"ଯେଉଁମାନେ ହ୍ୟୁମାନ ସାଗରଙ୍କୁ ବନେଇଥିଲେ ତାଙ୍କ ପାଇଁ କ୍ଷେପଣାସ୍ତ୍ର ସାଜିଛନ୍ତି ହ୍ୟୁମାନ "ରୁଦ୍ରମନ Human Sagar

Поделиться
HTML-код
  • Опубликовано: 11 янв 2025

Комментарии • 864

  • @RsunanditaRsunandita
    @RsunanditaRsunandita 6 месяцев назад +241

    ଆପଣ ହିଁ tk ବୁଜିଲେ sir...ଆପଣଙ୍କ ସମାଲୁଚନା ପାଇଁ କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @rajkumariranajit2054
    @rajkumariranajit2054 6 месяцев назад +150

    ବା ବା sir ଆପଣ କୁ ମୋର୍ ହୃଦୟ ରୁ ନମସ୍କାର ❤❤❤

  • @Knowledge4572
    @Knowledge4572 6 месяцев назад +108

    ତୁମ କଥା ଶୁଣି ଭଲ ଲାଗିଲା ସାର୍ ଆପଣଙ୍କୁ ପ୍ରଭୁ ଜଗନ୍ନାଥ 🙏 ସବୁ ଆଶୀର୍ବାଦ ଥାଊ।। ଜୟ ଜଗନ୍ନାଥ ❤ ଜୟ ମା ସମଲେଶ୍ଵରୀ 🙏 ।।

  • @YadabPradhan-fr6qs
    @YadabPradhan-fr6qs 6 месяцев назад +70

    sir ଆପଣ କଟିଏରେ ଜଣେ ପ୍ରଭୁ ଯୀଶୁ
    ଆଶୀର୍ବାଦ କରନ୍ତୁ

  • @milanchandguru6259
    @milanchandguru6259 6 месяцев назад +32

    ଏହି ପରି ଉତ୍ତମ ବୁଝାମଣା ର ଜ୍ଞାନ ଚକ୍ଷୁ ଖୋଲି ଦେବାରୁ ବହୁତ୍ ଧନ୍ୟବାଦ୍, ଏହା ସମାଲୋଚକଙ୍କ ହିଂସ୍ର ମୋନଭାବର ଜ୍ଞାନ ଚକ୍ଷୁ ଖୋଲୁ।

  • @natkirtanparibar1368
    @natkirtanparibar1368 6 месяцев назад +74

    ଆପଣ ବୁଝି ପାରୁଛନ୍ତି ମୁ ବଲାଙ୍ଗୀର ର ଭଗବାନ ତମୁକୁ କୋଟି ପରମାୟୁ ଦିଅନ୍ତୁ 🙏🙏🙏🙏🙏

  • @RahulaMallick-zu9fn
    @RahulaMallick-zu9fn 6 месяцев назад +81

    ହିମାନସାଗର ଭଲ ଗୀତ ଗାଉଥିବାରୁ ସହିପାରୁ ନାହାନ୍ତି l

  • @bvijaykumar-z6e
    @bvijaykumar-z6e 6 месяцев назад +58

    ଧନ୍ୟବାଦ ମୁଁ ଆପଣଙ୍କ କଥାରେ ଏକମତ 🙏🙏🙏🙏🙏👌💯

  • @JasminiKalsai
    @JasminiKalsai 6 месяцев назад +64

    ଆପଣଙ୍କୁ କୋଟି କୋଟି ପ୍ରଣାମ ସାର୍ ପ୍ରକୁତ କଥା ଆପଣ ବୁଝୁଛନ୍ତି ଜଗନ୍ନାଥ ଆପଣଙ୍କୁ ସହା ହୁଅନ୍ତି

