋବାଇଲ୍ ନମ୍ବର ରେ ଯୋଗାଯୋଗ କରନ୍ତୁ
ଧନ ନ ଚକଡା ଲାଗୁଛେ
ଆମର ଅତାବିରା ,ଗୋଡଭଗାର କେନ ଦୁକାନେ ମିଲବା ଜନାବେ ସାର
ନମସ୍କାର ଆଜ୍ଞାଆପଣଙ୍କ ପାଖ ଡିଲର୍ ମାନଙ୍କ ଠାରେ ଯୋଗାଯୋଗ କରନ୍ତୁ। ନହେଲେ ମୋବାଇଲ୍ ନମ୍ବର ରେ ଯୋଗାଯୋଗ କରନ୍ତୁ।
କେତେ ଟଙ୍କା ପଡିବା ଗୋଟେ ଏକର କେ ବିହନ
ନମସ୍କାର ଆଜ୍ଞାନମ୍ବର ରେ ଯୋଗାଯୋଗ କରନ୍ତୁ
ଜେତେ ଫୁନ କଲେ ବି ନାଈ ରିସିଭ କର୍ବାର
ନମସ୍କାର ଆଜ୍ଞାସକାଳ ୮ ଠାରୁ ସଂନ୍ଧ୍ଯା ୬ ଟା ମଧ୍ୟରେ ଫୋନ୍ କରନ୍ତୁ।
ମୁଇଂ 5ଏକର ଲାଗି ବିହନ ଆନିସାରଲିନ ଡାଲୁଆର ଲାଗି ଯାହାକେ ଦରକାରଦେବାହାଲକେ ଯାଉନ
ଖରିଫ ସିଜନ ରେ ହେବ କି
.Mᴜɪ ᴘᴀᴅᴍᴀᴊᴀ ᴅʜᴀɴ 1ᴀᴋᴀʀ ᴋᴀʀɪᴛʜɪʟɪ 58 ᴘᴀᴋᴇᴛ ʜᴇʟᴀ, 🙏🙏
ଧନ୍ୟବାଦ ଆଜ୍ଞା ନମସ୍କାରଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ ଧନ୍ୟବାଦ
Dalua Na Pelua? Sala Tor Katha re Jai 10 quintal Short.
Japànag
ଧନ୍ୟବାଦ, ନମସ୍କାର
ପଦ୍ମଜା 60 ଡି ୫୦ ପାକିଟ ହେଉଛେ
ମୁଁ ଇ ପହେଳା ଆରମ କରମି ଶାର ପଦମୟା ଧାନ ଶାର borwell ଅଛେଶାର ଲାଉମୁଣ୍ଡା ଆମର ଘର ଶାର
ନମସ୍କାର ମହାନନ୍ଦ ଆଜ୍ଞାନିଶ୍ଚୟ ମିଳିବ, ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Very good paddy
Sabu bakbas
ଥରେ କରି ଦେଖନ୍ତୁ
Bekar
Sir ken adress ne miliba please contact number form kalahandi . golamunda
ନମସ୍କାର ଆଜ୍ଞା ଆପଣଙ୍କର୍ ସବୁ ଭିଡିଓ ବହୁତ ସୁନ୍ଦର୍ । ଚାଷ୍ ର ବହୁତ୍ କଥା ଜାଣି ହେଉଛେ ।
ଧନ୍ୟବାଦ ଆଜ୍ଞା
ଆପଣଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ
Bahut badhia dhan hauchhe khed dekhle khus haijibe dhanyabad sir
ନମସ୍କାର ଆଜ୍ଞା
Really very nice... Variety
Padmaja dhan kari6a k
Very nice sir
Bahaljami lagi Kaveri-mahanadi-bisya re kuhantu
Bahut badia
ନମସ୍କାର ଆଜ୍ଞା
Dhan re bahut ganti pok lagi jaisi ,
Kamret re