  • @Prashantbrother1432
    @Prashantbrother1432 6 месяцев назад +46

    ବହୁତ ବହୁତ ଭଲ ଭାବରେ ବୁଝେଇଛନ୍ତି ଆପଣ ,ସବୁ ଠିକ୍ ଠିକ୍ କହିଛ

  • @satrughnanaik4393
    @satrughnanaik4393 6 месяцев назад +15

    ସଠିକ ସମୀକ୍ଷା କରିଛନ୍ତି ଆଜ୍ଞା | ଧନ୍ୟବାଦ 🙏

  • @BrundabanMahananda-q7h
    @BrundabanMahananda-q7h 5 месяцев назад +1

    God bless you🙏🙏🙏 sir

  • @BahakBabu52
    @BahakBabu52 6 месяцев назад +9

    ବହୁତ ବହୁତ ଧନ୍ଯବାଦ ଆଜ୍ଞା ଆପଣଙ୍କ ମନ୍ତବ୍ୟ କୁ

  • @abiramgamango-nv6hf
    @abiramgamango-nv6hf 6 месяцев назад +28

    ସମସ୍ତଙ୍କର ସର୍ବଧର୍ମର ଲୋକମାନେ ମାନସିକ ସ୍ତରରେ ସୁସ୍ଥ ରହିବା ଦରକାର, ଧର୍ମରେ ଅହିଂସାର ସ୍ଥାନ ନାହିଁ କିନ୍ତୁ ଆମେ ମନୁଷ୍ୟର ହୀନ ମାନସିକତା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି, ଧର୍ମ ହେଉଛି ସତ୍ୟ ଶାନ୍ତି ଓ ଦୟା କ୍ଷମା......,..

  • @JOHANBAGHA-cf1sw
    @JOHANBAGHA-cf1sw 6 месяцев назад +9

    ଆପଣ ହିଁ Right kotha କହିଛନ୍ତି ଆଜ୍ଞା ଧନ୍ୟବାଦ

  • @PabitraJena-b5b
    @PabitraJena-b5b Месяц назад +1

    E bhai nka katha bahut bhala Lage

  • @rahulksinger3219
    @rahulksinger3219 6 месяцев назад +40

    ଶୁଣ ରେ କଟକିଆ ପୁଏ ଅ ଭାଇନା କଣ କହୁଛନ୍ତି କୋଟି କୋଟି 🙏🙏🙏🙏🙏sir

    • @rudradevblog2186
      @rudradevblog2186 6 месяцев назад

      👏👏ଜୟ ଜଗନ୍ନାଥ 👏👏

    • @iswarnayak1383
      @iswarnayak1383 6 месяцев назад

      Tu sune bo kan deri kari

  • @BrundabanMahananda-q7h
    @BrundabanMahananda-q7h 5 месяцев назад +1

    Thank you sir 🙏🙏🙏

  • @ManojBidika-h3y
    @ManojBidika-h3y 6 месяцев назад +24

    ଆପଣ ସତ କଥା କହିଲ ସାର୍ ଆପଣ ଭଲ ବାବରେ ଜାଣିଛନ୍ତି thank you ❤❤❤❤

  • @nandinisahu1449
    @nandinisahu1449 6 месяцев назад +16

    Apankar katha manke paila sir...right katha kahele.. Tq

  • @OdishUttkal
    @OdishUttkal 6 месяцев назад +26

    You are best sir

  • @RajatPradhan-b9c
    @RajatPradhan-b9c 5 месяцев назад

    Sehi baat hai bhai ❤❤

  • @chaitanyachhatria3179
    @chaitanyachhatria3179 6 месяцев назад +3

    ଇଟା ଗୁଟେ ମନେ ରଖା ହ୍ୟୁମାନ ସାଗର ପାଇଁ ତମର ସିନେମା ଚାଲୁଛି ଆଉ ପୂର୍ବ ଓଡ଼ିଶା ର ନା ହଉଛି ଜୟ ମା ସମଲେଇ

  • @kichakeswarifilms
    @kichakeswarifilms 6 месяцев назад +21

    ଜୟ ଜଗନ୍ନାଥ.. ମହାପ୍ରଭୁ ଙ୍କ କୃପା ଥାଉ

  • @BabinDigal
    @BabinDigal 6 месяцев назад +11

    Sir apananka katha bahuta bhala lagila thank you

  • @simanchalnag5211
    @simanchalnag5211 6 месяцев назад +2

    ଆପଣ ଙ୍କୁ ହୃଦୟ ରୁ ଧନ୍ୟବାଦ ଆଜ୍ଞା ଆପଣ ପୁରା ଠିକ୍ ବୁଝି ଛନ୍ତି l❤❤❤❤

  • @BinodGamango-mk5by
    @BinodGamango-mk5by 6 месяцев назад +1

    Ki koila sir dil se love you apono tik bujilo

  • @BharatChandraKumbhar
    @BharatChandraKumbhar 6 месяцев назад +17

    Thik kahila Bhai ,tumaku bahut bahut dhanyabad.