ken medisin agaru marle tik heba
ନମସ୍କାର ଆଜ୍ଞା
ଆପଣଙ୍କ ପ୍ରଶ୍ନଟି ଛୋଟ, କିନ୍ତୁ ଉତ୍ତର ବହୁତ ଲମ୍ବା, ବହୁତ ଜଲଦୀ ଆମର ଭିଡିଓ ଆସୁଛି ଦେଖି ପାରିବେ
Jay Jagannath🙏🙏🙏
ଜୁହାର ଆଜ୍ଞା
Nicedhan
ଧନ୍ୟବାଦ ଆଜ୍ଞା
Dhan jagalabele kete sar lagba pilsar kete lagba it'a tike kahun aagyan
ନମସ୍କାର ଦାସ ଆଜ୍ଞା
ଧାନ ରେ ସାରର ବ୍ୟବହାର ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ।
Dhan bahut badhian haichhe hele sukha khed gute gute disibaslana
ନମସ୍କାର ଆଜ୍ଞା
ଏହା କାଣ୍ଡ ବିନ୍ଧା ଯୋଗୁଁ ଏପରି ହେଉଛି,
Nice video
ଧନ୍ୟବାଦ ଆଜ୍ଞା ନମସ୍କାର
Sir kharip re kale heba
Kharib ରେ ଭଲ ହେଇଛି । ବହୁତ ଚାଷୀ କରିସାରିଛନ୍ତି
ଖରିଫ ଓ ରବି ରେ ହଉଛି
ନମସ୍କାର ଆଜ୍ଞା
ଖରିଫ୍ ଓ ରବି ଉଭୟ ଋତୁ ରେ କରି ପାରିବେ
bls 1129 dhana amala ra video banatu.
ନମସ୍କାର ଆଜ୍ଞା
ଏହାର ଅମଳ ଭିଡିଓ ଅଛି, ଆଗକୁ ଦେଖି ପାରିବେ
ବହୁତ ବଢିଆ ବିହନ ଜଲଦି ବଜାର କେ ଛାଡୁନ
ଵଜାର କେ ଆସି ଗଲାଣି, ସଂଗ୍ରହ କରନ୍ତୁ
Sir dhana ro abidhi ketedhina
୧୨୦ ଦିନ
Very nice
ଧନ୍ୟବାଦ ଆଜ୍ଞା ନମସ୍କାର
Ankur company r GEET dhan r video te banaun angyan
ନମସ୍କାର ଆଜ୍ଞା
ଏହା ର ଫିଡ୍ ଵେଗ୍ ଆମ ପାଖରେ ନାହିଁ। ଜଣାଇଲେ, ଏହା ଉପରେ ଧ୍ୟାନ ଦେବୁ
ପତ୍ର ବେଶି ହେଉଛେ
Etar thanu aau rugha dhan Naina ,kn Kari bele etir A ru Z jaik Rog lagsi , e dhan kete kharap j log manku TK pachraun sat Jani parbe
Sir..kharif re jamuna bhala heba na padmaza.. 🙏
ଯମୁନା ଧାନ
@@Kurefultv thnx
Padmaja dhan bahut bhal dhan
ଧନ୍ୟବାଦ
Dalua manji kene milba
Kharif paien hebo ki
ହେଵ
ବିହନ କେମିତି ପାଇବା
Balangir re milba kain
ନିଶ୍ଚୟ ମିଳିବ, ଫୋନ୍ ନମ୍ବର ରେ ଯୋଗାଯୋଗ କରନ୍ତୁ
Bihan supply karun kena milbaj kahun