  • @mamatamallick1035
    @mamatamallick1035 6 месяцев назад +2

    ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ ଆପଣ ହିଁ ବୁଝିଲେ

  • @steminarani5803
    @steminarani5803 6 месяцев назад +2

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ଆପଣ ଠକ୍ କଥା କହୁଛନ୍ତି ସାର୍ ହିଁ ମାନ଼ ସାର୍ ବହୁତ ଭଲ ସେ କାହାକୁ କିଛି କହନ୍ତି ନାହଁ

  • @gulshankumarofficial1595
    @gulshankumarofficial1595 5 месяцев назад +2

    ବହୁତ ସୁନ୍ଦର କଥା କହିଲେ ସାର ମୁ ଜଣେ ଖ୍ରୀଷ୍ଟିଆନ ହେଲେ ବି ଓଡିଶା ର ବଡ଼ ଠାକୁର ଜଗନ୍ନାଥ କୁ ବି ଭଲ ପାଉ କିନ୍ତୁ ଭଗବାନ କୁ ନେଇ ରାଜନୀତି ଆଉ ଜାତି ନୀତି ନ କରିବାଟା ଭଲ

  • @BhaskarBhue-OD
    @BhaskarBhue-OD 6 месяцев назад +2

    Mu Bolangir ra sir 🙏
    Apankar sabu katha bhal lagila

  • @birendrachhatria4299
    @birendrachhatria4299 6 месяцев назад

    Aapanka thu bahut ki6i shikhibaku mile sir ❤️🙏 aapana jaha b kahanti sabu right katha kuhanti sir 🙏 Dil se 🙏❤️

  • @senapatisabar-kz5vh
    @senapatisabar-kz5vh 6 месяцев назад +2

    ଆପଣଙ୍କର ହୃଦୟ ବାଗବାନ ଆଶୀର୍ବାଦ କରନ୍ତୁ.....

  • @premmandirproduction7519
    @premmandirproduction7519 6 месяцев назад +19

    ବର୍ତ୍ତମାନ ର ଏକ ବିବାଦୀୟ ସ୍ଥିତି ଭିତରେ ଓଡିଆ ସଙ୍ଗୀତ ଜଗତ।ପ୍ରଭୁ ଙ୍କ ଭଜନ ର ସ୍ବର ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ରୁକୁ ସୁନା,ପପୁ ପମ ପମ (ତତ୍ତ୍ଵ ପ୍ରକାଶ ଶତପଥୀ) ଙ୍କ ପରି ଅନେକ କଣ୍ଠଶିଳ୍ପୀ ଆଜି ଭଜନ ସ୍ବରରେ କଣ୍ଠଦାନ କରିବାର ହେଉ କିମ୍ବା ଗାଇବାକୁ ନେଇ ଛନ୍ଦି ହୋଇପଡିଥିବା ର ଦେଖାଯାଉଛି। ତେବେ ଅନେକ ସମାଲୋଚକ ସାଜି ଏହି ବିବାଦୀୟ ସ୍ଥିତି କୁ ଆହୁରି ଜଟିଳ କରୁଛନ୍ତି। ତେବେ ମୁଁ ଅଧମ ଭାବରେ କେତୋଟି ପ୍ରଶ୍ନ କରିବା କୁ ଚାହିଁବି...
    ୧-ଆଧୁନିକ ସ୍ବର କୁ ନେଇ ଅନେକ ଭଜନ କରାଯାଇଛି ଯେମିତି କି ମୁଁ ଅନେଶତ ରାଣୀ ରାଜା ଭଜନ ସ୍ବରରେ ମୁଁ କାଳିଆ ରଜା ର ପ୍ରଜା ପୁଣି ନିକଟ ଅତୀତରେ ଝିପିଝିପି ମେଘ ରେ ଆଲବମ ସଙ୍ଗୀତ କୁ ନେଇ ଆଗେ ଆଗେ ବଳିଆ ସଙ୍ଗୀତ ବିଶେଷ ଲୋକପ୍ରିୟ ହୋଇଛି କିନ୍ତୁ ପ୍ରଥମେ ଆଲବମ ର ସ୍ବର ହେବାର ପରେ ସେହି ସ୍ବର ରେ ଭଜନ ନିର୍ମାଣ କରିବା କ'ଣ ଭୁଲ ନୁହେଁ କି?
    ୨- ଅନେକ ନାମ ସଂକୀର୍ତ୍ତନ ଦଳ ଆଜି ଆଧୁନିକ ସ୍ବରରେ ଟିପ୍ ଟିପ୍ ବର୍ଷା ପାଣି,ନବମ ଶ୍ରେଣୀ ଝିଅ ଆଦି କୁ ନେଇ ହରି ନାମ ଜପ କରୁଛନ୍ତି କ'ଣ ତାହା ଅପରାଧ ନୁହେଁ।
    କେବଳ ଧର୍ମ କୁ ନେଇ ବିଭେଦ କରିବାକୁ ଚାହୁଁଥିବା କିଛି ବିଶେଷଜ୍ଞ ମାନଙ୍କୁ ମୋର ଛୋଟ ପ୍ରଶ୍ନ ଟିଏ.....
    @ ଧର୍ମ ବନାମ ରାଜନୀତି
    # ସତ୍ୟ ବନାମ ବାସ୍ତବତା

  • @Ankurdigalofficial
    @Ankurdigalofficial 6 месяцев назад

    Bahut sundar chinta sir thank you best reply sir

  • @dhanwatariBirua
    @dhanwatariBirua 6 месяцев назад +1

    ପ୍ରଥମ ରେ ଆପଣଙ୍କୁ ଧନ୍ୟବାଦ ସାର୍, ଆପଣଙ୍କ ର ପରିକା ବୁଝିବା ଲୋକ ବହୁତ କମ୍ ଏମିତି ଲୋକ ମାନଙ୍କର କଥା କୁ ବିଚାର କରନ୍ତି ଧନ୍ୟବାଦ,,

  • @RajaSurujal
    @RajaSurujal 6 месяцев назад +2

    ମଜା ଆସିଗଲା ସାର
    ଆପଣ ଭଲକି ବୁଝିଛନ୍ତି, ଆପଣଙ୍କ ଭଳି ଯଦି ମୋ କଟକିଆ ଭାଇ ମାନେ ବୁଝନ୍ତେ ଆମ ଓଡିଶା ମୋ ଓଡିଶା କେତେ ଦୂର ନ ଜାନ୍ତା
    ନମସ୍ତେ ସାର ❤❤❤❤

  • @mlbstar143
    @mlbstar143 6 месяцев назад

    Sir 🙏🙏🙏🙏🙏Right

  • @rudradevblog2186
    @rudradevblog2186 6 месяцев назад +23

    ଆପଣ ଏକ ଦମ ଠିକ କହିଲେ 👏ଜୟ ଜଗନ୍ନାଥ 👏👏

    • @status4u267
      @status4u267 6 месяцев назад +1

      ସତ କଥା ଭାଇ ପଶ୍ଚିମ ଓଡ଼ିଶା ର ପିଲା ବଳି ଇଶ୍ରା କରୁଛନ

    • @odiastories9832
      @odiastories9832 6 месяцев назад

      ସଭେ ନୁହେଁ 🙏​@@status4u267

  • @TechnicalBroSk
    @TechnicalBroSk 5 месяцев назад

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା ❤❤❤

  • @gitanjalinayak9555
    @gitanjalinayak9555 6 месяцев назад +6

    ଧନ୍ୟବାଦ ସାର୍ 🙏🙏🙏🙏

  • @champeswarpradhan5017
    @champeswarpradhan5017 6 месяцев назад +1

    I think you are the best knowledge Person sir. You are 💯 right sir...we all are agree with you....❤❤