ନମସ୍କାର ଆଜ୍ଞା
ନମ୍ବର ଦିଆଯାଇଛି, ଯୋଗାଯୋଗ କରି ସଂଗ୍ରହ କରନ୍ତୁ
October re ruha heipariba
Nuziveedu Balwan kenta hesi
ଭଲ ଧାନ
Bbsr ....... kemiti paibu
ନମ୍ବର ରେ ଯୋଗାଯୋଗ କରନ୍ତୁ, ମିଳିବ
Dan bhal hesi ki🎉promotion karuchhan❤
ଧାନ ଭଲହୁଏ
Koraput re milboki sir
ମିଳିବ ଆଜ୍ଞା
ଯୋଗାଯୋଗ କରନ୍ତୁ
Neckblast tike laguchhe sir galilio marithi li. phirbi laguchhe
Sir e ଧାନ କେନ ପାଇ ପାରିବା ଯେ
Please sir reply me
70dismil ne 44 paket 🎉🎉🎉
Delelevery heba ki order kale
ନମସ୍କାର
ଫୋନ୍ ନମ୍ବର ରେ ଯୋଗାଯୋଗ କରନ୍ତୁ।
Dalua re heba kini sir
ହେବ
Sir 1 acre re kete dhan palha padaba
୨୦-୨୫ କେଜି
Nursery din ru 120 ki kana sir
ଧାନ ରୁଆ ଠାରୁ
ଦୀପ୍ ଆଜ୍ଞା ନମସ୍କାର । ବିରାଟ ଧାନ କିସମ ର ବିବରଣୀ ଟିକେ ଦେବେ ।
ନମସ୍କାର ଆଜ୍ଞା
ନିଶ୍ଚୟ ଏହାର ଉପରେ ଦୃଷ୍ଟି ଦେବୁ
ଆଜ୍ଞା ଜୁହାର, ନାଗାର୍ଜୁ କମ୍ପାନୀ ର ଟ୍ରାକସ୍ରଉରେ ଉପରେ ଭିଡ଼ିଓ ଟେ ବନାଉ ଆଜ୍ଞା 🙏🙏🙏🙏
ନମସ୍କାର ଆଜ୍ଞା
ଆପଣ ଵହୁଥର ଏହି ବିଷୟରେ ଅନୁରୋଧ କରିଛନ୍ତି, ଦୟାକରି ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Dhanbihan kenu paimu
Kete kg Ra packet asuchhe
ନମସ୍କାର ଆଜ୍ଞା
୧୫-୨୦ କେଜି ର ପକେଟ୍
छत्तीगढ़ में मिलेगा क्या सर
नमस्कार जी
फोन नंबर से सम्पर्क करें
Bihan kenu milaba sir
ନମସ୍କାର ଆଜ୍ଞା
ବିହନ ସଂଗ୍ରହ ପାଇଁ, ଫୋନ୍ ନମ୍ବର ରେ ଯୋଗାଯୋଗ କରନ୍ତୁ।
Sonpur re milibake sir
ନମସ୍କାର ଆଜ୍ଞା
ମିଳି ପାରିବ,ପାଖ ଡିଲର୍ ମାନଙ୍କ ଠାରେ ଯୋଗାଯୋଗ କରନ୍ତୁ।
@@Kurefultv Ok
Kete kg ra bag aye
୧୦-୧୫ କେଜି
Ken tane bihan milba
ନମସ୍କାର ଆଜ୍ଞା
ଭିଡିଓ ରେ ଥିବା ନମ୍ବର ସହିତ ଯୋଗାଯୋଗ କରନ୍ତୁ।
ସାର ବାହାଲ ଜମି (ଖଲୁଆ ଜମି) ରେ ପଦ୍ମଜା ଧାନ ଚାସ କରି ହେବା କାଏଁ ?