  • @himatpani4807
    @himatpani4807 6 месяцев назад +4

    ସାର, ଆପଣ ଠିକ ଭାବରେ ବୁଝେଇ କହିଥିଲେ, ଧନ୍ୟବାଦ 🙏

  • @christiansonglyrics3196
    @christiansonglyrics3196 6 месяцев назад +1

    Sir apana nka Pari Sara bharata basi bhabi thante ta Hele samaste Santi re thante... swarbha dharma sambhilani...I love my India.

  • @Ramesh-Podh
    @Ramesh-Podh 6 месяцев назад +2

    Jay maa samalei jay jagannath right bro

  • @sarjonchhatriya343
    @sarjonchhatriya343 6 месяцев назад +4

    Thankyou 👍 sir ଆପଣଙ୍କୁ ମୋର ହୃଦୟ ର ସହିତ ନମସ୍କାର 🙏 🙏ଜଣାଏ ଜେ ଆପଣ ବିଷୟ ଟିକୁ ଠିକ୍ ଭାବରେ ବୁଝିପାରିଲେ, ଏବଂ ବୁଝେଇ କି କହିଥିବାରୁ Thankyou ସାର୍

  • @S.D7T
    @S.D7T 6 месяцев назад

    Waoo sir apna thik janichhanti good good God bless you sir

  • @ArchanaNayak-cq3we
    @ArchanaNayak-cq3we 5 месяцев назад

    ଧନ୍ୟବାଦ ସାର୍ ଆପଣଙ୍କ କଥାରେ ବହୁତ ଲୋକ ପରିବର୍ତ୍ତନ ହେବେ,ହେଲେ ଜାପାନୀ କେବେ ହେଲେ ପରିବର୍ତ୍ତନ ହେବ ନାହିଁ

  • @AbhimanyuMahananda-y3s
    @AbhimanyuMahananda-y3s 6 месяцев назад

    You are Great sir. Aapko❤❤❤se salaam

  • @SingerSushantKumarMiridia
    @SingerSushantKumarMiridia 6 месяцев назад

    Ek dam Right Katha ..Kahichhanti Sir..Apananku Bahut Bahut Dhanyabad..🙏🏻

  • @FunnyShorts-my6ni
    @FunnyShorts-my6ni 6 месяцев назад

    Apankara pratyakti katha Mora manaku touch kala🥰🥰❤️❤️🙏🙏

  • @kilogram382
    @kilogram382 6 месяцев назад +5

    Right sir 👍 sir ଭଜନ ଗୀତକୁ ବୋତଲ ଭାଙ୍ଗିବି ଗୋରୀ ୟେ ଯୋଉ ଗୀତ ଗାଇ ଗାଇ ନାଚୁଛନ୍ତି ଏମାନଙ୍କୁ ଦେଖା ଯାଉନି କେବଳ ହୁମନ ଭାଇ ଙ୍କୁ ହିଁ ଟାର୍ଗେଟ କରୁଛନ୍ତି।

  • @ranjitdigal2495
    @ranjitdigal2495 6 месяцев назад +1

    ସାର୍ ମୁଁ ଆପଣଙ୍କ କଥାରେ ଏକମତ 👍🙏

  • @PHILIMANMAJHI-md2rl
    @PHILIMANMAJHI-md2rl 6 месяцев назад +3

    100% ଠିକ କଥା କହିଛନ୍ତି sir..

  • @kailashnaik3357
    @kailashnaik3357 6 месяцев назад

    Jai maa samlei🚩 jai jagannath 🙏tq sir

  • @Chandannayak-zy4ol
    @Chandannayak-zy4ol 5 месяцев назад

    ଧନ୍ୟ ବାଦ ସର୍ ଆପଣଙ୍କୁ ସତ୍ୟ କଥା କହିଲେ❤

  • @PrabhulalTandi-p4m
    @PrabhulalTandi-p4m 5 месяцев назад

    ଆପଣଂକ ମନ୍ତବ୍ୟରେ ଏକମତ ଧନ୍ୟବାଦ୍ ।

  • @skd5218
    @skd5218 5 месяцев назад

    ଆପଣ ଙ୍କ କଥା ରେ ୧୦୦% ସତ୍ୟତା ଅଛି ।ଖୁବ ସୁନ୍ଦର୍ ଉପଉପସ୍ତାପୋନା

  • @Lucky_EduWorld
    @Lucky_EduWorld 5 месяцев назад

    Odisha needs people like you....selfless mentality....

  • @brundabananag7199
    @brundabananag7199 6 месяцев назад

    ସୁନ୍ଦର

  • @ShainiNayak
    @ShainiNayak 6 месяцев назад

    Hn sir aapana jaha kohile sata kotha kohile thankyou very much sir apona bujhi parile au anya ku bujhaile good 👍

  • @sbmentertainment8567
    @sbmentertainment8567 6 месяцев назад +1

    ହୃଦୟ ଜୀତି ନେଲେ ସାର୍ 🙏🙏🙏🙏
    ଜୟ ଜଗନ୍ନାଥ🙏🙏

  • @rudradevblog2186
    @rudradevblog2186 Месяц назад

    ଧନ୍ୟବାଦ ଭାଇ 👏👏👏

  • @RASHMIRANJANKUMAR-ik3oi
    @RASHMIRANJANKUMAR-ik3oi 6 месяцев назад +1

    Bhagwan sabu bele aapan k khusi ne rakhi thau jai maa samaleswari jai maa manike swari jai Pravu Budharaja 🙏🙏🙏🙏

  • @sanunag9791
    @sanunag9791 6 месяцев назад +1

    Thank you sir Jay maa samalei 🙏🙏

  • @lazarmandalmusic8105
    @lazarmandalmusic8105 6 месяцев назад

    ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଆଜ୍ଞା।

  • @parthananda5208
    @parthananda5208 6 месяцев назад +1

    You are right sir thanks your message.

  • @blackpink123-sn2fx
    @blackpink123-sn2fx 6 месяцев назад +1

    Bhai apananku Prabhu asirbada karantu.....may almighty God bless you

  • @RASHMIRANJANKUMAR-ik3oi
    @RASHMIRANJANKUMAR-ik3oi 6 месяцев назад +1

    Bahuta badhiya katha sir jou kalakar ra jati nahin kahile mote vari khusi lagila

  • @rishabdrakshyalata3532
    @rishabdrakshyalata3532 6 месяцев назад

    Sir apno bhlo koochonti ❤

  • @AshokKumar-ee4lp
    @AshokKumar-ee4lp 6 месяцев назад

    Akdam thik katha kahile sir🙏🙏🙏🙏🙏

  • @LukoMajhi
    @LukoMajhi 5 месяцев назад

    ଏହି ଭିଡ଼ିଓ ଦେଖିଲା ପରେ ଭାସ୍କର ନ୍ଯୁଜକୁ ବହୁତ ଧନ୍ୟବାଦ।କାରଣ ଏତେ ଦିନ ପରେ ଭଲ ଲୋକଙ୍କ ପାଖରେ ପହଞ୍ଚିଛି । ଯେଉଁ ବ୍ୟକ୍ତି ଜଣକ ପ୍ରକୃତ ସତ କଥା କହନ୍ତି ଆଉ ତାକୁ ମଧ୍ୟ ହୃଦୟ ରୁ ଅଶେଷ ଧନ୍ୟବାଦ।

  • @tanunial4462
    @tanunial4462 6 месяцев назад

    Sath katha sir 🙏🙏 100%Right

  • @trilokshyaharipal2619
    @trilokshyaharipal2619 6 месяцев назад

    Wah sir good good and very good thinking. Real bicharaka

  • @pin2nandaofficial675
    @pin2nandaofficial675 6 месяцев назад

    Right sir apana badhia bujhuchanti

  • @evangelistsknayak7422
    @evangelistsknayak7422 5 месяцев назад

    Aapona jone hi nyaaya kotha kohile sir. 👍👍👍👍👍🙏

  • @srikant725
    @srikant725 5 месяцев назад

    Aap k anmol vichar k liye dhanyawad sir

  • @sardisepedko5208
    @sardisepedko5208 6 месяцев назад

    Bahut bhala katha kahi le sir...