ହେବ ନାହିଁ, ଏହା ମାଳ ଧାନ
Rate to nahi bata rahe hn
ଯୋଗାଯୋଗ କରନ୍ତୁ
ମାଛ ଚାଷ ଉପରେ ଭିଡିଓ ବନାଅ
ନମସ୍କାର ଆଜ୍ଞା
ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ
ଭାଇ 1packet ଧାନ 60kg ରୁ କମ ହେବନାହିଁ mc 13
ଧନ୍ୟବାଦ ଆଜ୍ଞା
କେତେ କେଜି ପ୍ୟାକିଂ ଆଜ୍ଞା
ନମସ୍କାର ଆଜ୍ଞା
୧୦ କେଜି/ ୧୫ କେଜି
ଜୁହାର । ଖେତ ଆରି ର୍ ଲଟା ମରା ର୍ ଭଲ ଉଷୋ ଟିକେ ଜନାଉନ୍ ।
Rounded up ଦେଇ ପାରିବେ
ଶାର ନିଳାଚଳ ସାହୁଙ୍କ ର mob noମିଳବାକେ ସାର
ଆରଗେଟ ଭିଡ଼ିଓ ରେ 115ରୁ120 କହିଛନ୍ତି
Tumer nomber tk deba sir jogajog kerbar asubidha heuchhe no tk debe
ନମସ୍କାର ଆଜ୍ଞା
ଆମ ଚେନାଲ୍ ଭିଡିଓ ରେ ସ୍କ୍ରିନ ରେ ଅଛି
Iink dia sir dhan ra
ନମସ୍କାର ଆଜ୍ଞା
ମୋବାଇଲ୍ ନମ୍ବର ରେ ଯୋଗାଯୋଗ କରନ୍ତୁ
ଧନ ନ ଚକଡା ଲାଗୁଛେ
ଆମର ଅତାବିରା ,ଗୋଡଭଗାର କେନ ଦୁକାନେ ମିଲବା ଜନାବେ ସାର
ନମସ୍କାର ଆଜ୍ଞା
ଆପଣଙ୍କ ପାଖ ଡିଲର୍ ମାନଙ୍କ ଠାରେ ଯୋଗାଯୋଗ କରନ୍ତୁ। ନହେଲେ ମୋବାଇଲ୍ ନମ୍ବର ରେ ଯୋଗାଯୋଗ କରନ୍ତୁ।
କେତେ ଟଙ୍କା ପଡିବା ଗୋଟେ ଏକର କେ ବିହନ
ନମସ୍କାର ଆଜ୍ଞା
ନମ୍ବର ରେ ଯୋଗାଯୋଗ କରନ୍ତୁ
ଜେତେ ଫୁନ କଲେ ବି ନାଈ ରିସିଭ କର୍ବାର
ନମସ୍କାର ଆଜ୍ଞା
ସକାଳ ୮ ଠାରୁ ସଂନ୍ଧ୍ଯା ୬ ଟା ମଧ୍ୟରେ ଫୋନ୍ କରନ୍ତୁ।
ମୁଇଂ 5ଏକର ଲାଗି ବିହନ ଆନିସାରଲିନ ଡାଲୁଆର ଲାଗି ଯାହାକେ ଦରକାରଦେବାହାଲକେ ଯାଉନ
ଧନ୍ୟବାଦ ଆଜ୍ଞା ନମସ୍କାର
ଖରିଫ ସିଜନ ରେ ହେବ କି
ହେବ
.Mᴜɪ ᴘᴀᴅᴍᴀᴊᴀ ᴅʜᴀɴ 1ᴀᴋᴀʀ ᴋᴀʀɪᴛʜɪʟɪ 58 ᴘᴀᴋᴇᴛ ʜᴇʟᴀ, 🙏🙏
ଧନ୍ୟବାଦ ଆଜ୍ଞା ନମସ୍କାର
ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ ଧନ୍ୟବାଦ
Dalua Na Pelua? Sala Tor Katha re Jai 10 quintal Short.
Japànag
ଧନ୍ୟବାଦ, ନମସ୍କାର
ପଦ୍ମଜା 60 ଡି ୫୦ ପାକିଟ ହେଉଛେ
ଧନ୍ୟବାଦ
ମୁଁ ଇ ପହେଳା ଆରମ କରମି ଶାର ପଦମୟା ଧାନ ଶାର borwell ଅଛେଶାର ଲାଉମୁଣ୍ଡା ଆମର ଘର ଶାର
ନମସ୍କାର ମହାନନ୍ଦ ଆଜ୍ଞା
ନିଶ୍ଚୟ ମିଳିବ, ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
Very good paddy
Sabu bakbas
ଥରେ କରି ଦେଖନ୍ତୁ
Bekar
ଧନ୍ୟବାଦ ଆଜ୍ଞା ନମସ୍କାର
Sir ken adress ne miliba please contact number form kalahandi . golamunda
Very nice sir