  • @tribikrambehera3945
    @tribikrambehera3945 6 месяцев назад +3

    ଠିକ୍ କଥା କହିଛନ୍ତି ସାର,
    ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ

  • @kishorekhalsa2975
    @kishorekhalsa2975 6 месяцев назад

    Very good Bhaina Jay Koshal jay jagannath

  • @susilpradhansusilpradhan9937
    @susilpradhansusilpradhan9937 6 месяцев назад +5

    Wao sir kati kati parnam

  • @drnedits-oz3yn
    @drnedits-oz3yn 6 месяцев назад +6

    I love human bhai

  • @Peter772
    @Peter772 5 месяцев назад

    ଆପଣ ସବୁ କଥା ବୁଝିଥିବାରୁ ଆପଣଙ୍କୁ କଟି କଟି ପ୍ରଣାମ 🙏🙏🙏🙏sir

  • @KBCreation2555
    @KBCreation2555 6 месяцев назад

    Right sir Jai jagannath 🙏🙏🙏

  • @musicloversranjit685
    @musicloversranjit685 6 месяцев назад

    Bhai apana sata katha ti kahithibaru dhnyaabad

  • @rkmusicvlogs6729
    @rkmusicvlogs6729 6 месяцев назад

    Thank you sir jau Mane bujhi ba loka bujhi gale

  • @franshishnag3997
    @franshishnag3997 6 месяцев назад +3

    ବହୁତ ଭଲ କଥା କହିଲେ ଆଜ୍ଞା. ଏମନେ ବୁଝି ପାରୁନି

  • @birendramaharana6495
    @birendramaharana6495 6 месяцев назад

    First Time Bhaskar News Re Gote Bhala Khabar Dekheile ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @PRINCE_MUSIC01
    @PRINCE_MUSIC01 6 месяцев назад

    Wow sir ready ready ☺️ bujhi thibaru dhanyawad

  • @diptimanhira767
    @diptimanhira767 5 месяцев назад

    Sata katha Bhai, Thank you for your possativeness and support!!!

  • @barjun6839
    @barjun6839 6 месяцев назад

    ❤se dhanya bad sir apana nku

  • @lateshnayak4085
    @lateshnayak4085 6 месяцев назад

    ❤❤❤❤❤❤❤❤❤❤❤❤❤❤❤❤❤ you sir 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿 really I salute you sooooooooo much sir heart touching speech sir again i heartly love you , salute you ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @saimonbadaraita3582
    @saimonbadaraita3582 6 месяцев назад

    ଠିକ୍ କଥା କଇଲେ Sir ✝️✝️♥️♥️♥️♥️♥️

  • @steminarani5803
    @steminarani5803 6 месяцев назад

    ଆପଣ ଯେତେବେଳେ ଗୋଟେ କଥା କହୁଛନ୍ତି ସାର୍ ସବୁ କଥା ଠିକ୍ ସମୟରେ ଠିକ୍ କଥା କହୁଛନ୍ତି ସାର୍ ବହୁତ ବହୁତ ଧନ୍ୟବାଦ୍ ସାର୍ ଆପଣଙ୍କ 🙏🙏🙏❤️🎉

  • @RajeshBag-m4i
    @RajeshBag-m4i 5 месяцев назад

    ❤ sata kahuchhanti sir apan jane bhala aau sikshit byakti sir 👍🏻

  • @riteshnayak8824
    @riteshnayak8824 6 месяцев назад +1

    Right 👍👍👍 sir apana tik kahile

  • @malasinihembram2266
    @malasinihembram2266 6 месяцев назад

    Thanku sir apono bohut volo

  • @surajsuna1658
    @surajsuna1658 6 месяцев назад

    Apana bhala loka sir salut sir bujhiba loka ti apana

  • @tarjannag5732
    @tarjannag5732 6 месяцев назад

    Bahut sundar sir